ରାଜ୍ୟରେ କରୋନା ; ଚିହ୍ନଟ ହେଲେ ୧୯୪ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଶହରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୧୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୨,ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ ୭୯।
Covid-19 Report For 11th Sept
New Positive Cases: 194
Of which 0-18 years: 22
In quarantine: 115
Local contacts: 79(Details of local contacts will be shared by concerned District)
1. Angul: 1
2. Balasore: 1
3. Balangir: 11
4. Cuttack: 33
5. Deogarh: 3
6. Ganjam: 1— I & PR Department, Odisha (@IPR_Odisha) September 12, 2022
20. Rayagada: 2
21. Sambalpur: 9
22. Sonepur: 4
23. Sundargarh: 13
24. State Pool: 9New recoveries: 133
Cumulative tested: 33342872
Positive: 1330434
Recovered: 1319379
Active cases: 1817— I & PR Department, Odisha (@IPR_Odisha) September 12, 2022
୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧, ବାଲେଶ୍ୱର ୧, ବଲାଙ୍ଗୀର ୧୧, କଟକ ୩୩, ଦେଓଗଡ ୩, ଗଞ୍ଜାମ ୧, ଯାଜପୁର ୬, ଝାରସୁଗୁଡା ୩, କଳାହାଣ୍ଡି ୧୬, କନ୍ଧମାଳ ୩, କେନ୍ଦ୍ରାପଡା ୧, କେନ୍ଦୁଝର ୧, ଖୋର୍ଦ୍ଧା ୪୦,କୋରାପୁଟ ୩, ମୟୁରଭଞ୍ଜ ୨, ନବରଙ୍ଗପୁର ୧୧,ନୟାଗଡ ୬, ନୂଆପଡା ୧୧, ପୁରୀ ୪, ରାୟଗଡା ୨, ସମ୍ବଲପୁର ୯, ସୋନପୁର ୪, ସୁନ୍ଦରଗଡ ୧୩, ଷ୍ଟେଟପୁଲରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦,୪୩୪କୁ ବୃଦ୍ଧି ପାଇଛି। ୧୩,୧୯,୩୭୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧ ହଜାର ୮୧୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.