www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ କିଛି ସରଳ ଉପାୟ

ତେଲ ଦାନକରିବା ଦ୍ୱାରା ଶନି ଦେବତାଙ୍କର ଆଶୀର୍ବାଦ ମିଳିଥାଏ ମାତ୍ର ଖରାପ କିମ୍ବା ବ୍ୟବହାର ହୋଇଥିବା ତେଲ ଦାନ କରିବା ଅନୁଚିତ ଏହା କରିବା ଦ୍ୱାରା ଶନିଦେବତା କ୍ରୋଧ କରିଥାନ୍ତିି।
ଆଜିକାଲି ଘର ମାନଙ୍କରେ ପ୍ଲାଷ୍ଟିକ ନିର୍ମିତ ଅନେକ ଜିନିଷ ବ୍ୟବହାର କରାଯାଉଛି, କିନ୍ତୁ ଭୁଲବଶତଃ ମଧ୍ୟ ପ୍ଲାଷ୍ଟିକ ଦାନ କରିବେ ନାହିଁ। କାରଣ ଏହା କରିବା ଦ୍ୱାରା ଘରର ଉନ୍ନତିରେ ବାଧା ଉପୁଜିଥାଏ।
ପୁରୁଣା କିମ୍ବା ଚିରି ଯାଇଥିବା କପଡା ଦାନ କରିବା ଅଶୁଭ ବୋଲି ବିଶ୍ୱାସ କରାଯାଏ। ଏହା କରିବା ଦ୍ୱାରା ମା’ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିଯାଇ ପାରନ୍ତି ଏବଂ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି। ସେଥିପାଇଁ ଭୁଲବଶତଃ ମଧ୍ୟ କାହାକୁ ଚିରା ଫଟା କପଡା ଦାନ କରିବେ ନାହିଁ।
ଧାର ଥିବା ଛୁରି ମଧ୍ୟ ଦାନ କରିବା ଅନୁଚିତ। ଏହା କରିବା ଦ୍ୱାରା ଶୁଖ ଶାନ୍ତି କମିଯିବାର ଦେଖାଯାଏ। ଘରର ସଦସ୍ୟ ମାନଙ୍କ ଭିତରେ ମନୋମାଳିନ୍ୟ ହେବାର ଦେଖାଯାଏ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories