www.samajalive.in
Friday, December 5, 2025
26.1 C
Bhubaneswar

ପାଟଣାରେ ଗୋପବନ୍ଧୁ ଜୟନ୍ତୀ

ପାଟଣା : ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୪୩ତମ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି ଶିକ୍ଷକ ସଂଘ ସାଧାରଣ ସମ୍ପାଦକ କମଳାକାନ୍ତ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ପ୍ରଧାନଶିକ୍ଷକ କ୍ଷେତ୍ର ମୋହନ ମହାନ୍ତ, ବୀର ମୋହନ ଦ୍ବିବେଦୀ, ପ୍ରଫୁଲ୍ଲ ଚନ୍ଦ୍ର ନାଏକ, ଦିଲ୍ଲୀପ ବେହେରା, କରୁଣାକର ସେଠୀ , ବିଭିଷଣ ଦଳଦସିଆ,  ଜ୍ୟୋତିର୍ମୟୀ ତ୍ରିପାଠୀ, ସୁନିତା ବେହେରା, ସସ୍ମିତା ନାୟକ ପ୍ରକାଶ ମିଶ୍ର ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ଥିଲେ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତି ରେ ଶିକ୍ଷକ ସଂଘ ପକ୍ଷରୁ ମାଲ୍ୟାର୍ପଣ ପରେ ଉତ୍କଳମଣିଙ୍କ ସେବା ତ୍ୟାଗ ସମ୍ପର୍କରେ ଆଗାମୀ ପିଢ଼ିକୁ ସଚେତନ କରାଇବା ଶିକ୍ଷକ ମାନଙ୍କର ଗୁରୁ ଦାୟିତ୍ବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷକମାନଙ୍କୁ କ୍ଲଷ୍ଟର ସଂଯୋଜକ ପ୍ରମୋଦ କୁମାର ମହାନ୍ତ, ଶ୍ରୀକାନ୍ତ ବିଶ୍ବାଳ ସନ୍ତୋଷ କୁମାର ନାୟକ ପ୍ରମୁଖ ପରାମର୍ଶ ଦେଇଥିଲେ

 

- Advertisement -

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories