ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରି ଯୁବକ ଗିରଫ

ଧର୍ମଗଡ : ନିଜ ବାନ୍ଧବୀର ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରି ଜନୈକ ଯୁବକ ଗିରଫ ହେବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଯୁବକଙ୍କ ନାଁ ମୁନା ବେହେରା ଓରଫ ଗୁପ୍ତେଶ୍ୱର ବେହେରା ବୋଲି ଜଣାପଡିଛି।…
Read More...

ପଶୁ ପକ୍ଷୀ ଶିକାରୀ ଗିରଫ, କଟା ମାଂସ ସହିତ ବିଭିନ୍ନ ସରଞ୍ଜାମ ଜବତ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମରେ ବିବାହ କରିଥିବା କେଳୁଚରଣ ମହାରଣା(୩୫) ପାରିବାରିକ କଳହ ଯୋଗୁଁ ଏବେ ଶ୍ୱଶୁର ଘରେ ନ ରହି ଡିଙ୍ଗର ପର୍ଶୁରାମପୁର ମୌଜାର ଡାହାଲଖାଇ ଠାକୁରାଣୀଙ୍କ ପାଖରେ ଥିବା ଏକ…
Read More...

ମାଧବୀ ଲତା ଚେର ବୋଝେଇ ଗାଡି ଜବତ, ଜଣେ ଗିରଫ

ବୁଗୁଡ଼ା : ସ୍ଥାନୀୟ ବନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ବାଲିପଦର କଲେଜ ନିକଟସ୍ଥ କଳମ୍ବ ଛକଠାରେ ମାଧବୀ ଲତା ଚେର ବୋଝେଇ ଏକ ଟାଟା ୪୦୭ ଗାଡିକୁ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାଯାଇଛି । ଗିରଫ…
Read More...

କୁଚିଣ୍ଡା ସରକାରୀ ଡାକ୍ତରଖାନାଙ୍କୁ ଆକ୍ରମଣ ଉଦ୍ୟମକୁ ସଚେତନ ନାଗରୀକ ମଞ୍ଚର ନିନ୍ଦା

କୁଚିଣ୍ଡା : କୁଚିଣ୍ଡା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବା କର୍ତ୍ତବ୍ୟରତ ଡାକ୍ତରଙ୍କ ପ୍ରତି ଅଶାଳୀନ ବ୍ୟବହାର ଦେବା ସହ ଆକ୍ରମଣ ଉଦ୍ୟମ କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର…
Read More...

ବାଇକ ଧକ୍କାରେ, ରାସ୍ତା କାମରେ ନିୟୋଜିତ ଶ୍ରମିକଙ୍କ ମୃତ୍ୟୁ

କୁଚିଣ୍ଡା : କୁଚିଣ୍ଡା ଥାନା ଶିରିଡ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜନୈକ ୪୮ବର୍ଷିୟ ବ୍ୟକ୍ତି ଏକ ବାଇକ ଧକ୍କା ଧକ୍କାରେ ଗୁରୁତର ହୋଇ କୁଚିଣ୍ଡା ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାଯାଇଛି।…
Read More...

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ ; ଗୋଟିଏ ପରିବାରର ୧ମୃତ, ୪ ଆହତ

ବୁର୍ଲା : ବୁର୍ଲା ସହର ପୁଣି ଅଶାନ୍ତ ହୋଇଛି। ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ କରାଯାଇ ଗୋଟିଏ ପରିବାରର ଜଣେ ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଆହତ ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଭିମସାରରେ ବୁର୍ଲା…
Read More...

ପାରିବାରିକ କଳହରୁ ପତ୍ନୀକୁ ହତ୍ୟା 

ଧମା/ମାନେଶ୍ୱର :  ଯୁଯୁମୁରା ବ୍ଳକ ମେଘପାଳ ପଞ୍ଚାୟତ ଘୁଷୁରିଆବାହାଲ ଗାଁରେ ପାରିବାରିକ କଳହରୁ ପତି ନିଜ ପତ୍ନୀକୁ ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର…
Read More...

ବ୍ଲକ ପକ୍ଷରୁ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ଅଟୋରିକ୍ସା ପ୍ରଦାନ

କୁଚିଣ୍ଡା : କୁଚିଣ୍ଡା ବ୍ଲକ ପକ୍ଷରୁ ଭିନ୍ନକ୍ଷମଙ୍କୁ ବ୍ୟାଟେରୀ ଚାଳିତ ଅଟୋରିକ୍ସା ପ୍ରଦାନ କରାଯାଇଛି। ଏଥିରେ କୁଚିଣ୍ଡା ବିଧାୟକ କିଶୋର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ…
Read More...

ଜଙ୍ଗଲରୁ ପଚାଂୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୃତଦେହ ଜବତ ; ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୃତଦେହ ଆଜି ଫିରିଙ୍ଗିଆ ପଂଚାୟତ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ ଜଙ୍ଗଲରୁ ଜବତ କରିଛି…
Read More...

ବୋଲେର ସହ ୨୧ କିଲୋ ଗଂଜେଇ ଜବତ, ୩ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍ ଆଜି ଏକ ବୋଲେର ଗାଡ଼ି ସହିତ ୨୧ କେଜି ଗଂଜେଇ ଜବତ କରିଛି। ଏହି ଘଟଣାରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା…
Read More...

ଅବକାରୀ ବିଭାଗର ଅଚାନକ ଚଢଉ ; ୧୫୬ ଲିଟର ଚେରାଦେଶୀ ମଦ ଜବତ, ୧୦ଗିରଫ

ଫୁଲବାଣୀ : କିଛିଦିନର ନୀରବତା ପରେ ପୁଣିଥରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ବ୍ରହ୍ମପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୫୬ ଲିଟର ଚୋରା ଦେଶୀମଦ ଜବତ କରିବା ସହିତ ୧୦ଜଣକୁ…
Read More...

ଡାକ୍ତରଖାନାରେ ଡାକ୍ତରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ, ଗିରଫ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡୀୟ ସରକାରୀ ଡାକ୍ତରଖାନାରେ ଗତକାଲି ବିଳମ୍ବିତ ରାତ୍ରରେ ଜନୈକ ଯୁବକ ଚିକିତ୍ସା ପାଇଁ ଆସି ଉନ୍ମତ କାଣ୍ଡ ଭିଆଇବା ସହ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ମାରିବାକୁ ଉଦ୍ୟମ କରୁଥିବା…
Read More...

ଲଇମୁରା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣା ; ତନାଘନା ପାଇଁ ପୁଲିସର ୨ଟି ଟିମ ଗଠିତ

କୁଚିଣ୍ଡା : ଲଇମୁରା ଆନ୍ଧ୍ରା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୬ଜଣ ଦୁର୍ବୃତ୍ତ ଆତଙ୍କିତ କରି ଠୁଟିପିପେଲ ରାସ୍ତାରେ ୩୫ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେବା ପରେ ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ସକାଶେ ତନାଘନା ଉଦ୍ୟମ…
Read More...

କରୋନା ଉଜାଡ଼ି ଦେଲା ପରିବାର: ଗୋଟିଏ ମାସରେ ଦୁଇ ପୁତୁରାଙ୍କ ସମେତ ଦାଦା ଆର ପାରିରେ      

ନବରଙ୍ଗପୁର : ନବରଙ୍ଗପୁରରେ ମହମାରୀ କରୋନା ଆଉଜଣଙ୍କର ଜୀବନ ନେଇଛି। ନବରଙ୍ଗପୁର ସହରର ପାଞ୍ଜିଆସାହି ନିବାସୀ ଅବସର ପ୍ରାପ୍ତ ଫାର୍ମାସିଷ୍ଟ  ଗିରିଜା ଭୂଷଣ ବେହେର ଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ…
Read More...

ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଭାଙ୍ଗି ଓହୋଳିଛି ଡାଳ, ଯାତ୍ରୀ ଅସୁରକ୍ଷିତ

ବାଙ୍କୀ/ଡମପଡ଼ା : ବାଙ୍କୀ-କଟକ ରାସ୍ତାକୁ ଉଚ୍ଚା କରାଯିବା ପରେ ଜାତାୟତର ସୁଗମ ହୋଇପାରିଥିଲା । ଜନସାଧାରଣଙ୍କୁ ରାସ୍ତା ତମାମ୍ ଛାଇ ପ୍ରଦାନ କରିବା ପାଇଁ ବନବିଭାଗ ତରଫରୁ ଉଭୟ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ…
Read More...

କରୋନା ମହାମାରୀ ଓ ବନ୍ୟା ଉଜାଡି ଦେଲା ଚାଷୀର କ୍ଷେତ, ପୁଣି ଥରେ ଅଣ୍ଟା ଭିଡିଛି ଚାଷୀ

ବାଙ୍କୀ/ଡମପଡ଼ା : ବାଙ୍କୀ ଓଡ଼ିଶାର ଏକ ପ୍ରମୁଖ କୃଷିଭିତ୍ତିକ ଅଞ୍ଚଳ ଭାବେ ଜଣାଶୁଣା । ବାଙ୍କୀର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି । ବାଙ୍କୀରେ ପ୍ରଭାବିତ ହେଉଥିବା ମହାନଦୀ…
Read More...

ଜାତୀୟ ରାଜପଥରୁ ଆହତ ମାଙ୍କଡ ଉଦ୍ଧାର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରୁ ଏକ ଆହତ ମାଙ୍କଡକୁ ବନବିଭାଗ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ ସୋମବାର ଜାତୀୟ ରାଜପଥର…
Read More...

ହରଭଙ୍ଗାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ହରଭଙ୍ଗା : ଦୀର୍ଘଦିନ ବ୍ୟବଧାନପରେ ମଙ୍ଗଳବାର ହରଭଙ୍ଗା ବ୍ଲକ ଅଂଚଳରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବ୍ଲକର ଚାରିଛକରୁ ଜଣେ, ଲୋକାପଡାରୁ ଜଣେ ଏବଂ ଛତ୍ରଙ୍ଗରୁ ୨ଜଣ ଚିହ୍ନଟ…
Read More...

ଧନତେରାସ୍‍ରେ ମା’ ଲକ୍ଷ୍ମୀଙ୍କ ଏପରି ପ୍ରତିମା ଘରକୁ ଆଣନ୍ତୁ ନାହିଁ, ନହେଲେ ହୋଇପାରନ୍ତି କାଙ୍ଗାଳ

କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରା ପର୍ବ ପାଳନ କରାଯାଏ। ଏବର୍ଷ ନଭେମ୍ବର ୧୩ରେ ପାଳନ କରାଯିବ ଧନତେରାସ୍‍ | ଏହାର ପରଦିନ ଅର୍ଥାତ୍ ନଭେମ୍ବର ୧୪ରେ ପାଳନ କରାଯିବ ଦୀପାବଳି। ପୌରାଣିକ ବିଷୟବସ୍ତୁ…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅନ୍ୟ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଘଟଣା ସାମାନାକୁ ଆସିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା କୋଭିଡ଼ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ସମ୍ବଲପୁର…
Read More...

୭୫ ବର୍ଷିୟ ବିଧବା ବୃଦ୍ଧାଙ୍କ ଆଖିରେ ଲୁହ, ଆବାସ ଯୋଜନାରେ ଘର ଖଣ୍ଡିକ ପାଇଁ ହେଉଛନ୍ତି ନେହୁରା  

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ପୂଜାରୀଗୁଡା ପଂଚାୟତର ନୂଆଗୁଡା ଗ୍ରାମରେ ବାସ କରୁଥିବା ଅସହାୟ ୭୫ ବର୍ଷ ବର୍ଷିୟ  ବିଧବା ବୃଦ୍ଧାଙ୍କ ଆଖିରେ ଲୁହ ଆବାସ ଯୋଜନାରେ ଘର ଖଣ୍ଡିକ ପାଇଁ…
Read More...

ବାଉଁଶୂଳୀର ବାସ୍ନା ବିତରୁଛନ୍ତି ଲକ୍ଷ୍ମୀନାରାୟଣ

ପାଟଣା : କୌଣସି ତାଲିମ ନେଇ ନାହାନ୍ତି କି କୌଣସି ଡ୍ରଇଁ ଶିକ୍ଷକ ତାଙ୍କ ହାତଧରି ଶିଖାଇ ନାହାନ୍ତି। ତଥାପି ତାଙ୍କର ନିଜର ଇଛାଶକ୍ତି ତାଙ୍କୁ ଚିତ୍ର ଆଙ୍କିବାରେ ସଫଳତା ଆଣିଦେଇଛି। ତାଙ୍କ ସାମ୍ନାରେ ଠିଆ ହେଉଥିବା…
Read More...

ପଣସ ଗଛରୁ ଖସିପଡ଼ି ଜଣେ ମୃତ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ପଞ୍ଚାୟତ ଭାଲୁକିପତଳା ଗ୍ରାମର ଅନାମ ମୁଣ୍ଡାରୀ (୪୦) ନାମକ ଜଣେ ବ୍ୟକ୍ତି ପଣସ ଗଛରେ ଚଢି ଛେଳି ଖାଇବା ପାଇଁ ଡାଳ ଭାଙ୍ଗୁ ଥିବା ବେଳେ ସେ ଗଛରୁ ଖସିପଡ଼ି ଗୁରୁତର…
Read More...

ମୋ ଉପକାରୀ ବଗିଚା ପାଇଁ ତାଲିମ ଶିବିର

ପାଟଣା : ପାଟଣା ବ୍ଲକ ସଭାଗୃହରେ ଆଜିଠାରୁ ୪ ଦିନିଆ ମୋ ଉପକାରୀ ବଗିଚା ସଂକ୍ରାନ୍ତୀୟ ତାଲିମ ଶିବିର ଓଡିଶା ଜୀବିକାମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ମନୋରଂଜନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ଶିବିରରେ…
Read More...

ରାଜନଗର ଦେଓଗାଁରେ ୮ ମାସ ହେଲା ସୋଲାର ପାଣି ପମ୍ପ ଅଚଳ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପଂଚାୟତ ଦେଓଗାଁ ଗ୍ରାମରେ ଦୀର୍ଘ ୮ ମାସ ହେଲା ସୋଲାର ପାଣିପମ୍ପ ଅଚଳ ହୋଇ ପଡିଥିବାରୁ ଏହି ପମ୍ପ ଉପରେ ନିର୍ଭର କରୁଥିବା ୨୦ ରୁ ୨୫ ପରିବାର ପାନୀୟ ଜଳ ପାଇଁ ନାହିଁ ନ ଥିବା…
Read More...

ଟ୍ରଲର ପଛରେ ଧକ୍କା ଦେଲା ୧୪ଚକିଆ ଟ୍ରକ, ଡ୍ରାଇଭର ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ହାତୀବାରୀ ଛକ ନିକଟରେ ରବିବାର ରାତି କେନ୍ଦୁଝର ରୁ କଲିକତା ଅଭିମୁଖେ ଯାଉଥିବା ଏକ ୧୪ଚକିଆ ଆଇରନ୍ ବୋଝେଇ ଟ୍ରକ ରାସ୍ତା ପାର୍ଶ୍ବରେ ଠିଆ ହୋଇ ଥିବା ଏକ…
Read More...

ଛିଡ଼ା ହୋଇଥିବା ଟ୍ରକ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ , ଡ୍ରାଇଭର ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ର ନିହ୍ନୁଆଁ ଛକ ନିକଟରେ ଆଜି ଭୋର ସମୟରେ ରାସ୍ତା ପାର୍ଶ୍ବ ରେ ଛିଡା ହୋଇଥିବା ଏକ ୧୨ ଚକିଆ ଟ୍ରକ ପଛରେ ଦୃତଗତିରେ ଆସୁଥିବା ଅନ୍ୟ ଏକ ୧୨ ଚକିଆ…
Read More...

ବନବିଭାଗର ଅଚାନକ ଚଢ଼ାଉ କାଠ ବୋଝେଇ ପିକଅପ୍ ଜବତ

ପାଟଣା : ରବିବାର ରାତି ୨ ଘଟିକା ସମୟରେ ଏକ ନମ୍ବର ବିହୀନ ପିକ୍ଅପ୍ ରେ ଚୋରା କାଠ ଚାଲାଣ କରା ଯାଉଥିବା ବେଳେ ବୈତରଣୀ ପୋଲ ନିକଟରେ ପାଟଣା ବନ ବିଭାଗ ଚଢ଼ାଉକରି ଏହାକୁ ଧରିଥିଲେ। ସୂଚନା ଅନୁଯାୟୀ କୌଣସି ସୂତ୍ର ରୁ…
Read More...

ଓଡିଆ ଆଲବମ ଜଗତରେ ପାଟଣାର ଚିନ୍ମୟ

ପାଟଣା : ଗୀତ ଶୁଣି ଶୁଣି ସଙ୍ଗୀତ ନିର୍ଦ୍ଦେଶକ, ୫୦ ରୁ ଅଧିକ ଓଡିଆ ଆଲବମ ରେ ନିର୍ଦ୍ଦେଶନା ଦେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ପାଟଣାର ଚିନ୍ମୟ ଦାଶ ନାମକ ଜଣେ ଯୁବକ । ଦୃଢ଼ ଇଚ୍ଛାଶକ୍ତି ଯେ…
Read More...

ପୁଅ ସହିତ ପତ୍ନୀ ୟୁପିରେ ବନ୍ଧକ ; ଉଦ୍ଧାର ପାଇଁ ସ୍ୱାମୀ ଏସପିଙ୍କ ଦ୍ୱାରସ୍ଥ

ସମ୍ବଲପୁର : ସମ୍ବଲପୁରର ଜଣେ ୩୦ ବର୍ଷିୟା ମହିଳାଙ୍କ ସହ ତାଙ୍କର ୧୦ ବର୍ଷିୟ ପୁଅକୁ ଚାକିରି ପ୍ରଲୋଭନ ଦେଖାଇ ଉତ୍ତର ପ୍ରଦେଶର ମୁରାଦାବାଦରେ ଜଣେ ବ୍ୟକ୍ତି ଜୋରଜବରଦସ୍ତି ବନ୍ଧକ ରଖିଥିବା ଧନୁପାଲି ଥାନାରେ ଅଭିଯୋଗ…
Read More...

ବଣମହୁଲଡିହା ଜଙ୍ଗଲରେ ୧୬ ହାତୀ, ଲୋକେ ଆତଙ୍କିତ

ପାଟଣା : ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ନିକଟସ୍ଥ ଦଲିକି ଜଙ୍ଗଲରେ ଆଜି ଅପରାହ୍ନରେ ଏକ ୧୬ ଘରିଆ ବଣୁଆ ହାତୀ ପଲ ପ୍ରବେଶ କରିଛନ୍ତି । ଗତକାଲି ଏହି ହାତୀ ପଲ ବଣମହୁଲଡିହା ଗ୍ରାମ ର…
Read More...

ବ୍ୟାଙ୍କ ଜମା ଖାତାରୁ ୮୬ ହଜାରରୁ ଅଧିକ ଟଙ୍କା ଗାଏବ !

ଲୋଇସିଂହା : ଲୋଇସିଂହା ବ୍ଳକ୍ ଅର୍ନ୍ତଗତ ବୁର୍ଡା ଗାଁର ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଲୋଇସିଂହା ଶାଖାରେ ଜମା ଥିବା  ୮୬ ହଜାରରୁ ଅଧିକ ଟଙ୍କା ହେରଫେର ହୋଇଥିବା ବେଳେ ବାରମ୍ବାର ଅଭିଯୋଗ…
Read More...

ଲୋଇସିଂହା ପେକ୍ସରେ ‘ସ୍ୱାକ୍ଷର’ ଜାଲିଆତି ! ଅଧିକାରୀଙ୍କ ନୀରବତା, ଦୁର୍ନୀତିଖୋରଙ୍କ ପାଇଁ ଆଶୀର୍ବାଦ

ଲୋଇସିଂହା : ଦୁର୍ନୀତି ହେଉଛି। ସମସ୍ତେ ଜାଣୁଛନ୍ତି। କିନ୍ତୁ ଚୁପ୍। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ଅଧିକାରୀଙ୍କ ନୀରବତା ଭ୍ରଷ୍ଟ କର୍ମଚାରୀଙ୍କ ପାଇଁ ଆର୍ଶୀବାଦ ହେଉଛି। ଆଉ ସେମାନଙ୍କ ବେଆଇନ…
Read More...

ମୁରିବାହାଲ ବ୍ଲକରେ ପ୍ରଥମ କରୋନା ମୃତ୍ୟୁ

ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ  ବ୍ଲକରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତର କୃଷକ ସାଥୀ ତଥା ବିଶିଷ୍ଟ ବାହାକ ସତ୍ୟନାରାୟଣ ଭୋଇଙ୍କ ପୁତ୍ର ଜୟମିତ୍ର…
Read More...

ଅନୁପମାର ହତ୍ୟାକାରୀଙ୍କୁ ଧରିବା ପାଇଁ ଏସ.ପି.ଙ୍କୁ ନିବେଦନ

ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ନୁସୁରିପଶି ଗ୍ରାମର ଅନୁପମା ପଲେଇ (୧୭) ଙ୍କ କ୍ଷତବିକ୍ଷତ ଶବ ଗତ ୨୦୧୮ ସେପ୍ଟେମ୍ବର ୬ ତାରିଖ ଢେଙ୍କିକୋଟ ନିକଟ ଟିକିରା ସୀମା ଜଙ୍ଗଲରୁ ମିଳିଥିବା ବେଳେ ଏହାକୁ ଏକ ଦୁଷ୍କର୍ମ ଜନିତ…
Read More...

ରାଜନଗରରେ ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈଠକ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମର ପୂଣ୍ୟତୋୟା ବୈତରଣୀ ତଟ ଶୈବ୍ୟା କାବେରୀ ତୀର୍ଥରେ ଐତିହାସିକ ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କରୋନା କଟକଣାକୁ ଆଖି ଆଗରେ ରଖି ଭଜନ ସମାରୋହ…
Read More...

ଶୁଆକାଟୀରୁ-ଭୁବନେଶ୍ୱର ଚାଲିଲା ବିଜୟଲକ୍ଷ୍ମୀ

ପାଟଣା : ଦୀର୍ଘ ୯ ମାସର ବିରତି ପରେ ଆଜିଠାରୁ ଶୁଆକାଟୀ ଠାରୁ ଭୁବନେଶ୍ୱର ବିଜୟଲକ୍ଷ୍ମୀ ନାମକ ଘରୋଇ ବସ ଚଳାଚଳ ଆରମ୍ଭ କରିଛି । ମାତ୍ର କିଛି ଦିନ ଚାଲିବା ପରେ ଲକଡାଉନ କାରଣରୁ ଦୀର୍ଘ ୯ ମାସ ଧରି ବସଟି ମାଲିକଙ୍କ…
Read More...

ବେଗୁନିଆରେ ପଥର ମାଫିଆଙ୍କ ଦୌରାତ୍ମ୍ୟ, ଜନସାଧାରଣ ଅତିଷ୍ଠ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅଂଚଳରେ ଥିବା ବିଭିନ୍ନ ବେଆଇନ ପଥର ଖଣିରୁ ଦିନକୁ ଦିନ ବେଆଇନ ମଙ୍କଡ଼ା ପଥର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ପଥର ମାଫିଆ…
Read More...

ରେଳବାଇ ଓ ପ୍ରଶାସନ ମଧ୍ୟରେ ରହୁନାହିଁ ସମନ୍ୱୟ

ରାଉରକେଲା : ଭୁବନେଶ୍ୱର ପରେ ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟିର ମାନ୍ୟତା ପାଇଲା। ସ୍ମାର୍ଟସିଟିରେ ଷ୍ଟେସନର ବିକାଶ ଏକ ପ୍ରମୁଖ ଦିଗ ବୋଲି ଧରାଯାଉଛି। ଭୁବନେଶ୍ୱର ସ୍ମାର୍ଟ ସିଟିର ଦ୍ୱିତୀୟ ପ୍ରବେଶ ପଥ ସହିତ…
Read More...

ଲମ୍ବୁଛି ଜିଏସ୍‌ଟି ଠକେଇ ରାକେଟ ; କିଙ୍ଗ ପିନ୍ ସ୍ୱେଚ୍ଛାସେବୀ ମହିଳା ଅଟକ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ଜିଏସ୍‌ଟି ଠକେଇ ରାକେଟ ଲମ୍ବିବାରେ ଲାଗିଛି। ବିକ୍ରିକର ଓ ଜିଏସ୍‌ଟି ବିଭାଗ ପାଖକୁ ଆସିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ନେଇ ଅଧିକାରୀମାନେ ଯାଇ ଯାଞ୍ଚ କଲା ବେଳକୁ ସେଠାରେ…
Read More...

ଚାଷୀଙ୍କ ନାଁରେ ମିଛ କମ୍ପାନୀ ଖୋଲି କୋଟିଏ ଟଙ୍କାର ଠକେଇ ଅଭିଯୋଗ

ବଲାଙ୍ଗିର : ରାଉରକେଲା ପରେ ଏବେ ବଲାଙ୍ଗିର ଜିଲାରୁ ବାହାରୁଛି ଜିଏସ୍‌ଟି ଠକେଇ। ଲୋକଙ୍କ କାଗଜପତ୍ର ବ୍ୟବହାର କରି ନକଲି କମ୍ପାନୀ ଖୋଲି ଟଙ୍କା ଠକେଇ କରାଯାଉଥିବା ବେଳେ ଏବେ ଚିନ୍ତାରେ ପଡିଛନ୍ତି ବଲାଙ୍ଗିର ଜିଲା…
Read More...

ଫିକା ପଡିଛି ମାଟି ଦୀପର ଚାହିଦା, ଚିନ୍ତାରେ କୁମ୍ଭକାର ପରିବାର  

ବାଙ୍କୀ/ଡମପଡ଼ା : ଓଡ଼ିଶାର ସଂସ୍କୃତି ପରିମ୍ପରା ନିଆରା ହୋଇଥିବା ବେଳେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ । ପବିତ୍ର କାର୍ତ୍ତିକମାସରେ ଆଲୋକର ପର୍ବ ଦେବ ଦୀପାବଳି ଓଡ଼ିଆ ଘରର ପୂର୍ବପୁରୁଷଙ୍କୁ ବଡବଡୁଆ ଡାକି ପାଳନ…
Read More...

ଅନ୍ଧକାରରେ ଚାଲିଛି ଏଟିଏମ୍ ସେବା

ଚୁଡାପାଲି : ବଲାଙ୍ଗିର ସଦର ବ୍ଲକର ଚୁଡାପାଲି ବସଷ୍ଟାଣ୍ଡରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ଅବ୍ୟବସ୍ଥିତ ହୋଇ ପଡି ରହିଛି। କାଉଣ୍ଟରରେ ଲାଗିଥିବା  ଦୁଇଟି ମେସିନରୁ ଗୋଟିଏ ପ୍ରାୟତଃ ଚାଲୁ ନଥିବାର…
Read More...

ଧାନ ଖରିରେ ନିଆଁ, ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚାଉଲବାଞ୍ଜି ଗ୍ରାମର ତୀର୍ଥରାଜ ଧରୁଆଙ୍କ ଧାନଖରିରେ ନିଆଁ ଲାଗି ଯାଇ ଲକ୍ଷାଧିକ ଟଙ୍କାର ଧାନ ପୋଡି  ପାଉଁଶ ହୋଇଯାଇଛି। ତୀର୍ଥରାଜଙ୍କ ପରିବାର ଲୋକ ନିକଟରେ ତାଙ୍କ କ୍ଷେତରୁ…
Read More...

କାମରେ ଆସୁନି ସ୍ୱଚ୍ଛଭାରତ ଯୋଜନା ପାଇଖାନା

ଆଗଲପୁର : ସରକାର ପକ୍ଷରୁ ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚା କରାଯାଇଛି। ପାଇଖାନା କାମରେ ଅସୁ ନଥିବାର ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ବାହାରେ ମଳତ୍ୟାଗ ନ…
Read More...

ରେଳପଥ ପ୍ରକଳ୍ପ : ବୌଦ୍ଧଜିଲ୍ଲାରେ ଜମିଅଧିଗ୍ରହଣ ହେବ ସଂପୁର୍ଣ୍ଣ

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ବୌଦ୍ଧଜିଲ୍ଲାରେ ସର୍ବାଧିକ ୧୧୦ କି.ମି. ଦୈର୍ଘ୍ୟ ରେଳପଥ ନିର୍ମାଣ ହେବାକୁ ରହିଛି। ଖୋର୍ଦ୍ଧା, ପୁରୀ, ନୟାଗଡ ଓ ବଲାଙ୍ଗିର ଜିଲ୍ଲାରେ ରେଳପଥ ବିଛାଯାଇ ରେଳ ଚଳାଚଳ…
Read More...

ପାଇଖାନା କାର୍ଯ୍ୟ ସରିବାର ହେଲାଣି ୫ ବର୍ଷ ,ବ୍ଲକକୁ ଧାଇଁ ଧାଇଁ ମିଳୁନି ପ୍ରାପ୍ୟ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଗତ ୫ବର୍ଷ ଭିତରେ ବହୁ ବି.ଡି.ଓ ଏବଂ କନିଷ୍ଠ ଯନ୍ତ୍ରୀ ଏଠାରୁ ବଦଳି ହୋଇ ଗଲେଣି । କିନ୍ତୁ ଏକ ମହିଳା ସଙ୍ଗଠନ ବେଗୁନିଆ ବ୍ଲକ ରାଉତପଡ଼ା ପଂଚାୟତ ଅନ୍ତର୍ଗତ…
Read More...

ଦୁର୍ଘଟଣା କରି ଦେଲା ଭିନ୍ନକ୍ଷମ ଓ ଦାଣ୍ଡର ଭିକାରୀ ; ସରକାରୀ ସହାୟତା ସାତ ସପନ

ରେଙ୍ଗାଲି : ଦୁର୍ଘଟଣା ସବୁ ଓଲଟପାଲଟ କରିଦିଏ। ହସଖୁସି ର ସଂସାର କୁ ଉଜାଡି ଦିଏ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସାଗର ବେହେରା । ଛତିଶଗଡ ପ୍ରଦେଶ ସରାଙ୍ଗଗଡର ବାସିନ୍ଦା। ୨୦୧୬ ମସିହା ଜୁନ୍ ୨୧ ତାରିଖ ଦିବ…
Read More...

ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବୃଦ୍ଧ ଦନ୍ତାର ମୃତ୍ୟୁ

ଗୁରୁଡିଝାଟିଆ : ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ରାଜା ବଲ୍ଲଭପୁର ବିଟ ଅଧିନସ୍ଥ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ଶରୀରରେ କୌଣସି କ୍ଷତଚିହ୍ନ ନଥିବା ବେଳେ…
Read More...

ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପ : ଆଘୋ କର ଥଇଥାନ, ତାର୍ ପରେ ଡେମ୍ କାମ୍

ବଲାଙ୍ଗିର : ଗତ ବୁଧୁବାର ଦିନ ଜଳସଂପଦ ବିଭାଗ ସହ ଥଇଥାନ, ପୁନର୍ବାସ ଓ କ୍ଷତିପୂରଣ ବିଭାଗର ବରିଷ୍ଠ ଅଧିକାରୀମାନେ ବଲାଙ୍ଗିର ଗସ୍ତରେ ଆସିଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ସହ ଲୋୟର୍…
Read More...

ଜି.ଆର.ଏସଙ୍କ ମନମୁଖୀ କାର୍ଯ୍ୟ ଉପରେ ବି.ଡି.ଓଙ୍କ କାର୍ଯ୍ୟାନୁଷ୍ଠାନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଏବଂ ବାଣୀଭୂଷଣପୁର ପଂଚାୟତ ଦାୟିତ୍ୱରେ ଥିବା ଜନୈକ ଜି.ଆର.ଏସ ସରୋଜ ମହାକୁଡଙ୍କ ମନମୁଖୀ କାର୍ଯ୍ୟ ଏବଂ ଉପରସ୍ଥ କର୍ମଚାରୀଙ୍କୁ ତାତ୍ସଲ୍ୟ, ଅସମ୍ମାନ ତାଙ୍କୁ…
Read More...

ଅର୍ଥ ଅଭାବରୁ ଯତ୍ନଣାରେ ଛଟପଟ ଆଶାକର୍ମୀ

କେଶଦୁରାପାଳ : ଅର୍ଥ ଅଭାବରୁ ଜଣେ ଆଶାକର୍ମୀ ଯତ୍ନଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। କରୋନା ପାଇଁ ସରକାର ଅନେକ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ବିଭିନ୍ନ ସହାୟତା ଘୋଷଣା କରିଛନ୍ତି। ହେଲେ କେନ୍ଦୁଝର ଜିଲ୍ଲା…
Read More...

“ସମାଜ ର ପ୍ରଭାବ” ଅଙ୍ଗନବାଡ଼ିରେ ଅଣ୍ଡା ହଡପ ଘଟଣା: ଅଣ୍ଡା ଫେରାଇଲେ ଅଙ୍ଗନବାଡି ଦିଦି

କେଶଦୁରାପାଳ : "ସମାଜ ର ପ୍ରଭାବ" ଅଙ୍ଗନବାଡ଼ିରେ ଅଣ୍ଡା ହଡପ ଘଟଣା  ଅଣ୍ଡା ଫେରାଇଲେ ଅଙ୍ଗନବାଡି ଦିଦି । ସମଗ୍ର ଦେଶରେ କରୋନା ମହାମାରୀ ପାଇଁ ସରକାର ପ୍ରତ୍ୟେକ ଅଙ୍ଗନବାଡ଼ିର ପିଲାମାନଙ୍କ ପାଇଁ ୨୫ ଓ ଗର୍ଭବତୀଙ୍କ…
Read More...

୩୦୦ଜଣ ମହିଳା କରୋନା ଯୋଦ୍ଧାଙ୍କୁ ଉପଢୌକନ ଦେଇ ସମ୍ମାନିତ କଲେ ଡାବୁଗାଁ ବିଧାୟକ  

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷକ୍ଷଗୁମୁଡା ବ୍ଲକ ରେ କାର୍ଯ୍ୟରତ ମହିଳା ଅଙ୍ଗନବାଡି କର୍ମୀ, ସୁପରଭାଇଜର  ଏବଂ ସିଡିପିଓ ପ୍ରମୁଖ ନିଜ ବ୍ଲକ ଅଂଚଳରେ ମହାମାରୀ କରୋନା ସମୟରେ ନିଜକୁ କରୋନା ଯୋଦ୍ଧା ଭାବେ ଲୋକଙ୍କ…
Read More...

ମୋହନାରେ ଘନ କୁହୁଡି, ଯାତାୟତ ବାଧାପ୍ରାପ୍ତ

ମୋହନା : ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧିା ପାଉଥିବାବେଳେ କୁହୁଡିର ଆସ୍ତରଣ ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ ଲାଗି ରହୁଛି। ବିଭିନ୍ନ ପ୍ରକାର ଯାନବାହାନ ସହ ରାତ୍ରୀ ପରିବହନ ବସ…
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ର ବାଙ୍କପାଟୁଳି ନିକଟରେ ଆଜି ଅପରାହ୍ନରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଟୋଲ ଗେଟ୍…
Read More...

ମହୁଲି ମଦ ଜବତ, ଦୁଇ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ନୂଆପଡା ଏବଂ ବଡଶୁବଳିଆ ଭଲି  ପୃଥକ ପୃଥକ ଦୁଇଟି ସ୍ଥାନରେ ଅବକାରୀ ବିଭାଗ ଶୁକ୍ରବାର ଚଢଉ କରି ୫୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ…
Read More...

୪ଘଣ୍ଟା ମଧ୍ୟରେ ଦୁଇଟି ସଡକ ଦୁର୍ଘଟଣା ; ୪ ଆହତ ଓ ୩ ଗୁରୁତର

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଗୁରୁପାଲି ଏବଂ ରମ୍ପେଲାକେମ୍ପ ନିକଟସ୍ଥ ବିଶ୍ଫୁଟିଆ ଠାରେ ଆଜି ଦୁଇଟି ପୃଥକ୍ ପୃଥକ୍ ଦୁର୍ଘଟଣା ଘଟି ୪ଜଣ  ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର…
Read More...

କମ୍ପାନୀର ମନମୁଖୀ କାରବାର; ଓଭର ବର୍ଡନ ମାଟି ଉପରେ ପାଉଁଶ ଡମ୍ପିଂକୁ ବୁଧିଆପାଲି ଗ୍ରାମବାସୀଙ୍କ ପ୍ରତିବାଦ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ଖିଣ୍ଡା ପଞ୍ଚାୟତ ରେ ଥିବା ଏନ୍ଏଲ୍ସି କମ୍ପାନୀର କୋଇଲା ଖଣିରୁ ନିର୍ଗତ ମାଟି ବୁଧିଆପାଲି ଗ୍ରାମ ପାଖରେ ଡମ୍ପିଂ କରାଯାଉଛି। ମାଟି ଡମ୍ପିଂକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଥମରୁ…
Read More...

ପରିବର୍ତ୍ତନର ସୁଅରେ ହଜିଗଳାଣି ଶଗଡଗାଡିର କେଁ କଟର ଧ୍ୱନି; ରାସ୍ତା କଡରେ ବର୍ଜ୍ୟବସ୍ତୁ ଭଳି ଅଲୋଡା ହୋଇ ପଡିଛି ଶଗଡ…

ରେଙ୍ଗାଲି : ଦିନ ଥିଲା ଶଗଡ ଗାଡି ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷପତ୍ର ଅର୍ଥାତ୍ ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା। ଅଧିକାଂଶ ଘରେ ଶଗଡ ଗାଡି ଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ…
Read More...

ସାହାରପଡା ଡାକ୍ତରଖାନା ଜମିର ଜବର ଦଖଲ ଉଚ୍ଛେଦ ପାଇଁ ଦାବି

ପାଟଣା : ସାହାରପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ଜବର ଦଖଲକାରୀଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି । ଡାକ୍ତରଖାନା ସଂଲଗ୍ନ ଜମିକୁ ଦିନକୁ ଦିନ ଜବରଦଖଲକାରୀମାନେ ମାଡି ବସୁଥିବା ଦେଖାଯାଉଛି । ମିଳିଥିବା…
Read More...

ରଙ୍ଗ ତୂଳୀରେ ସହର ସୌନ୍ଦର୍ଯ୍ୟୀକରଣ ଓ ସ୍ୱଚ୍ଛତା ସଚେତନ

ବାଙ୍କୀ : ସହରକୁ ସ୍ୱଚ୍ଛ,ସବୁଜ ଓ ସୁନ୍ଦର କରିବା ପାଇଁ ରଜ୍ୟ ବ୍ୟାପୀ ସହର ଓ ନଗର ଉନ୍ନୟନ ବିଭାପ ପକ୍ଷରୁ ସହରାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ବିଜ୍ଞାପିତ ଅଞ୍ଚଳ…
Read More...

କରୋନା ଯୋଗୁଁ ପ୍ରଭାବିତ କୌଳିକ ପରିବାର; ଦୀପାବଳିରେ ବିକ୍ରି ହୋଇପାରିଲାନି କୁମ୍ଭାରଙ୍କ ହାତ ତିଆରି ଦୀପ

ନବରଙ୍ଗପୁର : ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଅନେକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିଥିବା ବେଳେ ଏଥିରେ ଅଧିକାଂଶ ପ୍ରଭାବିତ ହୋଇଛନ୍ତି କୌଳିକ ବୃତ୍ତି କରି ବଞ୍ଚୁଥିବା ପରିବାର । କରୋନା ଯୋଗୁଁ ହାଟ ବଜାର,…
Read More...

ମନ୍ଥର ଗତିରେ ଚାଲିଛି ସିମୁଳି ନାଳ ସେତୁ , ବଢୁଛି ଜନ ଅସନ୍ତୋଷ

ପାଟଣା : ୨୨୦ ନମ୍ବର ଜାତୀୟ ରାଜପଥ ରୁ ପାଟଣା ବଜାର କୁ ସଂଯୋଗ କରୁଥିବା ପାଟଣା - ଢେଙ୍କିକୋଟ ରାସ୍ତା ର ସିମୁଳି ନାଳ ସେତୁ ନିର୍ମାଣ କାର୍ୟ୍ୟ ବିଳମ୍ବ ଯୋଗୁଁ ଜନଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଯାଉଛି । ଏହି ସେତୁ…
Read More...

ପାଟଣା କଲେଜକୁ ସାନିଟାଇଜ କଲା ଅଗ୍ନିଶମ ବିଭାଗ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଛି । କଲେଜରେ +୩ ସ୍ପଷ୍ଟ ଆଡମିସନ୍ ପ୍ରକ୍ରିୟା ଜାରି ଥିବା ବେଳେ ନଭେମ୍ବର ଶେଷ ଭାଗରେ ନବମରୁ ଦ୍ବାଦଶ ଯାଏ…
Read More...

ବିଜାଖମନ ଓ ତୁଷୁରା କାମ ନେଇ ଠିକାଦାରଙ୍କ ଅଡୁଆ ବଢୁଛି!

ବଲାଙ୍ଗିର : ବଲାଙ୍ଗିର ପୌରାଞ୍ଚଳ ଓ ତୁଷୁରା ଏନ୍ଏସି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଉଛି। ତେବେ ଏହି ଦୁଇ ଅଞ୍ଚଳରେ ଏବେ ବି କିଛି ଅଞ୍ଚଳ ଏମିତି ରହିଛି ଯେଉଁଠି…
Read More...

ନିଜ ଧୁନରେ ନେତା, ସଙ୍ଗଠନ କଥା ଚୁଲିକି

ବଲାଙ୍ଗିର : ବଲାଙ୍ଗିର ଜିଲାରେ ବିଜେପି ସଙ୍ଗଠନ ସ୍ଥିତିକୁ ନେଇ ଏର୍ବେ ଚର୍ଚ୍ଚା ଜୋର ଧରିଛି। ଉଭୟ ବଲାଙ୍ଗିର ସାଂସଦ ଓ ଲୋଇସିଂହା ବିଧାୟକ ବିଜେପି ଦଳର ନିର୍ବାଚିତ ହୋଇଥିବା ବେଳେ ଉଭୟଙ୍କ ଶୀତଳ ଯୁଦ୍ଧ ଏବେ ସଙ୍ଗଠନ…
Read More...

୨୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ମୋହନା : ମଙ୍ଗଳବାର ସକାଳ ପ୍ରାୟ ୧୧ଟା ସମୟରେ ଲୁହାଗୁଡ଼ି ଅଂଚଳରେ ମୋହନା ଥାନା ଏସ୍‌ଆଇ ପିଙ୍କି ମୁର୍ମୁ ଓ କର୍ମଚାରୀମାନେ ମିଳିତଭାବେ ପେଟ୍ରୋଲିଙ୍ଗ କରୁଥିବାବେଳେ କମଳାପୁର ନାକା ପଏଣ୍ଟ ଠାରେ ଏକ ସ୍କୋରପିଓ ଗାଡ଼ିକୁ…
Read More...

ପନିପରିବା ବଜାରରେ ନିଆଁ, ଚିନ୍ତା ରେ ଖାଉଟି

ପାଟଣା : ହାଣ୍ଡିଶାଳ କୁ ମହଙ୍ଗା ମାଡ଼, ପନି ପରିବା ଦର ଆକାଶଛୁଆଁ , କାର୍ତ୍ତିକ ମାସରେ ସାଧାରଣତଃ ଆମିଷ ଅପେକ୍ଷା ପନିପରିବା ଅଧିକା ଦରକାର ପଡିଥାଏ । ଏହି ମାସରେ ସାଧାରଣ ଲୋକେ ତଥା ହବିଷ୍ୟାଳି ମାନେ ଶିକାହାରୀ…
Read More...

ଘୁଣ୍ଟିଝରୀ –ଖମୁଆଁ ରାସ୍ତା ବିପଦସଙ୍କୁଳ, ପିଚୁ ରାସ୍ତା ପାଇଁ ଦାବି

ପାଟଣା - ପାଟଣା ବ୍ଲକ ସରାସକୋଲା ପଂଚାୟତ ଖମୁଆଁ ଗ୍ରାମରୁ ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଂଚାୟତ ଘୁଣ୍ଟିଝରୀ ଗ୍ରାମକୁ ସଂଯୋଗ କରୁଥିବା ମାଟି ମୋରମ ରାସ୍ତାରେ ବର୍ଷାଦିନ ପରେ ବିପଦସଙ୍କୁଳ ହୋଇପଡିଛି  । ଜଙ୍ଗଲିଆ…
Read More...

ତହସିଲଦାରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଗିରଫ, ୨ଟି ଟ୍ରାକ୍ଟର ଗୋଟିଏ ଜେସିବି ଜବତ

ବେଗୁନିଆ - ବୋଲଗଡ଼ ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ଧୋବେଇ ନାୟକ ଆଜି ଅପରାହ୍ନ ରେ ବେଗୁନିଆ ଥାନା ଅଂଚଳରେ ଥିବା କେତେକ ଖଣି ଉପରେ ଚଢ଼ାଉ କରିବା ପାଇଁ ଯାଉଥିବାବେଳେ ନାରାୟଣୀପଡାଠାରେ ଦୁଇଜଣ ବ୍ୟକ୍ତି ତାଙ୍କୁ…
Read More...

ସମାଜ ସେବାକୁ ଆଦରି ନେଇ ଅନ୍ୟ ପାଇଁ ବଞ୍ଚୁଥିବା ମଣିଷ – ଲକ୍ଷ୍ମୀପ୍ରସାଦ

ବାଙ୍କୀ/ଡମପଡ଼ା : ସମାଜସେବାକୁ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କରି ସମାଜରେ ସମ୍ମାନର ସହିତ ବଞ୍ଚିବାକୁ ଲକ୍ଷ୍ୟ ନେଇ ଅନ୍ୟ ପାଇଁ ବଞ୍ଚୁଥିବା ମଣିଷ ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡ଼ି ଗ୍ରାମପଞ୍ଚାୟତର ଯୁବ ସମାଜସେବୀ…
Read More...

ବଲାଙ୍ଗିରର ବହୁ ଚର୍ଚ୍ଚିତ ଧାନ କିଣା ଦୁର୍ନୀତି ଘଟଣା : ପୁନଃ ଯାଞ୍ଚ ପାଇଁ ସିଏସ୍ଓଙ୍କ ଦ୍ୱାରସ୍ଥ ଅବସରପ୍ରାପ୍ତ…

ବଲାଙ୍ଗିର : ପୁଣି ଚର୍ଚ୍ଚାରେ ବଲାଙ୍ଗିର ଜିଲାର ବହୁ ଚର୍ଚ୍ଚିତ ଧାନକିଣା ଦୁର୍ନୀତି । ୨୦୦୪-୦୫ ମସିହାରେ ହୋଇଥିବା ଏହି ଦୁର୍ନୀତିକୁ ଯୋଗାଣ ବିଭାଗ ସଂପୂର୍ଣ୍ଣ ଭାବେ ଚାପି ଦେଇଥିବା ବେଳେ ପୁଣି ଘଟଣାର ତଦନ୍ତ ପାଇଁ…
Read More...

ବାଜା ମାଲିକ ସଂଘ ପକ୍ଷରୁ ତସିଲଦାରଙ୍କୁ ଦାବି ପତ୍ର

ମୁରିବାହାଲ : ମୁରିବାହାଲ ବ୍ଲକ ବାଜା ମାଲିକ ସଂଘ ପକ୍ଷରୁ ଗୁରୁବାର ଦିନ ମୁରିବାହାଲ ତହସିଲଦାର ସୋନାଲି ପାତ୍ରଙ୍କ ଜରିଆରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଛି। କୋଭିଡ ନିୟମ ମାନି ସଂଘର ସମସ୍ତ…
Read More...

ବେଗୁନିଆ ବ୍ଲକରେ ୩ଟି ହାଇସ୍କୁଲ ଶ୍ରେଷ୍ଠ ବିବେଚିତ

ବେଗୁନିଆ : ବେଗୁନିଆ ବ୍ଲକରେ ୩ଟି ହାଇସ୍କୁଲ କୁ ସରକାରଙ୍କ ନୀତିନିୟମ ଅନୁସାରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି । ବେଗୁନିଆ ବ୍ଲକ ରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରଥମ, ପଞ୍ଚାୟତ ହାଇସ୍କୁଲ ହଜ ଦ୍ୱିତୀୟ…
Read More...

ଗାଁରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ମାଛକୁଣ୍ଡସ୍ଥିତ ବିଏସଏଫ ଓ ପୁଲିସର ମିଳିତ ଯାଂଚ ସମୟରେ ଏକ ଗଞ୍ଜେଇ ଗାଡି ଜବତ କରିବା ସହ ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳି ଜବତ କରିଥିବା ନେଇ ନନ୍ଦପୁର…
Read More...

ଲୋଇସିଂହା ନିର୍ବାଚନ ମଣ୍ଡଳୀ, ଆଲୋକୀକରଣ ନାଁରେ ଦୁର୍ନୀତି

ଲୋଇସିଂହା : ରାଜନେତା, ସରକାରୀ ଅଧିକାରୀ ଓ ଅନୁଗତ ଠିକାଦାରଙ୍କ ଦୁର୍ନୀତିର ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅନୁଦାନର ବ୍ୟାପକ ଦୂରପଯୋଗ କରାଯାଇଛି। ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ଯୋଗୁଁ ଯୋଜନାର ସୁଫଳ ଲୋକଙ୍କ ନିକଟରେ…
Read More...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ। ନବରଙ୍ଗପୁର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ…
Read More...

ପଥର ଖାଦାନରୁ ୩ କମ୍ପ୍ରେସର ସହିତ ୯ ଟ୍ରାକ୍ଟର ଜବତ: ଜଣେ ଗିରଫ

ଗଡ଼ମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ବାଘୁଆ ମୌଳାଭଞ୍ଜ ୨ନଂ ଖଦାନରେ ବେଆଇନ କଳାପଥର ଖନନ କରୁଥିବା ଅଭିଯୋଗରେ ୩ଟି କମ୍ପ୍ରେସର ମେସିନ ସହିତ ୬ଟି ଟ୍ରାକ୍ଟର ଜବତ ହୋଇଛି। ଏଥିସହିତ ଜଣେ ଗିରଫ ହୋଇଥିବା ସୂଚନା…
Read More...

ଜୀବନରେଖାକୁ ଜୀବନ୍ୟାସ ଦେବାକୁ କସରତ

-ପୁର୍ନବାସ, ଥଇଥାନ ପାଇଁ ନିଯୁକ୍ତ ହେବେ ଆଇଏଏସ୍ -ଖାଲି କର୍ମଚାରୀ ପୂରଣ, ଏକ୍ସଗ୍ରାସିଆ ନେଇ ବିଚାର -କାମ କରିବା ପାଇଁ ନିଆଯିବ ପୁଲିସର ସହାୟତା ! ବଲାଙ୍ଗିର : ବଲାଙ୍ଗିର ଜିଲାର ଜୀବନରେଖା ଲୋୟର୍ ସୁକତେଳ…
Read More...

ପାଇଖାନା ତିଆରିରେ ଦୁର୍ନୀତି ଅଭିଯୋଗ ; ବେଲପଡା ବ୍ଲକ ସମ୍ମୁଖରେ ଧାରଣା ଦେଲା କୋସଲ କମିଟି

ବେଲପଡା : ବଲାଙ୍ଗିର ଜିଲା ବେଲପଡା ବ୍ଲକରେ ପାଇଖାନା ତିଆରିରେ ବହୁ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଦୁର୍ନୀତିରେ ଠିକାଦାର ଓ ସଂପୃକ୍ତ ଅଧିକାରୀଙ୍କ ଭୂମିକା ସନ୍ଦେହଜନକ। ତେଣୁ ଏହାର ଭିଜିଲାନ୍ସ ତଦନ୍ତ…
Read More...

ଏସ୍ଏଚ୍‌ଜି ମହିଳାଙ୍କୁ ଛତୁ ଚାଷ ତାଲିମ୍

ଚୁଡାପାଲି : ବଲାଙ୍ଗିର ସଦର ବ୍ଲକ ଚୁଡାପାଲି ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ  ଛତୁ ଚାଷକୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…
Read More...

ଆଳୁ ଚାଷରୁ ଦୂରେଇ ଯାଉଛନ୍ତି ଆଗଲପୁର ବ୍ଲକ ଚାଷୀ!

ଆଗଲପୁର : ବଲାଙ୍ଗିର ଜିଲା ଆଗଲପୁର ବ୍ଲକର ସିଂହ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। କେନ୍ଦ୍ର ସରକାର ତଥା ରାଜ୍ୟ ସରକାର କୃଷିର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ଟଙ୍କା ଖର୍ଚ୍ଚ କରୁଛନ୍ତି। କୃଷି ଓ ଚାଷୀର…
Read More...

ଏସଏଚଜି ମହିଳାଙ୍କୁ ଠକେଇ ଅଭିଯୋଗ, ଲକ୍ଷାଧିକ ଟଙ୍କା ଫେରି ପାଇବାକୁ ଏସପିଙ୍କୁ ଭେଟିଲେ

ବଲାଙ୍ଗିର : ବଲାଙ୍ଗିର ଜିଲା ମୁରିବାହାଲ ଥାନା ମାଲିଶିରା ଗାଁ ତଥା ଆଖପାଖ ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କମ ଅର୍ଥ ବିନିଯୋଗ କରି ଅଧିକ ଲାଭ ଆଶା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରାଯାଇଥିବା…
Read More...

ଗୋଚର ଜମିକୁ ଇଡ଼୍କୋକୁ ହସ୍ତାନ୍ତର ନିଷ୍ପତିକୁ ବିରୋଧ, ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ତହସିଲ୍ ଅନ୍ତର୍ଗତ ବଇଡ଼ା ମୌଜର ଏକ ଗୋଚର ଜମିକୁ ଭୁବନେଶ୍ୱର ସ୍ଥିତ ଇଡ଼୍କୋକୁ ପ୍ରଦାନ ପାଇଁ ଜିଲା ପ୍ରଶାସନ ନେଇଥିବା ନିଷ୍ପତିକୁ ବିରୋଧ କରି ଆଜି ସଂପୃକ୍ତ ଅଞ୍ଚଳର ଅଧିବାସୀ ମାନେ…
Read More...

କନ୍ଧମାଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ଏକ ଅଙ୍କରେ ରହିଛି, ଜଣେ କରୋନା ଯୋଦ୍ଧାଙ୍କ ସହ ଜିଲ୍ଲାରେ ୯ ସଂକ୍ରମିତ

ଫୁଲବାଣୀ : ଆଜି କନ୍ଧମାଳରେ ଜଣେ କରୋନା ଯୋଦ୍ଧାଙ୍କ ସମେତ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୀର୍ଘଦିନ ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଖ୍ୟା ଏକ ଅଙ୍କରେ ରହିଛି। ଆଜିର ସଂକ୍ରମିତ ୯ଜଣଙ୍କୁ ମିଶାଇ ଜିଲ୍ଲାରେ…
Read More...

ମାଓ ସମୀକ୍ଷାର ୪୮ ଘଣ୍ଟା ପରେ ମାଓ ପୋଷ୍ଟର ଜବତ

ଭବାନୀପାଟଣା : ଓଡିଶା ପୁଲିସର ମହାନିର୍ଦ୍ଦେଶକ ଓ ସି.ଆର୍.ପି.ଏଫ୍. ମହାନିର୍ଦ୍ଦେଶକ କଳାହାଣ୍ଡି ଗସ୍ତରେ ଯାଇ ମାଓ ସମୀକ୍ଷା କରିବାର ୪୮ ଘଣ୍ଟା ପରେ ସ୍ଥାନୀୟ ଅଞ୍ଚଳରୁ ମାଓ ପୋଷ୍ଟର ଜବତ ହୋଇଛି। କଳାହାଣ୍ଡି ଏସ୍ପି ଓ…
Read More...

ବିସ୍ଥାପନ ଏବଂ ଡମ୍ପିଂ ସମସ୍ୟା ନେଇ ତଲାବିରା ଗ୍ରାମବାସୀଙ୍କ ଦାବି ପତ୍ର

ରେଙ୍ଗାଲି : ତଲାବିରା ବସ୍ତିକୁ ବିସ୍ଥାପନ ତଥା ବସ୍ତି ପାଖରେ ମାଟି ପକା ଏବଂ କୋଇଲା ପରିବହନ କୁ ବିରୋଧ କରିବା ପାଇଁ  ଗ୍ରାମବାସୀ ଏବଂ ତଲାବିରା ପୂଜା କମିଟି ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଆଜି ମୁଦିପଡା…
Read More...

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଅବସରରେ ଆଲୋଚନା ଚକ୍ର

ଫୁଲବାଣୀ : ୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ଆଜକୁ ୨୧ ବର୍ଷ ବିତିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଏଭଳି ସ୍ଥଳେ ଟିକାବାଲି ବ୍ଲକର ବିଭିନ୍ନ ଅଂଚଳରେ…
Read More...

ଚାଷୀଙ୍କ ନାମ ପଞ୍ଜିକରଣକୁ ନେଇ କଂଗ୍ରେସର ଧାରଣା ଚେତାବନୀ

ନବରଙ୍ଗପୁର : ଚାଷୀଙ୍କର  ସମସ୍ୟାରେ କଂଗ୍ରେସ ଅଗ୍ରଣୀ ଭୂମିକା ନେଇଛି। ବିଭିନ୍ନ ସମୟରେ ଆନ୍ଦୋଳନ ଓ ଧାରଣା ଦେଇଛି। ରାଜ୍ୟସରକାର ଚାଷୀଙ୍କ ହିତ ଦୃଷ୍ଟିରେ ନାହାଁନ୍ତି। ଯଦି ଚାଷୀଙ୍କ ପ୍ରତି ସରକାରଙ୍କ ଆଦର ରହିଥାନ୍ତା…
Read More...

ମା’କୁ ଘରୁ ତଡିଲା ଚାକିରିଆ ପୁଅ ; ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ନ୍ୟାୟଭିକ୍ଷା କଲେ ୮୨ ବର୍ଷିୟା ବୃଦ୍ଧା

ବୁର୍ଲା : ପୁଅର ଜନ୍ମହେବା ଠାରୁ ଆରମ୍ଭ କରି ବର୍ଷ ବର୍ଷ ଧରି ପାଳି ପୋଶି ହାତ ଧରି ବାଟ ଚଲାଇବା ଶିକ୍ଷାଇଲେ। ପୁଅ ବଡ ହୋଇ ବୁର୍ଲା ସହରର ଏକ ସୁଖ୍ୟାତିନାମା ଶିକ୍ଷାନୁଷ୍ଠାନ ଭିସୁଟରେ ଚାକିରି ମଧ୍ୟ କଲା ମାତ୍ର ନିଜର…
Read More...

ଜଙ୍ଗଲରେ ୪୮ ଘଣ୍ଟା; ଫେରାଇ ଆଣିବାକୁ ଅଂଚଳର ଲୋକ ପ୍ରତିନିଧିଙ୍କ ଉଦ୍ୟମ

ଫୁଲବାଣୀ/ବ୍ରାହ୍ମଣୀଗାଁ : କୁମାର ପୂର୍ଣ୍ଣମା ରାତ୍ରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଂଚଳର ମେରାମାହା ଗ୍ରାମରେ ପୋଲିସ୍‌କୁ ମାଡ ହେବା ଘଟଣାରେ ଗ୍ରାମବାସୀଙ୍କ ନାମରେ ମକଦ୍ଦମା ରୁଜୁ କରି ପୁଲିସ ପକ୍ଷରୁ…
Read More...

ଜଣେ କୋଭିଡ ଯୋଦ୍ଧାଙ୍କ ସମେତ ୧୮ ନୂଆ କରୋନା ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୩୧

ଫୁଲବାଣୀ : ଆଜି କନ୍ଧମାଳରେ ଜଣେ କରୋନା ଯୋଦ୍ଧାଙ୍କ ସମେତ ୧୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୬୮୬ ରେ ପହଞ୍ଚିଥିବା ବେଳେ ୫,୫୩୧ ଜଣ  ସଂକ୍ରମିତ ସୁସ୍ଥ ହୋଇ…
Read More...

ଚକାପାଦରେ ବିଜେଡ଼ିର ଜନସଚେତନତା ଅଭିଯାନ

ଚକାପାଦ/ ଖଜୁରିପଡା : କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ବ୍ଳକ ବିଜେଡ଼ି ପକ୍ଷରୁ କରୋନା  ମହାମାରୀ ପାଇଁ ଆବଶ୍ୟକ ସତର୍କତା ଓ ସଚେତନ କରାଇବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

କାର୍ତ୍ତିକ ମାସର ପ୍ରଥମ ସୋମବାର, ବିନା ଭକ୍ତରେ ମନ୍ଦିରରେ ହେଲା ପୂଜା ପଦ୍ଧତି

ଫୁଲବାଣୀ : କାର୍ତ୍ତିକ ମାସର ପ୍ରଥମ ସୋମବାର। ଏଥି ସହିତ ପବିତ୍ର କାର୍ତ୍ତିକ ମାସ।ଧର୍ମ ମାସ ଭାବେ ପରିଚିତ। କରୋନା କଟକଣା ଯୋଗୁଁ ଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଜିଲାର କୌଣସି ମନ୍ଦିରରେ ନଥିଲା ଭକ୍ତଙ୍କ ଭିଡ଼।…
Read More...

ସର୍ଟସାର୍କିଟ୍ ରୁ ମହିଳା ଗୁରୁତର, କଟକ ସ୍ଥାନାନ୍ତର 

କେଶଦୁରାପାଳ : ସର୍ଟସାର୍କିଟ୍ ରୁ ଜଣେ ମହିଳା ଗୁରୁତର  ହୋଇ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ ପରେକଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ସୁଚନାରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ ଶାଳପଡା ଛକର ଭରତ ଚନ୍ଦ୍ର…
Read More...

ବୋଲଗଡ ଅଞ୍ଚଳରେ ଅଣସାମ୍ବାଦିକଙ୍କ ପାର୍ଦୁଭାବ : ଧମକ ଚମକରେ ଆଦାୟ ହେଉଛି ବଟି

ବୋଲଗଡ଼ : ଭାରତୀୟ ସମ୍ବିଧାନରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବିବେଚନା କରାଯାଉଥିବା ବେଳେ ଜନମାନସରେ ଏହା ନିଜର ବଳିଷ୍ଠତାକୁ ଦର୍ଶାଇ ସାର୍ଥକତା ବଜାଇ ରଖିଛି। କଥା କହିବାର ଅଧିକାର ବା ଅଭିବ୍ୟକ୍ତିର ଆଜାଦିକୁ ମୌଳିକ…
Read More...

ପୁଲିସ୍-ମାଓବାଦୀ ଗୁଳିବିନିମୟ ଘଟଣା, କନ୍ଧମାଳ ଏସ୍.ପିଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : ଗଂଜାମ-କନ୍ଧମାଳ ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ପଂଚାୟତର ବାଇବାଲି ଜଙ୍ଗଳରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଜଙ୍ଗଲରେ କମ୍ବିଂ ଅପସରେସନ କରିବା…
Read More...

କାର ଓ ଭ୍ୟାନ ମୁହାଁମୁହିଁ ଧକ୍କା, ୪ ମହିଳାଙ୍କ ସମେତ ୬ ଆହତ

ଭଂଜନଗର : ଭଂଜନଗର ସହର କଲେଜ ରାସ୍ତାର କୁକୁଡା ଫାର୍ମ ନିକଟରେ ଗୋଟିଏ ଇଣ୍ଡିଗୋ କାର ଓ ମାରୁତି ଭ୍ୟାନ ମଧ୍ୟରେ ମୁହାାଁମୁହିଁ ଧକ୍କା ହୋଇ ଉଭୟ ଗାଡିର ୬ ଜଣ ଆହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର…
Read More...

ଟୁର୍ଚ୍ଚାକାନି ଗାଁରେ ସଂଘବଦ୍ଧ ଆକ୍ରମଣ ଯୁବକ ଆହତ, ଥାନାରେ ଲିଖିତ ଅଭିଯୋଗ

ମୁରିବାହାଲ : ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟୁର୍ଚ୍ଚାକାନି ଗାଁର ଶନିବାର ସକାଳ ସମୟରେ ସତ୍ୟବାନ ଭୋଇଙ୍କୁ ସେହି ଗ୍ରାମର ବେଲାରସନ ସରାଫ  ଓ ତାଙ୍କ ପରିବାର  ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ…
Read More...