www.samajalive.in
Saturday, December 6, 2025
19.1 C
Bhubaneswar

ବର୍ଷା ହେଉ ହେଉ କମିଲା ଏହି ଏସି ଦାମ୍‌, ଅଧା ଦାମ୍‌ରେ ମିଳୁଛି

ସମାଜ ଡିଜିଟାଲ ଡେସ୍କ: Daikin Split AC ସବୁବେଳେ ଚର୍ଚ୍ଚାରେ ଥାଏ। ଏହା ପଛର ମୁଖ୍ୟ କାରଣ ହେଉଛି ଏହା କମ୍ ସମୟରେ ବହୁତ ଭଲ ଥଣ୍ଡା କରିଥାଏ। ଏହି କାରଣରୁ ଏଥିରେ ବହୁତ କମ୍ ରିହାତି ମିଳିଥାଏ, କିନ୍ତୁ ଏବେ ବର୍ଷା ଋତୁ ଆସୁ ଆସୁ ଏହା ଉପରେ ଜବରଦସ୍ତ ରିହାତି ଆରମ୍ଭ ହୋଇଛି।

ଆମାଜନରେ ଏକ ନୂଆ ଡିଲ୍‌ ଆସିଛି। ଡାଇକିନ୍‌ ୧.୫ ଟନ୍‌ ୩ ଷ୍ଟାର ଇନଭର୍ଟର ସ୍ପ୍ଲିଟ୍‌ ଏସିର ଦାମ୍‌ ହୋଉଛି ୫୮,୪୦୦ ଟଙ୍କା ଏବଂ ଆପଣ ଏହାକୁ ୩୭% ରିହାତି ପରେ ୩୬,୯୯୦ ଟଙ୍କାରେ ଅର୍ଡର କରିପାରିବେ।

- Advertisement -

ଏକ୍ସଚେଞ୍ଜ ଅଫରରେ ମଧ୍ୟ ଆପଣ ଭାରୀ ରିହାତି ପାଇପାରିବେ। ଯଦି ଆପଣ ପୁରୁଣା ଏସି ଆମାଜନକୁ ଫେରାଉଛନ୍ତି, ତେବେ ୬.୧୬୦ ଟଙ୍କାର ରିହାତି ପାଇପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କ ପୁରୁଣା ଏସିର ଅବସ୍ଥା ଭଲ ଥିବା ଆବଶ୍ୟକ।

ଏଥିସହ ଏହା ଉପରେ ଅନେକ ବ୍ୟାଙ୍କ ଅଫର ମଧ୍ୟ ମିଳୁଛି। ଏଚଡିଏଫସି କ୍ରେଡିଟ୍‌ କାର୍ଡ଼ରୁ ପେମେଣ୍ଟ କଲେ ୧,୭୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ। ସମସ୍ତ ରିହାତି ଅଫର୍‌ ମିଶିଗଲେ ଏହି ଏସି ଆପଣଙ୍କୁ ୩୦ ହଜାରରୁ କମ୍ ଦାମ୍‌ରେ ମିଳିପାରିବ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories