ସରକାରୀ ଯୋଜନାରେ ଗୃହ ଯୋଗାଇ ଦେବାପାଇଁ ଆଶା କର୍ମୀଙ୍କ ଗୁହାରି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ତିନି ଥର ପରସ୍କୃତ ହୋଇଥିବା ଆଶା କର୍ମୀଙ୍କ ଦୁଃଖ ବୁଝିବାକୁ ନାରାଜ ସ୍ଥାନୀୟ ପ୍ରଶାସନ । ଭଙ୍ଗା ଘରେ ନିଜର ଦିବ୍ୟାଙ୍ଗ ପୁଅ ସହ ୫ଜଣ ପ୍ରାଣୀ କୁଟୁମ୍ବଙ୍କ ବିତୁଛି…
Read More...

ଜୁଆଆଡାରେ ଚଢାଉ ; ନଗଦ ଟଙ୍କା ସହ ୯ ଜଣ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଟାଉନ ଥାନା ପୁଲିସ ଗତକାଲି ରାତ୍ରରେ ନବରଙ୍ଗପୁର ସହରରେ ଚାଲିଥିବା ଏକ ଜୁଆଆଡା ଉପରେ ଚଢାଉ କରି ସେଠାରୁ ୯ ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩୨ ହଜାର ୫୭୦ ଟଙ୍କା ଜବତ କରିଥିବା…
Read More...

ଗ୍ୟାସ ନିଆଁରେ ପୋଡି ହୋଇ ପୂର୍ବତନ ସରପଞ୍ଚ ଗୁରୁତର

ରଗଡି : କୋରେଇ ବ୍ଲକ ପଚ୍ଛିକୋଟ ପଞ୍ଚାୟତର  ପୂର୍ବତନ ସରପଞ୍ଚ  ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ଶ୍ରୀମତୀ ଲୀନା ସାହୁ  ଗ୍ୟାସ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ୧୦୮ ଆମ୍ବୁଲାନ୍ସ…
Read More...

ଦୀର୍ଘ ୧୦ ମାସ ପରେ ଖୋଲିଲା ପଶ୍ଚିମ ଓଡିଶା ପର୍ଯ୍ୟଟନ ସ୍ଥଳ

ହୀରାକୁଦ : କରୋନା କଟକଣା ପାଇଁ ଦୀର୍ଘ ୧୦ ମାସ ଧରି ପର୍ଯ୍ୟଟନ ସ୍ଥଳ ବନ୍ଦ ରହିବା ପରେ ଆଜି ପଶ୍ଚିମ ଓଡିଶା ପର୍ଯ୍ୟଟନ ସ୍ଥଳ ଖୋଲିଛି। ସମ୍ବଲପୁର ସ୍ଥିତ ହୀରାକୁଦ ପର୍ଯ୍ୟଟନ ସ୍ଥଳ ମଧ୍ୟ ଆଜି ଖୋଲିଛି। ହୀରାକୁଦ…
Read More...

ଟ୍ରମ୍ପଙ୍କ ବିଶାଳ ସମାବେଶ : ୩୦ ହଜାର କରୋନା ସଂକ୍ରମିତ, ୭ ଶହ ଜଣଙ୍କ ମୃତ୍ୟୁ

ୱାଶିଂଟନ : ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଧାର୍ଯ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ନେତାଙ୍କ ଦ୍ୱାରା ବାରମ୍ବାର ନିର୍ବାଚନ ରାଲିକୁ କରାଯାଉଛି। ଏହା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…
Read More...

ବିଜେପି ଯୁବମୋର୍ଚା ପକ୍ଷରୁ ରକ୍ତଦାନ ଶିବିର

ବେଗୁନିଆ : ବେଗୁନିଆ ବ୍ଲକ  କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଢ କୋଟି, ୫ଟି ଘରର ମାଲିକାଣୀ ଗିରଫ

ନୂଆଦିଲ୍ଲୀ : ଜଣେ ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଢ କୋଟି ମିଳିଛି। ଏହା ସହ ସେ ୫ଟି ଘରର ମାଲିକାଣୀ ମଧ୍ୟ। ୫୭ ବର୍ଷୀୟ ମହିଳା ଭିକାରୀଙ୍କୁ ପୁଲିସ ଗିରଫ କରିଛି। Gulfnews.com ର ଏକ ରିପୋର୍ଟ ଅନୁଯାୟୀ,…
Read More...

ଡ. ଚିତ୍ତ ରଂଜନ ମହାନ୍ତି ଅଖିଲ ଭାରତ ହିନ୍ଦୁ ମହାସଭା ଓଡିଶା ପ୍ରଦେଶ କାର୍ଯ୍ୟକାରୀ ସଭାପତି

ଗଡ଼ମଧୁପୁର : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାର ଠାରେ ସ୍ଥାୟୀ ଭାବରେ ବାସ କରୁଥିବା ବିଶିଷ୍ଟ ଶିକ୍ଷାବିତ, ପ୍ରାକ୍ତନ ପ୍ରାଧ୍ୟାପକ, ସମାଜସେବୀ ତଥା ଅର୍ଥଶାସ୍ତ୍ରୀ ଡ. ଚିତ୍ତରଂଜନ ମହାନ୍ତିଙ୍କୁ ଅଖିଳ ଭାରତ…
Read More...

ଓଡିଶା ପୁଲିସର ମହାନିର୍ଦ୍ଦେଶକ ଓ ସି.ଆର୍.ପି.ଏଫ୍. ମହାନିର୍ଦ୍ଦେଶକ ଦିନିକିଆ କଳାହାଣ୍ଡି ଗସ୍ତ

“କଳାହାଣ୍ଡି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ମାଓ ଗତିବିଧି, ସୁରକ୍ଷା ବ୍ୟବସ୍ଥା, ପୋଲିସର ଭିତ୍ତିଭୂମି ବିକାଶ, ସି.ଆର୍.ପି.ଏଫ୍. ଓ ଜିଲ୍ଲା ପୋଲିସ୍ ମଧ୍ୟରେ ସମନ୍ୱୟ ରଖିବାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ…
Read More...

କେନାଲ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରାମଚନ୍ଦ୍ରପୁର ଗାଁ ନିକଟସ୍ଥ ମୁଣ୍ଡିପଟି କେନାଲ ନିକଟରୁ ରବିବାର ବୌଦ୍ଧ ପୁଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ବୀରାମଚନ୍ଦ୍ରପୁର ଗ୍ରାମର…
Read More...

ଜିଲା ବିଜେପି ପକ୍ଷରୁ ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ

ବୌଦ୍ଧ : ବୌଦ୍ଧଜିଲା ବିଜେପି କାର୍ଯ୍ୟାଳୟଠାରେ ଜିଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଜିଲା ବିଜେପିର ନେତାମାନେ…
Read More...

ନୂତ୍ତନ କୃଷି ଆଇନକୁ ବିରୋଧ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ସତ୍ୟାଗ୍ରହ

ବୌଦ୍ଧ :  କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା ନୂତ୍ତନ କୃଷି ଆଇନକୁ ବିରୋଧ କରି ବୌଦ୍ଧଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଛି। ଜିଲା କଂଗ୍ରେସ କମିଟି…
Read More...

ଡିଜେଲରେ କିରୋସିନି ଅପମିଶ୍ରଣ ଅଭିଯୋଗ

-ପକ୍ଷ ରଖିଲେ ଫିଲିଂ ପଏଣ୍ଟ ମାଲିକ -ନୂଆ ନୁହେଁ ଅପମିଶ୍ରଣ ଅଭିଯୋଗ ବଲାଙ୍ଗିର : ବଲାଙ୍ଗିର କଲେଜ ଛକ ଅଞ୍ଚଳର ସତ୍ୟ ନାରାୟଣ ସିଂଘାନିଆଙ୍କ ପୁଅ ସୁରଜ ସିଂଘାନିଆ। ଗତ ୨୯ ତାରିଖ ରାତିରେ ସେ ସମ୍ବଲପୁରରୁ ଚାରି…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଗୁରୁଡିଝାଟିଆ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମଜବୁତ୍ ଚିନ୍ତାଧାରାର ପ୍ରତୀକ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଆଜି ମଞ୍ଚେଶ୍ୱର ପଞ୍ଚାୟତର ନାରଙ୍ଗବସ୍ତ ଠାରେ ପାଳିତ ହୋଇଛି । ଧବଳେଶ୍ୱର ସେବା ସଂସ୍ଥାର…
Read More...

ରାଇକିଆ ଥାନା ଅଞ୍ଚଳରେ ପୁଲିସ୍-ମାଓବାଦୀ ଗୁଳିବିନିୟ ଘଟଣା

ଫୁଲବାଣୀ : ଗଂଜାମ-କନ୍ଧମାଳ ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ପଂଚାୟତର ବାଇବାଲି ଜଙ୍ଗଳରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇବା ପରେ ଶୁକ୍ରବାର ଠାରୁ ପୁଲିସ୍…
Read More...

କୋଭିଡ ନିୟମ ଉଲ୍ଲଙ୍ଘନ ଦଣ୍ଡ ଏକ ଲକ୍ଷ

ଦେବଗଡ : ଦେବଗଡ ଥାନା ସୁଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ କମଳା ବଗିଚା ଗ୍ରାମରେ ଆଜି ଜଣେ ଯନ୍ତ୍ରୀ କୋଭିଡ ନିୟମ ଉଂଲଘନ କରି ବିବାହ ଭୋଜି ଦେଉଥିବା ବେଳେ ସେଠାରେ ଚଢାଉ କରାଯାଇ ତାଙ୍କଠାରୁ ଏକ ଲକ୍ଷ ଟଙ୍କା ଜୋରିମାନା…
Read More...

କୋଭିଡ କଟକଣା ମଧ୍ୟରେ ପାଳନ ହେଲା କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା

ନବରଙ୍ଗପୁର : ଶନିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଆଜିର ଦିନରେ ଓଡ଼ିଶାର ଘରେ ଘରେ ଝିଅମାନେ ବେଶ…
Read More...

ଅବକାରୀ ଚଢାଉ, ୩୮୫୦ଲିଟର ଗୁଡପୋଚ ଜବତ

ଆଠଗଡ : କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଡଃ ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଓ କଟକ ଅବକାରୀ ବିଭାଗୀୟ ଅଧିକାରୀମାନେ ଶୁକ୍ରବାର ଆଠଗଡ ଅଞ୍ଚଳର ତାଳବସ୍ତ ଗ୍ରାମ ନିକଟରେ ଚଢାଉ କରି ବିପୁଳ ପରିମାଣର…
Read More...

ବେଣ୍ଟପଦାରେ ସ୍ୱତନ୍ତ୍ର ଅଲିମ୍ପିକ ପକ୍ଷରୁ ଯୁବ କର୍ମଶାଳା

ଆଠଗଡ : ଭାରତ ସ୍ୱତନ୍ତ୍ର ଅଲିମ୍ପିକ ଓଡିଶା ଶାଖା ଏବଂ ଆଠଗଡର ଦୋରଡସ୍ଥିତ ଡକ୍ଟର ବ୍ରଜବିହାରୀ ଟ୍ରଷ୍ଟର ମିଳିତ ଉଦ୍ୟମରେ ବେଣ୍ଟପଦା ଗ୍ରାମରେ ଏକ ଯୁବ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବେଣ୍ଟପଦା ଗ୍ରାମର ଜଗନ୍ନାଥ…
Read More...

ସରକାରୀ ଶିକ୍ଷକଙ୍କ ଘରୋଇ ଶିକ୍ଷା ବେପାର

ବଲାଙ୍ଗିର : ସରକାରୀ ଶିକ୍ଷାର ମାନରେ ଉନ୍ନତି ଆଣିବା ପାଇଁ ଅନବରତ ପ୍ରୟାସ କରୁଛନ୍ତି  ରାଜ୍ୟ ସରକାର। ବଲାଙ୍ଗିର ଜିଲାରେ ସରକାରୀ ଚାକିରି କରି ମଧ୍ୟ ଘରୋଇ ଶିକ୍ଷା ବେପାରରେ ମାଳ ମାଳ ଶିକ୍ଷକ ରହିଛନ୍ତି। ଏହି…
Read More...

ଓଲଟିଲା କୋଇଲା ବୋଝେଇ ଟ୍ରକ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପାରାଭାଡି ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକର ଚାଳକ ଓ ସହାୟକ ରାସ୍ତା କଡରେ ଗାଡି ରଖି ରାସ୍ତା ପାର୍ଶ୍ବ ଦୋକାନକୁ ଚା ପାଇବାକୁ ଯିବା ସମୟରେ ଗାଡିଟି…
Read More...

ଟଙ୍କା ଭ୍ୟାନିଟ୍ ଛଡାଇ ନେଲେ ଲୁଟେରା

ପାଟଣା : ପାଟଣା ଷ୍ଟେଟ ବ୍ୟାଙ୍କ ଶାଖାରୁ ୨୦ ହଜାର ଟଙ୍କା ଉଠାଇ ସାଇକେଲ ଯୋଗେ ଗୋଧିରାମ ପଡା ଗ୍ରାମକୁ ଫେରୁଥିବା ଆଦିବାସୀ ଦମ୍ପତ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗୋଧିରାମପଡା ଗ୍ରାମର…
Read More...

ବିପୁଳ ପରିମାଣର ଚୋରା କାଠ ଜବତ କଲା ପାଟଣା ବନ ବିଭାଗ 

ପାଟଣା : କେନ୍ଦୁଝର ଡିଏଫଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ନେତୃତ୍ୱରେ ପାଟଣା ବନ ବିଭାଗ ଓ ଘଟଗାଁ ବନ ବିଭାଗ ମିଳିତ ଚଢଉ କରି କୁସୁନପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ…
Read More...

କଚାଡି ଦେଲା ହାତୀ, ବୃଦ୍ଧ ମୃତ

କଣିହାଁ : ଅନଗୁଳ ଜିଲା କଣିହାଁ ବ୍ଲକ ବଜ୍ରକୋଟ ସୁବର୍ଣ୍ଣପୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଦନ୍ତା ହାତୀ ଗ୍ରାମର ମାୟାଧର ବେହେରା(୬୩)କୁ କଚାଡି ମାରିଦେଇଛି । ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ…
Read More...

ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଜନ ପ୍ରତିନିଧି

ପାଟଣାଗଡ : ସମଗ୍ର ଅଞ୍ଚଳର ଚାଷୀମାନେ ବର୍ତ୍ତମାନ ସୁଦ୍ଧା ୨୦୧୯-୨୦ ଖରିଫ ବର୍ଷର କୃଷି ବିମା ରାଶି ପାଇନଥିବାରୁ ପାଟଣାଗଡ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ବହୁ ଜନ ପ୍ରତିନିଧି, ଚାଷୀ ନେତା ତଥା ଚାଷୀ ଆଜି ଉପ…
Read More...

ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପରୁଣାକଟକ ଥାନା ଅର୍ନ୍ତଗତ ସିଙ୍ଗାଡିବିଡା ଗାଁ ନିକଟସ୍ଥ ଖୋର୍ଦ୍ଧା-ବଲାଙ୍ଗୀର୫୭ନଂ ଜାତୀୟ ରାଜପଥକଡରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଶୁକ୍ରବାର ପୁରୁଣାକଟକ ପୁଲିସ…
Read More...

ଗ୍ୟାରେଜ୍ରୁ ଗାଏବ ହୋଇଗଲା ବାଇକ୍ ; ଅଢେଇ ମାସ ପରେ ବି ପୁଲିସ ହାତ ଖାଲି

ବଲାଙ୍ଗିର : ଢେଙ୍କାନାଳ ଜିଲାର ମୂଳ ବାସିନ୍ଦା ହେଉଛନ୍ତି ମଞ୍ଜିଲ ପ୍ରିୟଙ୍କର। ତାଙ୍କ ବାପା ସ୍ୱର୍ଗତ ମହେଶ୍ୱର ବେହେରା ପାଟଣାଗଡ ଲାଇନ୍ପଡ଼ାରେ ରହୁଥିଲେ। ଶ୍ରୀ ପ୍ରିୟଙ୍କର ଓ ପରିବାର ଲୋକେ ଏବେ ଲାଇନ୍ପଡ଼ାରେ…
Read More...

ଯୁବ ନେତାଙ୍କୁ ଲୁଟ୍ ଉଦ୍ୟମ ଫେଲ୍, ଜଣେ ଅଟକ

ବଲାଙ୍ଗିର : ବଲାଙ୍ଗିର ଜିଲାର ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର(ଇତୁ) ବୁଧବାର ରାତି ସାଢେ ୧୨ଟା ବେଳେ ବଲାଙ୍ଗିରରୁ ନିଜ ଗାଁ ସାଲେଭଟାକୁ କାରରେ ଜାତୀୟ ରାଜପଥ-୨୬ରେ ଫେରୁଥିଲେ। ଗାନ୍ଧୀନଗର ପଡ଼ା…
Read More...

ଭିଡ଼ିଓ କଂଫେରେନ୍ସ ଜରିଆରେ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ମସ୍ତିସ୍କାଘାତ ଦିବସ ପାଳନ

ନବରଙ୍ଗପୁର : ସାରା ରାଜ୍ୟରେ ବିଶ୍ୱ ମସ୍ତିସ୍କାଘାତ ଦିବସ ପାଳନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଆଜି ବିଶ୍ୱ ମସ୍ତିସ୍କାଘାତ (ଷ୍ଟ୍ରୋକ) ଦିବସ ପାଳନ ହେଇଯାଇଛି। ଏଥିରେ ନବରଙ୍ଗପୁର…
Read More...

ମହୁଲି ମଦ ଜବତ, ଜଣେ ଗିରଫ

ପାଟଣା : ପାଟଣା ଥାନା ଅନ୍ତର୍ଗତ ରାଧାପୁର ଗ୍ରାମର ଘାସିରାମ ମାଝୀଙ୍କୁ ୨୦ ଲିଟର ମହୁଲି ମଦ ସହ ପାଟଣା ପୁଲିସ ଧରି ଥାନାକୁ ଆଣିଥିଲା। ଥାନାରେ ଏନେଇ ଏକ ମାମଲା ରୁଜୁ ସହ ଆସାମୀକୁ ନୋଟିସ ଦିଆଯାଇ ଛାଡି ଦିଆଯାଇଛି।…
Read More...

ମହୁମାଛି ଆକ୍ରମଣରେ ଦୁଇ ଆହତ

ପାଟଣା : ମହୁମାଛି କାମୁଡ଼ାରେ ଆଜି ଦୁଇ ଜଣ ଆହତ ହୋଇ ପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପ୍ରଥମ ଘଟଣା କ୍ରମରେ ପିପିଳିଆ ଗ୍ରାମର ଇଶ୍ଵର ଚନ୍ଦ୍ର ମହାନ୍ତ (୭୪) ମହୁମାଛି ପଲଙ୍କ ଆକ୍ରମଣରେ ଆହତ ହୋଇ ପାଟଣା…
Read More...

ସନ୍ଦେହ ଜନକ ମୃତ୍ୟୁ ଘଟଣା : ଥାନାରୁ ଡାକ୍ତରଖାନା ଦୌଡି ଦୌଡି ମୃତକଙ୍କ ପରିବାର ହତାଶ

ପାଟଣା : ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ଦେଉଳିଆପଶି ଜଙ୍ଗଲରୁ ଗତ ଅକ୍ଟୋବର ୮ ତାରିଖ ସୁରେନ୍ଦ୍ରପୁର ଗ୍ରାମର ସୁନାରାମ ମୁଣ୍ଡାଙ୍କ ବିବାହିତ ପୁଅ ମାଧବ ମୁଣ୍ଡା (୨୭)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତୁରୁମୁଙ୍ଗା…
Read More...

ଦେବଗଡ଼ ଆଦର୍ଶ ଥାନାରେ ୨ ଶହୀଦଙ୍କ ଫଟୋଚିତ୍ର ଉନ୍ମୋଚିତ

ଦେବଗଡ଼ : ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିବା ସମୟରେ ପ୍ରାଣ ହରାଇଥିବା ଦେବଗଡ ଜିଲ୍ଲାର ୨ଜଣ ଶହୀଦ ଜବାନଙ୍କ ଫଟୋ ଚିତ୍ରକୁ ଆଜି ଦେବଗଡ ଆଦର୍ଶ ଥାନା ପରିସରରେ ଅନାବରଣ କରାଯାଇଛି। ଆଜି ପୂର୍ବାହ୍ନରେ ଦେବଗଡ ଜିଲ୍ଲା…
Read More...

ଚାକିରି ଫେରିପାଇବା ପାଇଁ ବାରଦୁଆର ; ମହାଦେବଙ୍କ ଭରସାରେ ମହାଦେବ ମେହେର

ବଲାଙ୍ଗିର : ବର୍ଷ ବର୍ଷ ଧରି କମ ଦରମାରେ ଚତୁର୍ଥ ଶ୍ରେଣୀ ଭାବେ କାମ କଲେ । ୧୮ ବର୍ଷ ଧରି ନିସ୍ୱାର୍ଥପର ଭାବେ କାମ କଲେ । କିନ୍ତୁ ଗତ କିଛି ବର୍ଷ ହେଲା କାମରୁ ବେଆଇନ ଭାବେ ନିଲମ୍ବିତ କରାଯାଇଥିବା ନେଇ ଅଭିଯୋଗ…
Read More...

ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦେଶର ନାଗରିକମାନଙ୍କ ମୌଳିକ କର୍ତ୍ତବ୍ୟ ସଂପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜୁମ ଆପ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଆଇନ ସେବା ପ୍ରାଧିକରଣର ସଚିବ ଚରଣଜିତ…
Read More...

ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ : ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଆଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନପ୍ରକଳ୍ପଠାରେ ସରସରା, ତାଳବାହାଲ, ରାଧାନଗର ଓ…
Read More...

ସଖୀ ୱାନ ଷ୍ଟପ ସେଣ୍ଟରର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ : ସାମାଜିକସ୍ତରରେ ଅବହେଳିତା, ନିର୍ଯ୍ୟାତିତା ମହିଳା ଏବଂ ଶିଶୁମାନଙ୍କ ସମ୍ମାନ, ସୁରକ୍ଷା ଏବଂ ନିରାପତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଏବଂ ଜିଲା…
Read More...

ବିବାହ ପରେ ନିଜ ନାମ ବଦଳାଇ ସୋସିଆଲ ମିଡିଆରେ ସେୟାର କଲେ ନେହା କକ୍କର

ଗାୟିକ ନେହା କକ୍କର ରୋହନପ୍ରୀତଙ୍କ ସହ ନୂଆ ଜୀବନ ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ନେହା କକ୍କର ନିଜ ନାମ ପରିବର୍ତ୍ତନ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ହିନ୍ଦୁ ବିଶ୍ୱାସ ଅନୁଯାୟୀ, ବିବାହ ପରେ…
Read More...

ସେବା ପ୍ରଦାନରେ ଅବହେଳା : ଖାଉଟୀ ଅଦାଲତରେ ଦଣ୍ଡିତ ହେଲେ ଦେବଗଡ଼ ତହସିଲଦାର

ଦେବଗଡ଼ : ସେବା ପ୍ରଦାନରେ ଅବହେଳା ଯୋଗୁଁ ଦେବଗଡ ଜିଲା ଖାଉଟୀ ଅଦାଲତ ଦେବଗଡ ତହସିଲଦାରଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି। ଜିଲା ଖାଉଟୀ ଅଦାଲତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ପୌରାଂଚଳ ୧୧…
Read More...

ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ମୁଖୀଗୁଡା : ମୋଟେର ରାସ୍ତା ଜୟପାଟଣା ଖଳିଆଭଟା ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆଜି କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଗ୍ରାମର ଖଗେଶ୍ୱର…
Read More...

ପଣ୍ଡିତ ଗୋବିନ୍ଦ ରଥଙ୍କ ୧୭୨ତମ ଜୟନ୍ତୀ ପାଳିତ

ବାଙ୍କୀ : ଗୁରୁବାର ବିପ୍ଲବୀ କବି ତଥା ସମାଜ ସଂସ୍କାରକ ପଣ୍ଡିତ ଗୋବିନ୍ଦ ରଥଙ୍କ ୧୭୨ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଗୋବିନ୍ଦ ରଥ ଫାଉଣ୍ଡେସନ ବାଙ୍କୀ ଶାଖା ଓ ସମ୍ବାଦ ସାହିତ୍ୟ ଘରର ମିଳିତ ସହଯୋଗରେ…
Read More...

ଗ୍ୟାସ୍ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଘାଇ ନିକଟରେ ଆଜି ସଂନ୍ଧ୍ୟରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ପଡ଼ି ଦୁର୍ଘଟଣାଗ୍ରସ୍ତ ଘଟିଛି। ତେବେ ଟ୍ରକ୍ ଚାଲକ ଅଳ୍ପକେ…
Read More...

ବହୁ ଚର୍ଚ୍ଚିତ ରାଜା ନିଖୋଜ ଘଟଣାରେ ବୌଦ୍ଧ ପୁଲିସକୁ ବଡ ସଫଳତା ; ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ :  ବୌଦ୍ଧର ବହୁ ଚର୍ଚ୍ଚିତ ମୋବାଇଲ ବ୍ୟବସାୟୀ ପ୍ରମୋଦ ପ୍ରସାଦ(ରାଜା) ନିଖୋଜ ଘଟଣାର ପର୍ଦ୍ଦାଫାସ କରିବାରେ ବୌଦ୍ଧ ପୁଲିସକୁ ବଡ ସଫଳତା ମିଳିଛି। ବୌଦ୍ଧ ଏସପି ଭି ରଘୁନାଥ ରାଓ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ବୀରମହାରାଜପୁର ଥାନାରେ ୨ ସହିଦଙ୍କ ଫଟୋ ଅନାବରଣ

ବୀରମହାରାଜପୁର : ବୁଧବାର ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ଆଦର୍ଶ ଥାନାରେ ଅଂଚଳର ଦୁଇଜଣ ସହିଦ ପୁଲିସ କର୍ମଚାରୀ ନରସିଂହ ମହାକୁଡ ଓ ବିଭୀଷଣ ସାହୁଙ୍କ ଫଟୋଚିତ୍ର ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚୌକି : ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ମିଳିପାରେ ଆର୍ଶୀବାଦ!

ବଲାଙ୍ଗିର (ପାର୍ଥ ମହାପାତ୍ର) : ଗେରୁଆ ରଙ୍ଗରୁ ସବୁଜ ରଙ୍ଗକୁ ଓହ୍ଲାଇ ଆସିଥିଲେ ସ୍ୱର୍ଗତ ସୁବାସ ଚୌହାନ। ପଦ୍ମ ବଦଳରେ ଫୁଙ୍କିଥିଲେ ଶଙ୍ଖ। ଆଉ ତାଙ୍କୁ ପୁରସ୍କାର ମିଳିଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ…
Read More...

ସପ୍ତାହେ ହେଲା ଯୁବକ ନିଖୋଜ ଅଭିଯୋଗ 

ବଲାଙ୍ଗିର : ସ୍ଥାନୀୟ ରାଜେନ୍ଦ୍ର କଲେଜ ଛକରେ ରହୁଥିବା ସତ୍ୟବ୍ରତ କୁମ୍ଭାର ନାମକ ଜଣେ ଯୁବକ ଗତ ୨୨ ତାରିଖ ସକାଳ ୮ଟାରୁ ଘରୁ ବାହାରିବା ପରେ ଆଉ ଘରକୁ ଫେରି ନାହାନ୍ତି। ଏସଂପର୍କରେ ଟାଉନ୍ ଥାନାରେ ତାଙ୍କ ବଡ ଭାଇ…
Read More...

ଜାତୀୟ ଶିକ୍ଷାନୀତି ନେଇ ଜୋନାଲ ସ୍ତରୀୟ ଅନ୍‌ଲାଇନ କନ୍‌ଭେନ୍‌ସନ 

ବଲାଙ୍ଗିର : ଭାରତୀୟ ସମ୍ବିଧାନ ଭାରତର ନାଗରିକମାନଙ୍କୁ ଅଧିକାର ଦେଇଛି। ଏହାକୁ ଜାଣିବା ସହ ସଚେତନ ହେବା ନିହାତି ଜରୁରୀ। ଆମେ ଆମ ଅଧିକାରକୁ ଯେପର୍ଯ୍ୟନ୍ତ ଜାଣି ନାହୁଁ ସେପର୍ଯ୍ୟନ୍ତ ରାଷ୍ଟ୍ର ଦେଉଥିବା ଅଧିକାରକୁ…
Read More...

ଆକାଶ ଛୁଆଁ ପିଆଜ ଦର : ନିରୁତ୍ସାହିତ ପିଆଜ ଚାଷୀ, ଗରିବଙ୍କ ପଖାଳ କଂସା ଖାଲି

ଟିଟିଲାଗଡ (ଦିଲୀପ କୁମାର ପୁରୋହିତ) : ପିଆଜ ଉତ୍ପାଦନ କ୍ଷେତ୍ରରେ ମହାରାଷ୍ଟ୍ର ରାଜ୍ୟର ନାସିକ ଭଳି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳର ବେଶ ଖ୍ୟାତି ରହିଛି। ଉପଖଣ୍ଡ ଅନ୍ତର୍ଗତ ସଇଁନ୍ତଲା, ମୁରିବାହାଲ, ବଙ୍ଗୋମୁଣ୍ଡା,…
Read More...

ମଲ୍ଲିପଶିର ମହକ ଜସ୍ମିନ….

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରି ପଞ୍ଚାୟତ ମଲ୍ଲିପଶି ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ଜଗଦୀଶ ରଣାଙ୍କ ଏକ ମାତ୍ର କନ୍ୟା ତଥା ଜଣେ ମେଧାବୀ ଛାତ୍ରୀ ଜସ୍ମିନ ରଣାଙ୍କ କଣ୍ଠର ଯାଦୁ ଏବେ ସୁଦୁର ପ୍ରସାରୀ…
Read More...

ପୋଖରୀରେ ଭାସୁଛି ମଲା ମାଛ, ଗାଁ ଲୋକେ ଆତଙ୍କିତ

ଦେଓଗାଁ :  ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତର ରାଏ ପାଲି ଗାଁରେ ଥିବା ଏକ ପୋଖରୀରେ ଗତ କିଛି ଦିନ ହେଲା ମଲା ମାଛ ଭାଷୁଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗାଁ ଲୋକେ କହିବା…
Read More...

ଭାରସାମ୍ୟ ହରାଇ ବେରିକଡ଼ରେ ପିଟି ହେଲା ବାଇକ, ଘଟଣାସ୍ଥଳରେ ଚାଳକ ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ଏନଏଚ ୨୬ ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବେରିକଡ଼ରେ ପିଟି ହୋଇ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଛି।…
Read More...

ଅଜଣା ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

ନବରଙ୍ଗପୁର : ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦିଗୀ ଗ୍ରାମ ପଂଚାୟତର ଚଚରା ଗୁଡା ଗାଁ ସାପଗରଣ୍ଡା ନାଳରୁ ଅଚିହ୍ନା ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ଆଜି ସକାଳୁ ଗ୍ରାମବାସୀମାନେ ସାପଗରଣ୍ଡା ନାଳରେ ଏକ…
Read More...

ଜଳଯୋଗାଣ ପ୍ରକଳ୍ପ ଦାବିରେ ମହିଳାଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କଣିହାଁ : କଣିହାଁ ବ୍ଲକ କକୁଡ଼ିଆ ପଂଚାୟତ ସାନକକୁଡ଼ିଆ ଗ୍ରାମର ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ସହ ଗ୍ରାମର ନଳକୂପ ମରାମତି କରିବା ଦାବିରେ ଗ୍ରାମର ମା’ କାଳୀ ମହିଳା ସଂଘର ସଦସ୍ୟାମାନେ କଣିହାଁ ବ୍ଲକ…
Read More...

ନବରଙ୍ଗପୁର ଜିଲ୍ଲାପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯାଇଅଛି। ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୭ରୁ ନଭେମ୍ବର…
Read More...

ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପାନୀୟ ଜଳ ପରୀକ୍ଷଣ କିଟ ପ୍ରଦାନ

ପାଟଣା : ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଭର୍ଚୁଆଲ ପ୍ଲାଟଫର୍ମରେ ଆଜି ପାଟଣା ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀ ଓ ପଂଚାୟତ ସ୍ତରରେ କାର୍ଯ୍ୟରତ ଆତ୍ମନିଯୁକ୍ତ କାରିଗରମାନଙ୍କୁ ପାନୀୟଜଳର ମାନ…
Read More...

ତ୍ରିବିନ୍ଧାରେ ଭୂୟାଁ ସଂପ୍ରଦାୟର ଅସ୍ତ୍ରଶସ୍ତ୍ର ପୂଜା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସନ୍ନିକଟ ତ୍ରିବିନ୍ଧା ଗ୍ରାମରେ ଭୂୟାଁ ସଂପ୍ରଦାୟର ଅସ୍ତ୍ରଶସ୍ତ୍ର ପୂଜା ପବିତ୍ର ବିଜୟା ଦଶମୀରେ ସମ୍ପନ୍ନ ହୋଇଛି । ତ୍ରିବିନ୍ଧା ନାଏକ ସାହିବାସୀ ଗ୍ରାମ ଠାକୁରାଣୀ…
Read More...

ଭର୍ଚୁଆଲ ପ୍ଲାଟଫର୍ମରେ “ଶ୍ରୀଦୂର୍ଗା ସମ୍ମାନ” ପ୍ରଦାନ

ପାଟଣା : ଢେଙ୍କିକୋଟ ଟିକିରା ଶ୍ରୀଦୂର୍ଗା ପୂଜା କମିଟି ପକ୍ଷରୁ ୩୩ତମ ବଜୟାଦଶମୀ ଅବସରରେ କୋଭିଡ କଟକଣାକୁ ଆଖି ଆଗରେ ରଖି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜ୍ଜନ କରିଥିବା ବ୍ୟକ୍ତି…
Read More...

ସମଗ୍ରଶିକ୍ଷା ପକ୍ଷରୁ ଜାଗରୁକତା ସଚେତନତା ସପ୍ତାହ ପାଳିତ

ପାଟଣା : ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ ଆବାହକତ୍ୱରେ ଜାଗରୁକତା ସଚେତନତା ସପ୍ତାହ ପାଳନ ଅବସରରେ ସମୂହ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଟ୍ରକ୍ ପଛରେ ଧକ୍କା ଦେଇ କାର ଚୁରମାର , ଚାଳକ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ଖିରେଇଟାଙ୍ଗିରୀ ନିକଟରେ ଏକ ଚଳନ୍ତା ଟ୍ରକ ପଛରେ ଧକ୍କା ଦେଇ ଏକ କାରର ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ଦୁର୍ଘଟଣା ରେ କାର ଚାଳକ ଗୁରୁତର ହୋଇଛନ୍ତି…
Read More...

ବାଇକ୍ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପେଟ୍ରୋଲ ପମ୍ପ ନିକଟରେ ରବିବାର ସଂଧ୍ୟାରେ ସାପ୍ତାହିକ ହାଟ ରୁ ବଡଗମ୍ଭାରିଆ ଗ୍ରାମକୁ ଚାଲିଚାଲି ଫେରୁଥିବା ବିରଞ୍ଚି ନାଏକ (୬୦) ନାମକ ଜଣେ ବ୍ୟକ୍ତିଙ୍କୁ ଏକ ବାଇକ…
Read More...

କୀଟନାଶକ ଖାଇ ଯୁବକ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମର ଚନ୍ଦ୍ରମଣି ନାଏକ ନାମକ ଜଣେ ବ୍ୟକ୍ତି ଗତକାଲି କୌଣସି କାରଣରୁ କିଟନାଶକ ଖାଇ ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ଖିରେଇଟାଙ୍ଗିରୀ ଡାକ୍ତରଖାନାରେ ଭର୍ତ୍ତି…
Read More...

ଅପରାଧିଙ୍କ ନୂଆ ଠିକଣା ବଲାଙ୍ଗିର ; ଲୁଟ ମାମଲାରେ ବିହାରୀ ଲିଙ୍କ

ବଲାଙ୍ଗିର : ଗଞ୍ଜାମ, ବ୍ରହ୍ମପୁର, ସମ୍ବଲପୁର, କଟକ ଭଳି ଅପରାଧୀ ମାନଙ୍କ ଏବେ ନୂଆ ଠିକଣା ହେଉଛି ବଲାଙ୍ଗିର । ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ସହରରେ କାର୍ଯ୍ୟକଳାପ…
Read More...

ବିନିକାରେ ପିଆଜ ଦର ଆକାଶ ଛୁଆଁ, ଅତିଷ୍ଠ ଗ୍ରାହକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏବେ ସମସ୍ତ ପ୍ରକାର ପନିପରିବା ଅହେତୁକ ଦର ବୃଦ୍ଧି ପାଇଥିବା ବେଳେ ଏପରି ସ୍ଥିତିରେ କିନ୍ତୁ ସାଧାରଣ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପିଆଜ ଦର ଆକାଶ ଛୁଆଁ ଦର ବୃଦ୍ଧି…
Read More...

ବିନିକା ଓ ଶଙ୍କରା ଗ୍ରାମରେ ମାଁ ନାରାୟଣୀଙ୍କ ପୂଜାର୍ଚ୍ଚନା

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ସ୍ଥିତ ମାଁ ନାରାୟଣୀ ଦେବୀଙ୍କ ପୀଠରେ ଚଳିତ ଆଶ୍ଵିନ ମାସର ନିର୍ଦ୍ଧାରିତ ମହାଷ୍ଟମୀ ତିଥିରେ ଦେବୀଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଅନ୍ତର୍ଗତ ଶଙ୍କରା…
Read More...

ଥମୁନି ଚାଷୀର ସମସ୍ୟା : ଦାଉ ସାଧୁଛି ରୋଗପୋକ

ବିନିକା : ସମ୍ପ୍ରତି ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ଋତୁ ଚାଷରେ ଚାଷୀଙ୍କୁ ଦାଉ ସାଧୁଛି ରୋଗପୋକ। ଏବେ ନୁହେଁ ଚାଷ ଆରମ୍ଭରୁ ଲାଗି ରହିଛି ଏଭଳି ସମସ୍ୟା। ଏସବୁ ଭିତରେ ଛନ୍ଦି ହୋଇ ପଡିଛନ୍ତି…
Read More...

ପୁଲିସ୍ ଗାଡ଼ି ବୋଲି . . . . . .

ଫୁଲବାଣୀ : ପୂର୍ବ ଦିନ ଅପେକ୍ଷା ଆଜି ବଜାରରେ ସାମାନ୍ୟ ଗହଳି ଲାଗିରହିଥିଲା। ତେବେ ବ୍ୟବସାୟୀ ସେତେ ନଥିଲେ ମଧ୍ୟ ସାଧାରଣ ଜନତାଙ୍କ ଯାତାୟତ ବେଶ୍ ଅଧିକ ଥିବାର ଦେଖାଯାଇଥିଲା। କିନ୍ତୁ ବଜାରରେ ଟ୍ରାଫିକ୍ ସମସ୍ୟା…
Read More...

ଆଜି ବି ଏଠାରେ ରାବଣଙ୍କୁ ମିଳେ ଜ୍ୱାଇଁ ସମ୍ମାନ, ସନ୍ତାନ ପ୍ରାପ୍ତି ପାଇଁ କରାଯାଏ ପୂଜା

ଅକ୍ଟୋବର ୨୫ ରବିବାର ଦିନ ଦଶହରା ପର୍ବ ପାଳନ କରାଯିବ। ଏହି ଦିନ ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରାଯାଏ। ରାବଣ ପୋଡି ସହ ନବରାତ୍ରୀ ମଧ୍ୟ ଶେଷ ହୋଇଥାଏ। ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ଭାବରେ ଦଶହରା…
Read More...

ମନ୍ଦୋଦରୀ କିଏ? ରାବଣଙ୍କ ମୃତ୍ୟୁ ପରେ ବିଭୀଷଣଙ୍କୁ କାହିଁକି ବିବାହ କରିଥିଲେ ?

ଲଙ୍କାପତି ରାବଣଙ୍କୁ ବଧ କରିବା ପରେ ପ୍ରଭୁ ଶ୍ରୀରାମ ପତ୍ନୀ ସୀତାଙ୍କ ସହ ଅଯୋଧ୍ୟାକୁ ଫେରି ଯାଇଥିଲେ। ରାମାୟଣର ଏହି ଅଧ୍ୟାୟ ପରେ ଲୋକଙ୍କ ଆଗ୍ରହ କମିଯାଏ। ଏହା ପରେ କ’ଣ ହୋଇଥିଲା ବହୁତ କମ୍ ଲୋକଙ୍କୁ ହୁଏତ ଜଣାଥାଏ।…
Read More...

ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ;  ୮ ଲକ୍ଷ ଟଙ୍କାର ମୋବାଇଲ ଜବତ, ୨ ଡକାୟତ ଗିରଫ

କେଶଦୁରାପାଳ : କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଦିନ କୁ ଦିନ ଚୋରୀ ଡକାୟତି ବୃଦ୍ଧି ପାଉଥିବା ବେଳେ ଆଜି ଏକ ଡକାୟତି ଗ୍ୟାଙ୍ଗ ର ପର୍ଦ୍ଦାଫାସ ହୋଇଥିବା ଜଣାପଡ଼ିଛି।  ଏଥି ସହିତ ୮ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ…
Read More...

ଅଣାୟତ ପିଆଜ ଦର, ଖାଉଟି ମୁଣ୍ଡରେ ଚଡ଼କ  

ବାଙ୍କୀ(ଡମପଡ଼ା) : ଓଡ଼ିଆ ଖାଦ୍ୟ ସମାଗ୍ରୀରେ ପିଆଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ସମୟରେ ପିଆଜର ଦରକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି । ବଜାରରେ ପିଆଜ ଦର ପ୍ରତିଦିନ ବଢ଼ୁଥିବା ବେଳେ…
Read More...

ପୁଲିସ ହାତରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ, ୪ ଗିରଫ

ବଲାଙ୍ଗିର : ଗତ କିଛି ମାସ ଭିତରେ ବଲାଙ୍ଗିରରେ ହୋଇଥିବା ଦୁଇଟି ଲୁଟ ମାମଲାରେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ଟାଉନ ପୁଲିସ । ଜାନୁୟାରୀ ମାସରେ ଏୟାରଟେଲ ଅଫିସ ଓ ଏହାର ନିକଟରେ…
Read More...

ଆକ୍ସନ ମୋଡରେ ପ୍ରଶାସନ; ୨୪ ଘଣ୍ଟା ପାଇଁ ୯ ଦୋକାନ ସିଲ୍, ୪୫ ହଜାର ଜୋରିମାନା

ବଲାଙ୍ଗିର : କୋଭିଡ ନିୟମ ମାନିବେ, ନହେଲେ ଜୋରିମାନା ଆଦାୟ ହେବ ଓ ଦୋକାନ ସିଲ୍ କରାଯିବ। କିଛି ଦିନ ତଳେ ସହରର ବିଭିନ୍ନ ଅଞ୍ଚଳ ଗସ୍ତ କଲା ବେଳେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଏଭଳି ଚେତାବନୀ ଦେଇଥିଲେ। ଆଉ କିଛି…
Read More...

କନ୍ଧମାଳ ବିଜେପିର ଭରଚୁଆଲ ବୈଠକ

ଫୁଲବାଣୀ : ଆଜି ହପରାହ୍ନରେ କନ୍ଧମାଳ ଜିଲା ବିଜେପିର ଭରଚୁଆଲ୍ ବୈଠକ ଜିଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ମୁଖପାତ୍ର ତଥା କନ୍ଧମାଳ ଜିଲା ପ୍ରଭାରି ବିରଞ୍ଚି…
Read More...

ବରାଳଦେବୀ ପୀଠରେ ପାନିୟ ଜଳ ପ୍ରକଳ୍ପ ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ସ୍ଥିତ ମା ବରାଳଦେବୀ ପୀଠ ପ୍ରାଙ୍ଗଣରେ ଆଜି ବ୍ଳକ ପ୍ରଶାସନ ପକ୍ଷରୁ ଏକ ସ୍ୱଚ୍ଛ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଅନୁଷ୍ଠିତ…
Read More...

ବରଦା ଦୁର୍ଗା ଓ ସମଲେଶ୍ୱରୀ ମା’ଙ୍କ ମହାଗୌରୀ ରୂପ          

ବରପାଲି : ବରପାଲି ମାତା ବରଦା ଦୁର୍ଗା ଓ ମା’ ସମଲେଶ୍ୱରୀଙ୍କ ନବଦିନାତ୍ମକ ଶାରଦୀୟ ପୂଜାର୍ଚ୍ଚନା ଅବସରରେ ଅଷ୍ଟମ ଶକ୍ତି ସ୍ୱରୂପା ମା’ ମହାଗୌରୀ ରୂପରେ ପୁର୍ବ ପରମ୍ପରା ଅନୁସାରେ ନିତି କାନ୍ତି ସହ ପୂଜକ ମାନଙ୍କ…
Read More...

ଲାୟନ୍ସ କ୍ଲବ ପକ୍ଷରୁ କରୋନା ସଚେତନତା

ବରପାଲି : ବରପାଲିରେ ଚଳିତ ପୂଜାପାର୍ବଣ ଅବସରରେ ଲୋକଙ୍କ ଗହଳି ଚହଳି ଓ କରୋନାର ମାହାମାରୀ କଟକଣା ପାଇଁ  ଲାୟନ୍ସ କ୍ଲବ ପକ୍ଷରୁ ମାକ୍ସ ବ୍ୟବହାର ଓ ସାମାଜିକ ଦୁରତ୍ୱ ସମ୍ବନ୍ଧରେ ସଚେତନତା ସୃଷ୍ଟି କରୁଥିବା…
Read More...

କରୋନା ପ୍ରଭାବ: ଅତ୍ୟନ୍ତ ଦାରିଦ୍ର ଅବସ୍ଥାରେ ଅଛନ୍ତି ୧୫ରୁ ୧୭ କୋଟି ଲୋକ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ବିଶ୍ବର ବିଭିନ୍ନ ସ୍ଥାନର ଲୋକେ ଅତ୍ୟନ୍ତ ଦାରିଦ୍ରତା ମଧ୍ୟରେ ଜୀବନ ବିତାଉଛନ୍ତି। ବିଶ୍ବରେ ପ୍ରାୟ ୧୫ରୁ ୧୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର ସୀମା ରେଖା ତଳେ ରହିଛନ୍ତି। ଜାତିସଂଘର…
Read More...

ଭତ୍ତା ଅପେକ୍ଷାରେ ଅସହାୟ ଗରିବ

ପଦ୍ମପୁର : ପଦ୍ମପୁର ଉପଖଣ୍ତ ସରେଇକେଲା ଗ୍ରାମ ପଞ୍ଚାୟତ ଶୁକ୍ଲିପାହାଡ ଗ୍ରାମର ଅସହାୟ ସଦାମତି ରାଉତ। ବୟସ ୭୦ ବର୍ଷ। ତାଙ୍କର ଦୁଇ ପୁଅ।ଜଣେ ଦିବ୍ୟାଙ୍କ ଓ ଅନ୍ୟ ଜଣେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଶଯ୍ୟାଶାୟୀ ଅଛନ୍ତି।…
Read More...

ଭିଜିଲାନ୍ସ ଜାଲରେ ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ

ବାଲେଶ୍ୱର : ଉପ ନିର୍ବାଚନ ପାଇଁ ବାଲେଶ୍ୱର ସହର ସରଗରମ ଥିଲା ଜିଲା ମୁଖ୍ୟ ଯୋଗାଣ ଅଧିକାରୀ (ଚିଫ ସିଏସ୍‍ଓ)ଙ୍କ ଟେବୁଲ ତଳ ବହୁତ ଗରମ ଥିବା ଦେଖିବାକୁ ମିଳଛି। ଏହି ଗରମର ଧାସ ଭିଜିଲାନ୍ସ ବିଭାଗ ଉପରେ ପଡ଼ିଲା ପରେ…
Read More...

ସ୍ନାତକ ଫାଇନାଲରେ ଜେଡ଼ି ମହିଳା କଲେଜ ଛାତ୍ରୀଙ୍କ ସଫଳତା 

ବରପାଲି : ବରପାଲି ବ୍ଲକ କଦଲିପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଦ୍ୱିତିୟ ସେମିଷ୍ଟାର କଳା ପରିକ୍ଷାରେ ଦୁଇଜଣ ଛାତ୍ରୀ ଟପର ହୋଇଥିବା ବେଳେ ଶତକଡ଼ା ୯୯ଭାଗ ମାର୍କ ଆଣି ଅପୂର୍ବ ସଫଳତା ଲାଭ କରିଥିବା…
Read More...

ତ୍ରିଦିନାତ୍ମକ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଶୁଭାରମ୍ଭ 

ବରପାଲି : ବରପାଲି ବରଦା ମା’ ଦୁର୍ଗାଙ୍କ ତ୍ରିଦିନାତ୍ମକ ଶାରଦୀୟ ପୁଜା କାର୍ଯ୍ୟକ୍ରମ ଗୁରୁବାର ନିତି ପରମ୍ପରା ମଧ୍ୟରେ କୋଭିଡ଼ ନିତି ନିୟମକୁ ସମ୍ମାନ ଜଣାଇ ଅଚଂଳର ବିଭିନ୍ନ ମଣ୍ଡପରେ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ…
Read More...

ମା’ ବରଦା ନବଦୁର୍ଗାଙ୍କ କାଳରାତ୍ରୀ ରୂପ    

ବରପାଲି : ବରପାଲି ବରଦା ମା’ ଦୁର୍ଗାଙ୍କ ୮୧ତମ ଶାରଦୀୟ ଦୁର୍ଗାପୁଜା ଅବସରରେ ମା’ ଗୁରୁବାର କାଳରାତ୍ରୀ ରୂପରେ ପୂଜାର୍ଚ୍ଚନା କରାଯାଇଥିଲା। ଗତ ବୁଧବାର ମା’ଙ୍କୁ ପଞ୍ଚମୀ ଓ ଷଷ୍ଠୀ ରୂପ ଷ୍କନ୍ଦମାତା ଓ କାତ୍ୟାୟନୀ…
Read More...

ବିନା ସୂଚନା ଫଳକରେ ଚାଲିଛି ଆନ୍ତଃଜିଲ୍ଲା ସଂଯୋଗକାରୀ ରାସ୍ତାକାମ; ନିର୍ମାଣ କାମ ନସରୁଣୁ ରାସ୍ତାରେ ଫାଟ

ରେଙ୍ଗାଲି : ଉନ୍ନୟନ କାମରେ ପାରଦର୍ଶିତା ଏବଂ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ କାମ ଆରମ୍ଭ ହେବା ଆଗରୁ  ଉକ୍ତ କାମର ବିବରଣୀ ଥିବା ସୂଚନା ଫଳକ ଲଗାଇବାକୁ କଡା ନେିର୍ଦ୍ଦଶ ଜାରି କରିଛନ୍ତି। କିନ୍ତୁ…
Read More...

ଦୁର୍ଗମ ତେନ୍ତୁଳିପୁଙ୍ଗା ଗାଁର ଗର୍ବ ଡମ୍ବରୁଧର ମାଝୀ ; ନିଟ୍ ପରୀକ୍ଷାରେ ହାସଲ କଲେ ସଫଳତା

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ସବୁବେଳେ ଅବହେଳିତ ରହିଛି ବୋଲି ଅଭିଯୋଗ ହୁଏ। ବାହାର ଜିଲ୍ଲା କିମ୍ବା ଅନ୍ୟ ବ୍ଲକରୁ ଏଠାକୁ ବଦଳି ହୋଇ ଆସିଲେ ଚାକିରିଆମାନେ ପନିସମେଣ୍ଟ ଟ୍ରାନ୍ସଫର ବୋଲି ଭାବନ୍ତି।…
Read More...

କରୋନା ବିଜେତା ପୁଲିସ କର୍ମୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଲାଞ୍ଜିଗଡ : ଲକଡାଉନ୍, ସଟଡାଉନ୍ ଓ କରୋନା କଟକଣା ସମୟରେ ଲୋକଙ୍କ ଆଇନଶୃଙ୍ଖଳା ରକ୍ଷା ଓ ସଚେତନତା ଆଦି କରିବାରେ ବ୍ୟସ୍ତ ରହି କେବେ ଯେ, କରୋନା ଆକ୍ରାନ୍ତ ହୋଇପଡିଲେ ଜାଣିପାରିଲେ ନାହିଁ। ତେବେ ରୋଗ ଚିହ୍ନଟ ପରେ…
Read More...

ଖଟିଆରେ ଗର୍ଭବତୀ ମହିଳା ବୁହାହେବା ଘଟଣା ; ବଡ଼ପଡ଼ାରେ ପହଞ୍ଚିଲା ବ୍ଲକ ପ୍ରଶାସନ

ଲାଞ୍ଜିଗଡ : ଶିଳ୍ପର ସହର ଲାଞ୍ଜିଗଡ଼ରେ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇନପାରିବା ଓ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନଦୀ ପାର କରାଇବା ଘଟଣାରେ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏସଂପର୍କରେ…
Read More...

ପୁଣି ଅଶାନ୍ତ ହେଲା ବୁର୍ଲା

ବୁର୍ଲା : ବୁର୍ଲା ସହରର ପୁଣି ଏକ ଅସ୍ଥିର ବାତାବରଣ ସୃଷ୍ଟି ହେବା ସହିତ ଏହାକୁ ନେଇ ସ୍ତାନିୟ ମହଲରେ ଭିନ୍ନ ଏକ ଚର୍ଚ୍ଚା ଯୋର ଧରିଛି । ଘଟଣା ନୁସାରେ ଦୁର୍ବୁତ୍ତଙ୍କ ଭୁଜାଲି ମାଡ ଘଟଣା ପୁଣି ବୁର୍ଲା ସହରକୁ ଅଶାନ୍ତ…
Read More...

ଚାଷୀଙ୍କୁ କଚାଡ଼ି ମାରିଲା କୁଲଡିହାର କାଲା ହାତୀ!

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଅଞ୍ଚଳରେ କାନକୁ ଶୁଭୁ ନଥିବା ଏକ କାଲା ହାତୀର ଉପଦ୍ରବରେ ଜଣେ ଚାଷୀଙ୍କ ପ୍ରାଣହାନୀ ଘଟିଛି। ନୀଳଗିରି ଉପଖଣ୍ଡ, ଔପଦା ବ୍ଲକ ଶ୍ୟାମସୁନ୍ଦରପୁର…
Read More...

ଜୋର ଧରିଲା ମଦ ବିରୋଧି ଆନ୍ଦୋଳନ, ଗଠନ ହେଲା ନୂତନ କର୍ମକର୍ତ୍ତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଡ଼ିମିରଗୁଡ଼ା ଓ ନୂଆପଦର ପଂଚାୟତରେ ଆରମ୍ଭ ହୋଇଥିବା ମଦ ବିରୋଧି ଆନ୍ଦୋଳନ ଦିନକୁ ଦିନ ତ୍ରିବ ହେବାକୁ ଲାଗିଛି। ଆଜି ପୁଣିଥରେ ୨ଟି ପଂଚାୟତର ଶହ ଶଂଖ୍ୟାରେ ମହିଳା ସ୍ୱୟଂ…
Read More...

ପିଆଜ ଦର ଅଣାୟତ୍ତ : କିଲୋ ୮୦ ଟଙ୍କା ଟପିଲା

ଭୁବନେଶ୍ବର: ପାର୍ବଣରେ ପୁଣି କନ୍ଦା‌ଇଲା ପିଆଜ।କିଛି ମାସର ବ୍ୟବଧାନ ପରେ ଏବେ ଖାଉଟିଙ୍କୁ ପୁଣି କନ୍ଦାଇବା ଆରମ୍ଭ କରିଛି ପିଆଜ ଦର । ପିଆଜର ଅତ୍ୟଧିକ ଦର ବୃଦ୍ଧିରେ ଅତିଷ୍ଠ ହୋଇଗଲେଣି ଖାଉଟି। ପ୍ରତିବର୍ଷ ଭଳି…
Read More...

ବିପଦ ସଙ୍କୁଳ ଅବସ୍ଥାରେ ବୋଲଗଡ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ବୋଲଗଡ : ଗତ ୨୫ବର୍ଷ ଧରି ଶାସନର ମଙ୍ଗୁଆଳ ଧରିଥିବା ବିଜେଡି ଦଳର ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କୁ ସ୍ୱଚ୍ଛ ଶାସନ ଦେବା ପାଇଁ ରାଜସ୍ୱ ବିଭାଗକୁ ‘ମୋ ସରକାର’ରେ ଅର୍ନ୍ତଭୁକ୍ତ କରିଥିଲେ…
Read More...

‘ସମାଜ’ ର ପ୍ରଭାବ – ଅଧାପନ୍ତରିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ କାର୍ଯ୍ୟାରମ୍ଭ

ବୋଲଗଡ : ‘ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ମରଣଯନ୍ତା’ଗତ ତା୧୧.୧୦.୨୦୨୦ରିଖ ସମାଜରେ ଶୀର୍ଷକ ଖବର ପ୍ରକାଶିତ ହେବା ପରେ ବୋଲଗଡ ପ୍ରଶାସନ ଓ ଠିକାଦାର ଚଳଚଞ୍ଚଳ ହୋଇଉଠିଛନ୍ତି। ଗ୍ରାମାଞ୍ଚଳ ଜନସାଧାରଣଙ୍କ ଯାତାୟତ ପାଇଁ…
Read More...

୧୧ ହଜାର ଫୁଟ ଉଚ୍ଚରେ ଲଗିଲା ଦେଶର ପ୍ରଥମ ହେଙ୍ଗୁ ବୃକ୍ଷ, ଆନ୍ତର୍ଜାତୀୟ ବଜାର ମୂଲ୍ୟ ୩୫ ହଜାର

ନୂଆଦିଲ୍ଲୀ : ଔଷଧୀୟ ଗୁଣରେ ଭରପୁର ହେଙ୍ଗୁ ବର୍ତ୍ତମାନ ଭାରତବର୍ଷରେ ଉତ୍ପାଦିତ ହେବ। ବିଶ୍ୱରେ ଉତ୍ପାଦିତ ହେଙ୍ଗୁ କେବଳ ଭାରତରେ ୫୦ ପ୍ରତିଶତ ବ୍ୟବହାର କରାଯାଏ। ଦେଶର ପ୍ରଥମ ହେଙ୍ଗୁ ବୃକ୍ଷ ଚଳିତବର୍ଷ ଅକ୍ଟୋବର ୧୭ରେ…
Read More...

ପୁଲୱାମାରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର କାକାପୋରା ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟର ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ମୃତ ଆତଙ୍କବାଦୀଙ୍କୁ…
Read More...

ଚିନ୍ତାରେ ଚାଷୀ ; ଲଘୁଚାପ ପରେ ଏବେ ବିଲରେ ପୋକ, ବିରି ଫସଲ ନଷ୍ଟ ଆଶଙ୍କା

ବାଙ୍କୀ : ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ। ଧାନ,ଚିନାବାଦାମ ଓ ପନିପରିବା ଚାଷରେ ବାଙ୍କୀର ଚାଷୀ ରାଜ୍ୟରେ ବେଶ୍ ପରିଚିତ। ବର୍ଷତମାମ୍ ଅଞ୍ଚଳର ଉତ୍ପାଦିତ ପନିପରିବା ଓଡିଶାର ହାଟ ବଜାରରେ ବେଶ୍ ଭଲ ଭାବରେ ଖାଉଟୀ…
Read More...

ପଚାରିଲାନି ପାଳିତା କନ୍ୟା ; ସରକାରୀ କ୍ୱାର୍ଟରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଏକ ପରିତ୍ୟକ୍ତ ସରକାରୀ କ୍ୱାର୍ଟରରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବୃଦ୍ଧଙ୍କ ମୃତ୍ୟୁ…
Read More...