ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପ୍ରଶମନ ନେଇ ଅଗ୍ନିଶମ ବାହିନୀଙ୍କ ମକଡ୍ରିଲ

କଲମପୁର : ବାତ୍ୟା, ବନ୍ୟା, ଅଗ୍ନିକାଣ୍ଡ ଭଳି ଜାତୀୟ ବିପର୍ଯ୍ୟୟକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ସୋମବାର କଲମପୁର ବ୍ଲକ ଅଧିନସ୍ଥ ବାଲିଛଡା ଗ୍ରାମର ବନ୍ୟା ଆଶ୍ରୟସ୍ଥଳୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ପଟିଆ-କଳାରାହାଙ୍ଗ ଷ୍ଟେସନ ମଝି ରେଳ ଧାରଣାରେ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଓ ଜିଆରପି ପୁଲିସ ପହଞ୍ଚି ମୃତଦେହ ଜବତ…
Read More...

ଅଗ୍ନିକାଣ୍ଡରେ ୨ ବଖରା ଭସ୍ମୀଭୂତ

କାମାକ୍ଷାନଗର: ଦେଖୁ ଦେଖୁ ଜଳିଗଲା ସ୍ତ୍ରୀ, ପୁଅ, ବୋହୂ ଏବଂ ନାତି, ନାତୁଣୀ ମିଶାଇ ୧୨ପ୍ରାଣୀ ରହୁଥିବା ବାସ ଘର। ଏଥିସହ ଘର ଭିତରେ ଥିବା ଟଙ୍କା, ରାସନ ଦୋକାନରୁ ଆଣିଥିବା ଚାଉଳ ଏବଂ ସମସ୍ତ ଦରକାରୀ କାଗଜ ପତ୍ର ସବୁ…
Read More...

ହାତୀ ନେଲା ଶତାୟୁ ବୃଦ୍ଧଙ୍କ ଜୀବନ

ଦେବଗଡ଼: ଦେବଗଡ଼ ବନଖଣ୍ଡ ତଥା ବାରକୋଟ ବନାଞ୍ଚଳ କଲା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ସୋମବାର ଭୋର ସମୟରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ଶତାୟୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…
Read More...

ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ; ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳ ସ୍ଥିତ ଏକ କୋଚିଂ ସେଣ୍ଟରରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। କୋଚିଂ ସେଣ୍ଟରର ତୃତୀୟ ମହଲାରେ ନିଆଁ ଲାଗିଛି। ଖବର ପାଇ ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି ପହଞ୍ଚି…
Read More...

ପଦୋନ୍ନତି ପାଇଁ ଡିଇଓଙ୍କ ବାସଗୃହ ଘେରିଲେ ଶିକ୍ଷକ

ବୌଦ୍ଧ : ବ୍ୟାପକ ଲାଞ୍ଚ କାରବାର ବୌଦ୍ଧଜିଲା ଶିକ୍ଷା ବିଭାଗ ପାଇଁ ଏକ ସାଧାରଣ ଘଟଣା ପାଲଟିଥିବାବେଳେ ଏବେ ବିଭାଗୀୟ କଳା କାରନାମା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଅବସ୍ଥା ସୃଷ୍ଟି କରିଛି। ଜିଲାରେ ଲବେଲ ୪ରୁ ଲେବେଲ ୩କୁ…
Read More...

ରଥଯାତ୍ରା ପୂର୍ବରୁ ଅଘଟଣ: ସିସିଟିଭି ଲଗାଇବା ବେଳେ ଜଣେ ମୃତ, କ୍ଷତିପୂରଣ ଦାବି

ପୁରୀ: ପୁରୀର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଗୁରୁବାର ଘଟିଛି ଏକ ଅଘଟଣ। ସିସିଟିଭି ଲଗାଇବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ ପକ୍ଷରୁ ରଥଯାତ୍ରା ପାଇଁ ପୁରୀର…
Read More...

ପ୍ରଚଣ୍ଡ ତାତି ସାଙ୍ଗକୁ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍‌; ଛଟପଟ ଅଞ୍ଚଳବାସୀ

କଟକ : ଅସହ୍ୟ ଖରା ତାତି ସହ କଲବଲ କରୁଛି ଦୀର୍ଘ ସମୟ ଧରି ବିଦ୍ୟୁତ୍‌‌ କାଟ୍‌‌। ଗୁରୁବାର କଟକ ସ୍ଥିତ ଯୋବ୍ରା ରୋଡ ମ୍ୟୁନିସିପାଲଟି କଲୋନୀ ଅଞ୍ଚଳ ସହ ଅନ୍ୟାନ୍ୟ ସ୍ଥାନରେ ଦିନ ୧୦ଟାରୁ ବିଦ୍ୟୁତ କାଟ୍‌ ହୋଇଛି। ଖବର…
Read More...

ସାମ୍ନାକୁ ଆସିଲା ମହାକାଶରୁ କଏଦ ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଚମତ୍କାର ଫଟୋ

ନୂଆଦିଲ୍ଲୀ: ବାତ୍ୟା ‘ବିପର୍ଯ୍ୟୟ’ର ଭୟ ବଢିବାରେ ଲାଗିଛି ଏବଂ ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହା ଗୁଜରାଟ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଇତି ମଧ୍ୟରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ(ଆଇଏସଏସ)ର ଜଣେ ଯାତ୍ରୀ…
Read More...

ବିକଶିତ ଅଞ୍ଚଳର ଅଭାବୀ ଦୃଶ୍ୟ; ବୁନ୍ଦାଏ ପାଣି ପାଇଁ ୧ କିମି ଯିବାକୁ ପଡୁଛି

ରେଙ୍ଗାଲିକ୍ୟାମ୍ପ: ଫେଲ ମାରିଛି ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଜନା । ବାରମ୍ବାର ଦାବି ପରେ ମଧ୍ୟ ଗ୍ରାମବାସୀଙ୍କୁ ମିଳି ପାରୁନାହିଁ ବୁନ୍ଦାଏ ଶୁଦ୍ଧ ପାନୀୟ ଜଳ । ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ…
Read More...

ବ୍ଲକସ୍ତରୀୟ ଲୋକକଳା ଦିବସ 

ହରଭଙ୍ଗା : ହରଭଙ୍ଗା ବ୍ଲକ କରଡି ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ଲୋକ କଳା ଦିବସ ପାଳିତ ହୋଇଯାଇଛି। ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା କାର୍ଯ୍ୟକ୍ରମ ସ୍ଥଗିତ.. ୧୭ରେ ଶାହାଙ୍କର ଢେଙ୍କାନାଳରେ ସଭା କାର୍ଯ୍ୟକ୍ରମ ଥିଲା.. ଗୁଜରାଟକୁ ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ.. ଜୁନ୍‌ ୧୬ରେ…
Read More...

ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ ସଭା

ଭୁବନେଶ୍ବର: ଗ୍ୟାସ ଦର ଅହେତୁକ ଓ କ୍ରମାଗତ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ବର୍ଷିଛି ବିଜେଡି। ବୁଧବାର ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରାଯାଇଛି। ଅନେକ ବିଧାୟକ ଓ ନେତା…
Read More...

ପାରାଦୀପ ବନ୍ଦରରେ ଅଘଟଣ; ଡ୍ରେଜିଂ ଜାହାଜରୁ ଖସି ମେକାନିକଙ୍କ ମୃତ୍ୟୁ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏକ ଅଘଟଣ। ବୁଧବାର ବନ୍ଦର ଭିତରେ କାର୍ଯ୍ୟରତ ଥିବା ଡ୍ରେଜିଂ ଜାହାଜରୁ ଖସିପଡି ଜଣେ ମେକାନିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ୱାଇ ଅଶୋକ ତାଙ୍କ ଘର ଆନ୍ଧ୍ରର…
Read More...

ମହାକାଶରେ ଫୁଟିଥିବା ଫୁଲର ଫଟୋ ଶେୟାର କଲା ନାସା; ଆଶ୍ଚର୍ଯ୍ୟ ହୋଇ ଲୋକେ ପଚାରିଲେ- କେମିତି ହେଲା?

ନୂଆଦିଲ୍ଲୀ: ମହାକାଶ ଏବଂ ବ୍ରହ୍ମାଣ୍ଡ ଖୁବ୍‌ ବିସ୍ତୃତ, ଯାହା ଉପରେ ଅନବରତ ଅନୁସନ୍ଧାନ କରାଯାଉଛି। ପ୍ରତ୍ୟେକ ଦିନ ଗବେଷକ ଓ ବୈଜ୍ଞାନିକମାନେ ନୂଆ ନୂଆ ତଥା ଚମତ୍କାର ଆବିଷ୍କାରମାନ କରୁଛନ୍ତି, ଯାହା ଆମକୁ ଆଶ୍ଚର୍ଯ୍ୟ…
Read More...

ବିକଳାଙ୍ଗଙ୍କ ଭତ୍ତା ଟଙ୍କା ଖାଇଲା କିଏ ? ଗୁମର ଖୋଲୁଛି ବ୍ୟାଙ୍କ ଆକାଉଣ୍ଟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଖାରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମର ସଚିନ ଡାଙ୍ଗ, ବୟସ ତାଙ୍କର୧୫ ବର୍ଷ । ମାନସିକ ତଥା ଶାରୀରିକ ବିକଳାଙ୍ଗ ଯୋଗୁଁ ଚଲାବୁଲା କରିପାରନ୍ତି ନାହିଁ କି କଥା ବି କହି…
Read More...

ତହସିଲଦାରଙ୍କ ହସ୍ତକ୍ଷେପ ପରେ କୋଟାଗାଁ ମଣ୍ଡିର ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

କଲମପୁର: ପାଣିପାଗ ବିଭାଗର ଆକଳନ ଅନୁସାରେ ଅଳ୍ପ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। ଭିଜିବ ସମଗ୍ର ଓଡ଼ିଶା। କିନ୍ତୁ ନିଜ ନିଜ ଧାନ ବିକ୍ରି କରିବା ନେଇ ଏବେ କୋଟାଗାଁ ମଣ୍ଡିର ଚାଷୀ ଚିନ୍ତାରେ। ବାରମ୍ବାର ଅଭିଯୋଗ ପରେ…
Read More...

ସମାଜ ପ୍ରଭାବ: ଚାରିଛକରେ ସ୍ୱାଭାବିକ ହେଲା ଜଳଯୋଗାଣ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାରରେ ପାଣି ପାଇପ୍‌‌ ଫାଟିଯିବା ଯୋଗୁଁ ଲଗାତାର ତିନିଦିନ ହେଲା ଜଳଯୋଗାଣ ଠପ୍‌‌ ହୋଇଯାଇଥିଲା। ଏନେଇ ‘ସମାଜ’ରେ ଗତ ସୋମବାର ଏକ ଶୀର୍ଷକ ଖବର ପ୍ରକାଶ ପାଇବା ପରେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

‘ବିପର୍ଯ୍ୟୟ’ ପରିଚାଳନା ପାଇଁ ୮ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ.. ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ.. ଷ୍ଟିମ୍‌ ପାଇପ୍‌ ଲାଇନ ଫାଟି ୧୯ କର୍ମଚାରୀ ଗୁରୁତର.. ବାନ୍ଧବୀ…
Read More...

ଉଦୟପୁର, ଗଣପତିନଗରରେ ଜଳସଙ୍କଟ: ଟ୍ୟାଙ୍କର ଯୋଗେ ପିଇବାପାଣି ଯୋଗାଣ

ହରଭଙ୍ଗା: ଡହ ଡହ ଗ୍ରୀଷ୍ମତାତି ସାଙ୍ଗକୁ ପ୍ରାୟତଃ ସବୁ ସ୍ଥାନରେ ପିଇବାପାଣି ସମସ୍ୟା ସାଧାରଣ ମଣିଷ ଜୀବନକୁ ଦହଗଞ୍ଜ କରି ପକାଇଲାଣି। ତାତିରୁ ତ୍ରାହି ମିଳୁନଥିବା ବେଳେ ପାଣି ସମସ୍ୟା ସାଙ୍ଗକୁ ବାରମ୍ବାର…
Read More...

ମେରାମଣ୍ଡଳୀ ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ; ଷ୍ଟିମ୍‌ ପାଇପ୍‌ ଫାଟି ୧୯ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲା ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ମଙ୍ଗଳବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଫେଜ୍‌ ୨ର ବିଏପିପି-୨ ପାୱାରପ୍ଲାଣ୍ଟରେ ଷ୍ଟିମ୍‌ ପାଇପ୍‌ ଲାଇନ୍‌ ବିସ୍ଫୋରଣ ଘଟି ୧୯ ଜଣ…
Read More...

କନ୍ଦାଗଡ଼ ଶିଳ୍ପୀ ପାଇଲେ କଳାକାର ସହାୟତା; ଅଭାବ ବିକ୍ରି କାରିଗରଙ୍କ ଗୋଟିଏ ଚିନ୍ତା

ଲଡୁଗାଁ: କଳାହାଣ୍ଡି ଏକ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଜିଲା। ଏହାର ଅନ୍ୟ ଏକ ଉଦାହରଣ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଅଞ୍ଚଳର ଆରାଧ୍ୟ ଆମପାଣି ସ୍ଥିତ ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିର ପାଦଦେଶରେ ଥିବା…
Read More...

ମହାରାଷ୍ଟ୍ର: ତେଲ ଟ୍ୟାଙ୍କର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଲା ରାଜପଥ; ୪ ମୃତ, ୩ ଆହତ

ମୁମ୍ବଇ: ମହାରାଷ୍ଟ୍ରର ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ତେଲ ଟ୍ୟାଙ୍କର୍ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସେହି ସ୍ଥାନର…
Read More...

ଗଣମାଧ୍ୟମରେ ପ୍ରକାଶନ ପରେ ଚେତିଲା ପ୍ରଶାସନ; ନାଳପାଣି ମୁକ୍ତ ହେଲା ସମଲେଇ ମନ୍ଦିର ପରିସର

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପୁନଃ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ତେବେ ପ୍ରଶାସନର ମନମୁଖୀ କାର୍ଯ୍ୟ ଯୋଗୁ ଭକ୍ତମାନେ ମା’ଙ୍କ ମନ୍ଦିରକୁ ଯାତାୟତ ସହିତ…
Read More...

ବନ୍ଦ ବିଦ୍ୟାଳୟରେ ଠିକାସଂସ୍ଥା କ୍ୟାମ୍ପ: ଅନୁମତିକୁ ନେଇ ଉଠିଲା ପ୍ରଶ୍ନ, ମର୍ଯ୍ୟାଦା କ୍ଷୂର୍ଣ୍ଣ

ହରଭଙ୍ଗା: ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତର ଘଣ୍ଟପାଲ୍ଲୀଠାରେ ବନ୍ଦହୋଇ ପଡ଼ିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ଏକ ଠିକାସଂସ୍ଥାର କ୍ୟାମ୍ପ ଚାଲିଥିବା ଅଭିଯୋଗ ହୋଇଛି। କିନ୍ତୁ ଗୋଟିଏ ବିଦ୍ୟାଳୟ ଭଳି…
Read More...

ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ: ଗ୍ରାମ୍ୟ ଜଙ୍ଗଲରୁ ବେଆଇନ ମାଟି ଖନନ କାହା ସ୍ୱାର୍ଥରେ ?

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଶୁକପାଲ୍ଲୀ ଗ୍ରାମ୍ୟ ଜଙ୍ଗଲରୁ ବେଆଇନ ଭାବେ ଗଭୀର ମାଟି ଖନନ ଚାଲିଥିବା ଦେଖିବାକୁ ମିଳିଛି।ଏଭଳି ଗଭୀର ମାଟି ଖନନ କାହା ନିର୍ଦ୍ଦେଶରେ ଚାଲିଛି ତାକୁ ନେଇ ବଡ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଜଗତପୁର ପୁଲିସ.. ଉଭୟଙ୍କ ନିକଟରୁ ୩ଟି ବନ୍ଧୁକ ସହ ୧୨ଟି ଗୁଳି ଜବତ.. ଗିରଫ ମଧ୍ୟରୁ ଜଣେ ସୁଲେମାନ ହତ୍ୟାକାଣ୍ଡରେ ସମ୍ପୃକ୍ତ.. ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି…
Read More...

ବିପଜ୍ଜନକ ଅବସ୍ଥାରେ ଚାରପଡ଼ା ସରକାରୀ ପ୍ରାଥମିକ ସ୍କୁଲ; ଖସିପଡ଼ୁଛି ସିମେଣ୍ଟ ଅତଡ଼ା

ରେଙ୍ଗାଲି: ସରକାରୀ ସ୍କୁଲଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଇ ଏଥିପାଇଁ ଅଜସ୍ର ଟଙ୍କା ବ୍ୟୟ କରୁଛନ୍ତି। ତେବେ ଦୀପ ତଳ ଅନ୍ଧାର ଭଲି ରେଙ୍ଗାଲି ବ୍ଳକ୍‌‌ ସଦର ମହକୁମାରୁ ୩ କିଲୋମିଟର…
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ୨୦୨୩-୨୪ ବଜେଟ୍‌ ଅନୁମୋଦିତ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ…
Read More...

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ଭିଓ ବର୍ଲୁସ୍କୋନିଙ୍କ ପରଲୋକ

ମିଲାନ: ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ଭିଓ ବର୍ଲୁସ୍କୋନିଙ୍କର ସୋମବାର ପରଲୋକ ଘଟିଛି। ସେ ତିନିଥର ଇଟାଲୀର ପ୍ରଧାନମନ୍ତ୍ରୀ ଥିଲେ ଏବଂ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ୮୬ ବର୍ଷୀୟ ବର୍ଲୁସ୍କୋନି ଗତ ୬…
Read More...

‘‘ଜ୍ବାଇଁ ସେ ପାକିସ୍ତାନର.. ତାକୁ ତିଳକ ଲଗାଅ.. ନହେଲେ ଏଥର ଯୌତୁକରେ..’’, ସାମ୍ନାକୁ ଆସିଲା ‘ଗଦର-୨’ ଟିଜର୍‌

ମୁମ୍ବାଇ: ସନି ଦେଓଲ-ଅମୀଷା ପଟେଲ ଅଭିନୀତ ‘ଗଦର-୨’ ଏବେ ଚର୍ଚ୍ଚାରେ। ୨୨ ବର୍ଷ ପୂର୍ବେ ‘ଗଦର’ ଯେପରି ହଇଚଇ ସୃଷ୍ଟି କରିଥିଲା, ଠିକ୍‌ ସେହିପରି ଏବେ ଏହାର ଦ୍ବିତୀୟ ଭାଗ ମଧ୍ୟ ଧମାଲ୍‌ କରିବା ପାଇଁ ସମ୍ପୂର୍ଣ୍ଣ…
Read More...

ଅସହ୍ୟ ଗ୍ରୀଷ୍ମ ତାପ ସାଙ୍ଗକୁ ଦହଗଞ୍ଜ କରୁଛି ବିଦ୍ୟୁତ୍‌‌ ବିଭ୍ରାଟ; ସକାଳ ୯ରୁ ସନ୍ଧ୍ୟା ୫ କର୍ଫ୍ୟୁର ଭ୍ରମ

କଲମପୁର : ଗତ ୧୫ ଦିନ ଧରି ବୃଦ୍ଧି ପାଇଚାଲିଛି ଗ୍ରୀଷ୍ମ ତାପ। ୪୦ ଡିଗ୍ରୀରୁ ଏବେ ୪୫ ଡିଗ୍ରୀରେ ପହଞ୍ଚି ସାରିଛି ତାପମାତ୍ରା। ଦିନ ତମାମ ଗ୍ରୀଷ୍ମ ତାପ ବୃଦ୍ଧି ସାଙ୍ଗକୁ ଗୁଳୁଗୁଳିର ପ୍ରଭାବ ଲାଗି ରହୁଛି। ଦେହର ଝାଳ…
Read More...

କଲମପୁରରୁ ଭୁବନେଶ୍ୱର ସରକାରୀ ବସ୍‌‌ ଚଳାଚଳ ଦାବୀ

କଲମପୁର: କଳାହାଣ୍ଡି ଜିଲ୍ଲାର କଲମପୁର ଏକ ଅବହେଳିତ ଅଞ୍ଚଳ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ଦିଗରେ କୌଣସି ବିଶେଷ ପରିବର୍ତନ ଘଟିନାହିଁ। ଉଚ୍ଚ ଶିକ୍ଷା କହିଲେ କେବଳ କଳା ବିଷୟରେ ଏକ ଅନୁଦାନ(ବ୍ଲକ ଗ୍ରାଣ୍ଟ)…
Read More...

ଟ୍ରେନ ଛାତରେ ଚଢି ଯାତ୍ରା କରୁଥିଲେ ଯୁବକ, ଉଦ୍ଧାର କଲା ଆରପିଏଫ

ବାଲେଶ୍ବର: ଟ୍ରେନ ଛାତ ଉପରେ ବିପଦପୂର୍ଣ୍ଣ ଯାତ୍ରା କରୁଥିବା ବେଳେ ଯୁବକଙ୍କୁ ଆରପିଏଫ ପକ୍ଷରୁ ଉଦ୍ଧାର କରାଯାଇଛି। ଏଭଳି ବିପଦପୂର୍ଣ୍ଣ ଯାତ୍ରା ରୁପ୍ସାରେ ଷ୍ଟେସନ କର୍ମଚାରୀ ଦେଖି ବାଲେଶ୍ବର ଆରପିଏଫ ଅଧିକାରୀଙ୍କୁ…
Read More...

ଜଳିଗଲା ଚଳନ୍ତା ସ୍କର୍ପିଓ

ବାଲେଶ୍ଵର: ବାଲେଶ୍ବର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ନିକଟରେ ରବିବାର ଏକ ଚଳନ୍ତା ସ୍କର୍ପିଓ ଜଳିଯାଇଛି। ସ୍କର୍ପିଓରେ ଚାଳକଙ୍କ ସମେତ ଦୁଇ ଜଣ ଥିଲେ। ଭ୍ୟାନ ଝରକା ଭାଙ୍ଗି ସେମାନେ ଗାଡ଼ି ଭିତରୁ ବାହାରି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

-ଭୁବନେଶ୍ବର ଝାରପଡ଼ାର ଏକ ପାର୍ଟସ ଦୋକାନରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି, ସର୍ଟସର୍କିଟରୁ ପାର୍ଟସ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ -ଛତିଶଗଡ଼ ବିଳାସପୁର ନିକଟରେ…
Read More...

୧୬୦୭ କୋଟିର ବରଗଡ଼ ଇଥାନଲ ପ୍ଲାଣ୍ଟ ଓଡ଼ିଶାର କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବ: ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ଶାସନ ଓ ସେବାର ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର…
Read More...

ଜିଲାପାଳଙ୍କ ଗସ୍ତ ପରେ ବଦଳୁଛି ଅନ୍ଧାରୀମୂଲକ ଗାଁର ଛବି: କାଚପାଜୁ, ବାଙ୍କପାଜୁରେ ଲାଗିଲା ସୋଲାର ପ୍ରକଳ୍ପ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅନ୍ଧାରୀମୂଲକ କଣ୍ଡରା, କାଚପାଜୁରେ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ପାଦ ପଡ଼ିବା ପରେ ଧିରେ ଧିରେ ଏହାର ଚିତ୍ର ବଦଳିବାରେ ଲାଗିଛି। ଜିଲ୍ଲାପାଳଙ୍କ ଗସ୍ତର ଠିକ୍‌‌ ୭ଦିନ…
Read More...

ଇଟା ଭାଟିରେ ନିଆଁ ଲଗାଇବା ବେଳେ ପୋଡ଼ିଗଲେ ମହିଳା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି 

ମୋହନା: ଇଟା ଭାଟିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଇଟା ପୋଡ଼ୁଥିବା ବେଳେ ପୋଡ଼ିଗଲେ ମହିଳା। ଶରୀରର ୮୦ ଭାଗ ପୋଡ଼ି ଗୁରୁତର ଅବସ୍ଥାରେ ମହିଳା ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା…
Read More...

ତାତିରେ କଲବଲ ରାଜ୍ୟବାସୀ; ଝାରସୁଗୁଡ଼ା ଓ ସମ୍ବଲପୁର ଶୀର୍ଷରେ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଡହଡହ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ରବିବାର ଦିନ ୨ ଟା ୩୦ ସୁଦ୍ଧା ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ଓ ସମ୍ବଲପୁର…
Read More...

ଆରପାରିରେ ଅଭିନେତା ମଙ୍ଗଲ ଢିଲୋଁ

ମୁମ୍ବଇ: ଚଳଚ୍ଚିତ୍ର ଓ ଟିଭି ଧାରାବାହିକ ଜଗତର ଜଣାଶୁଣା ଅଭିନେତା ମଙ୍ଗଲ ଢିଲୋଁଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଲୁଧିଆନାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ…
Read More...

ନାଲିଫିତା ତଳେ ଶୀତଳପାଣି ପ୍ରସ୍ତାବିତ ଇକୋଟୁରିଜିମ୍‌‌

ହରଭଙ୍ଗା: ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ରାଜ୍ୟସରକାରଙ୍କ ପଂଚାୟତିରାଜ ଏବଂ ଜଙ୍ଗଲ ଓ ପରିବେଶ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଦାୟିତ୍ୱ ମିଳିଛି। ଶ୍ରୀ ଅମାତ୍‌‌ଙ୍କୁ…
Read More...

କାଶୀପୁର ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ହତ୍ୟା

ରାୟଗଡା: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶୁକ୍ରବାର ସକାଳେ ଯୁବ କଂଗ୍ରେସର ପୂର୍ବତନ ସଭାପତି ଗଜେନ୍ଦ୍ର ନାୟକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କାଶୀପୁରଠାରୁ ୧୦ କିଲୋମିଟର ଦୂର ସିକରଲଟା ଗ୍ରାମରେ ଥିବା ନିଜ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

-ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ହଟିଲେ ରୋହିତ ପୂଜାରୀ.. ଅତନୁ ସବ୍ୟସାଚୀଙ୍କୁ ଅତିରିକ୍ତ ଦାୟିତ୍ବ.. -ହାହାକାର ପରିସ୍ଥିତି.. ଅଟା ପାଇଁ ପାକିସ୍ତାନରେ ୧୪୪ ଧାରା ଜାରି.. -ବାହାନଗା ରେଳ ଦୁର୍ଘଟଣା.. ବାହାନଗା…
Read More...

‘ସମାଜ ଲାଇଭ’ ପ୍ରଭାବ: ଜରୁରୀକାଳୀନ ଭିତ୍ତିରେ ମରାମତି ହେଲା ପାଇପଲାଇନ, ଲୋକେ ପାଣି ପାଇ ଖୁସି

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମରେ ଦୀର୍ଘବର୍ଷ ଧରି ପାନୀୟ ଜଳର ଘୋର ଅଭାବ ଦେଖିବାକୁ ମିଳୁଥିଲା। ଲୋକେ ପାଣି ମୁନ୍ଦାଏ ପିଇବା ପାଇଁ ଡହଳବିକଳ ହେଉଥିଲେ। ଗାଁଠାରୁ ୨ କିମି ଦୂରରେ…
Read More...

ଜନଜାତି ହିତାଧିକାରୀଙ୍କ ପାଇଁ ସମନ୍ୱିତ ଜଳକୃଷିରେ ସାମର୍ଥ୍ୟ ଗଠନ ଓ ପରିଭ୍ରମଣ କାର୍ଯ୍ୟକ୍ରମ

ପିପିଲି: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା(ସିଫା) ପକ୍ଷରୁ ଜନଭାଗୀଦାରି ଓ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ସିଫା ପରିସରରେ ଦୁଇଦିନିଆ…
Read More...

ଠଣଠଣା ଗ୍ରୀଡ୍‌‌ରୁ ପିପିଲିକୁ ବିଦ୍ୟୁତ ସରବରାହ କେବେ ?

ପିପିଲି: ପିପିଲି ଓ ସତ୍ୟବାଦୀ ଅଞ୍ଚଳର ଲକ୍ଷାଧିକ ବିଦ୍ୟୁତ ଉପଭୋକ୍ତାଙ୍କ ଦୀର୍ଘ ୩୭ବର୍ଷର ବିଦ୍ୟୁତ୍‌‌ ସମସ୍ୟା ଦୂର କରିବା ପାଇଁ ପିପିଲିର ମଙ୍ଗଳପୁର ନିକଟ ଠଣଠଣାଠାରେ ନିର୍ମିତ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ୍‌‌…
Read More...

ସଡ଼କ ଦୁର୍ଘଟଣାରେ ସାଉଥ୍‌ ଅଭିନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହକାରୀ ନିର୍ଦେଶକ ତଥା ଅଭିନେତା ସରନ ରାଜ୍‌ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର…
Read More...

କଚ୍ଛପ ଗତିରେ ଚାଲିଛି ହରଭଙ୍ଗା ବୃହତ ପାଇପ୍‌‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ହରଭଙ୍ଗା: ବହୁଦିନର ଦାବୀ ପରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ବୃହତ୍‌‌ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧିନ ରହିଛି। ପ୍ରକଳ୍ପ ନିର୍ମାଣ ମିଆଦି ୨ବର୍ଷ ରହିଛି। ନିର୍ମାଣର ୧୮ମାସ ପରେ ମଧ୍ୟ…
Read More...

ତିରଡ ମେଗା ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କୁ ମିଳୁନି ପାଣି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତର ତିରଡଠାରେ ଚାଷଜମିରେ ଜଳସେଚନ ସୁବିଧା ଲକ୍ଷ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଚାଷଜମିରେ ଜଳସେଚନ ସୁବିଧା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ଶିକ୍ଷା ୨୦୨୩ର ପରୀକ୍ଷା ଫଳ.. +୨ କଳାରେ ଉତ୍ତୀର୍ଣ୍ଣ ହାର ୭୮.୮୮%, ପାସ କରିଛନ୍ତି ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ.. ଟ୍ୱିଟର ପରେ ଏବେ ଫେସ୍‌ବୁକ୍‌.. ବ୍ଲୁଟିକ୍‌…
Read More...

ଫ୍ରାନ୍ସର ଅନେସୀ ସହରରେ ପିଲାଙ୍କୁ ଛୁରୀରେ ଆକ୍ରମଣ; ୫ ଗୁରୁତର

ଅନେସୀ: ଫ୍ରାନ୍ସର ଅନେସୀ ସହର ସ୍ଥିତ ଏକ ପାର୍କରେ ଜଣେ ଛୁରୀଧାରୀ ବ୍ୟକ୍ତି କିଛି ପିଲାଙ୍କୁ ଆକ୍ରମଣ କରିଛି। ଏଥିରେ ୪ ଜଣ ଶିଶୁଙ୍କ ସହ ମୋଟ୍‌ ୫ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଫ୍ରାନ୍ସ ପୁଲିସ…
Read More...

‘ଗଦର’ ରି-ରିଲିଜ୍‌: ଦର୍ଶକଙ୍କୁ ନିର୍ମାତାଙ୍କ ବଡ଼ ଉପହାର, ଗୋଟିଏ ଟିକେଟ୍‌ ସହ ଗୋଟିଏ ମାଗଣା

ମୁମ୍ବାଇ: ସନ୍ନି ଦେଓଲ-ଅମୀଷା ପଟେଲଙ୍କ କ୍ୟାରିୟରର ସବୁଠୁ ବଡ଼ ହିଟ୍‌ ଚଳଚ୍ଚିତ୍ର ‘ଗଦର’ ପୁଣି ଥରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍‌ ଜୁନ୍‌ ୯ ତାରିଖରେ ଏହା ମୁକ୍ତିଲାଭ କରିବ। ୨୦୦୧ରେ ଅନିଲ…
Read More...

‘ଅଗ୍ନି ପ୍ରାଇମ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର : ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍‌’ର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆରଡିଓ) ଦ୍ବାରା ସଫଳତାର ସହ ପରୀକ୍ଷଣ କରାଯାଇଛି। ବୁଧବାର ରାତିରେ ଓଡ଼ିଶା ଉପକୂଳବର୍ତ୍ତୀ ଡକ୍ଟର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଇଂଲଣ୍ଡର ଓଭାଲରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ମ୍ୟାଚ ଆରମ୍ଭ.. ଟସ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଭାରତ.. ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ…
Read More...

ଶିଶୁ ଶ୍ରମିକ ଉଚ୍ଛେଦ ସଚେତନତା ରଥ ଉଦଘାଟିତ

ପୁରୀ : ପ୍ରତିଟି ଶିଶୁ ଇଶ୍ଵରଙ୍କ ସନ୍ତାନ। ପ୍ରତିଟି ଶିଶୁ ମଧ୍ୟରେ ପ୍ରତିଭା ରହିଛି। ଏହାକୁ ବିକଶିତ କରାଗଲେ ସେ ସମାଜ ପାଇଁ ସମ୍ବଳ ପାଲଟିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ। ବୁଧବାର…
Read More...

ମଣିପୁର: ଆମ୍ବୁଲାନ୍ସରେ ଲଗାଇଲେ ନିଆଁ, ୮ ବର୍ଷର ଶିଶୁ ସମେତ ୩ ଜୀବନ୍ତ ଦଗ୍ଧ

ଇମ୍ଫାଲ: ମଣିପୁର ହିଂସା ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଇତି ମଧ୍ୟରେ ରାଜ୍ୟର ପଶ୍ଚିମ ଇମ୍ଫାଲ ଜିଲ୍ଲାରୁ ଏକ ଲୋମ ହର୍ଷଣକାରୀ ଖବର ସାମ୍ନାକୁ ଆସିଛି। ଦଙ୍ଗାକାରୀମାନେ ତିନି ନିରୀହ ଲୋକଙ୍କ ଜୀବନ ନେଇ ଯାଇଛନ୍ତି।…
Read More...

ସପ୍ତମ ଦିନରେ ଅମଲାଙ୍କ ଧାରଣା, ଓକିଲ ସଂଘର ସମର୍ଥନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଆହ୍ବାନକ୍ରମେ କର୍ମଚାରୀ ସାମୂହିକ ଛୁଟିରେ ରହିବା ସହ ଆଜି ସପ୍ତମ ଦିନରେ ଗ୍ରେଡ଼ ପେ ଦାବିକୁ ନେଇ ଧାରଣା ଜାରି ରଖିଛନ୍ତି। କଣ୍ଟାବାଞ୍ଜି ସବଟ୍ରେଜେରୀ…
Read More...

ପିଲରକୁ ଧକ୍କା ଦେଲା ବାଇକ୍, ଚାଳକ ଗୁରୁତର

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଗୋରଣ୍ଡିଯୋଡ଼ି ଚେକ୍ ଗେଟ୍ ନିକଟରେ ବୁଧବାର ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍ ଚାଳକ ଗୁରୁତର ଆହତ…
Read More...

ତଦନ୍ତରେ ଯାଇଥିବା ପୁଲିସକୁ ମାଡ଼ ମାରିଲେ ଗ୍ରାମବାସୀ; ଏପଟେ ମହିଳାଙ୍କୁ ପୁଲିସର ଅସଦାଚରଣ ଅଭିଯୋଗ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମକୁ ତଦନ୍ତରେ ଯାଇଥିବା ଜଣେ ପୁଲିସ ଏଏସଆଇଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଜଣେ ମହିଳାଙ୍କୁ…
Read More...

ଅଳ୍ପକେ ଟଳିଲା ଆଉ ଏକ ରେଳ ଦୁର୍ଘଟଣା: ଫାଟକ ଓ ଧାରଣା ମଝିରେ ଫସିଥିଲା ଟ୍ରାକ୍ଟର, ଆସିଲା ରାଜଧାନୀ ଏକ୍ସପ୍ରେସ

ରାଞ୍ଚି: ବାହାନଗା ରେଳ ଦୁର୍ଘଟଣାର ଭୟାବହତା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଅଳ୍ପକେ ଟଳିଛି ଆଉ ଏକ ରେଳ ଦୁର୍ଘଟଣା।  ଝାଡ଼ଖଣ୍ଡର ବୋକାରୋ ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ…
Read More...

କ୍ଷତିପୂରଣ ଦାବିରେ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଘୁର୍ଣ୍ଣିଝଡ଼ରେ ପ୍ରଭାବିତ ପରିବାର

କଲମପୁର: ବିଜେପି ନେତୃବୃନ୍ଦଙ୍କ ନେତୃତ୍ୱରେ ଘୁର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ହେଇଥିବା ପରିବାରର ସଦସ୍ୟମାନେ ମଙ୍ଗଳବାର ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ଏହାପରେ ତୁରନ୍ତ ଘୁର୍ଣ୍ଣିଝଡ…
Read More...

ଜାଗା ମିଶନ ଯୋଜନାରେ ସାମିଲ ସହ ଜମିପଟ୍ଟା ଓ ବାସଗୃହ ଯୋଗାଣ ଦାବି 

କେନ୍ଦୁଝରଗଡ଼: କେନ୍ଦୁଝରଗଡ଼ ପୌରପାଳିକା ୧ନଂ ୱାର୍ଡ ଅଧିନ ମାଘୁସାହିସ୍ଥିତ ଉପାଧ୍ୟାୟ ପୋଖରୀ ହୁଡା ତଳେ ଆଜକୁ ୫୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବସବାସ କରି ଆସୁଛନ୍ତି ବହୁ ଗରିବ ପରିବାର। ଏହି ଗରିବ ଭୂମିହୀନଙ୍କୁ…
Read More...

ଅଘୋଷିତ ବିଦ୍ୟୁତକାଟ; ନିର୍ବାହୀ ଯନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

କେନ୍ଦୁଝରଗଡ଼: ଗ୍ରୀଷ୍ମ ଋତୁରେ କୌଣସି ପରିସ୍ଥିତିରେ ବିଦ୍ୟୁତକାଟ ହେବନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରତିକ୍ରିୟା ରଖୁଥିବା ବେଳେ କେନ୍ଦୁଝର ଜିଲାରେ ମରାମତି ଆଳରେ ଦିନକୁ ୧୦ରୁ…
Read More...

ଘସିପୁରା ନିର୍ବାଚନ ମଣ୍ଡଳୀରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟନ୍ତ ହୋଇଥିବା ଅଭିଯୋଗ ହୋଇଛି। ଗତ ବର୍ଷେବ୍ୟାପୀ ଶାସକ ବିଜେଡି ଦଳ ପକ୍ଷରୁ ଯେଭଳି ଭାବେ ନୀରିହ ଜନତାଙ୍କ ଉପରେ ଆକ୍ରମଣ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮.. ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮.. ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା.. ମୁଖ୍ୟମନ୍ତ୍ରୀ ନବୀନ…
Read More...

ପଖନମୁଣ୍ଡା ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କଠାରୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୩ ପାଇଛି। ଜଙ୍ଗଲ,…
Read More...

ଭାରସାମ୍ୟ ହରାଇ ଓଲଟିଲା ଆଜବେଷ୍ଟସ୍ ବୋଝେଇ ଟ୍ରକ, ୨ ଗୁରୁତର

ଜି.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପଣସବାଙ୍କୀ ବୁଲାଣିରେ ମଙ୍ଗଳବାର ଏକ ଆଜବେଷ୍ଟସ୍ ବୋଝେଇ ଟ୍ରକ ଓଲଟି ପଡିଛି। ଫଳରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ, କେନ୍ଦୁଝରରୁ ଏକ…
Read More...

ବାହାନଗା ରେଳ ଦୁର୍ଘଟଣା: ଚିହ୍ନଟ ୩୯ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧.୯୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡ଼ିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ…
Read More...

ଲୁଣାନଦୀରେ ଛାତ୍ରଙ୍କ ସଲିଳ ସମାଧି

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ପଞ୍ଚାୟତର ଅଣସରପୁର ଗ୍ରାମର ଅଜୟ ସାହୁ ପ୍ରତିଦିନ ଭଳି ମଙ୍ଗଳବାର ସକାଳୁ ପୁଅ ଓ ପୁତୁରାକୁ ନେଇ ଅସୁରେଶ୍ଵର ଲୁଣାନଦୀର ପୁବଂଶ ଡାକବଙ୍ଗଳା ଘାଟକୁ…
Read More...

କଳାହାଣ୍ଡି ମେଡ଼ିକାଲ କଲେଜକୁ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରାଯାଇଥିବାରୁ ଆଦିବାସୀ ସଂଘର କୃତଜ୍ଞତା

ଭବାନୀପାଟଣା : କଳାହାଣ୍ଡି ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇ ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିବା ପାଇଁ ଆଦିବାସୀ ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ସମେତ ଅନ୍ୟାନ୍ୟ ଆଦିବାସୀ ସଂଘ…
Read More...

୬ ଦିନ ହେବ ସାମୂହିକ ଛୁଟିରେ ଅମଲା; ଜନସାଧାରଣ ହନ୍ତସନ୍ତ

ଭବାନୀପାଟଣା: ଆଜକୁ ୬ ଦିନ ହେବ ସମୂହ ଛୁଟିରେ ରହିଛନ୍ତି ଅମଲା। ଏକ ଦଫା ଦାବି ନେଇ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଆହ୍ୱାନକ୍ରମେ ଜୁନ ୧ ତାରିଖରୁ ସେମାନେ ଛୁଟିରେ ରହିଛନ୍ତି। ଜିଲ୍ଲାପାଳଙ୍କ…
Read More...

ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ମୃତକ ତଥା ଅକର୍ମଣ୍ୟ ପରିବାରଙ୍କୁ ଚାକିରି ମିଳୁ: କଂଗ୍ରେସ

ଭୁବନେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଏଥିସହ ପ୍ରାଣ ହରାଇଥିବା ଓ ପଙ୍ଗୁ ହୋଇଯାଇଥିବା ପରିବାରରୁ ଜଣଙ୍କୁ ଚାକିରି ଦେବା ପାଇଁ ମଧ୍ୟ ଦଳ…
Read More...

ଯାଜପୁରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଯାଜପୁର : ଯାଜପୁର ଜିଲା ପରିଷଦ ସମ୍ମିଳନୀ କକ୍ଷଠାରେ ସୋମବାର ପୂର୍ବାହ୍ନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଅଭିଯୋଗ ଶୁଣାଣିରେ ଅଧ୍ୟକ୍ଷତା କରି ଜିଲାର…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା.. ଓଁକାରେଶ୍ବର ମନ୍ଦିର ନିକଟରେ ବସ ଧକ୍କାରେ ୩ ମୃତ.. ବାହାନଗା ରେଳ ଦୁର୍ଘଟଣା ନେଇ ଥାନାରେ ଏତଲା.. ବାଲେଶ୍ବର ଜିଆରପି ଥାନାରେ ଏତଲା ପରେ ମାମଲା ରୁଜୁ.. ବାଲେଶ୍ବର ଜିଆରପି…
Read More...

ଚାରିଛକରେ ପିଇବା ପାଣି ସମସ୍ୟା

ହରଭଙ୍ଗା: ଡହ ଡହ ଖରା ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କୁ କଲବଲ କରୁଛି। ପାଣି ଟୋପାଏ ପାଇଁ ସକାଳ ହେଲେ ନଳକୂପ, କୂଅ ଚାରିପାଖରେ ଲୋକଙ୍କ ଭିଡ଼ ଜମୁଛି। ପ୍ରକଳ୍ପ ଥାଇ ଲୋକଙ୍କୁ ଦୁଇ ଓଳି କେଉଁଠି ପାଣି ମିଳୁନି ତ ଆଉ…
Read More...

ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା; ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାଲଲାରେ ସୋମବାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ହାଇକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ସିସୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ…
Read More...

ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କ୍‌ସନରେ ରହିଲା ଜୁନାଗଡ଼ରୋଡ଼-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ୍

ଲାଞ୍ଜିଗଡ: ଦୀର୍ଘ ଦିନର ଦାବି ଓ ଅଭିଯୋଗ ଶେଷରେ ଫଳପ୍ରଦ ହୋଇଛି। ଅଞ୍ଚଳର ଲକ୍ଷାଧିକ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାର ଏକମାତ୍ର ରେଳ ଜଙ୍କ୍‌ସନ ଲାଞ୍ଜିଗଡ଼ରୋଡ଼ଠାରେ ରବିବାର ରାତିରେ…
Read More...

ଆଉ ନାହାନ୍ତି ମହାଭାରତର ଶକୁନୀ ମାମୁଁ

ମୁମ୍ବଇ: ଦୁନିଆରୁ ବିଦାୟ ନେଲେ ମହାଭାରତର ଶକୁନୀ ମାମୁଁ। ହିନ୍ଦୀ ସିନେ ଶିଳ୍ପ ସହ ଧାରାବାହିକ ଜଗତକୁ ଏକ ଶକ୍ତ ଧକ୍କା ଦେଇଛି ଏହି ଖବର। ମହାଭାରତ ଧାରାବାହିକରେ ଶକୁନୀ ମାମୁଁ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ…
Read More...

ପ୍ରଦୂଷଣର ବିଷ ବଳୟରେ ଇବ୍‌‌ ଉପତ୍ୟକା; ରେଙ୍ଗାଲି ଶିଳ୍ପାଞ୍ଚଳରୁ ପ୍ରତ୍ୟହ ନିର୍ଗତ ହେଉଛି ୧୦,୩୨୦ ମେଟ୍ରିକ୍‌‌ ଟନ୍‌‌…

ରେଙ୍ଗାଲି: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍‌‌ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଗତାନୁଗତିକ ଧାରାରେ ସଭା ସମିତି, କର୍ମଶାଳା ଆୟୋଜିତ ହୋଇ ବଡବଡ ନେତା ଏବଂ ସରକାରୀ ଅଧିକାରୀ ତଥା…
Read More...

ଖଣି ଓ ଶିଳ୍ପ ଆଳରେ ବଳିପଡୁଛି ଜଙ୍ଗଲସମ୍ପଦ; ପରିବେଶ ସୁରକ୍ଷା ଏକ ଆହ୍ୱାନ

କେନ୍ଦୁଝରଗଡ଼: ଜୁନ ୫ ତାରିଖକୁ ବନବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇ ଆସୁଛି। ଜିଲା ପରିବେଶ ସମିତି ଓ କେନ୍ଦୁଝର ବନଖଣ୍ଡ ମିଳିତ ସହଯୋଗରେ ଜିଲା ମୁଖ୍ୟାଳୟରେ ଏହି ଦିବସ ପ୍ରତିବର୍ଷ ଚିରାଚରିତ…
Read More...

ରକ୍ତ କର୍କଟରେ ପୀଡ଼ିତ ବାଳକକୁ ଆର୍ଥିକ ସହାୟତା ପ୍ରଦାନ କଲେ ପୂର୍ବତନ ବିଧାୟିକା

ରେଙ୍ଗାଲି: ସମ୍ବଲପୁର ନିର୍ବାଚନ ମଣ୍ଡଳୀରର ପୂର୍ବତନ ବିଧାୟିକା ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଓ ବିଜେଡି ପ୍ରବକ୍ତା ଡଃ ରାସେଶ୍ୱରୀ ପାଣିଗ୍ରାହୀ ରକ୍ତ କର୍କଟରେ ଆକ୍ରାନ୍ତ ବାଳକ ଇଶାନ୍ତ…
Read More...

ବାପା-ମାଆ ଛେଉଣ୍ଡ ୩ ପିଲାଙ୍କ ଦାୟିତ୍ୱ ନେଲେ ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର: ଯାଜପୁର ଜିଲା ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତର ପ୍ରମୋଦ ନାଥ ଏବଂ ତାଙ୍କ ପତ୍ନୀଙ୍କର ଅକାଳ ମୃତ୍ୟୁ ପରେ ବେସାହାରା ହୋଇଯାଇଛନ୍ତି ତାଙ୍କର ୨ ଝିଅ ଏବଂ ଏକମାତ୍ର ଶିଶୁପୁତ୍ର। ବାପା-ମାଆ ଛେଉଣ୍ଡ ତିନି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ନେଇ ଆନ୍ଧ୍ର ସାରକାରଙ୍କ ପକ୍ଷରୁ ସହାୟତା ଘୋଷଣା.. ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା.. ଗୁରୁତରଙ୍କୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ…
Read More...

ବାହାନଗା ଟ୍ରେନ୍‌ ଦୁର୍ଘଟଣା; ସହାୟତା ଘୋଷଣା କଲେ ଆନ୍ଧ୍ର ସରକାର

ଡେସ୍କ: ବାଲେଶ୍ବର ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଆନ୍ଧ୍ର ସରକାର। ରବିବାର ‌ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିଜ ରାଜ୍ୟର ମୃତାହତଙ୍କ ପାଇଁ…
Read More...

ପୁରୀ ସମୁଦ୍ରରେ ବୁଡ଼ି ନାବାଳକ ମୃତ, ୨ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ପୂର୍ଣ୍ଣମୀ ଯୋଗୁ ସମୁଦ୍ର ଜୁଆରିଆ ଥିବା ବେଳେ ରବିବାର ନିରଜ ଚାନ୍ଦ(୧୪) ନାମକ ନାବାଳକ…
Read More...

ସାରଥୀ ଧାମରେ ସ୍ନାନଯାତ୍ରା

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ସାରଥୀ ଧାମରେ ଦେବ ସ୍ନାନ ଉତ୍ସବ ପାଳନ କରାଯାଇଛି। ପରିଚାଳକ, ମୁଖ୍ୟ ପୁରୋହିତ, ପୂଜକ ଓ ଅଠର ଜଣ ଦଇତାପତିଙ୍କୁ ନେଇ ବିଧି ପୂର୍ବକ ମହାପ୍ରଭୁଙ୍କ ସ୍ନାନଯାତ୍ରା…
Read More...

ଦେବସ୍ନାନ ପୂର୍ଣ୍ଣିମାରେ ଅଘଟଣ; ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। ଶ୍ରୀମନ୍ଦିର ଭିତରେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଜଣକ…
Read More...

ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା: ୩ ମୃତ, ୫ ଗୁରୁତର

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେର ଶାସନ ଥାନା ଅନ୍ତର୍ଗତ ପ୍ରଧାନପାଲି ନିକଟସ୍ଥ ଏଲ ଆଣ୍ଡ ଟି ଟୋଲ୍ ପ୍ଲାଜା ନିକଟରେ ରବିବାର ଘଟିଛି ଏକ ସଡକ ଦୁର୍ଘଟଣା। ଏଥିରେ ୩ ଜଣଙ୍କ…
Read More...

ଦ୍ୱିତୀୟ ଦିନରେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ; ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

କେନ୍ଦୁଝରଗଡ଼: ରାଜ୍ୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତିକ୍ରମେ ୪୨୦୦ଟଙ୍କା ଗ୍ରେଡ ପେ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ରାଜ୍ୟବ୍ୟାପୀ ଅମଲାମାନଙ୍କ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ଦ୍ୱିତୀୟ ଦିନରେ…
Read More...

ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳିଠୁ ବଳିପଡ଼ିଛି ଅଘୋଷିତ ବିଦ୍ୟୁତ କାଟ; ଆନ୍ଦୋଳନ ପାଇଁ ଉପଭୋକ୍ତା ମହଲରେ ସଜବାଜ 

କେନ୍ଦୁଝରଗଡ଼: ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିରୁ କେନ୍ଦୁଝର ଜିଲା ମଧ୍ୟ ବାଦ୍‌‌ ପଡ଼ିନଥିବା ବେଳେ ଅତି ଆବଶ୍ୟକ ନଥିଲେ ଦିନ ୯ଟା ପରେ ଘରୁ…
Read More...

୧୨ଦଫା ଦାବିରେ ଟିପିଏନଓଡିଏଲ କର୍ମଚାରୀଙ୍କ ଧାରଣା

କେନ୍ଦୁଝରଗଡ଼: ୧୨ଦଫା ଦାବିରେ ପାୱାର ଏମ୍ପ୍ଲଇଜ୍‌‌ ୟୁନିୟନ କେନ୍ଦୁଝର ଶାଖା ପକ୍ଷରୁ ଟିପିଏନଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର କର୍ମଚାରୀମାନେ ଧାରଣା ଦେଇଛନ୍ତି। ୨୦୨୧ ପରଠାରୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଶ୍ରୀମନ୍ଦିରରେ ୧୬ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ.. ଆଜି ରାତି ୧୦ଟାରୁ କାଲି ଦିନ ୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ.. ଦେବସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ.. ଶ୍ରୀଲଙ୍କାର ଅଭିଯୋଗ- ଭାରତୀୟ…
Read More...

ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପରିବେଶ; ନିଆଁରେ ଘିଅ ଢାଳୁଛି ବେଆଇନ ଇଟାଭାଟିର ଝାସ

ରେଙ୍ଗାଲି: ଗ୍ରୀନ୍‌‌ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଏବଂ ସରକାରୀ ନିୟମ କାନୁନକୁ ଖାତିର ନକରି ରେଙ୍ଗାଲି ତହସିଲ ଅଞ୍ଚଳରେ ଯିଏ ଯେଉଁଠି ପାରିଲା ଇଟାଭାଟି ସ୍ଥାପନ କରି ବ୍ୟବସାୟିକ ଭିତ୍ତିରେ ଇଟା ପ୍ରସ୍ତୁତ କରୁଛନ୍ତି।…
Read More...

ଶ୍ରୀଲଙ୍କାର ଅଭିଯୋଗ- ଭାରତୀୟ ଆଇଡ୍ରପ୍‌ ଦ୍ବାରା ୩୫ ଲୋକଙ୍କ ଆଖିରେ ସଂକ୍ରମଣ, ଭାରତରେ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଭାରତୀୟ ଆଇ ଡ୍ରପ୍‌ ଯୋଗୁ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଭାରତ ନିର୍ମିତ ଔଷଧର ଯାଞ୍ଚ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ…
Read More...

ସଲମାନଙ୍କ ‘ଟାଇଗର୍‌-୩’ ସେଟ୍‌ରେ ଶାହରୁଖଙ୍କ ‘ପଠାନ୍‌’ ଲୁକ୍; ଲିକ୍‌ ଭିଡିଓ ଦେଖି ପ୍ରଶଂସକ ଉତ୍ସାହିତ

ନୂଆଦିଲ୍ଲୀ: ‘ପଠାନ୍‌’ରେ ଶାହରୁଖ ଖାନ୍‌ ଓ ସଲମାନ ଖାନ୍‌ଙ୍କ ଯୋଡ଼ି ‘ଟାଇଗର୍‌-୩’ରେ ଦେଖିବାକୁ ମିଳିବ। ପ୍ରଶଂସକମାନେ ଉତ୍ସାହର ସହିତ ଏଥିପାଇଁ ଅପେକ୍ଷା କରିଛନ୍ତି। ଇତି ମଧ୍ୟ​‌ରେ ଏକ ଭିଡିଓ ସାମ୍ନାକୁ ଆସିଛି,…
Read More...

ଆଜମଗଡ଼ ରେଳ ଷ୍ଟେସନକୁ ବୋମାରେ ଉଡ଼ାଇବାକୁ ଧମକ; ଚାରିଆଡ଼େ ପୁଲିସ ଛାଉଣି

ଆଜମଗଡ଼: ୟୁପି ପୁଲିସର ଡାଏଲ୍ ୧୧୨ରେ ଆଜମଗଡ ରେଳ ଷ୍ଟେସନକୁ ବୋମାରେ ଉଡ଼ାଇବାକୁ ଧମକଭରା କଲ୍‌ ପାଇବା ପରେ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ରେଳ ଷ୍ଟେସନ ପରିସରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ପାଖାପାଖି…
Read More...

କାର-ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ପରଜଙ୍ଗ ହାତୀଲୋଚାଣୀ ଛକ ନିକଟରେ ଏକ ବାଇକ ସହ କାର ମୁହାଁ ମୁହିଁ ଧକ୍କା ହୋଇଛି। ଫଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।…
Read More...

୪୨୦୦ଟଙ୍କା ଗ୍ରେଡ ପେ ଓ ଲେଭେଲ-୯ ଦାବିରେ ଆନ୍ଦୋଳନ ତେଜିଲା, ସମୂହ ଛୁଟିରେ ଅମଲା

କେନ୍ଦୁଝରଗଡ଼: ରାଜ୍ୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତିକ୍ରମେ ଅମଲାଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଓ କମ୍ପ୍ୟୁଟର ଥାଇ ସୁଦ୍ଧା ମୂଳ ଦରମା ଗ୍ରେଡ୍‌ ପେ ୧୯୦୦ ସହ ଲେଭେଲ-୪ରେ ଥିବା ଅସଙ୍ଗତିକୁ ଦୂର କରି…
Read More...

ପିତୃହନ୍ତା ପୁଅର ମୃତଦେହ ନଦୀରୁ ଉଦ୍ଧାର 

ନର୍ଲା: ନର୍ଲା ବ୍ଲକ କୁରୁମେଲ ପଞ୍ଚାୟତର କୁରୁମେଲ ଗାଁରେ ଗତ ମଙ୍ଗଳବାର ସଂଧ୍ୟା ୭ଟା ସମୟରେ ବାପା ନନ୍ଦକିଶୋର ନିଜ ଘରେ ଭୋଜନ କରୁଥିବା ବେଳେ ପୁଅ ପୁରୁଷୋତ୍ତମର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଥିଲେ। ଏହି ଘଟଣା ଲୋକଙ୍କ…
Read More...