ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭାରତରେ ପହଞ୍ଚିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା.. ହିଣ୍ଡନ ଏୟାରବେସ୍‌ରେ ପହଞ୍ଚିଥିବା ସୂଚନା.. ରାଜଧାନୀରେ ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ.. ଜେଲ୍‌ରେ ହିଁ ରହିବେ କେଜ୍ରିଓ୍ବାଲ.. ଜାମିନ…
Read More...

ଫିଜିକ୍ସ ୱାଲା ପକ୍ଷରୁ ଜେଇଇ/ନିଟ୍ ଆଶାୟୀଙ୍କ ପାଇଁ ୨୫୦କୋଟିର ବୃତ୍ତିର ଶୁଭାରମ୍ଭ

ଭୁବନେଶ୍ୱର: ଅଗ୍ରଣୀ ଭାରତୀୟ ଶିକ୍ଷା କମ୍ପାନୀ ଫିଜିକ୍ସ ୱାଲା ସର୍ବବୃହତ ସ୍କଲାରସିପ୍ ପରୀକ୍ଷା ଏନ୍‌‌ଏସ୍‌‌ଏଟି(ନ୍ୟାସନାଲ ସ୍କଲାରସିପ୍‌‌ କମନ୍‌‌ ଆଡମିସନ୍‌‌ ଟେଷ୍ଟ୍‌‌) ୨୦୨୪ର ତୃତୀୟ ସଂସ୍କରଣର ଶୁଭାରମ୍ଭ…
Read More...

ଦୁର୍ଗାମନ୍ଦିର କମିଟି ପକ୍ଷରୁ ବୋଲବମ୍ ଭକ୍ତଙ୍କୁ ଜଳଖିଆ ବଣ୍ଟନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଜଳାଭିଷେକ ପାଇଁ ଆସୁଥିବା ବୋଲବମ ଭକ୍ତଙ୍କୁ ଦୁର୍ଗାମନ୍ଦିର କମିଟି ପକ୍ଷରୁ ଜଳଖିଆ ବଣ୍ଟନ କରାଯାଇଛି। ବହୁ ଦୂର ଦୂରାନ୍ତରୁ ଆସୁଥିବା ବୋଲବମ୍ ଭକ୍ତମାନେ…
Read More...

ଜେଲ୍‌ରେ ହିଁ ରହିବେ କେଜ୍ରିଓ୍ବାଲ, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପୁଣି ଥରେ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସିବିଆଇ ଗିରଫଦାରୀକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ, ଯାହାକୁ ଖାରଜ କରି…
Read More...

ବିଏସଏନଏଲ ୫ଜି: ସରକାରଙ୍କ ପରୀକ୍ଷଣ ସଫଳ, ଭିଡିଓ କଲ୍‌ କଲେ କେନ୍ଦ୍ରମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବିଏସଏନଏଲ ୫ଜିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ବିଏସଏନଏଲ ୫ଜିର ପରୀକ୍ଷଣ କରିଛନ୍ତି ଏବଂ କମ୍ପାନୀ ଏଥିରେ…
Read More...

ଆସିଲା ରାମ ପୋଥିନେନୀଙ୍କ ‘ଡବଲ ଇସ୍ମାର୍ଟ’ ଟ୍ରେଲର; ସଭିଙ୍କ ନଜର ସଞ୍ଜୟ ଦତ୍ତଙ୍କ ଉପରେ

ମୁମ୍ବଇ: ଅଗଷ୍ଟ ୧୫ରେ ଆସିବାକୁ ଯାଉଛି ଏକାଧିକ ନୂଆ ଚଳଚ୍ଚିତ୍ର, ଯେଉଁଥିରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସହ ବଲିଉଡ ଫିଲ୍ମର ନାଁ ସାମିଲ ଅଛି। ଜନ୍‌ ଆବ୍ରାହମଙ୍କ ‘ବେଦା’, ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ…
Read More...

ସୁପରଷ୍ଟାର ସିଙ୍ଗର-୩: ଦୁଇ ପ୍ରତିଯୋଗୀ ପିନ୍ଧିଲେ ବିଜେତା ମୁକୁଟ

ମୁମ୍ବଇ: ସୁପରଷ୍ଟାର ସିଙ୍ଗର-୩କୁ ମିଳିସାରିଛି ଏହାର ବିଜେତା। ଚଳିତ ଥର ଟ୍ରଫି ହାତେଇଛନ୍ତି ଦୁଇ ଜଣ ପ୍ରତିଯୋଗୀ। ରବିବାର ସୋନି ଟିଭିରେ ପ୍ରସାରିତ ଶୋ’ର ଗ୍ରାଣ୍ଡ ଫାଇନାଲରେ କେରଳର ଅବିର୍ଭବ ଏସ୍‌ ଓ ଝାଡ଼ଖଣ୍ଡର…
Read More...

ଯୋବ୍ରା ବ୍ୟାରେଜ୍‌ରୁ ମହାନଦୀକୁ ଡେଇଁଲେ ମହିଳା, ଏସସିବିରେ ମୃତ ଘୋଷଣା କଲେ ଡାକ୍ତର

କଟକ: କଟକସ୍ଥିତ ଯୋବ୍ରା ବ୍ୟାରେଜ୍‌ରୁ ଜଣେ ମହିଳା ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ କାମିନୀ ସ୍ଵାଇଁ ଏବଂ ସେ କଟକ ଅରିଲୋ ଅଞ୍ଚଳର ବୋଲି ଜଣାପଡ଼ିଛି। ରବିବାର ଅପରାହ୍ନ ସମୟରେ କାମିନୀ…
Read More...

ଇନ୍ଦ୍ରାବତୀ କଲୋନୀ ନିକଟରେ ବାଇକ ଦୁର୍ଘଟଣା, ଜଣେ ଗୁରୁତର

କଲମପୁର: କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ଇନ୍ଦ୍ରାବତୀ କଲୋନୀ ନିକଟରେ ରବିବାର ଘଟିଛି ଏକ ବାଇକ ଦୁର୍ଘଟଣା। ଏଥିରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀଙ୍କ…
Read More...

ୱାୟନାଡ ଭୂ-ସ୍ଖଳନ ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଲେ ଅଲ୍ଲୁ ଅର୍ଜୁନ

ସମାଜ ଡିଜିଟାଲ ଡେସ୍କ: ୱାୟନାଡ ଭୂ-ସ୍ଖଳନ ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ। କେରଳ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି ଅଭିନେତା। ଅଲ୍ଲୁଙ୍କ ଏହି…
Read More...

ସୌଦାମିନୀ କେୟାର୍ସ ପକ୍ଷରୁ ଛତା ବଣ୍ଟନ

ଟିଟିଲାଗଡ଼: ଟିଟିଲାଗଡ଼ ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ଜିତେନ୍ଦ୍ର ମିଶ୍ର। ଜାତୀୟସ୍ତରର ଜଣେ ନିର୍ମାତା, ନିର୍ଦ୍ଦେଶକ, ବିତରକ ଭାବରେ ସୁଖ୍ୟାତି ଅର୍ଜନ କରିଥିବା ଜିତେନ୍ଦ୍ର ଅନେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର…
Read More...

ମନ୍ଦିରରେ କାନ୍ଥ ଭୁଶୁଡ଼ି ୯ ପିଲା ମୃତ, ଅନେକ ଆହତ: ସହାୟତା ରାଶି ଘୋଷଣା କଲେ ସରକାର

ସାଗର: ମଧ୍ୟପ୍ରଦେଶ ସାଗର ଜିଲାର ଶାହପୁରରେ ରବିବାର ଘଟିଛି ଏକ ଦୁଃଖଦ ଘଟଣା। ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବାବେଳେ କାନ୍ଥ ଭୁଶୁଡ଼ି ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା…
Read More...

ଚନ୍ଦନପୁର ଶାଖା କେନାଲ ସଫେଇ ଦାବି

ସୁଆଣ୍ଡୋ: ଶ୍ରାବଣ ମାସ ଅଧା ହେଲାଣି, ହେଲେ ପାଣି ଅଭାବରୁ ବିଲରେ ରୁଆ କି ବେଉଷଣ ହୋଇ ପାରୁନାହଁ। ଧାନତଳିଗୁଡ଼କ ଗାଈଗୋରୁ ଛେଳି ମେଣ୍ଢାଙ୍କ ମୁହଁରୁ ରକ୍ଷା କରିବା ପାଇଁ ଚାଷୀମାନେ ବିଲରେ ଜଗୁଛନ୍ତି। ରାଜ୍ୟର ବିଭିନ୍ନ…
Read More...

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବୁର୍ଲା: ବୁର୍ଲା ଅଶୋକ ନିବାସରେ ରବିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ହୀରାକୁଦ ବନ୍ଧର ବରିଷ୍ଠ ଅଧିକାରୀ, ସମ୍ବଲପୁର ଜିଲାପାଳ, ଝାରସୁଗୁଡା ଜିଲା…
Read More...

ଓଡ଼ିଆ ସାମ୍ବାଦିକତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଆଜି ଓଡ଼ିଆ ସାମ୍ବାଦିକତା ଦିବସ। ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶାରେ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ। କାରଣ ଏହିଦିନ ଜନ୍ମ ନେଇଥିଲା ପ୍ରଥମ ଓଡ଼ିଆ ମୁଦ୍ରିତ ସମ୍ବାଦପତ୍ର…
Read More...

ମହାପ୍ରଭୁଙ୍କ ନୀତିରେ କୌଣସି ବିଳମ୍ବ ଗ୍ରହଣୀୟ ନୁହେଁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତି ବିଳମ୍ବକୁ ନେଇ ମୁହଁ ଖୋଲିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ‘‘ଆଜି ମହାପ୍ରଭୁଙ୍କ ଚିତାଲାଗି ନୀତି ଥିବାରୁ କୌଣସି ବିଳମ୍ବ ଗ୍ରହଣୀୟ ନୁହେଁ।…
Read More...

ଷ୍ଟେସନରେ ଛିଡ଼ା ହୋଇଥିଲା ଟ୍ରେନ୍‌; ହଠାତ୍‌ ହୁତୁହୁତୁ ହୋଇ ଜଳି ଉଠିଲା

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ରେଳ ଷ୍ଟେସନରେ ରବିବାର ଏକ ବଡ଼ ଅଘଟଣ ଘଟିଛି। ଏଠାରେ ସକାଳେ କୋରବାରୁ ଆସିଥିବା କୋରବା-ବିଶାଖାପାଟଣା ଏକ୍ସପ୍ରେସ୍‌ର ୩ଟି ଏସି ବଗିରେ ଅଗ୍ନିକାଣ୍ଡ ଘଟିଛି। ଖବର…
Read More...

ଶ୍ରୀଜୀଉଙ୍କ ନୀତି ୩ ଘଣ୍ଟା ବିଳମ୍ବ, ଭକ୍ତ ହନ୍ତସନ୍ତ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତି ବିଳମ୍ବ ହୋଇଥିବା ସୂଚନା ମିଳିଛି। ସୂର୍ଯ୍ୟପୂଜା ୮ଟା ୨୫ରେ ହୋଇଥିବାବେଳେ ଦ୍ଵାରାପାଳ ପୂଜା ପାଇଁ ୩ ଘଣ୍ଟା ବିଳମ୍ବ ହୋଇଛି। ୧୧ଟା ୨୫ରେ ଦ୍ଵାରାପାଳ ପୂଜା ସମ୍ପନ୍ନ…
Read More...

ଦୃଷ୍ଟିବାଧିତ ଶିଶୁକନ୍ୟାକୁ ଆପଣାଇଲେ ଆମେରିକୀୟ ଦମ୍ପତି

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ବନବାସୀ ସେବା ସମିତିରେ ରହୁଥିବା ଜଣେ ଦୃଷ୍ଟିବାଧିତ ଶିଶୁକନ୍ୟାକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି। ଜଣେ ଦୃଷ୍ଟିବାଧିତ କନ୍ୟାକୁ ଆପଣାଇ ଆମେରିକୀୟ ଦମ୍ପତି ଲୋକଙ୍କ…
Read More...

ଇଏ ରାସ୍ତା ନା ମରଣଯନ୍ତା ?

ଲାଞ୍ଜିଗଡ: ରାସ୍ତା ନିର୍ମାଣ ହେବ। ଯୋଗାଯୋଗ ପାଇଁ ବାଟ ଫିଟିବ। ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକେ ଯାତାୟତ ପାଇଁ ସୁବିଧା ପାଇବେ। ହେଲେ…
Read More...

ବିଧାୟକଙ୍କ ଦ୍ବାରା ନୂତନ ପ୍ରକଳ୍ପର ଶୁଭ ଶିଳାନ୍ୟାସ

ସିମୁଳିଆ: ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଧାୟକଙ୍କ ଦ୍ବାରା ତିନୋଟି ନୂତନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଛି। ସୂଚନାରୁ ପ୍ରକାଶ, ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର କୁଅଁରପୁରଠାରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ଆଇଟିଆର ଦାଖଲ.. ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ଦାଖଲ ହୋଇଥିବା ମୋଟ ଆଇଟିଆର ସଂଖ୍ୟା ୭.୨୮ କୋଟି ଅତିକ୍ରମ କରିଛି.. ଦିଲ୍ଲୀ କୋଚିଂ…
Read More...

ହରଭଙ୍ଗାରେ ଶ୍ରମିକ କାର୍ଡ ଯାଞ୍ଚ କାର୍ଯ୍ୟକ୍ରମ

ହରଭଙ୍ଗା : ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ବୌଦ୍ଧ ଶ୍ରମ ନିରୀକ୍ଷକ ସୁଶାନ୍ତ କୁମାର ପାଇକରାୟ ଓ ସହ ଶ୍ରମ ନିରୀକ୍ଷକ ଜ୍ୟୋତି ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଏକ ନିର୍ମାଣ ଶ୍ରମିକ ସଚେତନତା…
Read More...

ଛତ୍ରଙ୍ଗ-କୁଶଙ୍ଗ ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ

ହରଭଙ୍ଗା : ହରଭଙ୍ଗା ବ୍ଲକ ଛତ୍ରଙ୍ଗ-କୁଶଙ୍ଗ ପୂର୍ତ୍ତବିଭାଗ ରାସ୍ତାର କୁଟୀଝର ନିକଟରେ ଏକ ଚାକୁଣ୍ଡା ଗଛ ରାସ୍ତା ଉପରେ ପଡ଼ିବା ଫଳରେ ଏହି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି। ଲଗାଣ ବର୍ଷା ପ୍ରଭାବରେ ଗଛଟି ଚେର ସହ…
Read More...

ରାଜରାସ୍ତାରେ ବୁଲା ଗାଈଗୋରୁ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ବିଭିନ୍ନ ସ୍ଥାନରେ ବୁଲା କୁକୁର, ଗାଈଗୋରୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରହୁଥିବାରୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଗାଈଗୋରୁ,…
Read More...

ଖୁବଶୀଘ୍ର ନଂ୧ର ମୁକୁଟ ହରାଇବେ ମୁକେଶ ଅମ୍ବାନୀ! ଜାଣନ୍ତୁ ଚୁପ୍‌ଚାପ୍ କିଏ ହେଲା ନିକଟତର

ସମାଜ ଡିଜିଟାଲ ଡେସ୍କ: ଭାରତ ତଥା ଏସିଆର ସୁବଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଆସନ ବିପଦରେ। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୧୧୪ ବିଲିୟନ ଡଲାର ସମ୍ପତ୍ତି ସହ ଏସିଆର ପ୍ରଥମ ଏବଂ ବିଶ୍ୱରେ ୧୧ତମ…
Read More...

ମଧ୍ୟାହ୍ନ ଭୋଜନରୁ ଜୋକ ବାହାରିବା ଘଟଣା: ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବର୍ଜନ, ବିଦ୍ୟାଳୟରେ ପହଞ୍ଚିଲେ ଏବିଇଓ

ବାସୁଦେବପୁର : ବାସୁଦେବପୁର ପୌରପାଳିକା ଅଧିନ ରାଧାକାନ୍ତପୁର ଗ୍ରାମର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ଜୋକ ବାହାରିବା ଘଟଣାରେ ଶୁକ୍ରବାର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ…
Read More...

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ମହିଳା ଗୁରୁତର

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗସିରା ଗ୍ରାମରେ ଶୁକ୍ରବାର ସକାଳୁ ଜାଳେଣୀ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଣେ ମହିଳା ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣକ ଗ୍ରାମର ଲଳିତ ମାଝୀଙ୍କ ପତ୍ନୀ…
Read More...

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକରେ ଥାଏ କେତେ ସୁନା, ବଜାରରେ ବିକିଲେ ପାଇବେ କେତେ ଟଙ୍କା ?

ସମାଜ ଡିଜିଟାଲ ଡେସ୍କ: କ’ଣ ଆପଣ ଜାଣନ୍ତି କି, ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ସମ୍ପୂର୍ଣ୍ଣ ସୁନାରେ ତିଆରି ନୁହେଁ? ୫୨୯ ଗ୍ରାମ ଓଜନ ବିଶିଷ୍ଟ ଏହି ପଦକରେ କେବଳ ୬ ଗ୍ରାମ(୧.୩%) ଅସଲି ସୁନା ଥାଏ। ବାକି ସବୁ ରୂପାରେ…
Read More...

ହଠାତ୍‌ ବିଗିଡ଼ିଲା ସ୍ଵାସ୍ଥ୍ୟାବସ୍ଥା, ବ୍ରିଟେନ କନ୍‌ସର୍ଟ ସ୍ଥଗିତ ରଖିଲେ ଅରିଜିତ୍‌

ମୁମ୍ବଇ: ଲୋକପ୍ରିୟ ଗାୟକ ଅରିଜିତ୍ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯାଇଛି। ଏହି କାରଣରୁ ସେ ଚଳିତ ମାସରେ ବ୍ରିଟେନରେ ହେବାକୁ ଥିବା କନ୍‌ସର୍ଟକୁ ସ୍ଥଗିତ ରଖିଛନ୍ତି। ଗାୟକ ସାମାଜିକ ଗଣମାଧ୍ୟମ ପୋଷ୍ଟ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମମତା ମହାନ୍ତ ବିଜେପିରେ ସାମିଲ.. ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା, ଦଳ ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ.. ପୁଟ୍ଟାସିଂ ଥାନା ଚିନାସାରି ଘାଟିରେ ଅଟୋ ଓଲଟି ଜଣେ ମହିଳା ମୃତ, ୧୦ ଜଣ ଆହତ.. ଅଟୋରେ…
Read More...

ରିଲ୍ସ ନିଶାରେ ଝିଅଟି କଲା ଏମିତି କାମ, ଯନ୍ତ୍ରଣାରେ ହେଲା ଛଟପଟ: ଭିଡିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଗଣମାଧ୍ୟମରେ ହିଟ୍ ହେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଦେଖାଯାଉଛି। କେତେବେଳେ କିଏ ଭଳିକି ଭଳି ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ…
Read More...

ବିଜେପିରେ ସାମିଲ ହେଲେ ମମତା ମହାନ୍ତ

ସମାଜ ଡିଜିଟାଲ ଡେସ୍କ: ମମତା ମହାନ୍ତ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିବାବେଳେ ଆଜି ନୂଆଦିଲ୍ଲୀସ୍ଥିତ ଦଳ…
Read More...

ଗଞ୍ଜେଇ ସହ ସ୍କୁଟି ଜବତ, ୨ ଗିରଫ

ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୁଲିସ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଚଢାଉ କରି ୧୬କେଜି ଗଞ୍ଜେଇ ସହିତ ଏକ ସ୍କୁଟି ଜବତ କରିଛି। ଏହା ସହ ଘଟଣାରେ ସଂପୃକ୍ତ ୨ଜଣ ଚୋରା…
Read More...

ଏହି ଉପଭୋକ୍ତାଙ୍କୁ ମାଗଣା ଡାଟା ଓ ଅସୀମିତ କଲିଂ ସୁବିଧା ଯୋଗାଇବ ଏୟାରଟେଲ

ସମାଜ ଡିଜିଟାଲ ଡେସ୍କ: ଏୟାରଟେଲ ପକ୍ଷରୁ ସମୟ ସମୟରେ ନୂଆ ଅଫର ଦିଆଯାଇଥାଏ। କିନ୍ତୁ ଏବେ କମ୍ପାନୀ ମାଗଣା ଡାଟା ଏବଂ ଅସୀମିତ କଲିଂ ପ୍ରଦାନ କରୁଛି। ତେବେ ଏହା ସମସ୍ତଙ୍କୁ ମିଳିବ ନାହିଁ, ବରଂ ଗୋଟିଏ ନିର୍ଦ୍ଦିଷ୍ଟ…
Read More...

ଛତିଶଗଡ଼ରୁ ଝାରସୁଗୁଡ଼ା ଭାସି ଭାସି ଆସିଲେ, ମହାନଦୀ ଗର୍ଭରୁ ସୁରକ୍ଷିତ ଉଦ୍ଧାର ହେଲେ

ଝାରସୁଗୁଡ଼ା: କଥାରେ ଅଛି ରଖେ ହରି ତ ମାରେ କିଏ । ଗୁରୁବାର ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ଏହାର ଏକ ଜ୍ବଳନ୍ତ ଉଦାହରଣ। ମହାନଦୀ ପାଣିରେ ପ୍ରାୟ ୫୦ କିଲୋମିଟର ଭାସି ଆସିବା ପରେ ଝାରସୁଗୁଡ଼ାରୁ ସୁରକ୍ଷିତ ଉଦ୍ଧାର…
Read More...

ଘନଉଛି ମ୍ୟାଁମାର ବିଭାଜନ ଆଶଙ୍କା, ବଡ଼ ଅଞ୍ଚଳକୁ କବ୍‌ଜା କଲେ ବିଦ୍ରୋହୀ ସଂଗଠନ

ନୂଆଦିଲ୍ଲୀ: ବିଶ୍ଵର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସମୟରେ ଯୁଦ୍ଧ ତଥା ଅଶାନ୍ତି ଲାଗି ରହିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ହେଉ କିମ୍ବା ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ହେଉ, ବିଶ୍ୱବ୍ୟାପୀ ଉତ୍ତେଜନା ଲଗାତର ବୃଦ୍ଧି…
Read More...

ସାଂସଦଙ୍କ ସହଯୋଗରେ କେରଳରୁ ଆସିଲା ଦାଦନଙ୍କ ମୃତଦେହ

ଫୁଲବାଣୀ: କନ୍ଧମାଳରୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇ ଶବ ହୋଇ ଫେରିବା କନ୍ଧମାଳ ଜିଲା ପାଇଁ ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇଛି। ଶିଳ୍ପ ବିହୀନ କନ୍ଧମାଳ ଜିଲାରେ ରୋଜଗାର ଅଭାବରୁ ଲୋକେ ପରିବାର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଜେଡି ପ୍ରାଥମିକ ସଦସ୍ୟ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ.. ଦଳ ତାଙ୍କ ସେବାର ଆବଶ୍ୟକତା ଅନୁଭବ କରୁନଥିବା ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଜଣାଇଛନ୍ତି.. ନାବାଳିକାଙ୍କୁ ବିଷ…
Read More...

ଛେଳିକୁ ଚାପି ଧରିଛି ବିଶାଳକାୟ ଅଜଗର, ଭିଡିଓ ଶେୟାର କରି ଏଭଳି ପ୍ରଶ୍ନ କଲେ ଆଇଏଫଏସ ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ଜଙ୍ଗଲରେ ଶିକାରୀମାନଙ୍କର ଅଭାବ ନାହିଁ। ଏଠାରେ ପ୍ରତ୍ୟେକ କୋଣରେ ବିପଦ ଥାଏ। ଜୀବଜନ୍ତୁମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସଜାଗ ରହିବାକୁ ପଡ଼ିଥାଏ। ଯଦି ସତର୍କତା ହଟିଲେ କେବଳ ଗୁର୍ଘଟଣା ଘଟେ…
Read More...

ରେଡ଼କ୍ରସର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପନୀ ଦିବସରେ ମେଗା ରକ୍ତଦାନ ଶିବିର

ମାଲକାନଗିରି: ମାଲକାନଗିରି ଜିଲା ତମସା ପଞ୍ଚାୟତ ଏମଭି-୦୭ ଗ୍ରାମସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ତରଫରୁ ରାଜ୍ୟସ୍ତରୀୟ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ…
Read More...

ସର୍ଦ୍ଦାର ପଟେଲ କାହିଁକି ହୋଇପାରିଲେନି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ? ରହସ୍ୟ ଖୋଲିବ ‘ଫ୍ରିଡମ୍ ଆଟ୍ ମିଡ୍‌ନାଇଟ୍’,…

ସମାଜ ଡିଜିଟାଲ ଡେସ୍କ: ଭାରତର ସ୍ବାଧୀନତା ଆନ୍ଦୋଳନର ଶେଷ ପର୍ଯ୍ୟାୟ ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ପଛର ଅନେକ ରହସ୍ୟ ଉନ୍ମୋଚନ କରିବାକୁ ଖୁବଶୀଘ୍ର ଦର୍ଶକଙ୍କ ନିକଟକୁ ଆସୁଛି ‘ଫ୍ରିଡମ୍ ଆଟ୍…
Read More...

ଉନ୍ନୟନ କାର୍ଯ୍ୟର ଅଚଳାବସ୍ଥା ବିରୁଦ୍ଧରେ ବିଜେଡିର ଗଣ ବିକ୍ଷୋଭ ଓ ଆନ୍ଦୋଳନ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଅତାବିରା ବ୍ଲକ୍ ଓ ଏନ୍ଏସିର ସମସ୍ତ ଲୋକାଭିମୁଖୀ ଉନ୍ନୟନମୂଳକ କାର୍ଯ୍ୟର ଅଚଳାବସ୍ଥା ବିରୁଦ୍ଧରେ ବିଜେଡି ପକ୍ଷରୁ ପୁଲିସ ଛାଉଣିରେ ଗଣ ବିକ୍ଷୋଭ…
Read More...

ଫେରାର ଦୁଷ୍କର୍ମକାରୀ ଗିରଫ

ଦାରିଙ୍ଗବାଡି: କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନାଞ୍ଚଳରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ଭୟରେ ଫେରାର ହୋଇଯାଇଥିବା ତାମାଙ୍ଗି ଗ୍ରାମର ଜୀମେନ୍ଦ୍ର ଦେଶ ମାଝୀ(୨୯)କୁ ଗିରଫ କରିଛି ପୁଲିସ୍‌।…
Read More...

ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ୟୁପିଏସସିର ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ଆଇଏଏସ ଅଧିକାରୀ ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସମ୍ବିଧାନର ଧାରା ୩୧୬ଏ ଅଧୀନରେ ଅଗଷ୍ଟ…
Read More...

ଇରାନରେ ହମାସ ମୁଖ୍ୟ ଇସ୍ମାଇଲ ହନିୟାଙ୍କୁ ହତ୍ୟା

ନୂଆଦିଲ୍ଲୀ: ହମାସର ଶୀର୍ଷ ନେତା ଇସ୍ମାଇଲ ହନିୟାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବୁଧବାର ସକାଳେ ଇରାନରେ ତାଙ୍କୁ ହତ୍ୟା କରାଯାଇଛି। ଇରାନର ସେନା ଇରାନ ରିଭୋଲ୍ୟୁସନାରୀ ଗାର୍ଡସ୍‌ ମଧ୍ୟ ଏନେଇ ସୂଚନା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଫିଟନେସ୍‌-ପରମିଟ୍ ଓ ବୀମା ନଥାଇ ଚାଲୁଥିଲା ଘରୋଇ ବସ୍‌.. ମାଲିକ ଗଣିବେ ଲକ୍ଷାଧିକ ଟଙ୍କା ଜରିମାନା.. ଘରୋଇ ବସ୍‌କୁ ୧ ଲକ୍ଷ ୨୨ ହଜାର ଟଙ୍କା ଜରିମାନା କରିଛି ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗ.. ଝାଡଖଣ୍ଡ…
Read More...

ସୋନୁ ସୁଦ୍‌ଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ମିଳିଲା ବଡ଼ ଉପହାର

ମୁମ୍ବଇ: ଅଭିନେତା ସୋନୁ ସୁଦ୍‌ ମଙ୍ଗଳବାର ନିଜ ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଖାସ୍ ଅବସରରେ ସେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସେ ତାଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫତେହ’ର ମୁକ୍ତିଲାଭ…
Read More...

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ସମାଜ ଡିଜିଟାଲ ଡେସ୍କ: ପୁଣି ଏକ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସମ୍ବଲପୁର ସରଲା ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।…
Read More...

ନିୟମଗିରି ପାହାଡ଼ର ରାସ୍ତା ପାଲଟିଛି ମରଣଯନ୍ତା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତରେ ନିୟମଗିରି ପାହାଡ଼କୁ କରାଯାଇଥିବା ରାସ୍ତା ପାଲଟିଛି ମରଣଯନ୍ତା। କଲ୍ୟାଣସିଂହପୁରଠାରୁ କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ ପୂର୍ତ୍ତ…
Read More...

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଦ୍ଵିତୀୟ ପଦକ; ଇତିହାସ ରଚିଲେ ମନୁ ଭାକର

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଛି ଦ୍ଵିତୀୟ ପଦକ। ମଙ୍ଗଳବାର ସୁଟିଂରେ ଭାରତରକୁ ମିଳିଛି ଆଉ ଏକ କାଂସ୍ୟ ପଦକ। ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଛନ୍ତି ଏହି ପଦକ।…
Read More...

କେରଳ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି, ଆହୁରି ବଢିବା ଆଶଙ୍କା

ଓ୍ବାୟନାଡ଼: କେରଳ ଓ୍ବାୟନାଡ଼ ଜିଲାର ମେପ୍ପାଡ଼ି ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟଣାରେ ବଢିଚାଲିଛି ମୃତ୍ୟୁସଂଖ୍ୟା। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୦…
Read More...

ପତ୍ନୀଙ୍କୁ ଦେଉଥିଲେ ନିର୍ଯାତନା, ଅଭିଯୁକ୍ତ ସ୍ୱାମୀକୁ ୧ବର୍ଷ ଜେଲ୍‌ ସହ ଜରିମାନା

କେନ୍ଦୁଝରଗଡ଼: ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ଅଧିନ ଗମ୍ଭାରିଆ ଗ୍ରାମର ପ୍ରଦୀପ୍ତ କୁମାର ଜେନାଙ୍କୁ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି କେନ୍ଦୁଝର ସୋମବାର ଦୋଷୀ ସାବ୍ୟସ୍ତ କରି ୧ବର୍ଷ…
Read More...

ବିଜାମାଲଠାରୁ ଫଲସାପଡା ରାସ୍ତା ଅବସ୍ଥା ଶୋଚନୀୟ

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଗ୍ରାମପଞ୍ଚାୟତ ବିଜାମାଲଠାରୁ ଫଲସାପଡା ଗାଁ ରାସ୍ତା ଟିକିଏ ବର୍ଷା ହେଲେ କାଦୁଅ ହୋଇଯାଉଛି। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ନାହିଁ ନଥିବା…
Read More...

‘ସମାଜ’ ପ୍ରଭାବ: ଓସ୍ତିଆ ବାଲିଘାଟ ବାହାରେ ଗଦା ହୋଇଥିବା ଜବତ ବାଲି ନିଲାମ ହେବ

କଳାପଥର(ବାଙ୍କୀ): ବାଙ୍କୀ ତହସିଲ ଅନ୍ତର୍ଗତ ଓସ୍ତିଆ ବାଲିଘାଟ ନିଲାମ ଦିଆଯାଇଛି। ତେବେ ନିଲାମମଧାରୀ ଏଠାରୁ ବାଲି ନ ଉଠାଇ ସୁବର୍ଣ୍ଣପୁରଠାରେ ମହାନଦୀ ବନ୍ଧ ପାର୍ଶ୍ୱରୁ ବାଲି ଉଠାଉଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ…
Read More...

ବାଇ ଚଢେଇ ଲୋ ବାଇ ଚଢେଇ.. ତୋ ବସା ଏବେ ବି ମନରୁ ଲିଭିନାହିଁ

ହରଭଙ୍ଗା: ମଣିଷର ଆଧୁନିକ ଜୀବନଶୈଳୀ ପ୍ରକୃତିକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି। ଝାଟିମାଟି ଚାଳଘର ଏବେ ପକ୍କାଘରରେ ପରିଣତ ହୋଇଛି। ଗାଁର କାଦୁଅ ମାଟି ରାସ୍ତା ସହରୀ ପକ୍କାରାସ୍ତା ଭଳି ଚିକ୍‌‌ ଚିକ୍‌‌ କରୁଛି।…
Read More...

ସରକାରଙ୍କୁ ଘାରିଛି ତାଳଗଛ ସଂରକ୍ଷଣ ଚିନ୍ତା; ବୌଦ୍ଧରେ ଲାଗିବ ୫୩ହଜାର ତାଳଚାରା

ହରଭଙ୍ଗା: ଜଳବାୟୁ ପରିବର୍ତ୍ତନ ଯୋଗୁ ଅସମୟରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରି ଅନେକ ଧନଜୀବନ ହାନୀ ଘଟୁଛି। ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ଲକ୍ଷ୍ୟନେଇ ରାଜ୍ୟ ସରକାର ବନବିଭାଗ ସହଯୋଗରେ ଚଳିତବର୍ଷ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ରାଜ୍ୟରେ ହଜାରେ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା.. ଲଗାତାର ପୋଲ ଭୁଶୁଡ଼ିବା ମାମଲା.. ନୀତୀଶ ସରକାରଙ୍କୁ ଜବାବ୍ ତଲବ କଲେ ସୁପ୍ରିମକୋର୍ଟ.. ପାରାଦୀପ ବନ୍ଦରରେ ଟ୍ରମା ଆଣ୍ଡ ବର୍ଣ୍ଣ କେୟାର କେନ୍ଦ୍ର…
Read More...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଭୁବନେଶ୍ୱର-ପଲାସା ରେଳ ସେକ୍ସନ ନୀରିକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱର-ପଲାସା ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି। ତାଙ୍କ ସହିତ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ପ୍ରକଳ୍ପ କାର୍ଯ୍ୟର…
Read More...

ପାରାଦୀପ ବନ୍ଦରରେ ଟ୍ରମା ଆଣ୍ଡ ବର୍ଣ୍ଣ କେୟାର କେନ୍ଦ୍ର ଉଦ୍‌ଘାଟିତ

ସମାଜ ଡିଜିଟାଲ ଡେସ୍କ: ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ଟି.କେ. ରାମଚନ୍ଦ୍ରନ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ(ପିପିଏ)କୁ ସୋମବାର ପ୍ରଥମ ଥର ପାଇଁ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ୧୩ କୋଟିରୁ…
Read More...

ବିଦ୍ୟାଳୟ ମରାମତି ଓ ନବୀକରଣ ପାଇଁ ବିଡିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର କରଡାପଦର ପ୍ରାଥମିକ ବିଦ୍ୟାଳୟର ମରାମତି ଓ ନବୀକରଣ ନିମନ୍ତେ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ପରିଚାଳନା କମିଟି।…
Read More...

ଜିଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ପିପିଲିର ସଫଳତା

ପିପିଲି: ପୁରୀ ରେଳବାଇ ଇଣ୍ଡୋର ହଲଠାରେ ଗତ ୨ଦିନ ଧରି ଚାଲିଥିବା ୧୭ତମ ଜିଲା ଟାଇକୋଣ୍ଡ ପ୍ରତିଯୋଗିତାରେ ପିପିଲି ଟାଇକୋଣ୍ଡ ଏକାଡେମୀର ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି। ୪୫କେଜିରୁ ଊର୍ଦ୍ଧ୍ବ ବାଳକ ବିଭାଗରେ ସୋମନାଥ…
Read More...

ବିଗୁଡ଼ୁଛି ଆମେରିକାର ଅର୍ଥନୀତି, ସୁଧ ଦେଇ ଦେଇ ସରକାର ବେହାଲ୍

ସମାଜ ଡିଜିଟାଲ ଡେସ୍କ: ବିଶ୍ୱର ବୃହତ୍ତମ ତଥା ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶ ଆମେରିକାର ଋଣ ଭାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ସରକାରଙ୍କ ଋଣ ବର୍ତ୍ତମାନ ୩୫ ଟ୍ରିଲିୟନ ଡଲାରରୁ ମାତ୍ର…
Read More...

ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଶିମିଳିପାଳ ଉତ୍ତର ଡିଭିଜନ ପକ୍ଷରୁ ମିନି ମାରାଥନ

ଠାକୁରମୁଣ୍ଡା: ଶିମିଳିପାଳ ବଣ୍ୟପ୍ରାଣୀ ଡିଭିଜନ(ଉତ୍ତର) ଯଶିପୁର ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ୨୦୨୪ରେ ଶିମିଳିପାଳ ପାଇଁ ଏକ ଦୌଡ଼ ଅବସରରେ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଶିମିଳିପାଳର ରାଜକୁମାରୀ…
Read More...

ଏଣିକି ହ୍ବାଟ୍ସଆପ୍‌ରେ ପୁନର୍ବାର ଶେୟାର କରିପାରିବେ ଷ୍ଟାଟସ୍, ଜାଣନ୍ତୁ କେମିତି କାମ କରିବ ଏହି ଫିଚର

ସମାଜ ଡିଜିଟାଲ ଡେସ୍କ: ଖୁବଶୀଘ୍ର ଆସିବାକୁ ଯାଉଛି ହ୍ବାଟ୍ସଆପ୍‌ର ଏକ ନୂଆ ଫିଚର।  ଏହି ନୂଆ ଫିଚର ଉପରେ ଏବେ କାମ ଚାଲିଥିବା ଜଣାପଡ଼ିଛି। ହ୍ବାଟ୍ସଆପ୍ ଷ୍ଟାଟସ୍‌ ରି-ଶେୟାର ନାମରେ ଏହି ଫିଚର ଆସୁଛି। ଯେମିତିକି…
Read More...

ପିକ୍ଅପ୍‌ ଭ୍ୟାନ ସହ ୧୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ଏକ ବୋଲେରୋ ପିକ୍ଅପ୍‌ ଭ୍ୟାନରେ ଯାଉଥିବା ୧୩ କେଜି ଗଞ୍ଜେଇକୁ ଜବତ କରିଛି। ଏଥିସହ ଏହି ଘଟଣାରେ ଜଣେ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଗଞ୍ଜେଇ…
Read More...

ଫ୍ରିଜ୍‌ ଖୋଲିବା ମାତ୍ରେ ଗର୍ଜନ କରି ମାଡ଼ି ଆସିଲା ଅହିରାଜ, ଭିଡିଓ ଭାଇରାଲ୍‌

ସମାଜ ଡିଜିଟାଲ ଡେସ୍କ: କୌଣସି ବ୍ୟକ୍ତିଙ୍କ ପାଇଁ ନିରାପଦ ସ୍ଥାନ ହେଉଛି ତାଙ୍କ ଘର। କିନ୍ତୁ ଯଦି ସେଠାରେ ହିଁ କୌଣସି ବିପଦ ଥିବ, ଯାହା ବିଷୟରେ ଆପଣ ଜାଣି ନଥିବେ ଏବଂ ହଠାତ୍ ସେହି ବିପଦ ଆପଣଙ୍କ ଆଡ଼କୁ ଯଦି ମାଡ଼ି…
Read More...

ପ୍ୟାରିସ୍‌ ଅଲିମ୍ପିକ୍ସ: ଦେଶ ପାଇଁ ପ୍ରଥମ ପଦକ ଆଣିଲେ ମନୁ ଭାକର

ସମାଜ ଡିଜିଟାଲ ଡେସ୍କ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ରବିବାର ଦେଶକୁ ପ୍ରଥମ ପଦକ ଦେଇଛନ୍ତି ସୁଟର ମନୁ ଭାକର। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି ମନୁ ଭାକର।…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ହେବ ଓ୍ବାଇଫାଇ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରକୁ କରାଯିବ ମାଗଣା ଓ୍ବାଇଫାଇ ଜୋନ୍। ବିଦ୍ୟାର୍ଥୀ ସମେତ ଅଧ୍ୟାପକ ହେବେ ଉପକୃତ। କ୍ୟାମ୍ପସ ପରିସରକୁ ମାଗଣା ଓ୍ବାଇଫାଇ କରିବା ପାଇଁ ବ୍ରହ୍ମପୁର…
Read More...

ହୀରାକୁଦର ୨୦ଟି ଗେଟ୍‌ ଖୋଲିଲା: ଅତିରିକ୍ତ ଏସ୍‌ଆରସି କହିଲେ ବନ୍ୟା ଭୟ ନାହିଁ

ସମାଜ ଡିଜିଟାଲ ଡେସ୍କ: ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ। ରବିବାର ୩ଟି ପର୍ଯ୍ୟାୟରେ ମୋଟ୍‌ ୨୦ଟି ଗେଟ୍‌ ଖୋଲାଯାଇଛି।…
Read More...

ପୋଖରୀରୁ ଛାତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର

ଗୋପାଳପୁର: ଜଣେ ଆଇଟିଆଇ ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ଗଳିତ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ଗୋପାଳପୁର ଦଳିତ ସାହିର ସ୍ନେହଲତା ନାୟକ ଓରଫ୍ ଗୁଡ୍ଡି(୧୯) ବୋଲି ପୁଲିସ ସୂଚନା ଦେଇଛି। ଗୁଡ୍ଡି ଗତ…
Read More...

ଧାମରା ସାମୁଦ୍ରିକ ଥାନାଞ୍ଚଳରୁ ୪ ମାସ ହେଲା ଯୁବକ ନିଖୋଜ

ପାଟଣା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜୟଦୁର୍ଗାପାଟଣା ଅଞ୍ଚଳର ସ୍ବର୍ଗତ ବିଷ୍ଣୁପଦ ଗିରିଙ୍କ ବଡ଼ ପୁଅ ଅଶୋକ ଗିରି(୨୬)ଙ୍କର ୪ ମାସ ହେଲା କୌଣସି ପତ୍ତା ମିଳୁନାହିଁ। ସେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଏନେଇ…
Read More...

ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ! ଏଣିକି ବିନା ରିଚାର୍ଜରେ ବି ମିଳିବ ଡାଟା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏକ ନୂଆ ବିକଳ୍ପ ଆଣିଛି ଜିଓ। ଏଥି​‌ରେ ଆପଣ ବିନା ପେମେଣ୍ଟରେ ମଧ୍ୟ ଡାଟା ପାଇପାରିବେ। ଏହା ସାହାଯ୍ୟରେ ବ୍ରାଉଜିଂ, ଭିଡିଓ ଷ୍ଟ୍ରିମିଂ ଏବଂ ଅନଲାଇନ୍ ସପିଂ…
Read More...

ଟିଟିଲାଗଡ଼ ପୁଲିସ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଟିଟିଲାଗଡ଼: ଟିଟିଲାଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ମାଲବୁହା ଟିପର ଯୋଗେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୁଲିସ। ସୂଚନା ଅନୁସାରେ, ଏକ ଟିପର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଟିଟିଲାଗଡ଼…
Read More...

ସାର୍ଟ ଇସ୍ତ୍ରୀ କରୁଥିଲେ, ଚାଲିଗଲା ଯୁବକଙ୍କ ଜୀବନ

ବାସୁଦେବପୁର : ସାର୍ଟ ଇସ୍ତ୍ରୀ କରିବା ହେଲା କାଳ । ଇସ୍ତ୍ରୀ ଦେବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୄତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁର ପଞ୍ଚାୟତର…
Read More...

ବନବିଭାଗର ଚଢ଼ାଉ: ଶାଳକାଠ ବୋଝେଇ ଗାଡ଼ି ଜବତ, ଚାଳକ ଫେରାର

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ବନାଞ୍ଚଳ ପକ୍ଷରୁ ପାଟ୍ରୋଲିଂ ସମୟରେ ଏକ ଶାଳକାଠ ବୋଝେଇ ଗାଡ଼ିକୁ ବନବିଭାଗ ଜବତ କରିଛି। ମାତ୍ର ଗାଡି ଡ୍ରାଇଭରକୁ କାବୁ କରିବାରେ ବନବିଭାଗ ଫେଲ ମାରିଛି। ସୂଚନା…
Read More...

କେଜ୍ରିଓ୍ବାଲଙ୍କୁ ବଡ଼ ଝଟ୍‌କା: ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମସ୍ୟା। ଅବକାରୀ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି…
Read More...

ଅଟଳ ସେତୁ ଉପରେ ଗାଡ଼ି ରଖି ସମୁଦ୍ରକୁ ଡେଇଁଲେ ଇଞ୍ଜିନିୟର, ସାମ୍ନାକୁ ଆସିଲା ଆତ୍ମହତ୍ୟାର ଦୃଶ୍ୟ

ମୁମ୍ବଇ: ମୁମ୍ବଇରେ ଅଟଳ ସେତୁରୁ ଡେଇଁ ଜଣେ ଯୁବ ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ଡୋମ୍ବିଭ୍‌ଲିର ୩୮ ବର୍ଷୀୟ ଶ୍ରୀନିବାସନ୍ କୁରୁତୁରୀ ବୋଲି ଜଣାପଡ଼ିଛି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୧୩ ହଜାର କୋଟି ଟଙ୍କାରେ ପହଞ୍ଚିଲା ଜନଜାତି ବ୍ୟାପାର ମନ୍ତ୍ରାଳୟ ବ୍ୟୟ ଅଟକଳ.. ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ.. ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧,୬୪,୪୩୭ ଟଙ୍କା..…
Read More...

ଯନ୍ତ୍ରୀସ୍ତରରେ ଅଦଳବଦଳ: ୨ ଗଲେ, ଦୁଇ ଆସିଲେ

ହରଭଙ୍ଗା: ସରକାର ବଦଳିବା ପରେ ପ୍ରଶାସନିକ ସମୀକରଣ ବଦଳିବାରେ ଲାଗିଛି। ନୂଆ ସରକାର ଓ ନୂଆ ଜନପ୍ରତିନିଧି ନିଜ ନିଜ ପସନ୍ଦର ସରକାରୀ କର୍ମଚାରୀ ବାଛୁଥିବାରୁ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅଦଳବଦଳ ପ୍ରକିୟା ମଧ୍ୟ…
Read More...

ଅସହାୟ ଅବସ୍ଥାରେ ଦେବକୀ

ହରଭଙ୍ଗା: ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଅର୍ନ୍ତଗତ କୁମାରୀ ମଧ୍ୟ ଇଂରାଜୀ ସ୍କୁଲ ନିକଟରେ ଦେବକୀ ଦେହୁରୀ ନାମ୍ନୀ ଜଣେ ଅସହାୟ ବୃଦ୍ଧା ବେସାହାରା ଅବସ୍ଥାରେ ବର୍ଷା ସମୟରେ ପାଳଛିଞ୍ଚା କୁଡିଆ ଘରେ ଆଶ୍ରୟ ନେଇଛନ୍ତି।…
Read More...

ଭବାନୀ ଶଙ୍କର ଭୋଇ ବିଧାନସଭା ଉପବାଚସ୍ପତି ନିର୍ବାଚିତ

ଭୁବନେଶ୍ୱର : ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଜେପି ଉପବାଚସ୍ପତି ପଦ ପାଇଁ ବିଧାୟକ ଶ୍ରୀ ଭୋଇଙ୍କ ନାମ…
Read More...

ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବଘିଆପଡା: ବୌଦ୍ଧ ଜିଲା ଆମ୍ବଝରି ପଞ୍ଚାୟତର ଆମ୍ବଝରି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୧୫୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। କିନ୍ତୁ ଦୁଃଖର ବିଷୟ…
Read More...

ମହାକାଶରେ ଫସିଥିବା ସୁନୀତା ଓ୍ବିଲିୟମ୍ସଙ୍କୁ ନେଇ ଆସିଲା ଭଲ ଖବର, ଫେରିବା ନେଇ ବଡ଼ ସୂଚନା ଦେଲା ନାସା

ସମାଜ ଡିଜିଟାଲ ଡେସ୍କ: ନାସାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରୀ ୱିଲମୋର ପ୍ରାୟ ଦେଢ ମାସ ଧରି ମହାକାଶରେ ଅଟକି ରହିଛନ୍ତି। ବୋଇଙ୍ଗ୍‌ ଷ୍ଟାରଲାଇନରରେ ତ୍ରୁଟି ଯୋଗୁ ଉଭୟ ମହାକାଶଚାରୀ…
Read More...

ଗହଣା ଦୋକାନୀଙ୍କ ଡିକି ଭାଙ୍ଗି ଅଳଙ୍କାର ଲୁଟ୍‌

ସିମୁଳିଆ: ଜଣେ ଗହଣା ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବାଇକ ଯୋଗ ଆସି…
Read More...

ଏୟାରଟେଲ୍‌ର ସବୁଠୁ ଶସ୍ତା ପ୍ଲାନ୍: ୧୧ ଟଙ୍କାରେ ସୁପରଫାଷ୍ଟ ଇଣ୍ଟରନେଟ୍‌, ରହିଛି ଆହୁରି ଆକର୍ଷଣୀୟ ଅଫର

ସମାଜ ଡିଜିଟାଲ ଡେସ୍କ: ଏୟାରଟେଲ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆସିଯାଇଛି ଏୟାରଟେଲ୍‌ର ସବୁଠୁ ଶସ୍ତା ପ୍ଲାନ୍‌। ଏଣିକି ମାତ୍ର ୧୧ ଟଙ୍କାର ରିଚାର୍ଜରେ ଆପଣ ପାଇପାରିବେ ସୁପରଫାଷ୍ଟ ଇଣ୍ଟରନେଟ୍‌। ଏଥିସହ ୪୯ ଟଙ୍କା…
Read More...

ୟୁପିଆଇ ପେମେଣ୍ଟ କରୁଥିବା ଲୋକଙ୍କ ଆକାଉଣ୍ଟ ହୋଇପାରେ ଖାଲି, ସରକାରଙ୍କ ଏହି କଥା ପ୍ରତି ଦିଅନ୍ତୁ ଧ୍ୟାନ

ସମାଜ ଡିଜିଟାଲ ଡେସ୍କ: ୟୁପିଆଇ ନେଣଦେଣ କରୁଥିଲେ ଆପଣଙ୍କୁ ଅନେକ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଗୋଟିଏ ଛୋଟ ଭୁଲ୍‌ କାରଣରୁ ଆପଣଙ୍କୁ ବଡ଼ କ୍ଷତି ସହିବାକୁ ପଡ଼େ। ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ,…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୪ ହଜାର ଟଙ୍କା କମିଲା ସୁନା ଦାମ୍.. ପୁନଃ ହେବନି ନିଟ ପରୀକ୍ଷା.. ମନା କଲେ ସୁପ୍ରିମକୋର୍ଟ.. ଭୁବନେଶ୍ଵର ଭୀମଟାଙ୍ଗିରେ ନକଲି ସସ୍‌ କାରଖାନା ଠାବ.. ୫୩ ଦିନରେ ରାଜ୍ୟରେ ୩୮୮.୬% ବର୍ଷା.. ସ୍ୱାଭାବିକ…
Read More...

ଦ୍ବିତୀୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ; ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେଡି ବିଧାୟକ

ଭୁବେନେଶ୍ବର: ଗୃହରେ ହୋ ହାଲ୍ଲା କରିିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଭାଙ୍ଗିଲେ ବିଜେଡି ବିଧାୟକ ଧ୍ରୁବ ସାହୁ। ସପ୍ତଦଶ ବିଧାନସଭାର ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ମଙ୍ଗଳବାର ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ…
Read More...

ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଆମରଣ ଅନଶନ କରିବି: ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ

ଯାଜପୁର: ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ହକ୍ ପାଇଁ ମୁଁ ସମର୍ପିତ। ସେମାନଙ୍କ ହକ୍‌ର ଲଢେଇରେ ମୁଁ ସାମିଲ ଅଛି ଓ ସେମାନଙ୍କ ସହିତ ରହିଛି। ଆବଶ୍ୟକ ପଡ଼ିଲେ ମୁଁ ଆମରଣ ଅନଶନ କରିବି। ଏହା…
Read More...

ପେନସନ ଅର୍ଥରେ ପରିବେଶକୁ ସୁରକ୍ଷା ଦେଉଛନ୍ତି ‘ଗଛ ମଣିଷ’ ରମେଶ ମିଶ୍ର

କେନ୍ଦୁଝରଗଡ଼: କର୍ମମୟ ଚାକିରୀ ଜୀବନରୁ ଅବସରଗ୍ରହଣ ପରେ ବ୍ୟକ୍ତିଟିଏ ପରିବାର ମଧ୍ୟରେ ସ୍ୱଛନ୍ଦରେ ଜୀବନ ବିତାଇବା ଏକ ସ୍ୱାଭାବିକ କଥା। କିନ୍ତୁ ଚାକିରୀରୁ ଅବସର ଗ୍ରହଣ ପରେ ଅସନ୍ତୁଳିତ ପରିବେଶ ସୁରକ୍ଷା ନେଇ ଚିନ୍ତିତ…
Read More...

ନିର୍ମାଣାଧୀନ ବାଁପାର ଶ୍ମଶାନକୁ ବିରୋଧ

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ମଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ବାଁପାରଠାରେ ନିର୍ମାଣାଧୀନ ଶ୍ମଶାନକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଆସୁଛନ୍ତି। ବାଁପାର ମୌଜାର ୪୦୪ନଂ ପ୍ଲଟରେ ସର୍ବସାଧାରଣଙ୍କ ନିମନ୍ତେ…
Read More...

ଯୁବପିଢି ଓ ମଧ୍ୟବିତ୍ତଙ୍କୁ ନୂତନ ଶକ୍ତି ପ୍ରଦାନ କରିବ ଏହି ବଜେଟ୍‌: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପନ କରଛନ୍ତି। ବଜେଟରେ କରାଯାଇଥିବା ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ ମୋଦୀ…
Read More...