ନବରାତ୍ରର ପ୍ରଥମ ଦିନ, ନିର୍ଦ୍ଧାରଣ କରେ ମା’ଙ୍କ ବାହନ

ନବରାତ୍ର ଅବସରରେ ମା’ ଜଗଦମ୍ବେ ଧରାପୃଷ୍ଠକୁ ଆଗମନ କରିଥାନ୍ତି। ଦେବୀ ଭାଗବତ ପୁରାଣଙ୍କ ଅନୁଯାୟୀ, ନବରାତ୍ରୀ ସମୟରେ ମା’ଙ୍କ ଆଗମନ, ଭବିଷ୍ୟତର ସଙ୍କେତ ପ୍ରଦାନ କରିଥାଏ। ପ୍ରତିବର୍ଷ ମା’ ଜଗଦମ୍ବେ ଭିନ୍ନ ଭିନ୍ନ…
Read More...

ଏଥର ଘୋଡା ଚଢି ଆସିବେ ମା’ ଜଗଦମ୍ବେ

ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ତିଥିରେ, ଶନିବାର ଦିନ ଚିତ୍ରା ନକ୍ଷତ୍ର ଏବଂ ଚନ୍ଦ୍ରମା ତୁଳା ରାଶିକୁ ଆଗମନ ହେଉଥିବା ସମୟରେ ଏଥର ନବରାତ୍ର ଆରମ୍ଭ ହେଉଛି । ସକାଳ ୭ଟା ୨୩ ମିନିଟରେ କଳସ ସ୍ଥାପନାର ଶୁଭ ସମୟ ରହିଛି।…
Read More...

୫ ବର୍ଷ ହେବ ସାର୍ଟିଫିକେଟ ମିଳୁନି, ଭତ୍ତାରୁ ବଂଚିତ ୧୭ ବର୍ଷୀୟ ଦିବ୍ୟାଙ୍ଗ

ନବରଙ୍ଗପୁର : ନିଜର ୧୭ ବର୍ଷର ମୁକ ବଧିର ପୁଅ ର ଭତ୍ତା ଓ ସାର୍ଟିଫିକେଟ ପାଇଁ ୫ ବର୍ଷ ହେବ ପଂଚାୟତ, ବ୍ଲକ ଏବଂ ମେଡିକାଲ କାର୍ୟ୍ୟାଳୟକୁ ଦୌଡ଼ି ଦୌଡି ନୟାନ୍ତ ହେଲେଣି। ହେଲେ ଆଜି ଯାଏଁ ମିଳୁନି ସାର୍ଟିଫିକେଟ। ଭତ୍ତା…
Read More...

ପେନସନ ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେଣି ଅବସର ପ୍ରାପ୍ତ କର୍ମଚାରୀ

ଫୁଲବାଣୀ/ବାଲିଗୁଡା : ଗତ ୨୦୧୯ ମସିହାରୁ ଚାକିରିରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଜଣେ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ନିଜର ହକ୍ ପାଇଁ ଧାଇଁ ଧାଇଁ ନୟାନ୍ତ ହେବା ଘଟଣା ବିଭାଗୀୟ ଅଧିକାରୀ ମାନଙ୍କର ପାରିବା ପଣିଆକୁ…
Read More...

ଏକା ହୋଇ ଯାଇଛନ୍ତି ଯୋଶଦା ମା’….

ବଲାଙ୍ଗିର : ଇଏ ସେ ଦ୍ୱାପର ଯୁଗର ଯୋଶଦା ମା’ ନୁହେଁ। ଯିଏ କେବଳ ଶ୍ରୀକୃଷ୍ଣଙ୍କୁ ନଦେଖିଲେ ପାଗଳ ହୋଇଯାଉଥିଲେ। ଏ ହେଉଛନ୍ତି ସେହି ଯୋଶଦା, ଯାହାଙ୍କ କୋଳରେ ଏ ଯୁଗର କେତେ ଯେ ଶ୍ରୀକୃଷ୍ଣ ଖେଳିଛନ୍ତି। ଅନେକଙ୍କୁ…
Read More...

ପୌରପାଳିକାର ଦେଖାନାହିଁ ; ଜିଲାପାଳ,ଏସପି ଗଲେ କୁଆଡେ?

ବଲାଙ୍ଗିର : ବଲାଙ୍ଗିର ସହରର ବିଭୂତିପଡା ଶ୍ମଶାନରୁ ଶବକୁ ଫେରାଇ ଦିଆଯାଉଛି। ଶବଦାହ କରିବାକୁ ଆସିଥିବା ଲୋକେ ଶବଦାହ କରିନପାରି ଫେରି ଯାଉଛନ୍ତି। ଜଣେ କି ଦୁଇ ଜଣ ନୁହେଁ ଏମିତି ଅନେକ ଲୋକଙ୍କୁ ଶ୍ମଶାନ ଦୂଆର ମୁହଁରୁ…
Read More...

ଭୀମ ଭୋଇ ମେଡିକାଲରୁ ଭିଡିଓ ଭାଇରାଲ ଘଟଣା ; ଡ୍ୟୁଟି ସମୟରେ ଫୋନ ଖେଳରେ କେବେ ଲାଗିବ ଲଗାମ ?

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଠିକରେ ଚିକିତ୍ସା କରାଯାଉ ନାହିଁ ବୋଲି ମହିଳାଙ୍କ ଦ୍ୱାରା ଭିଡିଓ ଭାଇରାଲ ହେବା ପରେ ଜନସାଧାରଣରେ ନାନାଦି ପ୍ରଶ୍ନ ଉଠୁଛି। ଏହାକୁ ନେଇ ବୁଦ୍ଧିଜୀବୀ…
Read More...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ ; ଭଗବାନଙ୍କ ଭରସାରେ ଲିଭର ରୋଗୀ

ଫୁଲବାଣୀ : ସେ ଥିଲେ ପରିବାର ଚଳାଇବାର ଏକମାତ୍ର ସାହା ଭରସା। ଦିନ ମଜୁରୀ ଲାଗି ଯାହା ପାରିଶ୍ରମିକ ଆଣନ୍ତି ସେଥିରେ ୫ ଜଣିଆ ପରିବାରର ପେଟର ଜ୍ୱାଳା ମେଂଟୁଥିଲା। ହେଲେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ବର୍ତମାନ…
Read More...

କୋଭିଡ ମେଡିକାଲରେ ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍ସ ଅଭାବ ପୂରଣ ଦାବିରେ ଧାରଣାରେ ବସିବ ଜିଲ୍ଲା ମିଡ଼ିଆ ୟୁନିଅନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏପରି ସ୍ଥଳେ ନବରଙ୍ଗପୁର ଜିଲ୍ଲାରେ ଥିବା କୋଭିଡ ମେଡିକାଲରେ ଗୁରୁତର ରୋଗୀଙ୍କୁ ଦରକାର ପଡୁଥିବା ଭେଣ୍ଟିଲେଟର ଏବଂ…
Read More...

ପୌର ପରିଷଦର ଉନ୍ନୟନ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଅଭିଯୋଗ କରି ଆଜି ଭାରତୀୟ ଜନତା ପାର୍ଟିର ଫୁଲବାଣୀ ନଗର ସଭାପତି ଶୁସାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ…
Read More...

ଔଷଧିତ ମସାରି ବଣ୍ଟନ ପାଇଁ ଷ୍ଟିୟରିଙ୍ଗ କମିଟିର ବୈଠକ

ଫୁଲବାଣୀ : ସମଗ୍ର କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ଲୋକଙ୍କୁ କିପରି କୋଡ଼ିଡ ନିୟମ ଅନୁସାରେ ଦୂରତା ରକ୍ଷାକରି ମଶାରି ବଣ୍ଟନ କରାଯିବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍…
Read More...

ବଡବଡ ଖାଲଖମା କୁ ନେଇ ରାସ୍ତା ଜାମ, ପିପିଳିଆ ରୁ ଗୋପାଳପୁର ଯାଏ ଗାଡ଼ି ଧାଡି ଲାଗିଛି

ପାଟଣା : ଜିଲ୍ଲାର ଲାଇଫ ଲାଇନ୍ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ଫେରି ଆସିଛି ସେଇ ପୁରୁଣା ଦିନର ୨୧୫ ନଂ ରାଜରାସ୍ତାର ଦୁରାବସ୍ତା ଚିତ୍ର। ଆଜି ପିପିଳିଆ ଅଣ୍ଡରପାସ ନିକଟ ଖାଲରେ ଏକ ଲୁହାପଥର ବୋଝେଇ ଟ୍ରକ…
Read More...

ଚେମଣାରେ ଗୋପବନ୍ଧୁ ଜୟନ୍ତୀ ପାଳିତ, ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଓ ଅସହାୟଙ୍କୁ ବସ୍ତ୍ରଦାନ

ପାଟଣା : ପାଟଣା ବ୍ଲକ ଚେମଣା ଗ୍ରାମ ପଂଚାୟତ ନୋଡାଲ ହାଇସ୍କୁଲ ପରିସରରେ ତୁରୁମୁଙ୍ଗାର ସାମାଜିକ ଉନ୍ନୟନ ସଂସ୍ଥା ପକ୍ଷରୁ ଆଜି ଗୋପବନ୍ଧୁ ଜୟନ୍ତ୍ରୀ ପାଳନ କରାଯାଇଛି। ସନ୍ତୋଷ କୁମାର ବାରିକଙ୍କ ସଂଯୋଜନାରେ ଓ ଗୋପୀନାଥ…
Read More...

ପାଟଣାରେ ଗୋପବନ୍ଧୁ ଜୟନ୍ତୀ

ପାଟଣା : ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୪୩ତମ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷକ ସଂଘ ସାଧାରଣ ସମ୍ପାଦକ କମଳାକାନ୍ତ ପତିଙ୍କ…
Read More...

ପାଟଣା ପଞ୍ଚାୟତ ସମିତି ବୈଠକ, ବନବିଭାଗର ଅନୁପସ୍ଥିତିକୁ ନେଇ ବିଧାୟକଙ୍କ କ୍ଷୋଭ

ପାଟଣା : ଆଜି ପାଟଣା ପଞ୍ଚାୟତ ସମିତିର ବୈଠକ ବ୍ଳକ ଅଧ୍ୟକ୍ଷ ବିଶ୍ବନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ବୈଠକରେ ଉପସ୍ଥିତ ଥିଲେ ମଧ୍ୟ ବ୍ଲକ…
Read More...

କର୍ ସହ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକ ଗୁରୁତର

ପାଟଣା : ପାଟଣା ଥାନା ଅନ୍ତର୍ଗତ ବଡବିଲ ନିକଟରେ ଆଜି ଅପରାହ୍ନରେ ଏକ କାର ସହ ବାଇକ୍ ର ମୁହାଁମୁହିଁ ଧକ୍କା ଦେବାରୁ ବାଇକ୍ ଚଳାଉଥିବା ବ୍ୟକ୍ତି ଜଣକ ଗୁରୁତର ହୋଇଛନ୍ତି। କାରଟି କରଞ୍ଜିଆ ରୁ ପାଟଣା ଅଭିମୁଖେ ଯାଉଥିବା…
Read More...

ସାରୁଦା ଗାଁରେ ବିକାଶ ଅପହଞ୍ଚ, ବାଟ ଓଗାଳିଛି ବୁଢାବଳଙ୍ଗ ନଦୀ

ଠାକୁରମୁଣ୍ଡା : ସ୍ୱାଧୀନତାର ୭୩ ବର୍ଷ ପରେ ବି ବିକାଶ କଣ ଜାଣି ପାରିଲେ ନାହିଁ ସାରୁଦା ଗ୍ରାମବାସୀ । ଏପରି ବି ଗାଁ ଅଛି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ  ଅଞ୍ଚଳରେ, ଯୋଉଠି ବିକାଶ ଆଜି ବାଟବଣା, ଏପରି ଏକ ଗାଁ ।…
Read More...

ସନ୍ଦେହ ଘେରରେ ମାଈ ହାତୀର ମୃତ୍ୟୁ

ବେଗୁନିଆ : ବେଗୁନିଆ ବ୍ଲକ ଦେଉଳି ପଂଚାୟତ ଅନ୍ତର୍ଗତ ଦଲକ ରୁ ମଳିପଡ଼ା ଯିବା ବାଟରେ ଥିବା ଏକ ଇଟା କମ୍ପାନୀ ଆଗରେ ଏକ ୩/୪ବର୍ଷର ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଠାରେ କିପରି ହାତୀର ମୃତ୍ୟୁ ଘଟିଲା ତାହା…
Read More...

‘ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି ଥିଲେ ଗୋପବନ୍ଧୁ’

ସାରନଗରୀ : ଆଜି ସଂଧ୍ୟାରେ ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡି ପଏଂଟ ଆନୁକୂଲ୍ୟରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ  ଉତ୍କଳମଣି ପଣ୍ଡିତ…
Read More...

ଉତ୍କଳମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ପକ୍ଷରୁ ଉତ୍କଳମଣିଙ୍କ ଜୟନ୍ତୀ

ରାଉରକେଲା: ନୟାବଜାରସ୍ଥିତ ଉତ୍କଳମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ଉତ୍କଳମଣିଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର ରତ୍ନାକର ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ…
Read More...

ଟିଟିଲାଗଡ଼ ଓ କଣ୍ଟାବାଞ୍ଜିରେ ଜରୁରୀ ଏସମା ଆଇନ ଲାଗୁ

ଟିଟିଲାଗଡ଼ : ଟିଟିଲାଗଡ ପୌର ପରିଷଦ ପକ୍ଷରୁ ପରିମଳ ନେଇ ଆଉଟସୋର୍ସିଂ ନିଷ୍ପତ୍ତିକୁ ବିରୋଧ କରି ଅସ୍ଥାୟୀ ସଫେଇ କର୍ମଚାରୀ ଆଜି ଧାରଣାରୁ ବିରତ ହୋଇଥିବା ଜଣାଯାଇଛି। ପୌର ପରିଷଦ ପକ୍ଷରୁ ନୂତନ ନିଷ୍ପତ୍ତିକୁ ବିରୋଧ କରି…
Read More...

ନୂତନ ବିଦେଶୀ ମଦଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ

ନବରଙ୍ଗପୁର : ନବରଙ୍ଗପୁର ପୌରପାଳିକାର ୱାର୍ଡ ନମ୍ବର- ୧୩ ଓ ୧୫ ବାସିନ୍ଦାମାନେ ନୂତନ ଭାବେ ଖୋଲାହେବାକୁ ଥିବା ବିଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ ଜଣାଇଛନ୍ତି। ଏ ସମ୍ପର୍କରେ ଏହି ଅଞ୍ଚଳର ବାସିନ୍ଦାମାନେ…
Read More...

ଦାଣ୍ଡମୁକୁନ୍ଦପୁରରେ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ

ପିପିଲି : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଛି । ଅଗ୍ରଣୀ ନାଗରିକ ସଂଗଠନ "ଜନସ୍ୱାର୍ଥ ସୁରକ୍ଷା ସମିତି' ପକ୍ଷରୁ ପିପିଲି…
Read More...

କମ୍ୟୁନିଟି ନର୍ସରୀ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ବୋଲଗଡ : ବୋଲଗଡ ବ୍ଲକ ଓଡିଶା ଜିବିକା ମିଶନ ଏବଂ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିର ମିଳିତ ସହଯୋଗରେ ତୃତୀୟାପଡାସ୍ଥ ମା’ ଲଙ୍କେଶ୍ୱରୀ ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ନର୍ସରୀରେ…
Read More...

ସହରୀ ପ୍ରଦୂଷଣ କରୋନାକୁ ଅଧିକ ମାରାତ୍ମକ କରିପାରେ –  ଅନୁସନ୍ଧାନ ରିପୋର୍ଟ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ବିଶ୍ବରେ ୨୧୦ରୁ ଅଧିକ ଦେଶରେ ବ୍ୟାପି ସାରିଛି। ଏହି ସମୟରେ ଲୋକମାନେ ଏପରି ଏକ ପ୍ରଭାବଶାଳୀ ଏବଂ ନିରାପଦ ଟିକାକୁ ଅପେକ୍ଷା କରିଛନ୍ତି, ଯାହା ସାଧାରଣ ଟୀକାକରଣ ପାଇଁ ଯଥାଶୀଘ୍ର…
Read More...

କରୋନାରୁ ସୁସ୍ଥ ପରେ ପ୍ଳାଜମା ଦେଲେ ଉଚ୍ଚପଦସ୍ଥ ଅଧିକାରୀ ଓ ୩ ଜଣ କର୍ମଚାରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କୋଭିଡରେ ଆକ୍ରାନ୍ତ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ ଜଣେ ମହିଳା ପୁଲିସ୍ ଅଧିକାରୀ ଓ ଯୁବ ଆଇ.ପି.ଏସ୍ ଅଫିସର ପ୍ଳାଜମା ପ୍ରଦାନ କରିଥିବା ବେଳେ ଆଜି କୋଭିଡ ରୋଗୀମାନଙ୍କ ପାଇଁ…
Read More...

ଜଣେ ଡାକ୍ତର, ୨ ଜଣ ପୁଲିସ କର୍ମଚାରୀଙ୍କ ସମେତ ୮ କରୋନା ଯୋଦ୍ଧା ଆକ୍ରାନ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଛି। ଜଣେ ଆୟୁଷ ଡାକ୍ତରଙ୍କ ଓ ଦୁଇ ପୁଲିସ କର୍ମଚାରୀଙ୍କୁ ମିଶାଇ ୮ କରୋନା ଯୋଦ୍ଧାଙ୍କ ମିଶାଇ ଜିଲାରେ ଆଜି ୧୧୬ ଜଣ ସଂକ୍ରମିତ…
Read More...

ଭୂମିହୀନ ଦର୍ଶାଇ ନିର୍ମାଣଧିନ ପାର୍କକୁ ହାତେଇ ନେବା ଘଟଣା, ୩୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପାର୍କରେ ବୃକ୍ଷରୋପଣ

ଫୁଲବାଣୀ/ଚକାପାଦ : କନ୍ଧମାଳ ଜିଲା ଚକାପାଦ ବ୍ଳକ ବସ୍ତିଙ୍ଗିଆରେ ଠାରେ ସରକାରୀର ଅନୁଦାରେ  ନିର୍ମାଣ ହେଉଥିବା ଏକ ପାର୍କକୁ ଜଣେ ବ୍ୟକ୍ତି ନିଜକୁ ଭୁମିହୀନ ଦର୍ଶାଇ ପାର୍କ ନିର୍ମାଣ ହେଉଥିବା ସରକାରୀ ଜମିକୁ ହାତେଇ…
Read More...

ବିଷାକ୍ତ ସାପ କାମୁଡ଼ାରେ ୱେଷ୍କୋ ହେଲପରଙ୍କ ମୃତ୍ୟୁ

ବୁର୍ଲା : ଆଜି ବୁର୍ଲା ୱେଷ୍କୋ ବିଭାଗୀୟ ଠିକା କର୍ମଚାରୀଙ୍କ ମୃତ୍ୟୁ ପରେ ମୃତଦେହକୁ ଧରି ବିଭାଗୀୟ କର୍ମଚାରୀମାନେ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ।…
Read More...

ରାସ୍ତା ପାଇଁ ରାସ୍ତାରୋକ

ଟିଟିଲାଗଡ଼ : ଟିଟିଲାଗଡ ଥାନା ଅନ୍ତର୍ଗତ ସିକେର ଗ୍ରାମବାସୀ ରାସ୍ତା ପାଇଁ ଆଜି ବଲାଙ୍ଗିର ଟିଟିଲାଗଡ ରାସ୍ତାକୁ ଅବରୋଧ କରିଥିଲେ। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗାଁର ଶ୍ମଶାନ ଏବଂ ଚାଷ ଜମିକୁ ଯିବା ରାସ୍ତାକୁ…
Read More...

ରୟାଲ ଇଣ୍ଟର ନେସନାଲ ସ୍କୁଲରେ ଯୌନ ଶୋଷଣ ଘଟଣା ; ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର : ବଲାଙ୍ଗିର ଜିଲା ତୁଷୁରାର ରୟାଲ ଇଣ୍ଟର ନେସନାଲ ସ୍କୁଲରେ ଅପ୍ରାକୃତିକ ଯୌନ ଶୋଷଣ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ…
Read More...

ଦୁର୍ଘଟଣାରେ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୃଗବିହାର ନିକଟରେ ଗତ ୪ ତାରିଖରେ ହୋଇଥିବା ଦୁର୍ଘଟଣାରେ ସାଇକଲ ଆରୋହୀ ଗୁରୁତର ହୋଇ କୋରାପୁଟ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଥିଲା।…
Read More...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ପକ୍ଷରୁ ବିକ୍ଷୋଭ

ଫୁଲବାଣୀ : ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ରାଷ୍ଟ୍ରୀୟ ଆଦିବାସୀ ଛାତ୍ର ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ସମେତ କେତେକ ସାମାଜିକ ସଂଗଠନ କନ୍ଧମାଳ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ…
Read More...

ଗୋଛାପଡାରୁ ୧୭ କେଜି ଗଂଜେଇ ଜବତ, ଜଣେ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲା ଗୋଛାପଡ଼ା ଥାନା ପୁଲିସ୍ ୧୭ କେଜି ଗଂଜେଇ ସହିତ ଏକ ବାଇକ୍ ଜବତ କରିଛି। ଏହି ଘଟଣାେ ଜଣକୁ ମଧ୍ୟ ଗିରଫ କରଇଛି। ଗିରଫ ବ୍ୟକ୍ତିର ନାମ ଦେବରାଜ ଦିଗାଲ। ସୂଚନାଯୋଗ୍ୟ, ଏକ ବାଇକରେ ଗଂଜେଇ…
Read More...

ଆକ୍ସନ ମୁଡ଼ରେ ପ୍ରଶାସନ ଓ ପୁଲିସ ବିଭାଗ; ଅମାନିଆଙ୍କୁ ଜୋରିମାନା

ମୁରିବାହାଲ : ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରଶାସନ ଓ ପୁଲିସର ଅମାନିଆଙ୍କୁ ଫାଇନ ଆଦାୟ କରିବା ସହିତ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି । ଦୈନିକ ଖବର କାଗଜ ସମାଜ ଗତ ତା ୬/୧୦/୨୦୨୦ ମୁରିବାହାଲ ସାପ୍ତାହିକ ବଜାର…
Read More...

ବିଜେଡିରେ ଯୋଗଦେଲେ ବରିଷ୍ଠ ରାଜନେତା ଅରୁଣ ଦେ

ବାଲେଶ୍ୱର : ବାଲେଶ୍ୱର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ତତ୍ପରତା ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରମୁଖ ରାଜନୈତିକ ଦଳରେ ବିଭିନ୍ନ ଦଳର କର୍ମୀ ଓ ନେତାମାନଙ୍କୁ ନେଇ ଚାଲିଛି…
Read More...

ବାଲେଶ୍ୱର ଉପ ନିର୍ବାଚନ : ବଦଳୁଛି କି ବିଜେପିରେ ସମୀକରଣ !

ବାଲେଶ୍ୱର : ବାଲେଶ୍ୱର ଉପ ନିର୍ବାଚନ ମୁଣ୍ଡ ଉପରେ। ଏଥିପାଇଁ ସବୁ ଦଳ ଚଳଚଞ୍ଚଳ। ବିଭନ୍ନ ବର୍ଗର ନେତା ଓ କର୍ମୀମାନଙ୍କୁ ନେଇ ଚାଲିଛି ମିଶ୍ରଣ ପର୍ବ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ବିଜେପି ପକ୍ଷରୁ ଜିଲା ବିଜେଡ଼ିର…
Read More...

କନ୍ଧମାଳରେ କାନ୍ଦୁଛି ଲୋକ କଳାକାର : କରୋନା ସହାୟତା ଦାବି

ଫୁଲବାଣୀ : କରୋନା ଆରମ୍ଭ ଦିନରୁ କାନ୍ଦୁଛନ୍ତି କନ୍ଧମାଳର କଳାକାର। କରୋନା ସହାୟତା ପ୍ରଦାନ ଦାବିରେ ଜିଲା ପ୍ରଶାସନକୁ କଳାକାରମାନେ ପ୍ରଦାନ କରିଛନ୍ତି। ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ତାଲିମ ପ୍ରାପ୍ତ ଲୋକ…
Read More...

କୂଅଁରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ/ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ଶିବାନୀ ପାଳ ବୋଲି ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ମୃତ ଶିବାନୀ ଦୁଇ ଦିନ…
Read More...

ଗୋପାଳ କର୍ଣ୍ଣ ହେଲେ ବଡ଼ସାହିର ନୂତନ ଥାନାଧିକାରୀ

ବଡ଼ସାହି : ଶୁଳିଆପଦା ଥାନାଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ବଡ଼ସାହିର ନୂତନ ଥାନାଧିକାରୀ ଭାବେ ବୁଧବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ବଡ଼ସାହିରେ ଖାଲି ପଡ଼ିଥିବା ପଦବୀ ପାଇଁ ଥାନା ଇଲାକାରେ ଅପରାଧିଙ୍କ ଦୌରାତ୍ମ ବୃଦ୍ଧି…
Read More...

କନେଷ୍ଟବଳଙ୍କ ଚର୍ଚ୍ଚିତ ଭାଇରାଲ ଭିଡ଼ିଓ ଘଟଣା: ଦୁଇ ନିଲମ୍ବିତ

ବଡ଼ସାହି : ମୁରବି ବିହୀନ ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନେଷ୍ଟବଳଙ୍କ ଚର୍ଚ୍ଚିତ ଭାଇରାଲ ଭିଡ଼ିଓ ଚର୍ଚ୍ଚାରେ ଥିବା ବେଳେ ମୟୂରଭଞ୍ଜ ଏସପି ସ୍ମିତ ପରମାର ପୁରୁଷତ୍ତୋମ ଦାସ ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।…
Read More...

ବାଇକ କୁ ପିଟିଲା ବୋଲେରୋ, ଘଟଣାସ୍ଥଳରେ ବାଇକ ଚାଳକ ମୃତ

ନବରଙ୍ଗପୁର : ନବରଙ୍ଗପୁର ତାରାଗାଁ ନିକଟସ୍ଥ ଜାତୀୟ ରାଜପଥରେ ଏକ ବାଇକ କୁ ବୋଲେରୋ ପିଟିଦେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା ବୋଲେରୋ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।…
Read More...

ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ବଢ଼ୁଛି କରୋନା ସଂକ୍ରମଣ : ୩୦୬୬ ସଂକ୍ରମିତ ,ଗଲାଣି ୧୪ ମୁଣ୍ଡ

ଭୁବନେଶ୍ବର : ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ବାଦ୍‌ ଯାଇନାହାନ୍ତି ବ୍ୟାଙ୍କ କର୍ମଚାରୀ। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମାତ୍ରା ବଢ଼ିବାରେ ଲାଗିଛି ।​‌…
Read More...

ଅଭିଯୁକ୍ତ ଗିରଫ ଦାବି ସହିତ ପରିବାର ସୁରକ୍ଷା ନେଇ ଏସପିଙ୍କୁ ଭେଟିଲେ ସତ୍ୟଭାମା

ଖୋର୍ଦ୍ଧା : ଜୀବନ ପ୍ରତି ବିପଦ ରହିଥିବାରୁ ସୁରକ୍ଷା ନେଇ ପରିବାର ଲୋକେ ଆଜି ଏସପିଙ୍କୁ ଭେଟି ସୁରକ୍ଷା ମାଗିବା ସହିତ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ଗୋରଡିଝରି ଗାଁର ସତ୍ୟଭାମା ନାୟକ। ଏଭଳି ଘଟଣା ଘଟିଛି ବାଣପୁର…
Read More...

ରାସନ କାର୍ଡ଼ରେ ନାମ ଥାଇ ରାସନ ନ ମିଳିବା ଘଟଣା; ବିଡ଼ିଓ ପହଁଚିଲେ ହିତାଧିକାରୀଙ୍କ ପାଖରେ, ମିଳିଲା ନୂତନ କାର୍ଡ଼

ଫୁଲବାଣୀ/ଖଜୁରିପଡ଼ା : ସରକାରୀ ଯୋଗାଉଥିବା ରାସନକାର୍ଡ଼ରେ ନାମ ଥିଲେ, ମିଳୁନଥିଲା ରାସନ। ଏନେଇ ଏକ ଖବର ସମାଜରେ ପ୍ରକାଶ ପାଇବା ପରେ ସଂପୃକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିଛନ୍ତି ଖଜୁରିପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ…
Read More...

କନ୍ଧମାଳର ନୂତନ ଲୋକଗୀତ ବାବୁର୍ ମା ଉନ୍ମୋଚିତ

ଫୁଲବାଣୀ : କନ୍ଧମାଳ ଜିଲାର ଆଉଏକ ନୂତନ ଲୋକଗୀତ ବାବୁର ମା ଉନ୍ମୋଚିତ ହୋଇଯାଇଛି। ସାରେଗାମା ନିବେଦିତ ଉକ୍ତ ଲୋକୀଗତରେ ଅମିର କୁମାର ସାହାଣୀ ଓ ଚନ୍ଦ୍ରମା କଣ୍ଠଦାନ କରିଥିବା ବେଳେ ପି.ଭାସ୍କାର ସଙ୍ଗୀତ ରଚନା…
Read More...

ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବିରେ ସିପିଆଇ ତରଫରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ବୋଲଗଡ : ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ବିଦ୍ୟୁତ ଉପଭୋକ୍ତାମାନଙ୍କ  ମିଳିତ ଆନୁକୂଲ୍ୟରେ ଶନିବାର ଦିନ ୬ଦଫା ଦାବି ନେଇ ବିନୋଦପଡାସ୍ଥ ବିଦ୍ୟୁତ ବିତରଣ  ତଥା ମରାମତି…
Read More...

ଚନ୍ଦନଭାଟି ଫାଣ୍ଡି ଘେରିଲା ବଜରଙ୍ଗ ଦଳ, ଅଭିଯୁକ୍ତ ଗିରଫ ନ ହେଲେ ନିଆଁ ଜଳିବ ଚେତାବନୀ 

ବଲାଙ୍ଗିର : ଖୋଲାରେ ଅଭିଯୁକ୍ତ ବୁଲୁଥିବା ବେଳେ ସେମାନଙ୍କୁ ଗିରଫ କରିବା ଦାବିରେ ବଲାଙ୍ଗିର ବଜରଙ୍ଗ ଦଳ ପକ୍ଷରୁ ଚନ୍ଦନଭାଟି ଫାଣ୍ଡି ଘେରାଉ କରାଯାଇଥିଲା। ସୂଚନାରୁ ପ୍ରକାଶ ଯେ, ଗତ କିଛି ଦିନ ତଳେ କୁଶମେଲ ପଞ୍ଚାୟତ…
Read More...

ଖସିଲା କରୋନା ପାରଦ, ଜିଲ୍ଲାରେ ଆଜି ୩୨ ସଂକ୍ରମିତ ଚିହ୍ନଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି କରୋନା ସଂକ୍ରମିତ ପାରଦ ହଠାତ୍ ଖସିଯାଇଛି। ଗତ କିଛିଦିନ ହେଲା କନ୍ଧମାଳ ଜିଲାରେ ସଂକ୍ରମିତ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବ ହେଉଥିବା ବେଳେ ଆଜି ୪ କରୋନା ଯୋଦ୍ଧାଙ୍କ ସମେତ ୩୨ ଜଣ…
Read More...

ହାଥରସ୍ ବଳାତ୍କାର ଘଟଣାର ପ୍ରତିବାଦରେ ମହମବତୀ ଶୋଭାଯାତ୍ରା

ଖପ୍ରାଖୋଲ : ଉତ୍ତର ପ୍ରଦେଶର ହାଥରସ୍ ଜିଲାରେ ଘଟିଥିବା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପି ପ୍ରତିବାଦ ଓ ଆନ୍ଦୋଳନ ଦେଖାଦେଛି। ଏହି ଘଟଣାର ପ୍ରତିବାଦରେ ଏସ୍ସିଏଏସ୍ଟି ଓବିସି ମଞ୍ଚ ଖପ୍ରାଖୋଲ ଶାଖା ପକ୍ଷରୁ…
Read More...

ସହରରେ ଶହେ ସକ୍ରିୟ, ସ୍ୱାସ୍ଥ୍ୟ ବିଭାଗ ତତ୍ପର

ଟିଟିଲାଗଡ଼ : ଟିଟିଲାଗଡ ସହରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଅଦ୍ୟାବଧି ୨୪୧୯ ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ ୫୯୭ ଜଣ ସଂକ୍ରମିତ…
Read More...

ଜନସମସ୍ୟା ନେଇ ଜିଲାପାଳଙ୍କୁ ଫେରାଦ ହେଲେ ସରପଂଚ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳବାସୀଙ୍କ ସମସ୍ୟା ନେଇ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାରେ ପ୍ରଶାସନ ବିଫଳ ହୋଇଥିବା ବ୍ଲକ ସରପଞ୍ଚ ସଂଘ ଅଭିଯୋଗ କରିଛନ୍ତି। ଶୁକ୍ରବାର ବଲାଙ୍ଗିର ଜିଲାପାଳ…
Read More...

ଲଘୁଚାପ ବର୍ଷା ଯୋଗୁଁ ପରିବା ଚାଷ କ୍ଷତି ହେବାର ଆଶଙ୍କା

ଆଗଲପୁର : ଆଗଲପୁର ବ୍ଲକ ଅଞ୍ଚଳରେ ଗତ ୩ ଦିନ ଠାରୁ ଲଘୁଚାପ ବର୍ଷା ଲାଗି ରହିଥିବାରୁ ପରିବା ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ଆଗଲପୁର ବ୍ଲକ ଅଞ୍ଚଳର ୯୦ ଭାଗ ଜନସାଧାରଣ ଚାଷ ଉପରେ ନିର୍ଭର କରି ଚଳି…
Read More...

ମଦ ଦୋକାନା ସମ୍ମୁଖରେ ମରଣାନ୍ତକ ଆକ୍ରମଣ, ୨ ଯୁବକ ଗୁରୁତର

ବଲାଙ୍ଗିର : ପୁଣି ବଲାଙ୍ଗିରରେ ବିଦେଶୀ ମଦ ଦୋକାନରେ ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗତ କିଛି ଦିନ ପୂର୍ବରୁ ସୁଦପଡା ବିଦେଶୀ ମଦ ଦୋକାନ ନିକଟରେ ଦୁଇ ଜଣ ଯୁବକ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ…
Read More...

ବଲାଙ୍ଗିର ସହରରେ ଏମାନେ ସବୁ କିଏ?

ବଲାଙ୍ଗିର : ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ହେଉ କି ସରକାରୀ ବସଷ୍ଟାଣ୍ଡ। ଭାଗିରଥୀ ଛକ ହେଉ କି ମୁଖ୍ୟ ଡାକଘର ସମ୍ମୁଖ ରାସ୍ତା। ଏପରିକି ପ୍ରେଟୋଲ ପମ୍ପ,ସପିଂ ମଲ, ମାର୍କେଟ କମ୍ଲେକ୍ସ, ଚା ଦୋକାନ, ହୋଟେଲ…
Read More...

ସ୍କୁଲ ମିଶ୍ରଣ ଯୋଗୁଁ ବିଭିନ୍ନ ଗାଁରେ ବଢୁଛି ଅସନ୍ତୋଷ; ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବିଭାବକ ସଂଘର ଧାରଣା

ବଲାଙ୍ଗିର : ଯେଉଁ ଗାଁର ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି, ସେହି ସ୍କୁଲ ଉଠେଇ ନେବାକୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ଏ ନେଇ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ କାମ ଆରମ୍ଭ କରି ଦେଇଛି। ସରକାରୀ…
Read More...

ବଲାଙ୍ଗିର ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ବଲାଙ୍ଗିର : ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଗାନ୍ଧୀଜୀ ଅନେକ କାର୍ଯ୍ୟ କରିଥିଲେ। ୧୯୦୫ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହେନ୍ସ ବର୍ଗ ଠାରେ ଭାରତୀୟଙ୍କୁ ପ୍ଲେଗ ରୋଗରୁ ରକ୍ଷା କରିବା ପାଇଁ ସେ ଜଣେ ସେବକ ଭାବେ…
Read More...

ବୌଦ୍ଧ ପର୍ଯ୍ୟଟନ ମାନଚିତ୍ରରେ ହରଭଙ୍ଗାର ୭ ପ୍ରମୁଖ ସ୍ଥାନ

ହରଭଙ୍ଗା : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧଜିଲ୍ଲାର ୧୮ଟି ପ୍ରମୁଖ ସ୍ଥାନକୁ ପ୍ରାଥମିକତା ଭିତିରେ ଜିଲ୍ଲାର  ପ୍ରମୁଖ ପର୍ଯ୍ୟଟନ ସ୍ଥାନରେ ସ୍ଥାନିତ ପାଇଁ ଏକ ଡ୍ରାଫ୍ଟ ତିଆରି କରାଯାଇଛି। ବିଶ୍ୱ ପର୍ଯ୍ୟଟନ…
Read More...

ବିଦ୍ୟାଳୟରେ ଅନ୍‌ଲାଇନ ମାଧ୍ୟମରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ଅନ୍‌ଲାଇନ ପ୍ରକ୍ରିୟାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଶ୍ୟାମ…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ୍ୟ ସଫେଇ

ପିପିଲି: ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ପିପିଲି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ମାଟିଆପଡା ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନରେ ସାମୁହିକ ସଫେଇ…
Read More...

ରେଲଲାଇନ କଡରୁ ମୃତଦେହ ଉଦ୍ଧାର, ପରିବାରଙ୍କ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି-ରାୟପୁର ରେଲ ସେକ୍ସନର କି.ମି. ଖମ୍ବ ନଂ ୧୬୪/୫ ନିକଟଟରେ ଜଣେ ଯୁବକଙ୍କ ମୃତଦେହ ରେଲଲାଇନ କଡରୁ ଟାଉନ ପୁଲିସ ଓ ଜି.ଆର.ପି. ଉଦ୍ଧାର କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ଯୁବକ…
Read More...

ୟୁଏଆଇଏଲ୍ ପକ୍ଷରୁ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ“ଉନ୍ନତ” ର ଶୁଭାରମ୍ଭ

କଲମପୁର : ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍ଏଫ୍) ସହଯୋଗରେ…
Read More...

ବଜ୍ରାଘାତରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ, ଜଣେ ଗୁରୁତର

ବେତନଟୀ : ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକର ବୈଶିଙ୍ଗା ଥାନାର ଡାହିସାହି ଗ୍ରାମର ଜଣେ ମହିଳାଙ୍କର ବୁଧବାର ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ…
Read More...

ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ : ‘ଛାତ୍ର ଜୀବନ କାଟୁଛନ୍ତି ପୂର୍ବତନ ପ୍ରଧାନ ଶିକ୍ଷକ’

ବଲାଙ୍ଗିର : ଏକଦା ଦିନେ ଥିଲେ ସେ ସ୍କୁଲର ପ୍ରଧାନ ଶିକ୍ଷକ। ତାଙ୍କରି ନିର୍ଦ୍ଦେଶରେ ସ୍କୁଲ ଉଠୁଥିଲା ଆଉ ପଡୁଥିଲା। ଶ୍ରେଣୀରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଥିଲେ, ଜୀବନ ବଞ୍ଚିବାର କୌଶଳ ଶିଖାଉଥିଲେ। କୁନି କୁନି…
Read More...

ଆଖି ବୁଜିଲେ କର୍କଟ ପୀଡ଼ିତ ; ପରିବାରକୁ ସହାୟତା ପାଇଁ ଦାବି

ଫୁଲବାଣୀ : ଶେଷରେ ଆଖି ବୁଜିଲେ କର୍କଟ ପିଡ଼ିତ ଭାଗିରଥି ବେହେରା। କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ସୁଡ଼ୁରୁକୁମ୍ପା ପଂଚାୟତରେ ନେଡ଼ିଗୁଡ଼ା ଗ୍ରାମର କର୍କଟ ରୋଗୀ ଥିଲେ ଭାଗିରଥି। ଯେଉଁ ବୟସରେ ରୋଜଗାର କରିବା…
Read More...

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ମୋହନା ବ୍ଳକ୍ ପରିଦର୍ଶନ

ମୋହନା: ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ ଦିନିକିଆ ମୋହନା ବ୍ଳକ୍ ପରିଦର୍ଶନ କରି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ବ୍ଳକ ସମିତି ସଭାଗୃହରେ ବିଡିଓ ବଂଶୀଧର ଖୋସଲା , ସହକାରୀ…
Read More...

ମହାତ୍ମା ଗାନ୍ଧିଜୀଙ୍କ ବିଷୟରେ କିଛି ଜଣା ଅଜଣା କଥା……

ମହାତ୍ମା ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ମୋହନଦାସ କରମଚାନ୍ଦ ଗାନ୍ଧୀ। ତାଙ୍କୁ ବାପୁ ମଧ୍ୟ କୁହାଯାଏ | ମହାତ୍ମା ଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ।…
Read More...

ମହାତ୍ମା ଗାନ୍ଧୀଙ୍କ ଜୀବନ ସହିତ ଜଡିତ ୫ଟି କାହାଣୀ

ଜାତିର ପିତା ମହାତ୍ମା ଗାନ୍ଧୀ ଭାରତର ସ୍ୱାଧୀନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ସମ୍ପୂର୍ଣ୍ଣ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ମହତ୍ବପୂର୍ଣ…
Read More...

ମରିବୁ ପଛେ ସ୍କୁଲ ଛାଡିବୁ ନାହିଁ : ଜଟିପାଲି ଗ୍ରାମବାସୀଙ୍କ ବିକ୍ଷୋଭ

ବଲାଙ୍ଗିର : ଆମ ପିଲା ଆମ ଗାଁ ସ୍କୁଲରେ ପାଠ ପଢିବେ। ଅନ୍ୟତ୍ର ଯିବେ ନାହିଁ। ସରକାରଙ୍କ  ନିୟମାବଳୀ ଅନୁଯାୟୀ ଗାଁରେ ଯଥେଷ୍ଟ ପିଲା ଅଛନ୍ତି। ତେଣୁ ସ୍ଥାନାନ୍ତରଣ କରିବା ଅପେକ୍ଷା ଗାଁରେ ପୁର୍ନବାର ସ୍କୁଲ ରଖିବା…
Read More...

ମାମୁଁ ଘରେ ଆତ୍ମହତ୍ୟା କଲା ଭଣଜା : ଗଢି ଉଠିଥିଲା ପ୍ରେମ ସମ୍ପର୍କ, ନାପସନ୍ଦ କରୁଥିଲେ ପରିବାର 

ବଲାଙ୍ଗିର : ବଲାଙ୍ଗିର ସହର ନିକଟସ୍ଥ ଚଟିଆପାଲିରେ ବୁଧବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ମାମୁଁ ଘରକୁ ଆସିଥିବା ଭଣଜା ବାଡିରେ ଥିବା ଏକ ଗଛରେ ଫାସ ଲଗେଇ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଯୁବକ ଜଣକଙ୍କ ନାମ…
Read More...

ଦୁଷ୍କର୍ମ ଘଟଣାରେ ଏଆଇଡିଏସଓର ବିକ୍ଷୋଭ

ବଲାଙ୍ଗିର : ଉତ୍ତର ପ୍ରଦେଶର ହଟଟ୍ରାସ୍ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବଲାଙ୍ଗିର ଏଆଇଡିଏସଓ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
Read More...

ଆବାସ ଯୋଜନାର ଅସଲ ଚିତ୍ର : ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳ ପାଲଟିଛି ମହିଳାଙ୍କ ବାସସ୍ଥାନ

ବଲାଙ୍ଗିର : ଆଉ ଦିନକ ପରେ ଅକ୍ଟୋବର ୨। ଏହି ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯିବ। ଏଥି ପାଇଁ ଜିଲା ପ୍ରଶାସନର ବିଭାଗୀୟ ସ୍ତରରେ ପ୍ରସ୍ତୁତି ଚାଲିଛି। କରୋନା ଯୋଗୁଁ ବିଶେଷ କାର୍ଯ୍ୟକ୍ରମ…
Read More...

ଆଇ.ଲଭ ବଲାଙ୍ଗିର ସେଲଫି ଜୋନ ଦୁର୍ନୀତି ପ୍ରସଙ୍ଗ; ଜିଲାପାଳଙ୍କୁ ଭେଟିଲେ ୩ ଜଣିଆ କମିଟି, କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗିର : ବଲାଙ୍ଗିର ସହରର ଭାଗିରଥୀ ଛକ ସ୍ଥିତ ଆଇ ଲଭ ବଲାଙ୍ଗିର ସେଲଫି ଜୋନରେ  ହୋଇଥିବା ଦୁର୍ନୀତି ନେଇ ଏକ ତିନି ଜଣିଆ କମିଟି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିରେ ବଲାଙ୍ଗିର ୟୁଥ୍ ଏକ୍ସନ କମିଟିର ସଭାପତି…
Read More...

ଅନଲାଇନ ଶିକ୍ଷାର କରୁଣ ଚିତ୍ର : ଦୁର୍ଗମ ପଂଚାୟତରେ ଅପହଂଚ ନେଟୱାର୍କ, ଜଙ୍ଗଲରେ ଜୀବନକୁ ବାଜି ଲଗାଇ ଚାଲିଛି ପାଠପଢା

ହରଭଙ୍ଗା : ମହାମାରୀ କୋରୋନା ଯୋଗୁଁ ବହୁମାତ୍ରାରେ ପ୍ରଭାବିତ ହୋଇଛି ପାଠପଢା । ଦୀର୍ଘ ୭ମାସ ହେଲା ସ୍କୁଲ,କଲେଜ ଭଳି ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ଯୋଗୁଁ ପାଠପଢାରେ ଡୋରି ଲାଗିବା ଫଳରେ…
Read More...

ନବରାତ୍ରୀ ପାଇଁ ମହାରାଷ୍ଟ୍ରରେ ନିର୍ଦ୍ଦେଶାବଳୀ ଜାରି; ଗରବା ଓ ଦାଣ୍ଡିଆ ଉପରେ ପ୍ରତିବନ୍ଧକ

ମୁମ୍ବଇ : ମହାରାଷ୍ଟ୍ରର ଗୃହ ମନ୍ତ୍ରଣାଳୟ ଦ୍ୱାରା ନବରାତ୍ରୀ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଘରେ ଥିବା ପ୍ରତିମା ଦୁଇ ଫୁଟରୁ ଅଧିକ ହେବ ନାହିଁ ଏବଂ ପାଣ୍ଡାଲରେ ଥିବା…
Read More...

ରାଜକୋଟରେ ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ୪.୧ ତୀବ୍ରତା

ରାଜକୋଟ : ମଙ୍ଗଳବାର ଅପରାହ୍ନରେ ଗୁଜରାଟର ରାଜକୋଟ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ୍ ରିସର୍ଚ୍ଚ (ଆଇଏସ୍ଆର୍) ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେକ୍ଟର୍ଡ…
Read More...

ମହିଳା ମେଟ୍ ଚୟନରେ ଅନିୟମିତତା ଅଭିଯୋଗ ;  ବିଡ଼ିଓଙ୍କ ନିକଟରେ ଫେରାଦ୍

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ରତଙ୍ଗ ପଂଚାୟତ ଅନ୍ତର୍ଗତ ଡ଼ଙ୍ଗରପଡ଼ା ଗ୍ରାମରେ ମହିଳା ମେଟ୍ ଚୟନରେ ଅନିୟମିତତା ଅଭିଯୋଗ କରି ଉକ୍ତ ଗ୍ରାମର ପ୍ରାର୍ଥୀଙ୍କ ସମେତ ଗ୍ରାମବାସୀମାନେ ଲିଖିତ ଭାବେ ବ୍ଳକ…
Read More...

ଦାନ୍ତିଆମୁହାଁ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଏଯାଏଁ ପୁଲିସ ଅଭଯୁକ୍ତକୁ ଗିରଫ ନ କରିବା ପ୍ରତିବାଦରେ ଫାଣ୍ଡି…

ବେତନଟୀ : ବେତନଟୀ ଥାନା ବଡଜାମବଣି ଫାଣ୍ଡି ଇଲାକାର ଦାନ୍ତିଆମୁହାଁ ପଞ୍ଚାୟତ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ୩ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହେବାରୁ ମଙ୍ଗଳବାର…
Read More...

ଉପାନ୍ତ ଅଞ୍ଚଳରେ କଳାକାରଙ୍କ ପେଟ କଥା ବୁଝିବ କିଏ?

ବଲାଙ୍ଗିର : କଳାକାରମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଯୋଜନା କରିଛନ୍ତି। ଯୋଗ୍ୟ କଳାକାରମାନଙ୍କୁ ମାସିକ ଭତ୍ତା ସମେତ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରିଛନ୍ତି। କଳା ବଞ୍ଚିଲେ ଲୋକେ ବଞ୍ଚିବେ ବୋଲି…
Read More...

କନ୍ଧମାଳରେ ୪ କୋଭିଡ଼୍ ଯୋଦ୍ଧାଙ୍କ ସମେତ ୮୧ ନୂଆ ସଂକ୍ରମିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ମୋଟ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୮୬ ରେ ପହଂଚିଛି। ସେମାନଙ୍କ…
Read More...

କୋରାନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ

ଫୁଲବାଣୀ : ରାଜ୍ୟରେ କରୋନା ଯୁଦ୍ଧରେ ହାରିଗଲେ ପୁଣିଜଣେ ସାମ୍ବାଦିକ ତାରିଣୀ ପ୍ରସାଦ ପାଢୀ। ଆଜି ସକାଳ ୭ ଘଟିକା ସମୟରେ ଭୁବନଶ୍ୱେର କିମସ କୋଭିଡ କେୟାର ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି। ଏନେଇ…
Read More...

ବଲାଙ୍ଗିର ଜିଲାରେ ବିଗୁଡିଛି ଆଇନଶୃଙ୍ଖଳା, ନିଦାବିଷ୍ଣୁ ସାଜିଛି ପୁଲିସ ଓ ପ୍ରଶାସନ

ବଲାଙ୍ଗିର : ବଲାଙ୍ଗିର ଜିଲାରେ ସମ୍ପ୍ରତି ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଚିନ୍ତାର କାରଣ ସାଜିଛି। ଏପରିସ୍ଥିତିରେ ପୁଲିସ ପ୍ରଶାସନ ନିଦାବିଷ୍ଣୁ ସାଜିବା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଯେ…
Read More...

କରୋନା କାଳରେ ଚର୍ଚ୍ଚାରେ ନରସିଂଙ୍କ ଶତକ

ଟିଟିଲାଗଡ଼ : ଯୁବବର୍ଗ ଉପଯୁକ୍ତ ସଂସ୍କାରଯୁକ୍ତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ବ୍ୟବସ୍ଥା ପାଇଁ ଏକ ଶୁଭଙ୍କର ସନ୍ଦେଶ ବହନ କରିଥାଏ। ଏପରିପ୍ରେକ୍ଷୀରେ କରୋନାର କରାଳ ଛାୟା ମଧ୍ୟରେ ଉବୁଟୁବୁ ସମଗ୍ର ବିଶ୍ୱ…
Read More...

ଗାଁ ସମସ୍ୟାର ପ୍ରତିକାର ପାଇଁ ଦାବିପତ୍ର

କୁଚିଣ୍ଡା : ଶିରିଡ ପଞ୍ଚାୟତ କୁଇଲାରୀ ଯୋର ଗାଁ ଆଦିବାସୀ ବହୁଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଥିଲେ ମଧ୍ୟ ସରକାରଙ୍କ ଆବଶ୍ୟକ ପଦକ୍ଷେପ ଅଭାବରୁ ଏହା ଅବହେଳିତ ହୋଇ ପଡିଥିବା ଅଭିଯୋଗ ହୋଇଛି। ଏହାର ନିରାକରଣ ଦାବିରେ ଆଜି…
Read More...

ସନ୍ଦେହଜନକ ଭାବେ ଗାଡି ଚାଳକଙ୍କ ମୃତଦେହ ଉଦ୍ଧାର

କୁଚିଣ୍ଡା : କୁଚିଣ୍ଡା ଥାନା ଅଧିନସ୍ଥ ତବଲାକଟା ଓ ଝାରମୁଣ୍ଡା ଗାଁ ମଧ୍ୟସ୍ଥ ୪୯ନଂ ଜାତୀୟ ରାଜପଥ ପାର୍ଶ୍ବରେ ଏକ ଗଛରେ ଜଣେ ଯୁବକର ମୃତଦେହ ଝୁଲୁଥିବା ଆଜି ସକାଳେ ଲୋକେ ଦେଖିଥିଲେ। ଏସଂକ୍ରାନ୍ତରେ ଗ୍ରାମବାସୀ…
Read More...

ସୁନା ସଫା କରିବା ବାହାନାରେ ଦେଢ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଅଭିଯୋଗ

ଭଞ୍ଜନଗର : ତମ୍ବା, ପିତଳ ଓ ରୂପାକୁ ସୁନାରେ ପରିବର୍ତ୍ତନ କରୁଥିବା କହି ୨ ଲୁଟେରା ଦେଢ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏହି ଥାନା ଅନ୍ତର୍ଗତ ଚାକୁଣ୍ଡାପଲ୍ଲି…
Read More...

ବେତନଟୀ ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ୭୯୧ ରେ ପହଞ୍ଚିଲା

ବେତନଟୀ : ସଚେତନତାର ଅଭାବରୁ କମୁନି ସଂକ୍ରମଣ। ପଜିଟିଭ ଚିହ୍ନିଟ ବ୍ୟକ୍ତି ମଧ୍ୟ ବଜାରରେ ବୁଲିବାରୁ ସଂକ୍ରମଣ ବଢିବଢି ଚାଲିଛି। ସରକାରୀସ୍ତରରେ ବେତନଟୀ ଡାକ୍ତରଖାନା ସମେତ ୫ଟି ସ୍ଥାନରେ ଓ ସରକାରୀ ସହଯୋଗରେ ବେତନଟୀ…
Read More...

ବଡ଼ସାହି ଥାନାରେ ଆଇଆଇସି ନିଯୁକ୍ତି ପରିବର୍ତ୍ତେ ଅତିରିକ୍ତ ଦାୟିତ୍ୱରେ ଥିବା ଆଇଆଇସିଙ୍କ ବଦଳି

ବଡ଼ସାହି : ମୟୂରଭଞ୍ଜ ଜିଲାର ସର୍ବବୃହତ ଥାନା ବଡ଼ସାହିରେ ଦୀର୍ଘ ୨ମାସ ଧରି ଆଇଆଇସି ପଦ ଖାଲି ପଡ଼ିଛି। ଶିମିଳିପାଳ ପାଦଦେଶରୁ ପଡ଼ୋଶୀ ବାଲେଶ୍ୱର ପର୍ଯ୍ୟନ୍ତ ବିସ୍ତାରିତ ବଡ଼ସାହି ବ୍ଲକର ୨୮ଟି ପଞ୍ଚାୟତ ପାଇଁ ଏହି ଥାନା…
Read More...

ବିଦ୍ୟୁତ୍ ଦର ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ଫୁଲବାଣୀ : କରୋନା ମହାମାରୀ ସମୟରେ ଜୀନନ ଜୀବିକା ପାଇଁ ସମଗ୍ର ଅଞ୍ଚଳବାସୀ ଲଢେଇ କରୁଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଦର ବୃଦ୍ଧି ଏକ ଶକ୍ତ ଆଘାତ ଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଦୋକାନୀ,…
Read More...

ବଡ଼ସାହି ବିଡ଼ିଓ ସମେତ ୩୫ଜଣ କରୋନା ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩୯

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି। ଜିଲାର ୨୬ଟି ବ୍ଲକରୁ ସଂକ୍ରମିତ ଚିହ୍ନଟ ତାଲିକାରେ ସର୍ବୋଚ୍ଚ ସ୍ଥାନରେ ଥିବା ଏହି ବ୍ଲକରୁ ସୋମବାର ପୁଣି ୩୫ଜଣ ନୂତନ…
Read More...

ମହିଳାଙ୍କୁ ଆକ୍ରମଣ, ନ୍ୟାୟ ପାଇଁ ଏସ୍‍ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର : ଡାବୁଗାଁ ଥାନା ଅନ୍ତର୍ଗତ କୋଇଗାଁର ଜଣେ ମହିଳାଙ୍କୁ ରବିବାର ରାତିରେ ୪ଜଣ ଆକ୍ରମଣ କରିବା ସହ ଦୁଷ୍ମର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗରେ ସଂପୃକ୍ତ ମହିଳା ନ୍ୟାୟ ପାଇଁ ନବରଙ୍ଗପୁର ଏସପିଙ୍କର ଦ୍ୱାରସ୍ଥ…
Read More...

ଦୁଇ ଲୁଟେରା ଗିରଫ ; ବାଇକ୍‍ ଓ ଚୋରୀ ମୋବାଇଲ ଜବତ

ପିପିଲି : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଆତଙ୍କ ଖେଳାଇଥିବା ଏକ ହାଇୱେ ଲୁଟେରା ଗୋଷ୍ଠୀର ୨ ଜଣ ସଦସ୍ୟଙ୍କୁ ପିପିଲି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲୁଟ୍‍ରେ ବ୍ୟବହୃତ ଏକ ନମ୍ବର ବିହୀନ ଆପାଚି ବାଇକ୍‍ ସମେତ…
Read More...

ଅଜଣା ରୋଗର ଯନ୍ତ୍ରଣାରେ ସଢୁଛି ନରେଶ: ପ୍ରଶାସନ ସବୁଦେଖି ନିର୍ବିକାର

ବୋଲଗଡ : ବୋଲଗଡ ବ୍ଲକ ସଦର ମହକୁମା ୧୫ ନମ୍ବର ୱାର୍ଡ ତଥା ଗଡଭିତରସାହିର ଦୁଃଖିଶ୍ୟାମ ବୈରିଗଞ୍ଜନଙ୍କ ପୁଅ ନରେଶ ବୈରିଗଞ୍ଜନ(୧୭) କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇ ଅତି ଦୟନୀୟ ଦିନ ବିତାଉଛନ୍ତି। ନରେଶର ବାପା ମଧ୍ୟ…
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟ୍ରକ୍

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ  ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ନୂଆପଡା ବ୍ରିଜ ନିକଟରେ ସୋମବାର ଗୋଟିଏ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ଭୋରରୁ ବଲାଙ୍ଗିରରୁ…
Read More...

କୁମୁଦିନି ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଶିକ୍ଷା ପ୍ରତିଷ୍ଠାନକୁ ପରିବର୍ତ୍ତନ ନକରିବାକୁ ପ୍ରସ୍ତାବ

ବୋଲଗଡ : ବୋଲଗଡଶିକ୍ଷା ବ୍ଲକ ଅନ୍ତର୍ଗତ ବାଙ୍କୋଇସ୍ଥିତ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଶିକ୍ଷା ପ୍ରତିଷ୍ଠାନ ଘରୋଇ ଭାବେ ବହୁବର୍ଷ ଧରି ଚାଲିଥିଲା। ଏହାର ପ୍ରାଣପ୍ରତିଷ୍ଠାତା ଶିକ୍ଷାବିତ୍ କାଳୀଚରଣ ଜୟସିଂହ ଓ ସମ୍ପାଦିକା…
Read More...

ବାଇକ୍ ସହ ୫୦ କେଜି ବାରହା ମାଂସ ଜବତ, ଜଣେ ଗିରଫ

ହରଭଙ୍ଗା : ନୟାଗଡ ବନ୍ୟାପ୍ରାଣୀ ବନଖଣ୍ଡ ଅଧିନସ୍ଥ ବୌଦ୍ଧଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ନୂଆପଡା ଚେକ ଗେଟରୁ ବନ୍ୟପ୍ରାଣୀ ବିଭାଗ ବାଇକ୍ ସହ ୫୦ କେ.ଜି ଓଜନର ବାରହା ମାଂସ ଜବତ କରିଥିବା ଜଣାପଡିଛି। ଏହି…
Read More...

ହରଭଙ୍ଗାକୁ ପ୍ରବେଶ କଲା କରୋନା, ୮ ଚିହ୍ନଟ

ହରଭଙ୍ଗା : ଦୀର୍ଘ ଛଅମାସ ପରେ ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମକୁ ପ୍ରଥମଥର ପାଇଁ କରୋନା ମହାମାରୀ ପ୍ରବେଶ କରିଛି। ଦୀର୍ଘ ଛଅ ମାସ ପରେ ରବିବାର ହରଭଙ୍ଗା ଗାଁରୁ ୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର…
Read More...

୫କୋଭିଡ୍ ଯୋଦ୍ଧାଙ୍କ ସମେତ ୬୨ ନୂଆ ପଜିଟିଭ ଚିହ୍ନଟ

ଫୁଲବାଣୀ : କନ୍ଧମାଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ତାହା ୫ ହଜାର ଆଡକୁ ଗତି କରୁଛି। ଆଜି ଚିହ୍ନଟ ହୋଇଥିବା ୬୨ ଚିହ୍ନଟଙ୍କ ମଧ୍ୟରୁ ଜଣେ ପୁଲିସ୍ କର୍ମଚାରୀ ଓ…
Read More...

ହୋମଗାର୍ଡଙ୍କ ମାଡରେ ଡ୍ରାଇଭର ଗୁରୁତର ଘଟଣା : ହୋମଗାର୍ଡ଼ ଗିରଫ ଦାବିରେ ୨ ଦିନ ଧରି ଦାରିଙ୍ଗବାଡ଼ିରେ ଉତ୍ତେଜନା

ଫୁଲବାଣୀ/ଦାରିଙ୍ଗବାଡି : ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କ ନିର୍ଦ୍ଧୁମ ମାଡରେ ପିକ୍ଅପ ଗାଡିର ଡ୍ରାଇଭର ଗୁରୁତର ହେବା ଘଟଣା ଏବେ ଭିନ୍ନ ରୁପ ଗ୍ରହଣ ନେଇଛି। ହୋମଗାର୍ଡ଼ଙ୍କୁ ଗିରଫ ପାଇଁ ଗତ ୨ ଦିନ…
Read More...