ଦେଶରେ ୫,୭୮୪ ଆକ୍ରାନ୍ତ ଚିହ୍ନଟ ; ଆରୋଗ୍ୟ ହାର ୯୮.୩୭%

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ଦିନକରେ ଆଉ ୫ ହଜାର ୭୮୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭,୦୩,୬୪୪କୁ ବୃଦ୍ଧି…
Read More...

ରାଜ୍ୟରେ କରୋନା : ଆଉ ନୂଆ ସଂକ୍ରମିତ ୧୭୫ ; ଜଣେ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୨୦୦ରେ ସୀମିତ ରହିଥିବା ବେଳେ ୨୪ ଘଣ୍ଟାରେ ଆଉ ୧୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୩୦,ସଙ୍ଗରୋଧରୁ…
Read More...

ଶିକ୍ଷାବିତ୍ ନୀଳକଣ୍ଠ ଶତପଥିଙ୍କ ସ୍ମୃତିସଭା

ବାଙ୍କୀ : ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ଖମାରଙ୍ଗ ଗ୍ରାମର ବିଶିଷ୍ଠ ବ୍ୟକ୍ତି,ଆଦର୍ଶ ଶିକ୍ଷକ,ପୂର୍ବତନ ଶିକ୍ଷା ଅନୁନିରିକ୍ଷକ ତଥା ଜଣେ ସୃଜନଶୀଳ ସାହିତ୍ୟ ସାଧକଙ୍କ ବିୟୋଗରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ…
Read More...

ନେସ୍କୋ ପକ୍ଷରୁ ବିଦ୍ୟାଳୟକୁ ଫୁଲକୁଣ୍ଡ ପ୍ରଦାନ

ବାଙ୍କୀ :  ବିଦ୍ୟାଳୟ ପରିସରକୁ ସବୁଜ ସୁନ୍ଦର କରିବାର ଆବଶ୍ୟକତା ଯେତିକି ଅଛି ବିଦ୍ୟାଳୟ ସମ୍ମୁଖକୁ ଫୁଲକୁଣ୍ଡରେ ସଜାଇ ରଖିବା ଅନ୍ୟ ଏକ ପ୍ରେରଣାଦାୟକ କାର୍ଯ୍ୟ ବୋଲି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସ୍କୋ…
Read More...

କବି ବିଦ୍ୟାଧର ଖଟୁଆଙ୍କୁ ସାରସ୍ୱତ ସମ୍ମାନ

ବାଙ୍କୀ : ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ସହକାରୀ ଶିକ୍ଷକ ତଥା ସ୍ଥାନୀୟ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ପରିଷଦର ସମ୍ପାଦକ କବି ବିଦ୍ୟାଧର ଖଟୁଆ ନିଜର ସାରସ୍ୱତ ସାଧନା ପାଇଁ କବିବନ୍ଧୁ ପରିବାର ପକ୍ଷରୁ…
Read More...

ଅନାମସ୍ନେହ ପରିବାର ପ୍ରୟାଗରାଜର ଅଂଶୁପା ପରିଦର୍ଶନ

ବାଙ୍କୀ : ସୋମବାର ଦିନ ସକାଳେ ଏକ ସ୍ୱତନ୍ତ୍ର ପରିଭ୍ରମଣକାରୀ ଟିମ୍ ଅଂଶୁପା ପରିଦର୍ଶନରେ ଆସି ବିମୋହିତ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡର ସରଣ୍ଡାଗଡ ପାଦଦେଶରେ ଅବସ୍ଥିତ ପ୍ରାକୃତିକ ଶୋଭାରାଜିରେ ବିମଣ୍ଡିତ…
Read More...

ଶୀତଦିନ ପାଇଁ ସରଳ ଉପାୟ

ଶୀତଦିନେ ତ୍ୱଚା ପାଇଁ କଫିର ବ୍ୟବହାର ଖୁବ ହିତକାରକ। କଫିରେ ଏକ ଚାମଚ ନଡ଼ିଆ ତେଲରେ ମିଶାଇ ଏହାକୁ ଗରମ କରନ୍ତୁ। କଫି ତରଳିବାପରେ ଆଞ୍ଚରୁ କାଢି ଏହାକୁ ଥଣ୍ଡା କରି ମୁହଁରେ ଓ ନିଜ ଇଚ୍ଛା ମୁତାବକ ହାତ ଓ ଗୋଡ଼ରେ ଲଗାଇ…
Read More...

ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର ଦାବିରେ ସିଡ଼ିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ନାରାୟଣଗୁଡା ଅଙ୍ଗନବାଡି କର୍ମୀ ଜୟନ୍ତୀ ଶବରଙ୍କ ମନମୁଖୀ କାର୍ୟ୍ୟକଳାପକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ । ପ୍ରତିବାଦରେ ଆଜି ଉକ୍ତ ଅଙ୍ଗନବାଡି କର୍ମୀଙ୍କୁ ବହିଷ୍କାର…
Read More...

ଆମ ପୁଲିସ ସମିତି ଦ୍ବାରା ଉପେକ୍ଷିତ ପାଞ୍ଚଟି ପଞ୍ଚାୟତ ; ସିକେରକୁପାରେ ଥାନା ସ୍ଥାପନ ଦାବି ତେଜୁଛି

ଲାଞ୍ଜିଗଡ଼ : ଦିନକୁ ଦିନ ପରିସ୍ଥିତି ବଦଳୁଥିବାବେଳେ ଦେଶରେ ପ୍ରଚଳିତ ୧୮୬୦ ମସୀହାର ପୁଲିସ ମାନ୍ୟୁଏଲରେ ସମୟ ସମୟରେ ସଂଶୋଧନ କରାଯାଇ ତାକୁ ଯୁଗୋପଯୋଗୀ କରାଯାଉଛି  ।  ସେହିପରି ବର୍ତ୍ତମାନ ପରିସ୍ଥିତିରେ ଅପରାଧର…
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। କଟକର ୧୮ ଲକ୍ଷ ଲୋକ ଏହି…
Read More...

ମୋତିଆବିନ୍ଦୁ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ହାତ ବଢାଇଲା ବେଦାନ୍ତ

ଲାଞ୍ଜିଗଡ଼ :  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ରାୟଗଡା ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଗ୍ରହଣଖଣ୍ଡିଆ ଓ ମୋତିଆବିନ୍ଦୁ ରୋଗୀମାନଙ୍କୁ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ସହାୟତାର ହାତ ବଢାଇ ଆସୁଛି…
Read More...

ଦିବ୍ୟ କାଶୀ ଭବ୍ୟ କାଶୀ ନୂଆ ରୂପରେ ଲୋକାର୍ପିତ

ବାରାଣସୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ୱନାଥ କରିଡରର ଶୁଭ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ହର୍-ହର-ମହାଦେବ, ହର-ହର-ମହାଦେବ, ନମଃ ପାର୍ବତୀ ପତି, ହର ହର ମହାଦେବ କହି ନିଜର ସମ୍ବୋଧନ…
Read More...

ବ୍ରହ୍ମପୁରରେ ଆରମ୍ଭ ହେଲା ସ୍ମାର୍ଟ କାର୍ଡ ବଣ୍ଟନ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ସୋମବାର ଶୁଭାରମ୍ଭ ହୋଇଯାଇଛି । ଏନେଇ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଟାଉନ୍‌ ହଲ୍‌ ଠାରେ ଆୟୋଜିତ ହୋଇଥିଲା । ମହାନଗର ନିଗମର…
Read More...

୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ

ଭୁବନେଶ୍ୱର : ରାଜ୍ୟର ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମାଗଣା ପ୍ରଶିକ୍ଷଣ ପ୍ରଦାନ କରାଯିବ। ବିଭିିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ଲାଗି ମାଗଣା ପ୍ରଶିକ୍ଷଣ ମିଳିବ। ଏକାଦଶରେ ପଢୁଥିବା ଗରିବ…
Read More...

ରାଜ୍ୟରେ ୪୧ ଲକ୍ଷ ବ୍ୟକ୍ତି ନେଇ ନାହାନ୍ତି ଟିକାର ପ୍ରଥମ ପାନ

ଭୁବନେଶ୍ୱର : ରାଜ୍ୟରେ ୪୧ ଲକ୍ଷ ବ୍ୟକ୍ତି କରୋନା ଟିକାର ପ୍ରଥମ ପାନ ନେଇ ନାହାନ୍ତି। ମୟୁରଭଞ୍ଜ, କନ୍ଧମାଳ, କଟକରେ ପ୍ରଥମ ପାନ ଟିକାକରଣ ହାର କମ। ଏନେଇ ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା…
Read More...

କାଶୀ ବିଶ୍ୱନାଥ କରିଡର ଉଦଘାଟନ ପୂର୍ବରୁ କାଳ ଭୈରବଙ୍କ ମନ୍ଦିରରେ ଆଳତୀ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଉ କିଛି ସମୟ ମଧ୍ୟରେ କାଶୀ ବିଶ୍ୱନାଥ କରିଡରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଉଦଘାଟନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ସେଠାରେ ଥିବା କାଳ ଭୈରବ ମନ୍ଦିରକୁ ଯାଇ ଆରତି କରିଛନ୍ତି।…
Read More...

୬୩ଟି ଦେଶରେ ବ୍ୟାପିଲା ଓମିକ୍ରନ ଭାରିଆଣ୍ଟ ; ଡେଲଟା ଠାରୁ ଅଧିକ ସଂକ୍ରାମକ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : କରୋନାର ନୂତନ ଭାରିଆଣ୍ଟ ବିଶ୍ୱର ୬୩ଟି ଦେଶରେ ବ୍ୟାପି ସାରିଥିବା ଜଣାପଡିଛି। ଏବେ ଏହା ଭାରତରେ ମଧ୍ୟ ବ୍ୟାପିବା ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ଏହା ଦେଶର ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ…
Read More...

ଶନିବାର : ଅଦା ଖାଇ ଘରୁ ବାହାରକୁ ଯିବା ଦ୍ୱାରା ସଫଳତା ମିଳିଥାଏ

କାର୍ୟ୍ୟରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ବାର ଅନୁଯାୟୀ ପାଳନ କରିବା ଦ୍ୱାରା ସଫଳତା ନିଶ୍ଚୟ ମିଳିଥାଏ। ଜାଣନ୍ତୁ ........ ସୋମବାର – ଏହି ବାର ଦିନ ଘରୁ ବାହାରକୁ ଯିବା…
Read More...

ଟ୍ରେନ ଧକ୍କାରେ ୩ ବାଇକ ଚୁରମାର ; ୩ ଆହତ

ରାଜଗାଙ୍ଗପୁର : ରାଜଗାଙ୍ଗପୁରରେ ଦୂରନ୍ତ ଏକ୍ସପ୍ରେସ ଧକ୍କାରେ ୩ ବାଇକଆରୋହୀ ଆହତ ହୋଇଛନ୍ତି । ରାଜଗାଙ୍ଗପୁର ରେଳ ଫାଟକର ଗଳା ବାଟ ଦେଇ ପାରିହେଉଥିବା ବେଳେ ହାଓଡା ବମ୍ବେ ଦୂରନ୍ତ ଟ୍ରେନ ଧକ୍କାରେ ୩ଟି ବାଇକ ଚୁରମାର…
Read More...

ପୁରୀ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ବିଜେପି ବିଧାୟକଙ୍କ ଧାରଣା

ପୁରୀ : ପୁରୀ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ବିଜେପି ବିଧାୟକ ଧାରଣା ଦେଇଛନ୍ତି । ଧାରଣାରେ ବସିଛନ୍ତି ୧୩ ଜଣ ବିଧାୟକ  ।  ବିଧାୟକ ଜୟ ନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ଜୟନ୍ତ କୁମାର ଷଡଙ୍ଗୀ, ଲଲାଟେନ୍ଦୁ…
Read More...

ଲାଞ୍ଜିଗଡରେ ହାତୀ ଉପଦ୍ରବ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦିର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ବୁଧବାର,ଗୁରୁବାର ଓ ଶୁକ୍ରବାର ତିନିଦିିନ ଧରି…
Read More...

୨ ପରିବାର ମଧ୍ୟରେ ଗଣ୍ଡଗୋଳ ; ଏସିଡ ଫିଙ୍ଗାରେ ୪ ଗୁରୁତର

ବରଗଡ : ବରଗଡ ୧୧ ନମ୍ବର ୱାର୍ଡରେ ଏକ ଅଭାବନୀୟ ଘଟିଥିବା ନେଇ ଆଜି ଖବର ମିଳିଛି । ୧୧ ନମ୍ବର ୱାର୍ଡରେ ୨ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ପରସ୍ପର ମଧ୍ୟରେ ଏସିଡ୍‌ ଫିଙ୍ଗାଫିଙ୍ଗି ହୋଇଛନ୍ତି । ଏଥିରେ ୪ ଜଣ ଗୁରୁତର…
Read More...

ଉଷୁମ ପାଣିର ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ

ଉଷୁମ ପାଣି ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ହୋଇଥାଏ। ଆସନ୍ତୁ ଜାଣିବା ସେସବୁ କ’ଣ ....... ଉଷୁମ ପାଣିର ସେବନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ମାଂସପେଶୀ ପାଇଁ ମଧ୍ୟ ଲାଭଦାୟକ। ଉଷୁମ…
Read More...

ଲ୍ୟାମ୍ପ କର୍ମଚାରୀ ରାଜଧାନୀରେ, ବେପାରୀଙ୍କ କବଜାରେ ଚାଷୀ 

ନବରଙ୍ଗପୁର : ଲ୍ୟାମ୍ପ କର୍ମଚାରୀ ସେମାନଙ୍କ ହକ ପାଇଁ ଏବେ ରାଜଧାନୀରେ ଥିବା ବେଳେ ଏପଟେ ବେପାରୀଙ୍କ କବଜାରେ ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲାରେ । ଏକ ମାସରୁ ଉର୍ଦ୍ଧ ହେବ ବିଭିନ୍ନ…
Read More...

ଏନ୍ ଏ ସି ର ବିକାଶ ଆମରି ଲକ୍ଷ୍ୟ ; ନିର୍ମାଣକାରି ସଂସ୍ଥାକୁ ନେଇ ଅତାବିରାରେ ସମୀକ୍ଷା ବୈଠକ

ରେଙ୍ଗାଲିକେମ୍ପ : ଅତାବିରା ଏନ୍ ଏ ସି କାର୍ଯ୍ୟାଳୟ ର ସଭାଗୃହ ଠାରେ ବିଧାୟିକାଙ୍କ ନିର୍ଦ୍ଦେଶ କ୍ରମେ ତଥା ଦୀପାଞ୍ଜଳୀ୍ ଭୋରାଶାଗରଙ୍କ ସଭାପତିତ୍ବରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନ୍ ଏ ସି ର…
Read More...

ସୁମିତ-ଡିମ୍ପଲଙ୍କ ବିବାହରେ ନୂଆ ମୋଡ

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗରର ସୁମିତ-ଡିମ୍ପଲଙ୍କ ବିବାହରେ ନୂଆ ମୋଡ। ବିବାହକୁ ନେଇ ଡିମ୍ପଲ ଅଭିଯୋଗ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ କୁହାଯାଇଥିଲା। ୨ୟ ପର୍ଯ୍ୟାୟରେ…
Read More...

ଭୁବନେଶ୍ୱରରେ ପହଞ୍ଚିଲା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ; ଶ୍ରଦ୍ଧାସୁମନ ଅର୍ପଣ କଲେ…

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚି ସାରିଛି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପାର୍ଥିବ ଶରୀର ଅଣାଯାଇଛି । ବିମାନବନ୍ଦରରେ ଶ୍ରଦ୍ଧାସୁମନ…
Read More...

ଆଉ ୪ ମାସ ମାଗଣା ଚାଉଳ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମାଗଣାରେ ଆଉ ୪ ମାସ ମିଳିବ ଚାଉଳ । ଡିସେମ୍ବର ମାସରୁ ମାର୍ଚ୍ଚ ୨୦୨୨ ଯାଏ ପ୍ରତିମାସ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ମାଗଣା ଚାଉଳ ହିତାଧିକାରୀଙ୍କୁ…
Read More...

ଦିଲ୍ଲୀରେ ଓମିକ୍ରନର ଆଉ ଏକ ମାମଲା ; ଜିମ୍ବାୱେରୁ ଆସିଥିବା ବ୍ୟକ୍ତି ଓମିକ୍ରନ ସଂକ୍ରମିତ

ନୂଆଦିଲ୍ଲୀ : ଭାରତରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ବୃଦ୍ଧି ପାଉଥିବା ନଜରକୁ ଆସିଛି । ଦିଲ୍ଲୀରେ ଆଉ ଏକ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି। ଦେଶରେ ସଂକ୍ରମିତଙ୍କ ଓମିକ୍ରନ୍ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି ।…
Read More...

ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା

ନୂଆଦିଲ୍ଲୀ : ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା। ଦିଲ୍ଲୀର ବ୍ରାର ସ୍କୋୟାରରେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଶେଷକୃତ୍ୟ କ୍ରିୟା ସମ୍ପନ୍ନ ହୋଇଛି। ଶେଷକୃତ୍ୟ…
Read More...

ମୋ ସ୍କୁଲ ଅଭିଯାନ ବୈଠକ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅତିତିକ୍ତ ଶ୍ରେଣୀଗୃହ ଠାରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ…
Read More...

ମମିତା ମେହେର ଘଟଣା ; ରାଜଧାନୀ ରାଜରାସ୍ତାରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର : ଆଜି ରାଜଧାନୀର ରାଜରାସ୍ତା ରଣକ୍ଷେତ୍ର ପାଲଟିଥିବା ଦେଖାଯାଇଥିଲା। ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରେସ ବିଧାନସଭାକୁ…
Read More...

ଗୋଟିଏ ଆଦିବାସୀ ସଂଘ ନାମରେ ପୃଥକ ପୃଥକ ଭାବେ ସହିଦ୍ ରେଣ୍ଡୋମାଝୀଙ୍କ ୧୬୬ ତମ ସହିଦ୍ ଦିବସ ପାଳିତ

ଭବାନୀପାଟଣା : ଗୋଟିଏ ଆଦିବାସୀ ସଂଘ ନାମରେ ପୃଥକ ପୃଥକ ଭାବେ ସହିଦ୍ ରେଣ୍ଡୋମାଝୀଙ୍କ ୧୬୬ ତମ ସହିଦ୍ ଦିବସ ପାଳିତ ।  ଆଦିବାସୀମାନଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଥିବା ଓ ଆଦିବାସୀଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା,…
Read More...

ବୃଦ୍ଧା କାଳରେ ରୋଗ ସାଧୁଛି ଦାଉ

ରେଙ୍ଗାଲିକ୍ୟାମ୍ପ :  ବୃଦ୍ଧ ଅବସ୍ଥାରେ ମଣିଷ ନିଃସଙ୍ଗ ହୋଇଯାଏ,ତେବେ ମଣିଷ ମନରେ ବଞ୍ଚିବାର ଇଚ୍ଛା ଟିକକ ମରିଯାଏ।ଠିକ୍ ଏମିତି ନିଃସଂଗତା ସାଙ୍ଗକୁ ରୋଗ ବଇରୀ ସାଜିଛି, ଜୀବନର ଶେଷ ଦିନକୁ ଗଣିଚାଲିଛନ୍ତି ବୃଦ୍ଧା…
Read More...

ସିଡ଼ିଆର ଦାଖଲ ଘଟଣା ; ଜେ ଏମଏଫସି କୋର୍ଟରେ ହାଜର ହେଲେ ମାହାଙ୍ଗା ଥାନା ଅଧିକାରୀ

କୁଆଁପାଳ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେ ଏମଏଫସି କୋର୍ଟ ମାହାଙ୍ଗା ପୁଲିସକୁ ଅପଟୁଡେଟ କେଶ ଡାଏରୀ ଓ ସିଡ଼ିଆର ଦାଖଲ ପାଇଁ ନିର୍ଦ୍ଦେଶ ଦେବା ଓ ଏହାକୁ ଦଖଲ ପାଇଁ ପୁଲିସ କୋର୍ଟକୁ ଅଧିକ ସମୟ ମାଗିବା…
Read More...

ଅନ୍ତିମ ଯାତ୍ରାରେ ସିଡିଏସ୍‍ ବିପିନ ରାୱତ

ନୂଆଦିଲ୍ଲୀ : ଅନ୍ତିମ ଯାତ୍ରାରେ ସିଡିଏସ୍‍ ବିପିନ ରାୱତ। ସିଡିଏସ ଜେନେରାଲ ରାୱତଙ୍କୁ ଶେଷ ସମ୍ମାନରେ ଏକ ଶୋଭାଯାତ୍ରାରେ ଜେନେରାଲଙ୍କ ପାର୍ଥିବ ଶରୀର ନିଆଯାଉଛି। ପାର୍ଥିବ ଶରୀର ସମ୍ମୁଖରେ ୯୯ ଟ୍ରାଇ ସର୍ଭିସ…
Read More...

ବିଜେଡିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର : ଆଜି ବିଜେଡିରେ ସୁନ୍ଦରଗଡ ତଳସରାର କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ଯୋଗ ଦେଇଛନ୍ତି। ଗତ ୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ…
Read More...

ବନ୍ଧୁକ ସହ ଖେଳୁଥିଲେ ; ଫୁଟିଲା ଗୁଳି , ଯୁବକ ଗୁରୁତର

ବାଲେଶ୍ୱର : ସାଙ୍ଗମାନଙ୍କ ମେଳରେ ବନ୍ଧୁକନେଇ ମଜା କରୁ କରୁ ଗୁଳି ଫୁଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବା ନେଇ ଆଜି ଖବର ମିଳିଛି। ଯୁବକଙ୍କ ଜଣକ ପ୍ରିତିରଞ୍ଜନ ନାୟକ (୩୫)। ତାଙ୍କ ଘର ସଦର…
Read More...

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଦେବଗିରି ଶୈବପୀଠ ଠାରେ ଥିବା ସୈନିକ ବାଟିକାରେ ସ୍ଥାନୀୟ ସି ଆର ପି ଏଫ ଇ୪ର୍ଥ ବାଟାଲିୟନ ଯବାନ ତରଫରୁ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗତ…
Read More...

କୁରାଳ ପଂଚମୀ ପାଳିତ

ତାଲପଦର :  ବରଗଡ଼ ଜିଲ୍ଲାର ବିଜେପୁର  ଅର୍ନ୍ତଗତ ତାଳପଦର ଗ୍ରାମରେ ୩୮ତମ କୁରାଳ ପଂଚମୀ ଉତ୍ସବ ୮.୧୨.୨୧ ରୁ ୧୦.୧୨.୨୧ ପର୍ଯ୍ୟନ୍ତ ଚାଲିଥିବା ବେଲେ ଶୁକ୍ରବାର ଦିନ ଉଜ୍ଜାପିତ ହୋଇଯାଇଛି । ଉକ୍ତ ଉତ୍ସବରେ କର୍ତ୍ତା…
Read More...

ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ତାଙ୍କ ୨ ଝିଅଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ : ତାମିଲନାଡୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତଙ୍କ ସମେତ ଅନ୍ୟ ୧୩ ଜଣଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଜି ସିଡିଏସ୍ ବିପିନ ରାୱତଙ୍କ ସମେତ ଅନ୍ୟ…
Read More...

ସାମାନ୍ୟ ବର୍ଷାରେ ୩ ଘଣ୍ଟା ଲାଇନ କାଟ ଅଭିଯୋଗ

ଗୁଡଭେଲା : ସାମାନ୍ୟ ବର୍ଷା ଟିକିଏ ହେଲେ ଲାଇନ କାଟି ଦେଉଥିବାରୁ ବିଦ୍ୟୁତ ଉପଭୋକ୍ତା ମହଲରେ ଅସନ୍ତୋଷ ଦେଖାଦେଇଛି। ଗୁଡ଼ଭେଳା ବ୍ଳକ ୮ଟି ପଞ୍ଚାୟତର ୫୮ଟି ଗାଁରେ ଗୁରୁବାର ଅପରାହ୍ନ ୩ଘଣ୍ଟା ସମୟରେ ବିଦ୍ୟୁତ ବନ୍ଦ ହୋଇ…
Read More...

ଡଙ୍ଗରିଆଙ୍କ ଭୋକ ମେଣ୍ଟାଉଛି ସଲପ ଜାଉ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡର ପ।ଦ ତଳ ପାର୍ସାଲି ପଞ୍ଚାୟତର ବୁଡୁଣି ଗାଁର ଡଙ୍ଗରିଆ କନ୍ଧମାନଙ୍କ ଭୋକ ମେଣ୍ଟାଉଛି ସଲପ ଜାଉ । ଉକ୍ତ ଗାଁର ଡଙ୍ଗରିଆ କନ୍ଧ ମାନଙ୍କୁ…
Read More...

ପୁଷ୍ଟି ମହୋତ୍ସବ ଉଦ୍ଜାପିତ

ସୁଆଣ୍ଡୋ : ପୁରୀଜିଲା ସୁନ୍ଦର କ୍ଲଷ୍ଟର ୧/୨ ଗ୍ରାମରେ ଓଡ଼ିଶା ପୁଷ୍ଟି ମହୋତ୍ସବ ଗୁରୁବାର ଉଦ୍ଜାପିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନଶକ୍ତି ତରଫରୁ ଏହା ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ପୁଷ୍ଟିହୀନତା…
Read More...

କୃଷକ ଆନ୍ଦୋଳନ ସ୍ଥଗିତ ; ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଘୋଷଣା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଘୋଷଣା ଏବଂ ପ୍ରସ୍ତାବ ଉପରେ ଚୁକ୍ତିନାମା ପରେ ପ୍ରାୟ ଦୀର୍ଘ ୧ ବର୍ଷ ରୁ ଅଧିକ ସମୟ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ କୃଷକ…
Read More...

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କିଛି ସରଳ ଉପାୟ

ଅନେକ ସମୟରେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏଭଳି କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ମୁହଁ ପାଇଁ ଖୁବ ଲାଭଦାୟକ ହୋଇଥାଏ.... ଗାଜର ଓ ବିଟ ଜୁସ – ଗାଜରରେ ଅଧିକ ପରିମାଣରେ ଭିଟାମିନ ଏ ଓ ବିଟରେ…
Read More...

ବାଈଶିପଲ୍ଲୀ ଅଭୟାରଣ୍ୟରେ ଠାବହେଲା ବିରଳ କଳା ଚିତାବାଘ

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବାଣିଗୋଛା (ପଶ୍ଚିମ)ବନ୍ୟପ୍ରାଣୀ ରେଞ୍ଜର ବାଇଶିପଲ୍ଲୀ ଅଭୟାରଣ୍ୟର ଏକ ଆଭ୍ୟନ୍ତରୀଣ କୋର ଏରିଆ ଅଂଚଳରୁ ଟ୍ରାପ କ୍ୟାମେରା ସାହାଯ୍ୟରେ ଏକ ବିରଳ କଳା ଚିତା ବାଘ…
Read More...

କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ର କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜଧାନୀର କ୍ୟାପିଟାଲ ହାଇସ୍କୁଲର ଛାତ୍ର କରୋନା ସଂକ୍ରମିତ ହୋଇଥିବା ନେଇ ଗୁରୁବାର ଜଣାପଡିଛି। କ୍ୟାପିଟାଲ ହାଇସ୍କୁଲର ନବମ ଶ୍ରେଣୀର ୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଭୟ ଲାଗି…
Read More...

ହାତୀ ଦାନ୍ତ ଚାଲାଣ ବେଳେ ଏସଟିଏଫ ଟିମର ଚଢ଼ାଉ ମାମଲା ; ୨ ଗିରଫ ୯ କେଜି ର ଦାନ୍ତ ଜବତ

ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବନ ଖଣ୍ଡର ଗୁଡ଼ଭେଳା ଫରେଷ୍ଟ ସେକ୍ସନରେ ଏସଟିଏଫ ଟିମ ଚଢ଼ାଉ କରି  ହାତୀ ଦାନ୍ତ ଜବତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଘୁନା ପଞ୍ଚାୟତ ର ନିମୁରସିଂହା…
Read More...

ଶୀତଦିନେ ଘିଅର ବ୍ୟବହାର

ଘିଅର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି। ଅଧ୍ୟୟନରୁ ଜଣାପଡିଛି ଯେ ଏହିପରି ଅନେକ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ଘିଅରେ ମିଳିଥାଏ ଯାହା ଶରୀରର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା…
Read More...

କାରକୁ ଧକ୍କା ଦେଲା ଟ୍ରକ ; ୨ ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ଆରକେ ପୁରମର ହୟାତ ହୋଟେଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ଏକ ଟ୍ରକ କାରକୁ ଧକ୍କା ଦେବାରୁ ଏଭଳି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପତିପତ୍ନୀଙ୍କ ମୃତ୍ୟୁ…
Read More...

ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି

ନୂଆଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ପ୍ରସଙ୍ଗରେ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟ ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବିବୃତି ପ୍ରଦାନ କରିଛନ୍ତି। ସେ…
Read More...

ସଡ଼କ ଦୁର୍ଘଟଣା ; ଚାଳକ ଆହତ

ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥ ବାଲୁଘାଟ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ ରେ ରାସ୍ତା ସମ୍ପ୍ରସାରଣ  କାମ ଜାରି ରହିଛି। ରାସ୍ତା କାମ  କରୁଥିବା ଠିକା ସଂସ୍ଥା ତଥା ଏହାର ଦାୟିତ୍ୱ ରେ ଥିବା…
Read More...

ଅନଲାଇନରେ ପାଠ ପଢି ତୃତୀୟ ଓ ପଞ୍ଚମ ଶ୍ରେଣୀର ପିଲା ଦେଲେ ଅଫଲାଇନ ବୃତ୍ତି ପରୀକ୍ଷା

ରେଙ୍ଗାଲିକେମ୍ପ :  ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପରିଚାଳିତ ପଞ୍ଚମ ଓ ତୃତୀୟ ଶ୍ରେଣୀର ବୃତ୍ତି ପରୀକ୍ଷା  ସାରା ରାଜ୍ୟରେ ହୋଇଯାଇଛି। କିନ୍ତୁ ପିଲାଙ୍କର ଉପସ୍ଥାନ ବହୁତ୍ କମ ରହିଥିବା ଦେଖିବାକୁ…
Read More...

କଲ୍ୟାଣସିଂହପୁରରେ କୁରାଳ ପଞ୍ଚମୀ ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗାଁରେ ଥିବା କୁମ୍ଭକାର ସମ୍ପ୍ରଦାୟର ଲୋକମାନେ ତିନି ଦିନ ଧରି କୁରାଳ ପଞ୍ଚମୀ ବା ଚକ୍ରଧାରୀ ପୂଜା ପାଳନ କରୁଛନ୍ତି ।ଏ…
Read More...

ବଢିଲା ଧାନ ଚାଷୀଙ୍କ ଦୁର୍ଦ୍ଦଶା ; ପୁଣି ବର୍ଷା

ପୁରୀ :  ପୁଣିଥରେ ବଢିଲା ଚାଷୀଙ୍କ ଦୁର୍ଦ୍ଦଶା। ଆଜି ସକାଳୁ ପୁରୀ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା। ପାଗ ମେଘୁଆ ରହିଛି। ଏଥିଯୋଗୁଁ ବିଲରୁ ଧାନ ଅମଳ ବାଧାପ୍ରାପ୍ତ ହୋଇଛି। କଟାହୋଇ ପଡ଼ିଥିବା ଧାନ…
Read More...

ବିଦ୍ୟାଧରପୁର ଗ୍ରାମରେ ମା’ ଚର୍ଚ୍ଚିକାଙ୍କ ମନ୍ଦିର ପ୍ରତିଷ୍ଠା

ସୁଆଣ୍ଡୋ :  ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଇଷ୍ଟଦେବୀ ମା’ ଚର୍ଚ୍ଚିକାଙ୍କ ମନ୍ଦିର ପ୍ରତିଷ୍ଠା ବୁଧବାର ଶେଷ ହୋଇଛି । ଏହି ଅବସରରେ ମନ୍ଦିରରେ ଠାକୁରାଣୀ ନୂତନ ସିଂହାସନ ବିଜେ କରିଥିବା…
Read More...

ବେଗୁନିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ମାର୍ଟସ୍କୁଲ କାର୍ଯ୍ୟ ଶେଷ 

ବେଗୁନିଆ  : ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢାରେ ଉନ୍ନତି ପାଇଁ ସରକାର ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ବେଗୁନିଆ ବ୍ଲକରେ ଦୁଇଟି ବିଦ୍ୟାଳୟ ର ସ୍ମାର୍ଟ ସ୍କୁଲ କାର୍ଯ୍ୟ ଶେଷ କରିଥିବାବେଳେ ଏବେ ଆଉ ୭ ଟି ବିଦ୍ୟାଳୟ କୁ…
Read More...

ଜାଣି ରଖନ୍ତୁ ଏହି ବାସ୍ତୁ ଉପାୟ

ବାସ୍ତୁ ଅନୁଯାୟୀ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ମାନସିକ , ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ। ଚାଲିବା ଅବସ୍ଥାରେ ଆଦୌ ସୁନା କିମ୍ବା ଅନ୍ୟ…
Read More...

ଲ୍ୟାମ୍ପସରେ ତାଲା ; ଚିନ୍ତାରେ ଚାଷୀ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ଥିବା ଲ୍ୟାମ୍ପସରେ ଆଜିକୁ ପ୍ରାୟ ୨୪ଦିନ ହେଲା ତାଲା ଝୁଲିଥିବା ଦେଖିବାକୁ ମିଳିଛି। ଓଡ଼ିଶା ସମବାୟ ସମିତି ସଂଘର ନିର୍ଦ୍ଦେଶ କ୍ରମେ ଏହି ଆନ୍ଦୋଳନ ଜାରି ରହିଥିବା…
Read More...

ତୃତୀୟ ଏବଂ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ୨୫୦ ଜଣ ପରୀକ୍ଷାର୍ଥୀ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଗଡମାଣତୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ୨୫୦ ଜଣ ଛାତ୍ରଛାତ୍ରୀ ତୃତୀୟ ଏବଂ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଇଛନ୍ତି । ବେଗୁନିଆ…
Read More...

ସୁସ୍ଥ ଜଳଖିଆ

ଆମ ଖାଦ୍ୟରେ ଆମେ କ’ଣ ଖାଉଛୁ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଏଭଳି କିଛି ଖାଦ୍ୟର ସେବନ କରିବା ଉଚିତ, ଯାହା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥି ସହିତ, ବିଶେଷତଃ ସକାଳ ଜଳଖିଆରେ ଆମେ ଯାହା ଖାଉଛୁ…
Read More...

ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା ଅନୁଷ୍ଠିତ । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ସ୍ଥାନୀୟ ହରିଜନସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ…
Read More...

କଟକ ରେଳ ଷ୍ଟେସନରୁ ଲକ୍ଷାଧିକ ଟଙ୍କା ଭର୍ତ୍ତି ବ୍ୟାଗ ଜବତ

କଟକ : କଟକ ରେଳ ଷ୍ଟେସନରୁ ଆଜି ଲକ୍ଷାଧିକ ଟଙ୍କା ଭର୍ତ୍ତି ୪ଟି ବ୍ୟାଗ ଜବତ ହୋଇଛି। ଏହି ବ୍ୟାଗରୁ ପ୍ରାୟ ୨୪ ଲକ୍ଷ ୫୦ ହଜାର ମିଳିଛି। ବ୍ୟାଗରେ ୧୦ ଓ ୨୦ ଟଙ୍କିଆ ନୋଟ୍‍ ରହିଥିବା  ନେଇ ଖବର ମିଳିଛି। ରାଜଧାନୀ…
Read More...

ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ଚିକେନ ଚଟପଟି

ଆବଶ୍ୟକ ସାମଗ୍ରୀ ଚିକେନ – ୬୦୦ ଗ୍ରାମ ଘିଅ – ୧କପ ଅଦା ରସୁଣ ବଟା – ୨ଚାମଚ କଟା ଅଦା – ଅଳ୍ପ କଞ୍ଚା ଲଙ୍କା – ୨ଟି ଲଙ୍କା ଗୁଣ୍ଡ – ୧ଚାମଚ ହଳଦୀ ଗୁଣ୍ଡ – ଅଳ୍ପ କସ୍ତୁରୀ ମେଥି – ଅଳ୍ପ କଟା ପିଆଜ – ୩ଟି…
Read More...

ସତ୍ୟବାଦୀ ବ୍ଲକରେ ୮ଟି ହାଇସ୍କୁଲ ୫ଟିରେ ସାମିଲ

ସୁଆଣ୍ଡୋ :  ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗୁଡିକର ୫ଟି ଅଧିନରେ ଉନ୍ନତିକରଣ ଗୋଟିଏ ମହଦାକାଂକ୍ଷୀ ଯୋଜନା । ଏହି ଯୋଜନାରେ ସତ୍ୟବାଦୀ ବ୍ଲକରେ ୮ଟି ହାଇସ୍କୁଲକୁ ସାମିଲ କରାଯାଇଛି । ପ୍ରଥମେ ୬ଟି ହାଇସ୍କୁଲ ଏହି ଯୋଜନାରେ…
Read More...

ବଡ ସଫଳତା ; ଚୁଇଙ୍ଗମ୍‍ ଖାଇ ରୋକି ହୋଇପାରେ କରୋନାର ବୃଦ୍ଧି

ନୂଆଦିଲ୍ଲୀ : ଅନେକ ଦେଶରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ନୂତନ ଭାରିଆଣ୍ଟ ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଭାରିଆଣ୍ଟ ଖୁବ ଦ୍ରୁତ ଗତିରେ ବ୍ୟାପିଥାଏ ବୋଲି…
Read More...

ଅଧିକ କୋଭିଡ ସଂକ୍ରମିତ ଦେଶରୁ ଆସିଥିବା ୪ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ କରୋନାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଧିକ କୋଭିଡ ସଂକ୍ରମିତ ଦେଶରୁ ଆସିଥିବା ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଆଜି ଖବର ମିଳିଛି। ପଜିଟିଭଙ୍କ ନମୁନା ଜେନମ୍‍…
Read More...

ସାଢେ ୧୧ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଆଜି ବିଧାନସଭାରେ ଶୀତ ଅଧିବେଶନର ସପ୍ତମ ଦିନ। ଆଜି ମଧ୍ୟ ପୂର୍ବ ଦିନ ଭଳି ବିଧାନସଭାରେ ସମାନ ଅବସ୍ଥା ଦେଖାଯାଇଛି। ଆରମ୍ଭରୁ ଗୃହର ମଧ୍ୟଭାଗରେ ସବୁ ଦଳର ବିଧାୟକ ହଟ୍ଟଗୋଳ କରିଛନ୍ତି। ଫଳରେ ଦିନ ସାଢେ…
Read More...

ଲିଲିଗଡରେ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳିତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତ୍ରର୍ଗତ ଲିଲିଗଡ ଗ୍ରାମରେ ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବାବା ସାହେବ ଭୀମରାଓ ଆମ୍ୱେଦକରଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଶ୍ରମିକ ନେତା ଧନୁଞ୍ଜୟ…
Read More...

ଦୁର୍ଘଟଣାରେ ମୃତ୍ୟୁ ପରେ ପରିବାରକୁ ସହାୟ ହେଲା ଏସବିଆଇ ଆରଡି ଶାଖା

ଆରଡି: ଏସବିଆଇ ଆରଡି ଶାଖାରେ ସାଆଁଳପୁର ଗାଁର ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପତ୍ନି ଜ୍ଯୋସ୍ନାରାଣୀ ପ୍ରଧାନ (୪୭) ଗତ ୧ ବର୍ଷ ତଳେ ଦୁର୍ଘଟଣା ଜନିତ ବୀମା ନିମନ୍ତେ ୧୦୦ ଟଙ୍କା ଜମା କରିଥିଲେ।  ୨୦୨୦ ମସିହା ସେପ୍ଟେମ୍ବର…
Read More...

ଶିକ୍ଷାନୁଷ୍ଠାନରେ ବିଜେପିର ସଭା ସମିତି କରିବା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ରେଙ୍ଗାଲିକେମ୍ପ  : ପବିତ୍ର ଶିକ୍ଷାନୁଷ୍ଠାନ ରେ ବିଜେପି ର ଦଳୀୟ କର୍ମକର୍ତ୍ତା ମାନେ ସଭା ସମିତି କରିବା ନେଇ ଅତାବିରା ବିଜେଡି ର ଦଳୀୟ କର୍ମକର୍ତ୍ତା ମାନେ ତୀବ୍ର ନିନ୍ଦା କରି ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ…
Read More...

ବୃହତ ଗ୍ରାମ ତାଲପଦରରେ ଗ୍ରାମ ବଜାର ଉଦ୍ଘାଟିତ

ବିଜେପୁର : ବିଜେପୁର  ଅର୍ନ୍ତଗତ ତାଳପଦର ଗ୍ରାମରେ ମଙ୍ଗଳବାର ଦିନ ସକାଳ ୭ଟାରୁ ସ୍ଥାନୀୟ ଯୁବ ଗୋଷ୍ଠୀ ମାନଙ୍କ ପ୍ରଚେଷ୍ଠାରେ ଏବଂ ଅଂଚଳର ବିଭିନ୍ନ ବ୍ୟବସାୟୀ ମାନଙ୍କ ଉଦ୍ୟମରେ ମହାସମାରୋହରେ ବଜାର ଆରମ୍ଭ ହୋଇଛି ।…
Read More...

ଶାଗର କରାମତି

ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପନିପରିବା ମଧ୍ୟରେ ଶାଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ଶୀତ ଋତୁରେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ବିଭିନ୍ନ କିସମର ଶାଗକୁ ସାମିଲ କରନ୍ତୁ। ମୂଳା ଶାଗ: ମୂଳା ପତ୍ର…
Read More...

ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ବିଲ୍‍ ପାସ କରାଇଦେବା ପାଇଁ ଟଙ୍କା ଲାଞ୍ଚ ନେବା ସମୟରେ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସେ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ…
Read More...

ମଧ୍ୟପ୍ରଦେଶରେ ଜର୍ମାନୀ ନାଗରିକ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ମଙ୍ଗଳବାର ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ ୬,୮୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ୫୫୮ ଦିନ ମଧ୍ୟରେ ସବୁଠାରୁ କମ ଆକ୍ରାନ୍ତ…
Read More...

ସାପକୁ ମାରିବା ପଡିଲା ମହଙ୍ଗା ; ଜଳିଗଲା ୧୩ କୋଟିର ଘର

ୱାଶିଂଟନ : ଆମେରିକାରେ ଏଭଳି ଏକ ଘଟଣା ଘଟିଛି , ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଜଣେ ବ୍ୟକ୍ତି ତାଙ୍କ ଘରେ ପଶିଥିବା ଏକ ସାପକୁ ମାରିବା ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ପ୍ରମାଣିତ ହୋଇଥିଲା । ସାପକୁ ମାରିବା…
Read More...

ମଙ୍ଗଳବାର ପାଇଁ କିଛି ସରଳ ଉପାୟ

ପ୍ରଭୁ ହନୁମାନଙ୍କୁ ମଙ୍ଗଳବାର ପୂଜା କଲେ ବିଶେଷ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ପ୍ରଭୁଙ୍କୁ ପୂଜା କରିବାର କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ........ ଲାଲ ଓ ହଳଦିଆ…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଓମିକ୍ରନ ପ୍ରକରଣରେ ପୁନଃସଂକ୍ରମଣ ଆଶଙ୍କା ଡେଲଟା ତୁଳନାରେ ୩ ଗୁଣ ଅଧିକ ଭାରତରେ ୨୦୨୨ ଫେବ୍ରୁଆରୀରେ କୋଭିଡର ତୃତୀୟ ଲହର ବ୍ୟାପିବା ଆଶଙ୍କା ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ; କୋହଲି ନେତୃତ୍ୱ…
Read More...

ଅମଳ ସମୟରେ ବର୍ଷା,ବ୍ୟାପକ ଧାନ ଫସଲ ନଷ୍ଟ

ହରଭଙ୍ଗା : ବାତ୍ୟା ଜୱାଦ ପ୍ରଭାବରେ ଦୁଇଦିନ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି।ଅମଳ ସମୟରେ ଅଦିନିଆ ବର୍ଷା ପ୍ରଭାବରେ ଖରିଫ ଧାନ ଫସଲ ଅଧିକ ମାତ୍ରାରେ ନଷ୍ଟ ହୋଇଥିବା ଜଣାପଡିଛି।ଗତ ୪ତାରିଖରୁ ୫ତାରିଖ…
Read More...

ବାସ୍‍ ଗୋଟେ କପ୍‍ ଚା’

ଭାରତରେ ଅଧିକାଂଶ ଚା ’ସହିତ ଦିନ ଆରମ୍ଭ ହୁଏ । ଚା’ ହେଉଛି ଏପରି ଏକ ପାନୀୟ ଯାହା ସାଧାରଣ ତଃ ଅଧିକ ସେବନ କରାଯାଇଥାଏ। ଅଧିକାଂଶ ଲୋକ ଚା’ ପସନ୍ଦ କରନ୍ତି । ଅନ୍ୟ ପଟେ, ଯଦି ଶୀତ ଥାଏ, ତେବେ ଚା’ ଲୋକଙ୍କ ଆବଶ୍ୟକତା…
Read More...

ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବାତ୍ୟା କ୍ଷତିଗ୍ରସ୍ତ ଧାନ ବିଲ ପରିଦର୍ଶନ

ସାକ୍ଷୀଗୋପାଳ : ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି ସତ୍ୟବାଦୀ ବ୍ଲକର ବାତ୍ୟା କ୍ଷତିଗ୍ରସ୍ତ ଧାନ ବିଲ ପରିଦର୍ଶନ କରିଛନ୍ତି । ବଳପୁର, ବଂପାଳ ଓ ପରଜା ପଡ଼ା ଗହୀରରେ କ୍ଷତିଗ୍ରସ୍ତ ଧାନ ବିଲ ଓ ଧାନ ଫସଲ…
Read More...

ବିଦେଶ ଫେରାନ୍ତା ୨୪୬ ସଂକ୍ରମିତ

ଭୁବନେଶ୍ୱର : ଓମିକ୍ରନ ଭାରିଆଣ୍ଟକୁ ନେଇ ଦେଶ ତଥା ରାଜ୍ୟରେ ଚିନ୍ତାର କାରଣ ପାଲଟିବା ସହ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିଦେଶରୁ ଓଡିଶା ଫେରିଥିବା ୨୪୬ ଜଣ କରୋନା ପଜିଟିଭ ହୋଇଥିବା ନେଇ ଆଜି ଖବର ମିଳିଛି।…
Read More...

ଅନେକ ସମସ୍ୟାର ଗୋଟିଏ ସମାଧାନ : ତୁଳସୀ କ୍ଷୀର

କ୍ଷୀରରେ ବହୁ ପୋଷକ ତତ୍ତ୍ୱ ରହିଛି। ଏହାସହ ତୁଳସୀରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହି ୨ଟିର ମିଶ୍ରଣ ଦ୍ୱାରା ପୋଷକ ତତ୍ତ୍ୱ ସହ ଶରୀରର ପାଇଁ ବେଶ ହିତକାରକ ହୋଇଥାଏ।…
Read More...

 ପାଇପ ଫାଟି ମୁଖ୍ୟ ରାସ୍ତାରେ ପାଣି ; ଯାତାୟତରେ ବାଧାପ୍ରାପ୍ତ 

ଲାଞ୍ଜିଗଡ଼ :  ଲାଞ୍ଜିଗଡ଼ରେ ବାରମ୍ବାର ଜଳ ସଙ୍କଟକୁ ନେଇ ପାଣି ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଥିଲେ।ଏହାକୁ ନେଇ ଲୋକଙ୍କ ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ୨୦୧୦ ମସିହାରେ ୧ କୋଟି ୩୦ ଲକ୍ଷ ଅଟକଳ…
Read More...

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆଜି ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଚ୍ୟୁତାନନ୍ଦ…
Read More...

ଜୱାଦର ପ୍ରଭାବ ; ଚାଷୀ ଆଖି ଆଗରେ ଉଜୁଡ଼ି ଯାଉଛି ଫସଲ

ସୁଆଣ୍ଡୋ : ଜୱାଦର ପ୍ରଭାବରେ ପୁରୀ ଜିଲାରେ ୩ ଦିନ ଧରି ବର୍ଷା ଲାଗି ରହିଛି । ଅଦିନିଆ ବର୍ଷା ଯୋଗୁ ସତ୍ୟବାଦୀ ଅଞ୍ଚଳର ଚାଷଜମି ଗୁଡିକରେ ପାଣି ଜମିରହି ଧାନ, କୋବି, ଆଳୁ, ବିନସ୍ , ଝୁଡଙ୍ଗ, କଲରା, ମୂଳା, କୋଶଳା,…
Read More...

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଆଜି ୫ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା । ଶୀତ ଅଧିବେଶନର ଆଜି ପଞ୍ଚମ ଦିନରେ ଗୃହକାର୍ଯ୍ୟ ଅଚଳ ହୋଇଛି। ବିରୋଧୀ ଦଳଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ପାଇଁ ଗୃହକାର୍ଯ୍ୟ ସ୍ୱଭାବିକ ନହେବାରୁ ଅପରାହ୍ନ ୪ଟା…
Read More...

ଦିନ ୧୧ଟା – ମୁଖ୍ୟ ଖବର

ଆଜି ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶିଖର ବୈଠକରେ ଯୋଗଦେବେ ଡେଲଟା ପ୍ରକରଣ ଭଳି ମାରାତ୍ମକ ହୋଇନପାରେ ଓମିକ୍ରନ- ଆନ୍ଥୋନି ଫସି ଭାରତର…
Read More...

୨ ଟ୍ରେଲର ମଧ୍ୟରେ ଧକ୍କା ; ୩ ମୃତ

ଆଗ୍ରା : ଆଗ୍ରା-ଦିଲ୍ଲୀ ରାଷ୍ଟ୍ରୀୟ ରାଜରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୋମବାର ଖବର ମିଳିଛି। କୋଟବନ ସୀମାରେଖା ନିକଟରେ ରାସ୍ତାରେ କଡରେ ଠିଆ ହୋଇଥିବା ଏକ ଟ୍ରଲର ସହ ଦ୍ରୁତ…
Read More...

ଅତାବିରା ବ୍ଲକ ଶିକ୍ଷା କାର୍ୟ୍ୟାଳୟରେ ଅନ୍ତରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ପାଳିତ

ରେଙ୍ଗାଲିକେମ୍ପ :  ଅତାବିରା ବ୍ଲକ ଶିକ୍ଷା କାର୍ୟ୍ୟାଳୟରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ଅଭିଭାବିକା ମାନଙ୍କୁ ନେଇ ଅନ୍ତରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ପାଳିତ…
Read More...

ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଯବାନଙ୍କ ଆତ୍ମହତ୍ୟା 

ମାଲକାନଗିରି : ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ ମାଲକାନଗିରି ଜିଲ୍ଲାର ପୋଟେରୁ ପୁଲିସ କ୍ୟାମ୍ପରେ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ହେଲେ…
Read More...

ଅମୃତ ମହୋତ୍ସବ ପାଇଁ ଡାକ ବିଭାଗର ପୋଷ୍ଟ କାର୍ଡ ଅଭିଯାନ

ସମ୍ବଲପୁର: ସ୍ୱାଧିନତାର ଅମୃତ ମହୋତ୍ସବ ପାଇଁ ଡାକ ବିଭାଗ ପକ୍ଷରୁ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ୨ଟି ଭିନ୍ନ ଭିନ୍ନ ବିଷୟ ଉପରେ ପୋଷ୍ଟ କାର୍ଡରେ ଲେଖି…
Read More...

ବାତ୍ୟା ଜୱାଦ ; ପ୍ରବଳ ବର୍ଷା , ପବନର ବେଗ ୬୦/୭୦ କିମି

ଭୁବନେଶ୍ୱର : ଆସନ୍ତା କାଲି ମଧ୍ୟାହ୍ନରେ ବାତ୍ୟା ଜୱାଦ ପୁରୀ ଉପକୂଳରେ ପହଞ୍ଚିବ। ଏ ସମ୍ପର୍କରେ ଏସଆରସି ପ୍ରଦୀପ ଜେନାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ ଜୱାଦ ପୁରୀ ଉପକୂଳରେ ପହଞ୍ଚିବା ସହ ଏହା…
Read More...

ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ସକରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ସକାଶେ ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ…
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ

ନବରଙ୍ଗପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ସଞ୍ଜୀବ ଦୁବେଙ୍କ ନିର୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ମିଳିତ ଭାବେ କୋଷଗୁମୁଡା…
Read More...

ରେଙ୍ଗାଲିରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ରେଙ୍ଗାଲି: ରେଙ୍ଗାଲି ଠାରେ ଥିବା ଗୋଷ୍ଠି ଶିକ୍ଷାଅଧିକାରୀ କାର୍ୟ୍ୟାଳୟ ପ୍ରାଙ୍ଗଣରେ  ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ରେଙ୍ଗାଲି ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଆହ୍ୱାନ କ୍ରମେ ରେଙ୍ଗାଲି ବ୍ଳକ୍ ଏବଂ…
Read More...

ଗୌଡଗୁଡା ଗ୍ରାମ ପଂଚାୟତରେ ପଲ୍ଲୀସଭା ନ ହେବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ମାଲକାନଗିରି :  ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ପଂଚାୟତରେ ପଲ୍ଲୀସଭା ଓ ଗ୍ରାମସଭା ନ ହେବାରୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତିା ସୁଚନା ମୁତାବକ ଗତ ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ…
Read More...

ସାତକୋଶିଆରେ କୁମ୍ଭୀର ବଂଶ ବୃଦ୍ଧି ଉପରେ ଗୁରୁତ୍ୱ

ହରଭଙ୍ଗା : ସାତକୋଶିଆ ମହାନଦୀ ଗଣ୍ଡରେ ଘଡିଆଳ କୁମ୍ଭୀର ପ୍ରକଳ୍ପ ବିଫଳ ପରେ କୁମ୍ଭୀର ବଂଶ ବୃଦ୍ଧି ଦିଗରେ ବନ୍ୟପ୍ରାଣୀ ବିଭାଗ ଯତ୍ନବାନ ହୋଇଛି।ଘଡିଆଳ କୁମ୍ଭୀର ପ୍ରଜନନ ସଂଖ୍ୟାକୁ ଦୃଷ୍ଟିରେ ରଖି ଶୁକ୍ରବାର…
Read More...

ସମ୍ଭାବ୍ୟ ବାତ୍ୟା ପାଇଁ ଧାମରାରେ ଏନ.ଡି.ଆର.ଏଫ ଟିମ୍, ଜିଲ୍ଲାପାଳଙ୍କ ଧାମରା ଗସ୍ତ

ଧାମରା: ସମ୍ବାବ୍ୟ ବାତ୍ୟା ଜୱାଦ ପାଇଁ ଧାମରାରେ ଏନ.ଡି.ଆର.ଏଫ ଟିମ। ଆଜି ମଧ୍ୟ ରାତ୍ରରୁ ପାଗର ପରିବର୍ତନ ନେଇ ସମସ୍ତେ ବ୍ୟସ୍ତ ଥିବା ବେଳେ ଜିଲ୍ଲାପାଳ ,ଉପଜିଲ୍ଲାପାଳ, ତହସିଲଦାର, ଓ ବିଡିଓ ଧାମରା ଅଂଚଳ ଗସ୍ତ…
Read More...