www.samajalive.in
Saturday, December 6, 2025
26.1 C
Bhubaneswar

୧୦୦୦ କୋଟି ଟପିଲା ‘କଳ୍କି ୨୮୯୮ ଏଡି’: ଭିଡିଓ ଜରିଆରେ କର୍ଣ୍ଣଙ୍କ ଝଲକ୍ ଦେଖାଇଲେ ନିର୍ମାତା

ମୁମ୍ବଇ: ‘କଳ୍କି ୨୮୯୮ ଏଡି’ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କାର ଦମ୍‌ଦାର୍‌ ଆୟ କରିଛି। ଚଳଚ୍ଚିତ୍ରର ଏହି ସଫଳତାରେ ଖୁସି ହୋଇ ନିର୍ମାତା କର୍ଣ୍ଣଙ୍କ ଲୁକ୍‌ର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଭିଡିଓରେ ପ୍ରଭାସ କର୍ଣ୍ଣ ରୂପରେ ନଜର ଆସିଛନ୍ତି। ତାଙ୍କର ଏହି ଅବତାର ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। କର୍ଣ୍ଣ ରୂପରେ ପ୍ରଭାସ ରଥରେ ଚଢିଛନ୍ତି। ଏଥିସହ ତାଙ୍କ ରଥର ସାରଥୀଙ୍କର ଏକ ଅସ୍ପଷ୍ଟ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଦିଶା ପଟାନୀ, ଦୀପିକା ପାଦୁକୋନ ଓ କମଲ ହାସନ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।


ନାଗ ଅଶ୍ଵିନଙ୍କ ଦ୍ଵାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଅନେକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ଫିଲ୍ମ ଖୁବ୍ ସହଜରେ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏଥିସହ ଆୟ ଜାରି ରହିଛି। ଏଥିରୁ ସ୍ପଷ୍ଟ ଯେ, ବକ୍ସ ଅଫିସରେ ଫିଲ୍ମର ଯାଦୁ ଏବେ ଥମିବାର ନାହିଁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories