କପିଳାସ ପୀଠରେ ପୁଣି ନୀତି ବିଭ୍ରାଟ, ଚନ୍ଦ୍ରଶେଖର ଜୀଉ ଓପାସ

ଢେଙ୍କାନାଳ ସଦର: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପୁଣି ଅବ୍ୟବସ୍ଥା ଓ ନୀତି ବିଭ୍ରାଟ ଦେଖାଯାଇଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ହେଲା ଠାକୁରଙ୍କ ସକାଳ ଧୂପ ଦିନ ୨ଟାରେ ହେଉଛି। ଶ୍ରୀଜୀଉଙ୍କ ସେବାନୀତି କରିବା ପାଇଁ ସୁଆର ବିଳମ୍ବରେ ପୀଠରେ ପହଞ୍ଚିବାରୁ ଏପରି ନୀତି ବିଭ୍ରାଟ ହେଉଥିବା ବରିଷ୍ଠ ସେବାୟତ ସତ୍ୟାନନ୍ଦ ପତି ଅଭିଯୋଗ କରିଛନ୍ତି। ଶ୍ରୀ ପତି ଅଭିଯୋଗ କହିଛନ୍ତି ଯେ, ପୀଠରେ ସୁଆର ନଥିବାରୁ ଦିନ ୨ଟା ବେଳକୁ ନୀତି କାନ୍ତି … Continue reading କପିଳାସ ପୀଠରେ ପୁଣି ନୀତି ବିଭ୍ରାଟ, ଚନ୍ଦ୍ରଶେଖର ଜୀଉ ଓପାସ