www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ଶିକ୍ଷା ୨୦୨୩ର ପରୀକ୍ଷା ଫଳ.. +୨ କଳାରେ ଉତ୍ତୀର୍ଣ୍ଣ ହାର ୭୮.୮୮%, ପାସ କରିଛନ୍ତି ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ..

ଟ୍ୱିଟର ପରେ ଏବେ ଫେସ୍‌ବୁକ୍‌.. ବ୍ଲୁଟିକ୍‌ ପାଇଁ ନେବ ଟଙ୍କା..

- Advertisement -

ଫ୍ରାନ୍ସର ଅନେସୀ ସହରରେ ପିଲାଙ୍କୁ ଛୁରୀରେ ଆକ୍ରମଣ.. ୫ ଗୁରୁତର..

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ .. ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା.. ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ..

ସିଟି ଓ ଜିଏସ୍‌ଟି ବିଭାଗର ଚଢ଼ାଉ.. ବରଗଡ଼ ଓ ସମ୍ବଲପୁରରେ ଟାକ୍ସ ଫାଙ୍କିବା ଅଭିଯୋଗରେ ଚଢ଼ାଉ..

ଯାଜପୁର ଚୂନଭାଟିରେ ଟ୍ରେନ୍‌ ମାଡ଼ିଯିବା ଘଟଣା.. ୬ ଶ୍ରମିକଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ..

ବାହାନଗା ରେଳ ଦୁର୍ଘଟଣା.. ଭଙ୍ଗାଯିବ ବାହାନଗା ଉଚ୍ଚବିଦ୍ୟାଳୟ ଘର .. ବିଦ୍ୟାଳୟ ପରିଦର୍ଶନବେଳେ ସୂଚନା ଦେଲେ ବାଲେଶ୍ବର ଜିଲାପାଳ..

ବାହାନଗା ରେଳ ଦୁର୍ଘଟଣା.. ଏମ୍‌ସରୁ ୮୦ ମୃତଦେହ ହସ୍ତାନ୍ତର..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories