ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହେଲେ ଶୁଭ୍ରା ନାୟକ 

ସାରନଗରୀ : ଦକ୍ଷିଣ ରାଉରକେଲା ସ୍ଥିତ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ସୁଶ୍ରୀ ଜ୍ୟୋସ୍ନା ଷଡଙ୍ଗୀ ଅବସର ଗ୍ରହଣ କରିଥିବା ବେଳେ, ତାଙ୍କ ସ୍ଥାନରେ ଶିକ୍ଷା ବିଭାଗ ମୁଖ୍ୟ ବରିଷ୍ଠ…
Read More...

ମନ ମୋହୁଛି ଅଂଶୁପା : ୭ ଦିନରେ ୬ହଜାର ୧୫୧ଜଣ ପର୍ଯ୍ୟଟକ, ନୂଆବର୍ଷରେ ୧୬୦୦

ବାଙ୍କୀ : କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ବ୍ଲକ ଅଧିନ ସରଣ୍ଡାଗଡ ପାଦ ଦେଶରେ ରହିଛି ମଧୁର ହ୍ରଦ ଅଂଶୁପା। ଐତିହ ଓ ଐତିହାସିକ ଖ୍ୟାତି ସମ୍ପର୍ଣ୍ଣ ପ୍ରାକୃତିକ ଶୋଭାରାଜିରେ ବିମଣ୍ଡିତ ମଧୁର ହ୍ରଦ ଅଂଶୁପା ଏବେ…
Read More...

ଅହମ୍ମଦାବାଦରେ ମଧ୍ୟ ଦେଖାଯାଇଛି ରହସ୍ୟମୟ – ‘ମୋନୋଲିଥ୍’

ଅହମ୍ମଦାବାଦ : ସାତ ଫୁଟ ଉଚ୍ଚର ପ୍ରିଜାମେଟିକ୍ ଫିଗର୍ ମୋନୋଲିଥ୍ (ସ୍ତମ୍ଭ) ଯାହା ବିଶ୍ବର ୩୦ରୁ ଅଧିକ ସହରରେ ରହସ୍ୟ ହୋଇ ରହିଛି। ବର୍ତ୍ତମାନ ଏହା ମଧ୍ୟ ଅହମ୍ମଦାବାଦ ସହରରେ ଦେଖିବାକୁ ମିଳିଛି। ଏହା ଭାରତରେ ପ୍ରଥମେ।…
Read More...

ନୂତନ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କବିତା – ‘ଅଭି ତୋ ସୁରଜ ଉଗା ହେ…..’

ନୂଆଦିଲ୍ଲୀ : ବର୍ଷ ୨୦୨୦ ଶେଷ ହୋଇଛି ଏବଂ ନୂତନ ବର୍ଷ ୨୦୨୧ ଏକ ନୂଆ ସକାଳ ସହିତ ଆରମ୍ଭ ହୋଇଛି। ଏହି ନୂତନ ବର୍ଷ ପାଇଁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି କାରଣ ଗତ ବର୍ଷ ଅତ୍ୟନ୍ତ ଦୁଃଖଦାୟକ ଏବଂ ଯନ୍ତ୍ରଣାଦାୟକ ଥିଲା…
Read More...

ମୁଣ୍ଡ ଉପରେ ରବି ଚାଷ ; ଓସ୍ତାଳି ଡେମରେ ଆସୁନି ପାଣି

ବଲାଙ୍ଗିର : ଚାଷୀଙ୍କ ଜମି ପାଖରେ ରହିଛି ଡେମ। ହେଲେ ସେମାନଙ୍କୁ ପାଣି ମିଳୁନାହିଁ। ଆଗକୁ ରବି ଚାଷ। ଜମିକୁ ପାଣି ଆସୁନଥିବାରୁ ଚାଷ କାର୍ଯ୍ୟ ଆରମ୍ଭ କରାଯାଇ ପାରୁନାହିଁ। ଚାଷୀମାନେ ଦୀର୍ଘ ଦିନ ଧରି ଦାବି କରିଥିଲେ…
Read More...

ବର୍ଷ ଶେଷରେ ଭିଜିଲାନ୍ସର ଘେରା ବନ୍ଦୀ

ବଲାଙ୍ଗିର/ଟିଟିଲାଗଡ଼ : ବଲାଙ୍ଗିର ଭିଜିଲାନ୍ସ ସ୍କାନରରେ କୋଟିପତି। ଆଉ ଆଗକୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଦାଗୀ ବାବୁମାନଙ୍କ ଉପରେ ଭିଜିଲାନ୍ସର ନଜର ରହିଛି। ବର୍ଷର ଶେଷ ଦିନ(ଗୁରୁବାର) ଭିଜିଲାନ୍ସର ୨ଟି…
Read More...

ଗୋପାଳପୁର ବେଳାଭୂମି ଖାଁ ଖାଁ – ପୁଲିସର କଡାକଡି ଚେକିଂ

ଗୋପାଳପୁର : ବର୍ଷ ର ଶେଷ ଦିନରେ ଗୋପାଳପୁର ବେଳାଭୂମି ଲୋକାରଣ୍ୟ ହୋଇଉଠୁଥିଲା ବେଳେ ପ୍ରଶାସନିକ କଟକଣା ଯୋଗୁଁ ବେଳାଭୂମି ପରିସର ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ…
Read More...

ଦକ୍ଷିଣ ରାଉରକେଲାର କିଛି ଘଟଣା ଏବେ ବି ସ୍ମୃତିରେ ଉଜ୍ଜିବୀତ!

ସାରନଗରୀ: ବର୍ତମାନ ୨୦୨୦ ବର୍ଷ ବିଦାୟ ବେଳାରେ ଉପନୀତ ହୋଇ ଆଉ ମାତ୍ର କେଇ ଘଂଟାର ଅପେକ୍ଷା!  ନୂତନ ବର୍ଷର ନୂଆ ସମ୍ଭାବନାକୁ ନେଇ ଅପେକ୍ଷାରତ ଅଛନ୍ତି ଦକ୍ଷିଣ ରାଉରକେଲା ଆବାଳବୃଦ୍ଧ ବନିତା । ଦକ୍ଷିଣ ରାଉରକେଲାର…
Read More...

ପୃଥକ ସ୍ଥାନରେ ଟ୍ରକ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବକ୍ଷମଡିହଛକ ଠାରେ ଆଜି ଅପରାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ତାଙ୍କର ପରିଚୟ ମିଳି ପାରି ନାହିଁ ।…
Read More...

ସିଫାରେ ସ୍ୱଚ୍ଛତା ପକ୍ଷ ଉଦ୍‍ଯାପିତ

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା…
Read More...

କୁଆଡେ ଗଲା ସରକାରଙ୍କ କୃଷି ଏବଂ କୃଷକ ପ୍ରୀତି – ଜନତାଙ୍କ ପ୍ରଶ୍ନ

ରେଙ୍ଗାଲି : କୃଷି ଏବଂ କୃଷକମାନଙ୍କ ସ୍ୱାର୍ଥ ସର୍ବାଗ୍ରେ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ପ୍ରକୃତ କ୍ଷେତ୍ରରେ ଚାଷୀ ସବୁଠାରୁ ବେଶୀ ଶୋଷିତ ଏବଂ ନିର୍ଯାତିତ ହେବା ସହିତ ହଇରାଣ ହରକତ ହେଉଛି। ଏହାର ଏକ…
Read More...

କୋଇଲା ଖଣି ପାଇଁ ଜଙ୍ଗଲରୁ ବିସ୍ଥାପିତ ହେଲେ ଗ୍ରାମଦେବୀ ପୀତାବଳିଆ – ଗ୍ରାମବାସୀ ଅସନ୍ତୋଷ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଖିଣ୍ଡା ଗ୍ରାମ ପଞ୍ଚାୟତ ରେ ପ୍ରତିଷ୍ଠା ହେଉଥିବା ଏନ୍ଏଲ୍‌ସି କମ୍ପାନୀ ର ତଲାବିରା (୨) ଏବଂ (୩) କୋଇଲା ଖଣି ଯୋଗୁଁ ଜନ ସାଧାରଣ ଙ୍କ ବିରୋଧ ସତ୍ୱେ ତଲାବିରା…
Read More...

ଜବରଦଖଲକାରୀଙ୍କ ଉପରେ ରାଜସ୍ୱ ବିଭାଗର କଡ଼ା ପଦକ୍ଷେପ ; ୧୪୪ ଧାରା ଜାରି

ଲାଞ୍ଜିଗଡ : ମୂଲ୍ୟବାନ ଜମିଗୁଡିକୁ ଜବରଦଖଲ କରି ନିର୍ମାଣ କାର୍ଯ୍ୟ ସବୁ ଚାଲୁଥିବାବେଳେ ଜବରଦଖଲକାରୀମାନଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ଲାଞ୍ଜିଗଡ଼ ରାଜସ୍ୱ ବିଭାଗ। ଲାଞ୍ଜିଗଡ଼ ତହସିଲ ଅଞ୍ଚଳରେ ସରକାରୀ ଜମି…
Read More...

ସମାଜ ପ୍ରଭାବ …..ବୃଦ୍ଧ ଦମ୍ପତିଙ୍କ ପାଖରେ ପଂହଚିଲା ବ୍ଲକ ପ୍ରଶାସନ

ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଓ ବାଣୀଭୁଷଣପୁର ପଂଚାୟତ କାର୍ଯ୍ୟାଳୟ ହାତପାହାନ୍ତାରେ ବସବାସକରୁଥିବା ଠିଡିକାଯୋର ଗ୍ରାମର ବୃଦ୍ଧ ଦମ୍ପତି ଚୈତନ୍ୟ ମାଝୀ ଏବଂ ତାଙ୍କ ପନ୍ତ୍ରୀ ସାବିତ୍ରୀ ମାଝୀ ଛେଳି ଚରାଇ …
Read More...

ନିରାଶ ହୋଇ ଘରକୁ ଫେରିଲେ ଇତିଶ୍ରୀ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ବାଣୀଭୁଷଣପୁର ପଂଚାୟତ ଅର୍ନ୍ତଗତ ଝାଡ୍ରାଜିଂ ଗ୍ରାମ କାରଗିଲ ସାହିର କ୍ଷୀରୋଦ ନାଏକଙ୍କ ୮ବର୍ଷର ଶିଶୁ କନ୍ୟା ଇତିଶ୍ରୀ  ନାଏକଙ୍କ  ତ୍ରୁଟିପୂର୍ଣ୍ଣ…
Read More...

ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲାରେ ବ୍ୟାପକ ଭାବେ ଗଂଜେଇ ଚାଷ ହେଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଲଗାତାର ଭାବରେ ଚଢଉ କରି ନଷ୍ଟ କରାଯାଉଛି। ବୌଦ୍ଧ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ…
Read More...

ଦୁଇଦିନ ତଳୁ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ : ବୌଦ୍ଧଜିଲା ହରଭଙ୍ଗା ବ୍ଳକ ସରସରା ଗ୍ରାମପଂଚାୟତ ଅନ୍ତର୍ଗତ ସାନବଙ୍କାପଡା ଗ୍ରାମର ସୁରେଶ କର୍ଣ୍ଣ(୫୭) ଦୁଇଦିନ ତଳେ ମହାନଦୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଆଜି ତାଙ୍କର ମୃତଦେହ ଗ୍ରାମ ନିକଟସ୍ଥ…
Read More...

ହତ୍ୟା ଅଭିଯୋଗରେ ଆଜୀବନ ସଜା କାଟୁଥିବା କଏଦୀର ଜେଲରେ ମୃତ୍ୟୁ

ବୌଦ୍ଧ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଲାଣ୍ଡବନ୍ଧ ନିକଟରେ ଥିବା ଜେଲରେ ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁ ଥିବା ଜଣେ କଏଦୀର ମୃତ୍ୟୁ ଘଟିଥିବା ଜଣାପଡିଛି। ଜେଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ…
Read More...

କେନ୍ଦ୍ର କୃଷି ବିଲ ବିରୁଦ୍ଧରେ ନବରଙ୍ଗପୁର ଯୁବ କଂଗ୍ରେସ ତରଫରୁ ମଶାଲ ଯାତ୍ରା

ନବରଙ୍ଗପୁର : କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଆଜି ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୁବ କଂଗ୍ରେସ ସଭାପତି ଅଖିଳ ଭତରାଙ୍କ ନେତୃତ୍ୱରେ ଆୟୋଜିତ ଏହି…
Read More...

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରା, ୫୪୧ ଦିନରେ ୨୯୮ ବ୍ଲକ ପରିକ୍ରମା

ପିପିଲି : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରିବା ଦାବି ନେଇ ସମଗ୍ର ରାଜ୍ୟ ପରିକ୍ରମା କରୁଥିବା ଜନସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ଆଜି ପିପିଲି ବ୍ଲକରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…
Read More...

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାର ମୃତଦେହ ଉଦ୍ଧାର : ସ୍ୱାମୀ ଥାନାରେ ଅଟକ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ବେହେରା ସାହିରେ ଜୈନୀକ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ମହିଳାଙ୍କ ସ୍ୱାମୀକୁ ପୁଲିସ ଥାନାରେ…
Read More...

ସ୍କାନରରେ ‘କୋଟିପତି’: ମାସକରେ ଛନ୍ଦି ହେଲେଣି ୬, ଜେଲ୍ ଯାଇଛନ୍ତି ୨

ବଲାଙ୍ଗିର : କୋଭିଡ-୧୯ ପାଇଁ ହାତ ବାନ୍ଧି ବସିଥିଲା ଭିଜିଲାନ୍ସ। ପ୍ରାୟ ୫ ମାସ ଚୁପ୍ ରହିବା ପରେ ବର୍ଷ ଶେଷରେ ପୂରା ଏକ୍ସନ ମୁଡକୁ ଆସିଛି। ଜାଲ ପକାଇ ମାଛ ଧରିଲା ଭଳି ସମୟ ବ୍ୟବଧାନରେ କୋଟିପତିଙ୍କ ଘରେ ଚଢଉ…
Read More...

ଆରପାରିରେ ବରିଷ୍ଠ ସାମ୍ବାଦିକ ଶଙ୍କର ମିଶ୍ର

ବଲାଙ୍ଗିର : ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କର ବୁଧବାର ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ଶେଷ ସମୟରେ ସ୍ତ୍ରୀ ରତ୍ନମାଳା ଯୋଶୀ ଓ…
Read More...

ସୁବର୍ଣ୍ଣପୁର ସରପଞ୍ଚଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱ

ବାଙ୍କୀ : ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର ଗ୍ରାମପଞ୍ଚାୟତ ସରପଞ୍ଚ ତରୁଣ କୁମାର ମହାପାତ୍ର ଜିଲ୍ଲା କମିଟିର ବିଜେଡି ସାଧାରଣ ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ସାଧାରଣ…
Read More...

ପୁନଃରୁଦ୍ଧାର କମ, ଠକେଇ ବେଶୀ – ଅଭିଯୋଗ କଲା ବାଙ୍କୀ ବିଜେପି

ବାଙ୍କୀ : କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ମରାମତି, ପୁନଃରୁଦ୍ଧାର ଓ ବହୁ ସରକାରୀ କୋଠାର ମରାମତି ଓ ଉନ୍ନତି କାର୍ଯ୍ୟରେ ବ୍ୟାପକ ଅର୍ଥ ହଡପ କରାଯାଇଥିବା ସମ୍ପର୍କରେ…
Read More...

ଦକ୍ଷିଣ ରାଉରକେଲା ପାଇଁ ୨୦୨୦ ଥିଲା ‘ଦୁର୍ଘଟଣା’ର ବର୍ଷ

ସାରନଗରୀ: ୨୦୨୦ରେ ଦକ୍ଷିଣ ରାଉରକେଲାରେ ଘଟିଥିଲା ବହୁ ଘଟଣା, କିଛି  ଅଘଟଣ ଅର୍ଥାତ ଦୁର୍ଘଟଣା। ୨୦୨୦ର ଏହି ମହାମାରୀ ବର୍ଷ ଦକ୍ଷିଣ ରାଉରକେଲା ପାଇଁ ଥିଲା ଏକ ‘ଦୁର୍ଘଟଣା’ର ବର୍ଷ। ୨୦୨୦ର ପ୍ରଥମ ମାସ ଜାନୁଆରୀ ଓ ଚଳିତ…
Read More...

ପେକ୍ସ କାର୍ଯ୍ୟାଳୟ ଭିତରେ ଗୁଣ୍ଡାରାଜ ; ସମ୍ପାଦକଙ୍କୁ ହତ୍ୟା ଧମକ, ଦେଓଗାଁ ଥାନାରେ ମାମଲା

ବଲାଙ୍ଗିର : ବଲାଙ୍ଗିର ଜିଲା ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତି(ପେକ୍ସ) କାର୍ଯ୍ୟାଳୟରେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକତତ୍ତ୍ୱଙ୍କ ଗୁଣ୍ଡାରାଜ ଚଳାଇଥିବା ଦେଓଗାଁ ଥାନାରେ ଅଭିଯୋଗ ହୋଇଛି। ଦେଓଗାଁ ପେକ୍ସ…
Read More...

ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପରୀକ୍ଷଣ ଶିବିର

ପାଟଣାଗଡ : ସ୍ଥାନୀୟ ରମାଇଁ ହାଇସ୍କୁଲ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବଲାଙ୍ଗିର, ଏଲିମକୋ, ଭୁବନେଶ୍ୱର ପକ୍ଷରୁ ଦିବ୍ୟାଙ୍ଗ ଓ ବିପିଏଲ ବର୍ଗର ବରିଷ୍ଠ ନାଗରିକଙ୍କ ସ୍ୱତନ୍ତ୍ର ପରୀକ୍ଷଣ…
Read More...

୪ ଶହ କଫ ସିରପ ଜବତ, ଦୁଇ କୋର୍ଟ ଚାଲାଣ

ଲାଠୋର : ବଲାଙ୍ଗିର ଜିଲା ଲାଠୋର ପୁଲିସ ବାହାରକୁ ଚାଲାଣ ହୋଇଥିବା ୪ ଶହ କଫ ସିରପ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏଥିରେ ବ୍ୟବହୃତ ବାଇକ ମଧ୍ୟ ଜବତ କରାଯାଇଛି।…
Read More...

କଲେଜ ଲ୍ୟାବ ଆସିଷ୍ଟାଣ୍ଟଙ୍କ ସମ୍ପତ୍ତି ୧.୪୫ କୋଟି

ବ୍ରହ୍ମପୁର/ଚିକିଟି : ଗଞ୍ଜାମ ଜିଲା ଚିକିଟି କଲେଜର ଲାବ୍ରୋଟାରୀ ଆସିଷ୍ଟାଣ୍ଟ କୈଳାଶଚନ୍ଦ୍ର ମହାନ୍ତିଙ୍କ ଘରେ ମଙ୍ଗଳବାର ସକାଳୁ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଖବର ଲେଖା ହେବା ସୁଦ୍ଧା କୈଳାସ ଓ…
Read More...

ହ୍ରଦରେ ହାତୀପଲ ; ଜାଲରେ ଫସିଥିବା ଛୁଆକୁ ଛାଡିଗଲା ମା’ , ଗ୍ରାମବାସୀ କଲେ ଉଦ୍ଧାର

ବ୍ରହ୍ମପୁର: ଦକ୍ଷିଣ ଘୁମୁସର ବନଖଣ୍ଡ ଅଞ୍ଚଳରୁ ବ୍ରହ୍ମପୁର ବନଖଣ୍ଡକୁ ଚାଲି ଆସିଥିବା ୧୦ରୁ ଊର୍ଦ୍ଧ୍ବ ହାତୀ ପଲର ଉତ୍ପାତ ଅତିଷ୍ଠ କଲାଣି । ମଙ୍ଗଳବାର ହାତୀ ପଲ ସୁରଳ ଗ୍ରାମ ନିକଟରେ ଥିବା ବାହୁଦା ନଦୀ କୂଳ ସନ୍ନିକଟ…
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ; ବିଡିସିସି ଶାଖା ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢଉ

ବଲାଙ୍ଗିର : ବଲାଙ୍ଗିର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଦର ଶାଖା ପରିଚାଳକ ସୁଧୀର କୁମାର ନନ୍ଦ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପ୍ୟାଲେସ୍ ଲାଇନ୍ ସ୍ଥିତ ଘରେ ଚଢଉ କରିଛି। ଶ୍ରୀ ନନ୍ଦଙ୍କ ଘରର…
Read More...

ସଟ୍ ସର୍କିଟ୍ ଯୋଗୁଁ ୨ଟି କୁକୁଡା ଫାର୍ମରେ ଅଗ୍ନିକାଣ୍ଡ, ଜଳିଗଲେ ବହୁ କୁକୁଡା ଛୁଆ

ବୁଗୁଡ଼ା :  ସଟ୍ ସର୍କିଟ୍ ଯୋଗୁଁ ୨ଟି କୁକୁଡା ଫାର୍ମ ହାଉସ୍‌ରେ ନିଆଁ ଲଗି ଅନେକ କୁକୁଡା ଛୁଆ ଜୀବନ୍ତ ଜଳିଯାଇଛନ୍ତି। ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଗ୍ରାମ ନିକଟରେ ଥିବା ଦୁଇଟି କୁକୁଡ଼ା ମଙ୍ଗଳବାର ଅପରାହ୍ନ…
Read More...

ଉଭେଇଲାଣି ଡାକ ବାକ୍ସ, ପାଲଟିପାରେ ସ୍ମୃତିର ପଦଚିହ୍ନ !

ସାରନଗରୀ :  ଭାବର ଆଦାନ ପ୍ରଦାନ ପାଇଁ ପୂର୍ବରୁ ଏକ ମାତ୍ର ମାଧ୍ୟମ ଥିଲା ଚିଠି । ଦୂରଦୂରାନ୍ତରେ ଥିବା ପ୍ରିୟଜନଙ୍କୁ ମନର କଥା, ଅଭିଳାଷା, ଅଭିଯୋଗ ଓ  ଅନ୍ୟାନ ବାର୍ତ୍ତା ଆଦି ପ୍ରେରଣ କରିବାକୁ ଲୋକେ ଡାକ ବିଭାଗ…
Read More...

ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ଦୁଇଟି ଥାନାରେ ଏତଲା

ନବରଙ୍ଗପୁର/ ଜି.ଉଦୟଗିରି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରୁଥିବା ଅଭିଯୋଗରେ ବିଜେପି ତରଫରୁ ଦୁଇଟି ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା ଦିଆଯାଇଥିବା ଜଣାପଡିଛି। ଭାରତୀୟ ଜନତା ପାର୍ଟି ରାଜ୍ୟ…
Read More...

ପୁରୁଣାପାଣି ତଳସାହିରେ ଲୋକ ପାଇଁ ବିଲର ଚୁଆପାଣି ଭରସା

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲାରେ ଆଜି ବି ବହୁ ଗାଁ ଅଛି ଯେଉଁଠି ଲୋକ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇ ପାରୁନାହାନ୍ତି। ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ପ୍ରକୃତରେ ଏହା ଗ୍ରାମାଞ୍ଚଳରେ ପହଞ୍ଚି…
Read More...

ସିକୋ ଏବଂ ବେତରଜଙ୍ଗରେ ଖୋଲିଲା ଧାନମଣ୍ଡି

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ଶଗଡ଼ଭଙ୍ଗା-ବେତରଜଙ୍ଗ ସେବା ସମବାୟ ସମିତି ଲିଃ ଚାଷୀ କମିଟିର ସଭାପତି ସୁରେନ୍ଦ୍ରକୁମାର ବେହେରାଙ୍କ ଦ୍ୱାରା ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସମ୍ପାଦକ ଦିଲ୍ଲୀପକୁମାର…
Read More...

ସରକାରୀ ସ୍କୁଲ ପିଲାଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ସ୍ଥାନ ସଂରକ୍ଷଣ ନେଇ ଉତ୍ସାହ

ଟିଟିଲାଗଡ଼ : ସରକାରୀ ସ୍କୁଲରେ ଶିକ୍ଷାର ମାନ ନେଇ ସବୁବେଳେ ସମାଲୋଚନା। ଏପରିକି ସରକାରୀ ସ୍କୁଲର ଶିକ୍ଷକ ନିଜ ପୁଅ ଝିଅଙ୍କୁ ସରକାରୀ ସ୍କୁଲରେ ମାଗଣା ପାଠ ପଢାଇବା ପାଇଁ ପଛଘୁଞ୍ଚା ଦେଉଥିବା ସର୍ବଦା ଚର୍ଚ୍ଚାର ବିଷୟ…
Read More...

ଶୀତର ଲହରିରେ ଅତାବିରା, ବୟସ୍କଙ୍କ ପାଇଁ ସାଜିଛି କାଳ

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅଞ୍ଚଳଟି ଜଳସେଚିତ ଅଞ୍ଚଳ ହୋଇଥିବାରୁ ଏବେ କେନାଲ ପାଣି ଛଡାଯିବ ପରେ ଶୀତର ପରିମାଣ ଆହୁରି ବଢ଼ି ଚାଲିଛି। ପ୍ରାୟ ସାତ ଦିନ ହେଲା ସକାଳୁ…
Read More...

ବିଜେପି ପକ୍ଷରୁ ବ୍ଲକ ଘେରାଉ, ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଯୋଜନା ହଡପ ଅଭିଯୋଗ

ବୌଦ୍ଧ : କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଜରିଆରେ ରାଜ୍ୟସରକାରଙ୍କୁ ଯୋଗାଇଦେଉଥିବା ଅନୁଦାନକୁ ରାଜ୍ୟ ସରକାର ଚଂଚକତା କରି ନିଜ ଯୋଜନା ଦର୍ଶାଇ ହଡପ କରୁଥିବା ଅଭିଯୋଗ କରି ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ବ୍ଲକ ଘେରାଉ…
Read More...

କେନାଲରାସ୍ତା ବେହାଲ ସ୍ଥିତିକୁ ନେଇ ରାସ୍ତା ଅବରୋଧ

ବରପାଲି : ବରପାଲି ବ୍ଲକ ବଲିଟିକ୍ରା ରେଶମ କେନାଲରାସ୍ତାର ଦୁରାବସ୍ତାକୁ ନେଇ ଅଚଂଳବାସୀ ବରପାଲି ରାମପୁର ରାସ୍ତାକୁ ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ସୋମବାର ପୁର୍ବାହ୍ନରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଚଂଳବାସି…
Read More...

ଖୋଲିଲା କୁଞ୍ଜ ବିହାରୀ ପାଠାଗାର

ନବରଙ୍ଗପୁର : କରୋନା ଯୋଗୁଁ ଗତ ୯ ମାସ ଧରି ବନ୍ଦ ପଡ଼ିଥିବା ନବରଙ୍ଗପୁରର କୁଞ୍ଜ ବିହାରୀ ପାଠାଗାର ରବିବାର ଖୋଲା  ହୋଇଛି । କାର୍ଯ୍ୟକ୍ରମର ଆରମ୍ଭରେ ହରିହର ନାୟକ ପ୍ରାରମ୍ଭିକ ଗୀତ ପରିଚାଳନା କରିଥିଲେ । ଡାକ୍ତର…
Read More...

ନିମ୍ନମାନର ରାସ୍ତା କାମ ଯୋଗୁଁ ଜନ ଅସନ୍ତୋଷ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ଲୁହାଖଣ୍ଡିରୁ ବାସୁପାଲିକୁ ସଂଯୋଗ କରୁଥିବା ରାସ୍ତାର ପୁନଃନିର୍ମାଣ କାମ ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିଚୁ ଢାଳିବା ପାଇଁ କିଛି ମାସ ପୂର୍ବରୁ ଏହି…
Read More...

ନୂତନ ଟ୍ରାଫିକ୍ ଆଇନ୍ କୁ ନେଇ ମତ ଓ ମନ୍ତବ୍ୟ

ରେଙ୍ଗାଲି : ରାଜ୍ୟ ସରକାରଙ୍କ ନୂତନ ଟ୍ରାଫିକ୍ ଆଇନ୍ ଅନୁଯାୟୀ ଜାନୁଆରୀ ପହିଲାରୁ ବାଇକ୍ ରେ ଯାତ୍ରା କରୁଥିବା ଦୁଇ ଜଣ ଆରୋହୀଙ୍କ ପାଇଁ ହେଲ୍‌ମେଟ୍ ବାଧ୍ୟତାମୂଳକ । ଜୀବନର ସୁରକ୍ଷା ଦୃଷ୍ଟିରୁ ଏହି ଆଇନ୍ ଏକ  ସ୍ୱାଗତ…
Read More...

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଘୋଟାଲା ଅଭିଯୋଗ

ଟିଟିଲାଗଡ଼ : ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ପରିବାରଙ୍କୁ ମାସକୁ ମାସ ରିହାତି ମୂଲ୍ୟରେ ଚାଉଳ, ଗହମ ଓ କିରାସିନ ଦେବାର ଯୋଜନା ରହିଛି। ହେଲେ ଯୋଜନା ନେଇ ଖୋଦ ସରପଞ୍ଚ ଅନ୍ଧାରରେ। ଉପଜିଲାପାଳ ସୋମେଶ…
Read More...

ନବ ନିର୍ମାଣ କୃଷକ ସଂଗଠନର ଧାରଣା

ପାଟଣା : ଧାନମଣ୍ଡିରେ ମନ ଇଚ୍ଛା କଟଣି ଛଟଣି, ଅଖା ବସ୍ତାର ଅଭାବ ସ୍ଥଳେ ଜରି ବସ୍ତାର ଫେରସ୍ତ, ଚାଷୀକୁ ଅଖା ବସ୍ତାର ପ୍ରାପ୍ୟ ପ୍ରଦାନ, ଧାନ ମଣ୍ଡି ରେ ପହଞ୍ଚିବା ପରେ ଓଜନ କରିବା ଶ୍ରମିକଙ୍କ ଖର୍ଚ୍ଚ ମଣ୍ଡି ବହନ…
Read More...

ବହିପ୍ରେମୀଙ୍କ ପସନ୍ଦ ଇ-ବୁକ୍‌, ଗ୍ରାହକ ଅପେକ୍ଷାରେ ଦୋକାନୀ !

ସାରନଗରୀ: ପୁସ୍ତକ ମନୁଷ୍ୟର ଅନ୍ତରଙ୍ଗ ବନ୍ଧୁ । ଦିନଥିଲା ଗପ ବହି ଖଣ୍ଡିଏ ପଢୁ ପଢୁ ଆଖିରେ ନିଦ ଆସି ଯାଉଥିଲା । ବହି ବଜାରର ଚାହିଦା ପୁରାତନ କାଳରୁ ହାଇଟେକ ଯୁଗ ଯାଏ ସର୍ବାଗ୍ରେ ରହିଛି । ପାଠ୍ୟ ପୁସ୍ତକ ଜଣେ…
Read More...

ବେଳାଭୂମି ସମ୍ମୁଖ ରାସ୍ତାରେ ନିର୍ମାଣ ହେବାକୁ ଥିବା ଶୌଚାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ଦାବି

ଗୋପାଳପୁର : ଗୋପାଳପୁର ବେଳାଭୂମିକୁ ଅଧିକ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟ କରିବା ପାଇଁ ସ୍ବଦେଶ ଦର୍ଶନ ଯୋଜନାରେ ବହୁବିଧ କାର୍ଯ୍ୟ ଚାଲୁରହିଛି। ଏହା ସହ ଜାନୁଆରୀ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ସମସ୍ତ ଉନ୍ନତିକରଣ କାର୍ଯ୍ୟ…
Read More...

ହକ ଦାବିରେ ମନ୍ତ୍ରୀଙ୍କୁ ଫେରାଦ ହେଲେ ଅଙ୍ଗନବାଡି ସୁପରଭାଇଜର

ଟିଟିଲାଗଡ଼ : ସରକାରଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଗ୍ରେଜୁଏଟ ଡିଗ୍ରୀଧାରୀ ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି ସୁପରଭାଇଜର ଭାବରେ ପଦୋନ୍ନତି ପ୍ରଦାନ କରାଯାଇଛି। ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ…
Read More...

ସହରବାସୀଙ୍କୁ ମିଳୁନି, ରାସ୍ତାରେ ଭାସୁଛି ପାନୀୟ ଜଳ

ଟିଟିଲାଗଡ଼ : ଟିଟିଲାଗଡ ସହରର କଚେରି ଛକରେ ରବିବାର ଦିନ ୧୨ଟାରେ ଏକ ଅଭାବନୀୟ ଦୃଶ୍ୟ ସଭିଙ୍କୁ ଚକିତ କରିଥିଲା। ଛକରେ ଥିବା ପେଟ୍ରୋଲ ପମ୍ପରୁ ପାନୀୟ ଜଳ ରାସ୍ତାରେ ବହି ଚାଲିଥିଲା। ପରେ ତଦନ୍ତ ହେବାରୁ ସହରବାସୀଙ୍କୁ…
Read More...

ପୌର ଷ୍ଟଲ ବିତରଣରେ କେଳେଙ୍କାରୀ, ଷ୍ଟଲ ବିକି ମାଲାମାଲ ଲିଜଧାରୀ !

ଟିଟିଲାଗଡ଼ : ଟିଟିଲାଗଡ ସହରରେ ପ୍ରକୃତ ଦୋକାନୀ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି। କିଏ ଦଶନ୍ଧି ଦଶନ୍ଧି ଧରି ଗଛ ତଳ କୁଡ଼ିଆରେ ବ୍ୟବସାୟ କରୁଛି, ଶିକ୍ଷିତ ଯୁବକ ଠେଲା ଧରି ବୁଲୁଛନ୍ତି। ହେଲେ ପୌର ପରିଷଦ ପକ୍ଷରୁ…
Read More...

ନାବାଳିକାର ବିବାହ ରୋକିଲା ଚାଇଲ୍‌ଡ ଲାଇନ

ଟିଟିଲାଗଡ଼ : ଟିଟିଲାଗଡ ଥାନା ଅଞ୍ଚଳର ଏକ ଗ୍ରାମରେ ରବିବାର ସନ୍ଧ୍ୟାରେ ଜଣେ ନାବାଳିକାର ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସୂଚନା ପାଇ ଚାଇଲ୍‌ଡ ଲାଇନ କର୍ମକର୍ତ୍ତା ପହଞ୍ଚି ବିବାହ ବନ୍ଦ କରାଇଥିବା ଜଣାପଡିଛି।…
Read More...

ହତ୍ୟାକାରୀକୁ ଗିରଫ କରିବାକୁ ପରିବାରବର୍ଗଙ୍କ ଗୁହାରି

ସାରନଗରୀ : ଦକ୍ଷିଣ ରାଉରକେଲା ସ୍ଥିତ ଉତ୍କଳ ନଗର ଠାରୁ କିଛି ଦୂରରେ ଥିବା ଡମ୍ପିୟାର୍ଡ ଖାଦାନ ନିକଟରୁ ଲାଲଟାଙ୍କି ଅଂଚଳର ଗିରି ବସ୍ତିରେ ବାସ କରୁଥିବା ୨୩ ବର୍ଷିୟ ଯୁବକ ବିନୋଦ କୈବର୍ତଙ୍କ ଶବ ମୁମୂର୍ଷୁ ଅବସ୍ଥାରେ…
Read More...

ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ

ପିପିଲି : ଦାଦାବଟି ମାଗିବା ଅଭିଯୋଗରେ ପିପିଲି ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟବର୍ତ୍ତୀ ସଠସ ଗ୍ରାମର ମାନସ…
Read More...

ପ୍ରଶାସନ ନରମିଲା, ପର୍ଯ୍ୟଟକଙ୍କୁ ବେଳାଭୂମି ଛାଡ଼ିଲା

ଗୋପାଳପୁର : ଘଡିକେ ଘୋଡ଼ା ଛୁଟୁଥିବା ଭଳି ପରିସ୍ଥିତି ଗୋପାଳପୁର ପ୍ରଶାସନ ନିକଟରେ ଦେଖିବାକୁ ମିଳିଛି। କେତେବେଳେ ଗୋପାଳପୁରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଅଘୋଷିତ କଟକଣା ଜାରି କରାଯାଉଛି ତ ଅନ୍ୟ କେତେବେଳେ…
Read More...

ପାଇଖାନା ନିର୍ମାଣ ନାଁରେ ୨୦୦ କୋଟିର ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ ନହୋଇ ଓ ଅର୍ଦ୍ଧ ନିର୍ମିତ ପାଇଖାନା କରି ୨୦୦ କୋଟି ଟଙ୍କା ଆତ୍ମସାତ ହୋଇଛି ବୋଲି ଜିଲା କଂଗେସ କମିଟି ପକ୍ଷରୁ ଗୁରୁତର…
Read More...

ଉଦୟପୁର ମଣ୍ଡି ବନ୍ଦ ପଛରେ ରହସ୍ୟ କ’ଣ – ଜନତାଙ୍କ ସ୍ବର

ପାଟଣା : ସାହାରପଡା ଲ୍ୟାମ୍ପସ ଅଧୀନରେ ଥିବା ସାହାରପଡା, ଉଦୟପୁର, ଟଭାସରୁଆ ଏବଂ ମାଛଗଡ଼ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଖରିଫ ଧାନ କ୍ରୟର ଶୁଭାରମ୍ଭ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ମଧୁସୂଦନ ମହାନ୍ତଙ୍କ…
Read More...

ଅବ୍ୟବସ୍ଥା ଭିତରେ ବୁଲୁଛି କରୋନା ସଚେତନତା ରଥ

ବେଗୁନିଆ : ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ଚଳିତ ମାସ ୨୫ରୁ ୩୦ତାରିଖ ପର୍ୟ୍ୟନ୍ତ କରୋନା ସଚେତନତା ରଥ ଜିଲ୍ଲାର ପ୍ରତି ବ୍ଲକ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଆଜି ଏହି ରଥ ସକାଳ ୧୦ଘଣ୍ଟା ସମୟରେ…
Read More...

ଜିଲା ଓକିଲ ସଂଘର ବୃକ୍ଷରୋପଣ ଓ ଆଲୋଚନା

ବଲାଙ୍ଗିର : ରବିବାର ବଲାଙ୍ଗିର ଜିଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ତହସିଲ କୋର୍ଟ ପରିସରରେ ବୃକ୍ଷରୋପଣ କରାଯାଇଛି। ପରେ ତହସିଲ କୋର୍ଟର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ତହସିଲଦାର ମଘବାନ ବାଗଙ୍କ ସହ ଓକିଲମାନେ…
Read More...

ପୁନର୍ଜୀବନ ଅପେକ୍ଷାରେ ଡବ୍ଲ୍ୟୁଓଡିସି ; ଉଦ୍ଦେଶ୍ୟ ସାଧାନର ସାମର୍ଥ୍ୟ ହରାଇଛି ବିକାଶ ପରିଷଦ

ବଲାଙ୍ଗିର : ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରାଯାଇଥିଲା। କିନ୍ତୁ ମୂଳ ଉଦ୍ଦେଶ୍ୟରୁ ବିକାଶ ପରିଷଦ ଦୂରେଇ ଯାଇଛି ବୋଲି ଖୋଦ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିବା…
Read More...

ବାଇକ ର୍ଦୁଘଟଣା, ଜଣେ ମୃତ

ଆଗଲପୁର : ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ନିକଟସ୍ଥ ପିପିଲିପାଲି ଛକ ନିକଟରେ ବାଇକ ର୍ଦୁଘଟଣାରେ ଗୌର ଅମରି (୫୦)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛି। ଗାଇସିଲାଟ ବ୍ଲକ ଅଧିନସ୍ଥ ଜଡାମୁଣ୍ଡା ଗ୍ରାମରୁ…
Read More...

ରାଇକିଆରେ ବିଜେଡ଼ିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲା  ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ରାଇକିଆ ଠାରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଆକାଂକ୍ଷା…
Read More...

ବର୍ଷ ୨୦୨୦: ବିଦାୟ ନେଇଛନ୍ତି ଦେଶର ଅନେକ ବଡ ନେତା, ଆଉ ଛାଡିଯାଇଛନ୍ତି ସେମାନେ ସ୍ମୃତି

ବର୍ଷ ୨୦୨୦ ମାନବ ଇତିହାସରେ ଏପରି ଦୁଃଖଦ ସ୍ମୃତି ଛାଡି ଯାଇଛି, ଯାହା ଭୁଲିବା କଷ୍ଟକର। ଭାରତର ଅନେକ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ବରିଷ୍ଠ ନେତା ଦୁନିଆରୁ ବିଦାୟ ନେଇଛନ୍ତି। କେବଳ ସେତିକି ନୁହେଁ, ଦେଶରେ ଅନେକ ବଡ…
Read More...

ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

କଂଟାବାଞ୍ଜି : ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ କଂଟାବାଞ୍ଜି ସରକାରୀ  ଡାକ୍ତରଖାନା ପରିସରରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ…
Read More...

ଫୁଲବାଣୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : ବିକୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଆଜି ଫୁଲବାଣୀଠାରେ ପାଳିତ ହୋଇଯାଇଛି। ଏ ଅବସରରେ ଦଳର କର୍ମୀ ଓ ନେତା ମାନେ ସକାଳେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ…
Read More...

ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରେ ଅପରେସନ ହେବ କଡାକଡି – ଏସପି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଗଂଜେଇ ଚୋରା ଚାଲାଣ ଠାରୁ ଆରମ୍ଭ କରି ଡକାୟତି ଏବଂ ଚୋରି ଘଟଣା ବଡି ଚାଲିଥିବା ବେଳେ କେତେକାଂଶରେ ପୁଲିସକୁ ସଫଳତା ମିଳିଥିବା ବେଳେ ବର୍ତମାନ ସୁଦ୍ଧା ପେଟ୍ରୋଲ ପମ୍ପରେ…
Read More...

ବନ୍ଧୁକ ଦେଖାଇ ୨ଲକ୍ଷ ଲୁଟ୍ ଅଭିଯୋଗ

ଖଲ୍ଲିକୋଟ : କିଛି ଦିନ ହେଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଡକାୟତି ବୃଦ୍ଧି ପାଇଛି । ନିକଟରେ ୩ ଟି ମାଲବୋଝେଇ ଟ୍ରକରୁ ନଗଦ ଟଙ୍କା ଓ ମୋବାଇଲ ଲୁଟ ହୋଇଥିଲା।  କେଶପୁର ଛକ ନିକଟରେ ନଗଦ ଟଙ୍କା…
Read More...

ଡମ୍ପିୟାର୍ଡ଼ ଖାଦାନ ନିକଟରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ସାରନଗରୀ : ଆଜି ଅପରାହ୍ନରେ ଦକ୍ଷିଣ ରାଉରକେଲା ସ୍ଥିତ ଉତ୍କଳ ନଗର ଠାରୁ କିଛି ଦୂରରେ ଥିବା ଡମ୍ପିୟାର୍ଡ ଖାଦାନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ଏହି ଯୁବକ ଜଣଙ୍କ ଗତ ସୋମବାର ଠାରୁ ଘରୁ ନିଖୋଜ…
Read More...

ବର୍ଷେ ତଳର ସ୍ୱପ୍ନକୁ ସତରେ ପରିଣତ କଲେ ଲାଞ୍ଜିଗଡ଼ ବିଡିଓ

ଲାଞ୍ଜିଗଡ଼ : ସେଇ ଅଞ୍ଚଳରେ ପହଞ୍ଚି ପାରିନଥିଲା ବିକାଶ ପ୍ରକ୍ରିୟା ସରକାରୀ ଯୋଜନା ପାଲଟିଥିଲା ସାତ ସପନ। ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଏହି ଅଞ୍ଚଳରେ ଜଙ୍ଗଲୀ ଜୀବଜନ୍ତୁ ସାଙ୍ଗକୁ ରହିଥିଲା ମାଓବାଦୀଙ୍କ ଭୟ।…
Read More...

ଜଙ୍ଗଲ ଧ୍ୱଂସ ଓ ଖାଦ୍ୟାଭାବ ; ହାତୀ ଏବେ ଜନବସତି ମୁହାଁ, ଲୋକେ ଆତଙ୍କିତ

ଲାଞ୍ଜିଗଡ଼ : ଲଗାତାର ଜଙ୍ଗଲ ଧ୍ୱଂସ ଓ ଖାଦ୍ୟାଭାବ ଯୋଗୁଁ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଥିବାବେଳେ ଏହିପରି ପରିସ୍ଥିତିରେ ଆଜି ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର-ଲାଞ୍ଜିଗଡ ମୁଖ୍ୟ ରାସ୍ତା ଉପରକୁ ଏକ ଜଙ୍ଗଲୀ…
Read More...

ଅଜଣା ଗାଡ଼ି ଧକ୍କାରେ ମା ଓ ଛୁଆ ଭାଲୁ ମୃତ

ରେଢ଼ାଖୋଲ : ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଂଜ ଅନ୍ତର୍ଗତ ପୋଡାବଲଣ୍ଡା-ବଡ଼ମାଳ ରାସ୍ତାର ସୁରୁବାଲି ପୋଲଠାରୁ ମାତ୍ର ଅଳ୍ପଦୂରରେ ଅଜଣା ଗାଡ଼ି ଧକ୍କାରେ ମା ଓ ଛୁଆ ଭାଲୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମତେ…
Read More...

ନବରଙ୍ଗପୁରରେ ବିଭିନ୍ନ ଚର୍ଚ୍ଚରେ ବଡଦିନ ପାଳିତ

ନବରଙ୍ଗପୁର : ନବରଙ୍ଗପୁରର ପ୍ରଧାନ ମଣ୍ଡଳୀ (ଚର୍ଚ୍ଚ)ରେ ଯୀଶୁ ଙ୍କର ଜନ୍ମଦିନ ପାଳିତ ହୋଇ ଯାଇଛି। ଏଥିରେ ସଭାପତି ନିରପରାଜ ସୁକୁଦୁଲାରୀ,ପରିଚାଳକ ଡିନ୍‍ ଯୁଝେଶ୍ୱର ନାୟକ, ପାଳିକା ରେଭ୍‍ ଏଲିଜାବେଥ ବାଘ,ରେଭ୍‍…
Read More...

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ପିପିଲିରେ ଶୋଭାଯାତ୍ରା

ପିପିଲି : ନୟାଗଡ ଜିଲା ଯଦୁପୁରରେ ଗତକାଲି ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଜ୍ୟବ୍ୟାପୀ ତ୍ରୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ଏହି ଘଟଣାକୁ ପିପିଲି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନେ…
Read More...

ତ୍ରୁଟିପୂର୍ଣ୍ଣ ଅ​‌ସ୍ତ୍ରୋପଚାର ଯୋଗୁଁ ୮ବର୍ଷ ହେଲା ଖଟରେ ଇତିଶ୍ରୀ

ହରଭଙ୍ଗା : ଶୈଶବ ଅବସ୍ଥାରେ ହସିଲା ଖେଳିଲା ବେଳେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅ​‌ସ୍ତ୍ରୋପଚାର ପାଇଁ ଈତିଶ୍ରୀ ଭଳି ଗୋଟିଏ ଆଠ ବର୍ଷର ଶିଶୁକନ୍ୟା ଚାଲି ବୁଲି ନପାରି ଖଟରେ ପଡରହିଛି। ଏଭଳି ଏକ ଦୁଃଖଦ ଘଟଣା…
Read More...

ଆସନ୍ତା ୨୭ରେ ପଲସାପାଲି ରାସ୍ତାରେ ୩ଟି ମନ୍ଦିରର ରତ୍ନମୁଦ ଉତ୍ସବ

ରେଙ୍ଗାଲି କ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡକ୍ଷ ପଞ୍ଚାୟତ ପାଳସାପାଲି ରାସ୍ତାରେ ନିର୍ମାଣ ହେଉଛି ତିନୋଟି ମନ୍ଦିର। ହିର୍ଲିପଳିଏନ, ନୁନିଆଇ ଓ ବାରଭାଇ ନାମରେ ଏହି ତିନୋଟି ମନ୍ଦିରର ନିର୍ମାଣ କାର୍ଯ୍ୟ ବଡ…
Read More...

ଜିଏସ୍‍ଟି ଫାଙ୍କିବା ଅଭିଯୋଗରେ ୪ଟି ଗାଡି ଜବତ

ନବରଙ୍ଗପୁର : ଜିଏସଟି ଫାଙ୍କିବା ଅଭିଯୋଗରେ ପାପଡାହାଣ୍ଡି ମୃଗ ବିହାର ନିକଟରୁ ୪ଟି ଗାଡି ଜବତ କରାଯାଇଛି। ଭବାନୀପାଟଣା ସିଟି ଓ ଏନଫୋର୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଜବତ କରାଯାଇଛି। ମୋବାଇଲ ଯାଞ୍ଚ ବେଳେ ଏହା…
Read More...

ନୂତନ ଏସ୍‍ପିଙ୍କର ଦାୟିତ୍ୱ ଗ୍ରହଣ

ନବରଙ୍ଗପୁର : ଜିଲା ପୁଲିସ କାର୍ଯ୍ୟାଳୟ ଠାରେ ନୂତନ ଏସ୍‍ପି ପ୍ରହଲ୍ଲାଦ ସହାୟ ମୀନା ପୂର୍ବତନ ଏସ୍‍ପି  ନୀତିନ କୁଶଲକରଙ୍କର ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ମାଲକାନଗିରିରେ ଏସଡିପିଓ ରହିଥିବାରୁ…
Read More...

ମାଣଓଷା ଗୁରୁବାର ଶେଷ ପାଳି: ପିଠା ପଣାରେ ମହକିଲା ଗାଁ ଠୁଁ ପୁରପଲ୍ଲୀ

ବୋଲଗଡ଼ : ଓଡିଶାର ଜନମାନସରେ ମହାପ୍ରଭୁ ଜଗନ୍ନାଥଙ୍କ ଦୈନିକ ଚଳଣିକୁ ସାରା ଓଡିଶା ନିଜକୁ ବ୍ରତି କରିଥିବାବେଳେ ଏହାର ସ୍ୱତନ୍ତ୍ରତା ରହିଛି। ମହାପ୍ରଭୁ ଜଗନ୍ନାଥ ଏବଂ ଭ୍ରାତା ବଳରାମ ମହାଲକ୍ଷ୍ମୀଙ୍କୁ ଉପେକ୍ଷା କରିବା…
Read More...

ପୁଣି ଜନନୀ ଯନ୍ତ୍ରଣା : ଆମ୍ବୁଲାନ୍ସ ଆସିବାରେ ବିଳମ୍ବ, ଘରେ ସନ୍ତାନ ପ୍ରସବ କଲେ ମହିଳା

କଲମପୁର : କେତେବେଳେ ଭରା ନଦୀରେ ଅସୁରକ୍ଷିତ ଭାବେ ପାରି ହୋଇ ଜନନୀ ଚିକିତ୍ସା କେନ୍ଦ୍ରକୁ ଯାଉଛି ତ, ଅନ୍ୟ କେତେବେଳେ ରାସ୍ତା ଅଭାବରୁ ଖଟିଆରେ ବୁହା ହେଇ ଜନନୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଛି। ଏପରିକି କେହି କେହି…
Read More...

ଅବ୍ୟବସ୍ଥା ଘେରରେ ବୌଦ୍ଧଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ

ବୌଦ୍ଧ : ବୌଦ୍ଧଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ସ୍ଥାପିତ ତାଲିମକେନ୍ଦ୍ର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଚଳିତ ବର୍ଷ ସହର ଠାରୁ ଦଶ କିଲୋମିଟର ଦୂର…
Read More...

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ବିଭିନ୍ନ ସ୍ଥାନରେ ଚଢଉ

ବୌଦ୍ଧ : ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବାକୁ ଜିଲ୍ଳାସ୍ତରରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ମିଳିଥିବା ସୂଚନା ମୁତାବକ ଏକ ଟିମ…
Read More...

ଅବକାରୀ ବିଭାଗର ଚଢଉ : ବ୍ୟାପକ ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧଜିଲାରେ ଅବକାରୀ ବିଭାଗ ପକ୍ଷରୁ  ବିଭିନ୍ନ ଜଙ୍ଗଲରେ ଲଗାତାର ଭାବରେ ଚଢଉ କରି ବେଆଇନ ଗଂଜେଇ ଚାଷ ନଷ୍ଟ କରାଯାଉଛି।  ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ…
Read More...

ବିକାଶ ଉହାଡରେ ବିଜେପି ; ଜିଲା ପରିଷଦ ପ୍ରଦର୍ଶନ ପ୍ରଭାବ ଶୂନ୍ୟ

ବଲାଙ୍ଗିର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁ ଦେଖାଇ ଭୋଟ ମାଗିଲେ। ତାଙ୍କ ବିକାଶର ଚିତ୍ରଙ୍କୁ ଭଞ୍ଜାଇ ଜନତାଙ୍କୁ ଆକର୍ଷିତ କଲେ। ଯେଉଁଠି ଶଙ୍ଖ ଓ ହାତ ଦଳ ଗଡ କରିଥିଲେ ସେଠି ପଦ୍ମ ଜନ୍ମ ହେଲା। ସବୁ ଗଣିତକୁ…
Read More...

ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତି…….

ହରଭଙ୍ଗା : ସରକାରଙ୍କ ମାଳ ମାଳ ଜନହିତକର ଯୋଜନା ସତ୍ୱେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଶାସନ ନାକତଳେ ସରକାରୀ ଯୋଜନାର ଅପହଂଚ ଚିତ୍ର ବାସ୍ତବତାକୁ ପଦାରେ ପକାଇଛି। ଏଭଳି ଏକ ଘଟଣା ବ୍ଲକ ସଦରମହକୁମା ବାଣୀଭୁଷଣପୁର…
Read More...

ଜାତୀୟ କୃଷକ ଦିବସ ପାଳିତ

ରେଙ୍ଗାଲି : ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା ପକ୍ଷରୁ ଗତକାଲି ଜାତୀୟ କୃଷକ ଦିବସ ପାଳିତ ହୋଇଯାଇଛି। ୫ମ ପ୍ରଧାନମନ୍ତ୍ରୀ ଛୋଧୁରୀ ଚରଣ ସିଂ ଙ୍କ ଜନ୍ମ ଦିବସକୁ ଜାତୀୟ କୃଷକ ଦିବସ ଭାବରେ ଦେଶବ୍ୟାପି ପାଳନ କରଯାଉଥିବା…
Read More...

ଅବାଧ ବାର୍‌ହା ଶିକାର ଯୋଗୁଁ ୫ଟି ପଞ୍ଚାୟତରେ ବିଦ୍ୟୁତ୍ ବିଭ୍ରାଟ୍

ରେଙ୍ଗାଲି : ରେଙ୍ଗାଲି ଏବଂ ଭୋଜପୁର  ରେଞ୍ଜ୍ ସୀମାନ୍ତରେ ଥିବା ଶରଧାପାଲି ଓ ବିଞ୍ଜିପାଲି ସେକସନ୍ ଅଧିନସ୍ଥ ଜଙ୍ଗଲରେ ଗତ କିଛି ଦିନ ହେଲା ବିଦ୍ୟୁତ୍ ତାର ମାଧ୍ୟମରେ ଅବାଧ ବାର୍‌ହା ଶିକାର ଯୋଗୁଁ ୫ଟି ପଞ୍ଚାୟତରେ…
Read More...

ଲଛମନ୍‌ପଡା ବିଲାସିନି ହତ୍ୟାକାଣ୍ଡ ; ଜେଲ୍ ହାଜତକୁ ଗଲା ପତ୍ନୀହନ୍ତା ସ୍ୱାମୀ

ରେଙ୍ଗାଲି : ଗତ ୨୨ତାରିଖ ମଙ୍ଗଳବାର ରେଙ୍ଗାଲି ବ୍ଳକ୍ ନିସାନଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଲଛମନ୍‌ପଡା ଗ୍ରାମ ବିଲାସିନି ହତ୍ୟାକାଣ୍ଡର ପୁଲିସ ପର୍ଦ୍ଦାଫାଶ କରିଛି। ହତ୍ୟାକାରୀ ସାଜିଥିବା ଅଭିଯୁକ୍ତ ସ୍ୱମୀ ଧନମଣୀ…
Read More...

୨୦୨୦ ଶେଷ : ବର୍ଷର ୨୦ଟି ବଡ ଘଟଣାକୁ ନେଇ ବିଶେଷ ରିପୋର୍ଟ….

ବର୍ଷ ୨୦୨୦ ଯେତିକି ଆନନ୍ଦପୂର୍ଣ୍ଣ ଥିଲା ତା’ଠାରୁ ଅଧିକ ଥିଲା ଆତଙ୍କିତ। ରାମ ମନ୍ଦିରର ଶିଳାନ୍ୟାସ ଧାର୍ମିକ ଭାବନାକୁ ଆନନ୍ଦ ଦେଇଥିବା ବେଳେ କରୋନାଙ୍କ ଭୟ ସମସ୍ତଙ୍କୁ ଗ୍ରାସ କରିଥିଲା। ଶହ ଶହ କିଲୋମିଟର ଚାଲୁଥିବା…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ବଜାରରେ ଡାକ ସାହୁ ନାମକ ଜଣେ ବ୍ୟକ୍ତି ନୂତନ ଘର ନିର୍ମାଣ କାର୍ଯ୍ୟ କରିବା ପାଇଁ ପାଣି ମୋଟର ବ୍ୟବହାର କରିଥିଲେ । ଏଥିରେ କାର୍ଯ୍ୟରତ ଶ୍ରମିକ ସୁଶାନ୍ତ ଲେଙ୍କା ପାଣି…
Read More...

ବାଙ୍କୀ ଷ୍ଟେଟ୍‌ବ୍ୟାଙ୍କ ଚକାପଦା ଠାରେ ନୂତନ ଗ୍ରାହକସେବା କେନ୍ଦ୍ର ଉଦ୍‌ଘାଟିତ

ବାଙ୍କୀ/ଡମପଡ଼ା : ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଚକାପଦା ଠାରେ ଆଜି ନୂତନ ଗ୍ରାହକସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଉଦ୍‌ଘାଟିତ ଭାବରେ ସିଏମ୍‌.କ୍ରେଡିଟ୍ ଆର.ବି.ଓ କଟକ ବିକ୍ରମ…
Read More...

ବିଶିଷ୍ଟ ନାଟ୍ୟକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ୧୨୪ତମ ଜନ୍ମ ଜୟନ୍ତୀ ପାଳିତ

ବାଙ୍କୀ : ବିଶିଷ୍ଟ ନାଟ୍ୟକାର ନୃତ୍ୟଗୁରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଆଜି ବାଙ୍କୀର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବାଙ୍କୀ କଳା,ସହିତ୍ୟ ଓ ସଂସ୍କୃତି ପରିଷଦ ଏବଂ…
Read More...

ଶୁଭିଲାଣି ‘ଯାତ୍ରୀମାନେ…..’ ବଲାଙ୍ଗିର ଷ୍ଟେସନରେ ଚଳଚଞ୍ଚଳ ହେଲାଣି କିଛି ଟ୍ରେନ୍

ବଲାଙ୍ଗିର : ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ....୧୨୮୯୪ ବଲାଙ୍ଗିର-ଭୁବନେଶ୍ୱର ଏକ୍ସପ୍ରେସ...୧ ନମ୍ବର ପ୍ଲାଟଫର୍ମରେ କିଛି ସମୟ ମଧ୍ୟରେ ପହଞ୍ଚିବ.....। ବର୍ଷ ବର୍ଷ ଧରି ବଲାଙ୍ଗିର ରେଳ ଷ୍ଟେସନରେ ସକାଳୁ ରାତି…
Read More...

ଅଥୟ କରୁଛି ଶୀତ, ବଲାଙ୍ଗିରର ସର୍ବନିମ୍ନ ତାପମାତ୍ରା ୮.୮

ବଲାଙ୍ଗିର : ଶୀତରେ ଥରୁଛି ସାରା ଓଡିଶା। ସେହିପରି ବଲାଙ୍ଗିର ଜିଲାରେ ଗତ କିଛି ଦିନ ହେଲା ଶୀତ ଲହରୀ ଦେଖିବାକୁ ମିଳିଛି। ଥଣ୍ଡା ପବନ ଅଥୟ କରୁଛି ଲୋକଙ୍କୁ। କେବଳ ସହର ନୁହେଁ, ଶୀତର ପ୍ରକୋପରେ ଗ୍ରାମାଞ୍ଚଳର ଜୀବନ…
Read More...

ଗ୍ୟାସ ପାଇପ୍‌ ଲାଇନରେ ବିସ୍ଫୋରଣ, ଭୁଶୁଡ଼ିଲା ୨ଟି ଘର, ଦୁଇ ଜଣଙ୍କ ମୃତ୍ୟୁ

ଗାନ୍ଧିନଗର : ଗୁଜୁରାଟର ଗାନ୍ଧିନଗର ଜିଲ୍ଲାର କାଲୋଲ ସହରରେ ମଙ୍ଗଳବାର ସକାଳେ ଏକ ଭୟଙ୍କର  ବିସ୍ଫୋରଣରେ ଦୁଇଟି ଘର ଭୁଶୁଡି ପଡିଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତୈଳ ଏବଂ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ ତୁରୁଞ୍ଜିଆଗୁଡାର ତୁଳାରାମ ହରିଜନ ମଙ୍ଗଳବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ…
Read More...

ଶବରଣୀବେଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଗ୍ରିନ୍ ଭିଲେଜ୍ ଏବଂ କ୍ଲିନ୍ ଭିଲେଜ୍ କାର୍ଯ୍ୟକ୍ରମ

ପାଟଣା : ସାହାରପଡା ବ୍ଲକ ଶଙ୍ଖୁଆ ପଞ୍ଚାୟତ ଶବରଣୀବେଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗ୍ରିନ୍ ଭିଲେଜ୍ ଏବଂ କ୍ଲିନ୍ ଭିଲେଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା ବାଉଳୀ ସ୍ପୋର୍ଟିଂ ଏଣ୍ଡ କଲଚୁରାଲ୍…
Read More...

ପୁଣି ଫେରିବେ ବଦ୍ରି ନାରାୟଣ

ପାଟଣା : ସମୟ ବେଳେ ବେଳେ କଡ ଲେଉଟାଏ । ରାଜନୀତି ର ଏହାର ଅନେକ ଦୃଷ୍ଟାନ୍ତ ରହିଛି। ସେହିପରି ଘଟଣା କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇନଥିବା କେନ୍ଦୁଝର ରାଜନୀତିର…
Read More...

ପିକଅପ୍ ଧକ୍କାରେ ଯୁବକ ଗୁରୁତର

ପାଟଣା : ଆଜି ପୂର୍ବାହ୍ନରେ ପାଟଣା-ଢେଙ୍କିକୋଟ ୨୨୦ ନମ୍ୱର୍ ଜାତୀୟ ରାଜପଥ ଅନ୍ତର୍ଗତ ଟିକିରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସାମ୍ନାରେ ଏକ ପିକଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ…
Read More...

ସ୍ବାମ ପାଟଣା କଲେଜ ଏନ.ସି.ସି ଛାତ୍ରଛାତ୍ରୀଙ୍କ ଦ୍ଵାରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବଚ୍ଛ ଭାରତ ଅଭିଯାନ

ପାଟଣା : ସ୍ବାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ୪୨ ଜଣ ଏନ.ସି.ସି ଛାତ୍ରଛାତ୍ରୀଙ୍କ ଦ୍ଵାରା ଆଜି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପରିସରରେ ସଫେଇ କରାଯାଇଛି। ଡକ୍ଟର ଶୁଭେନ୍ଦୁ ସାଗର କୁମାର ନାୟକ, କଲେଜର…
Read More...

ଦାବି ପୂରଣ ନହେଲେ ୨୮ରୁ ବ୍ଲକ ଆଗରେ ଧାରଣା ଦେବ ନବ ନିର୍ମାଣ କୃଷକ ସଂଗଠନ

ପାଟଣା : ପାଟଣା ବ୍ଲକ ରେ ଥିବା ଧାନ ମଣ୍ଡି ମାନଙ୍କରେ ଧାନ ବିକ୍ରିରେ ବିଭିନ୍ନ ସମସ୍ୟା ଦେଖା ଦେଉନଥିବାରୁ ଆସନ୍ତା ୨୫ ତାରିଖ ମଧ୍ୟରେ ସମସ୍ୟାର ସମାଧାନ କରା ନ ଗଲେ ୨୮ ତାରିଖରୁ ପାଟଣା ବ୍ଲକ ସାମ୍ନାରେ ନବ ନିର୍ମାଣ…
Read More...