bjd gruha runa

ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ବଦଳି  ପ୍ରତିବାଦରେ ଆନ୍ଦୋଳନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀଙ୍କୁ ମାଲକାନିଗିରି ଜିଲାକୁ ବଦଳି ହୋଇଥିବା ନେଇ ଆଜି  ପୁରୁଣା…
Read More...

ମାଆ ଗୃହର ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ବାଲନ୍ଦାପଡା ଠାରେ ଆଂଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି। ଏହା ସହ ଅନୁଷ୍ଠାନ…
Read More...

ଦାଦନ ଚାଲାଣ ; ୨ ଶ୍ରମିକ ସର୍ଦ୍ଦାର ଗିରଫ, ୨୨ଜଣଙ୍କ ସହ ୮ ଶିଶୁ ଉଦ୍ଧାର

ପାଟଣାଗଡ :ବଲାଙ୍ଗିର ଜିଲା ଖପ୍ରାଖୋଲ, ପାଟଣାଗଡ, ବେଲପଡ଼ା, ମୁରିବାହାଲ, ଟିଟିଲାଗଡ, ବଙ୍ଗୋମୁଣ୍ଡା ଭଳି ବିଭିନ୍ନ ବ୍ଲକରୁ ଶହ ଶହ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିଯିବା ପାଇଁ ସଜବାଜ ହେଲେଣି। ଏହିକ୍ରମରେ ବଲାଙ୍ଗିର…
Read More...

ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ; ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଟାଉନ ଥାନା ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ସୂର୍ୟ୍ୟକାନ୍ତ…
Read More...

ବାସ୍ତୁ ସହ ଜଡିତ ଭୋଜନ ; ଜାଣିଲେ ହେବେ ଲାଭବାନ୍‍

ଭୋଜନ ଭଗବାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉପହାର ଓ ପ୍ରସାଦ। ଅନ୍ନ ଈଶ୍ୱରଙ୍କ ସହ ସମାନ ବୋଲି ମାନ୍ୟତା ରହିଛି। ଅଗ୍ନି ଦ୍ୱାରା ଭୋଜନ ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପ୍ରସ୍ତୁତ ହେବା ପରେ ଅଗ୍ନିଙ୍କ ନିକଟରେ…
Read More...

ଭାରୀଯାନ ଚଳାଚଳରେ କଟକଣା ଦାବି

କାମାକ୍ଷାନଗର : କାମାକ୍ଷାନଗର ସହର ଦେଇ ଯାଉଥିବା ଭାରୀଯାନ ଗୁଡିକ ବନ୍ଦ କରିବା ସକାଶେ ସାଧାରଣରେ ଦାବି ହେଉଛି । କାମାକ୍ଷାନଗର ସହର ଦେଇ ୫୩ ନଂ ଜାତୀୟ ରାଜପଥ ଯାଇଥିବା ବେଳେ ଏହାର ସାମ୍ପ୍ରସାରଣ କରାଯାଇଛି ।…
Read More...

୧୬ ମାସ ହେଲା ଗ୍ରାମୀଣ ଆବାସ ଡାଟାବେସରେ ତାଲା

ହରଭଙ୍ଗା : ସରକାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଗରିବ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ, ଭଳି ମହତଙ୍କାକ୍ଷୀ ଲୋକାଭିମୁଖୀ ଯୋଜନାରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବାକୁ ବ୍ୟବସ୍ଥା…
Read More...

ଦେଶରେ ଆରୋଗ୍ୟ ହାର ୯୮.୭୧%

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୬ ହଜାର ୪୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୧୩,୮୯୨କୁ ବୃଦ୍ଧି ପାଇଛି। ଏହାସହ ୫,୭୪୮ ଆକ୍ରାନ୍ତ ସୁସ୍ଥ ହୋଇ ଥିବା ବେଳେ ମୋଟ…
Read More...

ଉତ୍ତମ ନିଦ ପାଇଁ ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ

ଦିନଯାକ ପରିଶ୍ରମ ପରେ ରାତିରେ ସଠିକ ପରିମାଣରେ ନିଦ ହେବା ନିତାନ୍ତ ଆବଶ୍ୟକ। ତେବେ ଶୋଇବା ପୂର୍ବରୁ ଏପରି କିଛି ସ୍ୱତନ୍ତ୍ର ଖାଦ୍ୟପେୟ ରହିଛି,ଯାହାର ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହେବା ସହ ଉତ୍ତମ ନିଦ…
Read More...

ଚୋରି ମୋବାଇଲ ଜବତ ; ୩ ଗିରଫ

ଚୌଦ୍ୱାର : ବିଭିନ୍ନ ସ୍ଥାନରୁ ନାମିଦାମି କମ୍ପାନୀର ମୋବାଇଲ ଚୋରିକରି ଆଣି ଲୋକ ମାନଙ୍କୁ କମ୍ ଦାମରେ ବିକ୍ରି କରୁଥିବା ଏକ ଦଳର ୩ଜଣଙ୍କୁ ଚୌଦ୍ୱାର ପୁଲିସ୍ ଗିରଫ କରିଛି । ସେମାନଙ୍କ ନିକଟରୁ ବିଭିନ୍ନ ମଡ଼େଲର ୫୮ଟି…
Read More...

ରାଜ୍ୟରେ ଆଉ ୨୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୨୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୬,ସଙ୍ଗରୋଧରୁ ୧୬୭,ସ୍ଥାନୀୟ ୧୧୯। Covid-19 Report For 14th SeptNew Positive Cases:…
Read More...

ରୁପା ବ୍ୟବହାର କରୁଥିଲେ ; ଜାଣି ରଖନ୍ତୁ ଏହି କଥା

ରୁପାର ଗୁଣ ଶୀତଳତା ପ୍ରଦାନ କରିବା। ଏଥିରେ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଶୀତଳତା ମିଳିଥାଏ। ପୁରୁଣା କାଳରେ ଲୋକେ ଖାଦ୍ୟପେୟ ପାଇଁ ଏହି ବାସନର ଅଧିକ ବ୍ୟବହାର କରୁଥିଲେ। ରୁପାର ବାସନ ସର୍ବଦା ଜୀବାଣୁ ମୁକ୍ତ ଓ…
Read More...

ବଡ଼ଧରଣର ଲୁଟ୍‌ ; ବାଇକ୍‌ରେ ଆସି ନେଇଗଲେ କେଜିଏରୁ ଅଧିକ ସୁନା

ଭଦ୍ରକ : ଆଜି ବାସୁଦେବପୁର ବେତଡା ବଜାରରେ ଗହଣା ଦୋକାନରୁ ବଡ଼ଧରଣର ଲୁଟ୍‌ ଲୁଟ୍‍ ହୋଇଛି। । ବଜାରରେ ଥିବା ତୁଳମତୁଳାର ସତ୍ୟାନନ୍ଦ ସାହୁଙ୍କ ପୁଅ ତାରାକାନ୍ତ ସାହୁଙ୍କ ବେତଡା ବଜାର ସ୍ଥିତ କାଶୀଶ୍ୱର ଜୁଏଲାରୀ…
Read More...

ନିର୍ମାଣାଧୀନ ଅଟ୍ଟାଳିକାର ଲିଫ୍ଟ ଖସି ଆଠ ମୃତ

ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏକ ନିର୍ମାଣାଧୀନ ଅଟ୍ଟାଳିକାର ଲିଫ୍ଟ ଭାଙ୍ଗି ଖସି ଯିବାରୁ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଲିଫ୍ଟ କିପରି ଭାଙ୍ଗିଛି ସେନେଇ…
Read More...

ଥରେ ପ୍ରସ୍ତୁତ କରନ୍ତୁ ପଞ୍ଜାବୀ ମାଛ

ଆବଶ୍ୟକ ସାମଗ୍ରୀ ଛୋଟ ଖଣ୍ଡ କଟା ଯାଇଥିବା ମାଛ – ୫୦୦ ଗ୍ରାମ୍‍ ଅଦା ରସୁଣ ବଟା – ୫୦ ଗ୍ରାମ୍‍ ଲଙ୍କା ଗୁଣ୍ଡ – ୧୦ ଗ୍ରାମ୍‍ ଲେମ୍ବୁ ରସ – ୧ ଚାମଚ ଜୁଆଁଣୀ - ଅଳ୍ପ ବେସନ - ୨୦୦ ଗ୍ରାମ୍‍ ଅଣ୍ଡା – ୨ଟି ଲୁଣ…
Read More...

ଓଜନ ହ୍ରାସ କରେ ସାଲାଡ୍‍ : ମାତ୍ର ଖାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍‍

ଓଜନ ହ୍ରାସ ପାଇଁ ସଭିଁଙ୍କ ଇଚ୍ଛା। ଏଥିପାଇଁ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ବିଶେଷ କରି ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ବିଶେଷ ସାଲାଡ୍‍ର ନିଶ୍ଚିତ ସେବନ କରିଥାଆନ୍ତି। ଆଜ୍ଞା ହଁ ଖାଦ୍ୟ…
Read More...

ଜମ୍ମୁ-କାଶ୍ମୀରରେ ଖାଇକୁ ଖସିଲା ବସ୍‍ ; ୧୧ ମୃତ, ୨୫ ଆହତ

ଜମ୍ମୁ : ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲାରେ ବଡ ଧରଣର ଏକ ସଡକ ଦୁର୍ଘଟଣା ଘଟିଛି। ଜିଲାର ମଣ୍ଡି ତହସିଲରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ  ଏକ ଯାତ୍ରୀବାହୀ ବସ ଖାଇକୁ ଖସି ଯାଇ ଏଥିରେ ପ୍ରାୟ ୧୧ ଜଣଙ୍କ…
Read More...

ଏପରି ମିଳେ ପ୍ରଭୁ ଗଣେଶଙ୍କ କୃପା

ବୁଧବାର ଦିନଟି ବିଶେଷ ଭାବେ ପ୍ରଭୁ ଗଣେଶଙ୍କୁ ସମର୍ପିତ। ପ୍ରଭୁ ବିଘ୍ନକର୍ତ୍ତା ଗଣେଶ ଭିନ୍ନ ଭିନ୍ନ ସ୍ୱରୁପରେ ସମସ୍ତ ଦିଗର ବାସ୍ତୁ ଦୋଷ ଦୂର କରିଥାଆନ୍ତି। ବାସ୍ତୁ ଦେବତାଙ୍କ ଶାନ୍ତି ନିମନ୍ତେ ଗଣେଶଙ୍କ…
Read More...

କାନକୂଟରୁ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର 

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ କାନକୂଟରୁ ପଞ୍ଚାୟତରେ ଆଜି ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ବ୍ଲକର ପ୍ରତେକ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିବା ବେଳେ କାନକୂଟରୁ…
Read More...

ଘରର ମୁଖ୍ୟଦ୍ୱାର ସହ ଜଡିତ ଏହି ବାସ୍ତୁ ଉପାୟ

ବାସ୍ତୁରେ ମୁଖ୍ୟଦ୍ୱାର ସହ ଜଡିତ କିଛି ନିୟମ ବର୍ଣ୍ଣନା କରାଯାଇଛି। ଘରର ମୁଖ୍ୟ ଦ୍ୱାରରେ ଏପରି କିଛି ଜିନିଷ ରହିଛି,ଯାହାକୁ ଲଗାଇବା ଦ୍ୱାରା ଶୁଭଫଳ ମିଳିଥାଏ। ବାସ୍ତୁ ଶାସ୍ତ୍ରରେ ମୁଖ୍ୟ ଦ୍ୱାର ସହ ଜଡିତ କିଛି ଟିପ୍ସ…
Read More...

ଗଞ୍ଜେଇ ଯାଞ୍ଚ୍ ବେଳେ ବସ୍ ଭିତରୁ ମିଳିଲା ୩୨ ଲକ୍ଷ

ବ୍ରହ୍ମପୁର: ବସ ଭିତରେ ଗଞ୍ଜେଇ ଯାଞ୍ଚ୍ ବେଳେ ମିଳିଲା ୩୨ ଲକ୍ଷ ନଗଦ ଟଙ୍କା । ଅବକାରୀ ଗୁଇନ୍ଦା ବିଭାଗ କର୍ମଚାରୀମାନେ ବ୍ରହ୍ମପୁର ଲାଞ୍ଜିପଲ୍ଲି ବାଇପାସ୍ ଠାରୁ ଏକ ଘରୋଇ ବସ୍ ଭିତରୁ ଏହି ଟଙ୍କା ଜବତ କରିଛନ୍ତି ।…
Read More...

ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ରେଗିଡି ଛକ ଠାରେ ଆଜି ସକାଳେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ଆକ୍ରମଣ ପରେ ତାଙ୍କୁ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ…
Read More...

ବଦଳି ପାରୁନି ୧୫୩ବର୍ଷ ପୂରାତନ ପ୍ରାଥମିକ ସ୍କୁଲର ଭିତ୍ତିଭୂମି

ହରଭଙ୍ଗା : ରାଜ୍ୟ ସରକାରଙ୍କ ୫ଟି ରୂପାନ୍ତରିତ ଯୋଜନା କାର୍ଯ୍ୟକାରୀ ପରେ ଶିକ୍ଷା କ୍ଷେତ୍ରରେ ଆଗକୁ ଏକ ବୈପ୍ଲବିକ ପରିବର୍ତନ ଆସିବ ବୋଲି ଅନୁମାନ କରାଯାଉଛି। ପ୍ରାଥମିକ ଶିକ୍ଷାକୁ ୫ଟିରେ ଏପର୍ଯ୍ୟନ୍ତ ସାମିଲ…
Read More...

ଏକ ସପ୍ତାହ ଖାଆନ୍ତୁ ୩ଟି ଲେଖାଏଁ ଖଜୁରୀ ; ସ୍ୱାସ୍ଥ୍ୟ ପାଇଁ ବରଦାନ

ଖଜୁରୀ ସେହି ଶୁଖିଲା ଫଳ ମଧ୍ୟରୁ ଗୋଟିଏ ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଖଜୁରୀକୁ ପୁରାତନ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କିମ୍ବା ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା। ଖଜୁରୀରେ ଅନେକ ପୋଷକ ତତ୍ତ୍ୱ…
Read More...

ଚାଣକ୍ୟ ନୀତି : ଏପରି ମିଳେ କାର୍ଯ୍ୟରେ ସଫଳତା

ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ଅନେକ କଥା ଉଲ୍ଲେଖ କରିଛନ୍ତି। ନୀତି ଶାସ୍ତ୍ରରେ ବୈବାହିକ ଜୀବନ ଓ ବ୍ୟବସାୟ, କର୍ମକ୍ଷେତ୍ର ସହ ଜଡିତ ଅନେକ କଥା ବିଷୟରେ ବର୍ଣ୍ଣନା କରିଛନ୍ତି।…
Read More...

ପୁରୀରେ ଭାରତୀୟ ଜନତା ପାର୍ଟିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ପୁରୀ : ଆଜି ପୁରୀରେ ଭାରତୀୟ ଜନତା ପାର୍ଟିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।  ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ଦଳ ନେତା ଜୟ ନାରାୟନ ମିଶ୍ର, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରି…
Read More...

ଦେଶରେ ତଳମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ତଳମୁହାଁ କରୋନା ସଂକ୍ରମଣ। ଦିନକରେ ଆଉ ୪,୩୫୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୫,୦୨,୩୬୩କୁ ବୃଦ୍ଧି ପାଇଛି। ଆଉ ୫,୧୭୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
Read More...

ରାଜ୍ୟରେ ୨ଶହରେ ସୀମିତ ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୧୮,ସଙ୍ଗରୋଧରୁ ୯୩, ସ୍ଥାନୀୟ ୬୬। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ଜାଣନ୍ତୁ .. ଆଳତୀ ଓ ପରିକ୍ରମାର ମହତ୍ତ୍ୱ

ମନ୍ଦିରରେ ହେଉ ଅଥବା ଘରେ ପୂଜାର୍ଚ୍ଚନା ସମୟରେ ଆଳତୀ ଓ ପରିକ୍ରମାର ଖୁବ ମହତ୍ତ୍ୱ ରହିଛି। ମାତ୍ର ଏହି ୨ଟି ମୁଖ୍ୟ କାର୍ଯ୍ୟ ସହ ଜଡିତ କିଛି କଥା ରହିଛି, ଯାହା ହୁଏତ ସଭିଏଁ ଜାଣିନଥିବେ.. ପୂଜାପାଠ କରିବା ସମୟରେ…
Read More...

କେମିକାଲ କାରଖାନା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବାଙ୍କୀ : ଡମପଡା ତହସିଲ ଅନ୍ତର୍ଗତ ବାଆଁରା ପଞ୍ଚାୟତର ନୂଆସାହି ଅଞ୍ଚଳରେ ଏକ କେମିକାଲ କାରଖାନା ନିର୍ମାଣ କାର୍ଯ୍ୟକୁ ପଞ୍ଚାୟତ ବାସୀ ଘୋର ବିରୋଧ କରି ଆସୁଛନ୍ତି। କାରଖାନାର ପ୍ରାଥମିକ ପର୍ଯ୍ୟାୟ ନିର୍ମାଣ ବେଳେ…
Read More...

ଖାଇବା ପରେ ଫିଙ୍ଗି ଦେଉଛନ୍ତି କି ଫଳ ଚୋପା?

ଫଳ ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ବେଶ ଉପକାରୀ। ଫଳ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ମାତ୍ର ଆପଣ ଜାଣନ୍ତି କି କେବଳ ଫଳ ନୁହେଁ ଏହାର ଚୋପା ମଧ୍ୟ…
Read More...

ଜୀବନରେ ଶୁଭସମୟ ଆଣିଥାଏ ହଳଦିଆ ରଙ୍ଗ : ଜାଣି ରଖନ୍ତୁ ମହତ୍ତ୍ୱ

ରଙ୍ଗର ପ୍ରଭାବ ଜୀବନରେ ମଧ୍ୟ ରହିଛି। ମାତ୍ର ଏପରି କିଛି ସ୍ୱତନ୍ତ୍ର ରଙ୍ଗ ରହିଛି,ଯାହାକୁ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ ଓ ବିଶେଷତ୍ୱ ପାଇଁ ବ୍ୟବହାର କରାଯାଏ। ସେଭଳି ଏକ ରଙ୍ଗ ମଧ୍ୟରୁ ଗୋଟିଏ ହେଉଛି ହଳଦିଆ ରଙ୍ଗ।…
Read More...

ବାଲା ବିକାଶ ସଂଗଠନ ପକ୍ଷରୁ ରିଲିଫ୍‍ ସାମଗ୍ରୀ ବଣ୍ଟନ

ପିପିଲି :ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ବାଲା ବିକାଶ ସଂଗଠନ ଓ ଆମାଜନ ପକ୍ଷରୁ ପିପିଲି ବ୍ଳକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ କିଟ୍‍ ଓ ସାମଗ୍ରୀ ବଣ୍ଟନ କରାଯାଇଛି। ସ୍ଥାନୀୟ…
Read More...

ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ ମାମଲିନି ବ୍ଲକ ଟପ୍ପର

ଜି ଉଦୟଗିରି : ସର୍ବ ଭାରତୀୟ ନୀଟ ପରୀକ୍ଷାରେ ୭୨୦ରୁ ୬୬୫ନମ୍ୱର ରଖି ଜି ଉଦୟଗିରି ବ୍ଲକରେ ଟପ୍ପର ହୋଇଛନ୍ତି ମାମାଲିନି ମହାନ୍ତି । ସବୁଜ ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି ଉଦୟଗିରି ସରସ୍ଵତୀ ଶିଶୁ…
Read More...

ଛତିଶଗଡରେ ମର୍ମନ୍ତୁଦ ଦୁର୍ଘଟଣା ; ୭ ମୃତ

ରାୟପୁର : ଛତିଶଗଡର କୋରବା ଜିଲାର ମଡଇ ଘାଟ ନିକଟରେ ଏକ ଟ୍ରଲର-ବସ୍‍ ଧକ୍କା ହୋଇ ୭ ଜଣଙ୍କ ଜୀବନ ଚାଲିଯାଇଛି। ଆଜି ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଖବର ମିଳିଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ…
Read More...

ଦେଶରେ ହ୍ରାସ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ହ୍ରାସ ହେଉଛି ଦୈନିକ ସଂକ୍ରମଣ। ଦିନକରେ ଆଉ ୫ ହଜାର ୨୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୯୭,୯୯୫କୁ ବୃଦ୍ଧି ପାଇଛି। ଆଉ ୫,୯୭୫ ଆକ୍ରାନ୍ତ…
Read More...

ମଧୁମେହ ରୋଗୀ ରାତିରେ ଖାଆନ୍ତୁ ଏହି ଖାଦ୍ୟ

ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟ ଓ ସ୍ୱାସ୍ଥ୍ୟ ସହ ଜଡିତ କିଛି ନିୟମ ରହିଛି। ଯାହା ପାଳନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିନଥାଏ। ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିବା…
Read More...

ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ କେନାଲ

ମୁଖୀଗୁଡା : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଡୁଙ୍ଗୁରିପଡା ନିକଟରେ ଭୁଶୁଡ଼ିଯିବା ଯୋଗୁଁ ଡୁଙ୍ଗୁରିପଡାର ତିନୋଟି ଘରେ ପାଣି ପଶିବା ସହ ଚାଷୀଙ୍କ ଜମି ବାଲିଚର ହୋଇଥିବା ଜଣାପଡ଼ିଛି । ଗତ ରାତି ପ୍ର।ୟ ୧୨ଟା ବେଳେ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମୁମ୍ବାଇରେ ରୋଡ୍ ସୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..  ଆସନ୍ତା ୧୪ ତାରିଖ ସଂଧ୍ୟାରେ ହେବ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ ..  ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ ଶିଳ୍ପ ମନ୍ତ୍ରୀ ପତାପ ଦେବ ରାୟପୁର :…
Read More...

ରାଜ୍ୟରେ କରୋନା ; ଚିହ୍ନଟ ହେଲେ ୧୯୪ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଶହରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୧୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୨,ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ…
Read More...

ପ୍ରଭୁ ଶିବଶଙ୍କର ଦୂର କରନ୍ତି ଅନେକ ସମସ୍ୟା

ଭଗବାନ ଶିବଶଙ୍କରଙ୍କ କୃପା ଶୀଘ୍ର ପାଇବାକୁ ଚାହୁଁଥିଲେ ତାଙ୍କ ଲିଙ୍ଗ ସ୍ୱରୂପକୁ ସଠିକ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରନ୍ତୁ। ଏହି ଉପାୟରେ ପ୍ରଭୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। ଆୟୁ…
Read More...

ଭୀମପୁର ଗ୍ରାମ ନିକଟରେ ବଗି କେନାଲ ଭାଙ୍ଗିଲା 

ପାତ୍ରପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ପରେ ପାଣି ଆସି ବଗୀ କେନାଲ ଭାଙ୍ଗିଯାଇଛି। ଅଧିକ ବର୍ଷାଯୋଗୁଁ ଧାନ ଜମିର ପାଣି ଏହି କେନାଲରେ କୂଳ ଲଙ୍ଘି ଯିବା ଫଳରେ ଭାଙ୍ଗି ଯାଇଥିବା…
Read More...

ଅବ୍ୟବସ୍ଥା ଘେରରେ ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଗଞ୍ଜାମ :  ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ତମାନ ଅବ୍ୟବସ୍ଥା ଘେରରେ ରହିଛି  ।  ଫଳରେ ଏହି ସ୍କୁଲରେ ପଢ଼ୁଥିବା ପିଲାମାନେ ଘୋର ଅସୁବିଧାର…
Read More...

ଆଣନ୍ତୁ ନାହିଁ ଏହି ଜିନିଷ ହୋଇଥାଏ ଅନେକ ସମସ୍ୟା

ସୋମବାର – ଏହି ବାରରେ କାହାଠାରୁ କ୍ଷୀର ଆଣନ୍ତୁ ନାହିଁ କିମ୍ବା କେହି ଦେଲେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଭାଗ୍ୟରେ ଥିବା ଭଲ ସମୟ କ୍ଷୟ ହୋଇ ଦୁର୍ଭାଗ୍ୟ ଆସିଥାଏ। ମଙ୍ଗଳବାର – ଏହି ଦିନ କାହାଠାରୁ…
Read More...

ଅପରାହ୍ନ ୩ଟା ମୁଖ୍ୟ ଖବର

କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଜୁନିଅର ମହିଳା ବିଶ୍ୱକପ୍ ଲୋଗୋ .. ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ..  ଭାରତୀୟ ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଉଠାଇଲେ ଫଟୋ ..  ଫିଫାର କର୍ମକର୍ତ୍ତା…
Read More...

ଓଡିଶା ପ୍ରତିଭା ସମ୍ମାନରେ ସାମ୍ବାଦିକଙ୍କୁ ସମ୍ମାନିତ

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ସହରର ଯୁବ ସାମ୍ବାଦିକ ଧିରେନ ପଟ୍ଟନାୟକ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଓଡିଶା ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟା ଓ କଳା…
Read More...

ଚା’ବ୍ୟବସାୟୀଙ୍କ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ; ପରିବାରରେ ଖୁସିର ଲହରୀ

ଫୁଲବାଣୀ : ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ, ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣି ଦେଇଥାଏ । ସେହିପରି ଫୁଲବାଣୀ ସହରର ଜଣେ ଚା’ ବ୍ୟବସାୟୀଙ୍କ ପୁଅ ନିଟ୍ ସର୍ବ ଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେ ଭଲ…
Read More...

ପ୍ରସିଦ୍ଧ ଲଡୁ ; ୨୪.୬୦ ଲକ୍ଷ ଟଙ୍କାରେ ହେଲା ନିଲାମ

ହାଇଦ୍ରାବାଦ : ହାଇଦ୍ରାବାଦର ବାଲାପୁର ପ୍ରଭୁ ଗଣେଶଙ୍କ ୨୧ କିଲୋଗ୍ରାମର ପ୍ରସିଦ୍ଧ ଲଡୁ ଶୁକ୍ରବାର ୨୪.୬୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ସେଠାକାର ଜଣେ ସ୍ଥାନୀୟ ବ୍ୟବସାୟୀ ଏହି ଲଡୁକୁ କିଣିଛନ୍ତି। ଗତ ବର୍ଷ ଏହି…
Read More...

ସହଜ ଉପାୟରେ ୭ଦିନରେ ଚମକିବ ତ୍ୱଚା

ତ୍ୱଚା ପାଇଁ ସଭିଏଁ ବିଶେଷ କରି ଯୁବତୀ ବିଭିନ୍ନ ଜିନିଷ ବ୍ୟବହାର କରିଥାଆନ୍ତି। ଏହାସହ ଅନ୍ୟାନ୍ୟ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତ୍ୱଚାକୁ ଚମକାଇବା, ଗୋରା ,ଉଜ୍ଜ୍ୱଳ ଓ କୋମଳ କରିବା ପାଇଁ ଏକ ସପ୍ତାହ ପାଇଁ ୭ଟି ଫେସ୍‍…
Read More...

ଏକାଠି ଖାଆନ୍ତୁ ମହୁ ଓ ରସୁଣ ; ମିଳିବ ଅନେକ ଲାଭ

ମହୁ ଓ ରସୁଣ ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାକୁ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର ହେବା ସହ ଚମତ୍କାରୀ ଲାଭ ମିଳିଥାଏ। ମହୁ ଓ ରସୁଣକୁ ଏକାଠି ଖାଇବା ଦ୍ୱାରା ଖୁବ ଲାଭ ମିଳିଥାଏ। ପ୍ରଥମେ…
Read More...

ମଦ ପାଇଁ ଚାଲିଗଲା ୭ ଜୀବନ

ହରିଦ୍ୱାର : ପୁଣି ସାମ୍ନାକୁ ଆସିଲା ମଦ ଜନିତ ମୃତ୍ୟୁ। ହରିଦ୍ୱାର ପଥରୀ ଥାନା ଅନ୍ତର୍ଗତ ଶିବଗଡ ଉର୍ଫ ତେଲୀବାଲା ଫୁଲଗଡରେ ମଦ ପାଇଁ ଥିବା କଞ୍ଚାମାଲ ପିଇବାରୁ ସାତ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇ ପୁଲିସ ଘଟଣା…
Read More...

ସାପକାମୁଡାରେ ମହିଳା ଗୁରୁତର

ହରଭଙ୍ଗା : ହରଭଙ୍ଗା ମେଡିକାଲ ସାହିରେ ଶୁକ୍ରବାର ରାତିରେ ଘରେ ଶୋଇଥିବା ସମୟରେ ସାପ କାମୁଡାରେ ମମତା ନାଏକ (୩୭) ନାମକ ଜନୈକ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ରାତିରେ ହରଭଙ୍ଗା ମେଡିକାଲ…
Read More...

ଆରମ୍ଭ ହେଲା ପିତୃପକ୍ଷ ; ଦାନ କରନ୍ତୁ ଏହି ଜିନିଷ

ଆଜି ଠାରୁ ଆରମ୍ଭ ପିତୃପକ୍ଷ। ଏହି ସମୟରେ କିଛି ସ୍ୱତନ୍ତ୍ର ଜିନିଷ ଦାନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ସମୟରେ ଜୋତା - ଚପଲ ଦାନ କରନ୍ତୁ। ଏହାଦ୍ୱାରା ଶନି-ରାହୁ ଶାନ୍ତ ହୁଅନ୍ତି। ଶନି-ରାହୁଙ୍କ…
Read More...

ଦେଶରେ ଆରୋଗ୍ୟ ହାର ୯୮.୭୧%

ନୂଆଦିଲ୍ଲୀ : ଦେଶରେ ଚିହ୍ନଟ ହେଲେ ଆଉ ୬ ହଜାର ୦୮୦ ସଂକ୍ରମିତ। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୮୨,୧୪୯କୁ ବୃଦ୍ଧି ପାଇଛି। ଆଉ ୬,୭୬୮ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୩୯,୦୬,୯୭୨ ସୁସ୍ଥ ହୋଇ ଘରକୁ…
Read More...

ବାସନ ବ୍ୟବହାର ପରେ ଆପଣାନ୍ତୁ ଏହି ସହଜ ଉପାୟ

ମହିଳାମାନେ ସୁଆଦିଆ ରନ୍ଧା ସହ ବିଭିନ୍ନ ପ୍ରକାର ବାସନରେ ଖାଦ୍ୟ ପରଷିବାକୁ ଖୁବ୍ ଭଲପାଆନ୍ତି। ତେବେ ଜାଣନ୍ତୁ ବ୍ୟବହାର ପରେ ବିଭିନ୍ନ ପ୍ରକାରର ଦାଗକୁ ବାସନରୁ କିଭଳି ଏହାକୁ ସହଜରେ ଉପାୟରେ ଛଡାଇବେ। ବୋନ୍ ଚାଇନ୍…
Read More...

ଗଣେଶ ମୂର୍ତ୍ତି ଭସାଣ ସାରି ଫେରିଲା ବେଳେ ଅଘଟଣ, ଅଟୋ ଓଲଟି ସାତ ଆହତ

ଗଞ୍ଜାମ :  ରମ୍ଭାଥାନା ଅନ୍ତର୍ଗତ ହୁମା - କଣ୍ଟିଆ ଗଡ଼ ରାସ୍ତାରେ ଗଣେଶ ମୂର୍ତ୍ତି ବିସର୍ଜନ କରି ଫେରୁଥିବା ବେଳେ ଅଟୋ ଓଲଟି ସାତ ଜଣ ଆହତ ହୋଇଛନ୍ତି  । ସେଥି ମଧ୍ୟରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର…
Read More...

ବିଶ୍ୱନାଥପୁର ଓ ରାମଚନ୍ଦ୍ରପୁରଠାରେ ଦୁର୍ଗାପୂଜା କମିଟି ବୈଠକ ଅନୁଷ୍ଠିତ 

ଲାଞ୍ଜିଗଡ :ଶାରଦୀୟ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଏହାକୁ ସରସ ସୁନ୍ଦର କରିବା ପାଇଁ ଆଜି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ସ୍ଥିତ ଦୁର୍ଗା ମଣ୍ଡପ ପଡିଆଠାରେ ଦୁର୍ଗାପୂଜା ପରିଚାଳନା କମିଟିର ଏକ ବୈଠକ…
Read More...

ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା” ପାଠଚକ୍ର ଅନୁଷ୍ଠିତ

ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆ ପଲ୍ଲୀ ଶ୍ରୀ ଭରତ ପତି ମହାବିଦ୍ୟାଳୟ ଠାରେ ଓଡ଼ିଆ ସାହିତ୍ୟ ସମାଜ ଆନୁକୂଲ୍ୟରେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା" ବିଷୟ ସମ୍ବଳିତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା ।…
Read More...

ବର୍ଷା ପାଇଁ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ପ୍ରଭାବରେ ଅଧିକାଂଶ ସ୍ଥାନରେ ପାଗ କୋହଲା ହେବା ସହ ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।…
Read More...

ଅପରାହ୍ନ ୩ଟା ମୁଖ୍ୟ ଖବର

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି .. ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କଟକ, କେନ୍ଦ୍ରାପଡା , ଜଗତସିଂହପୁର ପୁରୀ ଆଦି..…
Read More...

ପିତୃପକ୍ଷ ; ପୂର୍ବପୁରୁଷ ଅଶାନ୍ତି ଥିଲେ, ମିଳିଥାଏ ଏହି ସଙ୍କେତ

ହିନ୍ଦୁ ଧର୍ମରେ ପିତୃପକ୍ଷର ଖୁବ ମହତ୍ତ୍ୱ ରହିଛି। ୧୦ ସେପ୍ଟେମ୍ବର ୨୦୨୨ ଠାରୁ ପିତୃପକ୍ଷ ଆରମ୍ଭ ହେବ। ଲଗାତାର ୧୫ ଦିନ ଧରି ଥିବା ପିତୃପକ୍ଷରେ ନିୟମିତ ପୂର୍ବପୁରୁଷଙ୍କୁ ପିଣ୍ଡଦାନ, ତର୍ପଣ, ଧର୍ମ-କର୍ମ ଓ ଦାନ ଆଦି…
Read More...

ରାଜ୍ୟରେ ଚିହ୍ନଟ ହେଲେ ୨୫୪ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୨, ସଙ୍ଗରୋଧରୁ ୧୪୯ ଓ ସ୍ଥାନୀୟ୧୦୫। Covid-19 Report For 8th SeptNew…
Read More...

ଛଣାଛଣି ପରେ ବଳକା ତେଲର ଏଭଳି ବ୍ୟବହାର କରନ୍ତି କି ?

ଅନେକ ଲୋକେ ତେଲରେ ଛଣାଛଣି ଖାଦ୍ୟ ପ୍ରସ୍ତୁତ କରିବା ପରେ ସେ ପୁଣି ସେହି ତେଲକୁ ବ୍ୟବହାର କରିଥାଆନ୍ତି। ଛଣାଛଣି ପରେ ତେଲ ବଳିବା କାରଣ ସହ କିଛି ଲୋକଙ୍କ ଧାରଣା ଛଣା ତେଲରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ତାହା…
Read More...

ବ୍ୟବସାୟିକ ପ୍ରତିଷ୍ଠାନରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମର ଚଢାଉ

ଦେବଗଡ଼: ତିଳେଇବଣି ବ୍ଳକ ସୁଗୁଡା ସଚିନ ଟ୍ରେଡର୍ସରେ ଜିଏସଟି ବିଭାଗର ପକ୍ଷରୁ ଆଜି ଚଢାଉ ହୋଇଛି। ସୁଗୁଡ଼ା ସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନ ସଚିନ ଟ୍ରେଡରସ ବ୍ୟବସାୟିକ ଅନୁଷ୍ଠାନ ଓ ତାଙ୍କ ବାସ ଭବନରେ ଚଢାଉ…
Read More...

ନକଲି ମଦ କାରଖାନା ଠାବ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଓମ ନଗର ସ୍ଥିତ ଏକ ଘରେ ନକଲି ମଦ କାରଖାନା ଠାବ ହୋଇଛି । ଅବକାରୀ ଗୁଇନ୍ଦା ବିଭାଗ ବିଭାଗ ପକ୍ଷରୁ ସେହି କାରଖାନାରେ ଚଢ଼।ଉ ଜାରି ରହିଛି । ସେଠାରୁ ବିଭିନ୍ନ କମ୍ପାନୀ ନାଁରେ…
Read More...

ପ୍ରସ୍ତୁତ କରନ୍ତୁ ଭୃସଙ୍ଗ ପତ୍ର ଚଟଣି 

ଭୃସଙ୍ଗ ପତ୍ର  ଚଟଣିରେ ଆଇରନ, କ୍ୟାଲସିୟମ ଓ ଅନେକ ପ୍ରକାରର ଭିଟାମିନ ରହିଛି। ଏହାକୁ ଖାଇବା ଦ୍ବାରା କେଶ ଘନ, କଳା ଓ ମଜଭୁତ ହୋଇଥାଏ। ଏହାଦ୍ବାରା ରକ୍ତର ଅଭାବ ମଧ୍ୟ ଠିକ ହୋଇଥାଏ। ଏହାସହ ରକ୍ତଚାପ ଓ ମଧୁମେହ ରୋଗ…
Read More...

ଧଳା କେଶ ସହ ଅନେକ ସମସ୍ୟା ଦୂର କରେ କଫି

କେଶ ପାଇଁ ଅନେକ ଉପାୟ ରହିଛି। କେଶ ଧଳା ହେବା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ। ଏଥିପାଇଁ ବିିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେଣୁ କେଶ ଧଳା ସମସ୍ୟା ଦୂର ପାଇଁ କଫିକୁ ଭିନ୍ନ ଉପାୟରେ ବ୍ୟବହାର କରିପାରିବେ। କଫି…
Read More...

ତୁଳା ପରି ନରମ ରୁଟି ପାଇଁ କିଛି ସରଳ ଉପାୟ

ରୁଟିକୁ ଅଧିକ ନରମ ଓ ସମ୍ପୂର୍ଣ୍ଣ ଫୁଲିବା ପାଇଁ ବହୁ ଲୋକେ ଏହାକୁ ୩୦ ମିନିଟ ପାଖାପାଖି ଦଳି ଚକଟା ପ୍ରସ୍ତୁତ କରନ୍ତି। କେହି କେହି ଅଟା ଚକଟିବା ସମୟରେ ଘିଅ କିମ୍ବା ତେଲ ମଧ୍ୟ ମିଶାଇ ଥାଆନ୍ତି। ମାତ୍ର ଏସବୁ ଉପାୟ…
Read More...

ସାହସୀ ଝିଅ ; ବାପା ଜୀବନ ରକ୍ଷା ପାଇଁ ଭାଲୁ ସହ ୮ ମିିନିଟ୍‍ ଲଢିଲା

ସିରୋହୀ : ରାଜସ୍ଥାନର ସିରୋହୀ ଜିଲାରେ ଜଣେ ଝିଅ ନିଜ ବାପାକୁ ବଞ୍ଚାଇବା ପାଇଁ ନିଜ ଜୀବନର ବାଜି ଲଗାଇାବୁ ପଛାଇ ନାହାନ୍ତି। ଭାଲୁ ମୁହଁରୁ ବାପାଙ୍କୁ ବଞ୍ଚାଇବା ପାଇଁ ୮ ମିନିଟ ଭାଲୁ ସହ ଲଢେଇ କରିଛନ୍ତି ୧୪ ବର୍ଷୀୟ…
Read More...

ଚୋରା ଦେଶୀମଦର ଅବାଧ କାରବାର

କାମାକ୍ଷାନଗର :  କାମାକ୍ଷାନଗର ଅଂଚଳରେ ଚୋରା ଦେଶୀ ମଦର ଅବାଧ କାରବାର ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । କାମାକ୍ଷାନଗର ସହରର ମୁଣ୍ଡିଦେଉଳି ପାଣିଟାଙ୍କି ଠାରେ ଚୋରାଦେଶୀ ମଦର ଅବାଧ କାରବାର…
Read More...

ଏକାଠି ପିଅନ୍ତୁ କ୍ଷୀର ଓ ଘିଅ ; ଚମକିବ ତ୍ୱଚା , ମିଳିବ ଅନେକ ଲାଭ

କ୍ଷୀର ଓ ଘିଅର ଏକାଠି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମିଳିଥାଏ। କ୍ଷୀର ଓ ଘିଅ ଅନେକ ପୋଷକ ତତ୍ତ୍ୱର ଗୁଣରେ ଭରପୁର। ମାତ୍ର ଉଭୟଙ୍କୁ ଏକାଠି ସେବନ କରିବା ଦ୍ୱାରା ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ…
Read More...

ସାପକାମୁଡାରେ ଆଖିବୁଜିଲେ କଲେଜ ଛାତ୍ରୀ

ହରଭଙ୍ଗା : ଆଖିରେ ଥିଲା ଆଖିଏ ସ୍ୱପ୍ନ। ପାଠପଢି ଉଚ୍ଚଶିକ୍ଷୀତ ହୋଇ ଗରିବ ମାଆ,ବାପାଙ୍କ କଷ୍ଟ ଦୂର କରିବେ ବୋଲି ପଣ କରିଥିଲେ। ଜଣେ ଶିକ୍ଷୟତ୍ରୀ ହୋଇ ଆଦିବାସୀ ପିଲାଙ୍କୁ ପାଠପଢାଇ ସମାଜରେ ପ୍ରତିଷ୍ଠିତ କରିବା ପାଇଁ…
Read More...

ଦେଶରେ ଦୈନିକ ସଂକ୍ରମଣ ୬ ହଜାର ପାର୍‍ ; ଆରୋଗ୍ୟ ହାର ୯୮.୭୧%

ନୂଆଦିଲ୍ଲୀ : ଦେଶରେ ଆଉ ୬ ହଜାର ୩୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୭୬,୦୫୬କୁ ବୃଦ୍ଧି ପାଇଛି। ସେହିପରି ୬,୬୧୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ…
Read More...

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି .. ବାଲି କାଢିବା ପାଇଁ ଏଏସଆଇ ପକ୍ଷରୁ ଆଜି ହେଲା ଭୂମିପୂଜନ .. ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ.. ଧଳାଜହରର ହବ୍‌ ପାଲଟିଛି ବାଲେଶ୍ୱର .. ପୁଣି…
Read More...

ଓଡିଶାରେ କରୋନା ; ଆଉ ୨୬୯ ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୮,ସଙ୍ଗରୋଧରୁ ୧୫୭,ସ୍ଥାନୀୟ ୧୧୨। Covid-19 Report For 7th SeptNew…
Read More...

ବାସ୍ତୁ ଅନୁଯାୟୀ ଘର ଝରକାର ମହତ୍ତ୍ୱ

ଘରର କବାଟ ଓ ଝରକାର ଖୁବ ମହତ୍ତ୍ୱ ରହିଛି। ବାସ୍ତୁ ଅନୁଯାୟୀ, ଝରକା ଓ କବାଟ ଦେଇ କେବଳ ସୂର୍ଯ୍ୟଙ୍କ ରଶ୍ମି ପ୍ରବେଶ କରିଥାଏ ତାହା ନୁହେଁ ବରଂ ସୂର୍ଯ୍ୟଙ୍କ ରଶ୍ମି ସହ ଘରେ ସୁଖସମୃଦ୍ଧି ମଧ୍ୟ ପ୍ରବେଶ କରିଥାଏ। ଏହି…
Read More...

କୋଶଳ ରାଜ୍ୟ ଗଠନ ପାଇଁ ବନ୍ଦ ଡାକରା ; ଜାତୀୟ ରାଜପଥକୁ ଅଚଳ କଲା ଅତାବିରା କୋଶଳସେନା

ରେଙ୍ଗାଲିକ୍ୟାମ୍ପ : ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି କୋଶଳ ସେନା  ପକ୍ଷରୁ  ଓଡ଼ିଶା ବନ୍ଦ ଡାକରା  ଦିଆଯାଇଥିଲା । ଅତାବିରା କୋଶଳ ସେନାର ଜିଲ୍ଲା ସମ୍ପାଦକ  ବିରବଲ୍ ମହାକୁରଙ୍କ  ଆହ୍ବାନ କ୍ରମେ ହୋଇଥିବା…
Read More...

ସରକାରଙ୍କ ଘୋଷଣା ; ଏଥର ବି ଦୀପାବଳିରେ ଦିଲ୍ଲୀରେ ଫୁଟିବନି ବାଣ

ନୂଆଦିଲ୍ଲୀ : ଦିଲ୍ଲୀରେ ଚଳିତ ବର୍ଷ ମଧ୍ୟ ବାଣ ବିନା ଦୀପାବଳି ପାଳନ କରାଯିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ବୁଧବାର କହିଛନ୍ତି, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୧ ଯାଏଁ ସମସ୍ତ ପ୍ରକାର ବାଣ…
Read More...

ଗ୍ରାମାଞ୍ଚଳରେ ଲୁକାୟିତ କଳାର ବିକାଶ ପାଇଁ ନୃତ୍ୟ ପ୍ରତିଯୋଗିତା

ଜି ଉଦୟଗିରି : ଗ୍ରାମାଞ୍ଚଳରେ ଲୁକାୟିତ କଳାର ବିକାଶ ପାଇଁ ଗ୍ରାମାଞ୍ଚଳର ଛୋଟ ବଡ଼ କଳାକାର ମାନଙ୍କୁ ନେଇ ଅଗ୍ରପୂଜ୍ୟ ଗଣେଶ ପୂଜା ଅବସରରେ କଳାର ବିକାଶ ପାଇଁ ଜି ଉଦୟଗିରି ବ୍ଲକ ଅନ୍ତର୍ଗତ କିଲାଳିଆ ଠାରେ ଏକ ନୃତ୍ୟ…
Read More...

ଏହି ରାଶିର ବ୍ୟକ୍ତି ହୋଇଥାଆନ୍ତି ବେଶ୍‍ ଖାଦ୍ୟପ୍ରେମୀ

ସାରା ଦୁନିଆରେ ଖାଦ୍ୟକୁ ନେଇ ବିଭିନ୍ନ ସ୍ୱାଦିଷ୍ଟ ଜିନିଷ ରହିଛି। ଅନେକ ଲୋକଙ୍କୁ ଆମିଷ ପସନ୍ଦ ତ ଅନ୍ୟକଙ୍କୁ ନିରାମିଷ। ସେଭଳି କେତେକ ଖୁବ ଖାଦ୍ୟ ପ୍ରେମୀ ମଧ୍ୟ ରହିଛନ୍ତି। ସେମାନଙ୍କୁ ଉଭୟ ଆମିଷ ଓ ନିରାମିଷ ଖୁବ…
Read More...

ଆରମ୍ଭ ହେବ ପିତୃପକ୍ଷ ; କରନ୍ତୁ ନାହିଁ ଏହି ଭୁଲ୍‍

ପିତୃପକ୍ଷ ସମୟରେ ଏପରି କିଛି କାର୍ଯ୍ୟ ରହିଛି, ଯାହା କରିବା ଉଚିତ ନୁହେଁ। ତାହା ହୁଏତ ସଭିଁଙ୍କୁ ଜଣାନଥାଏ। ୧୦ ସେପ୍ଟେମ୍ବର ଠାରୁ ୨୫ ତାରିଖ ଯାଏଁ ପିତୃପକ୍ଷ ଚାଲିବ। ଏହି ସମୟରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ…
Read More...

ଚାଣକ୍ୟ ନୀତି ; ଅନ୍ୟକୁ ଜଣାନ୍ତୁ ନାହିଁ ଏହି କଥା

ନୀତି ଶାସ୍ତ୍ରରେ ଆଚାର୍ଯ୍ୟ ଚାଣକ୍ୟ ଅନେକ କଥା ଉଲ୍ଲେଖ କରିଛନ୍ତି। ଏହି କଥାକୁ ପାଳନ କରିବା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ସଫଳତା ପ୍ରାପ୍ତି କରିପାରିଥାଏ ବୋଲି ମାନ୍ୟତା ରହିଛି। ନୀତି ଶାସ୍ତ୍ର ଅନୁଯାୟୀ ଏପରି କିଛି…
Read More...

ଘରର କାନ୍ଥ ଭୁଶୁଡି ମହିଳା ଗୁରୁତର

ଦେବଗଡ଼ :ଗତକାଲି ରାତ୍ରୀରେ ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ଗାଡପାଳ ଗ୍ରାମରେ ଘରର କାନ୍ଥ  ଭୁଶୁଡି ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗାଡପାଳ ଗ୍ରାମର…
Read More...

କୋଶଳ ରାଜ୍ୟ ଦାବିରେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ କୋଶଳ ରାଏଜ ମୁକ୍ତି ମୋର୍ଚା ପକ୍ଷରୁ ଡାକରା କ୍ରମେ ଟିଟିଲାଗଡ଼ ସହର ସମୂର୍ଣ୍ଣ ଠପ ହୋଇପଡିଛି । ବନ୍ଦ ନେଇ ଗତକାଲି ଠାରୁ କୋଶଳ ସମର୍ଥକ ସହରରେ ଡାକବାଜି ଯନ୍ତ୍ର ଯୋଗେ…
Read More...

ପିଉଥିଲେ ଚା’ ; ଜାଣି ରଖନ୍ତୁ ଏହି କଥା

ଘରକୁ ଅତିଥି ଆସିଲା ମାତ୍ରେ ତାଙ୍କୁ ପ୍ରଥମେ ଚା’ଦେବା ଏକ ସାଧାରଣ କଥା। ସେହିପରି ଅନେକଙ୍କ ସକାଳର ଆରମ୍ଭ କପେ ଚା’ରୁ ହୋଇଥାଏ। ଚା’ ନ ପିଇବା ଦ୍ୱାରା ଅନେକଙ୍କୁ ଦିନଯାକ ସତେଜ ଅନୁଭବ ହୋଇନଥାଏ। କାର୍ଯ୍ୟ କରିବାକୁ…
Read More...

ଦକ୍ଷିଣ ରାଜ୍ୟରେ ବର୍ଷା ବିତ୍ପାତ ; ଆହୁରି ବର୍ଷିବା ନେଇ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : କେରଳ ଓ କର୍ଣ୍ଣାଟକରେ ଗତ କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଲକ୍ଷାଧିକ ଲୋକଙ୍କ ଜୀବନ ବନ୍ୟା କାରଣରୁ ପ୍ରଭାବିତ…
Read More...

ରୋଷେଇ ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ

ଘରର ମୁଖ୍ୟ କକ୍ଷ ହେଉଛି ରୋଷେଇ ଘର। ରୋଷେଇ ଘର ବାସ୍ତୁ ଅନୁଯାୟୀ, ରୋଷେଇ ଘର ତିଆରି କରିବା ସହ ଏଥିପାଇଁ କିଛି ନିୟମ ମଧ୍ୟ ରହିଛି। ଏହାକୁ ପାଳନ କରିବା ଦ୍ୱାରା ରୋଗ,ଜୀବନର ଅନେକ ସମସ୍ୟା ଓ ଧନ ସହ ଜଡିତ ଅନେକ ସମସ୍ୟା…
Read More...

ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା

ବାଙ୍କୀ : ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ସରକାରଙ୍କ ପରିଚାଳନାରେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନଆରଟିଏସ୍) ପରୀକ୍ଷା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଓ ଡମପଡା ବ୍ଲକର ୨୦୬ଜଣ ପରୀକ୍ଷାର୍ଥି…
Read More...

ଅବକାରୀ ବିଭାଗର ମିଳିତ ଚଢାଉ ; ମହୁଲ ପୋଚ ନଷ୍ଟ , ୪ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ ପାଟଣା ଅବକାରୀ ଥାନା ଅଞ୍ଚଳର ଜାମୁଳେଇବେଡା ଓ ଭାଲିଆଡିହା ଗ୍ରାମର ଚୋରା ମଦ ଭାଟି ଉପରେ ପାଟଣା, ଘଟଗାଁ ଓ ସଦର…
Read More...

ଟ୍ରକକୁ ଧକ୍କା ଦେଲା ଟ୍ରକ ; ୩ ମୃତ

ବାଗପତ : ଉତ୍ତରପ୍ରଦେଶର ବାଗପତ ଜିଲାରେ ଇଷ୍ଟର୍ଣ୍ଣ ପେରିଫେରସଲ ଏକ୍ସପ୍ରେସୱେରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକୁ ଆଉ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟି ଗୋଟିଏ ପରିବାରର ୩…
Read More...

ଏହି ସମସ୍ତ ଅଭ୍ୟାସ ଆପଣଙ୍କୁ କରିଥାଏ ଦୀର୍ଘାୟୁ

କଥାରେ ଅଛି ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଉତ୍ତମ ସ୍ୱାସ୍ଥ୍ୟ ସହ ସଭିଏଁ ଦୀର୍ଘାୟୁ ହେବା ପାଇଁ ମଧ୍ୟ ଇଚ୍ଛୁକ। ଏହି କାରଣରୁ ଅନେକ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ମାତ୍ର ବର୍ତ୍ତମାନର…
Read More...

ଗୁଣ ଜାଣିବା ପରେ ଆଉ ଫିଙ୍ଗିବେ ନାହିଁ ସିଝା ଅଣ୍ଡାର ପାଣି

ସଭିଏଁ ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଜାଣନ୍ତି। ଏହା ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବା ସହ ଅନେକ ରୋଗରୁ ମଧ୍ୟ ଦୂରେଇ ରଖେ। ମାତ୍ର ଅଣ୍ଡା ବ୍ୟତୀତ ଅଣ୍ଡା ସିଝା ହୋଇଥିବା ପାଣିର ଉପକାରୀ ଗୁଣ ଜାଣିବା ପରେ…
Read More...

ଚୀନ ଭୂମିକମ୍ପ ; ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ; ୨୦ ହଜାର ଘରେ ନାହିଁ ବିଦ୍ୟୁତ

ଉହାନ: ଦକ୍ଷିଣ ପଶ୍ଚିମ ଚୀନର ସିଚୁଆନ୍‌ ପ୍ରଦେଶରେ ଗତକାଲି ହୋଇଥିବା ବଡ ଧରଣର ଭୂମିକମ୍ପରେ ଅନେକ କ୍ଷୟକ୍ଷତି ହୋଇଛି। ଏଥିରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ଏହାସହ ୧୬ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି।…
Read More...

କଳା ରଙ୍ଗର ପୋଷାକ ପିନ୍ଧି ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତୁ ନାହିଁ

ମଙ୍ଗଳବାର ଓ ଶନିବାର ଏହି ଦୁଇଟି ଦିନରେ ପ୍ରଭୁ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜାଣତରେ ଅଜାଣତରେ ବହୁ ସମୟରେ ଭକ୍ତମାନେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ଦ୍ୱାରା ତାଙ୍କୁ ପୂଜାର ଉପଯୁକ୍ତ ଫଳ…
Read More...

ଗଞ୍ଜାମରେ ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ

ଗଞ୍ଜାମ :  ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠସଭା ଗୃହରେ ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ସହଯୋଗରେ ବ୍ଲକ ସ୍ତରୀୟ ଗୁରୁ ଦିବସ ସୋମବାର ପାଳିତ ହୋଇଯାଇଛି  । ପ୍ରାରମ୍ଭରେ ଅତିଥି ଓ ଉପସ୍ଥିତ ଶିକ୍ଷକ…
Read More...

ଗଣେଶ ଭସାଣି ଦେଖିବା ହେଲା କାଳ ; ମରଣାନ୍ତକ ଆକ୍ରମଣରେ ଜଣେ ମୃତ, ତିନି ଆହତ 

କୁଆଁପାଳ : କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳରେ ଘଟିଯାଇଛି ଏକ ଅଘଟଣ। ଗଣେଶ ଭସାଣି ଦେଖି ଚାରି ନାବାଳକ ସାଙ୍ଗ ଏକାଠି ଘରକୁ ଫେରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି ।  କଟୁରି ଚୋଟରେ ଜଣେ ସାଙ୍ଗ ତଥା ପୋଡାମରାଇ…
Read More...

ଅପରାହ୍ନ ୪ଟା ମୁଖ୍ୟ ଖବର

ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ୪୫ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ କରିଛନ୍ତି ସମ୍ମାନିତ..  ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସେମାନଙ୍କୁ ଜାତୀୟ ଶିକ୍ଷକ…
Read More...

ଆଲମିରାରେ ରଖନ୍ତୁ ଏହି ଜିିନିଷ ; ହେବ ଧନବୃଦ୍ଧି

ସଭିଏଁ ଇଚ୍ଛା କରିଥାଆନ୍ତି ତାଙ୍କ ଜୀବନରେ ଆଦୌ ଧନର ଅଭାବ ନହେଉ। ଟଙ୍କା ରୋଜଗାର ପାଇଁ ପରିଶ୍ରମ ମଧ୍ୟ କରିବା ଆବଶ୍ୟକ। ଜୀବନରେ ପରିଶ୍ରମ ସହ କିଛି ସହଜ ଉପାୟ ରହିଛି, ଯାହାକୁ ପାଳନ କରିବା ଦ୍ୱାରା ଭାଗ୍ୟରେ…
Read More...

ଅମୃତ ମହୋତ୍ସବ ପ୍ରଭାତ ଫେରି ପାଳିତ

କଣ୍ଟାବାଞ୍ଜି : ସୋମବାର ଗୁରୁଦିବସ ଅବସରରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରଭାତ ଫେରି ପାଳିତ ହୋଇଯାଇଛି । ସିଆରସିସି ଦିନେଶ ମହାନନ୍ଦ ଏହି କାର୍ୟ୍ୟକ୍ରମକୁ…
Read More...

ଜିଭର ରଙ୍ଗ ଦେଇଥାଏ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସଙ୍କେତ

ସାଧାରଣତଃ ସଭିଏଁ ଜିଭ କାରଣରୁ ସମସ୍ତ ପ୍ରକାର ଖାଦ୍ୟର ସ୍ୱାଦ ଜାଣି ପାରନ୍ତି। ମାତ୍ର ଜିଭ କାରଣରୁ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ରହସ୍ୟ ମଧ୍ୟ ଜଣାପଡିଥାଏ। ଏହା ଖୁବ କମ ଲୋକେ ଜାଣିଥିବେ ଜିଭ ସ୍ୱାସ୍ଥ୍ୟ ସହ ଜଡିତ ଅନେକ…
Read More...