www.samajalive.in
Saturday, December 6, 2025
26.1 C
Bhubaneswar

ଘରର ତାଜା ଖସି ଶିଶୁକନ୍ୟା ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ବେରଲାଙ୍ଗ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘରର ତାଜା ଖସିପଡି ୫ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ କାମ କାଡ୍ରାକାଙ୍କ ଦୁଇଝିଅ ଖାଇ ସାରି ବାହାରକୁ ବାହାରିବାବେଳେ ବର୍ଷାରେ ଭିଜି ରହିଥିବା ତାଜା ଖସି ପଡ଼ିଥିଲା। ସେତିକିବେଳେ ଗୋଟିଏ ଝିଅ ଘର ଭିତରକୁ ଧାଇଁ ଯାଇଥିବାବେଳେ ଅନ୍ୟ ଝିଅ ଅବନ୍ତୀ ଉପରେ ତାଜା ଖସି ପଡ଼ିଥିଲା। ପରିବାର ଲୋକେ ଉଦ୍ଧାର କରିବା ବେଳକୁ ଅବନ୍ତୀର ମୃତ୍ୟୁ ହୋଇ ସାରିଥିଲା। ଏହି ଖବର ପାଇ କରପାର ପୂର୍ବତନ ସରପଞ୍ଚ ସନ୍ଧୁ କୁଲେସିକା ଘଟଣା ସ୍ଥଳରେ ପହଞ୍ଚି ଆଶ୍ୱାସନା ଦେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଏସଆଇ ସଞ୍ଜୟ କୁମାର ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଆଜି ଶବ ବ୍ୟବଚ୍ଛେଦ କରି ମୃତଦେହ ପରିବାରକୁ ହସ୍ତାନ୍ତର କରିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories