www.samajalive.in
Saturday, December 6, 2025
15.1 C
Bhubaneswar

ବଜେଟ୍‌ ୨୦୨୪-୨୫: ଶସ୍ତା ହେଲା ଏସବୁ ଜିନିଷ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ତେବେ ବଜେଟ୍‌ରେ କ’ଣ ସବୁ ଶସ୍ତା ହେବ ତା’ଉପରେ ସମସ୍ତଙ୍କ ନଜର ରହିଥିଲା। ଆସନ୍ତୁ ଜାଣିବା ଚଳିତ ବଜେଟ୍‌ରେ କେଉଁ ସବୁ ଜିନିଷ ଶସ୍ତା ହେବା ନେଇ ଘୋଷଣା କରାଯାଇଛି।

– କର୍କଟ ଔଷଧ

- Advertisement -

– ସୁନା, ରୁପା

– ପ୍ଲାଟିନମ୍‌

– ମୋବାଇଲ ଫୋନ୍‌

ବଜେଟ୍‌ ୨୦୨୪-୨୫: ଯୁବବର୍ଗଙ୍କ ପାଇଁ ସ୍ଵତନ୍ତ୍ର ଇଣ୍ଟର୍ନସିପ୍ ପ୍ୟାକେଜ୍‌

– ମୋବାଇଲ ଚାର୍ଜର

– ବୈଦ୍ୟୁତିକ ତାର

– ଏକ୍ସରେ ମେସିନ୍‌

– ସୋଲାର ସେଟ୍‌

– ସାମୁଦ୍ରିକ ଉତ୍ପାଦ

– ଦେଶରେ ତିଆରି ଚମଡ଼ା, କପଡ଼ା ଏବଂ ଜୋତା

– ଲିଥିୟମ୍‌ ଆୟନ ବ୍ୟାଟେରୀ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories