www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମୁମ୍ବାଇରେ ରୋଡ୍ ସୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..  ଆସନ୍ତା ୧୪ ତାରିଖ ସଂଧ୍ୟାରେ ହେବ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ ..  ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ ଶିଳ୍ପ ମନ୍ତ୍ରୀ ପତାପ ଦେବ

ରାୟପୁର : ଛତିଶିଗଡର କୋରବା ଜିଲାର ମଡଇ ଘାଟ ନିକଟରେ ଟ୍ରଲର-ବସ୍‍ ଧକ୍କା .. ଚାଲିଗଲା ୭ ଜୀବନ..ଭୋର ସମୟରେ ଘଟିଛି ଦୁର୍ଘଟଣା..

- Advertisement -

ନୂଆଦିଲ୍ଲୀ : ଦେଶରେ ଆଉ ୫ ହଜାର ୨୧୭ ନୂଆ ସଂକ୍ରମିତ ..  ୫,୯୭୫ ସୁସ୍ଥ ହେଲେ ..  ୧୧  ମୃତ .. ୪୪,୫୯୧ ସକିୟ ଆକ୍ରାନ୍ତ ଚିକିତ୍ସାଧୀନ .. ଆରୋଗ୍ୟ ହାର ୯୮.୭୧%

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଶହରେ ସୀମିତ ..  ୨୪ ଘଣ୍ଟାରେ ଆଉ ୧୯୪ କରୋନା ସଂକ୍ରମିତ ଚିହ୍ନଟ..   ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨୨,ସଙ୍ଗରୋଧରୁ ୧୧୫ ଓ ସ୍ଥାନୀୟ ୭୯ .. ୧ ହଜାର ୮୧୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ..

ଆଜି ବି ଭିଜିବ ଓଡ଼ିଶା…ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା… ଆସନ୍ତାକାଲି ଯାଏ ଓଡ଼ିଶା ଉପକୂଳ ଅଶାନ୍ତ ରହିବ… ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା… କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଆଜିଠୁ କଳାବ୍ୟାଜ୍ ପିନ୍ଧିବେ ଅଧ୍ୟାପକ ଓ ଅଧ୍ୟାପିକା… ୧୫୦ ଦିନରେ ପହଞ୍ଚିଲା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଧାରଣା… ୨୦୦୮ ମସିହା ପରବର୍ତ୍ତୀ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ଦାବିରେ ଦୀର୍ଘ ୫ ମାସ ହେଲା ଖରା ବର୍ଷାରେ ପଡ଼ି ରହିଛନ୍ତି ବେସରକାରୀ ଅଧ୍ୟାପକ ଓ କର୍ମଚାରୀ…

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories