ପାଟଣା : ପାଟଣା-ଢେଙ୍କିକୋଟ ୨୨୦ ନମ୍ବର ଜାୟୀତ ରାଜପଥ ଅନ୍ତର୍ଗତ କାଶିଆ ନିକଟରେ ଏକ ଚଳନ୍ତା ଡମ୍ଫର ପଛରେ ପିଟି ହୋଇ ଅନ୍ୟ ଏକ ଡମ୍ଫର ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇଥିବା ଡମ୍ଫର କ୍ୟାବିନରେ ଚାପି ହୋଇ ରହିଥିବା ଚାଳକକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ପାଟଣା ପୁଲିସ ଦୁର୍ଘଟଣାର ତଦନ୍ତ କରୁଛି ।
Popular Categories



