ହଜିଯାଉଛି ଗୋଚର ଜମି

ଆଗଲପୁର : ଆଗଲପୁର ତହସିଲ ଅଧିନରେ ୬ ଟି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ସେଗୁଡିକ ହେଲା ଆଗଲପୁର, ବାବୁଫାସଡ, ଭରସୁଜା, ଡୁଡୁକା, ସାଲେଭଟା,ବେନ୍ଦ୍ରା ରାଜସ୍ୱ କାର୍ଯ୍ୟାଳୟମାନଙ୍କ ଅଧିନରେ ସରକାରୀ…
Read More...

ଚିନ୍ତାରେ ଚାଷୀ : ଲୋଇସିଂହା ପେକ୍ସରେ ଧାନ କିଣାଯାଇ ପାରୁ ନାହିଁ

ଲୋଇସିଂହା : ଲୋଇସିଂହାରେ ଚାଷୀଙ୍କଠାରୁ ଧାନ କିଣା ଯିବା ପାଇଁ ମଣ୍ଡି ଆରମ୍ଭ ହେଲା। ଚାଷୀମାନେ ପ୍ରାୟ ୪/୫ ଦିନ ହେଲା ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ଆଣିଲେ। ଧାନ ଉଠାଇବା ପାଇଁ ଦୁଇଟି ମିଲକୁ ନିର୍ଦ୍ଦେଶ…
Read More...

ରେଞ୍ଜରଙ୍କ ଜଙ୍ଗଲ ରାଜ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ

ବଲାଙ୍ଗିର/ଟିଟିଲାଗଡ : ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ବନ ବିଭାଗ ରେଞ୍ଜର ପ୍ରଶାନ୍ତ କୁମାର ନାୟକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ଭିଜିଲାନ୍ସ ବିଭାଗ ଚଢଉ କରିଥିଲା। ଟିଟିଲାଗଡ ହାଟପଦାପଡ଼ା,…
Read More...

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର କର୍ମଶାଳା

ପିପିଲି : ପୁରୀ ଜିଲା ଶିଶୁ ସୁରକ୍ଷା ଶାଖା ପକ୍ଷରୁ ପିପିଲି ବ୍ଲକ ସ୍ତରୀୟ ବାଲ୍ୟ ବିବାହ ନିରୋଧ କମିଟି ଓ ଶିଶୁ ସୁରକ୍ଷା କମିଟିର ମିଳିତ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପିପିଲିର ଅତିରିକ୍ତ ବିଡିଓ…
Read More...

ଦର୍ପଙ୍କିଆ ଜଙ୍ଗଲରେ ଛୁଆ ହାତୀର ମୃତ୍ୟୁ

ଭଂଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ଦର୍ପିଙ୍କିଆ ଜଙ୍ଗଲରେ ଏକ ଛୁଆ ହାତୀର ମୃତ ଘଟିଛି। ମୃତ ଛୁଆ ହାତୀଟିର ବୟସ ୫ ବର୍ଷ ହେବ ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି। ଗୁରୁବାର ବିଳମ୍ବିତ ରାତିରେ…
Read More...

ବିଏସ୍‌ଏନ୍ଏଲ୍ ସେବାରୁ ବଞ୍ଚିତ ମୋହନା ବ୍ଳକବାସୀ, ପଦାଧିକାରୀ ନିରବଦ୍ରଷ୍ଟା

ମୋହନା : ବିଭିନ୍ନ ସମୟରେ ବିଏସ୍‌ଏନ୍ଏଲ୍ ସେବାରୁ ବଞ୍ଚିତ ହେଉଛନ୍ତି ମୋହନା ବ୍ଳକବାସୀ । ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ ଏଠି କେହି ନାହାନ୍ତି। କୌଣସି କାରଣରୁ ଅସାବଧାନତା ବଶତଃ ମୋବାଇଲ ହଜିଗଲେ କିମ୍ଵା…
Read More...

ଗଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୧୩ ଦଫା ଦାବିପତ୍ର ପ୍ରଦାନ

ଦେବଗଡ଼ : ଓଡିଶାର ଅନୁସୂଚିତ ଜନଜାତି ମାନଙ୍କର ବିଭିନ୍ନ ସାମ୍ବିଧାନିକ ଅଧିକାର ସମ୍ବଳିତ ୧୧ ଦଫା ଦାବିରେ ସମ୍ମିଳିତ ଆଦିବାସୀ ସମାଜ ଓ ଅଖିଳ ଭାରତୀୟ ଗଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ…
Read More...

ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ: ବିରୋଧ ବେଳେ ୧୪ ଗିରଫ 

ଦେବଗଡ଼ : ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍.ଏଚ୍.ଏ.ଆଇ.) ପକ୍ଷରୁ ମୁମ୍ବାଇ-କୋଲକାତା ସଂଯୋଗକାରୀ ୪୯ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଥିବା ବେଳେ ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ଗ୍ରାମରେ…
Read More...

କୋଭିଡ ଯୋଦ୍ଧା ମନୋରଞ୍ଜନଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍

ବଲାଙ୍ଗିର : କୋଭିଡ ଯୋଦ୍ଧା ପାଟଣାଗଡ ଥାନାରେ ଟାଉନ୍ ହାବିଲଦାର ମନୋରଞ୍ଜନ ବାରିକ(୪୦)ଙ୍କର ମୃତ୍ୟୁ ପରେ ଗୁରୁବାର ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।  ଗତ କିଛି ଦିନ ତଳେ ଶ୍ରୀ ବାରିକ…
Read More...

ବହୁ ପ୍ରତୀକ୍ଷିତ କେନ୍ଦୁଗୁଡା ଘାଟ ପାଇଁ ପୋଲ ନିର୍ମାଣ ପାଇଁ ଆର୍ଥିକ ମଞ୍ଜୁରୀ ସ୍ୱୀକୃତ

କଲମପୁର : ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ଜଳଭଣ୍ଡାରର ମହୁଲପାଟଣା କେନ୍ଦୁଗୁଡା ଘାଟ ଠାରେ ପୋଲ ନିର୍ମାଣ ବ୍ୟବସ୍ଥାକୁ ସରକାରଙ୍କ ତରଫରୁ ଆର୍ଥିକ ସ୍ୱୀକୃତି ମିଳିଛି। ୫୪ କୋଟି ୯୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ…
Read More...

‘ପରୀ’ଆତ୍ମାର ସଦ୍‌ଗତି ଓ ନ୍ୟାୟ ପାଇଁ ଦୀପଦାନ

ବୋଲଗଡ଼ : ସାରା ରାଜ୍ୟରେ କୁନି ଝିଅ ‘ପରୀ’ର ହତ୍ୟାକୁ ନେଇ ତାତି ତଥା ଚର୍ଚ୍ଚା ଜୋର ଧରିଛି। ଏପରିକି ପରୀ ସମ୍ପର୍କରେ ରାଜ୍ୟ ବିଧାନସଭାରେ ଖୁବ୍ ସରଗରମ ବିତର୍କ ହୋଇସାରିଛି। ମାତ୍ର ଗୋଟିଏ ନିରୀହ, ନିଷ୍ପାପ ଜୀବନ…
Read More...

ଲାଞ୍ଚ ନେବା ବେଳେ କୋକସରା ସିଡିପିଓଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା/ଧର୍ମଗଡ଼ : କଳାହାଣ୍ଡି ଜିଲା ଅନ୍ତର୍ଗତ କୋକସରା ବ୍ଲକ ସିଡିପିଓ ଜୟନ୍ତୀ ମହାନ୍ତି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।…
Read More...

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ବାଙ୍କୀ : ଗ୍ରାମାଞ୍ଚଳରେ ମାନସିକ ରୋଗୀଙ୍କୁ ଚିକିତ୍ସା କରିବା ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରାରମ୍ଭିକ ଚିକିତ୍ସା ସେବା ପ୍ରଦାନ ପରିପ୍ରେକ୍ଷୀରେ ଗୁରୁବାର ଦିନ ସୁବର୍ଣ୍ଣପୁର ଗୋଷ୍ଠୀ…
Read More...

ବିଦ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ମାଝୀପଡ଼ା : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଂଚାୟତର ମାଝୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। କରୋନା  ମାହାମାରୀ ଯୋଗୁଁ ବିଦ୍ୟାଳୟ…
Read More...

ଡୁମୁରିଆ ଅଞ୍ଚଳରେ ହାତୀ ଉପଦ୍ରବ, ଉଜାଡି ଦେଲେ ପନିପରିବା ଚାଷ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନ୍ୟାଞ୍ଚଳ ଅନ୍ତର୍ଗତ ଡୁମୁରିଆ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ୨୧ ଘରିଆ ବଣୁଆ ହାତୀ ପଲ ପଶି ବ୍ୟାପକ ପନିପରିବା ଚାଷ ନଷ୍ଟ କରିଛନ୍ତି । ଗାଁରେ ପଶି ଏହି ହାତୀ ପଲ ଜମିରେ ଲଗା…
Read More...

କଂଟାବାଞ୍ଜି ରେଳଷ୍ଟେସନରୁ ୭୪ଜଣ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଞ୍ଜି : କଂଟାବାଞ୍ଜି ରେଳଷ୍ଟେସନରୁ ଜିଆରପି ପୁଲିସ ୭୪ ଜଣ ଦାଦନ ଶ୍ରମିକଙ୍କ ସହ ୧୩ ଜଣ ଶିଶୁକୁ ଉଦ୍ଧାର କରିଛି। ସମସ୍ତ ଦାଦନ ଶ୍ରମିକମାନଙ୍କୁ ସ୍ଥାନୀୟ ପୁଲିସ ସହାୟତାରେ ନିଜ ନିଜ ର ଗାଁକୁ ପଠାଇ ଦିଆଯାଇଛି।…
Read More...

ଲଙ୍କାଗଡ଼ରେ ଲଙ୍କାରାଜ ! ୧୦ ବର୍ଷ ହେଲା ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି

ଫୁଲବାଣୀ/ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ଲଙ୍କାଗଡ଼ ପଂଚାୟତରେ ଚାଲିଛି ଲଙ୍କାରାଜ୍। ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କ ପାଇଁ ଅଞ୍ଚଳର ବାସ୍ତବ ହିତାଧିକାରୀ ଓ…
Read More...

ପୁଣି ବଡବାହାଳ ରେଂଜ ଅଂଚଳରେ ଅବାଧ ବନ୍ୟଜନ୍ତୁ ଶିକାର

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ ଦିନକୁ ଦିନ ବନ୍ୟଜନ୍ତୁ ଶିକାର ବଢିବାରେ ଲାଗିଛି। ସୋମବାର ଏହି ବନଖଣ୍ଡର ବଡବାହାଳ ରେଂଜ ଚୁଡାପୁଡୁଗ ଗ୍ରାମରେ ବନବିଭାଗ ଚଢଉ କରି ଅବାଧ ବନ୍ୟଜନ୍ତୁ ଶିକାର ଅଭିଯୋଗରେ…
Read More...

ଉଧାରି ମଗାକୁ କେନ୍ଦ୍ର କରି ମା-ପୁଅକୁ ଆକ୍ରମଣ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ମଙ୍ଗଳବାର ରାତିରେ ଉଧାରି ମଗାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି। ଦୋକାନୀ ଉଧାରି ନ ଦେବାରୁ ପୂର୍ବତନ ସମିତି ସଭ୍ୟ ଲିଙ୍ଗରାଜ ସାହୁଙ୍କ ପତ୍ନୀ…
Read More...

ରାସନ କାର୍ଡ ଖଣ୍ଡେ ପାଇବା ପାଇଁ କାର୍ଯ୍ୟାଳୟ ଘୁରି ବୁଲୁଛନ୍ତି ଗରିବ ହିତାଧିକାରୀ

ଫୁଲବାଣୀ : ଯୋଗ୍ୟ ହିତାଧିକାରୀମାନେ ଯେଭଳି ରାଜ୍ୟ ସରକାରଙ୍କ କୌଣସି ଯୋଜନାରୁ ବଂଚିତ ହେବେ ନାହିଁ ସେଥିପାଇଁ  ବ୍ଳକ ପ୍ରଶାସନ ହେଉ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସମୟ ସମୟରେ ବିଭିନ୍ନ ପ୍ରକାର ସଚେତନ ସଭା ସମିତି…
Read More...

ମହାନଦୀ ଜଳ ପ୍ରଦୂଷିତ, ଲୋପ ପାଇଲାଣି ଅନେକ ପ୍ରଜାତିର ମାଛ

ବିନିକା  : ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳ ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀର ନୀଳ ଜଳରାଶି ଏବେ କିଛି ବର୍ଷ ହେଲା ଦୂଷିତ ହେବାରେ ଲାଗିଛି। ଏହାର ପାଣି ଏବେ ପ୍ରଦୂଷିତ ହେଉଛି। ଉପର ମୁଣ୍ଡରୁ ତଳମୁଣ୍ଡ…
Read More...

୧୪୩ ଆଣ୍ଟିଜେନ ପରୀକ୍ଷଣରୁ ୨ କରୋନା ଆକ୍ରାନ୍ତ

ଆଠଗଡ : ଆଠଗଡ ବ୍ଲକ ଅଞ୍ଚଳରେ ବୁଧବାର ୩ଟି ସ୍ଥାନରେ ୧୪୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ବ୍ରହ୍ମପୁର ଗୋଷ୍ଠୀ…
Read More...

ଗୋପବନ୍ଧୁ ମହିଳା କଲେଜରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ ଆନୁକୁଲ୍ୟରେ ମଙ୍ଗଳବାର ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଚେତନତା ସଭାରେ ପୌରୋହିତ୍ୟ କରି ଅଧ୍ୟକ୍ଷା ମମତା…
Read More...

ଅସ୍ୱାଭାବିକ ଭାବେ ବଢୁଛି ପେଟ ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଫୁଲବାଣୀ : ବୟସ ଆସି ପହଞ୍ଚିଲାଣି ୧୪ ବର୍ଷରେ। କିନ୍ତୁ ଦିନକୁ ଦିନ ଅସ୍ୱାଭାବିକ ଭାବେ ବଢିବାରେ ଲାଗିଛି ପେଟ। ହେଲେ ଚିକିତ୍ସା ହୋଇ ପାରୁନାହିଁ। ଅର୍ଥ ସାଜିଛି ଚିକିତ୍ସା ପାଇଁ ବାଧକ। ପରିବାର କହିଲେ ବିଧବା ମାଆ।…
Read More...

କରୋନା ପାଇଁ ଡଙ୍ଗା ଭସାଣ ମନା ; ଲୋକେ ପାଣି ଭର୍ତ୍ତି ଟବରେ ଭସାଇଲେ ଡଙ୍ଗା

ବେଗୁନିଆ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଧର୍ମମାସ କାର୍ତିକ ଶେଷ ହୋଇଛି । ଏହି ଉପଲକ୍ଷେ ଡଙ୍ଗା ଭସକ୍ଷଣର ଏକ ମାହାତ୍ମ୍ୟ ରହିଛି । ଏହିଦିନ ସାଧବ ପୁଅ ମାନେ ବିଦେଶକୁ ଯାତ୍ରା କରି ଦେଶକୁ ଧନ ଦୌଲତରେ…
Read More...

ଏଲ୍ଏଣ୍ଡଏସ୍ କ୍ଲବର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର

ବଲାଙ୍ଗିର : ବଲାଙ୍ଗିର ସହରର ସର୍ବ ପୁରାତନ ଲିଟେରେରି ଏଣ୍ଡ ସୋସିଏଲ କ୍ଲବ। ଶହେ ବର୍ଷରୁ ଉର୍ଦ୍ଧ ହୋଇ ସାରିଥିବା ଏହି କ୍ଲବର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ସୁରକ୍ଷିତ ରଖିବା ପାଇଁ ୫୦ଲକ୍ଷ ଟଙ୍କାର ଅନୁଦାନ ରାଶି…
Read More...

ଅଜଣା ଗାଡି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର : ପାଟଣାଗଡ ଥାନା ବାନ୍ଧନଭାଡି ଗାଁର ରାଧାକାନ୍ତ ପୁଟେଲଙ୍କ ପୁଅ ଆକାଶ ପୁଟେଲ। ଆକାଶ ଧୁମାଭଟା କଲେଜର ଯୁକ୍ତ ଦୁଇ ଛାତ୍ର। ରବିବାର ସନ୍ଧ୍ୟା ସାଢେ ୫ଟା ବେଳେ ବାନ୍ଧନଭାଡି ଛକରେ ଠିଆ ହୋଇଥିବା ବେଳେ ଏକ ଅଜଣା…
Read More...

ଭାଙ୍ଗିରୁଜି ଗଲାଣି ମଣିଷ ଗଢା ବିଦ୍ୟାଳୟ ; ଉନ୍ନୟନ କାର୍ଯ୍ୟ ପାଇଁ ପୁରାତନ ଛାତ୍ରଙ୍କ ଅବଦାନ

ଫୁଲବାଣୀ : ଫୁଲବାଣୀ ପୌରାଂଚଳରେ ଥିବା  ଅନ୍ୟତମ ପୁରାତନ ବିଦ୍ୟାଳୟ ପୁଲିସ ଲାଇନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାଙ୍ଗିରୁଜ ଗଲାଣି । ୧୯୫୬ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ସେହି ସମୟର ଛାତ୍ରଛାତ୍ରୀ ମାନେ ପାଠପଢି…
Read More...

ସରକାରଙ୍କ ଦୃଷ୍ଟି ଆଢୁଆଳରେ ସୌନ୍ଦର୍ଯ୍ୟପୂର୍ଣ୍ଣ ବୀଜାଖମନ ଡ୍ୟାମ୍

ବଲାଙ୍ଗିର : ସବୁଜିମା ଭରା ବଲାଙ୍ଗିର ଜିଲା। କିନ୍ତୁ ଆଜି ମଧ୍ୟ ଏମିତି ଅନେକ ଜାଗା ରହିଛି ଯେଉଁଠି ବିକାଶ ହୋଇପାରି ନାହିଁ। ଯେଉଁ ଅଞ୍ଚଳକୁ ଟିକିଏ ସଜେଇ ଦେଲେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରନ୍ତା। ଲୋକଙ୍କ…
Read More...

ମରଣଯନ୍ତା ସାଜିଛି ସୋହେଲା-ପୁରୀ ରାସ୍ତା

ବରପାଲି : ସୋହେଲାରୁ ପୁରୀ ଜଗନ୍ନାଥ ଧାମକୁ ଲମ୍ବି ଯାଇଥିବା ରାଜ୍ୟ ସଡ଼କ ବର୍ତ୍ତମାନ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ବରପାଲି ମାହାତ୍ମାଗାନ୍ଧି ଛକରୁ ସୋହେଲା ପଟକୁ ଯାଉଥିବା ୨୩ କିଲୋମିଟର ସଡ଼କ ଶୋଚନୀୟ…
Read More...

କାର୍ଗିଲରେ ସୁଟିଂ ସମୟରେ ଆଶିକୀ ଅଭିନେତା ରାହୁଲ ରୟଙ୍କ ବ୍ରେନ୍ ଷ୍ଟ୍ରୋକ୍

ମୁମ୍ବାଇ: 'ଆଶିକୀ' ଅଭିନେତା ରାହୁଲ ରୟ ଆଗାମୀ ଚଳଚ୍ଚିତ୍ର ଏଲଏସି: ଲାଇଭ୍ ଦି ବ୍ୟାଟ୍ କାର୍ଗିଲର ସୁଟିଂ ସମୟରେ ବ୍ରୋନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ଆଘାତlର ପୀଡିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ…
Read More...

୧୫° C ତଳେ ଓଡିଶାର ୧୨ଟି ସ୍ଥାନର ତାପମାତ୍ରା; ୨ ଦିନରେ ପାରଦ ଆହୁରି କମିବ

ଭୁବନେଶ୍ୱର: ଓଡିଶାରେ ଶୀତର ଲହରି ଆରମ୍ଭ ହୋଇଯାଇଛି। ମୋଟ୍ ୧୨ଟି ସ୍ଥାନରେ ରାତିର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ କମ୍ ରହୁଥିବା ରେକର୍ଡ କରାଯାଇଛି। ରାଜ୍ୟରେ ସୋନପୁର ଜିଲାରେ ସର୍ବାଧିକ ଶୀତ ପଡୁଥିବା…
Read More...

ନ୍ୟୁଟ୍ରିସନ ଗାର୍ଡେନ ଚାରା ଯୋଗାଣରେ ବ୍ୟାପକ ଦୁର୍ନୀତି !

ଦେବଗଡ଼ : ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନକୁ ଅଧିକ ପୁଷ୍ଟିଯୁକ୍ତ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ନିମନ୍ତେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା…
Read More...

ନାବାଳିକା ଅପହରଣ ଅଭିଯୋଗରେ ୩ ଯୁବକ କୋର୍ଟ ଚାଲାଣ

କଂଟବାଞ୍ଜି : ତୁରେକେଲା ଥାନା ଅଂଚଳରେ ଜଣେ ୧୫ ବର୍ଷିୟ ନାବାଳିକା ଅପହରଣ ଅଭିଯୋଗରେ ତୁରେକେଲା ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରି ବଲାଙ୍ଗିର ସ୍ୱତନ୍ତ୍ର ବିଚାରବିଭାଗୀୟ କୋର୍ଟକୁ ଚାଲାଣ କରିଥିବା ଜଣାପଡ଼ିଛି। ପ୍ରାପ୍ତ…
Read More...

ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବେ ପଶ୍ଚିମ ଓଡ଼ିଶା ଚାଷୀ

ସମ୍ବଲପୁର : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଚାଷୀ କଳା ଆଇନ ବୋଲି ଅଭିହିତ କରିଛନ୍ତି। ଏହି ଆଇନ ବିରୋଧରେ ପଞ୍ଜାବ, ହରିଆନା, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟର ଚାଷୀ ଆନ୍ଦୋଳନ କରୁଥିଲା ବେଳେ ଦେଶର ୪ଶହରୁ…
Read More...

କୁହୁଳୁଛି ଅସନ୍ତୋଷ, ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ସମ୍ବଲପୁର : ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଚାଷୀ ସନ୍ତୋଷଜନକ ଭାବେ ଧାନ କିଣାବିକା କରିପାରୁ ନାହାନ୍ତି। ଟୋକନ ସମସ୍ୟା ଓ ଏକର ପିଛା ଧାନ କିଣାବିକା ପରିମାଣ ଚାଷୀଙ୍କ ପାଇଁ ବିରାଟ ସମସ୍ୟା ସୃଷ୍ଟି କରିଛି।…
Read More...

ଖୁଣ୍ଟାପଡାରେ ରାଧାକୃଷ୍ଣ ବିଗ୍ରହ ପ୍ରତିଷ୍ଠା

ପାଟଣା : ଘଟଗାଁ ବ୍ଲକ ପଇଦାପାଟଣା ପଞ୍ଚାୟତ ଖୁଣ୍ଟାପଡା ଗ୍ରାମରେ ଗତକାଲି ଭଗବାନ ରାଧାକୃଷ୍ଣଙ୍କ ବିଗ୍ରହ ପ୍ରତିଷ୍ଠା କାର୍ୟ୍ୟ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ଠାରୁ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ…
Read More...

ୟଙ୍ଗଷ୍ଟାର ଦିନିକିଆ ଭଲିବଲ ପ୍ରତିଯୋଗିତା ଉଦଘାଟିତ

ପାଟଣା : ଢେଙ୍କିକୋଟ ସନ୍ନିକଟ ସାନ୍ତରାପୁର ୟଙ୍ଗଷ୍ଟାର ଯୁବକ ସଂଘ ପକ୍ଷରୁ ଏକ ଦିବସୀୟ ଭଲିବଲ ପ୍ରତିଯୋଗିତା ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଚମ୍ପୁଆ ଓ ଜାମୁଯୋଡି ସାମ୍ନାସାମ୍ନି  ହୋଇଥିବା…
Read More...

ଦିଲ୍ଲୀରେ କ୍ରିକେଟ ଖେଳିବେ ସାହାରପଡାର ଦିବ୍ୟାଙ୍ଗ ଗଣେଶ ପାତ୍ର

ପାଟଣା : ବିଶ୍ବ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଦିବ୍ୟାଙ୍ଗ କଣ୍ଟ୍ରୋଲ ବୋର୍ଡ ଅଫ ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀ ଠାରେ ଡିସେମ୍ବର ୧୦ ଓ ୧୧ ରେ ବିଶ୍ବ ଦିବ୍ୟାଙ୍ଗ ହୁଇଲ ଚେୟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…
Read More...

ଜିଲ୍ଲା ପୁଲିସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ବାତୁଲା ଗଙ୍ଗାଧରଙ୍କ ନିର୍ଦେଶରେ ଶନିବାର ବିଶ୍ୱନାଥପୁର ଥାନା ପରିସରରେ ଓ ଲାଞ୍ଜିଗଡ ପୁଲିସ ପକ୍ଷରୁ ବେଦାନ୍ତ ମେଡିକାଲ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…
Read More...

ରାଉରକେଲାର ୬ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସଓ ମାନ୍ୟତା, ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଲେ…

ରାଉରକେଲା :  ଗୁଣାତ୍ମକ ସେବା ଓ ସଫଳ ଭିତ୍ତିଭୂମି ପାଇଁ ରାଉରକେଲା ସହରରେ ଥିବା ୬ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କ୍ୱାଲିଟି ମ୍ୟାଜେମେଂଟ ସିଷ୍ଟମ ପାଇଁ ଆଇଏସଓ ୯୦୦୧-୨୦୧୫ ମାନ୍ୟତା ମିଳିଛି। ଏଥିପାଇଁ…
Read More...

ମୁହାଁ ମୁହିଁ ବାଇକ ଧକ୍କାରେ ୩ ଆହତ

ବେଗୁନିଆ : ଶନିବାର ଅପରାହ୍ନରେ ବେଗୁନିଆ ଥାନା ଅନ୍ତର୍ଗତ ବାଗଲପୁର ରେଲୱେ ଓଭରବ୍ରିଜ ନିକଟରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ୩ଜଣ ଆହତ ହୋଇଥିବାର ଜଣାପଡିଛି । ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସଂଗେ…
Read More...

ଦିନ ମଜୁରିଆ ହେମାଲ ସଂଘର ଆନ୍ଦୋଳନ

ବରପାଲି : ମାହାତ୍ମା ଗାନ୍ଧି ଛକ ସମ୍ମୁଖରେ ବରପାଲି ହେମାଲ ସଂଘ ପକ୍ଷରୁ ହେମାଲଦର ବୃଦ୍ଧିକୁ ନେଇ ଆନ୍ଦୋଳନର ଡ଼ାକାରା ଦେବା ସହ ସମୁହ ଧାରଣାରେ ବସିଥିବା ଦେଖାଯାଇଛି। ଶନିବାର ପୁର୍ବାହ୍ନରେ ସ୍ଥାନୀୟ ବଣିକସଂଘ ଦ୍ୱାରା…
Read More...

ଓସ୍ତିଆ ପଞ୍ଚାୟତରେ ଆମ ପୁଲିସ କାର୍ଯ୍ୟକ୍ରମ

ବାଙ୍କୀ : ଶନିବାର ଦିନ ଅପରାହ୍ନରେ ଓସ୍ତିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ ପୋଲିସ ସମିତି, ବାଙ୍କୀ ଥାନା ଅନୁକୂଲ୍ୟରେ ଆମ ପୁଲିସ କାର୍ଯ୍ୟକ୍ରମ ଓ ସଚେତନତା ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କିତ…
Read More...

ଦୋହଲିଲାଣି କରୋନା ଗୋଡ ; ଆକ୍ରାନ୍ତ ଖସିଲା ୬ଶହ ତଳକୁ

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀର ମହାପ୍ରଭାବ ଏବେ ଧୀରେ ଧୀରେ ଶୂନ୍ୟ ଆଡକୁ ଗତି କରୁଛି। ନଭେମ୍ବର ମାସ ଶେଷ ନହେଉଣୁ ରାଜ୍ୟରେ ଆକ୍ରାନ୍ତଙ୍କ ହାର ଅଧାରୁ ଅଧିକ କମି ସାରିଲାଣି। ଏଥିଯୋଗୁଁ ରାଜ୍ୟର ୧୨ଟି ଜିଲାରେ…
Read More...

ବିଜୟକୃଷ୍ଣ ପଟେଲ ହେଲେ ମାନବାଧିକାର ଆୟୋଗ ଅଧ୍ୟକ୍ଷ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ମାନବିକାଧିକାର ଆୟୋଗ ଅଧ୍ୟକ୍ଷ ଭାବେ ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତି ଦିଆଯାଇଛି। ଏସଂକ୍ରାନ୍ତରେ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ…
Read More...

ନିଖୋଜ ନାବାଳିକା ତ୍ରିପୁରା ଚାଲାଣ ବେଳେ ଉଦ୍ଧାର କଲା ଭଉଣୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡି ଗ୍ରାମର ଏକ ନାବାଳିକା ଗୁରୁବାର ଘରୁ ନିଖୋଜ ହୋଇଥିବା ବେଳେ ଶୁକ୍ରବାର ତ୍ରିପୁରା ଚାଲାଣ ବେଳେ ବଡ଼ ଭଉଣୀ ଉଦ୍ଧାର କରିଛି । ନାବାଳିକାକୁ ପ୍ରଲୋଭନ ଦେଖାଇ…
Read More...

ଅସୁରକ୍ଷିତ ରତ୍ନ ଭଣ୍ଡାର ; ଲୁଟୁଛନ୍ତି ଲୁଟେରା, ନିଦ୍ରାରେ ସରକାର

ଭବାନୀପାଟଣା : ପଶ୍ଚମ ଓଡ଼ିଶାର ନଦୀ ଅବବାହିକା ଏବଂ ପାର୍ବତ୍ୟାଞ୍ଚଳର ମାଟିତଳେ ଲୁକ୍କାୟିତ ଥିବା ଦୁର୍ମୂଲ୍ୟ ରତ୍ନଭଣ୍ଡାର ଦୀର୍ଘ ଦିନରୁ ଲୁଟ୍‌ ହୋଇ ଆସୁଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ଉଭୟ ପ୍ରଶାସନ ଓ ସରକାର…
Read More...

ବିପୁଳ ପରିମାଣର ମହୁଲ ପୋଚ ଓ ମହୁଲି ମଦ ଜବତ, ୪ଗିରଫ

ଦେବଗଡ଼ : ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ଦେବଗଡ ଥାନା ଅନ୍ତର୍ଗତ ଗୌଡନାଳି, କାଲକାଠ, ମୋହିନୀପୁର ଓ ଦେବଗଡ ପୌରାଂଚଳର ପୁରୁଣାଗଡ ଅଂଚଳରେ ଚଢଉ କରାଯାଇ ୬୫୦ କିଲୋ ମହୁଲ ପୋଚ ଓ ୪୧ ଲିଟର ମହୁଲି ମଦ ଜବତ କରାଯାଇଛି।…
Read More...

ପ୍ରାପ୍ୟ ପାଇବାରୁ ବଂଚିତ ନିର୍ମାଣ ଶ୍ରମିକ ବି.ଡି.ଓଙ୍କ ଦ୍ୱାରସ୍ଥ

କଲମପୁର : ଦିନେ ନୁହେଁ କି ଦୁଇ ଦିନ ନୁହେଁ। ଦୀର୍ଘ ୪୫ ଦିନ ଧରି ସରକାରୀ ଯୋଜନାରେ କାର୍ଯ୍ୟ କରି ନିଜ ପ୍ରାପ୍ୟ ପାଇବାରୁ ବଂଚିତ ହେଇ ଦୁର୍ଦିନରେ ଜୀବନ କାଟୁଛନ୍ତି ନିର୍ମାଣ ଶ୍ରମିକଙ୍କ ପରିବାର। ବାରମ୍ବାର ପଂଚାୟତ…
Read More...

୫ କେ.ଜି କଟନୀ ଦାବିରେ ଅଡି ବସିଲେ ମିଲର୍ସ ଏଜେଣ୍ଟ, ଅଚଳ ରହିଛି ଗାଁ ଧାନ ମଣ୍ଡି

କଲମପୁର : ଅନ୍ତ ହେଉ ନାହିଁ ଚାଷୀଙ୍କ ସମସ୍ୟା। ଦିନକୁ ଦିନ ଜଟିଳ ହେଉଛି ମଣ୍ଡି ବ୍ୟବସ୍ଥା। ଯାହାରି ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି। ବାରମ୍ବାର ଚାଷୀ ଆନ୍ଦୋଳନ ହେଉଥିଲେ ମଧ୍ୟ ନାଁ ନେତା ମନ୍ତ୍ରୀ ନାଁ ପ୍ରଶାସକ…
Read More...

ମାଓବାଦୀ ନାଁରେ ଧମକ ଦେଇ ଯୁବକ ଗିରଫ

ବାଲିଗୁଡା : ଗତକିଛି ଦିନ ହେବ କୋଟଗଡବ୍ଲକ ଅନ୍ତରଗତ ଧରାକୋଟ ଗ୍ରାମପଞ୍ଚାୟତର ଜିଆରଏସକୁ ମୋବାଇଲରେ ଧମକ ମିଳିଥିବା ଅଭିଯୋଗ ହୋଇଥିଲା। କୋଟଗଡ ଥାନାଅଧିକାରି ହାରୋମନି ନାୟକ କହିବା ଅନୁଯାଇ ଧରାକୋଟ ଗ୍ରାମପଚାୟତର…
Read More...

ନବରଙ୍ଗପୁରରେ ପବିତ୍ର ନାଗାର୍ଜୁନ ବେଶ

ନବରଙ୍ଗପୁର : ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୫ବର୍ଷ ପରେ ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥୀରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କର ବିରଳ ନାଗାର୍ଜୁନ…
Read More...

ଶ୍ରୀପତିତପାବନ ଦେବଙ୍କ ନାଗାର୍ଜ୍ଜୁନ ବେଶ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବ ଶୁକ୍ରବାର ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀପତିତପାବନ ଦେବଙ୍କ ମସ୍ତକରେ ସୁସଜ୍ଜିତ ହାଣ୍ଡିଆ ଶୋଭା ପାଉଥିବା ବେଳେ…
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ 

ବୌଦ୍ଧ : ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭାରତର ସମ୍ବିଧାନ ଦବସ ଅବସରରେ ଏକ ପ୍ରସ୍ତାବନା ପାଠର ଆୟୋଜନ କରାଯାଇଥିଲା। ଜିଲ୍ଲା ଦୌରାଜଜ୍ ଅରବିନ୍ଦ କୁମାର ଗୁରୁଙ୍କ ଦ୍ୱାରା ପରିଚାଳିତ ଏହି ପ୍ରସ୍ତାବନା ପାଠ…
Read More...

ବିଭିନ୍ନ କ୍ଲବ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବୌଦ୍ଧ : ଫ୍ରେଣ୍ଡସିପ କ୍ଲବ ତେତେଲେଙ୍ଗା ଶାଖାଠାରେ ଯୁଡୋ ଏସୋସିଏସନ ବୌଦ୍ଧ,ଷ୍ଟାର କ୍ଲବ ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ପକ୍ଷରୁ ମିଳିତ ଭାବରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଜଜ୍କୋର୍ଟ…
Read More...

ବୌଦ୍ଧଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ବୌଦ୍ଧ: ବୌଦ୍ଧଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲାର ୧୦ଟି ମଣ୍ଡଳ ଓ ସମସ୍ତ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଜିଲ୍ଳା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ…
Read More...

ଚାଷୀଙ୍କୁ ଅବହେଳା ନେଇ ଭାରତୀୟ କିସାନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବୌଦ୍ଧ : କୃଷିଭିତ୍ତିକ ବୌଦ୍ଧଜିଲାରେ ଚାଷୀମାନଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ଭାରତୀୟ କିସାନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆରମ୍ଭ ହୋଇଛି। କିସାନ ସଂଘର ସଭାପତି ତଥା ବରିଷ୍ଠ…
Read More...

କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ଶ୍ରମିକ ସଂଗଠନଙ୍କ ଭାରତ ବନ୍ଦ ପାଳନ, ବୌଦ୍ଧ ଜିଲାରେ ସବୁକିଛି ଠପ୍

ବୌଦ୍ଧ : କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧି ନୀତିକୁ ବିରୋଧ କରି ସାରା ଦେଶରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରାରରେ ଗୁରୁବାର ଦିନ ବୌଦ୍ଧରେ ବିିଭନ୍ନ ଶ୍ରମିକ ସଂଗଠନ, ଭୈରବୀ ବସ କର୍ମଚାରୀ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଆଠଗଡ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

ଆଠଗଡ : କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ କୋଇଲା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରବାର ସକାଳେ ଆଠଗଡ ବିଜେପି ପକ୍ଷରୁ ଉତ୍ସସିତ ସମ୍ବର୍ଦ୍ଧତା ଜ୍ଞାପନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ…
Read More...

ଆଠଗଡରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଓ ସଫଳ

ଆଠଗଡ : ଦେଶର ୧୦ଟି ପ୍ରମୁଖ ଶ୍ରମିକ ସଂଗଠନ ଡାକରା ଦେଇଥିବା ଭାରତ ବନ୍ଦ ଗୁରୁବାର ଆଠଗଡରେ ଶାନ୍ତିପୂର୍ଣ୍ଣ ଓ ସଫଳ ହୋଇଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡିନଥିବା ଦେଖାଯାଇଛି। କେନ୍ଦ୍ର ସରକାରଙ୍କର କୃଷକ ଓ ଶ୍ରମିକ…
Read More...

ବି.ଡି.ଓଙ୍କ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ହରଭଙ୍ଗା : ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ଗୁରୁବାର ଶଙ୍କୁଲେଇ ପଂଚାୟତ ଅର୍ନ୍ତଗତ ପାଣିଘରା ଘାଟି ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ପଂଚାୟତର ୧ନଂ ଓାର୍ଡ ଅର୍ନ୍ତଗତ ପାଣିଘରା ଘାଟି ରାସ୍ତା…
Read More...

ସିକୋରେ ଭାରତ ବନ୍ଦ ସଫଳ

ବେଗୁନିଆ : କେନ୍ଦ୍ରରେ ମୋଦୀ ସରକାର ସମୟରେ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଲାଣି ବୋଲି ବିଭିନ୍ନ ସଙ୍ଘଠନ ତରଫରୁ ଅଭିଯୋଗ ହୋଇ ଅସୁଥିଲା । ନିଯୁକ୍ତି ଗ୍ୟାରେଣ୍ଟି ଦେବା, ଶ୍ରମିକ ବିରୋଧୀ ୪ଟି ଶ୍ରମକୋର୍ଡ ଓ…
Read More...

ଓକିଲ ସଂଘ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ

ନବରଙ୍ଗପୁର : ନବରଙ୍ଗପୁର ଓକିଲ ସଂଘର ୨୦୨୦-୨୧ ମସିହାର ବଳକା ଅବଧି ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ନିର୍ବାଚନ ପ୍ରକ୍ରିୟା ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ଡିସେମ୍ବର ୧୪…
Read More...

ବାଲ୍ୟ ବିବାହକୁ ରୋକିବା ପାଇଁ ସୂଚନା ପ୍ରଦାନକାରୀଙ୍କୁ ୫ ହଜାର ଟଙ୍କାର ପ୍ରୋତ୍ସାହନ : ଜିଲାପାଳ

ଯାଜପୁର : ବାଲ୍ୟ ବିବାହକୁ ରୋକିବାକୁ ସୂଚନା ପ୍ରଦାନକାରୀଙ୍କୁ ପାଞ୍ଚ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲାପାଳ ଚକ୍ରର୍ବୀ ସିଂ ରାଠୋର ସୂଚନା ପ୍ରଦାନ କରିଛନ୍ତି। ବୁଧବାର ଅପରାହ୍ନରେ…
Read More...

ମନ ମୋହୁଛି ଗୃହିଣୀଙ୍କ ପନିପରିବା ବଗିଚା

ପାଟଣା : ଜଣେ ସଫଳ ଗୃହିଣୀ ଭାବେ ପାଟଣାର ଧରିତ୍ରୀ ମିଶ୍ର(୪୫)ଙ୍କ ଘର ବାଡ଼ିରେ ପନିପରିବା ଓ ଫୁଲ ବଗିଚା ଅଞ୍ଚଳବାସୀଙ୍କ ମନ ମୋହୁଛି। ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ କାର୍ଯ୍ୟରତ ବଜେନ୍ଦ୍ର…
Read More...

ସନ୍ଧ୍ୟାରାଣୀ ଜେନାଙ୍କ ନିଲମ୍ବନ ଘଟଣାର ପାର୍ଶ୍ବପ୍ରତିକ୍ରିୟା; ପୁଣି ପାଟଣା ପୁଲିସକୁ ଫସେଇବାକୁ ଷଡ଼ଯନ୍ତ୍ର

ପାଟଣା :  ପୂର୍ବତନ ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ବିବାଦୀୟ ଘଟଣା କ୍ରମରେ ନିଲମ୍ବିତ ହେବାପରେ ପୁଣି ଥରେ ପାଟଣା ପୁଲିସକୁ ସମାନ ମାଡମରା ଘଟଣାରେ ଫସେଇବାକୁ ଷଡ଼ଯନ୍ତ୍ର ହୋଇଛି। ଏଥର ଥାନାର ଦୁଇ…
Read More...

ଆଗଲପୁର ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର ଗଳିତ ମୃତଶରୀର ଜବତ      

ବରପାଲି : ବରପାଲି ବ୍ଲକ ଆଗଲପୁର ସମବାୟ ସମିତି ଗୋଦାମଗୃହ ପଛପଟେ ଏକ ଗଳିତ ମୃତଶରୀର ପୁଲିସ ଦ୍ୱାରା ଉଦ୍ଧାର ହେବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ବରଗଡ଼କୁ ପଠାଯାଇଛି। ବୁଧବାର ପୁର୍ବାହ୍ନରେ ବରଗଡ଼ ଶବ ବ୍ୟବଚ୍ଛେଦ…
Read More...

ଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଉତ୍ସବ

ପିପିଲି : ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ଜୟନ୍ତୀ ଉତ୍ସବ ତାଙ୍କର ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠରେ ବୁଧବାର ପାଳିତ ହୋଇଯାଇଛି। ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ…
Read More...

ସମାଜ ପ୍ରଭାବ – ଅସହାୟ ରୋଗାକ୍ରାନ୍ତ ମହିଳାଙ୍କୁ ପ୍ରଶାସନର ଚିକିତ୍ସା ସହାୟତା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ବୁକେଶିଙ୍ଗା ଗ୍ରାମର ବିଭୁତୀ ଦେହୁରୀଙ୍କ ଗର୍ଭବତୀ ପତ୍ନୀ ସନ୍ତୋଷିନୀ ଦେହୁରୀ ରୋଗାକ୍ରାନ୍ତ ଯୋଗୁଁ ଗତକିଛିଦିନ ତଳେ ବୁର୍ଲ୍ଲା ମେଡିକାଲରେ ଚିକିତ୍ସିତ ପାଇଁ…
Read More...

ଗଞ୍ଜେଇ ଜବତ, ଜଣେ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଚାରିଛକ ନର୍ସରୀ ନିକଟରୁ ବୁଧୁବାର ପୁରୁଣାକଟକ ପୁଲିସ ଚଢଉ କରି ୨୪କେ.ଜି ୬ଶହ ଗ୍ରାମ ଗଞ୍ଜେଇ ବସ୍ତା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ…
Read More...

ବଞ୍ଚିଛି ମାନବିକତା : ପ୍ରବାସୀ ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କଲେ ଗ୍ରାମବାସୀ

ରେଙ୍ଗାଲି : ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉ ଅବା ଅଜାତି କାରଣରୁ ଆତ୍ମୀୟ ସ୍ବଜନ ଚାରି କାନ୍ଧ ଦେଉନଥିବା ବେଳେ ଜଣେ ପ୍ରବାସୀ ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କରି ଗ୍ରାମବାସୀ ଉଦାହରଣ ସୃଷ୍ଟି କରିଛନ୍ତି। ଯାହା ଆଜି…
Read More...

ସାର୍କ ଏକ୍ସପର୍ଟ ପରାମର୍ଶ ବୈଠକରେ ସିଫାର ଅଂଶଗ୍ରହଣ

ପିପିଲି : ମତ୍ସ୍ୟଚାଷ ଏକ ଲାଭଜନକ ଉଦ୍ୟୋଗ ଓ ଏହା ପ୍ରାଣୀଜ ପୁଷ୍ଟିସାର, ନିଯୁକ୍ତି ଏବଂ ବୈଦେଶିକ ବିନିମୟର ପ୍ରମୁଖ ଉତ୍ସ ହୋଇଥିବାରୁ ଏହାର ମୂଲ୍ୟାଙ୍କ ଶୃଙ୍ଖଳାକୁ ଗତିଶୀଳ କରାଇବା ଦରକାର ଓ ଏଥିପ୍ରତି ବିଶେଷ ଦୃଷ୍ଟି…
Read More...

ହାତୀସରା ହତ୍ୟା ମାମଲା ; ହତ୍ୟାକାରୀ ପର୍ଯ୍ୟନ୍ତ ପହଞ୍ଚିପାରୁନି ପୁଲିସ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଗୁପ୍ତଧନ ନେଉଛି ଜୀବନ! ଆଜି ବି ମଣିଷ ଅନ୍ଧବିଶ୍ୱାସର ଅନ୍ଧଗଳିରେ ବଞ୍ଚୁଥିବା ବେଳେ ଗୁପ୍ତଧନକୁ ନେଇ ହେଉଥିବା ହତ୍ୟା ମାମଲାକୁ ସମାଧାନ କରିବାରେ ପ୍ରାୟତଃ ପୁଲିସ ବିଫଳ ହେଉଥିବା…
Read More...

ପର୍ଯ୍ୟଟନ ସ୍ଥଳିର ମୁଖ୍ୟ ଆକର୍ଷଣ ସନ୍ତରଣାଗାର

ଟିଟିଲାଗଡ଼ : ପଶ୍ଚିମ ଓଡିଶାର ଏକ ପ୍ରମୁଖ ରେଳ ଜଙ୍କସନ, ରାଜ୍ୟର ଅନ୍ୟତମ ବୃହତମ ଉପଖଣ୍ଡ ମୁଖ୍ୟାଳୟ ତଥା ଏକ ବ୍ୟବସାୟିକ ପେଣ୍ଠସ୍ଥଳ ଭାବରେ ଟିଟିଲାଗଡ ସହରର ଖ୍ୟାତି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଟିଟିଲାଗଡ…
Read More...

କମ୍ ଉପସ୍ଥାନ: ଲୋଇସିଂହା ବ୍ଲକର ୧୯ଟି ସ୍କୁଲ ବନ୍ଦ ହେବ !

ଲୋଇସିଂହା : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ ଛାତ୍ରଛାତ୍ରୀ ଥିବା କେତେକ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଅନ୍ୟ ସ୍କୁଲରେ ସାମିଲ କରାଯିବାକୁ ଘୋଷଣା କରିଥିଲେ। ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ବିଶେଷ…
Read More...

ମହିଳାଙ୍କଠାରୁ ଲକ୍ଷେ ୪୮ ହଜାର ଲୁଟ୍ ଅଭିଯୋଗ

ସଇଁନ୍ତଲା : ସ୍ଥାନୀୟ ବିଡ଼ିସିସି ବ୍ୟାଙ୍କ ସମ୍ମୁଖରୁ ଜଣେ ମହିଳାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆମ୍ବପାଲି ପଂଚାୟତ କୁଶମାଲ ଗ୍ରାମର ଲେଚନା ନାଗ…
Read More...

ଗୋଳାବାରୁଦ କାରଖାନା ସମ୍ମୁଖରେ ଭିଆଇପିର ଧାରଣା

ସଇନ୍ତଲା : ସଇନ୍ତଲା ବ୍ଲକ ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାର ଫପସି ଛକ ସ୍ଥିତ  ମୁଖ୍ୟ ଫାଟକ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ମଙ୍ଗଳବାର ଦିନ ବିଭିନ୍ନ ସମସ୍ୟା ନେଇ ଧାରଣା ଦିଆଯାଇଛି। କାରଖାନାରେ…
Read More...

ଭିନ୍ନକ୍ଷମ ନାବାଳକ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ତୁଷୁରା : ତୁଷୁରା ଏନଏସି ଅର୍ନ୍ତଗତ ୫ ନମ୍ବର ପତିତପାବନ ପଡ଼ାରେ ରହନ୍ତି ଗୌର ଛତ୍ରିଆ ଓ ସୁନୀତା। ତାଙ୍କର ୪ ବର୍ଷର ପୁଅ ମୋହିତ। ଜନ୍ମ ପରେ ମୋହିତଙ୍କୁ ହୋଇଥିଲା ଜଣ୍ଡିସ। ଜଣ୍ଡିସ ଠିକ ହେବା ପୂର୍ବରୁ ମୋହିତ ପୋଲିଓରେ…
Read More...

ଅଙ୍ଗନୱାଡି ପିଲାଙ୍କୁ ଶୀତବସ୍ତ୍ର ବଣ୍ଟନ

ପିପିଲି : ପିପିଲି ବ୍ଲକ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଡଙ୍ଗ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରର ଶିଶୁ ମାନଙ୍କୁ ଶୀତବସ୍ତ୍ର ଓ ଜୋତା ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପିପିଲି…
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରଶଂସନୀୟ କାର୍ଯ୍ୟ….

ରେଙ୍ଗାଲି : ଜାତି ରୁ ବାସନ୍ଦ ଥିଲେ ବୋଲି ମରିଗଲା ପରେ ବି ଶବକୁ କାନ୍ଧ ଦେବାକୁ କେହି ଅସିଲେ ନାହିଁ। ଶେଷରେ ସ୍ୱେଚ୍ଛାସେବୀ ମାନେ ଶବସଂସ୍କାର କଲେ।  ସମାଜ ଯେତେ ଦ୍ରୁତ ବେଗ ରେ ଆଧୁନିକତା ଆଡକୁ ଧାଉଁ ଥିଲେ ବି…
Read More...

ରାଞ୍ଚିରୋଡ୍‌ରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍ ; ରାସ୍ତା ଜାମ୍

ରେଙ୍ଗାଲି : ପୁରୁଣାରାଞ୍ଚି ରୋଡ୍‌ର ଗୁମଲୋଇ ପାଖରେ ଆଜି ପ୍ରତ୍ୟୁଷରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ରାସ୍ତା ଉପରେ ଓଲଟି ପଡିଥିଲା। ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ମଝି ରାସ୍ତାରେ ଟ୍ରକ୍ ଓଲଟି ସିମେଣ୍ଟ ବସ୍ତା…
Read More...

ଭିନ୍ନକ୍ଷମ ଯୁବତୀକୁ ଅସଦାଚରଣ ଅଭିଯୋଗ ; ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି : କତରବଗା ଥାନା ଅନ୍ତର୍ଗତ କଦଳିପିଟା ଗ୍ରାମ ରଡୁଙ୍ଗୁରିଆପଡାର ଜନୈକ ଭିନ୍ନକ୍ଷମ ଯୁବତୀକୁ ଅସଦାଚରଣ କରିଥିବା ଅଭିଯୋଗରେ ଉକ୍ତ ଗ୍ରାମର ଭଦ୍ର ଖଡିଆ (୪୧) ନାମକ ଜନୈକ ବ୍ୟକ୍ତିକୁ ଆଜି କୋର୍ଟ ଚାଳାଣ…
Read More...

ସବୀର୍‌ଙ୍କ ସ୍ବପ୍ନକୁ ସାକାର କରୁଛି ସୋସିଆଲ ମିଡ଼ିଆ

ପାଟଣା : ଲୁକ୍କାୟିତ ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ଏବଂ ମାଟି ମା' ର ସେବାରେ ନିୟୋଜିତ ମହାନ ବ୍ୟକ୍ତିତ୍ବ ମାନଙ୍କୁ ସାମାଜିକ ଲୋକଲୋଚନରେ ଏକ ନୂତନ ପରିଚୟ ଦେବା ଲକ୍ଷ୍ୟରେ ପ୍ରଯୋଜକ ତାପସ ଲାୟକଙ୍କ ଫେସବୁକ୍…
Read More...

ଖୁସି ଖବର: ଫେବୃଆରୀ ସୁଦ୍ଧା ୧୦ ଗ୍ରାମ ପ୍ରତି ସୁନା ୫ ହଜାର ଶସ୍ତା ହୋଇପାରେ !

ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ ଠାରୁ ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁଁ ଆତଙ୍କ ଖେଳିଯାଇଛି। ଏଭଳି ପରିସ୍ଥିତିରେ ସୁରକ୍ଷିତ ବିନିଯୋଗ ପାଇଁ ସୁନା ସର୍ବୋତ୍ତମ ମାଧ୍ୟମ ହୋଇ ରହିଲା। ଏମିତିରେ ବିପଦ ସମୟରେ ସୁନା…
Read More...

ରଗଡିରେ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ 

ବାଙ୍କୀ/ଡମପଡ଼ା : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ବ୍ଲକ ଅଧୀନ ରଗଡ଼ି ଗ୍ରାମରେ ପବିତ୍ର ଅଁଳା ନବମୀ ଅବସରରେ ଦେବ ସେନାପତି କୁମାର କାର୍ତ୍ତିକେୟଙ୍କର ପୂଜାତ୍ସୋବ ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଏହି ପୂଜାତ୍ସୋବ…
Read More...

ମହିମାମଣିଙ୍କ ହେବ ନାଗାର୍ଜୁନ ବେଶ 

ବାଙ୍କୀ/ଡମପଡ଼ା : ଉପଖଣ୍ଡ ସ୍ଥିତ ରଗଡି ଗ୍ରାମରେ ବିଜେ କରିଥିବା ମହିମାମଣି ଦେବଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ବାଙ୍କୀ ରାଜାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ମନ୍ଦିରର ବିଶେଷତ୍ୱ ମଧ୍ୟରେ ଅନ୍ୟମନ୍ଦିର…
Read More...

ଅବକାରୀ ଚଢଉ ; ୪୫୦୦ ଲିଟର ମହୁଲପୋଚ ଓ ୧୫୦ ଲିଟର ମଦ ଜବତ, ୪ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ରଙ୍କ ନିର୍ଦେଶରେ ନବରଙ୍ଗପୁର ଅବକାରୀ ଅଧିକ୍ଷକଙ୍କ ତତ୍ତ୍ବାବଧାନରେ ଅବକାରୀ ଇନ୍ସପେକ୍ଟର ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ ନବରଙ୍ଗପୁର, ପାପଡାହାଣ୍ଡି ଓ…
Read More...

ଓଡ଼ିଶା ପାଣିରେ ଆନ୍ଧ୍ରର ରାଜୁତି! ଦୁଇ ଟରବାଇନ ଅଚଳ, ବିଦ୍ୟୁତ୍‍ ଉତ୍ପାଦନ ହ୍ରାସ

ଲମତାପୁଟ : ଦୁଇ ରାଜ୍ୟର ମିଳିତ ଜଳବିଦ୍ୟୁତ ପ୍ରକଳ୍ପ ମାଛକୁଣ୍ଡ ଓଡ଼ିଶାରେ ଅବସ୍ଥାପିତ ହୋଇଥିଲେ ହେଁ ଚୁକ୍ତିକୁ ଢାଲ କରି ଆନ୍ଧ୍ର ଅଧିକ ଫାଇଦା ନେଉଥିବା ଚର୍ଚ୍ଚା ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଦୀର୍ଘଦିନ ହେଲା…
Read More...

ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ନିଆଁ ଲାଗିବା ଘଟଣା : ସ୍ୱାମୀଙ୍କୁ ଖଲାସ ଏବଂ ଜମି ହଡପକାରୀଙ୍କ ଗରିଫ ଦାବି କଲେ…

ରେଙ୍ଗାଲି : ସତ୍ତ୍ୱାଧିକାରୀଙ୍କ ଅଜାଣତରେ ରୟତି ଜମି ବିକ୍ରି ଘଟଣାକୁ ନେଇ ରେଙ୍ଗାଲି ତହସିଲ ଅଫିସରେ ଲାଗିଥିବା ନିଆଁ ଦମକଳ ବାହିନୀ ଲିଭାଇ ଦେଲେ ସିନା, ହେଲେ ଯେଉଁ କାରଣରୁ ନିଆଁ ଲାଗିଲା ସେହି ନିଆଁ  ଲିଭାଇବାରେ…
Read More...

କ୍ରସର ଗୁଣ୍ଡରୁ ଜମି ପଡିଆ, ଧାନର ନଡାକୁ ଖାଉ ନାହାଁନ୍ତି ଗୋରୁ, ଚାଷୀ ମୁଣ୍ଡରେ ଚଡକ

ଗଡ଼଼ମଧୁପୁର : କଥାରେ ଅଛି ଚାଷ ନାହିଁ ଯାର ବାସ ନାହିଁ ତାର। ଚାଷରୁ ଅନେକ ପରିବାରଙ୍କର ଚୁଲି ଜଳୁଥାଏ।  ତେବେ ଏହି ବୃତ୍ତିରୁ ଏବେ ଅନେକ ଲୋକେ ମୁହଁ ଫେରାଉଥିବା ଦେଖାଯାଉଛି। ଧର୍ମଶାଳା ବ୍ଲକ ସମ୍ପାରୁ ପଂଚାୟତର…
Read More...

ମୋହନାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ପ୍ରଶାସନ ନିରବ ଦ୍ରଷ୍ଟା

ମୋହନ : ସ୍ଥାନୀୟ ବଜାର ସମେତ ବହୁ ସାହି ଓ ଗଳିକନ୍ଦିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ମୋହନା ବ୍ଲକର ୩୯ଟି ପଞ୍ଚାୟତର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ଵ ଗ୍ରାମର ଲୋକେ ଏଠାକୁ ବିଭିନ୍ନ…
Read More...

ବୁଗୁଡ଼ାରେ ଅଁଳା ନବମୀ ପାଳିତ

ବୁଗୁଡ଼ା: ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋପୀନାଥ ମନ୍ଦିରରେ ପୂଜକ ସୁବ୍ରତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଦେବାଦେବୀଙ୍କ…
Read More...

ଆବାସ ଯୋଜନାରେ ଘରଟିଏ ପାଇଁ ବାସହୀନ ବୃଦ୍ଧ ଦମ୍ପତ୍ତିଙ୍କ ଆକୁଳ ନିବେଦନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୌରାଞ୍ଚଳ ୧୪ ନଂ ୱାର୍ଡ ସେନାପତି ସାହିରେ ବାସ କରୁଥିବା ରଞ୍ଜନ ଖୁରା ବୟସ (୬୫) ପେସାରେ ଜଣେ ଦରଜି ସ୍ତ୍ରୀ ବାସନ୍ତୀ ଖୁରା (୬୨) ଉଭୟେ ସରକାରଙ୍କ ତରଫରୁ ପେନସନ…
Read More...

ବେକାର ଯୁବକ ଯୁବତୀଙ୍କ ପାଇଁ ପଞ୍ଚାୟତ ସ୍ତରୀୟ କାଉନସେଲିଂ କ୍ୟାମ୍ପ

ପାଟଣା : ପାଟଣା ବ୍ଲକ ଅଞ୍ଚଳର ୨୦ଟି ଯାକ ପଞ୍ଚାୟତ ଅଞ୍ଚଳରୁ ୩୫ ବର୍ଷ ପର୍ଯ୍ୟନ୍ତ ବେକାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା…
Read More...

ଜମିରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ; ପୁର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ

ବୁର୍ଲା : ଶିକ୍ଷାନଗରୀ ବୁର୍ଲା ସହର ଗତ କିଛିଦିନ ଘଟଣା ପରିପ୍ରେକ୍ଷୀରେ ଏକପ୍ରକାର ଅଶାନ୍ତ ହୋଇଉଠିଛି। ନିତି ପ୍ରତିଦିନର ଅଘଟଣ ସଚେତନ ବର୍ଗଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ଏକ ମାସରୁ ଦୁଇମାସ ହେବ ବିଶେଷକରି…
Read More...

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା ; ଛୋଟ କର୍ମଚାରୀଙ୍କୁ ନାଲିଆଖି ଦେଖାଇ ପର୍ଯ୍ୟଟନ ସ୍ଥଳରେ ବଡ଼ ବଡ଼ିଆଙ୍କ ଭ୍ରମଣ

ଫୁଲବାଣୀ : ବର୍ତ୍ତମାନ ପର୍ଯ୍ୟର୍ଟନ ସମୟ। ତଥାପି କରୋନା ସଂକ୍ରମିତ ଭୟଥିବା କାରଣ ଯୋଗୁଁ ଗତ ଦିନରେ ଖୋଦ୍ କନ୍ଧମାଳ ଜିଲାପାଳ ଜିଲାର ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକ ମାନଙ୍କ ବାରଣ ପାଇଁ କଡ଼ା ନିର୍ଦ୍ଦେଶ ନାମା ଜାରି…
Read More...

ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ୱାଟର ଫିଲଟର ଅଚଳ, ରୋଗୀଙ୍କୁ ମିଳୁନି ପିଇବା ପାଣି

ଲାଞ୍ଜିଗଡ଼ : ସରକାରୀ ସ୍ୱାସ୍ଥ୍ୟସେବା ଉପରେ ଧିରେଧିରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବାବେଳେ ମୋ ସରକାର ଓ ଫାଇଭ୍-ଟି ଅଧୀନକୁ ସ୍ୱାସ୍ଥ୍ୟ ବିଭାଗ ଆସିବା ପରେ ଏବେ ସ୍ୱାସ୍ଥ୍ୟସେବାରେ କିଛିଟା ସୁଧାର ଆସିଛି। ତେବେ…
Read More...