ସ୍ବାମୀର ମାଡରେ ସ୍ତ୍ରୀ ଚେତାଶୂନ୍ୟ, ଭୟରେ କୀଟନାଶକ ଖାଇ ସ୍ଵାମୀ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗ୍ରାମରେ ସ୍ଵାମୀର ମାଡରେ ସ୍ତ୍ରୀ ଚେତାଶୂନ୍ୟ ହୋଇ ତଳେ ପଡିଯିବାରୁ ସ୍ତ୍ରୀ ମରିଗଲା ଭାବି ସ୍ଵାମୀ ଜଣକ କୀଟନାଶକ ଖାଇ ଗୁରୁତର ହୋଇଛନ୍ତି। କୀଟନାଶକ…
Read More...

ପିଚୁକୁଳିରେ ପହଁଚିଲା ପରୀ ପଦଯାତ୍ରୀ

ବେଗୁନିଆ : ନୟାଗଡ ଜିଲ୍ଲାର ଯଦୁପୁର ଗ୍ରାମର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବୀରେ ବିଜେପି ଦଳ ପକ୍ଷରୁ ଆଜି ସାରୁଅ ଠାରୁ ଏକ ଶୋଭାଯାତ୍ରା ନାରାବାଜି କରି…
Read More...

୪୦ କିଲୋ ବାରହା ମାଂସ ଜବତ

ମୁରିବାହାଲ : ମୁରିବାହାଲ ବ୍ଲକ ଇଛାପରା ପଂଚାୟତ ଗୁଡିଘାଟ ବିଟ ନିକଟ ସରଗୁଲ ପଥର ଖୁଦାନ। ସୋମବାର ଦିନ ଅପରାହ୍ନ ସାଢେ ୪ଟା ସମୟରେ କିଛି ଦୁର୍ବୃତ ବାରହା ମାଂସ କାଟୁଥିବା ଖବର ପାଇଥିଲା ବନ ବିଭାଗ। ଘଟଣାସ୍ଥଳରେ…
Read More...

ମହିଳାଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ

ଟିଟିଲାଗଡ଼ : ମହିଳାଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ହେଲେ ମୁରିବାହାଲ ଥାନା ଅନ୍ତର୍ଗତ ଅସୁରମୁଣ୍ଡା ଗାଁର ଠାକୁର ସେଲମା, ଚନ୍ଦ୍ର ବଗର୍ତ୍ତି। ଏହି ୨ ଜଣ ଟିଟିଲାଗଡ ଉପଖଣ୍ଡ…
Read More...

ରାଜାଙ୍କ ଗଡରେ ପ୍ରଜାଙ୍କୁ ଅବହେଳା

ଆଠଗଡ : ‘ରାଜାଙ୍କ ଗଡରେ ପ୍ରଜାଙ୍କୁ ଅବହେଳା’ ଏଭଳି ଏକ ପ୍ଲାକାର୍ଡ ଲେଖି ଆଠଗଡ ସହରର ବୀରକିଶୋରପୁର ଗୋଲେଇ ଛକରେ ଆମରଣ ଅନଶନରେ ବସିଛନ୍ତି ୯ନଂ ୱାର୍ଡର ଯୁବ ବିଜେଡି ସଂଗଠକ ପ୍ରକାଶ କୁମାର ବେହେରା। ବିଜେଡି ଦଳୀୟ…
Read More...

ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ଡିଆଇଜି ଓ ଏସ୍‍ପି

ପିପିଲି : କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ ସୋମବାର ପିପିଲି ଗସ୍ତରେ ଆସି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ପୁରୀ ଏସ୍‍ପି ଡ଼ଃ କନ୍‍ୱର ବିଶାଳ ସିଂଙ୍କ ସହ ଡିଆଇଜି ପିପିଲି ଏସ୍‍ଡିପିଓଙ୍କ…
Read More...

ବରପାଲି ଆଦିବାସୀ ସଂଘର ଚେତାବନୀ

ବରପାଲି : ବରପାଲି ବ୍ଲକ ଆଦିବାସି ସଂଘ ପକ୍ଷରୁ ଏକ ଆଲୋଚନା ସଭା ସଂଘ କାର୍ଯ୍ୟାଳୟ ପରିସରରେ ହୋଇଯାଇଛି। ବ୍ଲକ ସଭାପତି ଧରମରାଜ ସିଂ ବରିହାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବରେ…
Read More...

ଶୋଚନୀୟ ଅବସ୍ଥାରେ ରେଶମ କେନାଲରାସ୍ତା

ବରପାଲି : ବରପାଲି ବ୍ଲକ ବଲିଟିକ୍ରା ରେଶମ କେନାଲରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଥିବା ବେଳେ ସାଧରଣ ଲୋକଙ୍କ ଯାତାୟତରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଉଛି। ଉପୁଜୁଥିବା ସମସ୍ୟାର ସ୍ଥାୟୀ…
Read More...

ପଞ୍ଚାୟତସ୍ତରୀୟ ବିଜେଡି ସଙ୍ଗଠନ କର୍ମୀ ସମ୍ମିଳନୀ

ବୋଲଗଡ଼ : ବୋଲଗଡ ବ୍ଲକ ଅନ୍ତର୍ଗତ ବଡକୁମାରୀ ପଞ୍ଚାୟତର ନାଏବ ସରପଞ୍ଚ ବିଜୟ କୁମାର ତାରେଣିଆଙ୍କ ଆବାହକତ୍ୱରେ ଓ ସରପଞ୍ଚ ହୁଲାସ ପ୍ରଧାନ ଏବଂ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ମିଳିତ ସଂଯୋଜନାରେ ପଞ୍ଚାୟତସ୍ତରୀୟ…
Read More...

ଖାଦ୍ୟସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବୋଲଗଡ଼ : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ୍ କଲଚରାଲ ସେଣ୍ଟର ଆଣ୍ଡ ଦି ହଙ୍ଗର ପ୍ରୋଜେକ୍ଟ ଆନୁକୁଲ୍ୟରେ ବୋଲଗଡ ବ୍ଲକ ପରିସରରେ ଖାଦ୍ୟ ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ…
Read More...

ବାଲ୍ୟ ବିବାହ ବନ୍ଦ ପାଇଁ କମିଟି ଗଠନ

ବାଙ୍କୀ/ଡମପଡ଼ା : ବାଙ୍କୀ ଡମପଡ଼ା ବ୍ଳକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟଠାରେ ଡମପଡ଼ା ବ୍ଲକ ସି.ଡି.ପିଓ ନର୍ମଳା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଏକ ବୈଠକ…
Read More...

ବାଙ୍କୀ ଅବକାରୀ ବିଭାଗର ଚଢ଼ଉ; ୪ ଗିରଫ

ବାଙ୍କୀ : ବାଙ୍କୀ ଅବକାରୀ ବିଭାଗ ଏସ୍‌.ଆଇ ତେଲେସ୍କର ଲାକ୍ରାଙ୍କ ତତ୍ୱାବଧାନରେ ଆଜି ୫ ଜଣିଆ ଅବକାରୀ ଟିମ୍‌କୁ ନେଇ ବାଙ୍କୀର ବିଭିନ୍ନ ସ୍ଥାନରେ ବିକ୍ରୀ ହେଉଥିବା ଦେଶୀ ଚୋରାମଦ ଆଡ୍ଡାସ୍ଥଳୀରେ ଚଢ଼ଉ ହୋଇଛି। ଭଗିପୁର…
Read More...

ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଗଣନା ଶେଷ ; ଡିଜିଟାଲ ସର୍ଭେ ଆପ ମଧ୍ୟମରେ ଛଅଦିନଧରି ଚାଲିଥିଲା ଗଣନା

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ରେଞ୍ଜରେ ବୁଧୁବାରଠାରୁ ଆରମ୍ଭ ହୋଇଥିବା ବାଘ ଗଣନା କାର୍ଯ୍ୟକ୍ରମ ସୋମବାର…
Read More...

ଅର୍ଥ ସାଜିଛି ବାଧକ : କ୍ୟାନ୍‌ସର ରୋଗରେ ପୀଡିତ ରଘୁ ମଳିକ, କାମରେ ଲାଗୁନି ବିଜୁ କୃଷକ କଲ୍ୟାଣ ଯୋଜନା ବୀମା କାର୍ଡ

ମୋହନା : ଦିନ ମଜୁରୀଆ ରଘୁ ମଳିକ । କୋଶେ ଗଲେ ପୋଷେ ଆଣି ଚଳୁଥିଲା ସୁଖ ଦୁଃଖର ସଂସାର । ହେଲେ କ୍ୟାନ୍ସର ରୋଗ ଛଡାଇ ନେଲା ସବୁ ସୁଖ । ଆଣି ଦେଲା ଦୁଃଖର ପାହାଡ଼ । ଏବେ ଅସହାୟ ଅବସ୍ଥାରେ ବିଛଣାରେ ପଡି ମୃତ୍ୟୁ ସହ…
Read More...

୧୬୧ ଜଣଙ୍କର ପରୀକ୍ଷଣ, ଜଣେ କରୋନା ଆକ୍ରାନ୍ତ

ଆଠଗଡ : ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୨ଟି ସ୍ଥାନରେ ରବିବାର ଦିନ କରାଯାଇଥିବା ୧୬୧ ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ବ୍ରହ୍ମପୁର…
Read More...

ମାନପୁର ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ

ଆଠଗଡ : ଆଠଗଡ ବ୍ଲକର ବେଣ୍ଟପଦା ପଞ୍ଚାୟତ ଅଧିନସ୍ଥ ମାନପୁର ଗ୍ରାମରେ ୨ଦିନିଆ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶନିବାର ଗ୍ରାମର ବହୁ ମହିଳା ଓ ପୁରୁଷ ନିକଟସ୍ଥ ସାପୁଆନଦୀରୁ ଜଳକଳସ ଧାରଣ କରି ସାମାଜିକ…
Read More...

ଇନରହ୍ୱିଲ କ୍ଲବ ପକ୍ଷରୁ ଆତ୍ମନିର୍ଭର ହେବା ପାଇଁ ଯୁବକଙ୍କୁ ସହାୟତା

ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ ଏବଂ କଟକ ସେଣ୍ଟ୍ରାଲ ଇନରହ୍ୱିଲ କ୍ଲବ ପକ୍ଷରୁ ମିଳିତ ଭାବେ ଦୁର୍ଦ୍ଦିନରେ ଥିବା ଜଣେ ଯୁବଙ୍କୁ ଆତ୍ମନିର୍ଭର ହେବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏକ ହୋଟେଲରେ କାମ କରୁଥିବା…
Read More...

ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ଚିକିତ୍ସା ବାହାନ ଧରି ବାବୁଙ୍କ ପିକ୍‌ନିକ୍‌ ଯାତ୍ରା

ଟିଟିଲାଗଡ଼ : ରାଜ୍ୟ ସରକାର ତାଙ୍କ ପଞ୍ଚମ ପାଳିରେ ତଳସ୍ତର ଅଧିକାରୀଙ୍କୁ ଜନସାଧାରଣଙ୍କ ସେବା ପ୍ରତି ଜାଗତିଆର କରିବାରୁ ପ୍ରଥମ ଥର ପାଇଁ ୫-ଟି ଲାଗୁ କରିଛନ୍ତି। ଏନେଇ ସରକାରଙ୍କ ଠାରୁ ବେତନଭୋଗୀ ବାବୁ ନିଜ ଦାୟିତ୍ୱ…
Read More...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ୍ ଅଭିଯୋଗ

ଆଗଲପୁର : ଆଗଲପୁର ବ୍ଲକ ହରଭଙ୍ଗା-ମୁରସୁଣ୍ଡ ରାସ୍ତାରେ ଜଣେ ଫାଇନାନ୍ସ କମ୍ପାନିର କର୍ମଚାରୀଙ୍କଠାରୁ  ଶନିବାର ଅପରାହ୍ନ ୫ଟା ସମୟରେ ୩୨ ହଜରା ୭ଶହ ଟଙ୍କା ଲୁଟ ହୋଇଥିବା ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି। ସୂଚନା…
Read More...

ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ନାହାନ୍ତି ସ୍ୱାସ୍ଥ୍ୟକର୍ମୀ ; ଗର୍ଭବତୀ ମହିଳାଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା, ନିଯୁକ୍ତି…

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଏନ୍ଏମ୍ ଓ ସ୍ୱାସ୍ଥ୍ୟ କର୍ମୀ ନଥିବା ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ଏହି ପଦବୀଗୁଡିକ ପୂରଣ କରିବା ପାଇଁ…
Read More...

ବେଲପଡା ୨୬ ନମ୍ବର ଜିଲା ପରିଷଦ ଉପ ନିର୍ବାଚନ ; ୨୯ ହଜାର ୭୦୭ ଭୋଟରଙ୍କ ହାତରେ ୪ ପ୍ରାର୍ଥୀଙ୍କ ଭାଗ୍ୟ

ବେଲପଡା : ବେଲପଡ଼ା ୨୬ ନମ୍ବର ଜିଲା ପରିଷଦ ଉପ ନିର୍ବାଚନ । ଆଉ ଦିନକ ପରେ ଅର୍ଥାତ୍ ୨୨ ତାରିଖ ମଙ୍ଗଳବାର ଦିନ ହେବ ଭୋଟ। ଏଥିପାଇଁ ସରଗରମ ବେଲପଡ଼ା ରାଜନୀତି। ନେତା, ମନ୍ତ୍ରୀ ପ୍ରଚାର କରି ଗଲେଣି। ବିକାଶ ପାଇଁ ନିଜ…
Read More...

ପିପିଲି ପ୍ରିମିୟର ଲିଗ୍‍ ଫାଇନାଲ ; ଟ୍ରଫି ଫାଇଟରକୁ ହରାଇ ପିଚ୍‍ ସ୍ମାସର ଚମ୍ପିୟାନ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ପଦାସାହି ସ୍ଥିତ ଇନ୍ଦିରା ମଇଦାନ ଠାରେ ନୀଳକଣ୍ଠେଶ୍ୱର କ୍ରିକେଟ୍‍ କ୍ଲବ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ପିପିଲି ପ୍ରିମିୟର ଲିଗ୍‍ ଟେନିସ୍‍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର…
Read More...

ଅଙ୍ଗନୱାଡି ଦିଦିଙ୍କ ଦୁର୍ନୀତି ଯୋଗୁଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ……

ରେଙ୍ଗାଲି : ଲୁରୁପାଲି ଗ୍ରାମରେ ଆଜିକୁ ଦୁଇ ମାସ ଧରି ଅଙ୍ଗନୱାଡି କର୍ମୀ ଓ ଅଭିଭାବକଙ୍କ ମଧ୍ୟରେ ଗୋଷ୍ଟି କନ୍ଦଳ ଲାଗି ରହିଛି। ଉକ୍ତ ଗ୍ରାମର ୧ନଂ ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ କର୍ମୀଙ୍କ  ଦୁର୍ନୀତି ପୂର୍ଣ୍ଣ…
Read More...

ନିଖୋଜ ଶିଶୁପୁତ୍ର ଉଦ୍ଧାର ; ପରିବାରକୁ ହସ୍ତାନ୍ତର କଲା ପୁଲିସ

ପିପିଲି : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ୧୦ ବର୍ଷୀୟ ଶିଶୁପୁତ୍ରକୁ ପିପିଲି ପୁଲିସ ସାତଶଙ୍ଖ ବଜାରରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି । ସୂଚନା ଅନୁଯାଇ, ଶନିବାର ବିଳମ୍ବିତ ରାତିରେ ସାତଶଙ୍ଖ…
Read More...

ଆଗକୁ ନୂଆବର୍ଷ : ପର୍ଯ୍ୟଟକଙ୍କ ମନ ଜିଣିବ ବିମୁଗ୍ଧ ଅଂଶୁପା

ବାଙ୍କୀ : କୋଭିଡ ପ୍ରଭାବରେ ଦୀର୍ଘ ୮ମାସ ପରେ ପର୍ଯ୍ୟଟନସ୍ଥଳୀ ଅଂଶୁପା ପର୍ଯ୍ୟଟଙ୍କ ପାଇଁ ଖୋଲିବା ପରେ ଏବେ ସ୍ଥାନୀୟ ଦାୟିତ୍ୱରେ ଥିବା ମା ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀର ୫୦ରୁ ଅଧିକ ସଦସ୍ୟାଙ୍କ ଜୀବନ ଜୀବିକା ପାଇଁ…
Read More...

ବୋଲଗଡ ମଣ୍ଡଳ ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର

ବୋଲଗଡ଼ : ଭାରତୀୟ ଜନତାପାର୍ଟର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରସାଦ ନଡ୍ଡାଙ୍କ ଆହ୍ୱାନକ୍ରମେ ସାରା ଦେଶରେ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଚାଲୁରହିଅଛି। ଏହି ଅବସରରେ ଦଳୀୟ ସଙ୍ଗଠନକୁ ସର୍ବସ୍ପର୍ଶୀ,…
Read More...

ନରସିଂହଙ୍କ ନିଶାଣରେ ରାଜ୍ୟ ସରକାର : ମନ୍ଦିର ଉନ୍ନତି କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ଅଣଦେଖା

ବଲାଙ୍ଗିର : ରାଜ୍ୟରେ ମନ୍ଦିର ତଥା ଧାର୍ମିକ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ବିକାଶ ଓ ଅନୁଦାନର ବ୍ୟବସ୍ଥା କରୁଛନ୍ତି। ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ…
Read More...

ମିଲିଂ କ୍ଷମତା ଯାଞ୍ଚ ; ଏକଜୁଟ ହେଇପାରିବ ତ ଟିମ୍!

ବଲାଙ୍ଗିର : ବଲାଙ୍ଗିର ଜିଲାର ୪୬ ରାଇସ୍ ମିଲର୍ସଙ୍କ ମିଲ୍‌ରେ ଥିବା ମିଲିଂ କ୍ଷମତାକୁ ନେଇ ‘ସମାଜ’ରେ ପ୍ରଶ୍ନ ଉଠିବା ପରେ ଜିଲାପାଳ ଚଞ୍ଚଳ ରାଣା ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଟିମ୍ ଗଠନ…
Read More...

କର୍କଟ ପୀଡିତାଙ୍କୁ ସହାୟତାର ହାତ ବଢାଇଲା ଜିଲ୍ଲା ରେଡକ୍ରସ୍

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ସୀମାନ୍ତ ରେ ଥିବା ଧନକଉଡା ବ୍ଳକ୍ କିଲାସମା ପଞ୍ଚାୟତ ଅନ୍ତର୍ଗତ ଗୌଡପାଲି ଗ୍ରାମର ଚିନମାଲି ପ୍ରଧାନ ନାମ୍ନୀ ଜନୈକ ଗରିବ ମହିଲା କର୍କଟ ରୋଗରେ ପୀଡିତ ଅଛନ୍ତି।…
Read More...

ମିଲର୍ସ-ବେପାରୀଙ୍କ ଜାଲରେ ଛନ୍ଦି ହୋଇଯାଇଛି ଧାନ ସଂଗ୍ରହ ନୀତି

ରେଙ୍ଗାଲି : ସରକାର ଙ୍କ ଧାନ ସଂଗ୍ରହ ନୀତି ମିଲର୍ସ ଏବଂ ବେପାରୀ ତଥା ଦଲାଲ୍ ମାନଙ୍କ ଜାଲ୍ ରେ ଛନ୍ଦି ହୋଇଯାଇଛି। ଧାନକ୍ରୟ କେନ୍ଦ୍ରମାନଙ୍କରେ ଧାନ କିଣାବିକାରେ ସଂପୃକ୍ତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ…
Read More...

ଦେଓଗାଁ ବ୍ଲକ ବିଜେଡିର ସାମ୍ବାଦିକ ସମ୍ମିଳନୀ ; ପ୍ରସ୍ତାବିତ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି

ଦେଓଗାଁ : ଦେଓଗାଁ ବ୍ଲକ ବିଜେଡ଼ି ପକ୍ଷରୁ ଶନିବାର ଦେଓଗାଁ ଡ଼ାକ ବଙ୍ଗଳାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ…
Read More...

ବ୍ଲକ ସ୍ତରୀୟ କଂଗ୍ରେସ ସମ୍ମିଳନୀ

ଦେଓଗାଁ :  ଶନିବାର ଦେଓଗାଁ ଡାକ ବଙ୍ଗଳା ପରିସରରେ ଦେଓଗାଁ ବ୍ଲକ କଂଗ୍ରେସ କମିଟିର ସଭାପତି ଯୁଗେଶ୍ୱର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଦଳର ବଲାଙ୍ଗିର…
Read More...

ଶିକାର ପାଇଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଆଗଲପୁର : ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛେଲିଆପାଟ ନିକଟସ୍ଥ ହରଭଙ୍ଗା ଗ୍ରାମର ରବିନ୍ଦ୍ର ସିଂ(୨୫) ଗୁରୁତର ହୋଇଛନ୍ତି। ସେ ମଜୁରି କାମ ପାଇଁ ବିଶାଲପାଲି ଗ୍ରାମକୁ ଯାଉଥିଲେ।…
Read More...

ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି

ଆଗଲପୁର : ଚାଷୀଙ୍କ ସୁବିଧା ପାଇଁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସରକାର ଚାଷୀମାନଙ୍କ ପାଇଁ ଟୋକନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ଟୋକନ ବ୍ୟବସ୍ଥାରେ ଅନେକ ତ୍ରୁଟି ଥିବାରୁ ଏହି ଟୋକନ ବ୍ୟବସ୍ଥାକୁ ସୁଧାର…
Read More...

ବଙ୍ଗୋମୁଣ୍ଡାରେ ୨୭ତମ କୁରାଳ ପୂଜା

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦରର ଚାରି ଛକ ନିକଟରେ ବଙ୍ଗୋମୁଣ୍ଡା କୁମ୍ଭକାର ସମାଜ ପକ୍ଷରୁ ଚଳିତ ବର୍ଷ ୨୭ତମ କୁରାଳ ପୂଜା ପାଳିତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ଜଳାଶୟରୁ ପୂର୍ଣ୍ଣ…
Read More...

୨ ଦିନରେ ୧୭୪ ଆଣ୍ଟିଜେନ ପରୀକ୍ଷା, ୫ ପଜିଟିଭ

ଆଠଗଡ : ଆଠଗଡ ବ୍ଲକ ଅଞ୍ଚଳରେ ଗୁରୁବାର ଓ ଶୁକ୍ରବାର ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ୧୭୪ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।…
Read More...

ଇନରହ୍ୱିଲ୍ କ୍ଲବର ପରିବେଶ ସଚେତନତା ଓ ବୃକ୍ଷରୋପଣ

ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ ଏବଂ କଟକ ସେଣ୍ଟ୍ରାଲ ଇନରହ୍ୱିଲ କ୍ଲବର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଆଠଗଡର ରାସରସିକପୁର ୟୁଜିୟୁପି ସ୍କୁଲ ପରିସରରେ ପରିବେଶ ସଚେତନତା  ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ…
Read More...

ଆଠଗଡ ନଗର ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର

ଆଠଗଡ : ରାଜ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଶୁକ୍ରବାର ଆଠଗଡ ନଗର ମଣ୍ଡଳ…
Read More...

ଭିରୁଡାରେ ଅବକାରୀ ଚଢଉ, ୧୮୦୦ଲିଟର ପୋଚ ଜବତ

ଆଠଗଡ/ତିଗିରିଆ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଡାକ୍ତର ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଭୋର ସମୟରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରେ ଜୋରଦାର…
Read More...

ଆଠଗଡରେ ନୂତନ ଯୋଗାଣ ଅଧିକାରୀଙ୍କ ଯୋଗଦାନ

ଆଠଗଡ : ଆଠଗଡରେ ଦୀର୍ଘ ୪ମାସ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ପଦବୀଟି ଖାଲି ପଡିଥିବାବେଳେ ଶୁକ୍ରବାର ନୂତନ ସହକାରୀ ଯୋଗାଣ ଅଧିକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ନୂତନ ସହକାରୀ ଯୋଗାଣ ଅଧିକାରୀ ଭାବେ ଦେବାଶିଷ…
Read More...

ବାଙ୍କୀ କଲେଜ ରୋଭର ରେଞ୍ଜର୍ସ ପକ୍ଷରୁ ଯୋଗ ପ୍ରଶିକ୍ଷଣ ଶିବିର ଉଦ୍‌‌ଘାଟିତ

ବାଙ୍କୀ/ଡମପଡ଼ା : ବାଙ୍କୀ ସ୍ୱୟଂଶସିତ ମହାବିଦ୍ୟାଳୟ ରୋଭର ଏବଂ ରେଞ୍ଜର୍ସ ବିଭାଗ ପକ୍ଷରୁ ଏକ ପାଞ୍ଚ ଦିନିଆ ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଉଦ୍ ଘାଟିତ ହୋଇଯାଇଛି । ଏନ.ଏ.ସି ଅନ୍ତର୍ଗତ ଶିଶୁଆ ଉ.ପ୍ରା ବିଦ୍ୟାଳୟ…
Read More...

୬ଟି ନୂତନ ରାଜସ୍ୱ ନିରକ୍ଷକ କାର୍ଯ୍ୟାଳୟ ପାଇଁ ବିଧାୟକଙ୍କୁ କୃତଜ୍ଞତା

ବାଙ୍କୀ/ଡମପଡ଼ା : ବାଙ୍କୀ ଉପଖଣ୍ଡର ଉଭୟ ବ୍ଲକରେ ଛଅଗୋଟି ନୂତନ ରାଜସ୍ୱ ନିରକ୍ଷକଙ୍କ ସର୍କଲ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ଜାହିର କରିଛନ୍ତି ।  ଏନେଇ ବାଙ୍କୀ ବିଧାୟକ…
Read More...

ସୁନା ଦୋକାନୀକୁ ଚକମା ଦେଇ ଲୁଟି ନେଲେ ୪୦ ଗ୍ରାମର ଅଳଙ୍କାର 

ବାଙ୍କୀ/ଡମପଡ଼ା : ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଆଦିମାତା ଛକ ନିକଟ ଅର୍ଣ୍ଣପୂର୍ଣ୍ଣା ଜୁଏଲାରୀ ୱାର୍କସପ୍‌ରୁ ସୁନା ଦୋକାନୀକୁ ଚକମା ଦେଇ ଲୁଟେରା ୪୦ ଗ୍ରାମର ସ୍ୱର୍ଣ୍ଣଅଳଙ୍କାର ଲୁଟି ନେଇଥିବା…
Read More...

ଫାଲେରିଆ ରୋଗ ନିରାକରଣ ପାଇଁ ଜିଲା ସ୍ତରୀୟ ବୈଠକ

ଫୁଲବାଣୀ : ଫାଇଲେରିଆ ରୋଗ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଆଜି ଜୁମ୍ ମାଧ୍ୟମରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି।  ଜିଲ୍ଲାରେ ପ୍ରଥମ କରି ଏହି…
Read More...

ଅପହଁଚ ଇଲାକା : ଜମି ଥାଇ ମଧ୍ୟ ବାସ୍ତୁହରା ଜୀବନ ଜୀଉଛନ୍ତି ଦେଚୁଆଁ ଗ୍ରାମବାସୀ

ବରଗଡ (ବାଲାଜୀ ବିଭୁରଂଜନ ତରାସିଆ): ସ୍ୱାଧୀନ ଭାରତରେ ଦୀର୍ଘ ୭୨ ବର୍ଷ ହେଲା ସ୍ୱାଧୀନ ଜୀବନ ଜୀଉଁଥିଲେ ମଧ୍ୟ ଆଜିଯାଏଁ ସେମାନେ ସ୍ୱାଧୀନ ପ୍ରଜା ଭାବେ ମାନ୍ୟତା ପାଇନାହାନ୍ତି। ଇଂରେଜ ଅମଳରୁ ଗୋଟିଏ ସ୍ଥାନରେ ଚାଷବାସ…
Read More...

‘ସମାଜ’ର ପ୍ରଭାବ : ଖବର ପ୍ରକାଶ ପରେ, ମିଲିଂ କ୍ଷମତା ଯାଞ୍ଚ ପାଇଁ ଟିମ୍ ଗଢିଲେ ଜିଲାପାଳ

ବଲାଙ୍ଗିର : ମୁହଁ ଫୁଟାଣି ମାରୁଥିଲେ ମିଲର୍ସ। ମନଇଚ୍ଛା ଅଫିସରେ ବସି ମିଲିଂ କ୍ଷମତା(ଟନେଜ୍) ବଢେଇ ଚାଲିଥିଲେ। ଜିଲାର ସମସ୍ତ ମିଲର୍ସଙ୍କୁ ଦୋଷ ଦେଉନୁ, କିନ୍ତୁ ଅନେକ ମିଲର୍ସ ଅଫିସରେ ବସି ବାବୁ ଭାୟାଙ୍କୁ ହାତ…
Read More...

ଫଳ ବଜାରରେ ନିଆଁ ଲାଗିଲା ; ୧୩ ଦୋକାନୀ କ୍ଷତିଗ୍ରସ୍ତ, ୭ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ବଲାଙ୍ଗିର : ଗୁରୁବାର ରାତିରେ ବଲାଙ୍ଗିର ସରକାରୀ ବସ୍‌ ଷ୍ଟାଣ୍ଡ ନିକଟରେ ଥିବା ଫଳ ବଜାରରେ ନିଆଁ ଲାଗି ଫଳ ବେପାରୀଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡିଯାଇଛି। ଶୁକ୍ରବାର ସକାଳେ ବ୍ୟବସାୟୀମାନେ ପହଞ୍ଚିବା ସହ…
Read More...

କଂଟାବାଂଜି ପୁଲିସ ଦ୍ୱାରା ୨୩ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଂଜି : କଂଟାବାଂଜି ପୁଲିସ ଦ୍ୱାରା ଗୁରୁବାର ବିଳମ୍ବିତ ରାତିରେ ଡୁମେରଚୁଆଁ-କଂଟାବାଂଜି ରାସ୍ତା ମହାବୀର ରେସିଡେନ୍ସି ନିକଟରେ ଲିଙ୍କ୍ ଏକ୍ସପ୍ରେସଯୋଗେ ବିଳମ୍ବିତ ରାତିରେ ହାଇଦ୍ରାବାଦ ଚାଲାଣ ହେବାକୁ ଥିବା…
Read More...

ବିଜେଡିର ନୂଆ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ

ଆଠଗଡ : କଟକ ଜିଲ୍ଲା ବିଜୁ ଜନତା ଦଳ କମିଟି ପୁର୍ନଗଠିତ ହୋଇଥିବାବେଳେ ଏଥିରେ ସ୍ଥାନ ପାଇଥିବା ଆଠଗଡ ବିଜେଡିର ନେତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଆଠଗଡ ବ୍ଲକର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ…
Read More...

ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ଆଠଗଡ : ପୁରୁଣା କଟକ-ସମ୍ବଲପୁର ରାସ୍ତାର ବୀରକିଶୋରପୁର ନିକଟବର୍ତ୍ତୀ ରାଧାପତିପୁର ଗ୍ରାମ ନିକଟରେ ଏକ ଟିଭିଏସ ଏକସେଲ୍ ମୋପେଡ୍ ଦୁଇ ଟ୍ରକ ମଝିରେ ପିଟି ହେବାରୁ ଦୁଇଜଣ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।…
Read More...

ଆଠଗଡରେ ନୂଆ ଡେପୁଟି କଲେକ୍ଟରଙ୍କ ଯୋଗଦାନ

ଆଠଗଡ : ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ପ୍ରଥମ କରି ଜଣେ ଡେପୁଟି କଲେକ୍ଟର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ସାକ୍ଷାତ କରି ନୂଆ ଡେପୁଟି କଲେକ୍ଟର ସାରଦାକାନ୍ତୀ ଦଳାଇ…
Read More...

ଖରିଫ୍ ଧାନ ବିକ୍ରୟ ଲାଗି ସଚେତନତା ରଥ ବୁଲିଲା

ଆଠଗଡ : ଚଳିତ ଖରିଫ୍ ଋତୁରେ କୃଷକମାନେ ମଣ୍ଡିରେ ସେମାନଙ୍କର ବଳକା ଧାନ ବିକ୍ରୟ କରିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଏକ ସଚେତନତା ରଥର ଗୁରୁବାର ଶୁଭାରମ୍ଭ କରାଯାଇଛି। ଚଳିତମାସ ୨୩ତାରିଖରୁ ଜିଲ୍ଲା ତଥା ଆଠଗଡ…
Read More...

ପଞ୍ଚାୟତ ପିଣ୍ଡାରେ ଟଳି ପଡିଲେ ବୃଦ୍ଧ

ବୁଗୁଡ଼ା : ବୁଟ ଡାଲି ଆଣିବାକୁ ଯାଇ ପଞ୍ଚାୟତ ବାରଣ୍ଡାରେ ଅପେକ୍ଷା କରି ବସିଥିବା ବେଳେ ଟଳି ପଡିଲେ ବୃଦ୍ଧ। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର କାର୍ଯ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କୁ ସଙ୍ଗେ…
Read More...

ଜୀବ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଜନଜାତିଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗବେଷଣା

ନବରଙ୍ଗପୁର : ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ରହିଥିବା ଆଦିବାସୀଙ୍କ ସ୍ବାସ୍ଥ୍ୟ ଓ ପୋଷଣ  ଗବେଷଣା ଅନୁଷ୍ଠିତ ହୋଇଛି । ନବରଙ୍ଗପୁର ଜିଲ୍ଲାର ଗଣ୍ଡ,ପ୍ରଜା, ଭତ୍ରା,କନ୍ଧ ଓ  ସଉରା…
Read More...

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଫର୍ମ ଦେଲିଣି ୧୨ ଥର….

ବଲାଙ୍ଗିର : ଥରେ କି ଦୁଇ ଥର ନୁହେଁ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ୧୨ ଥର ଫର୍ମ ଭର୍ତ୍ତି କରି ଦେଇଛି। ଗଲା ୫ ବର୍ଷ ହେଲା ଧାଉଁଛି। ହେଲେ ମୋର ଫର୍ମ ସରକାର ବାବୁମାନେ ଦେଖୁ ନାହାନ୍ତି। ଯେତେଥର ଗଲେ ଏଥର ହେଇଯିବ…
Read More...

ଟ୍ରେନରେ ହାତକଟା ଘଟଣା ; ମିଳିନି କ୍ଷତିପୂରଣ, ଜିଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର : ପ୍ରେମାଳ ଧରୁଆ। ବୟସ ମାତ୍ର ୩୦। ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ଗତ ଜୁନ ୨୨ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ବାସୁପାଲି କ୍ରସର ନିକଟସ୍ଥ ରେଲୱେ ଲାଇନରେ ତାଙ୍କ ହାତ କଟିଯାଇଥିଲା। ଟ୍ରେନ ଲାଇନ…
Read More...

ପୁଣି ନାକ୍ଟିଦେଉଳ ଅଗମ୍ୟ ଅଂଚଳରେ ଗଂଜେଇ ଚାଷ, ଲକ୍ଷାଧିକ ଟଙ୍କାର ଗଛ ନଷ୍ଟ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଓ ନାକ୍ଟିଦେଉଳ ବ୍ଲକର ବିଭିନ୍ନ ପାହଡିଆ ଅଂଚଳର ପାଦଦେଶରେ ଗତ ୨୦୦୦ ମସିହାରୁ ଗଂଜେଇ ଚାଷ ଆରମ୍ଭ ହୋଇଥିଲା । ପରବର୍ତ୍ତି ସମୟରେ ରେଢ଼ାଖୋଲ ଉପଖଣ୍ଡର ନାକ୍ଟିଦେଉଳ ବ୍ଲକର…
Read More...

ତୃତୀୟ ଦିନରେ ଗଡଜାତ ଲୋକମହୋତ୍ସବ

ହରଭଙ୍ଗା : ଚର୍ତୁଥ ଗଡଜାତ ଲୋକମହୋତ୍ସବର ପ୍ରତିଷ୍ଠା ଦିବସ ଅବସରରେ ହରଭଙ୍ଗା ବ୍ଲକ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ନେଇ ସ୍ଥାନୀୟ ବୀରନରସିଂହପୁର ବନବିଭାଗ ନର୍ସରୀସ୍ଥିତ ସଭାଗୃହରେ ଗୁରୁବାର ଏକ ସମୀକ୍ଷା ଓ ସଚେତନତା…
Read More...

ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ, ଡିଏସପି ଅଫିସରେ ଅଟକ

ନବରଙ୍ଗପୁର : ନବରଙ୍ଗପୁର ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ୩ଜଣ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଥିବାବେଳେ ସେମାନଙ୍କର ନିକଟରୁ ୩ଲକ୍ଷ ୯ହଜାର ୪୦୦  ଟଙ୍କା ଜବତ କରାଯାଇଥିବା ଜଣାପଡିଛି।…
Read More...

ପୁଣି ଲଜ୍ଜା : ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ୫୫ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ୫୫ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଖେଳୁ ଥିବା ସମୟରେ ସେହି ଗାଁର ରତ୍ନାକର…
Read More...

୨୪୩ ଜଣଙ୍କର କୋଭିଡ ପରୀକ୍ଷା, ଶୂନ୍ୟ ସଂକ୍ରମିତ

ଆଠଗଡ : ଆଠଗଡ ବ୍ଲକରେ ଗତ ୨ଦିନ ମଧ୍ୟରେ ୧୯୯ଜଣଙ୍କର ଆଣ୍ଟିଜେନ ଏବଂ ୪୩ଜଣଙ୍କର ଆରଟିପିସିଆର କୋଭିଡ ପରୀକ୍ଷା କରାଯାଇଛି। ୧୯୯ ଆଣ୍ଟିଜେନ ପରୀକ୍ଷଣରୁ ଜଣେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଏକ ଅଶ୍ୱସ୍ତିର…
Read More...

ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଟ୍ରକ୍

ଆଠଗଡ : ଅନୁଗୁଳ ଠାରୁ ଫ୍ଲାଇ ଆସ୍ ଇଟା ପାଇଁ ପାଉଁଶଗୁଣ୍ଡ ନେଇ କଟକ ଯାଉଥିବା ଏକ ୧୦ଚକିଆ ଟ୍ରକ ବୁଧବାର ସକାଳେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଙ୍କୁଲା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା।…
Read More...

ମରଣାନ୍ତକ ଆକ୍ରମଣକାରୀକୁ କୋର୍ଟ ଚାଲାଣ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଜେନାପଦାଦଳ ଗ୍ରାମରେ ଜମିବାଡି ବିବାଦକୁ ନେଇ ପୂର୍ବ ଶତ୍ରୁତାରୁ ଗତ ୧୧ତାରିଖରେ ଏକ ମରଣାନ୍ତକ ଆକ୍ରମଣ ଘଟଣା ଘଟିଥିଲା। ଜେନାପଦାଦଳ ଗ୍ରାମର ସ୍ୱର୍ଗତ ଦିବାକର ପଣ୍ଡାଙ୍କ ପୁଅ ସରୋଜ…
Read More...

ଆଠଗଡ ସହରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ; ବାଇପାସ୍ ରାସ୍ତା ପାଇଁ ଦାବି

ଆଠଗଡ : ଆଠଗଡ ସହର ମଧ୍ୟ ଦେଇ ଯାଇଥିବା ୩ଟି ମୁଖ୍ୟରାସ୍ତା ସମେତ ସହରର ବର୍ଦ୍ଧିତ ଯାନବାହାନ ଓ ଜନସଂଖ୍ୟା ଯୋଗୁଁ ସହରର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେବା ସହିତ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି।…
Read More...

ଷ୍ଟ୍ରଙ୍ଗ ଓମେନ ଓଡିଶା କିର୍ତ୍ତି ଅର୍ଜିଲେ ଆଲିଶା

ଟିଟିଲାଗଡ଼ : ଟିଟିଲାଗଡର ଝିଅ ଅଲିଶା ନାଗ ନିଜ ଅଧ୍ୟବସାୟ ବଳରେ ନିଜ ପରିବାର ତଥା ଅଞ୍ଚଳ ନାମକୁ ପ୍ରସିଦ୍ଧି ଆଣି ଦେଇଛନ୍ତି। ଓଡିଶା ପାୱାର ଲିଫ୍ଟିଙ୍ଗ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଅଲ ଓଡିଶା ଓପନ…
Read More...

ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା

ଆଗଲପୁର : ଆଗଲପୁର ଚନ୍ଦ୍ରଶେଖର ସାହିତ୍ୟ ସଂଘ ଆନୁକୂଲ୍ୟରେ ଚତୁର୍ଥତମ ମହାଲକ୍ଷ୍ମୀ ପୁଜା ପାଇଁ କଳଶଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କଳଶ ଯାତ୍ରାରେ ପୁଜାକର୍ତ୍ତା ଦାୟିତ୍ତ୍ୱ ତୁଲାଇବାପାଇଁ ନବକୀଶୋର ମେହେର…
Read More...

ୱେସ୍କୋର ଘରୋଇକରଣକୁ ନେଇ ତେଜିଲା ବିରୋଧ

ଟିଟିଲାଗଡ଼ : ରାଜ୍ୟରେ ବିଦ୍ୟୁତ ସେବା ବ୍ୟାହତ ହୋଇ ଚାଲିଥିବା ବେଳେ ସରକାରଙ୍କ ଘରୋଇ କମ୍ପାନୀ ପ୍ରୀତି ଏନେଇ ଦାୟୀ ବୋଲି ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ, ଇଞ୍ଜିନିୟର୍ସ ଏକତା ମଞ୍ଚ ବଲାଙ୍ଗିର ଶାଖା…
Read More...

ନାବାର୍ଡର ସ୍ୱଚ୍ଛତା ଅଭିଯାନ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ରିଗଡୁଲ, ଘୁଗୁରପଲା ଠାରେ ନାବାର୍ଡ ବଲାଙ୍ଗିର ତଥା ଆଶା ଅନୁଷ୍ଠାନ ମିଳିତ ସହଯୋଗରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନାବାର୍ଡ ଡିଡିଏମ…
Read More...

କପା ଚାଷୀଙ୍କୁ ସାବଧାନ କଲା ପ୍ରଶାସନ

ଟିଟିଲାଗଡ଼ : ଦେଶର ଚାଷୀ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ ପାଇଁ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିଲଣ୍ଡା ଗ୍ରାମର ୩୫ରୁ ଉର୍ଦ୍ଧ୍ବ…
Read More...

ମନ୍ମଥ ନାୟକ ହେଲେ ବେଲପଡା ତହସିଲଦାର

ବେଲପଡା : ବଲାଙ୍ଗିର ଜିଲା ବେଲପଡା ତହସିଲଦାର ଭାବେ ମନ୍ମଥ କୁମାର ନାୟକ ଯୋଗ ଦେଇଛନ୍ତି। ଶ୍ରୀ ନାୟକ ବିଦାୟୀ ତହସିଲଦାର ପ୍ରିୟରଂଜନ କୁମାରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ବେଲପଡା ତହସିଲର ବରିଷ୍ଠ ରାଜସ୍ୱ…
Read More...

ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣପରିଷଦ ପକ୍ଷରୁ ଖାତିଗୁଡା ବନ୍ଦ ସହ ଧାରଣା, ୧୪ ଦଫା ଦାବିପତ୍ର ପ୍ରଦାନ  

ନବରଙ୍ଗପୁର : ଇନ୍ଦ୍ରାବତୀ ବୁଡି ଅଞ୍ଚଳ ଗଣପରିଷଦ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଖାତିଗୁଡା ସହର ପୂର୍ବାହ୍ନ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ  ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।…
Read More...

କନ୍ଧମାଳର ୬୭ ପଞ୍ଚାୟତକୁ ମୋବାଇଲ ସେବା ଅପହଞ୍ଚ

ଫୁଲବାଣୀ : ଟାୱାର ନଥିବାରୁ କନ୍ଧମାଳ ଜିଲାର ୧୭୧ଟି ପଞ୍ଚାୟତ ମଧ୍ୟରୁ ୬୭ଟି ପଞ୍ଚାୟତକୁ ମୋବାଇଲ ସେବା ଅପହଞ୍ଚ ରହିଛି। ବଳକା ୧୦୪ ପଞ୍ଚାୟତରେ ବିଏସ୍‍ଏନ୍‍ଏଲ୍‍ ମୋବାଇଲ ସେବା ପହଞ୍ଚିଛି।  ସମଗ୍ର ଜିଲାର ୯୮ଟି…
Read More...

ବିଜୟ ଦିବସ : ମାତ୍ର ୧୩ ଦିନରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ

ଡିସେମ୍ବର ୧୬ ତାରିଖ ଆସିବା ମାତ୍ରେ ପ୍ରତ୍ୟେକ ଭାରତୀୟଙ୍କର ୧୯୭୧ ର ସେହି ଦିନ ମନେ ପଡେ। ଯେଉଁ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତର ସବୁଠାରୁ ବଡ ବିଜୟ ହାସଲ କରିଥିଲା। ଡିସେମ୍ବର ୩ରେ…
Read More...

ବିଜୟ ଦିବସ ୨୦୨୦ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଛି ୪ଟି ଯୁଦ୍ଧ

ଡିସେମ୍ବର ୧୬ ଭାରତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଏ । ଭାରତରେ ଏହି ଦିନକୁ ବିଜୟ ଦିବସ ଭାବେ ପାଳନ କରାଯାଏ । ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ସୈନିକମାନଙ୍କ ସ୍ମୃତିରେ ଡିସେମ୍ବର ୧୬ରେ ବିଜୟ…
Read More...

ଆଠଗଡ ବିକାଶ ମଞ୍ଚ ଶିଶୁମାନଙ୍କ ସହିତ ପାଳିଲେ ଧନୁସଂକ୍ରାନ୍ତି

ଗୁରୁଡିଝାଟିଆ : ଓଡିଆ ସଂସ୍କୃତି ଓ ପରମ୍ପରାରେ ଧନୁ ସଂକ୍ରାନ୍ତିର ଭୂମିକା ବେଶ ମହତ୍ତ୍ୱପୂର୍ଣ୍ଣ। ପ୍ରତ୍ୟେକ ପରିବାର ରେ ଆଜି ପରମ୍ପରାକୁ ଉଜ୍ଜିବୀତ ରଖିବାପାଇଁ ମୁଆଁକୁ ପ୍ରଭୂ ଙ୍କ ନିକଟରେ ଅର୍ପଣ କରାଯାଏ। ଏହାପରେ…
Read More...

ପିଟିହୋଇ ଘରର କାନ୍ଥ ଭାଙ୍ଗିଲା ଲୁହାପଥର ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଦେବଗଡ଼ : ଆଜି ଏକ ଅଭାବନୀୟ ଘଟଣା କ୍ରମରେ ବାରକୋଟ ବ୍ଲକ ସଦର ମହକୁମାର ଜଣେ ବ୍ୟକ୍ତିଙ୍କ ଘରେ ଏକ ଲୁହା ପଥର ବୋଝେଇ ଟ୍ରକ ପିଟିହେବା ସହ ଘରର କାନ୍ଥ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ତେବେ ସୌଭାଗ୍ୟ…
Read More...

ଚିଲିଖମା ଗାଁରୁ ବାସନ୍ଦ ଘଟଣାକୁ ନେଇ ଥାନାରେ ହେଲା ବୈଠକ, ଗ୍ରାମବାସୀଙ୍କ ଉପସ୍ଥିତିରେ ହେଲା ସମାଧାନ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଚିଲିଖମା ଗ୍ରାମରେ ଏକ ପରିବାରକୁ କିଛି ଦିନ ତଳେ ହୋଇଥିବା ବାସନ୍ଦ ଘଟଣାକୁ ନେଇ ମଙ୍ଗଳବାର ଦିନ ଏକ ବୈଠକ ବୁଗୁଡ଼ା ଥାନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ…
Read More...

ପେଶାରେ କୁଲି କାମ କରି ଜୀବିକା ଚଳାଉଥିବା ବନମାଳୀ ଯାଦୁଇ ହାତରେ ଆଙ୍କିଥାନ୍ତି ମନମହିଲା ଭଳି ଚିତ୍ର |

ନବରଙ୍ଗପୁର : ସୃଜନଶିଳ ମଣିଷ ପାଖରେ ଦାରିଦ୍ର କେବେ ପ୍ରତିବନ୍ଧକ ସାଜିପାରେନାହିଁ lଖଲାସି (କୁଲି )ହେଉଛି ତାଙ୍କର କାମ ବା ପେଶା , କିନ୍ତୁ ସେ ନିଜ ହାତରେ ଆଙ୍କିଥିବା ଚିତ୍ର ଦେଖିଲେ ଘଡ଼ିଏ ଅଟକି ଯିବେ ଆପଣ l ଆମେ…
Read More...

କଦଳୀ ଚାଷ ଯୋଗାଇଛି ରୋଜଗାର ପନ୍ଥା, ସରକାରୀ ପ୍ରୋତ୍ସାହନ ଲୋଡା

ବାଙ୍କୀ : କଥାରେ ଅଛି ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର- ଚାଷୀଭାଇ ଯୋଗାଉଛି ଦୁନିଆକୁ ଆହାର’ । ବାଙ୍କୀ ଓଡ଼ିଶାର ଏକ ପ୍ରମୁଖ କୃଷି ଭିତ୍ତିକ  ଅଞ୍ଚଳ ଭାବେ ଜଣାଶୁଣା ଥିବା ବେଳେ ଏହାର ୯୦ ପ୍ରତିଶତ ଲୋକେ କୃଷି…
Read More...

ସରକାରୀ ସହାୟତା ଅପେକ୍ଷାକୁ ଅନାଇ ବସିଛି ଆବାସ

ଚକାପାଦ : ସରାକରୀ ସହାୟତା ଅପେକ୍ଷାକୁ ଅନାଇ ବସିଛି ଆବାସ। କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ବପଲମେଣ୍ଡି(ଏଲ୍) ଗ୍ରାମ ପଂଚାୟତ ଅନ୍ତର୍ଗତ ପାନାବାଡ଼ି ଗ୍ରାମର ଆବାସ ନାୟକ ଦୀର୍ଘ ୬ବର୍ଷ ତଳେ ରାସ୍ତାର ଯିବା ବେଳେ…
Read More...

ବାଇକକୁ ଧକ୍କାଦେଲା ମିନି ଟ୍ରକ : ଗୃହରକ୍ଷୀ ମୃତ,ଶିଶୁ କନ୍ୟା ଓ ବୃଦ୍ଧ ଗୁରୁତର

ଦେବଗଡ଼ : ଆଜି ସଂଧ୍ୟାରେ ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡା ହନୁମାନ ମନ୍ଦିର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ମିନିଟ୍ରକ ଏକ ବାଇକକୁ ଧକ୍କାଦେବା ଫଳରେ ଘଟଣା ସ୍ଥଳରେ ଜଣେ ଗୃହରକ୍ଷୀଙ୍କର ମୃତ୍ୟୁ ଘଟିଛି।…
Read More...

ଚଉଷଠି ଯୋଗିନୀ ପୀଠରେ ପିଇବା ପାଣି ସମସ୍ୟା, ପର୍ଯ୍ୟଟକ ହଟହଟା

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ପ୍ରଶାସନିକ ଅବହେଳା ଯୋଗୁଁ ଅବକ୍ଷୟମୁଖୀ ହୋଇପଡିଛି। ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଏହି ଐତିହ୍ୟ ପୀଠକୁ…
Read More...

ଗନ୍ଧରାବନ୍ଧ ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଗନ୍ଧରାବନ୍ଧ ପଞ୍ଚାୟତରେ ମଧ୍ୟ ଏହି ଦୁର୍ନୀତି ନେଇ ଅଭିଯୋଗ ହେଲେ ବି…
Read More...

ବିଦ୍ୟୁତ ବିଭ୍ରାଟ ନେଇ ଆଗଲପୁରରେ ଅସନ୍ତୋଷ

ଆଗଲପୁର : ଗତ ୨ ଦିନ ହେବ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ଆଗଲପୁର ବ୍ଲକ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଗତ ୨ ଦିନ ହେବ ବିଦ୍ୟୁତ ଅଧଘଣ୍ଟା ରହିଲେ ୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହୁଛି।…
Read More...

ଲୋଇସିଂହା ବ୍ଲକ କଂଗ୍ରେସ କମିଟି ବୈଠକ

ଲୋଇସିଂହା : ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଅନୁଷ୍ଠିତ ବ୍ଲକ କଂଗ୍ରେସ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସର୍ବସମ୍ମତି କ୍ରମେ ଅରବିନ୍ଦ ସାହୁଙ୍କୁ ବ୍ଲକ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବରେ…
Read More...

ମାଥନପଲା ଡ୍ୟାମକୁ ଅବହେଳା,ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ନିରବତା ନେଇ ପ୍ରଶ୍ନ

ଟିଟିଲାଗଡ଼ : ପ୍ରାୟ ବର୍ଷକ ପରେ ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ସୋମବାର ଜିଲାସ୍ତରୀୟ ଅଧିକାରୀଙ୍କ ସହ ତାଙ୍କ ଟିଟିଲାଗଡ ବିଧାନସଭା ନିର୍ବାଚନ…
Read More...

ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲେ ବିଧାୟକ

ପାଟଣା : ଘଟଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଘଟଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରୀ ନାରାୟଣ ପାତ୍ର ଯୋଗ ଦେଇ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୨୬ ଜଣ ହିତାଧିକାରୀଙ୍କୁ…
Read More...

୩୪୦ ଏକର ଜମିରୁ ବେଆଇନ ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ : ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡ଼ା ପଂଚାୟତ ଅନ୍ତର୍ଗତ ଟାମଟିଙ୍ଗିଆ, ଉପର ଟାଟଙ୍ଗିଆ, ବୁଡ଼ିଗୁଡ଼ା ଭଳି କେତେକ ଗ୍ରାମର ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୬୦ ଏକର ଜମିରୁ ଗଂଜେଇ…
Read More...

ବଲାଙ୍ଗିର ସ୍ୱତନ୍ତ୍ର ଜେଲ୍ ; ବିଳାସପୂର୍ଣ୍ଣ ଜୀବନ ବିତାଉଛିନ୍ତି କୁଖ୍ୟାତ ସୁଶାନ୍ତ ଧଳସାମନ୍ତ

ବଲାଙ୍ଗିର : ଜେଲ୍ କର୍ତ୍ତୃପକ୍ଷ କହୁଥିଲେ ସବୁ ଠିକ୍‌ଠାକ୍ ଚାଲିଛି। ଜେଲ୍ରେ ଯେମିତି ଅନ୍ୟ ଅନ୍ତେବାସୀମାନେ ରହୁଛନ୍ତି ଠିକ୍ ସେମିତି ରହୁଛନ୍ତି ‘ଡି’ ବ୍ରଦର୍ସ ଗ୍ୟାଙ୍ଗର ସୁଶାନ୍ତ ଧଳସାମନ୍ତ। କୌଣସି ପ୍ରକାରର…
Read More...

ନକ୍ସଲ ପ୍ରବଣ ଅଞ୍ଚଳ ଗସ୍ତରେ ପୁଲିସ ଡିଜି ; କ୍ୟାମ୍ପ୍ ପରିଦର୍ଶନ ଓ ସମୀକ୍ଷା କଲେ

ଲାଞ୍ଜିଗଡ଼ : ନକ୍ସଲ ଦମନ ପାଇଁ ସରକାର କଠୋର ନୀତି ଅବଲମ୍ବନ କରିବା ସହ ନକ୍ସଲ ପ୍ରବଣ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ସହଯୋଗରେ ସିଆର୍ପିଏଫ୍ ଓ ବିଏସ୍ଏଫ୍ କ୍ୟାମ୍ପ୍ ସବୁ ସ୍ଥାପନ ସହିତ ବାରମ୍ବାର କମ୍ବିଂ ଓ ସର୍ଚ୍ଚ…
Read More...

ରାଜ୍ୟସଭା ସାଂସଦଙ୍କ ସହ ଗସ୍ତରେ ବିଧାୟକ; ଗୁଣ୍ଡରିରେ ଉଦ୍‌ଘାଟିତ ହେଲା ବସୁଧା ପାନୀୟଜଳ ପ୍ରକଳ୍ପ

ଲାଞ୍ଜିଗଡ଼ : ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିବା ସହ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ରାଜ୍ୟର…
Read More...

ସାମାନ୍ୟ ବଚସାରୁ ଲୁହା ରଡ଼ ମାଡରେ ମୁଣ୍ଡ ଫାଟିଲା

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣି ପୋଖରୀ ପଞ୍ଚାୟତ ଦାଣ୍ଡିପଶି ଗ୍ରାମରେ ଗତକାଲି ଅପରାହ୍ନରେ ସାମାନ୍ୟ ବଚସା ନେଇ ଲୁହା ରଡ଼ ମାଡରେ ଜଣଙ୍କର ମୁଣ୍ଡ ଫାଟିଛି । ଦାଣ୍ଡିପଶି ଗ୍ରାମର ନରେନ୍ଦ୍ର ନାଏକ (୬୦)…
Read More...

ପୁରୁଖା କଂଗ୍ରେସ ନେତାଙ୍କ ପରଲୋକ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ବାସିନ୍ଦା ପୁରୁଖା କଂଗ୍ରେସ ନେତା କିରାନିକର ସେଠୀଙ୍କର ଆଜି ୭୫ ବର୍ଷ ବୟସରେ ପରଲୋକ ଘଟିଛି । କିରାନିକର ପାଟଣା ନିର୍ବାଚନ ମଣ୍ଡଳୀର ଜଣେ ପୁରୁଖା କଂଗ୍ରେସ ନେତା ଭାବେ ସେ ବେଶ…
Read More...

ଡିଆରଡିଏର ସମୀକ୍ଷା ବୈଠକ ; ଉନ୍ନୟନ କାମର ମନ୍ଥରତା ନେଇ ବର୍ଷିଲେ ଜିଲାପାଳ

ନବରଙ୍ଗପୁର : ଜିଲାର ବହୁ ଉନ୍ନୟନ ଯୋଜନା ମନ୍ଥରଗତିରେ ଚାଲିଛି। ବାରମ୍ବାର କହିବା ପରେ ମଧ୍ୟ କାମର ଆବଶ୍ୟକ ଅଗ୍ରଗତୀ ହୋଇ ପାରୁନି। ସରକାରଙ୍କର ବହୁଜନହୀତକର ଯୋଜନାର ଆଶାନୁରୂପକଭାବେ ଆଗେଇ ପାରୁନି, ବହୁ ଯୋଜନା…
Read More...

ଚତୁର ଡ୍ରାଇଭର ଆଗରେ ଫେଲ ମାରିଲା ଡକାୟତି ଗ୍ୟାଙ୍ଗଙ୍କ ଯୋଜନା, ଗିରଫ ୮ ଡକାୟତି କୋର୍ଟଚାଲାଣ

ହରଭଙ୍ଗା : ଜଣେ ଚତୁର କାର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଆଗରେ ଫେଲ ମାରିଛି କୁଖ୍ୟାତ ଡକାୟତଙ୍କ ଅପରାଧିକ ଷଡଯନ୍ତ୍ର। ଏମିତି ଏକ ଫିଲ୍ମି ଷ୍ଟାଇଲ କାର ଅପହରଣ ଏବଂ ଡକାୟତଙ୍କ ଯୋଜନା ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି…
Read More...

ବାଇକ ଧକ୍କାରେ ହକି ଖେଳାଳୀଙ୍କର ମୃତ୍ୟୁ

ଦେବଗଡ଼/ରିଆମାଳ : ରବିବାର ସଂଧ୍ୟାରେ ରିଆମାଳ ଥାନା ଅନ୍ତର୍ଗତ କିର୍ତ୍ତନପାଲି ଗ୍ରାମ(ବାଲିନାଳ) ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଧକ୍କାରେ ଜଣେ ହକି ଖେଳାଳିଙ୍କର ମୃତ୍ୟୁ ଘଟିଛି। ସେହିପରି ସମ୍ପୃକ୍ତ…
Read More...

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସରେ ଜନସଚେତନତା

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଅନନ୍ତପୁର ପଞ୍ଚାୟତ ବ୍ରହ୍ମପୁର ଓ ନୂଆଶାସନ ଠାରେ ଶନିବାର ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ଅବସରରେ…
Read More...

ହେଲମେଟ ଯାଞ୍ଚ ; ୪ଜଣଙ୍କର ଲାଇସେନ୍ସ ରଦ୍ଦ, ୩ହଜାର ଜୋରିମନା

ଆଠଗଡ : ଆଠଗଡ ପୁଲିସ ପକ୍ଷରୁ ରବିବାର ଖୁଣ୍ଟକଟା ନିକଟବର୍ତ୍ତୀ ଅଂଶୁପା ଛକଠାରେ ୨ଟି ପର୍ଯ୍ୟାୟରେ ୨ଚକିଆ ଯାନରେ ଯାତ୍ରା କରୁଥିବା ଚାଳକଙ୍କର ହେଲମେଟ ଓ ମାସ୍କ ପରିଧାନ ଯାଞ୍ଚ କରାଯାଇଥିଲା। ଆଠଗଡ ଆଇଆଇସି ଜ୍ଞାନରଞ୍ଜନ…
Read More...

୪୦ ଘଣ୍ଟାର ଦୁଃସାହସିକ ସାଇକଲ ଯାତ୍ରା ; ଆଠଗଡରେ ସାଇକେଲ ଅଭିଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଜର କ୍ଲବ୍ (ବିସିସିଏ) ଆନୁକୁଲ୍ୟରେ କ୍ଲବ୍ର ସଭାପତି ତଥା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଓ ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡାଙ୍କ ନେତୃତ୍ୱରେ ଏକ ୩୨ଜଣିଆ ସାଇକେଲ…
Read More...