www.samajalive.in
Monday, December 8, 2025
14.1 C
Bhubaneswar

ନବରାତ୍ରର ପ୍ରଥମ ଦିନ, ନିର୍ଦ୍ଧାରଣ କରେ ମା’ଙ୍କ ବାହନ

ନବରାତ୍ର ଅବସରରେ ମା’ ଜଗଦମ୍ବେ ଧରାପୃଷ୍ଠକୁ ଆଗମନ କରିଥାନ୍ତି। ଦେବୀ ଭାଗବତ ପୁରାଣଙ୍କ ଅନୁଯାୟୀ, ନବରାତ୍ରୀ ସମୟରେ ମା’ଙ୍କ ଆଗମନ, ଭବିଷ୍ୟତର ସଙ୍କେତ ପ୍ରଦାନ କରିଥାଏ। ପ୍ରତିବର୍ଷ ମା’ ଜଗଦମ୍ବେ ଭିନ୍ନ ଭିନ୍ନ ବାହନରେ ଆସିଥାନ୍ତି। ମା’ଙ୍କର ଏହି ବାହନ ଭିନ୍ନ ଭିନ୍ନ ସଙ୍କେତ ଦେଇଥାଏ। ତାହା ଶୁଭ ହୋଇପାରେ ଏବଂ ଅଶୁଭ ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ମା’ଙ୍କ ବାହନ ସମ୍ପର୍କରେ …..

ଯଦି ନବରାତ୍ର ସୋମବାର କିମ୍ବା ରବିବାରରୁ ଆରମ୍ଭ ହୁଏ ତେବେ ଏହାର ଅର୍ଥ ହେଉଛି ମା’ ଦୁର୍ଗା ହାତୀ ଉପରେ ବସି ଧରାପୃଷ୍ଠକୁ ଆଗମନ କରିଥାନ୍ତି।

- Advertisement -

ଯଦି ଶନିବାର ବା ମଙ୍ଗଳବାର ନବରାତ୍ର ପ୍ରଥମ ଦିନ ହୁଏ, ତେବେ ମା’ ଘୋଡା ଚଢି ପୃଥିବୀ ପୃଷ୍ଠକୁ ଆସିଥାନ୍ତି।

ଯଦି ଗୁରୁବାର କିମ୍ବା ଶୁକ୍ରବାର ଦିନ ଅଥବା ଆଶ୍ୱିନ ଶୁକ୍ଲାପକ୍ଷ ପ୍ରତିପଦା ତିଥିରେ ନବରାତ୍ରର ପ୍ରଥମ ଦିନ ପଡେ, ତେବେ ମା’ ଡୋଲିରେ ବସି ଭକ୍ତଙ୍କୁ ଆଶୀର୍ବାଦ କରିବାକୁ ଆସଥାନ୍ତି ବୋଲି ବିଶ୍ବାସ କରାଯାଏ।

ବୁଧବାର ନବରାତ୍ରର ପ୍ରଥମ ଦିନ ହେଲେ ମା’ ଡଙ୍ଗାରେ ସବାର ହୋଇ ପୃଥିବୀ ପୃଷ୍ଠକୁ ଆସିଥାନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories