ଏଫଏମ୍ କଲେଜ ଛାତ୍ରୀଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ.. ନ୍ୟାୟ ଦେବାକୁ ଦେଲେ ଭରସା..
ଲୋକସେବା ଭବନ ଘେରିବାକୁ ବିଜେଡିର ଉଦ୍ୟମ.. ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ଆନ୍ଦୋଳନ.. ଲୋୟର ପିଏମଜିରେ ବିଜେଡି କର୍ମୀ-ପୁଲିସ ମୁହାଁମୁହିଁ.. ଆନ୍ଦୋଳନକାରୀଙ୍କୁ ପାଣି ମାଡ କଲା ପୁଲିସ.. ଶତାଧିକ ବିଜେଡି କର୍ମୀ ଗିରଫ..
ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ୍ ଉଦ୍ୟମ.. ବାଇକରୁ ପଡ଼ି ମହିଳା ଗୁରୁତର.. ମହିଳା ଜଣକ କଟକ ଛତ୍ରବଜାର କେନାଲ ରୋଡରେ ଯାଉଥିବାବେଳେ ଘଟିଛି ଏଭଳି ଅଘଟଣ.. ଜଣଙ୍କୁ କାବୁ କରି ନିର୍ଦ୍ଧୁମ୍ ଛେଚିଲେ ସ୍ଥାନୀୟ ଲୋକ.. ଆଉ ଜଣେ ଲୁଟେରା ଚମ୍ପଟ..
ଏବିଭିପିର ଦାବି.. ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ.. ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବାଣୀବିହାରରେ ପ୍ରତିବାଦ.. ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ ବୋଲି ଦାବି କରିଛି ଏବିଭିପି..
ଏଣିକି ସ୍କୁଲରେ ପଢାଯିବ ରାମାୟଣ ଓ ଗୀତା.. ଉତ୍ତରାଖଣ୍ଡରେ ସ୍କୁଲ ପିଲାଙ୍କୁ ଏବେ ରାମାୟଣ ଓ ଗୀତା ପଢାଯିବ.. ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଧନ ସିଂହ ରାୱତଙ୍କ ସୂଚନା..



