www.samajalive.in
Saturday, December 6, 2025
26.1 C
Bhubaneswar

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଦେବଗିରି ଶୈବପୀଠ ଠାରେ ଥିବା ସୈନିକ ବାଟିକାରେ ସ୍ଥାନୀୟ ସି ଆର ପି ଏଫ ଇ୪ର୍ଥ ବାଟାଲିୟନ ଯବାନ ତରଫରୁ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗତ ୮ତାରିଖରେ ଦେଶ ସୁରକ୍ଷାର ପ୍ରମୁଖ ଦାୟିତ୍ୱ ତୁଲାଉଥିବା ପ୍ରଥମ ସିଡିଏସ ସ୍ବର୍ଗତ ବିପିନ ରାୱତ, ତାଙ୍କ ପତ୍ନୀ ଓ ଓଡ଼ିଆ ଯବାନ ରାଣା ପ୍ରତାପ ଦାସ ଙ୍କ ସହିତ ମୋଟ ୧୩  ଜଣ ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସହୀଦଙ୍କ ଅମର ଆତ୍ମା ର ସଦଗତି କାମନାକରି ଦୁଇ ମିନିଟ ଧରି ନିରବ ପ୍ରାର୍ଥନା କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଦେବାଶିଷ କର, ସି ଆର ପି ଏଫ ର ଆସିଷ୍ଟାଣ୍ଡ କମାଡେଣ୍ଟ ଡି କୃଷ୍ଣ। ରାଓ, କ୍ରାନ୍ତିକାରି ଆଶ୍ରମର ବାବା ସ୍ୱରୂପା ନନ୍ଦ ଗିରି,ଦେବଗିରି ମହାବିଦ୍ୟାଳୟ ର ଅଧ୍ୟାପକ ଯୋଗେଶ୍ୱର ଗରଡା, ସି ଆର ପି ଏଫ ଯବାନ ସମେତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories