ପାରିବାରିକ କଳହରୁ ସ୍ଵାମୀର ଆତ୍ମହତ୍ୟା, ମୃତଦେହକୁ କାନ୍ଧ ଦେଲେ ପୁଲିସ ବାବୁ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ପଞ୍ଚାୟତ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଗଛରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବାବେଳେ ତାଙ୍କ ମୃତଦେହକୁ ଜଣେ ପୁଲିସ ଅଧିକାରୀ କାନ୍ଧ ଦେଇ…
Read More...

ନବରଙ୍ଗପୁର ଷ୍ଟାଡିୟମର ଦୂରାବସ୍ଥା ନେଇ କ୍ରିଡାପ୍ରେମୀ କ୍ଷୁବ୍ଧ ; ଅର୍ଦ୍ଧେକ ପଡିଆ ଅବ୍ୟବହୃତ

ନବରଙ୍ଗପୁର : ଜିଲା ସଦରମହକୁମା ନବରଙ୍ଗପୁରରେ ଗୋଟିଏ ମାତ୍ର ଷ୍ଟାଡିୟମ ରହିଛି। ତେବେ ଏହାର ପରିଚାଳନା ଅଭାବ ଯୋଗୁଁ ପଡିଆର ଅର୍ଦ୍ଧେକଅଂଶ ବ୍ୟବହାର ଉପଯୋଗୀ ହୋଇରହିନି। ଫଳରେ କ୍ରିଡାପ୍ରେମୀ ମଧ୍ୟରେ ତୀବ୍ର ଅସନ୍ତୋଷ…
Read More...

କଳାହାଣ୍ଡି ଉପରେ ନବୀନଙ୍କ ନଜର ; କରୋନା କଟକଣା ପରେ ବିଜେଡିର ପ୍ରଥମ ଶକ୍ତି ପ୍ରଦର୍ଶନ

ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା (କେବିକେ) ଉପରେ ଅଧିକ ଫୋକସ କରୁଥିବା ପରିଲକ୍ଷିତ ହେଉଛି । କରୋନା କଟକଣା ଯୋଗୁଁ ୯ ମାସର ସଂଗରୋଧ ରହିବା ପରେ ମୁଖ୍ୟମନ୍ତ୍ରୀ…
Read More...

ଭାରତ ସ୍ୱାଭିମାନ ଟ୍ରଷ୍ଟ ବୌଦ୍ଧ ଶାଖା ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭାରତ ସ୍ୱାଭିମ଼ାନ ଟ୍ରଷ୍ଟ ପକ୍ଷରୁ ଅନୁଗୁଳ ଜିଲ୍ଲା କିଆକଟା ନିକଟସ୍ଥ ବନଦୁର୍ଗା ମନ୍ଦିର ପନ୍ଥେଇ ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…
Read More...

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭୂମି ପୂଜନ କାର୍ଯ୍ୟକ୍ରମ

ବୌଦ୍ଧ : ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିରର ଉନ୍ନତି ପାଇଁ ପ୍ରତ୍ୟେକ ଜିଲ୍ଲାକୁ ୧କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ବୌଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିର ଭିତର ଓ ବାହାର ପରିସରର ବିକାଶ ପାଇଁ ଏକ ମାଷ୍ଟର…
Read More...

ଆମ ସହର ଆମ ସମସ୍ୟା : ବୌଦ୍ଧରେ ଜାନୁୟାରୀ ମାସରୁ ପାନୀୟଜଳ ସଙ୍କଟ, ମରୂଭୂମି ପାଲଟିବକି ମହାନଦୀ !

ବୌଦ୍ଧ : ମହାନଦୀ ବାରମ୍ବାର ଗତିପଥ ବଦଳାଉଥିବାବେଳେ ବୌଦ୍ଧ ସହର ପାଇଁ ଜାନୁୟାରୀ ମାସଠାରୁ ପାନୀୟଜଳ ସଙ୍କଟ ଜଳଜଳ ହୋଇ ଦେଖାଗଲାଣି। ଯେଉଁସ୍ଥାନରେ ବୈଶାଖ ମାସରେ ନିଳ ଜଳରାଶି ଲହଡି ଭାଙ୍ଗୁଥିଲା ତାହା ଏବେ ମରୁଭୂମି…
Read More...

ଅପହୃତା ନାବାଳିକା ୬ ଘଣ୍ଟାରେ ଉଦ୍ଧାର

ପିପିଲି : ବଳଙ୍ଗା ଥାନା ଅଞ୍ଚଳରୁ ଜଣେ ୧୧ ବର୍ଷିୟା ନାବାଳିକା ଅପହୃତ ହୋଇଥିବା ନେଇ ଅଭିଯୋଗ ହେବାର ୬ଘଣ୍ଟା ମଧ୍ୟରେ ଉଦ୍ଧାର କରିବାରେ ପୁଲିସ ସଫଳ ହୋଇଛି । ଏହି ମାମଲାରେ ବଳଙ୍ଗା ପୁଲିସ ଅପହରଣକାରୀ ଯୁବକକୁ ଥାନାରେ…
Read More...

ପାହାଡ଼ ଉପ‌ରେ ଗାଁ : ନିଷ୍ଠୁରଦୁମା

ଦେବଗଡ଼ (ସିଦ୍ଧାର୍ଥ ଗୁରୁ) : ବଣ ଜଙ୍ଗଲ ଘେରା ଦେବଗଡ଼ ଜିଲାର ଛୋଟିଆ ଗାଁ’ଟିଏ। ପାହାଡ଼ ଉପରେ ତା’ର ସ୍ଥିତି। କାହିଁ କେଉଁ କାଳରୁ  ଆକାଶକୁ ମୁହଁକରି ରହିଥିବା ଏହି ଗାଁ’ରେ ବସବାସ କରନ୍ତି ମାତ୍ର ୧୦ଟି ପରିବାର। ମୋଟ…
Read More...

ଏନ୍ଏସି ପକ୍ଷରୁ ଜବର ଦଖଲ ଉଚ୍ଛେଦ; ଦୋକାନ ସମ୍ମୁଖରେ ଅଳିଆ ପଡ଼ିଥିବାରୁ ୧୦ ଦିନ ଯାଏଁ ସିଲ୍

ଗୋପାଳପୁର : ଶନିବାର ଅପରାହ୍ନରେ ଏନ୍‌ଏସି ପକ୍ଷରୁ ଗୋପାଳପୁର ଓବରାଇ ଛକ ଠାରେ ଜବର ଦଖଲ କରି ଗଢି ଊଠିଥିବା ଦୋକାନ ଗୃହ ଉଚ୍ଛେଦ କରାଯିବା ସହ ମହୁଲି ଦେଶୀମଦ ଶାଖା ଦୋକାନ ସମ୍ମୁଖରେ ଅଳିଆ ପଡ଼ିଥିବା ନେଇ ଦୋକାନକୁ…
Read More...

ଡମପଡା-ଚନ୍ଦକା ବନଖଣ୍ଡରେ ପକ୍ଷୀଗଣନା, ୬୨ ପ୍ରଜାତିର ୨୧,୯୪୮ ପକ୍ଷୀ

ବାଙ୍କୀ: ଚଳିତ ବର୍ଷ ଡମପଡା-ଚନ୍ଦକା ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପକ୍ଷୀ ଗଣନା କାର୍ଯ୍ୟରେ ଡମପଡ଼ା ବନାଞ୍ଚଳର ୫ଟି ସ୍ଥାନରେ ୫ଟି ଟିମ୍‌ ମାଧ୍ୟମରେ ୬୨ ପ୍ରଜାତିର ୧୯,୪୦୮…
Read More...

କୋଇଲିମୁଣ୍ଡାର ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ମାମଲା : ଜାତୀୟ ମାନବାଧିକାର କମିଶନଙ୍କର ତାଗିଦ

ନବରଙ୍ଗପୁର : ଚନ୍ଦାହାଣ୍ଡ ବ୍ଲକ କୋଇଲିମୁଣ୍ଡା ଗାଁର ଚାଷୀ ଦିଆଲୁ ଟାକ୍ରୀ ଗତ ଜୁନ ୧୫ରେ ନିଜ ଜମିରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ଏନେଇ ଭବାନୀପାଟଣାର ମାନବାଧିକାର କର୍ମୀ…
Read More...

ସିଫା ଜଳକୃଷି ଗବେଷଣାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ପିପିଲି : କେନ୍ଦ୍ର ମତ୍ସ୍ୟ,ପଶୁସଂପଦ ଓ ଗୋପାଳନ ତଥା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଜି କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା…
Read More...

ଧର୍ମେନ୍ଦ୍ରଙ୍କୁ ଉତ୍ତରାବଜାର ଓ ସାତଶଙ୍ଖ ଠାରେ ସଂବର୍ଦ୍ଧନା

ପିପିଲି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୀ ଗସ୍ତ ପରିପ୍ରେକ୍ଷୀରେ ଶନିବାର ପିପିଲିର ବିଜେପି ଦଳ ପକ୍ଷରୁ  ତାଙ୍କୁ ଉତ୍ତରାବଜାର ଓ ସାତଶଙ୍ଖ ଠାରେ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି। ପୁରୀ ଜିଲା…
Read More...

ବିଚ୍ ରାସ୍ତାରେ ୧୦ ବର୍ଷିୟ ସମ୍ପର୍କୀୟ ଭାଇର ଗଳା କାଟି ହତ୍ୟା, ହସ୍ପିଟାଲ ନେବା ପରିବର୍ତ୍ତେ ଭିଡିଓ କଲେ ଲୋକେ

ସିକର : ରାଜସ୍ଥାନର ସିକରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିଚ୍ ରାସ୍ତାରେ ଜଣେ ଯୁବକ ନିଜର ଦଶ ବର୍ଷର ସମ୍ପର୍କୀୟ ଭାଇକୁ ବ୍ଲେଡରେ ଗଳା କାଟି ହତ୍ୟା କରିଛି। କେବଳ ସେତିକି ନୁହେଁ, ହତ୍ୟାକାଣ୍ଡର ଲାଇଭ…
Read More...

ଅପେକ୍ଷା ଶେଷ: ଜାନୁଆରୀ ୧୬ରୁ କରୋନା ଟିକାକରଣ ଆରମ୍ଭ, ପ୍ରଥମେ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : ଭାରତ ସରକାର ଏକ ବଡ ଘୋଷଣା କରିଛନ୍ତି। ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବ । ସର୍ବପ୍ରଥମେ ୩ କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଏହା ପରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ…
Read More...

ବେଗୁନିଆରେ ଅସ୍ଥାୟୀ ଜେଏମଏଫସି ପରିଦର୍ଶନ କଲେ ଜିଲ୍ଲା ଜଜ୍ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆରେ ଖୁବଶୀଘ୍ର ଖୋଲିବାକୁ ଯାଉଥିବା ଅସ୍ଥାୟୀ ଜେଏମଏଫସି ଅଟ୍ଟାଳିକା ଗୃହର ପାରିପାର୍ଶ୍ୱିକ ଅବସ୍ଥା ଏବଂ ଭିତ୍ତିଭୂମିକୁ ଜିଲ୍ଲା ଜଜ୍ ଏଲ ମହାପାତ୍ର ଆଜି ଅନୁଧ୍ୟାନ କରି…
Read More...

ପୁଣି ଚୀନର ଅନୁପ୍ରବେଶ ; ଭାରତ ସୀମାରୁ ଚୀନ୍ ସୈନିକ କାବୁ

ନୂଆଦିଲ୍ଲୀ : ପୁନର୍ବାର ଲଦାଖରେ ଚୀନର ଜଣେ ସୈନିକ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ପାଙ୍ଗୋଙ୍ଗ ହ୍ରଦ ନିକଟରେ  ଚୀନର ଜଣେ ସୈନିକ ବୁଲୁଥିବା ବେଳେ ଭାରତୀୟ ସେନାମାନଙ୍କ ଦ୍ବାରା ଧରାପଡିଛି। ଅଟକ ରଖି ପଚରାଉଚରା…
Read More...

ଉତ୍ତରକାଶିରେ ଭୂକମ୍ପ

ଉତ୍ତରକାଶି : ଗୋଟିଏ ଦିନ ପୂର୍ବରୁ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ଶନିବାର ଉତ୍ତରକାଶିରେ ଭୂକମ୍ପ ହୋଇଛି। ଶନିବାର ପୂର୍ବାହ୍ନ ୧୧ଟା ୨୭ ମିନିଟ୍‌ରେ ଜିଲାର ବିଭିନ୍ନ ସ୍ଥାନରେ…
Read More...

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ପଧାନପଡ଼ା ଗ୍ରାମର ବିକାଶ ଦେହୁରୀ (୨୨) ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଗତ ୨୦ ତାରିଖରୁ ଅପହରଣ କରି…
Read More...

ତିନି ବାଲି ବୋଝେଇ ହାଇୱା ଜବତ କଲା ତୁରୁମୁଙ୍ଗା ପୁଲିସ

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ନିକଟ ୪୯ ନମ୍ୱର୍ ଜାତୀୟ ରାଜପଥ ଅନ୍ତର୍ଗତ ହାତୀବାରୀ ନିକଟରୁ ଗତକାଲି ବେଆଇନ ବାଲି ବୋଝେଇ କରି ଯାଉଥିବା ୩ଟି ବାଲି ବୋଝେଇ ହାଇୱାକୁ ତୁରୁମୁଙ୍ଗା ପୁଲିସ ଜବତ କରିଛି।…
Read More...

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଅଭିଯାନ

ପାଟଣା : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିମନ୍ତେ ନିଧି ସଂଗ୍ରହ ଅଭିଯାନର ଏକ ପ୍ରସ୍ତୁତି ବୈଠକ ସାହରପଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ…
Read More...

ଆଲେପି-ଧାନବାଦ ଟ୍ରେନ୍ ରହଣି ଦାବିରେ ରେଳରୋକ; ଆନ୍ଦୋଳନକାରୀଙ୍କୁ ଗିରଫ ପରେ ହଟିଲା ରୋକ୍

ରେଙ୍ଗାଲି : ରେଙ୍ଗାଲି ଷ୍ଟେସନରେ ଆଲେପି-ଧାନବାଦ ଟ୍ରେନ୍ ରହଣୀ ଦାବି କରି ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଆଜି ରେଙ୍ଗାଲି ରେଲଷ୍ଟେସନ୍ ରେ ରେଳରୋକ କରାଯାଇଥିଲା। ରେଳରୋକ ସହିତ ଆଜି…
Read More...

ଅଂଶୁପାର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ବାଙ୍କୀ : ଶୁକ୍ରବାର ପୂର୍ବାହ୍ନରେ ମଧୁର ହ୍ରଦ ଅଂଶୁପାର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଅଂଶୁପା କୂଳବର୍ତ୍ତୀ ସୁବର୍ଣ୍ଣପୁର ଓ ଓସ୍ତିଆ ପଞ୍ଚାୟତ ସଂଲଗ୍ନ ଅଞ୍ଚଳରେ ଆଗକୁ କିଭଳି ଉନ୍ନୟନ ମୂଳକ କାର୍ଯ୍ୟ…
Read More...

ଆଜିଠାରୁ ଖୋଲିଲା ଶିକ୍ଷାନୁଷ୍ଠାନ ; କୋଭିଡ ଗାଇଡ ଲାଇନ ମାନି ପାଠପଢା ଆରମ୍ଭ

ଜି.ଉଦୟଗିରି : କରୋନା ମହାମାରୀକୁ ନେଇ ପ୍ରାୟ ନଅ ମାସ ହେଲା ସ୍କୁଲ ବନ୍ଦ ଥିବାବେଳେ ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଚଳିତ ବର୍ଷ ଦ୍ବାଦଶ ଓ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ଆଜିଠାରୁ ଶ୍ରେଣୀ…
Read More...

ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିଜୁପଙ୍ଖା ଗ୍ରାମ ମସାଣି ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ରାସ୍ତା…
Read More...

ନିଜ ଫାର୍ମର ଷ୍ଟ୍ରବେରୀ ଖାଇ, ଭିଡ଼ିଓ ସେୟାର କଲେ ଧୋନୀ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ଅତ୍ୟଧିକ ସକ୍ରିୟ ନୁହଁନ୍ତି, କିନ୍ତୁ ଶୁକ୍ରବାର ଦିନ ଏକ ଭିଡିଓ ସେୟାର କରି ସେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଧୋନୀ ପ୍ରାୟ ପାଞ୍ଚ…
Read More...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି ମୋଟାପଣ ହ୍ରାସ କରିବା ପର୍ଯ୍ୟନ୍ତ – ଉପକାରୀ ଛତୁ

ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ କରୋନା ଅବଧି ହେତୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ ଦୃଢ ଏବଂ ଆପଣଙ୍କ ମେଦବହୁଳତା ନିୟନ୍ତ୍ରିତ…
Read More...

ଗୋଟିଏ ବିଦ୍ୟାଳୟରେ ୨୨ ଛାତ୍ର ଓ ୩ ଶିକ୍ଷକ କରୋନା ପଜିଟିଭ୍

ନୂଆଦିଲ୍ଲୀ : ବିହାରର ମୁଙ୍ଗେର ଜିଲାରେ ୨୨ ଜଣ ଛାତ୍ର ଏବଂ ତିନିଜଣ ଶିକ୍ଷକ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି। ଏମାନେ ସମସ୍ତେ ଗୋଟିଏ ବିଦ୍ୟାଳୟର ବୋଲି ଜଣାପଡିଛି। ସେହି ବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ବୋଲି…
Read More...

ବାଗେଶ୍ୱରରେ ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ୩.୩ ତୀବ୍ରତା

ବାଗେଶ୍ୱର : ଉତ୍ତରାଖଣ୍ଡର ବାଗେଶ୍ୱରରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଛି। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ଗତ ମାସ…
Read More...

ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ

ମୋହନା : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ପ୍ରଦେଶ କଂଗ୍ରେସ କମିଟି ବୈଠକ ମୋହନା ବ୍ଲକ୍ ଅନ୍ତର୍ଗତ ପିଣ୍ଡିକି ଗ୍ରାମ ନିକଟ ରମେଶ ତୋଟାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ତଥା…
Read More...

ଦଲାଲଙ୍କ ହାତରେ ଧାନ କିଣାବିକା ; ନକଲି ଭାଗଚାଷୀଙ୍କ ନାଁରେ ବିକୁଛନ୍ତି ଧାନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସମସ୍ତ ଧାନ ମଣ୍ଡିଗୁଡିକରେ ଧାନକ୍ରୟ ସମୟରେ ଦେଖାଯାଇଥିବା ଅରାଜକତା ପରିସ୍ଥିତି ଯୋଗୁଁ ଚଳିତବର୍ଷ ଧାନକିଣାରେ ବ୍ୟାପକ ଅନିୟମିତତା ଚାଲିଛି। ଧାନକ୍ରୟରେ ସ୍ୱଚ୍ଛତା ଆଣିବା…
Read More...

ବିଜେପି ପକ୍ଷରୁ ନବରଙ୍ଗପୁର ଏସ୍‍ପିଙ୍କ କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର : ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବିରୋଧରେ ସ୍ୱରଉତ୍ତୋଳନ କରିବାରୁ ମାହାଙ୍ଗାର ବିଜେପି ନେତା ହତ୍ୟା କରାଯାଇଛି। ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା ସଂପୃକ୍ତି ଥିବାରୁ ତାଙ୍କୁ ତୁରନ୍ତ ବହିଷ୍କାର ଓ…
Read More...

ବିଶୋଧିତ ହେଲା ସ୍କୁଲ, ଶ୍ରେଣୀକକ୍ଷରେ ପ୍ରଥମ ଦିନରେ ପାଦ ଥାପିବେ ମାଟ୍ରିକ ବିଦ୍ୟାର୍ଥୀ

ସାରନଗରୀ : ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆସନ୍ତାକାଲି ଶୁକ୍ରବାର ଠାରୁ ସ୍କୁଲ ଖୋଲୁଥିବା ବେଳେ ଏହାକୁ ନେଇ ଆଜି ଠାରୁ ବିଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଛି…
Read More...

ଗୋବିନ୍ଦପୁରରେ କୁକୁଡା ମଡ଼କ, କାରଣ ଅସ୍ପଷ୍ଟ

ଭୁବନେଶ୍ବର/ବେଗୁନିଆ : ବାର୍ଡ-ଫ୍ଲୁ ଯୋଗୁଁ ରାଜ୍ୟ ବାହାରେ ପକ୍ଷୀ ମଡ଼କ ଦେଖିବାକୁ ମିଳୁଥିବା ବେଳେ ଏବେ ରାଜ୍ୟରେ ସେଭଳି କିଛି ଘଟଣା ସାମ୍ନାକୁ ଆସିଛି। ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର…
Read More...

ଓସେପା ଏସପିଡିଙ୍କ ବେଗୁନିଆ ବ୍ଲକ ପରିଦର୍ଶନ 

ବେଗୁନିଆ : ଆସନ୍ତା କାଲି ଠାରୁ ସରକାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ଯାଉଥିବା ବେଳେ ସ୍କୁଲ ଗୁଡିକର ପାରିପାର୍ଶ୍ବିକ ଅବସ୍ଥା ଏବଂ ଭିତ୍ତିଭୂମି ତଦାରଖ କରିବା ପାଇଁ ଓସେପା ଷ୍ଟେଟ ପ୍ରୋଜେକ୍ଟ ଡାଇରେକଟର…
Read More...

ଉପଜିଲ୍ଲାପାଳଙ୍କ ଦ୍ୱାରା ସାଲତମାମି କାର୍ଯ୍ୟ ସମ୍ପର୍ଣ୍ଣ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ଯ୍ୟାଳୟର ଆନୂଆଲ ଆକାଉଣ୍ଟ ଭେରୀଫିକେସନ (ସାଲତମାମି) କାର୍ଯ୍ୟ ଉପଜିଲ୍ଲାପାଳଙ୍କ ଦ୍ୱାରା ତଦାରଖ କରାଯାଇଥିଲା । ବେଗୁନିଆ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନଙ୍କ…
Read More...

୨ଟି ପାୱାରଟିଲର ଜବତ, ୪୦ ହଜାର ଟଙ୍କା ଜୋରିମାନା ଆଦାୟ

ବେଗୁନିଆ : ବେଗୁନିଆ ତହସିଲ ଅଂଚଳରେ ପଥର ମାଫିଆ ମାନେ ରାତି ଅଧିଆ ପଥର କାଟି ବେଆଇନ ଭାବେ ପଥର ଚାଲାଣ କରୁଥିବାବେଳେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ଅତର୍କିତ ଚଢ଼ାଉ ଯୋଗୁଁ  ମାଫିଆ ମାନେ…
Read More...

ମଧୁପୁରଗଡ଼ ପଂଚୟତର ବିକାଶ ପାଇଁ ଭିତିଭୂମିର ଅନୁଧ୍ୟାନ କଲେ ଜିଲାପାଳ

ଗଡ଼ମଧୁପୁର : ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଧୁପୁରଗଡ ଗ୍ରାମପଂଚାୟତର ସାମଗ୍ରିକ ବିକାଶ ପାଇଁ ଜିଲାପ୍ରଶାସନ ଏବେ ଅଣ୍ଟା ଭିଡିଥିବା ଦେଖାଯାଇଛି। ଏହି ପଂଚାୟତର ଭିତିଭୂମିର ଅନୁଧ୍ୟାନ ପଇଁ ଆଜି ସକାଳ ୧୧ଟା ସମୟରେ…
Read More...

ଦିନ ଦ୍ବିପ୍ରହରରେ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

ରେଙ୍ଗାଲିକେମ୍ପ : ବରଗଡ଼ଜିଲ୍ଳା ଅତାବିରା ଥାନା ଅଞ୍ଚଳରେ ଚୋରି, ଡକାୟତି ଲୁଟପାଟ୍‌ ଭଳି ଘଟଣା ନିତିଦିନିଆ ହୋଇ ଗଲାଣି। ଅତାବିରା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଆଜି ଦିନ…
Read More...

ମାଳମାଳ କାରଖାନା, ନିଯୁକ୍ତିର ସ୍ୱପ୍ନ ପାଣିଚିଆ

ରାଉରକେଲା : ସୁନ୍ଦରଗଡ଼ ଜିଲାକୁ ପ୍ରକୃତି ଖଣି ଖାଦାନରେ ପରିପୂର୍ଣ୍ଣ କରିଛି। କିନ୍ତୁ ବ୍ୟବସ୍ଥା ଏଠାକାର ଅଧିବାସୀଙ୍କୁ ନିଃସ୍ୱ କରିଛି। ଖଣିଖାଦାନ ଓ ଶିଳ୍ପ ମାଳମାଳ। ନିଯୁକ୍ତିର ସୁଯୋଗ ଅନେକ। ତଥାପି ସୁନ୍ଦରଗଡ଼…
Read More...

ଅବକାରୀ ଚଢଉ ବେଳେ ମଦ ମାଫିଆଙ୍କ ଆକ୍ରମଣ, ଜଣେ ନିରୀକ୍ଷକ ଗୁରୁତର

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଓ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମରେ ବୁଧବାର ସକାଳୁ ସନ୍ଧ୍ୟା ଯାଏଁ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢଉ କରାଯାଇଥିଲା। ଭିରୁଡାର ପଣସପାଟଣା ଗ୍ରାମରେ ଅବକାରୀ…
Read More...

ବ୍ରାହ୍ମଣୀଗାଁ ଭାଜପାର ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ବର୍ଗ ବୈଠକ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନଂ ଜିଲା ପରିଷଦ ଜୋନ୍ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଂଚଳର ୧୩ଟି ପଂଚାୟତକୁ ନେଇ ସ୍ଥାନୀୟ ସିପିଏସ୍‌ଡବ୍ଲୁ ପରିସରରେ ଭାଜପାର…
Read More...

ଶିକ୍ଷା ଅଧିକାର ଆଇନକୁ ସଂପୂର୍ଣ୍ଣ ଲାଗୁ କରିବାକୁ ଦାବି

କଂଟାବାଞ୍ଜି : ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜେଇଇ ଏବଂ ନିଟ୍‌ରେ ଶତକଡ଼ା ୧୦ ଭାଗ ସଂରକ୍ଷଣ ଘୋଷଣା କରିଥିବା ସରକାରଙ୍କ ପଦକ୍ଷେପକୁ ରାଜ୍ୟ ଶିକ୍ଷା ସଂଘର୍ଷ ମହାସଂଘ ତରଫରୁ ସ୍ୱାଗତ କରିବା ସହ ଶିକ୍ଷା ଅଧିକାର…
Read More...

ଧାନ ବିକ୍ରି ଅବ୍ୟବସ୍ଥା ପ୍ରତିବାଦରେ ବିଜେପିର ରାସ୍ତା ଅବରୋଧ

କୁଚିଣ୍ଡା : କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଉତ୍ପାଦିତ ଧାନକୁ ସରକାର କ୍ରୟ କରେଇବାରେ ବିଫଳ ହେବା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇ ଧାରଣା ଦିଆଯାଇଛି। ଏହା ଦ୍ବାରା ସାଧାରଣ ଜୀବନଯାତ୍ରା…
Read More...

ମା’-ବାପ ସମ୍ମୁଖରେ ନାବାଳିକାକୁ ଧକ୍କା ଦେଲା କାର, ଡାକ୍ତରଖାନାରେ ପହଞ୍ଚାଇ ପରେ ଗାଡି ଫେରାର

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନଂ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର କଳିଆପୋଷି ଛକ ନିକଟରେ ବୁଧବାର ଦିନ ପ୍ରାୟ ସାଢେ ୧୧ଟାରେ ଏକ ଧଳା ମାରୁତି କାର ମା’-ବାପା…
Read More...

କରୋନା କାଳରେ ଝାଡୁ ବେଉସା….କୁଚିଣ୍ଡା ରୁ କଳାପାଣି

ରେଙ୍ଗାଲିକ୍ୟାମ୍ପ : ବିଗତ ବର୍ଷ କରୋନା ତାର ପ୍ରକୋପରେ ମଣିଷର ଜୀବନ ଜଞ୍ଜାଳର ଅଭ୍ୟାସକୁ ବଦଳାଇ ଦେବା ସହ ପେଟ ପୋଷିବା ପାଇଁ କଠିନରୁ କଠିନ କାମ କରିବା ବି ଶିଖାଇ ଦେଇଛି। ଏମିତିକି ଝାଡୁ ବିକି ପେଟ ପୋଷିବା ପାଇଁ ଲୋକ…
Read More...

ଆମପାଣି ଘାଟି ରାସ୍ତାରେ ବାଘ

କୋକସରା : କଳାହାଣ୍ଡି ନବରଙ୍ଗପୁର ଜିଲ୍ଳା ସିମାନ୍ତ କୋକସରା ବ୍ଳକ ଆମପାଣି ଘାଟିରେ ଏକ କଲରା ପତରିଆ ବାଘ ଦେଖିବାକୁ ମିଳିଛି। ସିଉନୀ ଗ୍ରାମର ଆଲୋକ ପାଣିଗ୍ରାହି ତାଙ୍କ ସାଙ୍ଗମାନଙ୍କ ସହ ବିଲମ୍ବିତ ରାତି ପ୍ରାୟ ୧୧.୩୦…
Read More...

ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ଶତବାର୍ଷିକୀ ଉତ୍ସବ ଉଦ୍‌ଘାଟିତ

ବାଙ୍କୀ : ବୁଧବାର ଦିନ ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ମହୋତ୍ସବ କୋଭିଡ୍ କଟକଣା ମଧ୍ୟରେ ନିରାଡମ୍ବର ଭାବରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ କଟକ ସାଂସଦ…
Read More...

ମୋଦୀଙ୍କ ପାଇଁ ମୋତିରାମଙ୍କ ଅନଶନ….

ରେଙ୍ଗାଲି କ୍ୟାମ୍ପ : ସମାଜ ତଥା ଦେଶ ପାଇଁ ଦେଶର ଜଣେ ନାଗରିକ ହିସାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କ୍ଵଚିତ ।  ପ୍ରାୟ ସମସ୍ତେ ନିଜର ସ୍ବାର୍ଥ ପୂରଣ ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି।…
Read More...

କୁମ୍ଭୀର ବଂଶ ବୃଦ୍ଧି ଉପରେ ଗୁରୁତ୍ୱ….. ସୁନାଖଣିଆରେ ଛଡାଗଲା ୬ଟି ଘଡିଆଳ କୁମ୍ଭୀର

ହରଭଙ୍ଗା : ସାତକୋଶିଆ ମହାନଦୀ ଗଣ୍ଡରେ ଘଡିଆଳ କୁମ୍ଭୀର ପ୍ରକଳ୍ପ ବିଫଳ ପରେ କୁମ୍ଭୀର  ବଂଶ ବୃଦ୍ଧି ଦିଗରେ ବନ୍ୟପ୍ରାଣୀ ବିଭାଗ ଯତ୍ନବାନ ହୋଇଛି। ଘଡିଆଳ କୁମ୍ଭୀର ପ୍ରଜନନ ସଂଖ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର…
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ବରପାଲି : ବରପାଲି ବ୍ଲକ ଆଗଲପୁର ତିନକାନୀ ତାରିଣୀ ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଜୈନେକ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ତିନକାନୀ ଗାଁରୁ ବ୍ୟକ୍ତିଗତ କାର୍ଯ୍ୟ ସମାପନ ପରେ କମଳ…
Read More...

ଡିଭାଇଡର ସହ ପିଟି ହୋଇ ଓଲଟିଲା କାର, ୬ ଆହତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଉଳା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର୍‍ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇ ଓଲଟି ପଡିବାରୁ ସେଥିରେ ଥିବା ୬ଜଣ ଯୁବକ ଆହତ ହୋଇଥିବା…
Read More...

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ମହିଳାଙ୍କ ଧାରଣା

ବୌଦ୍ଧ : ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ପଞ୍ଚାୟତ ବାରପୁଡୁଗ ଅଙ୍ଗନୱାଡି ୱାର୍କର ନିଯୁକ୍ତି ପ୍ରକ୍ରିୟାରେ ପ୍ରଶାସନିକ ଅବ୍ୟବସ୍ଥାକୁ ବିରୋଧ କରି ଜ୍ୟୋତ୍ସ୍ନାମୟୀ କଲତା ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି।…
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ପିପିଲି : ମାହାଙ୍ଗା ବିଜେପି ନେତା ଓ ତାଙ୍କ ସମ୍ପର୍କୀୟଙ୍କୁ ନିର୍ମମ ହତ୍ୟା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ରାଜ୍ୟ ବିଜେପିର ନିଷ୍ପତ୍ତି ଅନୁଯାଇ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପିପିଲି…
Read More...

ଜୀବିକା ମିଶନର ଗତି କୁଆଡେ….ଜନତାଙ୍କ ସ୍ବର

ରେଙ୍ଗାଲି : ପ୍ରାଚୀନ କାଳରୁ ଗୃହ ପରିବେଶକୁ ସଫା ସୁତୁରା ରଖିବା ପାଇଁ ଧନୀ ଦରିଦ୍ର ସମସ୍ତ ଘର ପରିବାର ପାଇଁ ଝାଡୁ ଅତ୍ୟାବଶ୍ୟକିୟ ସାମଗ୍ରୀ ଅଟେ। ବିଜ୍ଞାନର ପ୍ରଗତି ସତ୍ୱେ ସ୍ୱଚ୍ଛତାର ମୂଳ ଏବଂ ମୁଖ୍ୟ ଆୟୁଧ ଝାଡୁର…
Read More...

ବଜାର ଉପ-ପ୍ରାଙ୍ଗଣରେ ହେଲା ନାହିଁ ଧାନ କିଣା ;  ତହସିଲ ଅଫିସକୁ ଧାନ ବୋଝେଇ ଗାଡି ସହ ଆସିଲେ ଚାଷୀ

ରେଙ୍ଗାଲି : ବଜାର ଉପ-ପ୍ରାଙ୍ଗଣକୁ କତରବଗା ଏବଂ ଝାଙ୍କରପାଲି ପଞ୍ଚାୟତର ଚାଷୀ ଦାନ ବିକ୍ରି ପାଇଁ ଆଣିଥିଲେ। ଟାର୍ଗେଟ୍ ନାହିଁ ଧାନ କିଣିଯାଇ ପାରିବ ନାହିଁ ବୋଲି ପେକ୍ସ ଏବଂ ଯୋଗାଣ ବିଭାଗ କହିବାରୁ ଚାଷୀମାନେ ୨୬ଶହ…
Read More...

ପ୍ରଦୀପ ବିରୋଧୀ ଗୋଷ୍ଠୀ ବବିଙ୍କ ଶରଣରେ….

ଗୋପାଳପୁର : ଗୋପାଳପୁରର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ଦଳ ପକ୍ଷରୁ ବହିଷ୍କୃତ କରାଯିବା ସହ ଚାକିରି ଦେବା ନାମରେ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗରେ…
Read More...

୪ର୍ଥ ଜିଲ୍ଲା ଉନ୍ନୟନ, ସମନ୍ୱୟ ଓ ତଦାରଖ(ଦିଶା) କମିଟି ବୈଠକ

ବାଙ୍କୀ : ମଙ୍ଗଳବାର ଦିନ ୪ର୍ଥ ଜିଲ୍ଲା ସ୍ତରୀୟ ଉନ୍ନୟନ, ସମନ୍ୱୟ ଓ ତଦାରଖ(ଦିଶା) କମିଟି ବୈଠକ ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ୱର ସ୍ଥିତ ଦିଶା ମିନି ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଟକ ଲୋକସଭା ସାଂସଦ…
Read More...

କୁପୋଷଣ ର ବିକଳ ଚିତ୍ର: ୭ ବର୍ଷିୟ ଶିଶୁର ଓଜନ ମାତ୍ର ୭ କେଜି

ନୂଆଦିଲ୍ଲୀ : ଜଣେ ୭ ବର୍ଷିୟ ଶିଶୁର ଭୟବୀତ ଚିତ୍ର ସାମ୍ନାକୁ ଆସିଛି। ଶିଶୁଟିର ଓଜନ ମାତ୍ର ୭ କେଜି। ୟେମେନର ଏହି ବାଳକର ନାମ ହେଉଛି ଫାଏଦ ସମିମ। ଶିଶୁଟି ପାରାମେସିସ୍ ଏବଂ ପୁଷ୍ଟିହୀନତାର ଶିକାର ହୋଇଛି। ରଏଟର୍ସ…
Read More...

ଅପପ୍ରଚାର ଯୋଗୁଁ ବିବାହ ଭାଙ୍ଗିଲା, ଫିନାଇଲ ପିଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୋପାଳପୁର : ଅପପ୍ରଚାର ଯୋଗୁଁ ବିବାହ ଭାଂଗିବା ଘଟଣାରେ ମର୍ମାହତ ହୋଇ ଜଣେ ଯୁବତୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ସହ ଏବେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ମିଳିଥିବା ସୂଚନା…
Read More...

ରତନ ଟାଟାଙ୍କ ଉଦାରତା ; ଅସୁସ୍ଥ କର୍ମଚାରୀଙ୍କୁ ଭେଟି ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଲେ….

ପୁଣେ : ରତନ ଟାଟାଙ୍କ ଉଦାରତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ୮୩ ବର୍ଷୀୟ ରତନ ଟାଟା ଜଣେ ଶିଳ୍ପପତି ହେବା ସହ ମାନବବାଦ ପାଇଁ ଅଧିକ ଜଣାଶୁଣା। ରତନ ଟାଟା ତାଙ୍କ କର୍ମଚାରୀଙ୍କ ପାଇଁ ଅନେକ କଲ୍ୟାଣକାରୀ…
Read More...

ଢେଙ୍କିକୋଟ ନେସ୍କୋ କାର୍ଯ୍ୟାଳୟ ଘେରିଲେ ଉପଭୋକ୍ତା

ପାଟଣା : ଟ୍ରାନ୍ସଫର୍ମର ପୋଡ଼ିବାର ୧୫ ଦିନ ହେଲାଣି। ବାକି ଟଙ୍କା ପୈଠ କରିସାରିଲେଣି ଉପଭୋକ୍ତା। ତଥାପି ଟ୍ରାନ୍ସଫର୍ମର ଲଗାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବିଦ୍ୟୁତ୍‌ ବିଭାଗ। ଏହାକୁ ନେଇ କଟରାବେଡ଼ାର…
Read More...

ଖୋଲିଲା ଶ୍ରୀ ମନ୍ଦିର, ଏବେ ପୁରୀ-ଚକ୍ରଧରପୁର ଟ୍ରେନ ଚଳାଚଳ ପାଇଁ ଦାବି

ପାଟଣା : ଦୀର୍ଘ ଦିନର ବ୍ୟବଧାନ ପରେ ପୁରୀରେ ଶ୍ରୀ ମନ୍ଦିର ଖୋଲିଥିବାରୁ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ ଦର୍ଶନ ପାଇଁ ବ୍ୟାକୁଳତା ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରୁ ମଧ୍ୟ ହଜାର ହଜାର ଭକ୍ତ ପୁରୀ…
Read More...

ପାଟଣା ବ୍ଲକରେ ୨୯୧ ବିଦେଶାଗତ ପକ୍ଷୀ

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ ବନବିଭାଗ ପକ୍ଷରୁ ପଷୀ ଗଣନା କରାଯାଇଛି। ପାଟଣା ବ୍ଲକର ରାଜନଗର ବୈତରଣୀ ଶୈବ୍ୟାକାବେରୀ ତୀର୍ଥରେ ଚଳିତ ବର୍ଷ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳି ନାହିଁ। କେବଳ ଖିରେଇଟାଙ୍ଗିରି…
Read More...

ବିଜେପିର ଅଚାନକ ଧାନମଣ୍ଡି ପରିଦର୍ଶନ, ବ୍ୟାପକ ହେରଫେର ନେଇ ଚାଷୀଙ୍କ ଅଭିଯୋଗ

ପାଟଣା : ରାଜ୍ୟ ବିଜେପି ତରଫରୁ ଧାନମଣ୍ଡୀ ଚାଲ ଅଭିଯାନ ଡାକରା ଅବସରରେ ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ଢେଙ୍କିକୋଟ ଲ୍ୟାମ୍ପସ୍ ଅଧିନ ପିପିଳିଆ ଶାଖା ଧାନମଣ୍ଡୀକୁ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ଓ…
Read More...

ଧାନ ବିକ୍ରି ସମସ୍ୟା ଉତ୍କଟ …ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ରେଙ୍ଗାଲି : ଧାନ ବିକ୍ରି କରିବେ ବୋଲି ସମବାୟ ଏବଂ ଯୋଗାଣ ବିଭାଗ ଚାଷୀଙ୍କୁ ଟୋକନ୍ ଦେଉଛନ୍ତି। କିନ୍ତୁ କ୍ଷୋଭର ବିଷୟ ଯେ ଟୋକନ୍ ପାଇଥିବା ଚାଷୀ ଧାନ ବୋଝେଇ ଗାଡି ବଜାର ଉପ-ପ୍ରାଙ୍ଗଣକୁ ଆଣିଲେ ବି ଟାର୍ଗେଟ୍ ନାହିଁ,…
Read More...

ଜେଲ୍ ହାଜତକୁ ଗଲା ପତ୍ନୀହନ୍ତା

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍‌ ପଡାର ମନୀଷା ବଗର୍ତ୍ତି ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ମୃତ ମନୀଷାର ସ୍ୱାମୀ କାହ୍ନଚରଣ ଦାସକୁ ଆଜି କୋର୍ଟ ଚାଲାଣ କରଯାଇଥିବା ପୁଲିସ ସୁତ୍ରରୁ ପ୍ରାପ୍ତ ସୂଚନାରୁ ପ୍ରକାଶ। କୋର୍ଟରେ…
Read More...

ଅଳ୍ପ ଦିନରେ ନଷ୍ଟ ହୋଇଗଲାଣି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା – ନିମ୍ନମାନର କାର୍ଯ୍ୟ ଅଭିଯୋଗ

ନବରଙ୍ଗପୁର : କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମାତ୍ର କେତେକ ସ୍ଥାନରେ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ…
Read More...

ପାଇଲଟଙ୍କ କ୍ୟାମେରାରେ ‘ଜେଟପ୍ୟାକ୍ ମ୍ୟାନ୍’ ର ଉଡନ୍ତା ଦୃଶ୍ୟ – ଦେଖନ୍ତୁ ଭିଡିଓ

ୱାଶିଙ୍ଗଟନ : ୨୦୨୦ ମସିହାରେ ଅନେକ ଅଜବ ଘଟଣା ଘଟିଥିଲା। ଆମେରିକାର ଲସ୍ ଆଞ୍ଜେଲସରେ ମଧ୍ୟ ସେହିଭଳି ଏକ ବିଚିତ୍ର ଘଟଣା ଘଟିଥିଲା, ଯାହା ଏବେ ସାମ୍ନାକୁ ଆସିଛି। ତିନି ହଜାର ଫୁଟ ଉଚ୍ଚରେ ଜଣେ ଅଜ୍ଞାତ ବ୍ୟକ୍ତି…
Read More...

୨୦୨୦ରେ ଦକ୍ଷିଣ କୋରିଆରେ ଜନ୍ମ ଅପେକ୍ଷା ଶିଶୁ ମୃତ୍ୟୁହାର ଅଧିକ

ନୂଆଦିଲ୍ଲୀ : ୨୦୨୦ରେ ଦକ୍ଷିଣ କୋରିଆରେ ଜନ୍ମ ହୋଇଥିବା ଶିଶୁଙ୍କ ଅପେକ୍ଷା ଅଧିକ ଶିଶୁଙ୍କର ମୃତ୍ୟୁ ଘଟିଛି । ଦେଶରେ ପ୍ରଥମ ଥର ପାଇଁ ଏହା ଘଟିଛି । ପୂର୍ବରୁ ଦକ୍ଷିଣ କୋରିଆରେ ଜନ୍ମ ହାର ବିଶ୍ୱରେ ସର୍ବନିମ୍ନ ଥିଲା ।…
Read More...

ତାମିଲନାଡୁ ପ୍ରେକ୍ଷାଳୟରୁ ହଟିଲା ୫୦ ପ୍ରତିଶତ ଦର୍ଶକ ପ୍ରତିବନ୍ଧକ

ଚେନ୍ନାଇ : ତାମିଲନାଡୁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ତାମିଲ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ଅବଧିରେ ପ୍ରେକ୍ଷାଳୟ ଉପରେ…
Read More...

ସିଏଏ ହିଂସା ମାମଲା ; ୪୭୫୧ ଆନ୍ଦୋଳନକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଲକ୍ଷ୍ନୌ : ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ ହେବା ପରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସମେତ ଅନେକ ଜିଲ୍ଲାରେ ସିଏଏ ବିରୋଧରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ…
Read More...

ଯୌତୁକ ପାଇଁ ପତ୍ନୀ ହତ୍ୟା ଅଭିଯୋଗ, ଅଭିଯୁକ୍ତ ଥାନାରେ ଅଟକ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ପଡାରେ ରହୁଥିବା ମନିଷା ବଗର୍ତ୍ତି (୨୪) ନାମ୍ନୀ ଜନୈକ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଯୌତୁକ ପାଇଁ ନିର୍ଯାତନା ଦେଇ ହତ୍ୟା କରିଥିବା ସଂକ୍ରାନ୍ତରେ ଆଜି ଅପରାହ୍ନରେ ମୃତ…
Read More...

ରେଙ୍ଗାଲିରେ ଧାନବାଦ-ଆଲ୍ଏପି ଏକ୍ସପ୍ରେସ ରହଣି ନ ହେଲେ ଆନ୍ଦୋଳନ ଚେତବାନୀ

ରେଙ୍ଗାଲି : ରେଙ୍ଗାଲି ଷ୍ଟେସନରେ ଧନବାଦ-ଆଲ୍ଏପି ଦ୍ରୁତଗାମୀ ଟ୍ରେନ୍ ରହଣିକୁ ରେଲବାଇ କର୍ତ୍ତୃପକ୍ଷ ବାତିଲ କରିଦେଇଥିବାରୁ ରେଙ୍ଗାଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି…
Read More...

ହୁଗୁଳି ପଡିଛି ବିଜୁଳି ବ୍ୟବସ୍ଥା ; କାନ୍ଥ ଏବଂ ଗଛ ଭରସାରେ ବିଜୁଳି ଖୁଣ୍ଟ

ରେଙ୍ଗାଲି : ବିଦ୍ୟୁତ୍ ଶୁଳ୍କ ଆଦାୟରେ ପ୍ରାଥମିକତା ଦେଉଥିବା ୱେସ୍କୋ କମ୍ପାନୀ ବିପର୍ଯ୍ୟସ୍ତ ତଥା ବିପଦ ଜନକ ଅବସ୍ଥାରେ ଥିବା ଭିତ୍ତିଭୂମି ସଜାଡିବା ଦିଗରେ ଆଦୌ ଦୃଷ୍ଟି ଦେଉ ନ ଥିବାର ଜଣାପଡୁଛି। ରେଙ୍ଗାଲିରେ ଏହାର…
Read More...

ବର୍ଜ୍ୟବସ୍ତୁ ସମସ୍ୟାର ପ୍ରତିକାର ହେଉନାହିଁ – ଲୋକଙ୍କ ଅଭିଯୋଗ

ରେଙ୍ଗାଲି : ଶିଳ୍ପ କରିଡର ବୋଲାଉଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ସହର ଏବଂ ଗାଁ ମଧ୍ୟରେ ଦୋଛକିରେ ରହିଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ହେବାକୁ ଯାଉଥିବା ରେଙ୍ଗାଲିର ବିଭିନ୍ନ ଗଳିକନ୍ଦି, ପଡା, ସାହି…
Read More...

ନିଖୋଜ ପୂର୍ବତନ କାଉନସିଲରଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ

ବୌଦ୍ଧ : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଅଗସ୍ତି ମହାକୁଡ(୫୦)ଙ୍କ ଗଳିତ ଶବ ଏକ ବିଲ ମଧ୍ୟରୁ  ରବିବାର ଦିନ ଉଦ୍ଧାର ହୋଇଛି। ମିଳିଥିବା ସୁଚନା ମୁତାବକ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧…
Read More...

ହରଭଙ୍ଗା ବ୍ଳକରେ ଆବାସ ଯୋଜନାରେ ଦୁର୍ନୀତି, ଗୃହ ନ ଦେଇ ୭୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ବୌଦ୍ଧ : ସରକାର ଗରିବ ଲୋକଙ୍କୁ ଆର୍ଥକସ୍ଥିତରେ ଉନ୍ନତି ଆଣିବା ସହ ଭଲରେ ରହିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଥିବା ବେଳେ ରହିବା ପାଇଁ ମାଗଣାରେ ବାସଗୃହ ବିଭିନ୍ନ ଯୋଜନାରେ ଯୋଗାଇ ଦେଇଆସୁଛନ୍ତି।…
Read More...

ଆମ ସହର ଆମ ସମସ୍ୟା :- ଟ୍ରାଫିକ ସଚେତନତା ଅଭାବରୁ ବଢୁଛି ଦୁର୍ଘଟଣା

ବୌଦ୍ଧ :  ଐତିହାସିକ ବୌଦ୍ଧ ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହେବାରେ ଲାଗିଛି। ଯାନବାହାନ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ସେହି ଅନୁପାତରେ ରାସ୍ତାଘାଟର ଉନ୍ନତି ହୋଇପାରୁନାହିଁ। ସହର ମଧ୍ୟ ଦେଇ ଯାଇଥିବା…
Read More...

୨୦ ବର୍ଷରେ ୪୦ ଥର ଟ୍ରାନ୍ସଫର, ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି – ଡି. ରୂପା

ନୂଆଦିଲ୍ଲୀ : ଆଇପିଏସ୍ ଅଧିକାରୀ ଡି. ରୂପାଙ୍କୁ ତାଙ୍କର ୨୦ ବର୍ଷର କ୍ୟାରିଅର ମଧ୍ୟରେ ୪୦ ଥର ଟ୍ରାନ୍ସଫର ବା ସ୍ଥାନାନ୍ତର କରାଯାଇଛି । ନିକଟରେ ବାଙ୍ଗାଲୋର ସେଫ୍ ସିଟି ପ୍ରକଳ୍ପର ଟେଣ୍ଡରିଙ୍ଗ ପ୍ରକ୍ରିୟାରେ ଡି.…
Read More...

ଅତାବିରାର ୨ଟି କେନ୍ଦ୍ରରେ ସମ୍ପନ୍ନ ହେଲା ଏନ୍ଏମ୍ଏମ୍ଏସ ପରୀକ୍ଷା, ୨୬୪ ଜଣ ଦେଲେ ପରୀକ୍ଷା

ରେଙ୍ଗାଲି କ୍ୟାମ୍ପ : ଭୁବନେଶ୍ୱର ଏସସିଇଆର୍‌ଟିଙ୍କ ନିର୍ଦ୍ଦେଶ କ୍ରମେ ଆଜି ୨୦୨୦/୨୧ ଶିକ୍ଷାବର୍ଷ ପାଇଁ ଏନ୍ଏମ୍ଏମ୍ଏସ ପରୀକ୍ଷା ଶେଷ ହୋଇଛି। ବରଗଡ଼ ଜିଲ୍ଲା ଅତାବିରାରେ ଏହି ପରୀକ୍ଷା ଦୁଇଟି କେନ୍ଦ୍ରରେ ଜିଲ୍ଲା…
Read More...

ପୂର୍ବ ବର୍ଷ ଅପେକ୍ଷା ଏ ନୂଆବର୍ଷରେ ଭାରତରେ କମ୍ ସନ୍ତାନ ଜନ୍ମ ନେଇଛନ୍ତି, ତଥାପି ବିଶ୍ୱରେ ଏକ ନମ୍ବର

ନୂଆଦିଲ୍ଲୀ : ଗୋଟିଏ ପଟେ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଆଲୋଚନା ହେଉଛି, ଅନ୍ୟପଟେ ନୂଆ ବର୍ଷ ଅବସରରେ ସମଗ୍ର ବିଶ୍ୱରେ ଭାରତରେ ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ନେଇଛନ୍ତି। ଭାରତରେ ଚଳିତ ନୂତନ ବର୍ଷ ଅବସରରେ…
Read More...

ଗାଜିଆବାଦରେ ଅଘଟଣ : ଭୁଶୁଡି ପଡିଲା ଶବଦାହ ପିଣ୍ଡିର ଛାତ, ୧୨ରୁ ଅଧିକ ଲୋକ ପୋତି ହୋଇଥିବା ଆଶଙ୍କା

ଗାଜିଆବାଦ : ଦିଲ୍ଲୀ ନିକଟସ୍ଥ ଗାଜିଆବାଦରୁ ଏକ ବଡ ଖବର ଆସିଛି। ସ୍ଥାନୀୟ ଏକ ଶବଦାହ ପିଣ୍ଡିର ଛାତ ଭୁଶୁଡି ପଡିଛି। ଗାଜିଆବାଦ ଥାନା ଅନ୍ତର୍ଗତ ମୁରାଦନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକ ଫସି…
Read More...

ପଂଚାୟତ ଦୋକାନ ଘର ବଂଟନରେ ଅନିୟମିତତା ଅଭିଯୋଗ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ପଂଚାୟତ ପକ୍ଷରୁ ଦୋକାନ ଗୃହ ବଂଟନରେ ଅନିମିତତା ହୋଇଥିବା ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସର୍ତ୍ତାବଳୀ ଅନୁଯାୟୀ କାଗଜପତ୍ର ଯାଂଚ କରାଯାଇ ଦୋକାନ ଘର ବଂଟନ କରାଯିବାକୁ…
Read More...

ଯୁବତୀକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ସନ୍ଦେହ ; ପୀଡିତା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ନବରଙ୍ଗପୁର : ନୂଆ ବର୍ଷ ଆରମ୍ଭରେ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ଗତ ୩୧…
Read More...

ଅଟ୍ରି ମକର ମହୋତ୍ସବ ପ୍ରସ୍ତୁତି ବୈଠକ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅଧିନସ୍ଥ ଅଟ୍ରି ହଟକେଶ୍ୱର ଦେବଙ୍କ ନିକଟରେ ଚାଲିଥିବା ମକର ମହୋତ୍ସବ ପାଇଁ ଆଜି ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ଆବାହାକତ୍ଵରେ…
Read More...

ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡି ଭସ୍ମୀଭୂତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣପୋଷୀ ଗ୍ରାମର ଡୁଙ୍ଗୁରିସାହିର ଗଜେନ୍ଦ୍ର ହୋଙ୍କ ଘରେ ଆଜି ପ୍ରାୟ ୩ଟା ସମୟରେ କୌଣସିକାରଣ ବଶତଃ ନିଆଁ ଲାଗିଯାଇଥିଲା। ଫଳରେ…
Read More...

ସର୍ବସାଧାରଣ ଦର୍ଶନ ପାଇଁ ଆସନ୍ତାକାଲି ଠାରୁ ଖୋଲିବ ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି : ମହାମାରୀ କରୋନା ପାଇଁ ଦୀର୍ଘ ୧୦ମାସ ହେବ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଭକ୍ତମାନେ ବାବାଙ୍କ ଦର୍ଶନ ପାଇ ପାରୁନଥିଲେ। ମନ୍ଦିର ଖୋଲିବା ଓ ଦର୍ଶନ…
Read More...

୨୦ ଦିନ ଯାଏଁ ଘରେ ପଡିଥିଲା ମୃତଦେହ, ଆତ୍ମା ଫେରାଇ ଆଣିବାକୁ ଚାଲିଥିଲା ପୂଜାର୍ଚ୍ଚନା

ଦିଣ୍ଡିଗୁଲ : ତାମିଲନାଡୁର ଦିଣ୍ଡିଗୁଲରୁ ଅତ୍ୟନ୍ତ ସ୍ପର୍ଶକାତର ତଥା ଯନ୍ତ୍ରଣାଦାୟକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଦୁଇ ସନ୍ତାନର ମାଙ୍କର ମୃତ୍ୟୁ ଘଟିଛି, ପିଲାମାନେ ଆଶା କରି ଅପେକ୍ଷା କରିଛନ୍ତି ଯେ ଭଗବାନ…
Read More...

ନବରଙ୍ଗପୁର ପାଇଁ ଖୁସି ଖବର ; ନୂଆବର୍ଷରେ କରୋନା ଶୂନ

ନବରଙ୍ଗପୁର : ନବବର୍ଷରେ ନବରଙ୍ଗପୁର ଜିଲା ପାଇଁ ଖୁସି ଖବର ରହିଛି। ଆଜି ନୂଆବର୍ଷର ପହିଲାରେ ଜିଲାରେ ଜଣେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାବେଳେ ଆଜି କରୋନା ଶୁନ୍ୟ ହୋଇଥିବା ସରକାରୀ ଭାବେ ଜଣାପଡିଛି।…
Read More...

ବିବାହ ପ୍ରସ୍ତାବ ଶୁଣି ପ୍ରେମିକାର ପାଦ ଖସିଗଲା, ୬୫୦ ଫୁଟ୍ ତଳକୁ ଖସି ପଡିଲେ…. ଜାଣନ୍ତି କି ଖସିବା ପୂର୍ବରୁ ତାଙ୍କ…

କୁହାଯାଏ ଯେ ଯଦି ପ୍ରେମ ସତ ହୁଏ ତେବେ ସେମାନଙ୍କୁ କୌଣସି ଶକ୍ତି ଅଲଗା କରିପାରେନି। ହିନ୍ଦୀରେ ବହୁ ଲୋକପ୍ରିୟ କଥା ଅଛି..ଅଗର ପ୍ୟାର ସଚ୍ଚା ହୋ, ତୋ ପୁରୀ କାୟନାତ ଉହେଁ ମିଲାନେ ସେ ନେହିଁ ରୋକ ସକ୍‌ତି। ଯଦି ସଫା…
Read More...

ଟ୍ରେନ୍‌ ମୁହଁରୁ ଅଳ୍ପକେ ବଞ୍ଚିଲେ ବ୍ୟକ୍ତି, ଟାଣି ଆଣିଲେ ଷ୍ଟେସନ କର୍ମଚାରୀ – ଦେଖନ୍ତୁ ଭିଡିଓ

ମୁମ୍ବଇ : ପ୍ରାୟତଃ ଲୋକେ ତରବରିଆ ଭାବେ ଯାତାୟତ ପାଇଁ ନିଜ ଜୀବନକୁ ବିପଦରେ ପକାଇଥାନ୍ତି। ବେଳେବେଳେ ଏହି ଭୁଲ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ତରବରିଆ ଭାବେ ଯାତାୟତ କରିବା ଦ୍ବାରା ଜୀବନ ମଧ୍ୟ ଚାଲି ଯିବାର ନଜିର…
Read More...

ରଣନଦୀ ଆଡିବନ୍ଧ କାର୍ଯ୍ୟ ତ୍ୱରାନ୍ୱିତ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତ ଅଧିନ କରବର ଗାଁ। ମହାନଦୀ କୂଳରେ ଅବସ୍ଥିତ ହେତୁ ବନ୍ୟା ସମୟରେ ଗାଁର ଦୁଃଖ ବଢିଯାଏ। ମହାନଦୀର ଶାଖା ନଦୀ ରଣ ନଦୀର ବନ୍ୟା ଜଳ ଓ ରଣନଦୀରୁ ପଛୁଆ ଜଳ…
Read More...

ବଲାଙ୍ଗିରରେ ନୂଆବର୍ଷ : କିଏ ଆଇଁଷ ପରସରେ ତ କିଏ ପୂଜା କରି ସ୍ୱାଗତ

ବଲାଙ୍ଗିର : ନୂଆ ବର୍ଷ। ତେଣୁ ଗୁରୁବାର ରାତିରୁ ହିଁ ଆରମ୍ଭ ହୋଇଥିଲା ଉତ୍ସବର ମାହୋଲ। କରୋନା ପାଇଁ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଘୋଷଣା କରିଥିବା ବେଳେ ରାସ୍ତା ଘାଟରେ ଗହଳି ଚହଳି ଅପେକ୍ଷା ଘରେ ଘରେ ଜମି ଥିଲା…
Read More...

ବିବାଦରେ ଲୋଇସିଂହା ବିଧାୟକ ; ଜଗନ୍ନାଥଙ୍କୁ କଟୁକ୍ତି ଓ ନବୀନ ସରକାର ସହ ତୁଳନା

ଲୋଇସିଂହା : ନବୀନ ସରକାର ଗୁଟେ ନିଦା ସରକାର....ଇଟା ଜଗନ୍ନାଥ ମାହାପ୍ରଭୁ ସରକାର୍। ଇଟା ଜଗନ୍ନାଥ ଆଏ...ଶୁନ୍ବାର୍ ନାଇ...। ୟେ ହେଉଛି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କ ଲୋଇସିଂହା ବ୍ଲକ ସମ୍ମୁଖରେ ଆୟୋଜିତ…
Read More...

୨୪ ବର୍ଷ ପରେ ଡିହ ଚିହ୍ନିଲେ ଭୂମିହୀନ

ଗୁଡଭେଲା : ସରକାରୀ ନିୟମ ଅନୁସାରେ ଭୂମିହୀନଙ୍କୁ ଜମି ପଟ୍ଟା ଦିଆଯାଇଥିଲା। ପଟ୍ଟା ପାଇବା ସହ ଏହାର ରାଜସ୍ୱ ବିଲ୍ ବୁଝାଉଥିଲେ ହିତାଧିକାରୀ। କିନ୍ତୁ ଦିଆଯାଇଥିବା ଜମି କେଉଁଠି ତାହା ଚିହ୍ନଟ କରାଯାଇ ପାରୁ ନଥିଲା।…
Read More...

ଆଗଲପୁର ନାଗରିକ କମିଟିର ବାର୍ଷିକ ବୈଠକ

ଆଗଲପୁର : ଆଗଲପୁର ନାଗରିକ କମିଟିର ବାର୍ଷିକ ବୈଠକ ସଭାପତି ଅଖିଳ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ସମ୍ପାଦକ ସେବକ ମେହେର ବାର୍ଷିକ ବିବରଣି ପାଠ କରି ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ…
Read More...

୩୭ତମ ଦିନରେ ଚାଷୀ ଆନ୍ଦୋଳନ :  ଆନ୍ଦୋଳନରତ ୬୦ ବର୍ଷିୟ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗୋଟିଏ ପଟେ ଦେଶ ଆଜି ନୂଆ ବର୍ଷକୁ ସ୍ବାଗତ କରୁଥିବା ବେଳେ ଅନ୍ୟପଟେ ଦେଶର ଜଣେ ଅନ୍ନଦାତା ଆତ୍ମବଳି ଦେଇଛନ୍ତି। କୁହୁଡି ଏବଂ ଥଣ୍ଡା ଯୋଗୁଁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସ…
Read More...

ନୂଆବର୍ଷରେ ଅଘଟଣ : ଖେଳୁଥିବା ବେଳେ କାଦୁଅ ଧସି ୩ ଶିଶୁଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଆଗ୍ରା: ଆଗ୍ରାର ସିକନ୍ଦରା ଥାନା ଅଞ୍ଚଳରେ କାଦୁଅ ଧସିପଡିବା କାରଣରୁ ୧୨ ଜଣ ଶିଶୁ ପୋତି ଦିଆଯାଇଥିଲେ। ପିଲାମାନେ ଖେଳିବା ପାଇଁ ପୋଖରୀ ନିକଟରେ ଥିବା ଗର୍ତ୍ତରେ ପହଞ୍ଚିଥିଲେ, ଯେତେବେଳେ ହଠାତ୍ ସେମାନଙ୍କ ଉପରେ ଏକ…
Read More...