www.samajalive.in
Monday, December 8, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର କିଙ୍ଗପିନ୍ ରାକେଶ ରଂଜନ ଓରଫ ରକି ଗିରଫ..

ସାଉଦି ଏୟାରଲାଇନ୍ସ ବିମାନରେ ନିଆଁ.. ଅଳ୍ପକେ ବର୍ତ୍ତିଲେ ଯାତ୍ରୀ..

- Advertisement -

ବରିଷ୍ଠ ଆଇପିଏସ୍‌ ଆଶିଷ ସିଂହଙ୍କ ବଦଳି.. ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଆଇଜି ଆଶିଷ ସିଂହଙ୍କ ବଦଳି.. ଗୃହ ବିଭାଗ ଓଏସଡି ଭାବେ ଆଶିଷ ସିଂହଙ୍କୁ ବଦଳି..

ଆଇସିସି ଚାମ୍ପିୟନ୍ସ ଟ୍ରଫି.. ପାକିସ୍ତାନ ଯିବନି ଭାରତୀୟ ଦଳ..

ଆମେରିକାରେ ପୁଣି ଗୁଳିକାଣ୍ଡ.. ଅଜଣା ବନ୍ଧୁକଧାରୀ ଗୁଳିରେ ୩ ମୃତ..

ଅଡ଼ୁଆରେ ଅଭିନେତ୍ରୀ ରିୟା.. କଟକକୁ ସ୍ଥାନାନ୍ତର ହେଲା ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା..

ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା.. ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ..

ରାଜ୍ୟରେ ଚଳିତ ବର୍ଷ ମୋଟ୍‌ ୪୮୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି.. ଜନସ୍ଵାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କ ସୂଚନା..

ଆଜି ହେରା ପଞ୍ଚମୀ .. କାଳିଆ ଠାକୁରଙ୍କୁ ଫେରାଇ ଆଣିବାକୁ ଗୁଣ୍ଡିଚା ମନ୍ଦିର ଯିବେ ଅଭିମାନିନୀ ମାଆ ମହାଲକ୍ଷ୍ମୀ.. ବାଟରେ ଫେରିବାବେଳେ ଭାଙ୍ଗିବେ ମହାପ୍ରଭୁଙ୍କ ରଥ.. ହେରାପଞ୍ଚମୀ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ..

ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ପ୍ରାୟତଃ ଖୋଲିବା ସ୍ପଷ୍ଟ ବୋଲି କହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ..

ଭଦ୍ରକ: ନକଲି ଜର୍ଦ୍ଦା କାରଖାନା ଠାବ.. ୬୫ଲକ୍ଷର ନକଲି ଜର୍ଦ୍ଦା ଜବତ କରିଛି ପୁଲିସ.. ପୁରୁଣାବଜାର ଥାନା ହେଲାସାହିରୁ ଜବତ କଲା ପୁଲିସ..

ନିଟ୍‌-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲା.. ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରିଥିବାବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି.. ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୮ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି..

ରାଜଧାନୀରେ ୬ ମାସରେ ୩୬କୋଟି ଲୁଟିଛନ୍ତି ସାଇବର ଲୁଟେରା.. ଏପର୍ଯ୍ୟନ୍ତ ଗିରଫ ୨୧ ଜଣଙ୍କ ମଧ୍ୟରେ ୫ ଅନ୍ତଃରାଜ୍ୟ ଠକ.. ପୁଲିସ୍ କମିଶନରଙ୍କ ସୂଚନା ଠକେଇର ଶିକାର ହୋଇଥିବା ଲୋକଙ୍କୁ ୪୬ ଲକ୍ଷ ଟଙ୍କା ଫେରସ୍ତ..

ମାଓବାଦୀଙ୍କ ବର୍ବରକାଣ୍ଡ.. ମାଲକାନଗିରିରେ ପୁଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା.. ଅନ୍ୟ ଦୁଇ ଯୁବକଙ୍କୁ ନିର୍ଧୁମ୍ ମାଡ ମାରି ଗୁରୁତର..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories