www.samajalive.in
Saturday, December 6, 2025
19.1 C
Bhubaneswar

ଅନ୍ତିମ ଯାତ୍ରାରେ ସିଡିଏସ୍‍ ବିପିନ ରାୱତ

ନୂଆଦିଲ୍ଲୀ : ଅନ୍ତିମ ଯାତ୍ରାରେ ସିଡିଏସ୍‍ ବିପିନ ରାୱତ। ସିଡିଏସ ଜେନେରାଲ ରାୱତଙ୍କୁ ଶେଷ ସମ୍ମାନରେ ଏକ ଶୋଭାଯାତ୍ରାରେ ଜେନେରାଲଙ୍କ ପାର୍ଥିବ ଶରୀର ନିଆଯାଉଛି। ପାର୍ଥିବ ଶରୀର ସମ୍ମୁଖରେ ୯୯ ଟ୍ରାଇ ସର୍ଭିସ ଅଧିକାରୀ ରହିଥିବା ବେଳେ ଶୋଭାଯାତ୍ରାରେ ପୁଷ୍ପ ବୃଷ୍ଟି କରାଯାଉଥିବା ଦେଖାଯାଇଛି। ଶହ ଶହ ସାଧାରଣ ନାଗରିକ ଏହି ଯାତ୍ରାରେ ହାତରେ ତ୍ରିରଙ୍ଗା ଧରି ଯାଉଛନ୍ତି। ଏହାସହ ରାସ୍ତାରେ କଡରେ ଲୋକେ ମଧ୍ୟ ଶେଷ ଦର୍ଶନ କରିବାକୁ ରହିଛନ୍ତି। ଶୋଭାଯାତ୍ରାରେ ୩୩ ଜଣିଆ ଟ୍ରାଇ ସର୍ଭିସ ବ୍ୟାଣ୍ଡ ସାମିଲ ରହିଛନ୍ତି। ଶେଷରେ ସିଡିଏସ୍‍ ରାୱତଙ୍କୁ ୧୭ ତୋପ ସଲାମୀ ଦିଆଯିବ। ଆଜି ଅପରାହ୍ନ ୫ ଟାରେ ରାୱତଙ୍କର ଦିଲ୍ଲୀର ବ୍ରାର ସ୍କୋୟାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories