www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆର୍ଥିକ ବର୍ଷ ୨୪-୨୫ ନିମନ୍ତେ ଭାରତ ପାଇଁ ଜିଡିପି ପୂର୍ବାନୁମାନ ୭%କୁ ବୃଦ୍ଧି କଲା ଆଇଏମ୍‌ଏଫ୍.. ଏପ୍ରିଲ୍ ମାସରେ ପୂର୍ବ ଆକଳନ ୬.୮% ରହିଥିବାବେଳେ ଆଇଏମ୍‌ଏଫ୍ ଏହାର ପୂର୍ବାନୁମାନକୁ ସଂଶୋଧନ କରିଛି..

ଗୋଣ୍ଡାରେ ଦିବୃଗଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ଘଟଣା.. ୪ ଜଣଙ୍କ ମୃତ୍ୟୁ ସୂଚନା.. ହେଲ୍ପଲାଇନ ନମ୍ବର ଜାରି..

- Advertisement -

ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବେ କିଟ୍‌ର ୧୨ ଛାତ୍ରଛାତ୍ରୀ.. ୭ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଅଚ୍ୟୁତ ସାମନ୍ତ..

ଆସନ୍ତା ଶନିବାର ସୁଦ୍ଧା ନିଟ୍ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ.. ପରୀକ୍ଷାର୍ଥୀଙ୍କ ନାମ ଗୋପନ ରଖି ସହରୱାରି ଓ ପରୀକ୍ଷା କେନ୍ଦ୍ରୱାରି ପରୀକ୍ଷା ଫଳ ପ୍ରକାଶ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ..

ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି ଜଷ୍ଟିସ ଏନ କୋଟିଶ୍ୱର ସିଂହ ଓ ଜଷ୍ଟିସ୍ ଆର୍ ମହାଦେବନ.. ଉଭୟଙ୍କୁ ଶପଥ ପାଠ କରାଇଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼.. ନୂଆ ଦୁଇ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୪..

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା.. ରାଜା ସାକେରଙ୍କ ବିରୁଦ୍ଧରେ ଥାନାରେ ଏତଲା..

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍‌ ମନା..

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି: ଚଣ୍ଡି ଚାମୁଣ୍ଡା, ଅଶରୀରିମାନଙ୍କୁ ତୃପ୍ତି ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ହେବ ପଣା..

କମିଶନରେଟ ପୁଲିସ ହାତରେ ଧରାପଡିଲେ ତୀରଛି ଗ୍ୟାଙ୍ଗ୍‌..

ଯାଜପୁର: ଖଣି ଖାଦନରେ ବଡ ଧରଣର ଚଢାଉ.. ଧର୍ମଶାଳାର ବିଭିନ୍ନ ଖଣି ଓ ପଥର ଖାଦନରେ ଚଢାଉ.. ରାଜ୍ୟ ଖଣି ବିଭାଗ ପକ୍ଷରୁ ରେଡ୍..

ଭିତର ରତ୍ନଭଣ୍ଡାରରୁ ବାହାରକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା.. ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହେଉଛି.. ଖଟଶେଯ ଘରକୁ ସ୍ଥାନାନ୍ତର ହେଉଛି ଅଳଙ୍କାର.. ଭଣ୍ଡାର ଘର ମରାମତି ଅତ୍ୟନ୍ତ ଆବଶ୍ୟକ କହିଲେ ଗଜପତି ମହାରାଜା.. ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଯନ୍ତ୍ରପାତିରେ ଅଳଙ୍କାର ନିରୀକ୍ଷଣ କରାଯିବ ବୋଲି କହିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ..

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ.. ଆଗାମୀ ୨ ଦିନରେ ଏହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories