www.samajalive.in
Tuesday, December 9, 2025
17.1 C
Bhubaneswar

ବେକାର ଯୁବକ ଯୁବତୀଙ୍କ ପାଇଁ ପଞ୍ଚାୟତ ସ୍ତରୀୟ କାଉନସେଲିଂ କ୍ୟାମ୍ପ

ପାଟଣା : ପାଟଣା ବ୍ଲକ ଅଞ୍ଚଳର ୨୦ଟି ଯାକ ପଞ୍ଚାୟତ ଅଞ୍ଚଳରୁ ୩୫ ବର୍ଷ ପର୍ଯ୍ୟନ୍ତ ବେକାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ପ୍ରତି ପଞ୍ଚାୟତରେ କାଉନସେଲିଂ କ୍ୟାମ୍ପ କରାଯାଉଛି । ଆଜି ପଲାଣଘାଟି ପଞ୍ଚାୟତରେ ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ମହାପାତ୍ର ପଞ୍ଚାୟତ ଦକ୍ଷ ନଥିପତ୍ର ପରିଚାଳିକା ସସ୍ମିତା ନାୟକ, ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା କୁଏସ୍‌କ୍ରପ ପକ୍ଷରୁ ଏହାର ପ୍ରତିନିଧି ପ୍ରମୁଖ ଯୋଗଦେଇ ପଲାଣଘାଟି ପଞ୍ଚାୟତ ଅଞ୍ଚଳରୁ ବିଭିନ୍ନ ଧନ୍ଦାରେ ତାଲିମ ନେବା ପାଇଁ ଆଗ୍ରହୀ ୧୫ ଜଣ ଯୁବକ ଯୁବତୀଙ୍କୁ ତାମିଲ ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି । ଶିବିରରେ ମୋଟ ୨୨ ଜଣ ଆବେଦନକାରୀ ଉପସ୍ଥିତ ଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories