ସମ୍ଭାବ୍ୟ ମରୁଡ଼ି ନେଇ ଚାଷୀକୂଳ ଆତଙ୍କିତ: ଜୁଲାଇ ୨୩ ସୁଦ୍ଧା ଜିଲାରେ ୧୧.୮୪ ପ୍ରତିଶତ ଖରିଫ ଧାନଚାଷ

କେନ୍ଦୁଝରଗଡ଼ : କଥାରେ ଅଛି ‘ଚାଷ ତର ତର ବଣିଜ ମଠ’। ଖରିଫ ଚାଷ ଆରମ୍ଭର ୩ମାସ ପରେ ଜୁଲାଇ ୨୩ ତାରିଖ ସୁଦ୍ଧା ଜିଲାରେ ମାତ୍ର ୧୧.୮୪ପ୍ରତିଶତ ଖରିଫ ଧାନ ଚାଷ ଆରମ୍ଭ ହେବା ଏବେଠାରୁ ଚାଷୀକୂଳଙ୍କୁ ସମ୍ଭାବ୍ୟ ମରୁଡ଼ି ନେଇ…
Read More...

ବଜେଟ୍‌ ୨୦୨୪-୨୫: ଶସ୍ତା ହେଲା ଏସବୁ ଜିନିଷ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ତେବେ ବଜେଟ୍‌ରେ କ’ଣ ସବୁ ଶସ୍ତା ହେବ…
Read More...

ବଜେଟ୍‌ ୨୦୨୪-୨୫: ଯୁବବର୍ଗଙ୍କ ପାଇଁ ସ୍ଵତନ୍ତ୍ର ଇଣ୍ଟର୍ନସିପ୍ ପ୍ୟାକେଜ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ୍‌ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ସେଥି ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା…
Read More...

ବଜେଟ୍‌ରେ ୯ଟି କ୍ଷେତ୍ରକୁ ଫୋକସ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ୍‌କୁ ପ୍ରାଥମିକତା ପାଇଁ ସ୍ମରଣ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସ୍କୁଲରେ ବଟିକା ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ.. ଅଠରବାଙ୍କି ତଳଗଡ ୟୁପି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି.. ୧୧୫ ଜଣଙ୍କୁ ଦିଆଯାଇଥିଲା ବଟିକା.. ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ..…
Read More...

ନୂଆ ମିଡିଆ ଟିମ୍‌ ଗଠନ କଲା ବିଜେଡି, ୧୬ ନେତାଙ୍କୁ ଦାୟିତ୍ଵ

ଭୁବନେଶ୍ଵର: ପୁନର୍ଗଠିତ ହୋଇଛି ବିଜୁ ଜନତା ଦଳର ମିଡିଆ ସେଲ୍‌। ମିଡିଆ ସେଲ୍‌ରେ ରହିଛନ୍ତି ୧୬ ଜଣ ବିଜେଡି ନେତା। ସୋମବାର ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍‌ ତାଲିକା ପ୍ରକାଶ ପାଇଛି। ବିଜେଡି ସୁପ୍ରିମୋ ନବୀନ…
Read More...

ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ୍‌

ଭୁବନେଶ୍ଵର: ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌। ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟକଙ୍କୁ ଏହି ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ। ପ୍ରତିପକ୍ଷ ଦିଲ୍ଲୀପ…
Read More...

ସନ୍ନ୍ୟାସ ଘୋଷଣା କ​‌ଲେ ଭାରତୀୟ ହକି ଦଳର ଅଭିଜ୍ଞ ଗୋଲ୍‌କିପର ପିଆର ଶ୍ରୀଜେଶ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ଅଭିଜ୍ଞ ଗୋଲ୍‌କିପର ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ ସୋମବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ତାଙ୍କର ଶେଷ ଅନ୍ତର୍ଜାତୀୟ ଯାତ୍ରା ହେବ ବୋଲି କହିଛନ୍ତି…
Read More...

ଶ୍ରାବଣର ପ୍ରଥମ ସୋମବାର; ଦେବଗିରିରେ ବୋଲବମ୍ ଭକ୍ତଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡ଼ରେ ସ୍ପଟିକ ପଞ୍ଚମୁଖୀରେ ଜଳାଭିଷେକ କରିବା ପାଇଁ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ବର୍ଷା ସତ୍ତ୍ଵେ…
Read More...

ଶୁଣିଲାନି ପ୍ରଶାସନ; କେନାଲ ମରାମତି କଲେ ଗ୍ରାମବାସୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ଡିବାଲପାଡୁ ଓ ଡିମ୍ବିରିବାଡି ଦୁଇଟି ଗାଁ ଲୋକେ ମିଶି କେନାଲ ମରାମତି କରୁଥିବା ଦେଖିବାକୁ ମିଳିଛି। ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲା…
Read More...

ଶ୍ରାବଣର ପ୍ରତ୍ୟେକ ସୋମବାର ବନ୍ଦ ରହିବ ସ୍କୁଲ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ବାରାଣସୀ: ଶ୍ରାବଣର ପ୍ରତ୍ୟେକ ସୋମବାର ବନ୍ଦ ରହିବ ସ୍କୁଲ। ଏହା ପରିବର୍ତ୍ତେ ରବିବାର ହେବ ପାଠପଢା। ବାରାଣାସୀ ସହରାଞ୍ଚଳ ଏବଂ କାଁଓ୍ବଡ଼ିଆ ମାର୍ଗରେ ପଡ଼ୁଥିବା ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ…
Read More...

ଇନ୍‌ଷ୍ଟାରେ ପରସ୍ପରକୁ ଫଲୋ କଲେ ଅନନ୍ୟା-ପାଣ୍ଡ୍ୟା, ଅମ୍ବାନୀ ବାହାଘର ଭିଡିଓ ଭାଇରାଲ ପରେ ଜୋର ଧରିଲା ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ଅଲଗା ହେବା ନେଇ ଘୋଷଣା କରିଥିଲେ। ବିବାହର ୪ ବର୍ଷ ପରେ ସେମାନେ ନିଜ ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଚ୍ଛେଦ…
Read More...

ଗୁଗଲ୍‌ ପେ’ରେ କରୁଛନ୍ତି କି ପେମେଣ୍ଟ ? ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍‌..

ସମାଜ ଡିଜିଟାଲ ଡେସ୍କ: ଯଦି ଆପଣ ଅନଲାଇନ୍‌ ପେମେଣ୍ଟ ପାଇଁ ଗୁଗଲ୍ ପେ’ ବ୍ୟବହାର କରନ୍ତି ତେବେ କେତେକ ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ୍, ଯାହା ଆପଣଙ୍କର ଅନଲାଇନ୍ ପେମେଣ୍ଟକୁ ସୁରକ୍ଷିତ କରିବ। ଏଥିସହ ଯଦି ଆପଣ…
Read More...

ୟୁଥ୍ ଫର୍ ଭିଲେଜ୍‌କୁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ଼-୨୦୨୪

ଗଞ୍ଜାମ: ଗଞ୍ଜାମ ବ୍ଲକର ତାରିଣୀ ପଲ୍ଲୀ ଭଳି ଏକ ନିପଟ ମଫସଲ ଗ୍ରାମରେ ଗଢି ଉଠିଥିବା ୟୁଥ୍ ଫର୍ ଭିଲେଜ୍ ସ୍ବେଚ୍ଛାସେବୀ ସାମାଜିକ ସଙ୍ଗଠନକୁ ମିଳିଛି ରାଜ୍ୟସ୍ତରୀୟ ସମ୍ମାନ। ରକ୍ତଦାନ, ବୃକ୍ଷରୋପଣ, ଯୁବ ନେତୃତ୍ବ ଓ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଚନ୍ଦ୍ରଯାନ-୩କୁ ମିଳିବ ବିଶ୍ୱ ମହାକାଶ ସମ୍ମାନ.. ଅକ୍ଟୋବର ୧୪ରେ ଇଟାଲୀରେ ପ୍ରଦାନ କରାଯିବ ପୁରସ୍କାର.. ମହିଳା ଏସିଆ କପ୍.. ୟୁଏଇକୁ ୭୮ ରନରେ ହରାଇ ସେମିରେ ଭାରତ.. ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ…
Read More...

ବିଶ୍ୱ ମହାକାଶ ସମ୍ମାନରେ ସମ୍ମାନିତ ହେବ ଚନ୍ଦ୍ରଯାନ-୩, ଅକ୍ଟୋବର ୧୪ରେ ମିଳିବ ପୁରସ୍କାର

ମୁମ୍ବଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରି ଇତିହାସରେ ଭାରତର ନାଁ ଲିପିବଦ୍ଧ କରିଥିବା ଚନ୍ଦ୍ରଯାନ-୩କୁ ବିଶ୍ୱ ମହାକାଶ ସମ୍ମାନରେ ସମ୍ମାନିତ କରାଯିବ। ଅନ୍ତର୍ଜାତୀୟ ମହାକାଶଚାରୀ ମହାସଂଘ ପୁରସ୍କାର…
Read More...

୧୪ ଘଣ୍ଟାକୁ ବୃଦ୍ଧି ପାଇପାରେ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ, ବିଚାର କରୁଛନ୍ତି ସରକାର

ବେଙ୍ଗାଲୁରୁ:​‌ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି କର୍ଣ୍ଣାଟକ ସରକାର। ତେବେ ଆଇଟି କ୍ଷେତ୍ରର ବିଭିନ୍ନ ସଂଗଠନଗୁଡ଼ିକ ଏହାକୁ ବିରୋଧ କରିଛନ୍ତି। କର୍ଣ୍ଣାଟକର ଆଇଟି ସଂସ୍ଥାଗୁଡ଼ିକ…
Read More...

ନୀଳାଦ୍ରିପୁର କାଠ ପୋଲ ସମସ୍ୟା ବୁଲି ଦେଖିଲେ ବିଧାୟକ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରୀପୁର ଗ୍ରାମ ନିକଟରେ ସାହେବ କେନାଲ ଉପରେ ଦୀର୍ଘ ଦିନ ହେଲା ରହିଛି ଏକ ବିପଦପୂର୍ଣ୍ଣ କାଠ ପୋଲ। ଉକ୍ତ କାଠ ପୋଲ ଉପରେ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା…
Read More...

ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାସ: ୨ ନାବାଳକ ସହ ମୁଖ୍ୟ ଅଭିଯୁକ୍ତ ଗିରଫ, ୪ ବାଇକ ଜବତ

ଗୁଣୁପୁର: ରାୟଗଡା ଜିଲା ଗୁଣୁପୁର ପୁଲିସ ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି । ଏଥିରେ ସମ୍ପୃକ୍ତ ୨ ନାବାଳକଙ୍କ ସହ ମୁଖ୍ୟ ଅଭିଯୁକ୍ତ କୁନାଲ ମିଶାଲଙ୍କୁ ଗିରଫ କରିଛି ପୁଲିସ। ଏଥିସହ ସେମାନଙ୍କ ନକିଟରୁ ୪ଟି ବାଇକ୍…
Read More...

ଜୁଲାଇ ୨୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ଵର: ଆସନ୍ତାକାଲି(ଜୁଲାଇ ୨୨) ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସୋମବାର ହୋଇଥିଲେ ମଧ୍ୟ ସପ୍ତଦଶ…
Read More...

ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଅଭିଯୋଗ

ବୁର୍ଲା : ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ। ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ। ଜଣେ ଗୁରୁତର ରୋଗୀଙ୍କ ପାଇଁ ଏକ ୟୁନିଟ୍ ରକ୍ତ ଦାନ କରିବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅନମୋଲ’ର ପ୍ରତିଷ୍ଠାତା ନୀତିଶ…
Read More...

ଅଲୋଡ଼ା ବାର୍ଦ୍ଧକ୍ୟ: ଖାଇବାକୁ ଗଣ୍ଡେ ପାଉନାହାନ୍ତି ରୁଗ୍‌ଣ ବୃଦ୍ଧ ଦମ୍ପତି

ବୁର୍ଲା: ସରକାରୀ ଯୋଜନା କାହିଁରେ କେତେ, ମାତ୍ର ଉଚିତ ହିତାଧିକାରୀଙ୍କ ପାଇଁ ଅପହଞ୍ଚ ସବୁ ଯୋଜନା। ସରକାରୀ କଳର ଯୋଜନାକୁ ନେଇ ବାଃ ବାଃ ମରାଯିବା ଅନେକ କ୍ଷେତ୍ରରେ ଭୁଲ ପ୍ରମାଣିତ ହୋଇ ଆସୁଛି। ତେବେ ବର୍ତ୍ତମାନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ +୨ ପ୍ରଥମ କଟ୍‌ଅଫ୍ ମାର୍କ.. ପାକିସ୍ତାନରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅଲକାଇଦା ଆତଙ୍କବାଦୀ.. ଥିଲା ଲାଡେନର ଘନିଷ୍ଠ ସହଯୋଗୀ.. ଜେଲ ଯିବେ, ଚାକିରୀ ବି ଯିବ.. ଅଡୁଆରେ ବିବାଦୀୟ…
Read More...

ନୂତନ ବସଷ୍ଟାଣ୍ଡ ନିର୍ମାଣରେ ମନ୍ଥରତା, ବଢୁଛି ଜନ ଅସନ୍ତୋଷ

ଲଡ଼ୁଗାଁ : ସଂପ୍ରତି କୋକସରା ବ୍ଲକ ପ୍ରତିଟି କ୍ଷେତ୍ରରେ ଅବହେଳା ହେଉଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ମିନି ଷ୍ଟାଡିୟମ୍ ନିର୍ମାଣରେ ହେଉ କି ଟ୍ରେଜେରୀ ଅଫିସ୍, ଗାଁ ପରିମଳ କଥା ହେଉ ଅବା ଯାତ୍ରୀ…
Read More...

ବିଦେଶ ମାଟିରେ ରାମଚରଣଙ୍କ ନୂଆ ରେକର୍ଡ଼; ପ୍ରଥମ ଭାରତୀୟ ଭାବେ…

ସମାଜ ଡିଜିଟାଲ ଡେସ୍କ: ଓସ୍କାର ବିଜେତା ଚଳଚ୍ଚିତ୍ର ‘ଆରଆରଆର’ର ଅଭିନେତା ଦକ୍ଷିଣ ଭାରତୀୟ ସୁପରଷ୍ଟାର ରାମ ଚରଣଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ସଫଳତା। ମେଲବର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଏମ)ରେ ରାମ…
Read More...

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ୍‌ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୬୦ ହଜାର ଟଙ୍କା…
Read More...

ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ବିଜେଡି ସଂସଦୀୟ ଦଳ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ନବୀନ ନିବାସରେ ସନ୍ଧ୍ୟା ୬ଟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ଆଗାମୀ ସଂସଦ ଅଧିବେଶନ ପାଇଁ ଦଳର ରଣନୀତି…
Read More...

ନାକଟିଦେଉଳ ବ୍ଲକରେ ବର୍ଷାଭାବ: ଖରିଫ ଧାନ ଚାଷ ପ୍ରଭାବିତ, ଚିନ୍ତାରେ ଚାଷୀ

ନାକଟିଦେଉଳ: ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ଯୋଗୁଁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ଧାନ ଚାଷ ପ୍ରଭାବିତ ହୋଇଛି। ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିବାବେଳେ ରୁଆ ବେଉଷଣ ସମୟରେ ମଧ୍ୟ ଧାନ ବୁଣା, ପହ୍ଲା ପକା…
Read More...

ରୂପାନ୍ତରିତ ବିଦ୍ୟାଳୟ: ନାହିଁ ପାନୀୟଜଳ ବ୍ୟବସ୍ଥା, ସଂପୂର୍ଣ୍ଣ ହୋଇପାରୁନି ଶୌଚାଳୟ

ବାସୁଦେବପୁର: ବାସୁଦେବପୁର ବ୍ଲକ ଅଧିନ ସରକାରୀ ୟୁଜି ହାଇସ୍କୁଲ ଗୋବିନ୍ଦପୁରରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୮୨ଜଣ ଛାତ୍ରୀମାନଙ୍କ ସହ ମୋଟ୍ ୩୮୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆର୍ଥିକ ବର୍ଷ ୨୪-୨୫ ନିମନ୍ତେ ଭାରତ ପାଇଁ ଜିଡିପି ପୂର୍ବାନୁମାନ ୭%କୁ ବୃଦ୍ଧି କଲା ଆଇଏମ୍‌ଏଫ୍.. ଏପ୍ରିଲ୍ ମାସରେ ପୂର୍ବ ଆକଳନ ୬.୮% ରହିଥିବାବେଳେ ଆଇଏମ୍‌ଏଫ୍ ଏହାର ପୂର୍ବାନୁମାନକୁ ସଂଶୋଧନ କରିଛି.. ଗୋଣ୍ଡାରେ…
Read More...

ଚଣ୍ଡିଗଡ଼-ଦିବୃଗଡ଼ ଏକ୍ସପ୍ରେସ୍ ଲାଇନଚ୍ୟୁତ ଘଟଣା: ୪ ଜଣଙ୍କ ମୃତ୍ୟୁ, ହେଲ୍ପଲାଇନ ନମ୍ବର ଜାରି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗୋଣ୍ଡାରେ ଚଣ୍ଡିଗଡ଼-ଦିବୃଗଡ଼ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଘଟଣାରେ ବର୍ତ୍ତମାନସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ୨୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି।  ଗୁରୁବାର…
Read More...

ଟିକିଏ ବର୍ଷାରେ ଓଭରବ୍ରିଜରେ ଜମୁଛି ପାଣି

ଗଞ୍ଜାମ: ଗଞ୍ଜାମ ସହରଠାରୁ ଅନତୀ ଦୂର ଲକ୍ଷ୍ମୀପୁର ନିକଟରେ ଥିବା ୧୬ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜରେ ଟିକିଏ ବର୍ଷା ହେଲେ ବର୍ଷା ପାଣି ଦୀର୍ଘ ସମୟ ଧରି ଜମି ରହୁଛି। ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା…
Read More...

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ଶୁଳିପଦର ଗ୍ରାମର ଆମ ଅଙ୍ଗନବାଡ଼ି କେନ୍ଦ୍ର ଅବ୍ୟବସ୍ଥା ଘେରରେ ରହିଥିବା ଦେଖିବାକୁ ମିଳିଛି। ଅଭିଭାବକମାନେ ପିଲାଙ୍କୁ ପ୍ରାରମ୍ଭିକ ଶିକ୍ଷା ପାଇଁ…
Read More...

ଖୁବଶୀଘ୍ର ବ୍ୟବହାର ହେବ ଇଚ୍ଛାମୃତ୍ୟୁ ମେସିନ୍‌: ବଟନ୍‌ ଦବାଇଲେ ଚାଲିଯିବ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ଜ୍ୟୁରିକ୍‌: ସ୍ଵିଜରଲାଣ୍ଡରେ ପ୍ରଥମ ଥର ପାଇଁ ଇଚ୍ଛାମୃତ୍ୟୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ବଡ଼ ତଥା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଲୋକଙ୍କ ଇଚ୍ଛାମୃତ୍ୟୁ ପାଇଁ ଏଠାରେ ସ୍ଥାନାନ୍ତର କରି ହେଉଥିବା ଏକ ମେସିନ୍…
Read More...

ଚୀନ୍‌ରେ ବଡ଼ ଅଘଟଣ: ସପିଂ ମଲ୍‌ରେ ନିଆଁ ଲାଗି ୧୬ ମୃତ

ବେଜିଂ: ଚୀନ୍‌ର ଦକ୍ଷିଣ-ପଶ୍ଚିମ ସହର ଜିଗୋଙ୍ଗର ଏକ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥି​‌ରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ଏକ ୧୪ ମହଲା ବ୍ୟବସାୟିକ…
Read More...

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌

ସମାଜ ଡିଜିଟାଲ ଡେସ୍କ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି ଯାଜପୁର ଜିଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ଏଥିସହ ୧ ହଜାର ଟଙ୍କା ଜରିମାନା କରିଛନ୍ତି। ଅଭିଯୁକ୍ତ ଜଣକ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦେଖି ଭକ୍ତ ଭାବବିହ୍ବଳ.. ବଡ଼ଦାଣ୍ଡ ଲୋକାରଣ୍ୟ.. କାଲି ସକାଳ ୮ଟାରୁ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ବନ୍ଦ କରାଯିବ.. ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସହ ଦର୍ଶନ ଉପରେ କଟକଣା…
Read More...

ସରକାରଙ୍କ ସମସ୍ତ ବିଭାଗ ଉପରେ ତୀକ୍ଷ୍ଣ ନଜର ରଖିବ ବିଜେଡି; ବିଧାୟକଙ୍କୁ ବିଭାଗ ବାଣ୍ଟିଲେ ନବୀନ

ଭୁବନେଶ୍ଵର: ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ବିଜେଡି। ମୁଖ୍ୟ ବିରୋଧୀ ସାଜି ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବେ ବିଜେଡିର ୫୦ ଜଣ ବିଧାୟକ। ବୁଧବାର ସମସ୍ତ ୫୦…
Read More...

ଅଗଷ୍ଟ ୯ରେ ପରଦାକୁ ଆସିବ ‘ଭଗିଆ ଭାରିଯା’

ଭୁବନେଶ୍ଵର: ଭଲ ସିନେମାର ଦରଜା-‘ଭଗିଆ ଭାରିଯା’। ଏମିତି ଏକ ଦୃଢ଼ ଆତ୍ମବିଶ୍ବାସ ନେଇ ଆସୁଛି ହରିବୋଲ ଏଣ୍ଟରଟେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ନିର୍ମିତ ନୂଆ ସିନେମା ‘ଭଗିଆ ଭାରିଯା’। ‘ଦମନ’,…
Read More...

ହ୍ବାଟ୍ସଆପ୍‌ର ନୂଆ ଫିଚର୍, ପ୍ରିୟ ଲୋକଙ୍କ ସହ ଚାଟ୍‌ କରିବା ହେବ ସହଜ

ସମାଜ ଡିଜିଟାଲ ଡେସ୍କ: ବିଶ୍ୱର ଶହ ଶହ କୋଟି ଲୋକ ହ୍ବାଟ୍ସଆପ୍ ବ୍ୟବହାର କରନ୍ତି। ଏହା ମଧ୍ୟ ବିଶ୍ୱର ସର୍ବବୃହତ ଏବଂ ଲୋକପ୍ରିୟ ଇନଷ୍ଟାଣ୍ଟ ମଲ୍ଟିମିଡ଼ିଆ ମେସେଜିଂ ଆପ୍। ହ୍ବାଟ୍ସଆପ୍ ଏହାର ଉପଭୋକ୍ତା ଅଭିଜ୍ଞତାକୁ…
Read More...

ମୁକ୍ତିଲାଭ କଲା ନୂଆ ମ୍ୟୁଜିକ୍ ଭିଡିଓ ‘ଅବୁଝା ମନ’

ଭୁବନେଶ୍ଵର: ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ ‘ଅବୁଝା ମନ’। ଅନ୍ବେଷା ପ୍ରଡକ୍ସନ୍ସ ଦ୍ଵାରା ନିର୍ମିତ ଏହି ମ୍ୟୁଜିକ ଭିଡିଓରେ କଣ୍ଠଦାନ କରିଛନ୍ତି ନୂଆ ତଥା ଯୁବ କଣ୍ଠଶିଳ୍ପୀ କମଲ୍‌ ପ୍ରସାଦ ମିଶ୍ର।…
Read More...

ଘରର ତାଜା ଖସି ଶିଶୁକନ୍ୟା ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ବେରଲାଙ୍ଗ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘରର ତାଜା ଖସିପଡି ୫ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ…
Read More...

୭୩ବର୍ଷ ପୁରୁଣା କାର୍‌, ଗୁଜରାଟରୁ ଲଣ୍ଡନ ଯାତ୍ରା

ସମାଜ ଡିଜିଟାଲ ଡେସ୍କ: ଗୁଜରାଟରୁ ଲଣ୍ଡନ ପର୍ଯ୍ୟନ୍ତ ୧୯୫୦ ମସିହାରେ ନିର୍ମିତ ଏକ ଏମ୍‌ଜି ୱାଇଟି କାର୍‌ରେ ଯାତ୍ରା କରିଛନ୍ତି ଏକ ପରିବାର। ଗୁଜରାଟରୁ ଲଣ୍ଡନ ପର୍ଯ୍ୟନ୍ତ ରାସ୍ତା ୧୩ ହଜାର ୫୦୦ କିଲୋମିଟରରୁ ଅଧିକ…
Read More...

ପାଗଳ କଲା ରିଲ୍ସ ନିଶା: ଜୀବନକୁ ବାଜି ଲଗାଇଲେ ଯୁବକ, ଦର୍ଶକ ସାଜିଲେ ଲୋକ

ହରଦୋଇ: ଉତ୍ତରପ୍ରଦେଶର ହରଦୋଇ ଜିଲାର ଅଗମାପୁର ଗ୍ରାମ ନିକଟରେ ପ୍ରବଳ ଜଳ ପ୍ରବାହ ମଧ୍ୟରେ ଜଣେ ଯୁବକ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା.. ଚଳିତ ବର୍ଷ ଅନ୍ୟୁନ ୧୦ ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ.. ଜଷ୍ଟିସ୍…
Read More...

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲ ଗ୍ରାମ ଦେଇ ଯାଇଥିବା ପୂର୍ବତଟ ରେଳପଥର ଖୁଣ୍ଟି ନଂ ୫୯୩ ,୨୮/୩୦ ମଧ୍ୟରେ ରେଳ ଧାରଣା ମଝିରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ସମ୍ବଲପୁର ରେଲୱେ…
Read More...

ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ରାସ୍ତା ଶୋଚନୀୟ

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା ପାଲିଟିଛି ମରଣଯନ୍ତା। ଡାକ୍ତରଖାନା ଆସୁଥିବା ଅନେକ ରୋଗୀମାନଙ୍କ ସହ ସାଧାରଣ ଲୋକେ ମଧ୍ୟ ହନ୍ତସନ୍ତ ହେବା ସହ ଅନେକ ଅସୁବିଧାର…
Read More...

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ ଅଦାଲତର ବିଚାରପତି ରାଜେଶ ଦାସ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନ ଓ…
Read More...

ଚନ୍ଦ୍ରରେ ମିଳିଲା ବଡ଼ ଗୁମ୍ଫା, ଯେଉଁଠାରେ ସମ୍ଭବ ଜନ ବସତି: କ’ଣ କହୁଛନ୍ତି ବୈଜ୍ଞାନିକ ଜାଣନ୍ତୁ..

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ବର୍ଷ ଧରି ସାରା ବିଶ୍ଵର ବୈଜ୍ଞାନିକମାନେ ଚନ୍ଦ୍ରରେ ଜନ ବସତି ସ୍ଥାପନ ପାଇଁ ସ୍ୱପ୍ନ ଦେଖୁଛନ୍ତି। ଏଥିପାଇଁ ସେମାନେ ବର୍ଷ ବର୍ଷ ଧରି ଗବେଷଣା କରିଆସୁଛନ୍ତି ଯେ କ’ଣ ମଣିଷ ଚନ୍ଦ୍ରରେ…
Read More...

ଜିଓର ସବୁଠୁ ଶସ୍ତା ପ୍ଲାନ୍‌ ! ମାତ୍ର ୫ ଟଙ୍କାରେ ଦୈନିକ ଅସୀମିତ କଲିଂ, ଡାଟା

ସମାଜ ଡିଜିଟାଲ ଡେସ୍କ: ଜିଓ ପକ୍ଷରୁ ନୂଆ ପ୍ଲାନ୍‌ ଦିଆଯାଉଛି। ଯଦି ଆପଣ ମଧ୍ୟ କୌଣସି ନୂଆ ପ୍ଲାନ୍‌ର ସନ୍ଧାନ କରୁଛନ୍ତି, ତେବେ ଜିଓର ଏହି ଅସୀମିତ କଲିଂ ପ୍ଲାନ୍‌ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହୋଇପାରେ।…
Read More...

‘ତୌବା ତୌବା’ ଗୀତରେ ରିଲ୍ସ କରି ବିବାଦରେ କ୍ରିକେଟର, କ୍ଷମାମାଗିଲେ ଭଜି

ନୂଆଦିଲ୍ଲୀ: ନିକଟରେ ଭାରତ ଲିଜେଣ୍ଡ୍‌ସ ବିଶ୍ବ ଚମ୍ପିଆନ୍‌ ହୋଇଛି। ଭାରତୀୟ ଭେଟେରାନ୍ କ୍ରିକେଟ୍‌ ଦଳ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଉକ୍ତ ମ୍ୟାଚ୍‌ ପରେ ଭାରତୀୟ ଖେଳାଳି ଉତ୍ସବ ମୁଖର ହୋଇଥିଲେ। ଦୁଇ…
Read More...

‘ହାଉସଫୁଲ୍‌ ୫’ରେ ସଞ୍ଜୟ ଦତ୍ତ

ମୁମ୍ବଇ: ହାଉସଫୁଲ୍‌ ୫ ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ସଞ୍ଜୟ ଦତ୍ତ ଅଭିନୟ କରିବାକୁ ଚୁକ୍ତି କରିଛନ୍ତି। ପ୍ରଯୋଜକ ସାଜିଦ ନାଡ଼ିଆଡୱାଲାଙ୍କ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଅକ୍ଷୟ କୁମାର, ରିତେଶ ଦେଶମୁଖ…
Read More...

ରଥରୁ ପଡ଼ି ସେବାୟତ ଆହତ

ପିପିଲି: ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ବାହୁଡାଯାତ୍ରା ସମୟରେ ରଥରୁ ପଡ଼ି ଜଣେ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତଙ୍କ ନାମ ଲୋକନାଥ ମହାପାତ୍ର(୫୮) ଓ ତାଙ୍କ ଘର ସ୍ଥାନୀୟ ଦରଜୀ ସାହିରେ…
Read More...

ବାହୁଡ଼ିଲେ ମହାବାହୁ

ପିପିଲି: ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ପବିତ୍ର ବାହୁଡା ଯାତ୍ରା ସୋମବାର ମହାସମାରୋହରେ ସଂପନ୍ନ ହୋଇଛି। ଏଥିଯୋଗୁଁ ପିପିଲିର ରଥଟଣା ରାସ୍ତା ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନୀରେ କମ୍ପି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହଜିଯିବ ଇମ୍ରାନ ଖାନଙ୍କ ରାଜନୈତିକ ଅସ୍ତିତ୍ଵ.. ପିଟିଆଇକୁ ନିଷେଧ ପାଇଁ ସାହବାଜଙ୍କ ନିଷ୍ପତ୍ତି.. କେଦାରନାଥରୁ ୨୨୮ କେ.ଜି ସୁନା ଗାଏବ.. ଶଙ୍କରାଚାର୍ଯ୍ୟଙ୍କ ଅଭିଯୋଗକୁ ନେଇ ବିବାଦ.. ମୋଦିଙ୍କୁ ଭେଟିଲେ…
Read More...

ନିଷ୍କାସନ ହୋଇପାରୁନି ବର୍ଷା ଜଳ; ମୁଖ୍ୟ ରାସ୍ତାରେ କୃତ୍ରିମ ପୋଖରୀ

ଗଞ୍ଜାମ : ଗଞ୍ଜାମ ଏନଏସି ଅନ୍ତର୍ଗତ ୬ନମ୍ବର ୱାର୍ଡ ବ୍ରାହ୍ମଣ ଢାମଣା ସାହି-ସାନ ବଜାର କୈବର୍ତ୍ତ ସାହି ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷାରେ ଜମି ରହୁଛି ଜଳ। ଫଳରେ ସୃଷ୍ଟି ହୋଇଛି କୃତ୍ରିମ ପୋଖରୀ। ଫଳରେ ସ୍ଥାନୀୟ…
Read More...

ଅନଲାଇନ ଖାଦ୍ୟ ମଗାଇବା ପଡ଼ିବ ମହଙ୍ଗା: ଜିଓ, ଏୟାରଟେଲ ପରେ ଗ୍ରାହକଙ୍କୁ ଝଟ୍‌କା ଦେଲେ ସ୍ଵିଗି, ଜୋମାଟୋ

ସମାଜ ଡିଜିଟାଲ ଡେସ୍କ: ମୋବାଇଲ୍‌ ରିଚାର୍ଜ ପରେ ଏବେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଛି। ଅନ୍‌ଲାଇନ୍‌ ଖାଦ୍ୟ ଡେଲିଭରୀ ଆପ୍ ଜୋମାଟୋ ଓ ସ୍ଵିଗି ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ଏହାର ଫି’ ୨୦ ପ୍ରତିଶତ…
Read More...

ବର୍ଷା ହେଉ ହେଉ କମିଲା ଏହି ଏସି ଦାମ୍‌, ଅଧା ଦାମ୍‌ରେ ମିଳୁଛି

ସମାଜ ଡିଜିଟାଲ ଡେସ୍କ: Daikin Split AC ସବୁବେଳେ ଚର୍ଚ୍ଚାରେ ଥାଏ। ଏହା ପଛର ମୁଖ୍ୟ କାରଣ ହେଉଛି ଏହା କମ୍ ସମୟରେ ବହୁତ ଭଲ ଥଣ୍ଡା କରିଥାଏ। ଏହି କାରଣରୁ ଏଥିରେ ବହୁତ କମ୍ ରିହାତି ମିଳିଥାଏ, କିନ୍ତୁ ଏବେ ବର୍ଷା…
Read More...

ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ; ପ୍ରେମୀ ଯୁଗଳଙ୍କୁ ଛୁରୀ ଭୁସି ଯୁବକ ଫେରାର

ସମାଜ ଡିଜିଟାଲ ଡେସ୍କ: ତ୍ରିକୋଣୀୟ ପ୍ରେମରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଘରେ ପଶି ଯୁବକ ଯୁବତୀକୁ ଛୁରୀ ଭୁସି ଫେରାର ହୋଇଯାଇଛି ଯୁବକ। ଚିକିତ୍ସା ସମୟରେ ଉଭୟଙ୍କ ମୃତ୍ୟୁ ଘଟିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି…
Read More...

ଅକ୍ଷୟଙ୍କ ଫିଲ୍ମ ପାଇଁ ମାଗଣାରେ ଚା’, ସିଙ୍ଗଡ଼ା ବାଣ୍ଟିଲା ଆଇନକ୍ସ: ତଥାପି..

ମୁମ୍ବଇ: ଅକ୍ଷୟ କୁମାରଙ୍କ ନୂଆ ଚଳଚ୍ଚିତ୍ର ‘ସରଫିରା’ ଜୁଲାଇ ୧୨ରେ ମୁକ୍ତିଲାଭ କରିଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ପ୍ରଥମ ଦିନରେ ହିଁ ଏହା ନିରାଶାଜନକ ପ୍ରଦର୍ଶନ କରିଥିଲା। ଦର୍ଶକମାନେ ଏହି ଚଳଚ୍ଚିତ୍ର…
Read More...

‘ଆମ କଥା ଆମ ବ୍ୟଥା’ ପୁସ୍ତକ ଲୋକାର୍ପିତ

ପିପିଲି: ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଲେଖକ ଓ ସ୍ତମ୍ଭକାର ଅର୍ଜୁନ ଘଡେଇଙ୍କ ଦ୍ୱାରା ରଚିତ ପୁସ୍ତକ ‘ଆମ କଥା ଆମ ବ୍ୟଥା’ ରବିବାର ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଭକ୍ତ ସାଲବେଗ ସାହିତ୍ୟ ସଂସଦ ଆନୁକୂଲ୍ୟରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ତାଲା ଭଙ୍ଗାଯାଇ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି.. ଚାବିରେ ତାଲା ନ ଖୋଲିବାରୁ ତାଲା ଭଙ୍ଗାଯାଇ ଭିତର ରତ୍ନ ଭଣ୍ଡାର ଖୋଲିଛି ୧୧ ଜଣିଆ ଟିମ୍..  ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗିବା ପରେ ତାକୁ ସିଲ୍ କରିଦିଆଯାଇଛି..…
Read More...

‘ପୁସ୍ତକ ମାନବ ସମାଜର ଜୀବନରେଖା’

ଭବାନୀପାଟଣା: ପୁସ୍ତକ ମାନବ ସମାଜର ଜୀବନ ରେଖା। ଖଣ୍ଡେ ପୁସ୍ତକ ଯୁଗଯୁଗ ପାଇଁ ବାର୍ତ୍ତାବହ ସାଜେ। ନେପୋଲିଅନଙ୍କ ଭାଷାରେ ପୁସ୍ତକ ଖଣ୍ଡାଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ। ଆଜି ଲେଖିକା କଳ୍ପନା ରଥଙ୍କ ରଚିତ ଦୁଇଟି…
Read More...

ବିକାଶ ବାଟବଣା, ବାଧକ ସାଜିଛି ଲକ୍ଷ୍ମୀନାଳ

ବୌଦ୍ଧ: ଗମନା ଗମନର ସମସ୍ୟା ହେତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ବଣ ପାହାଡ଼ ଘେରା ଅଞ୍ଚଳରେ ବିକାଶ ବାଟବଣା ହୋଇ ରହିଯାଇଛି । ଏନେଇ ବାରମ୍ବାର ଅଭିଯୋଗ କଲେ…
Read More...

ଅନନ୍ତ ଅମ୍ବାନୀଙ୍କ ବାହାଘର କାର୍ଡ଼କୁ ନେଇ ବିବାଦ

ମଥୁରା: ଅନନ୍ତ ଅମ୍ବାନୀଙ୍କ ବିବାହ କାର୍ଡ଼କୁ ନେଇ ମଥୁରାରେ ବିବାଦ ଦେଖାଦେଇଛି। ଗିରିରାଜ ମନ୍ଦିରର ସେବାୟତ ଦୀପଚନ୍ଦ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ଅନନ୍ତ ଅମ୍ବାନୀଙ୍କ କାର୍ଡ ନେଇ ଦାନଘାଟି ମନ୍ଦିରକୁ ଆସିଥିବା…
Read More...

ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଆଖି ବୁଜିଲା ୧୧ ଦିନର ଶିଶୁ

ଭୁବନେଶ୍ଵର: କଟକର ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଆଖି ବୁଜିଲା ୧୧ ଦିନର ଶିଶୁ। ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଶିଶୁଟିର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଭଦ୍ରକ…
Read More...

ଏଭରେଷ୍ଟ ଉପରେ ଉଡ଼ିଲା ଡ୍ରୋନ୍‌: କଏଦ ହେଲା ବିରଳ ଦୃଶ୍ୟ, ଦେଖନ୍ତୁ ଭିଡିଓ..

ସମାଜ ଡିଜିଟାଲ ଡେସ୍କ: ଏଭରେଷ୍ଟ ପର୍ବତର ଉଚ୍ଚତା ସବୁବେଳେ ଲୋକଙ୍କୁ ଆକର୍ଷିତ କରିଥାଏ। ଗଗନଶ୍ଚୁମ୍ବି ଏହି ବରଫାବୃତ ପର୍ବତର ଶିଖର ଦେଖିବାକୁ ଓ ତା’ ବିଷୟରେ ଜାଣିବାକୁ ଅନେକ ଲୋକ ଏଭେରେଷ୍ଟ ଆରୋହଣ କରିଛନ୍ତି,…
Read More...

୧୦୦୦ କୋଟି ଟପିଲା ‘କଳ୍କି ୨୮୯୮ ଏଡି’: ଭିଡିଓ ଜରିଆରେ କର୍ଣ୍ଣଙ୍କ ଝଲକ୍ ଦେଖାଇଲେ ନିର୍ମାତା

ମୁମ୍ବଇ: ‘କଳ୍କି ୨୮୯୮ ଏଡି’ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କାର ଦମ୍‌ଦାର୍‌ ଆୟ କରିଛି। ଚଳଚ୍ଚିତ୍ରର ଏହି ସଫଳତାରେ ଖୁସି ହୋଇ ନିର୍ମାତା କର୍ଣ୍ଣଙ୍କ ଲୁକ୍‌ର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।…
Read More...

ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବ ଭାରତ

ନୂଆଦିଲ୍ଲୀ: ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ୧୯୭୫ ମସିହା ଜୁନ୍ ୨୫ରେ…
Read More...

ନିଅଣ୍ଟିଆ ବର୍ଷା ପାଇଁ ପଡ଼ିପାରୁନି ଧାନତଳି

ବାସୁଦେବପୁର : କଥାରେ ଅଛି ଚାଷ ଅଛି ଯାହାର, କେଡ଼େ ସୁଖ ତାହାର । ମାତ୍ର ଏବେ ଧାନଚାଷ ପାଇଁ ଚାଷି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କେତେବେଳେ ଗଜା ମରୁଡି ତ ପୁଣି କେତେବେଳେ କିଆରିରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ରତିବର୍ଷ ଜୁନ୍‌ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ.. କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି.. ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ ମେଡିକାଲ କଲେଜ.. ଯାଜପୁର, କନ୍ଧମାଳ ଓ ତାଳଚେର ମେଡିକାଲ…
Read More...

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଯୋଗାଣ ଅଧିକାରୀ, ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର: ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗୀର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ। ମୁଖ୍ୟ ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ଯୋଗାଣ…
Read More...

ପାରିବାରିକ କଳହକୁ ନେଇ ବୋମାମାଡ: ସାନପୁଅ ମୃତ, ବାପା ଅଟକ

ବାଣପୁର: ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ବାପା ଓ ପୁଅ ମଧ୍ୟରେ ବୋମା ମାଡ ହୋଇଥିବା ଜଣାପଡିଛି। ଯେଉଁଥିରେ ପୁଅର ମୃତ୍ୟୁ ଘଟିଛି।…
Read More...

୩ ହଜାର କୋଟି ଟଙ୍କାର ବିବାହର ସାକ୍ଷୀ ରହିବ ସାରା ବିଶ୍ଵ, ଜାଣନ୍ତୁ ଅନନ୍ତ-ରାଧିକାଙ୍କ ବାହାଘରର ଭବ୍ୟ ଆୟୋଜନ…

ସମାଜ ଡିଜିଟାଲ ଡେସ୍କ: ଭାରତର ସବୁଠୁ ବଡ଼ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ କିଛି ଘଣ୍ଟା ମଧ୍ୟରେ ବିବାହର ପବିତ୍ର ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ସାତ ଫେରା ନେବା…
Read More...

ପଲ୍‌ସର୍‌ ବାଇକରେ ଟ୍ରାକ୍ଟର ଚକ ଲଗାଇ ଦ୍ରୁତ ଗତିରେ ଚଲାଇଲେ ବ୍ୟକ୍ତି, ଜୁଗାଡ଼ ଦେଖି ଲୋକେ କାବା

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ କେବେ କ’ଣ ଭାଇରାଲ ହୋଇଯିବ, ତାହା କେହି କହିପାରିବେ ନାହିଁ। କିଏ କାରକୁ ହେଲିକପ୍ଟର କରିଦେଉଛି, ତ ଆଉ କିଏ ଜୁଗାଡ଼ ଦ୍ଵାରା ଇଟାରୁ କୁଲର ତିଆରି କରିଦେଉଛି। ଏବେ ଠିକ୍‌…
Read More...

ମିଲେଟ ମିଶନ: ପ୍ରଚାର ବେଶୀ, ଉତ୍ପାଦନ କମ୍

ଧର୍ମଗଡ଼: ସରକାର ଧାନ ବ୍ୟତୀତ ପାରମ୍ପରିକ ପୌଷ୍ଟିକ ଯୁକ୍ତ ଆହାର‌ ପାଇଁ ମିଲେଟ ଚାଷକୁ ଏକ ମିଶନରେ ପରିଣତ କରିଥିଲେ। କଳାହାଣ୍ଡିରେ କୋକସରା, ଗୋଲାମୁଣ୍ଡା ଓ ମଦନପୁର ରାମପୁର ବ୍ଲକକୁ ପାଇଲଟ ପ୍ରୋଜେକ୍ଟ‌ ହିସାବରେ ନେଇ…
Read More...

ବର୍ଷା ଉଭାନ୍‌‌, ଜମି ଶୁଖିଲା.. ଆଗେଇ ପାରୁନି ଚାଷ

ହରଭଙ୍ଗା: ଆଷାଢ ମାସ ସରିବାକୁ ବସିଲାଣି, ଭଲ ବର୍ଷା ଟିକିଏ ନାହିଁ। ବର୍ଷା ଅଭାବରୁ ତଳିଘାରି ଶୁଖିଲା ପଡ଼ିଛି। ପାଣି ଅଭାବରୁ ଚାଷକାର୍ଯ୍ୟ ଆଗେଇପାରୁନି। ଜମି ଶୁଖିଲା ଯୋଗୁଁ ଧାନରୁଆ କି ବିହୁଡା ଭଳି ଚାଷ କାର୍ଯ୍ୟ…
Read More...

ନିଟ୍‌ ପ୍ରଶ୍ନପତ୍ର ଲିକ୍ ମାମଲା: ମୁଖ୍ୟ ଅଭିଯୁକ୍ତ ରକି ଗିରଫ

ପାଟନା: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇକୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ଧରି ସିବିଆଇ ଟିମ୍‌ ଯାହାକୁ ଖୋଜୁଥିଲା, ଶେଷରେ ସେ ଧରାପଡ଼ିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ରଞ୍ଜନ ଓରଫ ରକି ଗିରଫ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର କିଙ୍ଗପିନ୍ ରାକେଶ ରଂଜନ ଓରଫ ରକି ଗିରଫ.. ସାଉଦି ଏୟାରଲାଇନ୍ସ ବିମାନରେ ନିଆଁ.. ଅଳ୍ପକେ ବର୍ତ୍ତିଲେ ଯାତ୍ରୀ.. ବରିଷ୍ଠ ଆଇପିଏସ୍‌ ଆଶିଷ ସିଂହଙ୍କ ବଦଳି.. ମୁଖ୍ୟମନ୍ତ୍ରୀଙ୍କ…
Read More...

ଖରିଫ ପାଇଁ ଇନ୍ଦ୍ରାବତୀରୁ ଜଳସେଚନ ଆରମ୍ଭ; ସର୍ବନିମ୍ନ ସ୍ତରରେ ଜଳଭଣ୍ଡାର

ଭବାନୀପାଟଣା: ଆସନ୍ତା ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ବୁଧବାରଠାରୁ ଜଳସେଚନ ଆରମ୍ଭ ହୋଇଛି। ମଙ୍ଗଳପୁର ବ୍ୟାରେଜରେ ବିଭାଗୀୟ ଯନ୍ତ୍ରୀମାନେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଉଭୟ ଦକ୍ଷିଣ ଏବଂ ବାମ କେନାଲରୁ…
Read More...

ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: କହିଲେ, ନିଜେ ଦାୟିତ୍ଵ ନେଇ..

ଭୁବନେଶ୍ଵର: ଆଡ଼ପ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନିଜେ…
Read More...

ତିନି ଠାକୁରଙ୍କ ଦଶାବତାର; ଘୋଷଯାତ୍ରାରେ ଜଡ଼ିତ ବିଭିନ୍ନ ସଂଗଠନଙ୍କୁ ସମ୍ବର୍ଦ୍ଧନା

ହରଭଙ୍ଗା : ହରଭଙ୍ଗା ବ୍ଲକ ଠିଡିକାଯୋର ଜଗନ୍ନାଥ ମନ୍ଦିରରୁ ଘୋଷଯାତ୍ରା କରି ମାଉସୀ ମା’ ଘର ଯଥା ଚାରିଛକକୁ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ୯ଦିନ ପାଇଁ ଆସିଛନ୍ତି ବଡ଼ଠାକୁର । ମାଉସୀ ମା’ ଘରେ ଭକ୍ତଙ୍କୁ…
Read More...

ହଟିଲା ନାମ ଫଳକ, ଦିଲ୍ଲୀ ବଙ୍ଗଳା ଖାଲି କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରି ଦେଇଛନ୍ତି। ତାଙ୍କୁ ଦିଲ୍ଲୀର ୨୮ ତୁଗଲକ୍‌ କ୍ରିସେଣ୍ଟ ବଙ୍ଗଳା ମିଳିଥିଲା। ଗତ ୧୦ ବର୍ଷ ଧରି…
Read More...

ଆଇସିସି ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତୀୟ ଦଳ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବନାହିଁ ଭାରତ। ଶ୍ରୀଲଙ୍କା କିମ୍ବା ଦୁବଇରେ ମ୍ୟାଚ୍ କରିବା ପାଇଁ ଦାବି କରିବ ଭାରତ। ଭାରତୀୟ…
Read More...

ଲା-ଲିଗା ଅନ୍ତର୍ଜାତୀୟ ୟୁଥ୍‌ ଫୁଟବଲ ଚମ୍ପିଆନସିପ୍‌: ଭାଗନେବେ ଓଡ଼ିଶାରୁ ୩ ଖେଳାଳି

କଟକ : ମାଲେସିଆର କ୍ବାଲାଲମ୍ପୁରରେ ଚଳିତ ଜୁଲାଇ ୧୨ରୁ ୧୫ ପର୍ଯ୍ୟନ୍ତ ଲା ଲିଗା ଅନ୍ତର୍ଜାତୀୟ ୟୁଥ୍‌ ଫୁଟବଲ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଭାରତରୁ ପ୍ରୋଇଣ୍ଡିଆ ଲା-ଲିଗା ଦଳ ଅଂଶଗ୍ରହଣ କରିବ। ଲା ଲିଗା…
Read More...

ମୁମ୍ବଇ ବିଏମଡବ୍ଲ୍ୟୁ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତାଙ୍କ ପୁଅ ଗିରଫ

ମୁମ୍ବଇ: ୱର୍ଲି ବିଏମଡବ୍ଲ୍ୟୁ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଗିରଫ କରାଯାଇଛି। ଦୁର୍ଘଟଣାର ୭୨ ଘଣ୍ଟା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ।ମିହିର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଡିନାମାଇଟରେ ମାଛ ମାରିବା ସମୟରେ ମତ୍ସ୍ୟଜୀବୀ ମୃତ.. ରେଙ୍ଗାଲି ଜଳଭଣ୍ଡାରରେ ଡିନାମାଇଟ ଫୁଟାଇ ମାଛ ମାରିବା ସମୟରେ ଅଘଟଣ.. ଭୁଲକାବାହାଲ ଗାଁ ନିକଟରେ ମାଛ ମାରିବା ସମୟରେ ଅସାବଧାନତା ଯୋଗୁଁ ଅସନନାଳି ଗାଁର…
Read More...

କପିଳାସ ପୀଠରେ ପୁଣି ନୀତି ବିଭ୍ରାଟ, ଚନ୍ଦ୍ରଶେଖର ଜୀଉ ଓପାସ

ଢେଙ୍କାନାଳ ସଦର: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପୁଣି ଅବ୍ୟବସ୍ଥା ଓ ନୀତି ବିଭ୍ରାଟ ଦେଖାଯାଇଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ହେଲା ଠାକୁରଙ୍କ ସକାଳ ଧୂପ ଦିନ ୨ଟାରେ ହେଉଛି। ଶ୍ରୀଜୀଉଙ୍କ ସେବାନୀତି କରିବା…
Read More...

ହରଡଯୋର୍ ଏବଂ ପୁରୁଣା ରାଞ୍ଚିରୋଡ୍ ପାର୍ଶ୍ବରେ ବେଆଇନ କାରଖାନା ପାଉଁଶ ଡମ୍ପିଂ; କାର୍ଯ୍ୟାନୁଷ୍ଠାନ ଦାବି

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ କୁସୁମଡିହି-ନାଏକପଡା ମଝିରେ ପ୍ରବାହିତ ହରଡଯୋର୍ ନାଳା ଏବଂ ପୁରୁଣାରାଞ୍ଚି ରୋଡର କୁସୁମଡିହି ପାଖଦେଇ ଯାଇଥିବା ପୁରୁଣା ରାଞ୍ଚିରୋଡ୍ ପାର୍ଶ୍ବରେ ବେଆଇନ୍…
Read More...