www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବେ ପଶ୍ଚିମ ଓଡ଼ିଶା ଚାଷୀ

ସମ୍ବଲପୁର : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଚାଷୀ କଳା ଆଇନ ବୋଲି ଅଭିହିତ କରିଛନ୍ତି। ଏହି ଆଇନ ବିରୋଧରେ ପଞ୍ଜାବ, ହରିଆନା, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟର ଚାଷୀ ଆନ୍ଦୋଳନ କରୁଥିଲା ବେଳେ ଦେଶର ୪ଶହରୁ ଅଧିକ ଚାଷୀ ସଂଗଠନ ଏକଜୁଟ ହୋଇ ଏହା ବିରୋଧରେ ଯୋରଦାର ଆନ୍ଦୋଳନ କରୁଛନ୍ତି। ତେବେ ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ଚାଷୀ ସାମିଲ ହୋଇଛନ୍ତି ବୋଲି ଚାଷୀ ନେତା ଲିଙ୍ଗରାଜ କହିଛନ୍ତି।

ଆନ୍ଦୋଳନ ପଲ୍ଲୀରୁ ଆରମ୍ଭ ହୋଇ ଦିଲ୍ଲୀରେ ପହଞ୍ଚି ସାରିଛି। କିନ୍ତୁ ସରକାର ବିଭ୍ରାନ୍ତିକର ବୟାନ ଦେଉଛନ୍ତି, ଯାହାକି ଦୁର୍ଭାଗ୍ୟଜନକ ବୋଲଇ ଚାଷୀ ଅଭିଯୋଗ କରିଛନ୍ତି। ଚାଷ ଓ ଚାଷୀଙ୍କୁ ଅଗ୍ରାଧିକାର ଦିଆଯାଉଛି ବୋଲି ସରକାର ଡ଼ିଣ୍ଡିମ ପିଟୁଥିଲା ବେଳେ ଚାଷୀଙ୍କ ପାଇଁ କଳା ଆଇନ ଆଣିବାର କାରଣ କ’ଣ ବୋଲି ପ୍ରଶ୍ନ ସୃଷ୍ଟି ହେଉଛି। ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି ଯେ, କୃଷି ଆଇନ ବିରୋଧରେ ସମଗ୍ର ଦେଶରେ ନିଆଁ ଜଳୁଛି। ପଶ୍ଚିମ ଓଡ଼ିଶାରେ ମଧ୍ୟ ଏହି ନିଆଁ ରହିଛି। କଳା ଆଇନ ବିରୋଧରେ ଚାଷୀ ଲଢେଇ କରୁଥିଲା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବାରୁ ଚାଷୀ ସଂଗଠନ ଏହାକୁ ନିନ୍ଦା କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories