ବଜେଟ୍ ୨୦୨୪-୨୫: ଯୁବବର୍ଗଙ୍କ ପାଇଁ ସ୍ଵତନ୍ତ୍ର ଇଣ୍ଟର୍ନସିପ୍ ପ୍ୟାକେଜ୍
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ସେଥି ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା ହେଉଛି, ଯୁବବର୍ଗଙ୍କୁ ଇଣ୍ଟର୍ନସିପ୍ ପାଇଁ ଉତ୍ସାହିତ କରିବା ଏବଂ ସେମାନଙ୍କ ପାଇଁ ଇଣ୍ଟର୍ନସିପ୍ ସୁଯୋଗ ବଢାଇବା। ନିର୍ମଳା ସୀତାରମଣ ବଜେଟ୍ରେ ଘୋଷଣା କରିଛନ୍ତି ଯେ, ମୋଦୀ ସରକାରଙ୍କ ପଞ୍ଚମ ନୂତନ ଯୋଜନା ଅଧୀନରେ ୫୦୦ ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍କୁ ପ୍ରୋତ୍ସାହନ ଦିଆଯିବ। ସରକାରଙ୍କ ଇଣ୍ଟର୍ନସିପ୍ … Continue reading ବଜେଟ୍ ୨୦୨୪-୨୫: ଯୁବବର୍ଗଙ୍କ ପାଇଁ ସ୍ଵତନ୍ତ୍ର ଇଣ୍ଟର୍ନସିପ୍ ପ୍ୟାକେଜ୍
Copy and paste this URL into your WordPress site to embed
Copy and paste this code into your site to embed