www.samajalive.in
Saturday, December 6, 2025
16.1 C
Bhubaneswar

ସମଗ୍ରଶିକ୍ଷା ପକ୍ଷରୁ ଜାଗରୁକତା ସଚେତନତା ସପ୍ତାହ ପାଳିତ

ପାଟଣା : ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ ଆବାହକତ୍ୱରେ ଜାଗରୁକତା ସଚେତନତା ସପ୍ତାହ ପାଳନ ଅବସରରେ ସମୂହ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଦୂର୍ଯ୍ୟୋଧନ ସାହୁ, ଦୂର୍ଯ୍ୟୋଧନ ମହାନ୍ତ, ବ୍ରଜବନ୍ଧୁ ମହାନ୍ତ, କଳ୍ପତରୁ ମିଶ୍ର, ଜତିନ କବି, ଜନ୍ମେଜୟ ଦାଶ, ସତ୍ୟସୁନ୍ଦର ପୃଷ୍ଟି ଅନ୍ୟ କର୍ମଚାରୀ ମାନଙ୍କ ସହ ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି, କ୍ଲଷ୍ଟର ସଂଯୋଜକ ସନ୍ତୋଷ କୁମାର ନାଏକ, ପ୍ରମୋଦ କୁମାର ମହାନ୍ତ, ଶ୍ରୀକାନ୍ତ ବିଶ୍ୱାଳ, ଶିକ୍ଷକ ପାର୍ଥସାରଥି ବେଜ, କୃପାସିନ୍ଧୁ ସାହୁ, ଭବାନୀଶଙ୍କର ମହାନ୍ତ ପ୍ରମୁଖ ଯୋଗ ଦେଇ ନିଜ ନିଜ ସ୍ତରରେ ସମସ୍ତଙ୍କୁ ସତର୍କ ଓ ଜାଗରୁକ କରାଇବା ପାଇଁ ମିଳିତ ଶପଥ ନେଇଥିଲେ  ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories