www.samajalive.in
Sunday, December 7, 2025
15.1 C
Bhubaneswar

ଡିନାମାଇଟରେ ମାଛ ମାରିବା ସମୟରେ ମତ୍ସ୍ୟଜୀବୀ ମୃତ

ଦେବଗଡ : ଡିନାମାଇଟରେ ମାଛ ମାରିବା ସମୟରେ ଜଣେ ମତ୍ସ୍ୟଜୀବୀ ପ୍ରାଣ ହରାଇଛନ୍ତି । ରେଙ୍ଗାଲି ଜଳଭଣ୍ଡାରରେ ଡିନାମାଇଟ ଫୁଟାଇ ମାଛ ମାରିବା ସମୟରେ ଏପରି ଅଘଟଣ ଘଟିଛି । ଅସନନାଳି ଗାଁର ଜଣେ ମତ୍ସ୍ୟଜୀବୀ ଭୁଲକାବାହାଲ ଗାଁ ନିକଟରେ ମାଛ ମାରିବା ସମୟରେ ଅସାବଧାନତା ଯୋଗୁଁ ପ୍ରାଣ ହରାଇଛନ୍ତି । ମାଛ ମାରିବା ପାଇଁ ଡିନାମାଇଟ୍ ବ୍ୟବହାର କରି ମତ୍ସ୍ୟଜୀବୀ ପ୍ରାଣ ହରାଉଥିବା ଘଟଣା ଅନେକ ଥର ସାମ୍ନାକୁ ଆସିବା ପରେ ମଧ୍ୟ ଏଥିପ୍ରତି ସଚେତନ ହେଉନାହାଁନ୍ତି ମତ୍ସ୍ୟଜୀବୀ ।

କପିଳାସ ପୀଠରେ ପୁଣି ନୀତି ବିଭ୍ରାଟ, ଚନ୍ଦ୍ରଶେଖର ଜୀଉ ଓପାସ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories