ଦୁର୍ଗମ ଗାରେସ ଗାଁରେ ସ୍ୱାସ୍ଥ୍ୟ ଶିବିର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦାପ୍ତା ପକ୍ଷରୁ ଲାଞ୍ଜିଗଡ ବ୍ଲକ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରମାନ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗମ ବେଡାଗାଁ ଗ୍ରାମପଞ୍ଚାୟତର…
Read More...

ରାୟଗଡ଼ ମିନିଷ୍ଟାଡିୟମ୍ ଜାଗା ଚିହ୍ନଟ କେବେ !

ରାୟଗଡ/ଗଜପତି : ସରକାର ଗ୍ରାମାଞ୍ଚଳ ଗୁଡିକରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ପ୍ରତି ବ୍ଲକରେ ମିନିଷ୍ଟାଡିୟମ ନିର୍ମାଣ କରିବାକୁ ଯୋଜନା କରି ପ୍ରତି ବ୍ଲକ ମାନଙ୍କୁ ପାଣ୍ଠି ପ୍ରଦାନ କରିଥିଲେ କିନ୍ତୁ ଏଠାରେ…
Read More...

ଅଦିନିଆ ବର୍ଷା ସାଙ୍ଗକୁ ହାତୀ ଉପଦ୍ରବ; ଧାନ ଫସଲ ନଷ୍ଟ

ପାଟନା : ଶୁକ୍ରବାର ରାତି ବର୍ଷା କାରଣରୁ ବିଲରେ ପାଚିଥିବା ଧାନ ଅମଳରେ ବାଧା ସୃଷ୍ଟି ହେବା ସହ କଟା ଯାଇଥିବା ଧାନ ଘରକୁ ଆଣାଯାଇ ପାରିନାହିଁ। ଏପରି ସ୍ଥଳେ ରାତିବେଳା ଜଙ୍ଗଲୀ ହାତୀ ବିଲରେ ପଶି ଧାନ ଖାଇଦେବା ସହ ନଷ୍ଟ…
Read More...

ସରାସକୋଲାରେ ଅଗ୍ନିଶମ ବିଭାଗର ବିଶୋଧନ କାର୍ଯ୍ୟକ୍ରମ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ପଂଚାୟତ ଅଂଚଳରୁ ସ୍ଥାନୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ପଂଚାୟତ ମୁଖ୍ୟାଳୟରେ ବ୍ୟାପକ ବିଶୋଧନ କରାଯାଇଛି  । ସରାସକୋଲା ପଂଚାୟତ…
Read More...

ଡମ୍ଫର ପଛରେ ପିଟି ଡମ୍ଫର ଚୁରମାର

ପାଟଣା : ପାଟଣା-ଢେଙ୍କିକୋଟ ୨୨୦ ନମ୍ବର ଜାୟୀତ ରାଜପଥ ଅନ୍ତର୍ଗତ କାଶିଆ ନିକଟରେ ଏକ ଚଳନ୍ତା ଡମ୍ଫର ପଛରେ ପିଟି ହୋଇ ଅନ୍ୟ ଏକ ଡମ୍ଫର ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇଥିବା ଡମ୍ଫର କ୍ୟାବିନରେ ଚାପି ହୋଇ…
Read More...

ପଥର ବୋଝେଇ ଟ୍ରାକ୍ଟରକୁ ଜୋରିମାନା

ପାଟଣା : ପାଟଣା ପୁଲିସ ପକ୍ଷରୁ ଗତରାତି ଏକ ବେଆଇନ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଥିଲା । ଏ ନେଇ ପୁଲିସ ପକ୍ଷରୁ ପାଟଣା ତହସିଲଦାରଙ୍କୁ ସୂଚନା ଦିଆଯିବା ପରେ ତହସିଲଦାର ଶିବପ୍ରସାଦ ମୁର୍ମୁଙ୍କ ନିର୍ଦ୍ଦେଶ…
Read More...

୫ଦିନ ହେଲା ବଣୁଆ ହାତୀଙ୍କ ଉପଦ୍ରବ, ଚାଷୀଙ୍କ ଫସଲ ନଷ୍ଟ

କଂଟାବାଂଜି : ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳର ବିଭିନ୍ନ ଗାଁରେ ୫ ଦିନ ହେଲା ବଣୁଆ ହାତୀଗୁଡିକ ଆସି ଚାଷୀମାନଙ୍କ ଅମଳ ହୋଇଥିବା ଧାନ ଚାଷ ଖାଇବାରେ ଲାଗିଛନ୍ତି।  କଂଟାବାଂଜି ଫରେଷ୍ଟ ରେଂଜ ଅଧିନସ୍ଥ ରାଜୁ…
Read More...

ସୁରକ୍ଷା ଲୋଡିଲେ ସାଜିଦ୍‍ଙ୍କ ପରିବାର

ପିପିଲି : ବ୍ରାଉନ୍‍ସୁଗାର କାରବାରକୁ ନେଇ ପୁଲିସ ଇନ୍‍ଫର୍ମର ସାଜିଦ ହୁସେନ(୩୦)ଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବା ଫଳରେ ସାଜିଦ ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍ରେ ଚିକିତ୍ସିତ ହେଉଥିବା…
Read More...

ସାଂସଦଙ୍କ ଦ୍ୱାରା ଅମୃତ ଧାରା ଉଦଘାଟିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତର ପାଞ୍ଚ ଛକରେ ପାଟଣେଶ୍ୱରୀ ମହାବିଦ୍ୟାଲୟ ସମ୍ମୁଖରେ ଶନିବାର ଅମୃତ ଧାରା ଉଦଘାଟିତ ହୋଇଯାଇଛି। ପୂର୍ବତନ ବିଧାୟକଙ୍କ ବିଜୁ କେବିକେ ଅନୁଦାନରେ ୫ ଲକ୍ଷ ବ୍ୟୟ ବରାଦରେ…
Read More...

ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ; ପିପିଲି ଥାନା ସମ୍ମୁଖରେ କଂଗ୍ରେସର ଧାରଣା

ପିପିଲି : ପିପିଲି ପୁଲିସର ମାଡରେ ୫ଜଣ ଅଭିଯୁକ୍ତ ଗୁରୁତର ଭାବେ ଆହତ ହେବା ଘଟଣା ରାଜ୍ୟବ୍ୟାପୀ ତୀବ୍ର ଆଲୋଡନ ସୃଷ୍ଟି କରିଥିବାବେଳେ ପୁଲିସ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ପକ୍ଷରୁ ଶନିବାର…
Read More...

କଳା ଶିବିର “ଅରଣ୍ୟ” ଉଦଘାଟିତ

ବୁଗୁଡ଼ା : ଗଞ୍ଜାମ ଏକାଡେମୀ ଅଫ ଫାଇନ ଆର୍ଟ ପକ୍ଷରୁ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧଖୋଲ ଠାରେ ତ୍ରିଦିବସୀୟ କଳା ଶିବିର "ଅରଣ୍ୟ"ର ଶୁଭ ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବୁଦ୍ଧଖୋଲ ଉନ୍ନୟନ…
Read More...

କାର ଚକା ଫାଟିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୀମାନ୍ତ ଆମପାଣି ଘାଟିରେ ଶନିବାର ଏକ କାରର ଚକା ଫାଟି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛନ୍ତି ।  ନବରଙ୍ଗପୁରର ଗଗନ ପଣ୍ଡାଙ୍କ ପରିବାର । ସୂଚନା ମୁତାବକ…
Read More...

କ୍ଷତି ସହୁଛନ୍ତି ଅଙ୍ଗନବାଡିକର୍ମୀ ; ବଜାର ଦର ୭ଟଙ୍କା, ମିଳୁଛି ୫.୫୦

ଲୋଇସିଂହା : ଲୋଇସିଂହା ବ୍ଲକରେ ଗତ ମାର୍ଚ୍ଚ ମାସରୁ କୋଭିଡ୍ ଯୋଗୁଁ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଶିଶୁମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଣାଯାଉ ନାହିଁ। ସେମାନଙ୍କ ପାଇଁ ଘରକୁ ଘର ବୁଲି ଶୁଖିଲା ଖାଦ୍ୟ, ଅଣ୍ଡା ଆଦି…
Read More...

ଅର୍ଦ୍ଧାହାରରେ ବୃଦ୍ଧଙ୍କ ଜୀବନ ଗଲା

କଂଟାବାଂଜି : କଂଟାବାଞ୍ଜି ସରକାରୀ ଡାକ୍ତର ପରିସରର ମାର୍କେଟ କମ୍ଲେକ୍ସ ପିଣ୍ଢାରେ ଜଣେ ଅଜଣା ପ୍ରାୟ ୭୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧଙ୍କର ଜୀବନ ଯାଇଛି । ପରେ ମଧ୍ୟାହ୍ନରେ ସ୍ଥାନୀୟ ପୁଲିସ ଖବର ପାଇ ପଞ୍ଚନାମା କରିବା…
Read More...

ଛଠ୍ ପର୍ବ ପାଳିତ ; ବିହାରୀ ସଂପ୍ରଦାୟଙ୍କ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ

କଂଟାବାଂଜି : କଂଟାବାଂଜି ସହରରେ ବସବାସ କରୁଥିବା ବିହାରୀ ସଂପ୍ରଦାୟଙ୍କ ଗଣପର୍ବ ଛଠ୍ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଆଜି ବ୍ରତଧାରୀମାନେ ସୂର୍ଯ୍ୟ ଦେବତାଙ୍କୁ ସ୍ଥାନୀୟ ବଂଗୋମୁଣ୍ଡା ରେଳବାଇ ଫାଟକ ନିକଟ…
Read More...

ବେଆଇନ ବାଲି ଚାଲାଣ ଅଭିଯୋଗରେ ୧୧ ଗିରଫ, ୯ଟି ଟ୍ରାକ୍ଟର ଜବତ  

କଂଟାବାଂଜି : ତୁରେକେଲା ଥାନା ଅଂଚଳରେ ବେଆଇନ ଭାବରେ ବାଲି ଓ ପଥର ଚାଲାଣକୁ ନେଇ ୯ଟି ଟ୍ରକ୍ଟର ଜବତ କରିଥିବା ବେଲେ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।…
Read More...

ମାର୍ ମାର୍ ଭଣ୍ଡାରିଆକୁ ମାର୍…..ଥିଲା ବାଲା ସୁନାପିଲା, ରାସ୍ତା କଡ଼ ଦୋକାନୀଙ୍କୁ ଦୁର୍ ଦୁର୍

ଟିଟିଲାଗଡ଼ : ଟିଟିଲାଗଡ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ଆଉ ପ୍ରଶାସନ ଆଣ୍ଠେଇ ପଡିଥିବା ନେଇ ଆଲୋଚନା ହେଉଛି। ଏପରିକି ଜବରଦଖଲ କାରଣରୁ ଲୋକେ ଯାତାୟତ କରିପାରୁ ନାହାନ୍ତି। ଟ୍ରାଫିକ୍ ଜାମ୍ ହେଉଛି। ଲୋକେ ଅସ୍ତବ୍ୟସ୍ତ।…
Read More...

ହକ୍ ପାଇଁ ଲଢି ଲଢି ହତାସ୍ ; ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇ ପୀଡିତ ଗିରଫ, ସଙ୍କଟରେ ପତ୍ନୀ ଏବଂ ଦୁଇ ନାବାଳକ…

ରେଙ୍ଗାଲି : ନିଜର ପୈତୃକ ରୟତି ଜମିକୁ ଜମି ମାଫିଆ ମାନେ ଚଞ୍ଚକତା କରି ହଡପ କରିନେବା ପରେ ଜମି ଫେରିବା ପାଇଁ ଦୀର୍ଘ ୮ବର୍ଷ ଧରି ତହସିଲ କାର୍ଯ୍ୟାଳୟ, ଜିଲ୍ଳାପାଳ କାର୍ଯ୍ୟାଳୟକୁ ଧାଁ ଦୌଡ କରିଥିଲେ ରେଙ୍ଗାଲି ବ୍ଳକ୍…
Read More...

ଡିସେମ୍ବର ୨ରେ “ନବରଙ୍ଗପୁରରେ ମତ୍ସ୍ୟ ମହୋତ୍ସବ”

ନବରଙ୍ଗପୁର : କେନ୍ଦ୍ରୀୟ ମଧୂରଜଳ ଜୀବପାଳନ ସଂସ୍ଥାନ,ଭୂବନେଶ୍ୱର ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମଥର ପାଇଁ ନବରଙ୍ଗପୁର ପୁଲିସ ପଡିଆଠାରେ ନବରଙ୍ଗପୁର ମତ୍ସ୍ୟ ମହୋତ୍ସବ ଆସନ୍ତା ଡିସେମ୍ବର ୨ ତାରିଖ ବୁଧବାରଦିନ…
Read More...

ବାଙ୍କୀରେ ଅବକାରୀ ଚଢାଉ, ୭୫୦ ଲିଟର ପୋଚ ନଷ୍ଟ,୪୫ ଲିଟର ମଦ ଜବତ

ବାଙ୍କୀ : ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ବାଙ୍କୀ ଥାନା ଏବଂ ବୈଦେଶ୍ୱର ଥାନାର ୩ଟି ସ୍ଥାନ ଉପରେ ଚଢାଉ କରାଯାଇ ୭୫୦ ଲିଟର ପୋଚ ନଷ୍ଟ କରାଯିବା ସହିତ ୪୫ ଲିଟର ବେଆଇନ ଚୋରା ରନ୍ଧା ମଦ ଜବତ କରିବାରେ…
Read More...

କେନ୍ଦ୍ରର ‘ପ୍ରସାଦ’ ଯୋଜନାରୁ ଓହରିଲା ଓଡିଶା, ପୁରୀକୁ ନେଇ ରାଜନୀତି ବେଶି,କାମ କମ୍

ବଲାଙ୍ଗିର : ଧାର୍ମିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନାରୁ ଓଡିଶା ଓହରି ଯାଇଥିବା କଥା ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର…
Read More...

ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁ ଅଧିକାର ସପ୍ତାହ ପାଳିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ପୁଟୁଳିଆ ଗ୍ରାମରେ ଚାଇଲ୍ଡ ଲାଇନ କେନ୍ଦୁଝର ତରଫରୁ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ପାଟଣା…
Read More...

ବାଙ୍କୀ ଉପଖଣ୍ଡ ଚକିତ୍ସାଳୟ ପରିସରରେ ବାରମ୍ବାର ପଡିରହୁଛି ପିପିଇ କିଟ୍

ବାଙ୍କୀ : କରୋନା ମହାମାରୀ ବିଶ୍ୱରେ କାୟା ବିସ୍ତାର କରିଯାଇଥିବା ବେଳେ ଏବେ ଦ୍ୱିତୀୟ ପର୍ୟ୍ୟାୟ କରୋନା ସଂକ୍ରମଣ ବ୍ୟାପୁଥିବା ନଜରକୁ ଆସିଲାଣି। ଏହି ମହାମାରୀର ପ୍ରତିଷେଧକ ଔଷଧ ଆଜି ପର୍ୟ୍ୟନ୍ତ ବାହାରି ପାରିନଥିବା…
Read More...

ମହିଳା ଚାଷୀଙ୍କୁ ମାଗଣା ବିହନ ବଣ୍ଟନ

ପିପିଲି : ଉଦ୍ୟାନ ବିଭାଗ ପକ୍ଷରୁ ପିପିଲି ବ୍ଲକ ତେଇସିପୁର ପଞ୍ଚାୟତର ମହିଳାଚାଷୀଙ୍କୁ ମାଗଣା ପନିପରିବା ବିହନ ବଣ୍ଟନ କରାଯାଇଛି । ଏହି ଅବସରରେ ପୋଡଙ୍ଗ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…
Read More...

ମୂଲ୍ୟବାନ୍ କାଠ ଗାଡି ଜବତ 

ଝୁମ୍ପୁରା : ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନପାଳ ଅନ୍ତର୍ଗତ କଟଲପଶି ଧାତିକା ରାସ୍ତାର କଟଲ ପଶି ଛକ ନିକଟରୁ ଶୁକ୍ରବାର ପୂର୍ବାହ୍ନରେ ଏକ ଶିମିଳି ପଟା ନେଉ ଯାଉଥିବା ଗାଡିକୁ ବନ ବିଭାଗ ଜବତ କରିବାକୁ ସକ୍ଷମ ହୋଇଥିବା…
Read More...

ଶ୍ରୀରାମପୁର ବନ୍ଧରୁ ଯୁବକର ମୃତଦେହ ଉଦ୍ଧାର

ଝୁମ୍ପୁରା : ଝୁମ୍ପୁରା ପଞ୍ଚାୟତ ଶ୍ରୀରାମପୁର ଗ୍ରାମରେ ରହିଥିବା ବନ୍ଧରେ ଶୁକ୍ରବାର ଦିନ ଅପରାହ୍ନରେ ଜଣେ ଯୁବକର ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ଝୁମ୍ପୁରା ଥାନାକୁ ଖବର…
Read More...

ଲୁଗା ଦୋକାନରୁ ସଟର ତାଡି ଲୁଟିନେଲେ ଦୁର୍ବୃତ   

ବାଙ୍କୀ/ଡମପଡ଼ା : କଟକ ଜିଲ୍ଲା ବାଙ୍କୀ ଥାନା କିଆପଲ୍ଲା ତାରେଣୀ ଛକରେ ଏକ ଲୁଗାଦୋକାନରୁ ସଟର ତାଡି ଲକ୍ଷାଧିକ ଟଙ୍କାର ଲୁଗାପଟା ଚୋରି ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ କିଆପଲ୍ଲା ତାରେଣୀ ଛକଠାରେ…
Read More...

ନୋଏଡାରେ ବଢୁଛି ଆତ୍ମହତ୍ୟା ମାମଲା ; ଜାନୁୟାରୀ ରୁ ଏଯାଏଁ ୩୦୦ ଦେଇଛନ୍ତି ଜୀବନ

ନୂଆଦିଲ୍ଲୀ : ନୋଏଡା ଏବଂ ଗ୍ରେଟର ନୋଏଡାରେ ଆତ୍ମହତ୍ୟା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ଇଂରାଜୀ ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ରୁ ଏଯାଏଁ ପୁଲିସ ୩୦୦ ଜଣଙ୍କ ଆତ୍ମହତ୍ୟା ମାମଲା ରୁଜୁ…
Read More...

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଏହା ସଂପୂର୍ଣ୍ଣ ନା ଆଂଶିକ !

ଜ୍ୟୋତିଷ ଶାସ୍ତ୍ର ଏବଂ ବିଜ୍ଞାନ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏକ ବୈଜ୍ଞାନିକ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା ହୋଇଥିବାବେଳେ ଜ୍ୟୋତିଷ…
Read More...

ରାଜ୍ୟ ଯୋଗାଣ ବିଭାଗ ସଚିବଙ୍କୁ ଭେଟିଲେ ଡାବୁଗାଁ ବିଧାୟକ

ନବରଙ୍ଗପୁର : ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଗୁରୁବାର ଅପରାହ୍ନରେ ଲୋକସେବା ଭବନରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିଶନର ତଥା ସଚିବଙ୍କୁ ଭେଟି ନବରଙ୍ଗପୁର ଜିଲାର ଚାଷୀ ମାନଙ୍କର ସମସ୍ୟା ସଂପର୍କରେ…
Read More...

ସର୍ପାଘାତରେ କୃଷକ ମୃତ

ବାଙ୍କୀ : ଗୁରୁବାର ଦିନ ସକାଳେ ସ୍ଥାନୀ ଓସ୍ତିଆ ଗ୍ରାମର ଗୌରାଙ୍ଗ ନାଏକ(୫୦) ନିଜ ବିରି ବିଲକୁ କାମ କରିବା ପାଇଁ ଯାଇଥିଲାବେଳେ ବିଶଧର ନାଗ ସାପର ଆଘାତରେ ଗୁରୁତର ହୋଇଥିଲେ। ଖବର ପାଇ ପରିବାର ଲୋକମାନେ ତାଙ୍କୁ…
Read More...

ପିପିଲିରୁ ଦେଢ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୭ ଗିରଫ

ପିପିଲି : ବ୍ରାଉନସୁଗାର କାରବାର ହେଉଥିବା ଏକ ଆଡ୍ଡା ଉପରେ ପିପିଲି ପୁଲିସ ଚଢଉ କରି ୧୪ଗ୍ରାମ ୧୩୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୭ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨ଟି ବାଇକ ଓ କିଛି…
Read More...

ଗ୍ରାମସାଥିଙ୍କ ଇଚ୍ଛାରେ ଚାଲିଛି ରାସ୍ତାକାମ, ବନୀକରଣ ଜମିରୁ ମେସିନ ତାଡୁଛି ମାଟି

ପାଟଣା : ଗ୍ରାମାଂଚଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ପାଇଁ ଲକଡାଉନ ସମୟରେ ମନରେଗା ଯୋଜନାରେ ବ୍ଲକ ମାନଙ୍କୁ ଦୁଇ ଗୁଣ ଅର୍ଥ ପ୍ରଦାନ କରାଯାଇଥିବା ବେଳେ କେତେକ ପଂଚାୟତରେ ମନରେଗା ଉନ୍ନୟନ ଯୋଜନା ପରିଚାଳନା…
Read More...

ପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟିଙ୍କୁ କରୋନା

ପାଟଣା : ପାଟଣା ବ୍ଲକ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି କରୋନା ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଆଣ୍ଟିଜେନ୍ ଟେଷ୍ଟ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା ।…
Read More...

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାପାଇଁ କେନ୍ଦ୍ର ସରକାରଙ୍କୁ ଦାବି ପତ୍ର

ବୋଲଗଡ : ଓଡିଶା ରାଜ୍ୟ ଏକ ଅନୁନ୍ନତ ଓ ପଛୁଆ ଅଞ୍ଚଳଭାବେ ପରିଚିତ। କେନ୍ଦ୍ରସରକାର ଅନ୍ୟରାଜ୍ୟକୁ ସ୍ୱତନ୍ତ୍ରପାହ୍ୟାର ମାନ୍ୟତା ଦେଇ ସେଇ ରାଜ୍ୟ ଗୁଡିକର ଅର୍ଥନୈତିକ ବିକାଶ ସହିତ ସ୍ବାକ୍ଷରତାରେ ହାରରେ ବିକାଶ…
Read More...

ନିଆଁ ଲଗାଇ ଘର ପୋଡିବା ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ମାଣିବନ୍ଧ ଗ୍ରାମର ଏକ ଘରକୁ ନିଆଁ ଲଗାଇ ପୋଡ଼ି ଦେବା ଅଭିଯୋଗରେ ପୁଲିସ ଗୁରୁବାର ଦିନ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଯୁବକ ଜଣକ…
Read More...

ଭିଜିଲାନ୍ସ ଜାଲରେ ବାଙ୍କି ଫରେଷ୍ଟର

ରାଉରକେଲା : ଏକ ଗାଡ଼ି ଛାଡ଼ିବା ପାଇଁ ଗାଡ଼ି ମାଲିକ ଠାରୁ ୧୦ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବାଙ୍କି ଫରେଷ୍ଟର। ପ୍ରାପ୍ତ ସୂଚନା ଅନୁସାରେ ଅକ୍ଟୋବର ୨୬…
Read More...

ଗ୍ରାମୀଣ ଆବାସ ଦୁର୍ନୀତି ସଂର୍ପକରେ ବିଜେପି କୃଷକ ମୋର୍ଚ୍ଚାର ବି.ଡି.ଓଙ୍କୁ ଦାବି ପତ୍ର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଗ୍ରାମୀଣ ଆବାସ ଦୁର୍ନୀତି ସଂର୍ପକୀତ ଏକ ଦାବି ପତ୍ର ଗୁରୁବାର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ହରଭଙ୍ଗା ବି.ଡି.ଓଙ୍କୁ ପ୍ରଦାନ କରାଯାଇଛି। ଦାବି ପତ୍ରରେ ଗ୍ରାମୀଣ ଆବାସରେ…
Read More...

ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ୨ ବଳଦ ମୃତ: ଯୁବକ ଗୁରୁତର

ଦେବଗଡ଼ : ଦେବଗଡ ବନଖଣ୍ଡ କଂସର ସେକ୍ସନ ଅନ୍ତର୍ଗତ ଟିକିଲିଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ବିଛଯାଇଥିବା  ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ୨ ଟି ବଳଦର ମୃତ୍ୟୁ ଘଟିଥିବା ବେଳେ ଜଣେ…
Read More...

କୋଭିଡରେ ଭଂଜନଗର ମେଡିକାଲର ଡାକ୍ତର ଶିଶିରକାନ୍ତ ସାବତ ମୃତ

ଭଂଜନଗର : ଭଂଜନଗର ଉପଖଣ୍ଡ ସରକାରୀ ହାସ୍ପିଟାଲ ଆଗ ଧାଡିର କୋରନା ଯୋଦ୍ଧା ଡାକ୍ତର ଶିଶିରକାନ୍ତ ସାବତଙ୍କ କୋଭିଡିରେ ମୃତ୍ୟୁ ହୋଇଛି। ବୁଧବାର ଅପରାହ୍ନ ପ୍ରାୟ ୪ଟା ୫୦ ମିନଟ ସମୟରେ ଏହି ଡାକ୍ତରଙ୍କ ମୃତ୍ୟୁ ଘଟିଥିବା…
Read More...

ବୁଲେଟ ଧକ୍କାରେ ୬ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମ ଚରାମୁଲା ଛକ ନିକଟରେ ସନ୍ଧ୍ୟା ୬ଟା ସମୟରେ ବୁଲେଟ ଧକ୍କାରେ ଚାଳକ ସହ ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଉମରକୋଟ ଟାଉନ ର ବଉଳ ମଣ୍ଡଳ (୧୯)…
Read More...

ବେଆଇନ ଧର୍ମାନ୍ତରୀକରଣ ଓ ନିର୍ଯ୍ୟାତନା ଅଭିଯୋଗ ନେଇ ଏସପିଙ୍କ ଦ୍ୱାରସ୍ଥ, ପୁଅ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି…

ସମ୍ବଲପୁର : ସମ୍ବଲପୁର ସହରର ଉପକଣ୍ଠସ୍ଥ ସଦର ଥାନା ଅର୍ନ୍ତଗତ ଦଣ୍ଡେଇପାଲି ଠାରେ ବେଆଇନ ଭାବରେ ତାଙ୍କର ପୁତ୍ର ଧର୍ମାନ୍ତରୀକରଣ, ସମ୍ପତ୍ତି ଜବରଦଖଲ କରି ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାର…
Read More...

ଅଙ୍ଗନବାଡି କେନ୍ଦ୍ରରେ ନିମ୍ନ ମାନର ସ୍ବେଟର ଏବଂ ଜୋତା ବଣ୍ଟନ ଅଭିଯୋଗ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଥିବା ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ନିମ୍ନମାନର ଡ୍ରେସ, ସ୍ବେଟର ଏବଂ ଜୋତା ବଣ୍ଟନ କରିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ନବରଙ୍ଗପୁର ଜିଲ୍ଲା…
Read More...

୧୦୧ ଦିନର ଆନ୍ଦୋଳନ ଆସନ୍ତା ୯ ଯାଏଁ ସ୍ଥଗିତ

ରେଙ୍ଗାଲି : ଏନ୍ଏଲସି କମ୍ପାନୀର ତଲାବିରା କୋଇଲା ଖଣିରେ ଅଗଷ୍ଟ ୧୦ ତାରିଖରୁ ସ୍ଥାୟୀ ନିଯୁକ୍ତି ଦାବିରେ ଚାଲୁ ଥିବା ଅନଶନ ରେ ବିରାମ ଲାଗିଛି । ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କ ଉପସ୍ଥିତିରେ ତ୍ରି-ପାକ୍ଷୀକ…
Read More...

ଆନନ୍ଦ ଭବନରେ ବିଜେଡ଼ି ଘରବାହୁଡ଼ା ପର୍ବ

ବରପାଲି : ବରପାଲି ବ୍ଲକ ବହିଆପଦର ଆନନ୍ଦ ଭବନ ପରିସର ସଭାଗୃହରେ ବିଜେଡ଼ି ଦଳ ପକ୍ଷରୁ ଏକ ଘରବାହୁଡ଼ା ଉତ୍ସବ ପାଳିତ ହୋଇଯାଇଛି। ମଙ୍ଗଳବାର ପୁର୍ବାହ୍ନରେ ବ୍ଲକ ବିଜେଡ଼ି ସଭାପତି ଅଧିକାରି ବାରିକଙ୍କ ସଭାପତିତ୍ୱରେ…
Read More...

ବାରଖଣ୍ଡିଆରେ ଟାଉନହଲ ଭୂମି ପୁଜନତ୍ସବ

ବରପାଲି : ବରପାଲି ୨୬ନମ୍ବର ଜାତିୟ ରାଜପଥ ବାରଖଣ୍ଡିଆ ଖୋଲା ପଡ଼ିଆରେ ରାଜ୍ୟ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ରହିଥିବା ଟାଉନହଲ ବିଧାୟିକା ରିତା ସାହୁଙ୍କ ଦ୍ୱାରା ଭୂମି ପୁଜନ ହୋଇଯାଇଛି।…
Read More...

ଏନଏସି ପକ୍ଷରୁ ସ୍ୱଚ୍ଛସର୍ବେକ୍ଷଣ ଶିବିର

ବରପାଲି : ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ ଶିବିର କୋଭିଡ଼ ନୀତି ନିୟମ ପାଳନ ମାଧ୍ୟମରେ ଉତ୍ସବ ପାଳିତ ହୋଇଯାଇଛି। ବୁଧବାର ପୁର୍ବାହ୍ନ ସମୟରେ ମୁଖ୍ୟ ଅତିଥି ରୂପେ ବିଜେପୁର ବିଧାୟିକା…
Read More...

ଚୋରା ବାଲି ଚାଲାଣକୁ ବିରୋଧ ; କଂଗ୍ରେସ ପକ୍ଷରୁ ଭୂ-ସୁରକ୍ଷା ଆନ୍ଦୋଳନ ଚେତାବନୀ

ନବରଙ୍ଗପୁର : ଜିଲା କଂଗ୍ରେସ କମିଟି ପକ୍ଷରୁ ନବରଙ୍ଗପୁର ଜିଲାରେ ବେଆଇନ ଭାବେ ଅବାଧରେ କୋଟିକୋଟି ଟଙ୍କାର ବାଲି ଚୋରା ଚାଲାଣ କରାଯାଉଥିବାରୁ ତୀବ୍ର ପ୍ରତିକ୍ରିୟା  ପ୍ରକାଶ ପାଇଛି। ଏହି ଅବସରରେ ଜିଲା କଂଗ୍ରେସ…
Read More...

ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଗୁରୁତ୍ବପୂର୍ଣ୍ଣ ବୈଠକ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଲଚିଦା ଗ୍ରାମରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୃଶଭାନୁ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ କୃଷକ…
Read More...

ତୁରୁମୁଙ୍ଗାରେ କୋଭିଡ ନିୟମାବଳୀରେ ମା’ଙ୍କ ମେଲାଣି

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାର କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ସମ୍ପର୍ଣ୍ଣ ହୋଇଥିବା ବେଳେ ଗତ ସଂନ୍ଧ୍ୟାରେ ନିରାଡମ୍ବର ପରିବେଶ ମଧ୍ୟରେ ମା’ଙ୍କ ଭସାଣି କରାଯାଇଛି । କୋଭିଡ ନିୟମାବଳୀକୁ ମାନି…
Read More...

ଡିସେମ୍ବର ୮ ରୁ ଆରମ୍ଭ ହେବ ହୀରାକୁଦ ଇକୋ ରିଟ୍ରଟ : ପ୍ରଥମ ପର୍ଯ୍ୟାୟରେ ୨୫ଟି କଟେଜ 

ସମ୍ବଲପୁର : କୋଣାର୍କର ମାରାଇନ ଡ୍ରାଇଭରେ ପର୍ଯ୍ୟଟନର ବିକାଶ ପାଇଁ କରାଯାଇଥିବା ‘ଇକୋ ରିଟ୍ରିଟ’ ଯୋଜନାର ସଫଳତା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୫ଟି ସ୍ଥାନ ହୀରାକୁଦ, କୋଣାର୍କ, ଭିତର କନିକା,…
Read More...

ପ୍ରହସନ ପାଲଟିଛି ମୋ ସରକାର କକ୍ଷ !

ଫୁଲବାଣୀ/ବାଲିଗୁଡା :  ରାଜ୍ୟ ସରକାର ମୋ ସରକାରକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ କନ୍ଧମାଳ ଜିଲାର ବିଭିନ୍ନ ବ୍ଳକ ସ୍ତରରେ ଥିବା ମୋ ସରକାର କକ୍ଷ ଏକ ପ୍ରକାର ପ୍ରହସନ ପାଲଟିଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖବାକୁ…
Read More...

ପିପିଲିରେ ଲେଖାଶ୍ରୀଙ୍କ କୁଶପୁତଳିକା ଦାହ

ପିପିଲି : ପୁରୀ ସଂପର୍କରେ ବିବାଦୀୟ ମନ୍ତବ୍ୟ ପ୍ରଦାନକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବିରୋଧରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପିପିଲି ଠାରେ…
Read More...

ଭରୁଆମୁଣ୍ଡାରେ ଗିରିଗୋବର୍ଦ୍ଧନ ପୂଜା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତର ଭରୁଆମୁଣ୍ଡା ଗ୍ରାମରେ ତିନିଦିନ ଧରି ଚାଲିଥିବା ଗିରିଗୋବର୍ଦ୍ଧନ ପୂଜା ମଙ୍ଗଳବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଯାଦବ ସମାଜ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ବର୍ଷ…
Read More...

ଟିପର ଧକ୍କାରେ ମହିଳା ଗୁରୁତର

ଗଡମଧୁପୁର : ଜେନାପୁର ଥାନା ଅନ୍ତର୍ଗତ ତାରିଣି ଛକଠାରେ ଜଣେ ମହିଳାକୁ ଟିପର ଧକ୍କା ଦେବା ଫଳରେ ମହିଳା ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣକ ସେହି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ବାସନ୍ତି…
Read More...

ବାଲି ବୋଝେଇ ଟ୍ରାକ୍ଟର ଜବତ, ଜଣେ ଗିରଫ

ଗଡମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ବୃନ୍ଦାଦେଇପୁର ବାଲିଘାଟରୁ ବେଆଇନ ଭାବରେ ବାଲି ବୋଝେଇ କରି ଏକ ଟ୍ରାକ୍ଟର ଅଣ୍ଟିଆ ଅଭିମୁଖେ ଯାଉଥିବା ସମୟରେ ଜେନାପୁର ପୁଲିସ ନଜରରେ ପଡିଥିଲା। ଟ୍ରାକ୍ଟର ବାଲି ବୋଝେଇ କରି…
Read More...

ମାଲ ବୋଝେଇ ଟ୍ରକ ଧକ୍କାରେ ମିସ୍ତ୍ରୀ ମୃତ

ଭଂଜନଗଜର : ତାରସିଂର ଘର କାମ କରୁଥିବା ମିସ୍ତ୍ରୀ ଅଶୋକ ଯାନି(୨୭)ଙ୍କ ଏକ  ସଡକ ଦୁର୍ଘଟଣାରେ ମୃତ ଘଟିଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏହି ମିସ୍ତୀ ଜଣଙ୍କ ନିକଟସ୍ଥ କୋକଳବା ଗ୍ରାମରୁ ବାଇକ ଯୋଗେ ନିଗ…
Read More...

ମଞ୍ଚ ଅଭିନୟ ଦାବି କରି କଳାକାର ସଂଘ ତରଫରୁ ଶୋଭାଯାତ୍ରା ଓ ବିକ୍ଷୋଭ

ଭଞ୍ଜନଗର : କଭୋଡି-୧୯ର ତାଲା ବନ୍ଦ ପର ଠାରୁ କଳାକାରମାନଙ୍କର ଅବସ୍ଥା ସଂଗୀନ ହୋଇ ପଡିଛି। ଖୋଲାମଂଚର ଅଭିନୟ ବନ୍ଦ ଯୋଗୁଁ କଳାକାରଙ୍କ ପାଖରେ କାଣି କଉଡିଏ ରୋଜଗାର ନାହଁ। ଫଳରେ ପେଟପାଟଣା ପାଇଁ କେଉଁ କଳାକାର ଘର ଡିହ…
Read More...

ରେଳ ଧାରଣା କଡରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

କଣ୍ଟାବାଞ୍ଜି : ବଙ୍ଗୋମୁଣ୍ଡା ରେଳବାଇ ଫାଟକ ନିକଟ ମାଇଲଖୁଣ୍ଟ ୧୭୧/୬ କି.ମି. ରେଳ ଧାରଣା କଡରୁ ଅଜଣା ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କରିଛି ଜିଆରପି ପୁଲିସ। ବୃଦ୍ଧ ଜଣଙ୍କ ରେଳଧାରଣା କଡରେ ଗତକାଲି ରାତିରେ ଶୌଚ ହେବାକୁ…
Read More...

ଦୀପାବଳି ରାତିରେ ବଳାତ୍କାର ପୀଡିତାଙ୍କୁ ଜୀବନ୍ତ ଜଳାଇଲେ ଦୁର୍ବୃତ୍ତ, ବଞ୍ଚାଇବାକୁ ଆସି ଝିଅ ବି ଦଗ୍ଧ

ଜୟପୁର : ରାଜସ୍ଥାନରେ ରାଜଧାନୀ ଜୟପୁରର ଦୀପାବଳି ରାତିରେ ଜଣେ ବଳାତ୍କାର ପୀଡିତାଙ୍କୁ ଜୀବନ୍ତ ଜାଳିଦେବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ବଳାତ୍କାର ପୀଡିତାଙ୍କ ଉପରେ ପେଟ୍ରୋଲ ଛିଞ୍ଚି ଅଭିଯୁକ୍ତମାନେ…
Read More...

ଏକ ମାସ ହେଲା ଜଳ ଯୋଗାଣ ବନ୍ଦ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା ପଂଚାୟତରେ  ଗତ ଏକ ମାସ ହେଲା ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି।…
Read More...

ଚିତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ : ରେକୁଟିଆ ଏକାଦଶ ଚମ୍ପିଅନ୍

କେଶଦୁରାପାଳ : ଚିତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଚିତ୍ରୀକୁ ହରାଇ ରେକୁଟିଆ ଏକାଦଶ ଚମ୍ପିଅନ୍ ହୋଇଥିବା ଜଣାପଡ଼ିଛି । ଚିତ୍ରୀ ପକ୍ଷରୁ ବ୍ରାହ୍ମଣୀ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଚିତ୍ରୀ…
Read More...

ଅଜଣା ଗାଡ଼ି ଧକ୍କାରେ ୧  ମୃତ, ୧ ଗୁରୁତର

କେଶଦୁରାପାଳ : ଅଜଣା ଗାଡ଼ି ଧକା ଜଣେ ଶୁଶୁ କନ୍ୟା ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କଟକ ସ୍ଥାନ୍ତାନ୍ତର ହୋଇଥିବା ଜଣାପଡ଼ିଛି । ସୁଚନାରୁ ଜଣାଯାଏ ଯେ, ଘଷିପୁରା ଥାନା ଅନ୍ତର୍ଗତ ଏନ୍‌ଏଚ୨୦ ଗୋହିରା…
Read More...

କୂଅରେ ପଡି ନାବାଳିକା ମୃତ

କେଶଦୁରାପାଳ : ରାମଚନ୍ଦ୍ରପୁର ଥାନା ସାଇଁକୂଳ ଗାଁରେ କୂଅରେ ଖସିପଡି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତା ନାବାଳିବା ଗାଁର ବିଜନ ପରିଡାଙ୍କ ଭାଣିଜି ମିନୁ ସଙ୍ଖୁଆ । ମାମୁ ଘରେ ରହି ୫ଞ୍ଚମ ଶ୍ରେଣୀରେ ପାଠ ପଢୁଥିବା…
Read More...

ଶିଶୁ ଅଧିକାର ସପ୍ତାହ ପାଳିତ

କେଶଦୁରାପାଳ : ଘଷିପୁରା ଏସ୍‌ଆରଏମ୍ ର ଅନ୍ତେବାସୀ ଶିଶୁମାନଙ୍କ ଗହଣରେ ଚାଇଲ୍ଡଲାଇନ୍ ପକ୍ଷରୁ ଦୋସ୍ତୀ ଓ ଶିଶୁ ଅଧିକାର ସପ୍ତାହ ପାଳିତ ହୋଇଯାଇଛି। ଚାଇଲ୍ଡଲାଇନ୍ ଉପକେନ୍ଦ୍ର ଆନନ୍ଦପୁର ପକ୍ଷରୁ ଆୟୋଜିତ ଏହି…
Read More...

ଡିସେମ୍ବର ୫ ଓ ୬ରେ ଭାରତୀୟ ଜନତା ଦଳର ପ୍ରଶିକ୍ଷଣ ଶିବିର

କେଶଦୁରାପାଳ : ଆସନ୍ତା ଡିସେମ୍ବର ୫ ଓ ୬ ତାରିଖରେ ଭାରତୀୟ ଜନତା ଦଳର ଆନନ୍ଦପୁର ନଗର ମଣ୍ଡଳ ପ୍ରଶିକ୍ଷଣ ହେବା ନେଇ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ,…
Read More...

ଅଙ୍ଗନୱାଡି ଦିଦିଙ୍କ ଦୁର୍ନୀତି ଯୋଗୁଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ …….

ରେଙ୍ଗାଲିକ୍ୟାମ୍ପ : ଲୁରୁପାଲି ଗ୍ରାମରେ ଆଜିକୁ ଗୋଟିଏ ମାସ ଧରି ଅଙ୍ଗନୱାଡି କର୍ମୀ ଓ ଅଭିଭାବକଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଉକ୍ତ ଗ୍ରାମର ୧ନଂ  ଅଙ୍ଗନୱାଡି କେନ୍ଦ୍ରରେ  କାର୍ଯ୍ୟରତ କର୍ମୀଙ୍କ …
Read More...

ଦୁବାଇରେ ଭାରତୀୟ ଦମ୍ପତିଙ୍କ ଅନନ୍ୟ ବିବାହ – “ଡ୍ରାଇଭ ବାୟ ବିବାହ ଉତ୍ସବ”

ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍ସରେ ଜଣେ ଭାରତୀୟ ଦମ୍ପତି କରୋନା ଜୀବାଣୁ ସଂକ୍ରମଣକୁ ଏଡାଇବା ପାଇଁ ଏବଂ ସାମାଜିକ ଦୂରତା ଅନୁସରଣ କରି ଏକ ନିଆରା ଢଙ୍ଗରେ ବିବାହ ଉତ୍ସବ ଆୟୋଜନ କରିଛନ୍ତି। ଏହାକୁ “ଡ୍ରାଇଭ ବାୟ ବିବାହ…
Read More...

ଛେଳି ଚୋର କାବୁ ; ବୋଲେର, ପିକ୍ଅପ ସହିତ ବାଇକ୍ ଜବତ

ଫୁଲବାଣୀ/ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକରେ ଛେଳି ଚୋରି ଘଟଣା ସାଧାରଣ ହୋଇଯାଇଛି। ଏହି ଛେଳି ଚୋରକୁ ନେଇ ସମଗ୍ର ଅଞ୍ଚଳରେ ଛେଳି ଚାଷୀଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ…
Read More...

ଦୋକାନରେ ଚଢ଼ଉ, ୨୫ ହଜାର ଟଙ୍କାର ବାଣ ଜବତ

ତୁଷୁରା : ତୁଷୁରାରେ ଆଲୋକର ପର୍ବ ପବିତ୍ର ଦୀପାବଳୀ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। କୋଭିଡ଼ ନିୟମ ଯୋଗୁଁ ବିନା ବାଣରେ ଦୀପାବଳି ପର୍ବ ପାଳନ କରାଯାଇଥିଲା। ଲୋକେ ନିଜ ନିଜ ଘରେ ପୂଜାର୍ଚ୍ଚନା କରିଥିବା ବେଳେ…
Read More...

ବର୍ଲାରେ ଜୟଯବାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ତୁଷରା : ବର୍ଲା ଖେଳ ପଡ଼ିଆରେ ଚାଲିଥିବା ଜୟଯବାନ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ୟାପିତ ହୋଇଛି। ଫାଇନାଲ ମ୍ୟାଚ ଆଟଗାଁ କ୍ରିକେଟ ଦଳ ସହ ବର୍ଲା କ୍ରିକେଟ ଦଳ ମଧ୍ୟରେ ହୋଇଥିଲା। ଏହି ୧୦ ଓଭର ବିଶିଷ୍ଠ ମ୍ୟାଚରେ ଆଟଗାଁ ଦଳ…
Read More...

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ସିନ୍ଧେକେଲା : କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଉଦେଶୃଙ୍ଘ ଗ୍ରାମର ପୂର୍ଣ୍ଣ ଛତ୍ରିଆ(୩୫) ନାମକ ଜଣେ ଯୁବକ ସେହି ଗ୍ରାମର ଗୁଦୁ କଇବର୍ତ୍ତ ଓ ତାଙ୍କ ସ୍ତ୍ରୀକୁ ନିଜ ବାଇକରେ ବଲାଙ୍ଗିର ଜିଲା ସିନ୍ଧେକେଲା ଥାନା…
Read More...

ଏନ୍ଏସି ସମ୍ମୁଖରେ ଜନମଞ୍ଚ ପକ୍ଷରୁ ୩ ଦିନିଆ ଅନଶନ

ପାଟଣାଗଡ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗତ ସାଢେ ଛଅ ବର୍ଷ ଧରି ବହୁ ଅନିୟମିତତା ହୋଇଥିବା ଦର୍ଶାଇବା ସହ ବହୁ ଜନହିତକର ଯୋଜନାର ରୂପାୟନ, ଚାଷୀ ଓ ସାଧାରଣ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବା…
Read More...

ଜନଜାତି ଗୌରବ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଦେ ତରଫରୁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ  ଜନଜାତି ଗୌରବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ପେଟ୍ରୋଲ ଛକଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ…
Read More...

ବନ ବିଭାଗର କାର୍ଯ୍ୟାନୁଷ୍ଠାନ : ଖାତ ଖୋଳି ରାସ୍ତା କଲେ ବନ୍ଦ

ଗଡମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ କୁସୁନପୁର ପିଆରଏଫ (ସଂରକ୍ଷିତ ଜଙ୍ଗଲ) ରେ ଆଜି ସକାଳୁ ବନପାଳ ସଦଳବଳ ଚଢଉ କରି ଖାଦାନକୁ ସଂଯୋଗ କରୁଥିବା ପହାଡରାସ୍ତାକୁ ଖାତଖୋଳି ବନ୍ଦ କରିଛନ୍ତି। ଏକ ଜେସିବି ମେସିନ…
Read More...

ବ୍ୟାଟେରି ଓ ଡ଼ିଜେଲ୍ ଚୋର ରାକେଟ୍ ଠାବ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ପୁଲିସ୍ ଆଜି ମିଳିଛି ଏକ ବଡ଼ ସଫଳତା। ଦୀର୍ଘଦିନ ହେଲା ଫୁଲବାଣୀ ସମେତ କଟ୍ରିଙ୍ଗିଆ ଓ ବେଲପଦର ଆଦି ଅଞ୍ଚଳର ବିଭିନ୍ନ ଗାଡ଼ିରୁ ବ୍ୟାଟେରି ସହିତ ଡ଼ିଜେଲ୍ ଚୋରି…
Read More...

୫ ଦିନ ହେଲା କନ୍ଧମାଳ ଶୀତରୁ ଗାଏବ

ଫୁଲବାଣୀ : ଶୀତ ପାଇଁ ବେଶ୍ ପରିଚିତ କନ୍ଧମାଳ ଜିଲାରୁ ଗତ ୫ ଦିନ ହେଲା ଶୀତ ଗାଏବ ହୋଇଯାଇଛି। ଗତ  ବର୍ଷ ଏହି ସମୟରେ ଯେଉଁଭଳି ଭାବେ ଶୀତ ଅନୁଭୁତ ହେଉଥିଲା ଚଳିତ ବର୍ଷ ତାହାର ବିପରୀତ ପରିସ୍ଥିତି ସୃଷ୍ଟି ହୋଇଛି।…
Read More...

ବୁର୍ଲା ସହରରେ ନାଳନର୍ଦ୍ଦମା ସମସ୍ୟା ; କେଉଁଠି ଆଦୌ ନାହିଁ ତ, ଅନ୍ୟ କେଉଁଠି ଅଧାରେ ଅଟକିଛି

ବୁର୍ଲା : ଶିକ୍ଷାନଗରୀ ବୁର୍ଲା ସହରର ବିଭିନ୍ନ ସ୍ଥାନରେ ନାଳନର୍ଦ୍ଦମା ସମସ୍ୟା ଲାଗି ରହିଛି। ଏହା ସ୍ଥାନୀୟବାସିନ୍ଦାଙ୍କ ପାଇଁ ମୁଣ୍ଡବଥାର କାରଣ ସାଜିବା ସହିତ ଆଗାମୀ ଦିନରେ ସହରରେ ଅନେକ ସମସ୍ୟାର ଆଶଙ୍କା…
Read More...

ତୁଷୁରାରେ ପଲସର ଆତଙ୍କ ; ଦିନ ଦ୍ବିପ୍ରହରରେ ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

ତୁଷରା : ତୁଷୁରାରେ ବିଭିନ୍ନ ସମୟରେ ପଲସରରେ ଲୁଟେରାମାନେ ଆସି ଟଙ୍କା ଲୁଟ କରୁଥିବା ବେଳେ ଶୁକ୍ରବାର ଏକ ମିଲ୍‌ରେ କର୍ମଚାରୀଙ୍କ ଡିକିରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ତୁଷୁରା…
Read More...

ବାମୁଣୀ ମକା ପ୍ରୋସେସିଂ ପ୍ଲାଣ୍ଟ ବିବାଦ : ପୃଥକ ପୃଥକ ୩ଟି ମାମଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷଗୁମଡା ବ୍ଲକ ଅନ୍ତର୍ଗତ ବାମୁଣୀ ଗାଁ ରେ ହେବାକୁ ଥିବା ମକା ପ୍ରୋସେସିଂ ପ୍ଲାଣ୍ଟରେ ବିବାଦ ଥମିବାରେ ନା ନେଉନାହିଁ, ଦିନକୁ ଦିନ ପ୍ଲାଣ୍ଟ ହେବାନେଇ ଜଟିଳ ପରିସ୍ଥିତି ଦେଖିବାକୁ…
Read More...

ପାଟଣାଗଡ ବିଭତ୍ସ ଗଣହତ୍ୟା ମାମଲା : ଖିଅ ଖୋଳୁଛି ପୁଲିସ, ୨ ଅଟକଙ୍କୁ ଜେରା

ବଲାଙ୍ଗିର : ପାଟଣାଗଡ଼ ଗଣହତ୍ୟା ମାମଲାକୁ ୩ ଦିନ ବିତିଲାଣି। ସ୍ୱତନ୍ତ୍ର ପୁଲିସ ଟିମ୍ ବିଭିନ୍ନ ସୂଚନାକୁ ଆଧାର କରି ଖୋଳତାଡ ଚଳାଇଛି। ୨ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଅନ୍ୟପଟେ ହତ୍ୟାକାରୀଙ୍କୁ ଫାଶୀ ଦିଅ,…
Read More...

ଯମୁନାପାଲିରେ ବିଶ୍ୱ ଧନ୍ୱନ୍ତରୀ ଦିବସ ପାଳିତ

ଖପ୍ରାଖୋଲ : ଆୟୁର୍ବେଦ ଚିକିତ୍ସା ବେଦର ଏକ ଅଙ୍ଗ। ଏହା ସର୍ବ ପୁରାତନ ଚିକିତ୍ସା। ବିଜ୍ଞାନର ଉପଲବ୍ଧି ସତ୍ତେ୍ୱ ଘର ଚାରି ପାଖରେ ପରିବେଷ୍ଟିତ ଜରିବୁଟିର ଗୁରୁତ୍ୱ ସବୁବେଳେ ରହି ଆସିଛି। ଆୟୁର୍ବେଦ ବିନା ମାନବ…
Read More...

ଦାଦାବଟି ମାଗିବା ଅଭିଯୋଗରେ ୩ ଗିରଫ

ପିପିଲି : ଦାଦାବଟି ମାଗିବା ଅଭିଯୋଗରେ ପିପିଲି ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ନିଜିଗଡକୁରୁଖି ଗ୍ରାମର ଅମରେନ୍ଦ୍ର ପାତ୍ର ଓରଫ…
Read More...

ବୋଲଗଡରେ ନୂତନ ତହସିଲଦାର ଯୋଗଦାନ

ବୋଲଗଡ : ବୋଲଗଡ ବ୍ଲକରେ ବହୁଦିନ ଧରି ତହସିଲଦାର ପଦବୀ ଖାଲି ପଡିବା ଯୋଗୁଁ ଉଭୟ ତହସିଲ, ସବ୍‌ରେଜିଷ୍ଟାର ଓ ବ୍ଲକ କାର୍ଯ୍ୟକୁ ବିଡିଓ ଧୋବେଇ ନାଏକ ଦାୟିତ୍ୱ ତୁଲାଉଥିଲେ। ବିଡିଓ ଶ୍ରୀ ନାଏକ ସମସ୍ତ କାର୍ଯ୍ୟକୁ ସଠିକ୍…
Read More...

ଟାଟା ମେଜିକ ଗାଡି ସହ ୨୬ ଖଣ୍ଡ ମୂଲ୍ୟବାନ ଶାଳ କାଠ ଜବତ

ବୁଗୁଡା : ବୁଗୁଡା ବନାଞ୍ଚଳ ବାଲିପଦର ସେକ୍ଟର ଅନ୍ତର୍ଗତ ମଙ୍ଗଳପୁର ନିକଟରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ମୂଲ୍ୟବାନ ଶାଳ କାଠ ବୋଝେଇ ଏକ ଟାଟା ମେଜିକ ଗାଡିକୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଗାଡି ଚାଳକ ଖସି ପଳାଇ…
Read More...

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଆନ୍ଦୋଳନ, ମେଡିକାଲର ଇନଚାର୍ଜ ଡାକ୍ତର ଅଟକ

ନବରଙ୍ଗପୁର : ଡାକ୍ତରଙ୍କ ବଦଳି ଆଦେଶ ବାତିଲ ସମେତ ପାଞ୍ଚ ଦଫା ଦାବି ନେଇଁ ଗତ ୧୦ ତାରିଖ ଠାରୁ "ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା" ଗ୍ରୁପ ଓ ତେନ୍ତୁଳିଖୁଣ୍ଟି ଅଞ୍ଚଳବାସୀଙ୍କ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଦିଆ…
Read More...

ଅଜଣା ବାଇକ୍ ଧକ୍କାରେ ଜଣେ ଗୁରୁତର

ପାଟଣା : କେନ୍ଦେଇପଶି ରାସ୍ତାର ପୁଟୁଳିଆ ମଦ ଭାଟି ସାମ୍ନାରେ ଅଜଣା ବାଇକ୍ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହେଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ପୁଟୁଳିଆ ଗ୍ରାମର କ୍ଷେତ୍ରମୋହନ ପାତ୍ର(୫୫) ବୋଲି ଜଣାପଡିଛି। ତାଙ୍କ…
Read More...

ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର    

ସିନ୍ଧେକେଲା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁ ପଂଚାୟତ ପୁଡାପାଲି ଗ୍ରାମରେ ଆଜି ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଦେଢଗାଁ ପଂଚାୟତ…
Read More...

ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା ଘଟଣା ; ମୁହଁ ଖୋଲୁନି ପୁଲିସ, ତଦନ୍ତ ଜାରି ଓ ୨ ଅଟକ

ପାଟଣାଗଡ : ପାଟଣାଗଡ ବ୍ରହ୍ମପୁରା ସଅଁରାପଡ଼ାରେ ରହୁଥିବା ବୁଲୁ ଜାନୀ, ସ୍ତ୍ରୀ ଜ୍ୟୋତି ଓ ୪ ପୁଅଝିଅଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ପାଟଣାଗଡ ସହ ବଲାଙ୍ଗିର ଜିଲା ସ୍ତବ୍ଧ ହୋଇଯାଇଥିଲା।…
Read More...

ଝାରମୁଣ୍ଡାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ପାଇଁ ଅନ୍ୟ ସ୍ଥାନ ନିରୂପଣ ଦାବି

ଲୋଇସିଂହା : ଲୋଇସିଂହା ବ୍ଳକର ଝାରମୁଣ୍ଡା ଗ୍ରାମରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମିନି ଷ୍ଟାଡିୟମକୁ ଗ୍ରାମର ନର୍ଦ୍ଦିଷ୍ଟ ଛୋଟ ପଡିଆରେ ନିର୍ମାଣ ନକରି ଖାଲି ପଡିଥିବା ଅନ୍ୟ ପଡିଆ ଜମିରେ ନିର୍ମାଣ…
Read More...

ଦିନକ ପରେ ଦୀପାବଳି, ବଜାରରେ ପସରା ମେଲିଛି କାଉଁରୀଆ କାଠ ସାଂଗକୁ ରଙ୍ଗବେରଙ୍ଗର ଆଲୋକମାଳା

ବାଙ୍କୀ : ଦିନକପରେ ପବିତ୍ର କାର୍ତ୍ତିକ ମାସର ବଡ଼ପର୍ବ ଦୀପାବଳି ପାଳିତ ହେବାକୁ ଯାଉଛି । ଚାରିଆଡେ ସାଜସଜ୍ଜା ଦେଖିବାକୁ ମିଳିଲାଣି । ପରମ୍ପରା ଅନୁଯାୟୀ ପିତୃପୁରୁଷଙ୍କୁ କାର୍ତ୍ତିକ ମାସ ଅମାବାସ୍ୟାରେ ପିଣ୍ଡଦାନ…
Read More...

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି ଦେବା ମାମଲା ; ପୂର୍ବତନ ସେନା କର୍ମଚାରୀଙ୍କ ସମେତ ୨ଙ୍କୁ ଆଜୀବନ ଜେଲ

କେନ୍ଦ୍ରାପଡ଼ା : ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ବଳି ଦେବା ମାମଲାର ବିଚାର କରି କେନ୍ଦ୍ରାପଡ଼ା ଜିଲା ଓ ଦୌରାଜଜ ଅଭିଯୁକ୍ତ ଦ୍ୱୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବତନ…
Read More...

ଅସହାୟର ଚିକିତ୍ସା ସେବା ପାଇଁ ଆଗେଇ ଆସିଲା ମାହେଶ୍ୱରୀ

ଲୋଇସିଂହା : ବୁଧବାର ରାତିରେ ସ୍ଥାନୀୟ ଫିରୋଜ ଖାଁ ନାମକ ଜନୈକ ଅସହାୟ ଯୁବକର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଖବର ପାଇ ସ୍ଥାନୀୟ ସ୍ୱେଚ୍ଚାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଅଧ୍ୟକ୍ଷ୍ୟ ଦେବାଶିଷ ବିଶୋୟୀ ସମେତ…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୪ ଗୁରୁତର

କଣ୍ଟାବାଞ୍ଜି : ଆଜି ଅପରାହ୍ନ ପ୍ରାୟ ୧ ଟା ବେଳେ ତୁରେକେଲା ରାସ୍ତା ଫରେଷ୍ଟ କରପୋରେସନ ଡିପୋ ଟର୍ଣ୍ଣିଙ୍ଗ ରାସ୍ତାରେ ଉଭୟ ପଟରୁ ଦ୍ରୁତ ଗତିରେ ଯାଉଥିବା ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ହୋଇ…
Read More...

ମା’ ଶ୍ୟାମା କାଳୀଙ୍କ ପୂଜାର୍ଚ୍ଚନା ପ୍ରସ୍ତୁତି 

ବରପାଲି : ବରପାଲି ବରଦା ମା’ଶ୍ୟାମା କାଳିଙ୍କ ପୁଜା କାର୍ଯ୍ୟକ୍ରମ ନିତି ପରମ୍ପରା ମଧ୍ୟରେ କୋଭିଡ଼ ନିତି ନିୟମକୁ ସମ୍ମାନ ଜଣାଇ ଅଚଂଳର ବିଭିନ୍ନ ସଂସ୍ଥା ପକ୍ଷରୁ ମଣ୍ଡପ ନିର୍ମାଣ ସହ ପ୍ରସ୍ତୁତି ଆଗେ ଚାଲିଛି। ସ୍ଥାନୀୟ…
Read More...

ଦୁଇ ବାଇକ୍ ମଧ୍ୟରେ ଧକ୍କା ; ୧ ମୃତ, ୧ ଗୁରୁତର

ବୁଗୁଡ଼ା : ସ୍ଥାନୀୟ ବଡଶଙ୍ଖ ଠାରେ ବୁଧବାର ରାତି ସାଢ଼େ ୧୦ଟା ବେଳେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।  ମୃତକ ଜଣକ କେନ୍ଦୁବାଡି ଗ୍ରାମର ଧୋବା…
Read More...

ବରପାଲି ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ

ବରପାଲି : ବରପାଲି ଗୋଷ୍ଠୀ ଉନ୍ନୟନ ରାଜିବଭବନ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ ସହ ସମ୍ବନ୍ଧିତ ଆଲୋଚନା ହୋଇଯାଇଛି।  ରବିବାର ପୁର୍ବାହ୍ନ ସମୟରେ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାରଙ୍କ ସଭାପତିତ୍ୱରେ…
Read More...

ଗାର୍ଡ଼ୱେଲ ଭାଙ୍ଗି ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଥିବା ଯୋଗୁଁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସୂଚନା ମୁତାବକ ପାପଡାହାଣ୍ଡି ବ୍ଲକ,…
Read More...

ବାର୍‌ହା ଫାସ ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭଣଜା ମୃତ ଓ ମାମୁଁ ଗୁରୁତର

ବିନିକା : ବିନିକା ଥାନା ଅନ୍ତର୍ଗତ ସିଲାଟୀ ଚୌକିଯୋର ଚେକଡ୍ୟାମ ଘାଟ ନିକଟରେ ବାର୍‌ହା ଫାସ ପାଇଁ ବିଛା ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭଣଜାର ମୃତ୍ୟୁ ଘଟିଥିବା ବେଳେ ମାମୁଁଙ୍କ ଅବସ୍ଥା ଗୁରୁତର…
Read More...

ବୁର୍ଲାରେ ସଂଘବଦ୍ଧ ଆକ୍ରମଣ ଘଟଣା ; ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି, ୪ ଅଟକ

ବୁର୍ଲା : ଗତକାଲି ବୁର୍ଲା ସେଣ୍ଟର ଲାଇନ କଲୋନିରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ସ୍ତବ୍ଧ ହୋଇଯାଇଛନ୍ତି। ଏଭଳି ଘଟଣା ବୁର୍ଲା ସହରରେ ଘଟି ଆଗରୁ ଘଟି ନ ଥିବା ନେଇ ସ୍ଥାନୀୟ ସଚେତନ ବର୍ଗରେ…
Read More...