ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ହାତୀବାରୀ ଛକ ନିକଟରେ ରବିବାର ରାତି କେନ୍ଦୁଝର ରୁ କଲିକତା ଅଭିମୁଖେ ଯାଉଥିବା ଏକ ୧୪ଚକିଆ ଆଇରନ୍ ବୋଝେଇ ଟ୍ରକ ରାସ୍ତା ପାର୍ଶ୍ବରେ ଠିଆ ହୋଇ ଥିବା ଏକ ଟ୍ରଲର ପଛରେ ଧକ୍କା ଦେଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଡ୍ରାଇଭର ଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି। ତୁରୁମୁଙ୍ଗା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି।
Popular Categories



