www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଡିନାମାଇଟରେ ମାଛ ମାରିବା ସମୟରେ ମତ୍ସ୍ୟଜୀବୀ ମୃତ.. ରେଙ୍ଗାଲି ଜଳଭଣ୍ଡାରରେ ଡିନାମାଇଟ ଫୁଟାଇ ମାଛ ମାରିବା ସମୟରେ ଅଘଟଣ.. ଭୁଲକାବାହାଲ ଗାଁ ନିକଟରେ ମାଛ ମାରିବା ସମୟରେ ଅସାବଧାନତା ଯୋଗୁଁ ଅସନନାଳି ଗାଁର ମତ୍ସ୍ୟଜୀବୀ ମୃତ..

କପିଳାସ ପୀଠରେ ପୁଣି ନୀତି ବିଭ୍ରାଟ.. ଉପବାସରେ ଚନ୍ଦ୍ରଶେଖର ଜୀଉ..

- Advertisement -

ଅସ୍ଥାୟୀ ରତ୍ନଭଣ୍ଡାର ସ୍ଥାନ ଚିହ୍ନଟ.. ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି.. ରତ୍ନଭଣ୍ଡାର ମରାମତିବେଳେ ଅନ୍ୟତ୍ର ରଖିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି..

ମୁମ୍ବଇ ହିଟ୍ ଆଣ୍ଡ ରନ୍ ମାମଲା.. ୭୨ଘଣ୍ଟା ପରେ ଗିରଫ ହେଲା ଅଭିଯୁକ୍ତ ଶିବସେନା ନେତାଙ୍କ ପୁଅ ମିହିର ଶାହ..

ମଣିପୁର ହିଂସା ପୀଡ଼ିତଙ୍କୁ ଭେଟିଲେ ରାହୁଲ..

ଆସନ୍ତା ୧୪ରେ ଖୋଲିପାରେ ରତ୍ନଭଣ୍ଡାର.. ଜଷ୍ଟିସ୍‍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ଯାଞ୍ଚ କମିଟି ଦ୍ୱିତୀୟ ବୈଠକ ଶେଷ..

ଆସନ୍ତା ୧୪ରେ ରତ୍ନଭଣ୍ଡାର ଚାବି ଉପସ୍ଥାପନ ହେବ.. ରଥଯାତ୍ରାରେ ବ୍ୟସ୍ତ ଥିବାରୁ ଆଜି ଚାବି ଉପସ୍ଥାପନ ହୋଇପାରିନି..

ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନାହିଁ..

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ତିନିରଥ.. ସନ୍ଧ୍ୟାରେ ରଥ ଉପରୁ ପହଣ୍ଡି କରି ଆଡ଼ପ ମଣ୍ଡପରେ ବିଜେ କରିବେ ମହାପ୍ରଭୁ.. ବୁଧବାରଠାରୁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢା..

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ.. ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ..

ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା.. ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଗାଡି, ଜଣେ ଗୁରୁତର ୯ଆହତ..

ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟବିଭାଗର ତତ୍ପରତା.. ଡେଙ୍ଗୁ ହଟସ୍ପଟ ଚିହ୍ନଟ ସହ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ.. ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି..

ସୋର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ ଲୁଟେରା..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories