ହିତାଧିକାରୀ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ : ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପ୍ରାଥମିକ ତାଲିକାରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌‌ ଦିଆଯିବା ଘଟଣାରେ ହିତାଧିକାରୀ ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀରେ ଜିଲାପାଳଙ୍କୁ ଭେଟି ଗୁହାରୀ…
Read More...

ଜିଲାରେ ୧୭ ବ୍ଲାକସ୍ପଟ ଚିହ୍ନଟ, ମାସକ ମଧ୍ୟରେ ସଂଶୋଧନ କରିବାକୁ ତାଗିଦ୍‌‌

କେନ୍ଦୁଝରଗଡ : କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ ଓ ୫୨୦ନଂ ଏବଂ ୪୯ନଂ ଜାତୀୟ ରାଜପଥର ତୃଟିପୂର୍ଣ୍ଣ ନିର୍ମାଣ ସାଙ୍ଗକୁ ଖଣି ଓ ଶିଳ୍ପବହୁଳ ଏହି ଜିଲାରେ ମାତ୍ରାଧିକ ଭାରିଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା  ହାର ସମଗ୍ର…
Read More...

ଅପରାହ୍ନରେ ସିଟି ବସ୍ ଚଳାଚଳ ବନ୍ଦ ; ଛାତ୍ରଛାତ୍ରୀ ଓ ଜନସାଧାରଣ ହନ୍ତସନ୍ତ

ରେଙ୍ଗାଲି : ସମ୍ବଲପୁରରୁ ଠେମରା, ପରମାଣପୁର, ଝାଙ୍କରପାଲି,କିନାଲୋଇ ଆଦି ପଞ୍ଚାୟତ ଦେଇ ଚଳାଚଳ କରୁଥିବା ସିଟିବସ୍ ଆଉ ଅପରାହ୍ନରେ ଚଳାଚଳ କରୁ ନାହିଁ । ଫଳରେ ସ୍କୁଲ କଳେଜକୁ ଆସୁଥିବା ଛାତ୍ର-ଛାତ୍ରୀ ଓ ଜନସାଧାରଣ ଘୋର…
Read More...

ବିଜେପିର ଜନସଂପର୍କ ପଦଯାତ୍ରା

ଆଠଗଡ :  କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୯ବର୍ଷ ପୂରଣ କରିଥିବା ଏନଡିଏ ସରକାରର ସଫଳତା ଓ ଉପଲବ୍ଧି ସଂପର୍କରେ ଲୋକଙ୍କୁ ଅବଗତ କରିବା ଲାଗି ଆଠଗଡ ବିଜେପି ପକ୍ଷରୁ ଘରକୁ ଘର ଚାଲ ଅଭିଯାନ…
Read More...

ଜବରଦଖଲ ଉଚ୍ଛେଦ ଲାଗି କଟକିଆ ସାହି ଗ୍ରାମବାସୀଙ୍କ ଦାବି

ଆଠଗଡ : ଆଠଗଡ ତହସିଲ ଅନ୍ତର୍ଗତ କଟକିଆସାହି ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟର ଖେଳପଡିଆ ଭାବେ ବ୍ୟବହୃତ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି।…
Read More...

ଫେରିଲେ ଚନ୍ଦକା ହାତୀପଲ୍ଲ, ବଢିଲା ଚାଷୀଙ୍କ ଚିନ୍ତା

ଆଠଗଡ : ଆଠଗଡ ବନାଞ୍ଚଳକୁ ପ୍ରାୟ ୨ମାସ ବ୍ୟବଧାନରେ ଚନ୍ଦକାରୁ ହାତୀପଲ୍ଲ ଫେରିଛନ୍ତି । ରବିବାର ରାତିରେ ମହାନଦୀ ପାର ହୋଇ ସାନ ଓ ବଡ ହାତୀଙ୍କୁ ମିଶାଇ ପ୍ରାୟ ୧୮ଘର ହାତୀ ଆସି ସୁକାଶନ ସଂରକ୍ଷିତ ଜଙ୍ଗଲରେ ରହିଥିଲେ।…
Read More...

ଓଡିଆ ବିଭାଗ ପ୍ରାଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ନରେନ୍ଦ୍ର କୁମାର ସ୍ୱାଇଁଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେହିପରି…
Read More...

ରାଜ୍ୟ କରାଟେ ଚମ୍ପିଆନସିପରେ ୨ ଭଉଣୀଙ୍କ ସଫଳତା

ଗୁରୁଡିଝାଟିଆ :  ଓଡିଶା ଟ୍ରାଡିସନାଲ ସୋତୋକାନ କରାଟେ ଆସୋସିଏସନ ଦ୍ୱାରା ଆୟୋଜିତ ୯ମ ଓଡିଶା ଓପନ ଟିଏକେଏଫଆଇ କରାଟେ ଚମ୍ପିଆନସିପ୍-୨୦୨୩ ରେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଗ୍ରାମର ୨ ଭଉଣୀ ସଫଳତା ଅର୍ଜନ…
Read More...

ମିଳିତ ହିନ୍ଦୁ ଅନୁସୂଚିତ ଜାତି ବୈଠକ

ଚାନ୍ଦିପୁଟ :  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମିଳିତ ହିନ୍ଦୁ ଅନୁସୂଚିତ ଜାତି ଉନ୍ନୟନ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭପତି ଆନନ୍ଦ…
Read More...

ପୁଣି ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌

ନୂଆଦିଲ୍ଲୀ : ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଆୟୋଜନ ହେଉଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଆସନ୍ତାବର୍ଷ କିମ୍ବା ୨୦୨୫ ପ୍ରାରମ୍ଭରେ ନୂଆ ଅବତାରରେ ଆସିବାକୁ ଯାଉଛି। ଆଇପିଏଲ୍‌ ଢାଞ୍ଚାରେ ଫ୍ରାଞ୍ଚାଇଜିଭିତ୍ତିକ…
Read More...

ହାଣ୍ଡିଶାଳକୁ ମହଙ୍ଗା ମାଡ଼

ଭୁବନେଶ୍ବର : କିଛି ଦିନର ମୌସୁମୀ ବର୍ଷା ପରିବା ବଜାର ଉପରେ ପ୍ରଭାବ ପକାଇଛି। ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ କ୍ଷେତରେ ପରିବା ଫସଲ ନଷ୍ଟ ହୋଇଛି। ଏଥିସହିତ ମୌସୁମୀ ପ୍ରବାହରେ ବିଳମ୍ବ ଏବଂ…
Read More...

ସବଳ ହେବ ମୌସୁମୀ

ଭୁବନେଶ୍ବର : ରାଜ୍ୟରେ ମୌସୁମୀ ବାୟୁ ନିଷ୍କ୍ରିୟ ଥିବାରୁ କାଁ ଭାଁ ବର୍ଷା ହେଉଥିଲା। ତାପମାତ୍ରା ବୃଦ୍ଧି ପାଇବା ଏବଂ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବାରୁ ଗୁଳୁଗୁଳି ଅନୁଭୂତ ହେଉଥିଲା। ଆଗକୁ ମୌସୁମୀ…
Read More...

ମେଧାବୃତ୍ତି ପାଇଁ ଏକକ ପୋର୍ଟାଲ

ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି କ୍ଷେତ୍ରରେ ଆସିବ ସଂସ୍କାର। ଏଣିକି ଗୋଟିଏ ପୋର୍ଟାଲରେ ସମସ୍ତ ମେଧାବୃତ୍ତି ପରିଚାଳିତ ହେବ। ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନଭିନ୍ନ ମେଧାବୃତ୍ତି ପ୍ରଦାନ କରାଯାଉଥିବାବେଳେ…
Read More...

୨ ବାଇକ୍ ପୋଡ଼ିଦେଲେ ଦୁର୍ବୁତ୍ତ

ଚୌଦ୍ୱାର : ପୌରପାଳିକା ୧୧ ନମ୍ବର ୱାର୍ଡ଼ ଅନ୍ତର୍ଗତ ଓଟିଏମ୍ କଲୋନୀରେ ଗୋଟିଏ ଘର ବାହାରେ ରଖା ଯାଇଥିବା ଦୁଇଟି ବାଇକକୁ କେହି ଜାଳି ଦେଇଥିବା ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି । କଲୋନୀ ବାସିନ୍ଦା ଶେଭାରାଣୀ ନାଇଡ଼ୁ…
Read More...

ଅନ୍ନପୂର୍ଣ୍ଣା ଦିବସ ପାଳିତ

ଚୌଦ୍ୱାର : ରୋଟାରୀ କ୍ଲବ୍ କଟକ ଅଭିନବ ତରଫରୁ ମଙ୍ଗରାଜପୁର ପଞ୍ଚାୟତ ଆମ୍ବିଳିଝରୀ ଗ୍ରାମସ୍ଥିତ ଜୀବନ ସଂଧ୍ୟା ଆଶ୍ରମରେ ଅନ୍ନପୂର୍ଣ୍ଣା ଦିବସ ପାଳିତ ହୋଇ ଯାଇଛି । କ୍ଲବ୍ ସମ୍ପାଦକ ଶ୍ରୀନିବାସ ରଣା, ସୁୂଧାଂଶୁ ଶେଖର…
Read More...

ସୋମବାର ରାଶିଫଳ (୦୩.୦୭.୨୦୨୩)

ମେଷ : ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ। ପରୋପକାରୀ…
Read More...

ଜାତୀୟ ଡାକ୍ତର ଦିବସ ପାଳିତ

ଚୌଦ୍ୱାର : ଚୌଦ୍ୱାର ରୋଟାରୀ କ୍ଲବ୍ ତରଫରୁ ଜାତୀୟ ଡାକ୍ତର ଦିବସ କପାଳେଶ୍ୱର ଶ୍ରୀ ସାଇବିହାରସ୍ଥିତ ରୋଟାରୀ କ୍ଲବରେ ପାଳିତ ହୋଇ ଯାଇଛି । କ୍ଲବ୍ ସଭାପତି କ୍ଷିତିନ୍ଦ୍ରନାଥ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ରତ୍ନ ଭଣ୍ଡାର ଚାବି ଘଟଣାରେ ଆଇନ ମନ୍ତ୍ରୀ ମିଛ କହୁଛନ୍ତି : ଜୁଏଲ ଓରାମ

ଚାନ୍ଦିପୁଟ /ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ବିଜେପିର ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ସତ୍ୟ ନାରାୟଣ ଦଣ୍ଡସେନାଙ୍କ ସଭାପତିତ୍ବରେ…
Read More...

ମଣିପୁରରେ ପୁଣି ହିଂସା ; ୪ ମୃତ

ଇମ୍ଫାଲ : ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସା କ୍ରମରେ ରବିବାର ୪ଜଣଙ୍କର ମୃତ୍ୟୁ ହୋଇଛି । ବିଷ୍ଣୁପୁର ଓ ଚୁରାଚାନ୍ଦପୁର ଜିଲା ଆଖପାଖ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି । ବିଷ୍ଣୁପୁର ପୁଲିସ ଅଧୀକ୍ଷକ ହେସନାମ…
Read More...

ଚାରି ବର୍ଷରେ ୩ଥର ଉପମୁଖ୍ୟମନ୍ତ୍ରୀ

ମୁମ୍ବଇ : ଏନସିପି ନେତା ଅଜିତ ପୱାର ରବିବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗତ ୪ବର୍ଷ ମଧ୍ୟରେ ଅଜିତ୍ ୩ୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୨୦୧୯ ନଭେମ୍ବରରେ ସେ…
Read More...

ୟୁସିସିକୁ ମାୟାବତୀଙ୍କ ସମର୍ଥନ

ନୂଆଦିଲ୍ଲୀ :  ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ସମାନ ନାଗରିକ ସଂହିତା (ୟୁସିସି)କୁ ସମର୍ଥନ ଜଣାଇଛନ୍ତି। ରବିବାର ଏଠାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମାୟାବତୀ କହିଛନ୍ତି ଯେ ୟୁସିସି…
Read More...

ଶ୍ରୀଲଙ୍କାକୁ ବିଶ୍ବକପ୍‌ ଟିକଟ

ହରାରେ : ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ବକପ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା। ଏଠାରେ ଚାଲିଥିବା ଦିନିକିଆ ବିଶ୍ବକପ ଯୋଗ୍ୟତା…
Read More...

ଉଜ୍ଜ୍ୱଳା ଗ୍ୟାସର ଅହେତୁକ ଦର ବୃଦ୍ଧି, ମହିଳା ବିଜେଡିର ରଣହୁଙ୍କାର

ଗୁରୁଡିଝାଟିଆ : ସାଧାରଣ ଜନତାଙ୍କୁ ସ୍ୱପ୍ନ ଦେଖାଇଲେ। ଭଲଦିନ ଆସିବା ପାଇଁ ପ୍ରତିଶୃତି ଦେଲେ। ଉଜ୍ଜ୍ୱଳା ଗ୍ୟାସ ଭରି ଦେବା ନାମରେ ଲୋଭ ଦେଖାଇଲେ। ହେଲେ କେନ୍ଦ୍ରର ମୋଦୀ ସରକାର ସାଧାରଣ ଜନତାଙ୍କୁ ଶେଷରେ ଠକିଦେଲେ।…
Read More...

ପୁରାତନ ବିଦ୍ୟାର୍ଥୀଙ୍କ ପକ୍ଷରୁ ବନ ମହୋତ୍ସବ ପାଳିତ

ବିରିଡି : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବାଲିଆ ଗୋପିନାଥପୁରସ୍ଥ ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ଅଳକା ଉଚ୍ଚ ବିଦ୍ୟାଳୟ ପରିସରେ ପୁରାତନ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ରବିବାର ବନ ମହୋତ୍ସବ…
Read More...

ପୁଲିସ ଯାଞ୍ଚ ଭୟରେ ଫେରିଲାବେଳେ ଦୁର୍ଘଟଣା ୨ମୃତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅର୍ନ୍ତଗତ ତିଲେଶ୍ୱର ଜଗନ୍ନାଥ ମନ୍ଦିର ନିକଟରେ ରବିବାର ରାତିରେ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣ ପ୍ରାଣ ହରାଇଥିବା ଜଣାପଡିଛି। ମୃତକ  ଦୁଇଜଣ ହେଲେ…
Read More...

ଇନରହ୍ୱିଲ କ୍ଲବର ବନ ମହୋତ୍ସବ

ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ ପକ୍ଷରୁ ଖୁଣ୍ଟୁଣୀସ୍ଥିତ ଆଦର୍ଶ କାରାଗାର ପରିସରରେ ରବିବାର ବନ ମହୋତ୍ସବ ସପ୍ତାହ ପାଳନ କରାଯିବ ସହ ଚାରା ରୋପଣ କରାଯାଇଛି । କ୍ଲବର ସଭାନେତ୍ରୀ ମଞ୍ଜୁଲତା ମହାଳିକଙ୍କ ପୌରୋହିତ୍ୟରେ…
Read More...

ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ

ଆଠଗଡ :  ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କର ନିଳାଦ୍ରୀ ବିଜେ ସହିତ ନବଦିନାତ୍ମକ ଘୋଷଯାତ୍ରା ରବିବାର ସଂପନ୍ନ ହୋଇଛି । ରବିବାର ପୂର୍ବାହ୍ନରେ ରଥ ଉପରେ ଶ୍ରୀ ଜୀଉଙ୍କର ପାରମ୍ପରିକ ପୂଜାର୍ଚ୍ଚନା ଓ…
Read More...

ଅଧା କର୍ମଚାରୀରେ ଚାଲିଛି ଆଠଗଡ ତହସିଲ କାର୍ଯ୍ୟାଳୟ

ଆଠଗଡ : ଆଠଗଡ କଟକ ଜିଲ୍ଲାର ଏକ ବୃହତ ଓ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଅଧା କର୍ମଚାରୀରେ ଚାଲିଛି ଏହି କାର୍ଯ୍ୟାଳୟ। ଫଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହିତ ରାଜସ୍ୱ ଆଦାୟ ବାଧାପ୍ରାପ୍ତ ହୋଇଛି ।…
Read More...

ଆଜି ପାଞ୍ଚଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର(ଆଜି) ପାଞ୍ଚଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କରିବେ।  ଇନ୍ଦୋର-ଭୋପାଳ, ଜବଲପୁର-ରାଣୀ କମଳାପତି, ପାଟନା-ରାଞ୍ଚି,…
Read More...

୩୦ ଯାଏ ବଢ଼ିଲା +୨ ନାମଲେଖା ଆବେଦନ ଅବଧି

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧିକୁ ପୁଣିଥରେ…
Read More...

ଟେଷ୍ଟ ଦଳରୁ ଆହତ ଉମେଶ ବାଦ୍‌

ମୁମ୍ବଇ : ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ବରିଷ୍ଠ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ସାମିଲ କରାଯାଇ ନାହିଁ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବାରୁ ଉମେଶଙ୍କୁ…
Read More...

ଗୁମର ଖୋଲିଲେ ବରିଷ୍ଠ ସେବାୟତ ; ପହଣ୍ଡି ବିଭ୍ରାଟ ପାଇଁ ପ୍ରଶାସନ ଦାୟୀ

ପୁରୀ : ଶ୍ରୀଜୀଉଙ୍କ ଆଡପ ପହଣ୍ଡି ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସନ ଅବହେଳାକୁ ଦାୟୀ କରିଛନ୍ତି ବରିଷ୍ଠ ସେବାୟତ। ପହଣ୍ଡିରେ ଅତ୍ୟଧିକ ଏବଂ ଅନଭିଜ୍ଞ ସେବକଙ୍କ ଭିଡ ଯୋଗୁ ବିଶୃଙ୍ଖଳା ହେଉଥିବା ସେ କହିଛନ୍ତି।…
Read More...

ଓଡ଼ିଶାକୁ ୪ ହଜାର ୫୨୮ କୋଟି

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ୧୬ ରାଜ୍ୟ ପାଇଁ ୫୬,୪୧୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ‘ପୁଞ୍ଜି ନିବେଶ…
Read More...

ବିଶ୍ବକପ୍‌ ଟ୍ରଫିର ମହାକାଶ ଭ୍ରମଣ

ନୂଆଦିଲ୍ଲୀ : ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ପ୍ରଥମଥର ପାଇଁ ବିଶ୍ବକପ୍‌ ଟ୍ରଫି ମହାକାଶ ଭ୍ରମଣ କରିଛି। ଭାରତରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ ଖେଳାଯିବ। ଏଥିନିମନ୍ତେ ବିଶ୍ବକପ୍‌…
Read More...

୨ଘଣ୍ଟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ବନ୍ଦ, ଦର୍ଶନ ନପାଇ ଫେରିଲେ ଭକ୍ତ

ପୁରୀ :  ଚଳିତ ବର୍ଷ ରଥଯାତ୍ରା ବିଶୃଙ୍ଖଳା ବଢ଼ିବାରେ ଲାଗିଛି। ସୋମବାର ରାତିରେ ନିର୍ଦ୍ଧାରିତ ସମୟର ଦୁଇଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ଦ୍ବାର ବନ୍ଦ କରି ଦିଆଯାଇଛି।…
Read More...

ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ଚା’ ବିକିଲେ ମମତା

କଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚା’ ବିକ୍ରି କରିବା ଦେଖିବାକୁ ମିଳିଛି । ଜଲପାଇଗୁଡିକର…
Read More...

ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ

ମୁମ୍ବଇ : ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଛି କାନାଡ଼ାରେ ରହୁଥିବା ଅପରାଧୀ ଗୋଲ୍‌ଡି ବ୍ରାର୍‌। ଭାରତୀୟ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇର ଘନିଷ୍ଠ ଭାବେ…
Read More...

‘ଆବଶ୍ୟକ ପଡ଼ିଲେ ପୁଣି ସୀମା ପାର ଆକ୍ରମଣ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଭାରତ ସରକାର ଦେଶର ସୀମା ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ସୀମାକୁ ସୁରକ୍ଷା ଦେବା ଲାଗି ଯେକୌଣସି ପ୍ରକାର କଠୋର ପଦକ୍ଷେପ ନେବାକୁ ସର୍ବଦା ପ୍ରସ୍ତୁତ…
Read More...

ଆଥଲେଟିକ ଚମ୍ପିୟନସିପ୍ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

କଟକ : ୬୯ତମ ଓଡିଶା ରାଜ୍ୟ  ଆଥଲେଟିକ ଚମ୍ପିୟନସିପ୍ - ୨୦୨୩ ରେ ପଦକ ଜିତି ଓଡିଶା ପୁଲିସର ସୁନାମ ବଢାଇଥିବା ପ୍ରତିଯୋଗୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଅଭିନନ୍ଦନ ଜଣାଇବା ସହିତ…
Read More...

ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ବର୍ଷାରେ ଧୋଇଗଲା ରାସ୍ତା, ମରାମତି କଲେ ଅଞ୍ଚଳବାସୀ

ଫୁଲବାଣୀ : ଫିରିଙ୍ଗିଆ ବ୍ଲକରେ ଗତ ଦୁଇ ଦିନ ଧରି ଝିପି ଝିପି ବର୍ଷା ଲାଗି ରହିଛି। ଏହି ପରିସ୍ଥିତିରେ ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତର ତରଗାବାଲିଠାରୁ ଭାଲୁର ଗାଁ ଯାଇଥିବା ରାସ୍ତାର ତଳପଡା ଗାଁ ନିକଟରେ ନୂତନ…
Read More...

ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସରେ ସଚେତନତା

 ଆଠଗଡ :  ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଅବସରରେ ସୋମବାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ସଚେତନତା ଶୋଭାଯାତ୍ରା ଅବକାରୀ…
Read More...

ଚିନିକଳ ଦୁର୍ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ବଡ଼ମ୍ବା : ଦୀର୍ଘ ବର୍ଷ ବଡ଼ମ୍ବା ଚିନିକଳ ବନ୍ଦ ରହିବା ଏବଂ ଏକ ଘରୋଇ କମ୍ପାନୀ ଏହି ଶିଳ୍ପକୁ ବନ୍ଧକ ପକାଇ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ହଡପ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାରତୀୟ…
Read More...

ଚୌଦ୍ୱାରରେ ୧୨ଟି ଉନ୍ନୟନ ପ୍ରକଳ୍ପ ଉଦଘାଟିତ

ଚୌଦ୍ୱାର :  ଚୌଦ୍ୱାର ପୌରପାଳିକାର ବିଭିନ୍ନ ୱାର୍ଡ଼ରେ ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୨ଟି ଉନ୍ନୟନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଏଥିରେ ଅତିଥି…
Read More...

ପଞ୍ଚାୟତ ଅଫିସରେ ତାଲା, ବାକି ଥିବା ଭତ୍ତା ଟଙ୍କାକୁ ନେଇ ଅସନ୍ତୋଷ

ଲାଞ୍ଜିଗଡ : ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ପ୍ରତ୍ୟେକ ବୃଦ୍ଧ-ବୃଦ୍ଧାଙ୍କୁ ଯୋଗ୍ୟତା ଅନୁସାରେ ପ୍ରତ୍ୟେକ ମାସରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥାଏ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ …
Read More...

ହୁମ୍ମା ଶୁଖୁଆ ହାଟ ରାସ୍ତାକୁ ନେଇ ଅସନ୍ତୋଷ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ହୁମ୍ମା ପଞ୍ଚାୟତରେ ଅବସ୍ଥିତ ଏସିଆ ମହାଦେଶର ପ୍ରସିଦ୍ଧ ହୁମ୍ମା ଶୁଖୁଆ ହାଟର ଅବସ୍ଥା ଏବେ ପରିତ୍ୟକ୍ତ ଅବସ୍ଥାରେ। ବର୍ଷା ଦିନ ଆସିଯାଇଥିବାରୁ ଟିକିଏ ବର୍ଷାରେ ହାଟ ମଧ୍ୟରେ ରାସ୍ତାର…
Read More...

ମାଦକ ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଅନ୍ତର୍ଜାତୀୟ ଦିବସ ପାଳିତ 

ତିଗିରିଆ : ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ତିଗିରିଆ ନିଜିଗଡ଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ପରିସରରେ ସୋମବାର ମାଦକଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଅନ୍ତର୍ଜାତୀୟ ଦିବସ  ପାଳିତ…
Read More...

ଆଡେଣିଗଡରୁ ଆରମ୍ଭ ଲୁଣିବାହାଲରେ ଶେଷ

ହରଭଙ୍ଗା : ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁଙ୍କ ଅବସର ପୂର୍ବରୁ ସୋମବାର ଥିଲା ଶେଷ ଜନ ଶୁଣାଣି କାର୍ଯ୍ୟକ୍ରମ। ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ…
Read More...

କିଡନୀ ଆକ୍ରାନ୍ତଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲାପାଳ

ହରଭଙ୍ଗା :  ଲୋକଙ୍କ ପାଖରୁ ଶୁଣିଥିଲେ ଜିଲ୍ଲାପାଳ କଥା । ମାତ୍ର ଜିଲ୍ଲାପାଳଙ୍କୁ ଦେଖିନଥିଲେ। ଲୁଣିବାହାଲରେ ସୋମବାର ଥିଲା ଜନଶୁଣାଣି ଶିବିର। ଏଠାକୁ ଜିଲ୍ଲାପାଳ ଆସିବା ଖବର ପାଇଲେ। ଜିଲ୍ଲାପାଳ ଆସିବା ରାସ୍ତାରେ…
Read More...

ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ ; ମୃତକଙ୍କ ଲାଗି ୩ ଲକ୍ଷ, ଆହତଙ୍କୁ ମାଗଣା ଚିକିତ୍ସା

ଡେସ୍କ :  ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।…
Read More...

ଆଜିଠୁ ସ୍ବତନ୍ତ୍ର ୨ୟ ଓଜେଇଇ

ଭୁବନେଶ୍ୱର : ବି.ଟେକ୍, ଏମ୍‌ବିଏ, ଏମ୍‌ସିଏ, ଏମ୍.ଏସ୍‌ସି କମ୍ପ୍ୟୁଟର ସାଇନ୍ସ, ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌, ବି.ଏସ୍‌ସି ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ…
Read More...

ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା : ୧୨ ମୃତ

ଡେସ୍କ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏକ ଓଏସଆରଟିସି ବସ୍ ଓ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଏହି…
Read More...

ସୋମବାର ରାଶିଫଳ (୨୬.୦୬.୨୦୨୩)

ମେଷ : ରୋଜଗାର ଆଶାନୁରୂପ ହେବ। ସରକାରୀ ସୂତ୍ରରୁ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ବୃଷ : ବିବାଦୀୟ ବିତର୍କରେ…
Read More...

ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ତ୍ରିପାକ୍ଷିକ ଚୁକ୍ତିନାମା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ମିଶନ୍ ଶକ୍ତି ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ଜରିଆରେ ମକା କ୍ଲଷ୍ଟରର ପ୍ରୋତ୍ସାହନ ନିମନ୍ତେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ କୃଷି ଓ ଖାଦ୍ୟ…
Read More...

ସ୍ବତନ୍ତ୍ର ଅଲିମ୍ପିକ୍‌ସ : ଓଡ଼ିଶାକୁ ୮ ପଦକ ; ଅରିଦିତା ଜିତିଲେ ୨ଟି

କଟକ  : ଜର୍ମାନୀର ବର୍ଲିନରେ ଆୟୋଜିତ ସ୍ବତନ୍ତ୍ର ଅଲିମ୍ପିକ୍‌ସ କ୍ରୀଡ଼ାରେ ଓଡ଼ିଶା ପ୍ରତିଯୋଗୀମାନେ ଉତ୍କର୍ଷ ପ୍ରଦର୍ଶନ କରି ମୋଟ ୮ଟି ପଦକ ହାସଲ କରିଛନ୍ତି। ୨୦୧୯ରେ ୟୁଏଇରେ ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଶା…
Read More...

ବିଷାକ୍ତ ହେଲା ରାତ୍ର ଭୋଜନ ; ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି-ସେରଗଡ଼ ରାସ୍ତାର ଗଡ଼ିଆମାଳଠାରେ ଥିବା ସ୍ନୋ-ୱାର୍ଲ୍ଡ ମେରାଇନ ଏକ୍ସପୋର୍ଟ କାରଖାନାରେ ରାତ୍ର ଭୋଜନ ଖାଇ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମ…
Read More...

ଡା. ନିରୁପମା ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ସ୍ବନାମଧନ୍ୟ ଡାକ୍ତର ନିରୁପମା ମିଶ୍ରଙ୍କ ରବିବାର ଅପରାହ୍ଣରେ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ…
Read More...

ଏମ୍‌କ୍ୟୁ-୯ବି ଡ୍ରୋନର ମୂଲ୍ୟ ନିର୍ଦ୍ଧାରଣ ହୋଇ ନାହିଁ

ନୂଆଦିଲ୍ଲୀ : ଆମେରିକାଠାରୁ ଭାରତ ୩୧ଟି ଏମକ୍ୟୁ-୯ବି ଡ୍ରୋନ କିଣିବାକୁ ବୁଝାମଣା ସ୍ବାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ କାଳରେ ଭାରତ ଏହି ବୁଝାମଣା କରିଛି। ତେବେ ଏମ୍‌କ୍ୟୁ-୯ବି…
Read More...

ଟଳିଲା ଗୃହଯୁଦ୍ଧ ; ପୁତିନଙ୍କ ପାଇଁ ବଢିଲା ଆହ୍ବାନ

ମସ୍କୋ : ରୁଷ୍‌ରେ ଦେଖାଯାଇଥିବା ସାମୟିକ ଗୃହଯୁଦ୍ଧ ଟଳିଯାଇଛି। ୱାଗନର ଗ୍ରୁପ୍ ପକ୍ଷରୁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ଗୃହଯୁଦ୍ଧକୁ ବେଲାରୁଷ୍‌ର ମଧ୍ୟସ୍ଥତାରେ ଏଡାଯାଇଛି।…
Read More...

ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ

କାଇରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦ ନିଲ’ରେ ସମ୍ମାନିତ ହୋଇଛନ୍ତି। ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ପତାହ ଏଲ୍‌-ସିସି ରବିବାର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ…
Read More...

ଖୁଣ୍ଟିଗୋରା ଓ ଉମା ପଞ୍ଚାୟତରେ ମାଓ ପୋଷ୍ଟର

ଘଣ୍ଟାପଡା : ଘଣ୍ଟାପଡା ଥାନା ଅଞ୍ଚଳରେ ଲାଗିଛି ମାଓ ପୋଷ୍ଟର। ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରା ସାପ୍ତାହିକ ବଜାର ପିଣ୍ଡି ଠାରେ ଗୋଟିଏ, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପଳାଶ ଗଛରେ ଦୁଇଟି ଏବଂ ଉମା…
Read More...

ଗୋପାଳପୁର ନିର୍ବାଚମଣ୍ଡଳୀର ବିଜେପି ସଂଯୁକ୍ତ ମୋର୍ଚ୍ଚା ସମାବେଶ

ଗୋପାଳପୁର : ଗୋଳନ୍ଥରା ସ୍ଥିତ ବିଜେପି କାର୍ଯ୍ୟାଳୟ ବନ୍ଦେ ମାତରଂ ଭବନ ଠାରେ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଜେପି ସଂଯୁକ୍ତ ମୋର୍ଚ୍ଚା ସମାବେଶ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି…
Read More...

ବର୍ଷା ଆରମ୍ଭରୁ ବେହାଲ ହରିଶରଣପୁର ଗ୍ରାମ୍ୟରାସ୍ତା

ତିଗିରିଆ : ତିଗିରିଆ ବ୍ଲକ  ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ ହରିଶରଣପୁର ଗ୍ରାମ୍ୟ ରାସ୍ତା ସାମାନ୍ୟ ବର୍ଷାରେ ବେହାଲ ହୋଇପଡ଼ିଛି । ଗ୍ରାମରୁ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ମୁଖ୍ୟ ରାସ୍ତାରେ ଜମି ରହିବା ଫଳରେ ଉକ୍ତ…
Read More...

ବୌଦ୍ଧରେ କାର୍ଯ୍ୟକାଳ @୩୧୨, ମନେରହିବେ ଜିଲ୍ଲାପାଳ ସତ୍ୟ ସାର୍

ହରଭଙ୍ଗା :  ଅବସରକୁ ଆଉ ୪ଦିନ ବାକି ରହିଛି। କାମ କରିବାର ନିଶା ଏବେ ବି ଛାଡିନି । ତାଙ୍କ ଅବସରକୁ ଅନେକଙ୍କୁ ମ୍ରିୟମାଣ କରିଛି।ଏଭଳି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଜିଲ୍ଲାବାସୀଙ୍କ ମଧ୍ୟରେ…
Read More...

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଚିନ୍ତାରେ ୧୦ଗୋଟି ପଞ୍ଚାୟତ

କାମାକ୍ଷାନଗର : ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଢେଙ୍କାନାଳ। କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ଆପ୍ରୋଚ…
Read More...

ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ କୟଳପଡ଼ା ପଞ୍ଚାୟତରେ ହିତାଧିକାରୀଙ୍କୁ ନୂତନ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ପଞ୍ଚାୟତ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ଅଭାବୀ ମହିଳାଙ୍କୁ ବିଦ୍ୟୁତ୍ ବଲବ୍ ବଣ୍ଟନ

ଗୁରୁଡିଝାଟିଆ :  ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଅଭାବୀ ମହିଳାମାନଙ୍କୁ ଘରେ ଜାଳିବା ନିମନ୍ତେ ବିଦ୍ୟୁତ୍ ବଲବ୍ ଯୋଗାଇ ଦିଆଯାଇଛି । ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ…
Read More...

ବର୍ଷାରେ ଡୁବିଲା ମୀନାବଜାର, ପଡିଆରୁ ହୋଇପାରୁନି ଜଳ ନିଷ୍କାସନ, ବ୍ୟବସାୟୀଙ୍କ  କ୍ଷତି

ବୌଦ୍ଧ  : ମୌସୁମୀ ବର୍ଷା ବୌଦ୍ଧରେ ଗଣପର୍ବ ରଥଯାତ୍ରାର ମାହୋଲକୁ ସଂପୁର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିବା ଦେଖିବାକୁ ମିଳିଛି। ରଥଯାତ୍ରାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କ ଅବତାରୀ…
Read More...

ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀରାମ ବଳରାମ ବେଶ ଓ ଭଜନ ସନ୍ଧ୍ୟା

ବୌଦ୍ଧ : ବୌଦ୍ଧ ଗୁଣ୍ଡିଚା ମନ୍ଦିରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅବସ୍ଥାନ ସମୟରେ ଅବତାରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ସହିତ ଜିଲା ପ୍ରଶାସନ ପକ୍ଷରୁ ପ୍ରତିଦିନ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଛି । ଗୁଣ୍ଡିଚା…
Read More...

ରାଜସ୍ୱ ଆୟୁକ୍ତଙ୍କ ବୌଦ୍ଧ ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବୌଦ୍ଧ  : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀ ଦଳେଇ ମହାନଦୀ ବ୍ରିଜଛକଠାରେ ପହଞ୍ଚିବାପରେ ସେଠାରେ ଜିଲାପାଳ…
Read More...

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

ବୌଦ୍ଧ  : ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୯୭୫ ମସିହା ଜୁନ ୨୫ ତାରିଖରେ ଜରୁରୀ କାଳୀନ ପରିସ୍ଥିତିକୁ କଳା ଦିବସ ରୂପେ ପାଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ…
Read More...

ମୌସୁମୀର ପ୍ରଥମ ବର୍ଷାରେ ବେହାଲ ଆଠଗଡ 

ଆଠଗଡ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଓଡ଼ିଶାରେ ପ୍ରବେଶ କରିବା ଓ ବଙ୍ଗୋପସାଗରରେ  ଲଘୁଚାପ ପ୍ରଭାବରେ ଆଠଗଡ ଅଞ୍ଚଳରେ ଶନିବାର ସନ୍ଧ୍ୟା ଠାରୁ ରବିବାର ଦିନ ୨ଟା ପର୍ଯ୍ୟନ୍ତ ତୁହାକୁ…
Read More...

ଇଜିପ୍ଟ ଗସ୍ତରେ ଯାଇ କାଇରୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

କାଇରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ଆମେରିକା ଗସ୍ତ ଶେଷ କରି ପ୍ରଥମ ଇଜିପ୍ଟ ଗସ୍ତରେ ଯାଇ ଶନିବାର ସନ୍ଧ୍ୟାରେ କାଇରୋରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କର ଇଜିପ୍ଟ ପ୍ରତିପକ୍ଷ…
Read More...

ମାଲକାନଗିରିରେ ୨୧ଟି ସଡକ ପ୍ରକଳ୍ପ ପାଇଁ ୧୫୮କୋଟି ଟଙ୍କା ମଞ୍ଜୁର

ଡେସ୍କ : ମାଲକାନଗିରି ଜିଲ୍ଲାର୨୧ଟି ସଡକ ପ୍ରକଳ୍ପ ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୧୫୮କୋଟି ଟଙ୍କା ଅନୁମୋଦନ କରିଛନ୍ତି । ୧୭୨.୫୩ କିଲୋମିଟର ଦୀର୍ଘ ଏହି ସଡ଼କ ପ୍ରକଳ୍ପ ପାଇଁ ଏହି ଅର୍ଥ ବ୍ୟୟ ବରାଦ କରାଯାଇଛି ।…
Read More...

ଲଡୁଗାଁରେ ‘ସେବା ଓ ସେବକ’ ସପ୍ତାହ ପାଳିତ

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳ ମଣିପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୂଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ ହୋଇଯାଇଛି । ଶନିବାର ଆୟୋଜିତ…
Read More...

ତରନତାରନରେ ପାକିସ୍ତାନୀ ଡ୍ରୋନକୁ ଖସାଇଲେ ବିଏସଏଫ 

ଚଣ୍ଡୀଗଡ଼ :  ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନର ଏକ ଡ୍ରୋନକୁ  ବିଏସଏଫ ଯବାନ ମାନେ ଗୁଳିକରି ଖସାଇ ଦେଇଛନ୍ତି । ପଞ୍ଜାବ ତରନତାରନ ନିକଟବର୍ତ୍ତି ଲଖନା ଗ୍ରାମରେ ଏହି ଘଟଣା ଘଟିଛି। ଯବାନ ମାନେ ପ୍ରଥମେ…
Read More...

୫-ଟି ସଚିବଙ୍କ ଗସ୍ତକୁ ନେଇ ଚମକୁଛି ଅତାବିରା

ରେଙ୍ଗାଲିକ୍ୟାମ୍ପ : ୫-ଟି ସଚିବ ଭିକେ ପାଣ୍ଡିଆନ ଆସନ୍ତା ସୋମବାର ୨୬ ତାରିଖରେ ଅତାବିରା ଗସ୍ତରେ ଆସୁଛନ୍ତି। ସେଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାମ…
Read More...

ସରକାରୀ କର୍ମଚାରୀଙ୍କଠୁ ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ନେଇ ବର୍ଷିଲେ ଧର୍ମେନ୍ଦ୍ର

ତାଳଚେର/ଭୁବନେଶ୍ୱର : ରାଜ୍ୟରେ ଗତ ଛଅ ମାସ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓଙ୍କ ଭଳି ତଳିଆ ଶ୍ରେଣୀର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଠାରୁ ୧୦୦…
Read More...

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ଅନ୍ୟତମ ବିପ୍ଳବୀ ପୁରୁଷ, ସମାଜବାଦୀ ନେତା, ପ୍ରଜା ତଥା ଭୂଦାନ ଆନ୍ଦୋଳନର କର୍ଣ୍ଣଧାର, ଆଦର୍ଶବାଦୀ ରାଜନୀତିଜ୍ଞ ଏବଂ ନିଷ୍କଳଙ୍କ ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ…
Read More...

ଜାତୀୟ ରାଜପଥ କଡ଼ରେ ବିଦେଶୀ ବଗଙ୍କ ସମାଗମ

ରେଙ୍ଗାଲିକ୍ୟାମ୍ପ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସୁଖିଯାଇଛି ନଈ, ନାଳ, ପୋଖରୀ । ମଣିଷ ଠାରୁ ସମସ୍ତ ପଶୁପକ୍ଷୀ ପାଣି ପାଇଁ କଲବଲ। ବଣ ଜଙ୍ଗଲ ଭିତରେ ଥିବା ଛୋଟ ବଡ଼ ଗାଡିଆ ମଧ୍ୟ ଶୁଖିଯାଇଛି । ଫଳରେ ବଣୁଆ ପଶୁ…
Read More...

ଭାରତ-ଆମେରିକାର ଭାଗିଦାରୀ ପାରସ୍ପରିକ ପ୍ରତିଶ୍ରୁତିବଦ୍ଧତାର ସମ୍ପର୍କ : ମୋଦୀ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି’ ଭାରତ–ଆମେରିକା ରଣନୀତିକ ଭାଗିଦାରୀ ସୁବିଧାବାଦର ସମ୍ପର୍କ ନୁହେଁ, ଏହା ବିଶ୍ୱାସ, ସହାନୁଭୂତି ଓ ପାରସ୍ପରିକ ପ୍ରତିଶ୍ରୁତିବଦ୍ଧତାର ସମ୍ପର୍କ । ଗତକାଲି ୱାଶିଂଟନ୍‌‌ରେ…
Read More...

ଏସସିଓ ବୈଠକରେ ଅଂଶଗ୍ରହଣ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ୍‌‌ ଆଭାସୀ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ( ଏସସିଓ) ବୈଠକରେ ଅଂଶଗ୍ରହଣ କରିବେ। ଜୁଲାଇ ୪ ତାରିଖରେ ଭାରତ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।…
Read More...

ନିଜେ ପାଠ ପଢିଥିବା ସ୍କୁଲକୁ ଯାଇ ଶିକ୍ଷକ ଓ ପିଲାଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ନିଜେ ପିଲାବେଳେ ପାଠ ପଢିଥିବା ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ହାଣ୍ଡିଧୁଆ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ…
Read More...

ଚଣ୍ଡିଗଡ଼କୁ ହରାଇ ସେମିରେ ଓଡ଼ିଶା

କଟକ  : ପଞ୍ଜାବର ଅମୃତସରରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଫୁଟବଲ ଚମ୍ପିଆନସିପ୍‌ ଫାଇନାଲ ରାଉଣ୍ଡର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶୁକ୍ରବାର ଗ୍ରୁପ-ଏ ର ଶେଷ ମ୍ୟାଚରେ ଓଡ଼ିଶା ସତ୍ୟବତୀ ଖାଡ଼ିଆଙ୍କ ୨ଟି…
Read More...

ଆଜି ହେରାପଞ୍ଚମୀ : ନନ୍ଦିଘୋଷ ଚକ ଭାଙ୍ଗିବେ ମହାଲକ୍ଷ୍ମୀ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଶନିବାର ହେରାପଞ୍ଚମୀ ନୀତି ପାଳନ କରାଯିବ। ଜଗତ୍‌ଜନନୀ ମହାଲକ୍ଷ୍ମୀ ଆଡପ ମଣ୍ଡପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମଣ୍ଡପରେ ଦେଢଶୁର ଶ୍ରୀବଳଭଦ୍ର ବସିଥିବାରୁ ଗୋଟିଏ କୋଣରେ ଛିଡା…
Read More...

ଗୀତଗୋବିନ୍ଦ ପ୍ରିୟ ଶ୍ରୀଜଗନ୍ନାଥ

ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁଠାରୁ ଅଧିକ ପ୍ରିୟ। ସଂସ୍କୃତ ଭାଷାରେ ଦ୍ୱାଦଶ ଶତାଦ୍ଦୀରେ ରଚିତ ଏହି କାବ୍ୟ ଜୟଦେବଙ୍କୁ ଅମର କରିଛି। ରାଧାକୃଷ୍ଣଙ୍କ ରାସଲୀଳା ଉପରେ ଏହା ପର୍ଯ୍ୟବେଷିତ।…
Read More...

୨୦୨୪ରେ ବିଜେପି ୩୦୦ରୁ ଅଧିକ ଆସନ ଜିତିବ : ଶାହ

ନୂଆଦିଲ୍ଲୀ : ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନରେ ପରାସ୍ତ କରିବା ନିମନ୍ତେ ରଣରୀତି ପ୍ରସ୍ତୁତ ପାଇଁ ଏକାଧିକ ବିରୋଧୀ ଦଳ ବିହାରର ପାଟନାରେ ଶୁକ୍ରବାର ବୈଠକ କରିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ…
Read More...

ପୁରୁଣା ରେଭେନ୍ସା ନାଁରେ ନାହିଁ ଗୁଣ୍ଠେ ଜମି

ଦଖଲ ଜମି ମନଇଚ୍ଛା ନେଉଛି ପ୍ରଶାସନ ଦ୍ବିତୀୟ ପରିସର ପାଇଁ ଦିଆଗଲାଣି ୧.୩ କୋଟି ଖଜଣା ବିରୋଧ ପରେ ବଦଳୁଛି କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ମୂଳ ପୁରାତନ ପରିସର (କ୍ୟାମ୍ପସ)ର ଜମି…
Read More...

ସଙ୍ଗଠନ ଓ ସଚେତନତା ମାଧ୍ୟମରେ ସାମାଜିକ ବିକାଶ ସମ୍ଭବ : ରାଜକୁମାର

କେନ୍ଦୁଝରଗଡ଼ : ଲୋକସେବକମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର ଗୁରୁବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଲୋକସେବକମଣ୍ଡଳ ପକ୍ଷରୁ ବାଂଶପାଳ ବ୍ଲକର ରିମୁଳିଘାଟି ଓ ତଳଚମ୍ପେଇ ଗ୍ରାମରେ ନିଆଯାଇଥିବା ବିଭିନ୍ନ…
Read More...

ଯୁଗଳ କିଶୋର ଷଡ଼ଙ୍ଗୀ ପାଇବେ ବାଲ୍‌ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର : ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଦେଶର ମୋଟ ୨୨ଟି ଭାଷାରେ ବାଲ୍‌ ପୁରସ୍କାର ସହିତ ୨୦ଟି ଭାଷାରେ ଯୁବ ପୁରସ୍କାର ଘୋଷଣା…
Read More...

ଶନିବାର ରାଶିଫଳ (୨୪.୦୬.୨୦୨୩)

ମେଷ : କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପରୋପକାରୀ ଓ କରିତ୍‌କର୍ମା ହେବେ। ବୃଷ : ଉଦାର…
Read More...

ଟେଷ୍ଟ ଦଳରୁ ପୂଜାରା ବାଦ୍‌ ; ଜୟସୱାଲ, ଋତୁରାଜ, ମୁକେଶ ନୂଆ ମୁହଁ

ନୂଆଦିଲ୍ଲୀ  : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଲାଗି ଶୁକ୍ରବାର ବିସିସିଆଇ ସିନିୟର ମନୋନୟନ କମିଟି ପକ୍ଷରୁ ପୃଥକ ପୃଥକ ଦଳ ଘୋଷଣା କରାଯାଇଛି । ଟେଷ୍ଟ ସ୍ପେଶାଲିଷ୍ଟ…
Read More...

ରାହୁଲଙ୍କୁ ଲାଲୁଙ୍କ ପରାମର୍ଶ : ‘ତୁରନ୍ତ ବିବାହ କର’

ପାଟନା : ତୁରନ୍ତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ପାଟନାରେ ବିରୋଧୀ ଦଳ ନେତାଙ୍କ ଏକ ବୈଠକ…
Read More...

ମୋଦୀଙ୍କୁ ନୈଶ ଭୋଜିରେ ଆପ୍ୟାୟିତ କଲେ ବାଇଡେନ୍‌ ଦମ୍ପତି

ସାଦା ଭୋଜନ କଲେ, ଗୀତ ଗାଇପାରନ୍ତି ବୋଲି କୌତୁକ କଲେ ମୋଦୀ, ଗସ୍ତ ଶେଷ ଦିନରେ ଆମେରିକୀୟ ଶିଳ୍ପପତି ଓ ଭାରତୀୟ ବଂଶୋଦ୍ଭବଙ୍କୁ ସାକ୍ଷାତ ୱାଶିଂଟନ୍‌ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ…
Read More...

କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ :  ମାଟ୍ରିକ ପରୀକ୍ଷାରେ କୃତୀତ୍ୱର ସହିତ ସଫଳତା ଅର୍ଜନ କରିଥିବା ବିଦ୍ୟାର୍ଥୀ ଆମ ଦେଶ ଓ ଜାତିର ଭବିଷ୍ୟତ ।ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଇ ଉଚ୍ଚତର ସୋପାନକୁ ନେଇ ଦେଶ ଗଠନରେ ବିନିଯୋଗ…
Read More...

ମାହେଶ୍ୱରୀ ଇସ୍ପାତ କାରଖାନା : ନୂତନ ଉଦ୍ୟୋଗରେ ଶ୍ରମିକ-କର୍ମଚାରୀଙ୍କ ଥଇଥାନ ଦାବି

ଗୁରୁଡିଝାଟିଆ :  ଜୀବନ, ଯୌବନ ଲୁହ ଲହୁ ଦେଇ ମାହେଶ୍ୱରୀ ଇସ୍ପାତ କାରଖାନାକୁ ପ୍ରଗତି ପଥରେ ଆଗେଇ ନେଇଛି। କାରଖାନା ମଧ୍ୟ ଦିପଇସା ଲାଭ କରିଛି । ହେଲେ ପରିଚାଳନାଗତ ତୃଟିଯୋଗୁଁ କାରଖାନା ୧୧ବର୍ଷ ଧରି ବନ୍ଦ ରହିବା…
Read More...

ଗୋପବନ୍ଧୁ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ

ଗୁରୁଡିଝାଟିଆ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଶତାବ୍ଦିର ଶ୍ରେଷ୍ଠ ସୁମଣିଷ । ଦୁଃଖି ରଙ୍କି ଓ ମୂର୍ମୂଷୁ ଜନତାଙ୍କ ହୃଦୟର ଭାଷା ଓ ଆଖିର ଲୁହକୁ ପୋଛି ସେମାନଙ୍କ ଦୁଃଖ ମୋଚନ କରିବା ସହ ନିଜ ଭିତରେ…
Read More...

ଭଙ୍ଗା ଗେଟରେ ଝୁଲୁଛି ତାଲା

ଲଡୁଗାଁ :  ରାଜ୍ୟ ସରକାର ପିଲାଙ୍କ ପଠପଢ଼ା ପାଇଁ, ଶିକ୍ଷାନୁଷ୍ଠାନ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ଏହା କିଭଳି କାମରେ ଲାଗୁଛି ତାହା ଏହି ଘନାଗୁଡ଼ା ସ୍କୁଲକୁ ଦେଖିଲେ ସ୍ପଷ୍ଟ ବାରି…
Read More...

ଦିଲ୍ଲୀ ଫେରିଲେ ନଡ୍ଡା​

ଝାରସୁଗୁଡା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜଗତ ପ୍ରକାଶ ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତ ସାରି ଶୁକ୍ରବାର ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ…
Read More...

ଯୁବ ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର : ଚାରବାଟିଆ ହାଉସିଂବୋର୍ଡ଼ ବାସିନ୍ଦା ଯୁବ ସମାଜସେବୀ ମାନସ ରଞ୍ଜନ ସାମନ୍ତରାୟଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶୁକ୍ରବାର ସ୍ଥାନୀୟ କମ୍ୟୁନିଟି ୱେଲଫେୟାର ସେଣ୍ଟରରେ ଅନୁଷ୍ଠିତ ହୋଇ ଯାଇଛି ।…
Read More...

ବଳିଦାନ ଦିବସ ପାଳିତ

ଚୌଦ୍ୱାର : ବିଜେପିର ଚୌଦ୍ୱାର ମଣ୍ଡଳ ତରଫରୁ ମହାନ୍ ରାଷ୍ଟ୍ର ଭକ୍ତ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳିତ ହୋଇ ଯାଇଛି । ଜିଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନଙ୍କ…
Read More...