କରୱାଚୌଥ ପାଇଁ ଥାଳିରେ ରଖନ୍ତୁ ଏହି ସ୍ୱତନ୍ତ୍ର ପୂଜା ସାମଗ୍ରୀ

ଚଳିତ ବର୍ଷ କରୱାଚୌଥର ବ୍ରତ ଗୁରୁବାର ୧୭ ଅକ୍ଟୋବରରେ ଅର୍ଥାତ ଆସନ୍ତା କାଲି। ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପାଳନ କରିଥାଆନ୍ତି। ଏହି ଦିନ ମହିଳାମାନେ ଚନ୍ଦ୍ରମାଙ୍କୁ ପୂଜାର୍ଚ୍ଚନା କରି ସୁଖମୟ ବୈବାହିକ…
Read More...

ଦେବୀ ନଦୀରୁ ମୃତଦେହ ଉଦ୍ଧାର , କାଠଯୋଡ଼ି ପୋଲରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ବୋଲି ସନ୍ଦେହ

କଟକ : ରାହାମା ନିକଟ ଦେବୀ ନଦୀରୁ ବୁଧବାର ଏକ ଅଚିହ୍ନା ମୃତଦେହ ମଳିଥିବା ଜଣାପଡ଼ିଛି। ଉକ୍ତ ମୃତଦେହଟି କାଠଯୋଡ଼ି ପୋଲରୁ ନଦୀରୁ ଡ଼େଇଁପଡ଼ିଥିବା ଦେବବ୍ରତଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏଯାବତ ମୃତଦେହ ଚିହ୍ନଟ…
Read More...

ଚିକେନ ଭଜା

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ ଗ୍ରାମ ଲୁଣ - ଆବଶ୍ୟକ ପରିମାଣରେ ଜିରା ଗୁଣ୍ଡ – ୧ଚାମଚ ଧନିଆ ଗୁଣ୍ଡ – ୧ଚାମଚ ଲଙ୍କା ଗୁଣ୍ଡ – ୧ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ଗରମ ମସଲା - ୧ଚାମଚ ଗୋଲମରିଚ ଗୁଣ୍ଡ - ଅଳ୍ପ…
Read More...

୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ମିଲବାଡ଼ି ଅଞ୍ଚଳରେ ବୁଧବାର ପ୍ରାୟ ୩୦୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା। ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ…
Read More...

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଧୋଇବା ବେଳେ ଦିଗବାରେଣି ଖୁଣ୍ଟି ନିକଟରେ ୨ ଜଣ ଯୁବକ ଭାସି ଯାଇଥିବା ଜଣାପଡ଼ିଛି। ଲାଇଫ ଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର…
Read More...

ଟିକ୍‌ଟକ୍‌ ନିଶାରେ ଯୁବକ; ଛାତରୁ ପଡି ଗୁରୁତର

ରାଉରକେଲା: ରାଉରକେଲାର ଗୋଳଘର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଟିକ୍‌ଟକ୍‌ ଭିଡିଓ କରିବା ସମୟରେ ଛାତରୁ ଖସି ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ…
Read More...

ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରକ୍ରିୟା ପୂର୍ବରୁ ମାପଚୁପ ଆରମ୍ଭ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗଳବାର ଠାରୁ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରକ୍ରିୟା ପୂର୍ବରୁ ମାପଚୁପ ଆରମ୍ଭ ହୋଇଛି। ଏଥିପାଇଁ ବିଡ଼ିଏ ଓ ବିଏମସିର…
Read More...

ନଭେମ୍ବର ୧୨ ରୁ କଟକ ଐତିହାସିକ ବାଲିଯାତ୍ରା

କଟକ : ନଭେମ୍ବର ୧୨ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ। ମହାନଦୀ ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଏହା ସର୍ବବୃହତ ମୁକ୍ତାକାଶ ବାଣିଜିତ୍ୟକ ମେଳା। ଚଳିତ ବର୍ଷ ବାଲିଯାତ୍ରା ୮ ଦିନ ଚାଲିବ ବୋଲି…
Read More...

ବିମାନବନ୍ଦରରୁ ବିଦେଶୀ ସିଗାରେଟ ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ମଙ୍ଗଳବାର ୪୦୦ ପ୍ୟାକେଟ ଚୋରା ବିଦେଶୀ ସିଗାରେଟ ଜବତ ହୋଇଛି। ରାଜସ୍ୱ ଗୁଇନ୍ଦା ବିଭାଗ ଦ୍ୱାରା ୨ ବ୍ୟବସାୟୀଙ୍କ ଠାରୁ ଏହି ଚୋରା ସିଗାରେଟ ଜବତ କରାଯାଇଛି। ସିଗାରେଟ ଜବତ…
Read More...

ବଡ଼ଭାଇ ଭୁଜାଲି ମାଡ଼ରେ ସାନ ଭାଇର ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ବରୋଦା ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଇ କୈଳାସ ମାଝିର ଭୁଜାଲି ଆକ୍ରମଣରେ ସାନ ଭାଇ ସୁରେଶ ମାଝିର ମୃତ୍ୟୁ ହୋଇଛି।…
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ବେଲପଶି ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବେଲପଶି ଗାଁରେ ଥିବା ନିଜ ଶ୍ୱଶୁର ଘରକୁ ଆସିଥିବା ଜଣେ ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ…
Read More...

ନନ୍ଦନକାନନର ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ

ଭୁବନେଶ୍ୱର : ବାରଙ୍ଗରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଧଳା ମହାବଳ ବାଘ ଶୁଭ୍ରାଂଶୁର ମଙ୍ଗଳବାର ଦିନ ୧୦ ଟା ୧୫ରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁଭ୍ରାଂଶୁ ଯକୃତଜନିତ ରୋଗରେ ପୀଡ଼ିତ ଥିବା କାରଣରୁ…
Read More...

ଅଭିନବ ଉପାୟରେ ମହିଳାଙ୍କ ଠାରୁ ସୁନା ଲୁଟ

ପୁରୀ : ପୁରୀ ଏସସିଏସ କଲେଜ ଛକରେ ସୋମବାର ସକାଳେ ପୁଲିସ ପରିଚୟ ଦେଇ ୨ଜଣ ମହିଳାଙ୍କ ଠାରୁ ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୨ ଜଣ ମହିଳାଙ୍କୁ ଏତେ…
Read More...

ପଲିଥିନ ପାଇଁ ଚଢାଉ ବେଳେ ଉତ୍ତେଜନା

କଟକ : ନୂଆବଜାର ଛକରେ ସୋମବାର ପଲିଥିନ ପାଇଁ ସିଏମସିର ଚଢାଉ ବେଳେ ଉତ୍ତେଜନା ସୃଷ୍ଟି ହୋଇଛି। ପଲିଥିନ ବ୍ୟାଗକୁ ନେଇ ଏନଫୋର୍ସମେଣ୍ଟ ଟିମର ଚଢାଉ ବେଳେ ଏହି ଉତ୍ତେଜନା ହୋଇଛି। ଟିମର ଜଣେ ସଦସ୍ୟଙ୍କୁ ଦୋକାନ ଭିତରେ…
Read More...

ଜମି ପାଇଁ ସଂଘର୍ଷ , ଜଣେ ମୃତ ୬ ଆହତ

ଜଳେଶ୍ୱର : ଜଳେଶ୍ୱର ବାଲିଆପାଳ ଥାନା କଟ୍ରାମହଲ ଗାଁରେ ସୋମବାର ବିଦ୍ୟାଳୟ ଜମି ବିବାଦରୁ ଉତ୍ତେଜନା ଓ ହତ୍ୟାକାଣ୍ଡ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର…
Read More...

ଦୁର୍ଘଟଣାଗ୍ରସ୍ତ ବାପା, ଝିଅଙ୍କ ପାଇଁ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ବାଲେଶ୍ୱର ଏସପି

ବାଲେଶ୍ୱ/ସୋର: ଦୁର୍ଘଟଣାଗ୍ରସ୍ତ ବାପା ଓ ଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଏସପି ବି ଯୁଗଳ କିଶୋର। ବାଲେଶ୍ୱର ଜିଲା ସୋର ଥାନା ତୁଡ଼ିଗଡ଼ିଆ ଅଚ୍ୟୁତପୁର ଗ୍ରାମର କୈଳାଶ ଚନ୍ଦ୍ର ସାହୁ ତାଙ୍କ ଝିଅକୁ କଲେଜରେ…
Read More...

୨୫ ମାସର ଦରମା ବାକି ; ବରଗଡ଼ ଚିନି କାରଖାନା କର୍ମଚାରୀଙ୍କ ଧାରଣା

ବଗରଡ଼ : ବରଗଡ଼ ଠାରେ ଥିବା ସମବାୟ ଚିନି କାରଖାନାର କର୍ମଚାରୀଙ୍କ ୨୫ ମାସର ଦରମା ନମିଳିବା ଅଭିଯୋଗରେ ସୋମବାର ସେମାନେ ଧାରଣାରେ ବସିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସମବାୟ ଚିନି କାରଖାନାର ସ୍ଥିତି ବର୍ତ୍ତମାନ…
Read More...

ସୁନ୍ଦରଗଡ଼ରେ ୬ ଘଣ୍ଟିଆ ବନ୍ଦ ପାଳନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମଓ)ଙ୍କୁ ନିଲମ୍ବନ ପ୍ରତିବାଦରେ ସୋମବାର ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଉଛି। ନିଲମ୍ବନକୁ ବିରୋଧ କରାଯିବା ସହ…
Read More...

ଆରମ୍ଭ ହେଲା ଧର୍ମର ମାସ କାର୍ତ୍ତିକ , ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ପୁରୀ / ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ଠାରୁ ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏତଦ୍‍ ବ୍ୟତୀତ ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇଥିବାରୁ ସମସ୍ତ ଶୈବାଳୟ ଓ ଅନ୍ୟ ମନ୍ଦିରମାନଙ୍କରେ…
Read More...

ଯୁବତୀଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ଶରଧାପୁର ବିଲ ଗହୀର ମଝି ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ…
Read More...

ସଡ଼କ ଦୁର୍ଘଟଣାରେ ୧୭ ଆହତ

କେନ୍ଦୁଝର : କେନ୍ଦୁଝର ତେଲକୋଇ ନିକଟରେ ରବିବାର ଏକ ଯାତ୍ରୀବାହୀ ବସ ଓ ଟ୍ରକ ଧକ୍କା ହୋଇ ୧୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ସ୍ଥାନୀୟଲୋକେ ସମସ୍ତ ଗୁରୁତର ଆହତଙ୍କୁ…
Read More...

୨୭ ଜୁଆଡ଼ି ଗିରଫ, ୧ ଲକ୍ଷରୁ ଅଧିକ ଟଙ୍କା ଜବତ

ପାରଳାଖେମୁଣ୍ଡି : ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ପୁଲିସ ବିଭିନ୍ନ ଜୁଆ ଆଡ୍ଡାରେ ଶନିବାର ରାତିରେ ଚଢାଉ କରି ୨୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ନିକଟରୁ ୧ଲକ୍ଷ ୩୧ହଜାର ୨୦୦ ଟଙ୍କା ,…
Read More...

କାର ଧକ୍କାରେ ବୃଦ୍ଧ ମୃତ

ତିହିଡ଼ି : ଭଦ୍ରକ - ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡ଼ି ଥାନା ଅନ୍ତର୍ଗତ କାନପୁର ଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ହେଲେ କାନପୁର ଗ୍ରାମର ଗଙ୍ଗାଧର…
Read More...

୯୫ ଜୁଆଡ଼ି ଗିରଫ ; ସାଢେ ୪ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର : ବ୍ରହ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଜୁଆ ଆଡ୍ଡାରେ ପୁଲିସ ଚଢାଉ କରି ୯୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି। ଏହାସହ ୨୪ଟି…
Read More...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାହାନଗା : ବାଲେଶ୍ୱର ଜିଲାର ବାହାନଗା ବ୍ଲକ ଖଣ୍ଟାପଡ଼ା ଥାନା ଅନ୍ତର୍ଗତ ବରିପଦା ପଞ୍ଚାୟତ ଅଞ୍ଚଳର ଉତ୍ତା ପୋଖରୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଗଗନ ମଲ୍ଲିକଙ୍କ ପୁଅ ମନ୍ମଥ…
Read More...

‘ମୋ ସରକାର’ କାର୍ଯ୍ୟକ୍ରମରେ ଅବହେଳା, ସିଡ଼ିଏମଓ ନିଲମ୍ବିତ

ସୁନ୍ଦରଗଡ଼ : କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡ଼ିଏମଓ) ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯାଇଛି। ପଟେଲ ‘ମୋ ସରକାର’ କାର୍ଯ୍ୟକ୍ରମରେ ଅବହେଳା…
Read More...

ସାପ କାମୁଡ଼ାରେ ନାବାଳିକା ମୃତ

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର ହଳଦୀକୁଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହଳଦୀକୁଦର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକା…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର : ଭୁବନେଶ୍ୱରର ଭିଏସଏସ ନଗରରେ ଏକ ଘର ଭିତରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ନୟାଗଡ଼ ସୁନାଖଳାର ଅବକାଶ ପାଇକରାୟ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ…
Read More...

ବନ୍ଧୁକ ଦେଖାଇ ବସ ଚାଳକ ଓ କଣ୍ଡକ୍ଟରଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସଜନାଗଡ଼ ନିକଟ ଜଙ୍ଗଲୀ ରାସ୍ତାର ଜାମୁଡ଼ିହି ସାହି ଛକ ଠାରେ ଦୁର୍ବୃତ୍ତମାନେ ଏକ ଯାତ୍ରୀବାହୀ ବସକୁ ଅଟକାଇ…
Read More...

ଆଜି କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା, ସଜେଇ ହୋଇଛି ଢେଙ୍କାନାଳ ସହର

ଭୁବନେଶ୍ୱର / ଢେଙ୍କାନାଳ : ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଆଜିର ଦିନରେ ଓଡ଼ିଶାର ଘରେ ଘରେ…
Read More...

ଶରତ ପୂର୍ଣ୍ଣିମାରେ ହୋଇଥାଏ ସ୍ୱର୍ଗରୁ ଅମୃତ ବର୍ଷା, ଏଭଳି କରନ୍ତୁ ପୂଜାର୍ଚ୍ଚନା

ରବିବାର ଅର୍ଥାତ ଆସନ୍ତା କାଲି ହେଉଛି ପବିତ୍ର ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା)। ଶରତ ଋତୁରେ ଏହା ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣମା ମଧ୍ୟ କୁହାଯାଏ।ଏହିଦିନରେ ମନ୍ଦିରମାନଙ୍କରେ ବିଶେଷ…
Read More...

ତୁଳସୀ ବୃକ୍ଷ ଦୂର କରିଥାଏ ଗୃହର ବାସ୍ତୁ ଦୋଷ

ହିନ୍ଦୁଧର୍ମରେ ତୁଳସୀ ବୃକ୍ଷର ଖୁବ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ତୁଳସୀ ବୃକ୍ଷଙ୍କୁ ଘରେ ଲଗାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ମାତ୍ର ତୁଳସୀ ବୃକ୍ଷଙ୍କୁ ଭୁଲ ଦିଗରେ ରଖିବା ଉଚିତ…
Read More...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଏହି ଜୁସ, ଜାଣନ୍ତୁ ଏହାର ଚତ୍ମକାରୀ ଗୁଣ

ପାଳଙ୍ଗ ଶାଗରେ ପ୍ରସ୍ତୁତ ବ୍ୟଞ୍ଜନ ଅଥବା ଭଜା ଆଦି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ବୋଲି ସଭିଏଁ ଜାଣିଥିବେ। ମାତ୍ର ପାଳଙ୍ଗ ଶାଗକୁ ଜୁସ କରି ପିଇବା ଦ୍ୱାରା ଏହା ଶରୀର ପାଇଁ କେତେ ଲାଭଦାୟକ ତାହା ହୁଏତ…
Read More...

ମୋଗଲାଇ ପରଟା

ଆବଶ୍ୟକ ସାମଗ୍ରୀ ଅଟା – ୩କପ ମଇଦା – ୧କପ ଘିଅ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ଅଣ୍ଡା – ୪ଟି ପିଆଜ – ୧କପ କଟା କଞ୍ଚାଲଙ୍କା – ୧ ଚାମଚ କଟା ଧନିଆପତ୍ର – ୧କପ ପାଣି - ଆବଶ୍ୟକ ପରିମାଣରେ…
Read More...

ଗୋରୁ ବୋଝେଇ କଣ୍ଟେନର ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ସେରଗଡ଼ଠାରେ ଶନିବାର ଭୋର ସମୟରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ଆଗପଛ ହୋଇ…
Read More...

ଶନି ଦଶାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଶ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଜାତକରେ ଶନିଙ୍କ ସ୍ଥିତି ଖରାପ ଥିଲେ ସୌଭାଗ୍ୟ ମିଳିନଥାଏ। ବହୁ ପରିଶ୍ରମ କଲେ ମଧ୍ୟ କାର୍ଯ୍ୟରେ ଆଶାନୁରୂପକ ସଫଳତା ମିଳିନଥାଏ। ମାତ୍ର ଶନି ପ୍ରସନ୍ନ…
Read More...

ହାତୀର ଗଳିତ ମୃତଦେହ ଠାବ

ଢେଙ୍କାନାଳ :  ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ କୁଟୁରିଆ ଗାଁ ପାଖ ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି। ହାତୀଟିର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।…
Read More...

ସାବେରୀ ନଦୀରେ ଡ଼ଙ୍ଗା ବୁଡ଼ି ୩ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସାବେରୀ ନଦୀରେ ଡ଼ଙ୍ଗା ବୁଡ଼ି ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅହରାହ୍ନରେ ଏକ ଡ଼ଙ୍ଗାରେ କିଛି ଯୁବକ ଓ ଯୁବତୀ…
Read More...

ଟ୍ୟୁସନ ଯାଉଥିବା ସମୟରେ ଛାତ୍ରଙ୍କ ଉପରେ ମାଡ଼ିଗଲା ହାଇୱା ; ଜଣେ ମୃତ, ୨ ଗୁରୁତର

କୁଜଙ୍ଗ : ଜଗତସିଂହପୁର ଜିଲା କଟକ-ପାରାଦୀପ ରାସ୍ତାର ଭୁତମୁଣ୍ଡେଇ ଅନ୍ତର୍ଗତ ଫୁଲବେଲୋରୀ ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱା ୩ ଜଣ ଛାତ୍ରଙ୍କୁ ଧକ୍କା ଦେବା ଫଳରେ ଜଣଙ୍କର…
Read More...

ଆଇସକ୍ରିମ ପାନ

ଆବଶ୍ୟକ ସାମଗ୍ରୀ ପାନ ପତ୍ର – ୩ଟି ଗୁଲକନ୍ଦ - ୨ଚାମଚ ପାନମଧୁରୀ – ୧ଚାମଚ ଗୁଜୁରାତି ଗୁଣ୍ଡ - ଅଳ୍ପ କଟା କଦଳୀ – ୩ଟି ଫୁଟା କ୍ଷୀର – ୩୦୦ ମି.ଲି ଚିନି – ୨ଚାମଚ ଚେରି – ୨ଟି ପ୍ରସ୍ତୁତି ପ୍ରଣାଳୀ – କଟା…
Read More...

ଏଭଳି ମନ୍ଦିର ବିଷୟରେ ଜାଣିଛନ୍ତି କି, ଯେଉଁଠି ପ୍ରଭୁ କରନ୍ତି ନିଜର ଜଳାଭିଷେକ

ବିଶ୍ୱରନାଥ ପ୍ରଭୁ ମହାଦେବଙ୍କର ଭାରତର ବହୁ ସ୍ଥାନରେ ମନ୍ଦିର ରହିଛି। ଏପରି ଏକ ଅଲୌକିକ ମନ୍ଦିର ଅଛି ଯେଉଁଠାରେ ପ୍ରଭୁ ଭୋଳା ଶଙ୍କର ନିଜେ ନିଜର ଜଳ ଅଭିଷେକ କରିଥାଆନ୍ତି। ପ୍ରାୟ ୨୦୦ ବର୍ଷର ପୁରୁଣା ଏହି ମନ୍ଦିର,…
Read More...

ଆର୍ଥିକ ସମୃଦ୍ଧି ପାଇଁ ଗୃହକୁ ଆଣନ୍ତୁ ଏହି ୭ଟି ବସ୍ତୁ

ଧନସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥିଲେ ଏହାର ମୁଖ୍ୟ କାରଣ ଘରର ବାସ୍ତୁ ଦୋଷ ବୋଲି କୁହାଯାଏ। ଯେଉଁ ଗୃହରେ ବାସ୍ତୁ ସମସ୍ୟା ଥାଏ ସେଠାରେ ଅଧିକ ଟଙ୍କା ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ ହୋଇପାରେ ନାହିଁ। ମାତ୍ର…
Read More...

ସୁସ୍ଥ ଶରୀର ସହ ବିଭିନ୍ନ ରୋଗରୁ ମୁକ୍ତି ଦିଏ ମେଥି ଶାଗ

ସ୍ୱାସ୍ଥ୍ୟ ପାଇଁ ସମସ୍ତ ପ୍ରକାରର ଶାଗ ବହୁ ଲାଭଦାୟକ ଅଟେ। ଶରୀରର ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଦୂର କରିଥାଏ। ସେଭଳି ଶରୀର ପାଇଁ ଏକ ଲାଭଦାୟକ ଶାଗ ହେଉଛି ମେଥି ଶାଗ। ଏହି ଶାଗର ବହୁ ଔଷଧୀୟ ଗୁଣ ରହିଛି। ଜାଣନ୍ତୁ…
Read More...

ରେମୁଣା ବାଣ ବିସ୍ଫୋରଣ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବାଣ ବିସ୍ଫୋରଣ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲେ ଶ୍ରୀଧର ମହାନ୍ତି। ଶ୍ରୀଧରଙ୍କୁ ଶିଳ୍ପାଞ୍ଚଳ ପୁଲିସ ବଡ଼ସାହିରୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ୩…
Read More...

ପିଆଜ ଚିକେନ

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ଗ୍ରାମ ତେଲ – ଆବଶ୍ୟକ ଅନୁଯାୟୀ କଟା ଟମାଟୋ – ୨ଟି କଟା ପିଆଜ – ୪ଟି କଞ୍ଚା ଲଙ୍କା – ୩ଟି ହଳଦୀ ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ…
Read More...

ହିଣ୍ଡାଲକୋ କାରଖାନାରେ ଦୁର୍ଘଟଣା, ଜଣେ ମୃତ

ସମ୍ବଲପୁର : ସମ୍ବଲପୁରର ହୀରାକୁଦ ସ୍ଥିତ ହିଣ୍ଡାଲକୋ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି। ଷ୍ଟକୟାର୍ଡ଼ ବିଭାଗରେ ଏହି ଦୁର୍ଘଟଣା ଘଟିଛି। ମାତ୍ର…
Read More...

ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଜୁଆଡ଼ି ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଭୀମରାଓପେଟାରେ ଏକ ଜୁଆ ଆଡ୍ଡା ଉପରେ ଟାଉନ ଥାନା ପୁଲିସ ଚଢାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ କରିଛି। ପ୍ରାୟ ୭ ଲକ୍ଷ ଟଙ୍କା, ୫ଟି ବାଇକ, ୧୬ ଟି…
Read More...

ଖାଲି ପେଟରେ ଖାଆନ୍ତୁ ଏହି ଖାଦ୍ୟ, ସ୍ୱାସ୍ଥ୍ୟ ପାଇଁ ଅଟେ ଆଶୀର୍ବାଦ

ଖାଦ୍ୟ ସର୍ବଦା ସଠିକ ସମୟରେ ଖାଇବା ଉଚିତ। ଠିକ୍‍ ସମୟରେ ଠିକ ଭାବେ ଉପଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଖାଲି ପେଟରେ କେଉଁ ଖାଦ୍ୟ ଖାଇଲେ, ଏହା ଆମ ଶରୀର…
Read More...

ପନିର ବ୍ରେଡ଼ ପକୋଡ଼ା

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୧୨ଟି କ୍ଷୀର – ୨କପ ତେଲ - ଆବଶ୍ୟକ ପରିମାଣରେ କୋରା ପନିର – ୧କପ କଟା ପିଆଜ – ୨ଟି କଟା କଞ୍ଚା ଲଙ୍କା – ୨ଟି ଲୁଣ - ଆବଶ୍ୟକ ପରିମାଣରେ ଚାର୍ଟ ମସଲା - ଅଳ୍ପ ସସ - ଆବଶ୍ୟକ…
Read More...

ପୂଜାର୍ଚ୍ଚନାରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଗୃହରେ ନିୟମିତ ସକାଳେ ଓ ସନ୍ଧ୍ୟାରେ ପୂଜା କରନ୍ତୁ। ପୂଜାର୍ଚ୍ଚନା କରିବା ସମୟରେ କେତେକ ସାଧାରଣ କଥା ପ୍ରତି ସଭିଏଁ ଧ୍ୟାନ ଦେଇ ନଥାଆନ୍ତି। ଯାହା ଦ୍ୱାରା ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ଏ ବିଷୟରେ ....…
Read More...

ବାସ୍ତୁର ୫ଟି ନିୟମ, ପାଳନ କଲେ ହେବ ନାହିଁ ଧନ ସମ୍ବନ୍ଧୀୟ ସମସ୍ୟା

ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା କିଛି ସହଜ ଉପାୟ ଅବଲମ୍ବନ କରିବା ଦ୍ୱାରା ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ। ବାସ୍ତୁର ସେହି ନିୟମ ଗୁଡ଼ିକୁ ପାଳନ କରାଗଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହ ଗୃହରେ…
Read More...

ଗଛରେ ପିଟି ହେଲା ଟାଟା ମ୍ୟାଜିକ; ୭ ଆହତ

ଆରଡ଼ି : ଭଦ୍ରକ ଜିଲା ଆରଡ଼ି ପୀଠର ଆଖଣ୍ଡଳମଣିଙ୍କୁ ଗୁରୁବାର ଦର୍ଶନ ପାଇଁ ଶ୍ରଦ୍ଧାଳୁ ଟାଟା ମ୍ୟାଜିକରେ ଆସୁଥିବା ସମୟରେ ଗଛରେ ପିଟି ହୋଇ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।…
Read More...

ସମୁଦ୍ର ସ୍ନାନବେଳେ ମହିଳାଙ୍କୁ ଟାଣିନେଲା ଜୁଆର, ଉଦ୍ଧାର କଲେ ଲାଇଫ୍‍ ଗାର୍ଡ଼

ପୁରୀ : ପୁରୀ ସମୁଦ୍ରରେ ଗୁରୁବାର ସକାଳେ ସ୍ନାନବେଳେ ଜଣେ ମହିଳାଙ୍କୁ ଜୁଆର ଟାଣି ନେଇଥିଲା। ସେହି ସମୟରେ ମହିଳା ପର୍ଯ୍ୟଟକଙ୍କୁ ସେଠାରେ ଉପସ୍ଥିତ ଥିବା ଲାଇଫ୍‍ ଗାର୍ଡ଼ମାନେ ଉଦ୍ଧାର କରିଛନ୍ତି। ମହିଳା ଜଣଙ୍କ ଭଦ୍ରକର…
Read More...

କଟକରେ ଏଯାବତ୍‍ ୧୧୨ରୁ ଅଧିକ ମୂର୍ତ୍ତି ବିସର୍ଜନ ଶେଷ

କଟକ : ଶାରଦୀୟ ଦୁର୍ଗାପୂଜା ପରେ କଟକରେ ଗୁରୁବାର ଚାଲୁ ରହିଛି ଦେବୀ ଦୁର୍ଗାଙ୍କ ଭସାଣ କାର୍ଯ୍ୟକ୍ରମ। କଟକର ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇ ସେଠାରେ ମୂର୍ତ୍ତି ବିସର୍ଜନ କରାଯାଉଛି। ଏଯାବତ୍‍ ୧୧୨ ରୁ…
Read More...

ବାରହା ଆକ୍ରମଣରେ ୨ ଆହତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକର କନକତୋରା ପଞ୍ଚାୟତ ଅନ୍ତର୍ଗତ ଲୁହାବଗା ଗାଁରେ ଗୁରୁବାର ଭୋର ସମୟରେ ବାରହା ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୌଚ ପାଇଁ ଯାଇଥିବା ସମୟରେ ଦୁଇ…
Read More...

ଉଜ୍ଜ୍ୱଳ ଓ ଆକର୍ଷଣୀୟ ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ମୁହଁର ସୁନ୍ଦରତା ପାଇଁ ଆମେ ବହୁ କୃତ୍ରିମ କ୍ରିମର ବ୍ୟବହାର କରିଥାଉ। ଏହା ଆମ ମୁହଁକୁ ସୁନ୍ଦର କରିବା ସହ ଏହାର କୁପ୍ରଭାବ ଆମ ମୁହଁ ଉପରେ ମଧ୍ୟ ପଡ଼ିଥାଏ। କିନ୍ତୁ ଏପରି ବହୁ ପ୍ରାକୃତିକ ଉପାୟ ରହିଛି ଯାହାର ବ୍ୟବହାର…
Read More...

ଏହି ୩ଟି ବିଶେଷ କାରଣରୁ ଫ୍ରିଜରେ ଥିବା ଚକଟା ଅଟାକୁ ବ୍ୟବହାର କରିବା ଅନୁଚିତ

ବହୁ ସମୟରେ ଏପରି ହୋଇଥାଏ ରୁଟି ପ୍ରସ୍ତୁତ ହେବା ପରେ ଚକଟା ଯାଇଥିବା ଅଟା ବଳିଯାଏ। ଅନେକ ସମୟରେ ଲୋକେ ସମୟ ବଞ୍ଚାଇବା ପାଇଁ ମଧ୍ୟ ଅଧିକ ଅଟା ଚକଟି ରୁଟି ପ୍ରସ୍ତୁତ ପରେ ବଳକା ଅଟାକୁ ଫ୍ରିଜରେ ରଖିଦେଇଥାଆନ୍ତି। ମାତ୍ର…
Read More...

ସ୍ୱାସ୍ଥ୍ୟ ପାଇଁ ଲେମନ ଟିର ଉପକାରିତା

ଲେମ୍ବୁ ର ଚାହା ଅର୍ଥାତ ଯାହାକୁ ଆମେ ଲେମନ ଟି ବୋଲି କହୁ। ଏହା ବିଷୟରେ ଆପଣ ବହୁ କିଛି ଶୁଣି ଥିବେ। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଲେମନ ଟି ପିଇବା ଦ୍ୱାରା କି କି ଉପକାର…
Read More...

ସୁଆଦିଆ ମଟନ ଅଣ୍ଡା କିମା

ଆବଶ୍ୟକ ସାମଗ୍ରୀ ମଟନ - ୨୫୦ ଗ୍ରାମ ସିଝା ଅଣ୍ଡା – ୪ଟି ସିଝା ମଟର ଛୁଇଁ – ୪ ଚାମଚ ତେଲ - ଆବଶ୍ୟକ ପରିମାଣରେ ପିଆଜ ବଟା - ଅଧ କପ ପେଷା ଟମାଟୋ - ଅଧ କପ ଅଦା ରସୁଣ ବଟା – ୩ ଚାମଚ ଗୋଟା ଶୁଖିଲା ଲଙ୍କା –…
Read More...

ଟ୍ରଲର ବୁଡ଼ି ଘଟଣା ; ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର : ପାରାଦୀପ ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ଘଟଣାରେ ବୁଧବାର ସକାଳେ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ବର୍ତ୍ତମାନ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର…
Read More...

ବସ ଦୁର୍ଘଟଣାରେ ୬ ଆହତ

କଟକ / ଭୁବନେଶ୍ୱର : କଟକ-ଭୁବନେଶ୍ୱରର ଜାତୀୟରାଜପଥ ପ୍ରତାପନଗରୀ ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସକୁ ପଛରୁ ଆଉ ଏକ ବସ ଧକ୍କା ଦେବାରୁ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କଟକ ବଡ଼…
Read More...

ମେଲାଣି ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା

କଟକ / ଭୁବନେଶ୍ୱର : ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ବୁଧବାର ଅର୍ଥାତ ଆଜି ହେଉଛି ଭସାଣ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ସହ କେତେକ ସ୍ଥାନରେ ମୂର୍ତ୍ତି…
Read More...

ଶନିବାର ଏହି ଦ୍ରବ୍ୟ କିଣିଲେ ଆସେ ର୍ଦୁଭାଗ୍ୟ

ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କର ପ୍ରଭାବ ଜୀବନରେ ପଡ଼ିଥାଏ। ଏହାର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ନିଜ କର୍ମ ଉପରେ ହିଁ ନିର୍ଭର କରିଥାଏ। ଏପରି କିଛି ଦ୍ରବ୍ୟ ଅଛି ଯାହାକୁ ଆମେ ଶନିବାରରେ କିଣିବା ଦ୍ୱାରା ଶନିଙ୍କର…
Read More...

ଆଳୁ ଆଚାର

ଆବଶ୍ୟକ ସାମଗ୍ରୀ ଆଳୁ – ୪ଟି ଲଙ୍କା ଗୁଣ୍ଡ – ୧ ଚାମଚ ଆମଚୁର ଗୁଣ୍ଡ – ୧ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ମେଥି ଗୁଣ୍ଡ- ଅଳ୍ପ ତେଲ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ…
Read More...

ସିମଲା ଲଙ୍କା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଜାଣିଛନ୍ତି କି?

ସିମଲା ଲଙ୍କା ଏପରି ଏକ ପରିବା ଯେକୌଣସି ତରକାରୀରେ ପକାଇଲେ ଏହାର ସ୍ୱାଦ ବଢିଯାଏ। ମାତ୍ର କେତେକ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିନଥାଆନ୍ତି। ଶରୀର ପାଇଁ ଏହାର ଉପକାରିତା ବିଷୟରେ ଜାଣିବା ପରେ ଏହାକୁ ସଭିଁଏ ନିଶ୍ଚୟ…
Read More...

ବେସନ ଭେଜିଟେବୁଲ ଉପମା

ଆବଶ୍ୟକ ସାମଗ୍ରୀ ସୁଜି – ୨କପ ବେସନ - ୧ କପ ଦହି – ୧କପ କଟା ପିଆଜ – ୧ଟି କଟା କ୍ୟାପସିକମ – ୧ଟି କଟା ଗାଜର - ଅଳ୍ପ କଟା ଟମାଟୋ – ୧ଟି କଟା ଧନିଆ ପତ୍ର - ଅଳ୍ପ ଶୁଖିଲା ଲଙ୍କା – ୧ଟି ସୋରିଷ -…
Read More...

ମାନସିକ ଦୁଶ୍ଚିତାରୁ ମୁକ୍ତି ପାଇବା ପାଇଁ ଧାରଣ କରନ୍ତୁ ମୋତି

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୋତି ଚନ୍ଦ୍ରମାଙ୍କର ରତ୍ନ ଅଟେ। ଏହାକୁ ଧାରଣ କରିବା ଦ୍ୱାରା ଚନ୍ଦ୍ରମାଙ୍କର ସମସ୍ତ ଦୋଷ ଦୂର ହୋଇଥାଏ। ଚନ୍ଦ୍ରମା ମାନସିକ ଦୁଶ୍ଚିତାକୁ ଦୂର କରିଥାଆନ୍ତି। ଯେଉଁମାନଙ୍କ ରାଶିରେ ଚନ୍ଦ୍ରମା…
Read More...

ନବରାତ୍ରରେ କନ୍ୟା ପୂଜାର ମହତ୍ତ୍ୱ ଓ ବିଧି

ପ୍ରତିବର୍ଷ ପାଳିତ ହେଉଥିବା ଦୁଇଟି ନବରାତ୍ର ଚୈତ୍ର ଓ ଶାରଦୀୟ ନବରାତ୍ରରେ ଅଷ୍ଟମୀ ଓ ନବମୀ ତିଥିରେ କନ୍ୟା ପୂଜାର ପରମ୍ପରା ରହିଛି। ଚଳିତ ବର୍ଷ ୬ ଅକ୍ଟୋବରରେ ଦୁର୍ଗାଷ୍ଟମୀ ଓ ୭ ଅକ୍ଟୋବରରେ ନବମୀ। ନବରାତ୍ରରେ ଛୋଟ…
Read More...

ଓଜନ ହ୍ରାସ ପାଇଁ ଚିନ୍ତିତ କି ? ଖାଆନ୍ତୁ ଏହି ଫଳ

ବର୍ତ୍ତମାନ ସମୟରେ ବହୁ ଲୋକେ ନିଜ ଡ଼ାଇଟିଙ୍ଗକୁ ନେଇ ଖୁବ ଚିନ୍ତିତ। ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକେ ଫଳକୁ ମଧ୍ୟ ନିଜ ଖାଇବାରୁ ଦୂରେଇ ରଖିଥାଆନ୍ତି। ମାତ୍ର ଏହା ଠିକ ନୁହେଁ। ଫଳ ନ ଖାଇବା ଦ୍ୱାରା ବହୁ…
Read More...

ନବରାତ୍ର ଅବସରରେ ଭ୍ରମଣ ପାଇଁ ଯାଆନ୍ତୁ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ

ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ ଓଡ଼ିଶାର ଜଗତସିଂହପୁର ଥିବା ମା’ସାରଳାଙ୍କ ମନ୍ଦିର ଅନ୍ୟତମ। ମା’ ସାରଳାଙ୍କୁ ବାକ୍‍ ଦେବୀ ତଥା ଜ୍ଞାନ ଓ ବିଜ୍ଞତାର ଦେବୀ ବୋଲି ମଧ୍ୟ କୁହାଯାଇଥାଏ। ନବରାତ୍ର ,…
Read More...

ଉଚ୍ଚତା ବୃଦ୍ଧି ପାଇଁ ସହାୟକ ହୋଇଥାଏ ଏହି ଖାଦ୍ୟ

ସଭିଁଙ୍କ ପାଇଁ ଉଚ୍ଚତା ଗୁରୁତ୍ୱପୂର୍ଣ୍ଣ ଅଟେ। ବହୁ ସମୟରେ ଦେଖାଯାଇଥାଏ, ଯେ ପରିବାର ସଦସ୍ୟଙ୍କ ଉଚ୍ଚତା ଠିକ୍‍ ଥାଏ, ମାତ୍ର ପିଲାମାନଙ୍କ ଉଚ୍ଚତା କମ ଥାଏ। କମ୍‍ ଉଚ୍ଚତା ବିଶିଷ୍ଟ ଲୋକେମାନେ ବହୁ ସମୟରେ ଏହି କାରଣରୁ…
Read More...

ତ୍ୱଚା ପାଇଁ କ୍ଷୀର ସରକୁ କରନ୍ତୁ ଏଭଳି ବ୍ୟବହାର; ଯିବାକୁ ପଡ଼ିବନି ପାର୍ଲର

ବହୁ ଲୋକଙ୍କୁ କ୍ଷୀର ସର ଖାଇବାକୁ ବେଶ ପସନ୍ଦ। ଏହା ଖାଇବାକୁ ଯେପରି ସୁଆଦିଆ ତ୍ୱଚା ପାଇଁ ଏହା ଆଶୀର୍ବାଦ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ମୁହଁର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଥାଏ। ମୁହଁର ବିଭିନ୍ନ ସମସ୍ୟାକୁ…
Read More...

ପରିବା ପଲୋଉ

ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ – ୨କପ ଫୁଲ କୋବି - ଅଳ୍ପ ଗାଜର – ୧ଟି ମଟର ଛୁଇଁ - ଅଳ୍ପ ବିନ୍‍ ଛୁଇଁ - ଅଳ୍ପ କଟା ପିଆଜ – ୨ଟି ଘିଅ - ଆବଶ୍ୟକ ଅନୁଯାୟୀ ପନିର – ୨୦୦ ଗ୍ରାମ ବଟର - ଆବଶ୍ୟକ ଅନୁଯାୟୀ ଲୁଣ…
Read More...

ନବ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଲୁଙ୍ଗା ବାଣପୁର ଥାନା  ଚିଲିକା ବ୍ଲକ ଅନ୍ତର୍ଗତ ନଇରି ବଡ଼ ସାହିରେ  ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ବନ୍ଦ ଘର ମଧ୍ୟରୁ ଏକ ନବ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
Read More...

‘ସମାଜ’ର ଶତବାର୍ଷିକୀ ଅବସରରେ ଭବାନୀପାଟଣାରେ ପଦଯାତ୍ରା

ଭବାନୀପାଟଣା : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ର ଶତବାର୍ଷିକୀ ଅବସରରେ ଶୁକ୍ରବାର ରାଜ୍ୟବ୍ୟାପୀ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ସଦର…
Read More...

ନବରାତ୍ରରେ ଯଅ ବୁଣିବାର କାରଣ ଓ ମହତ୍ତ୍ୱ

ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାପର୍ବର ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି। ମାତ୍ର ଏହି ନୀତିନିୟମର ଉଦ୍ଦେଶ୍ୟ ସଭିଁଙ୍କୁ ଜଣାନଥିବ। ନବରାତ୍ରରେ ଏକ ପାତ୍ରରେ ମାଟିରେ ଗହମ ଓ ଯଅକୁ ପୋତାଯାଇଥାଏ ଏବଂ ତାହା ନିକଟରେ କଳସର…
Read More...

ପୃଥକ ସଡ଼କ ଦୁର୍ଘଟଣାରେ ୧୩ ଆହତ

କେନ୍ଦୁଝର / ବାଲେଶ୍ୱର : ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଟାଉନଥାନା ଅନ୍ତର୍ଗତ ନେଙ୍କଡ଼ା ଘର ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…
Read More...

ଆଜି ହେଉଛି ପବିତ୍ର ମହାଷଷ୍ଠୀ ; ନୂଆ ରୂପ ରଙ୍ଗରେ ସଜେଇ ହୋଇଛି ପୂଜାମଣ୍ଡପ

ଭୁବନେଶ୍ୱର : ପାର୍ବଣର ପରଶରେ ପୁଲକିତ ହୋଇ ଉଠିଛି ଧରାପୃଷ୍ଠ। ଆଜି ହେଉଛି ପବିତ୍ର ମହାଷଷ୍ଠୀ। ବିଲ୍ୱବରଣ ଆବାହନ ପରେ ଆବିର୍ଭୁତା ହେବେ ସ୍ୱୟଂ ଦଶଭୂଜା। ନୂଆ ରଙ୍ଗ, ରୂପରେ ସଜେଇ ହୋଇଛି ସମସ୍ତ ପୂଜାମଣ୍ଡପ। ଆକର୍ଷଣୀୟ…
Read More...

କେଶ ଜନିତ ବହୁ ସମସ୍ୟା ଦୂର କରେ ‘ଦହି’ 

ପ୍ରତ୍ୟେକ ଝିଅମାନଙ୍କର ଇଚ୍ଛା ଯେ ତାଙ୍କ କେଶ ଲମ୍ବା, ଘନ ଓ ରେଶମୀ ହେଉ। ମାତ୍ର ବର୍ତ୍ତମାନର ଜୀବନଶେଳୀ ଏପରି କେଶ ପାଇବା ଅସମ୍ଭବ ହୋଇପଡ଼ିଛି। ସମୟର ଅଭାବ ଏହାର ଏକ ମୁଖ୍ୟ କାରଣ। ଏହି କାରଣରୁ ଆମେ ଠିକ ଭାବେ କେଶର…
Read More...

ସିନ୍ଦୂର ସହ ଜଡ଼ିତ ବିଶେଷ ତଥ୍ୟ

ବିବାହିତା ମହିଳାମାନେ ନିଜ ପତିଙ୍କ ଦୀର୍ଘାୟୁ ପାଇଁ ମଥାରେ ସିନ୍ଦୂର ଲଗାଇଥାଆନ୍ତି ବୋଲି ମାନ୍ୟତା ରହିଛି। ଏତଦ୍‍ ବ୍ୟତୀତ ସିନ୍ଦୂର ଲଗାଇବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ସିନ୍ଦୂରର ବ୍ୟବହାର…
Read More...

ଆପଣଙ୍କୁ କଫି ପିଇବା ପସନ୍ଦ କି? ଏହି ବିଶେଷ କଥା ପ୍ରତି ଧ୍ୟାନ ଦିଅନ୍ତୁ

ବହୁ ଲୋକେ ଥକ୍କାପଣ ଓ ମାନସିକ ଚାପ ଅନୁଭବ ହେଲେ ଏଥିରୁ ମୁକ୍ତି ପାଇବାକୁ ଚା’ କିମ୍ବା କଫି ସେବନ କରିଥାଆନ୍ତି। ଚା’ କିମ୍ବା କଫି ପିଇବା ଦ୍ୱାରା ଆରାମ ଅନଭୁବ ହୋଇଥାଏ ବୋଲି ମଧ୍ୟ ବହୁ ଲୋକଙ୍କ ଧାରଣା। ମାତ୍ର କେଉଁ…
Read More...

ମଲେଇ ଲଡ଼ୁ

ଆବଶ୍ୟକ ସାମଗ୍ରୀ କ୍ଷୀର : ୨ ଲିଟର ପେଷା ଚିନି - ଆବଶ୍ୟକ ପରିମାଣରେ ଲେମ୍ବୁ ରସ - ଆବଶ୍ୟକ ପରିମାଣରେ ଘିଅ - ଆବଶ୍ୟକ ପରିମାଣରେ ଖୁଆ - ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ ଚାମଚ ପ୍ରସ୍ତୁତି…
Read More...

ନଦୀକୁ ଖସିଲା ବସ; ୭ ମୃତ, ୨୦ରୁ ଅଧିକ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ରାଇସେନ ଜିଲାରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ରୀଛନ ନଦୀର ପୋଲ ଉପରୁ ତଳକୁ ଖସିପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ…
Read More...

୩ ମହଲାରେ ବିସ୍ଫୋରଣ, ଉଡ଼ିଗଲା ଘରର ଛାତ

ବାଲେଶ୍ୱର : ବାଲେଶ୍ୱରର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ଘରର ତୃତୀୟ ମହଲାରେ ବୁଧବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟି ଛାତ ଉଡ଼ିଯାଇଛି। ପ୍ରାୟ ରାତି ୨ଟାରେ ଏହି ବିସ୍ଫୋରଣ ହୋଇଥିଲା।…
Read More...

ଧସିଲା ମାଟି ଅତଡ଼ା, ଗାଡ଼ି ଚଳାଚଳ ପ୍ରଭାବିତ

କୋରାପୁଟ : ଆନ୍ଧ୍ର ଓଡ଼ିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡ଼ା ଧସି ଯାଇଛି। ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାନବାହନ…
Read More...

ଏହି ସହଜ ଓ ଘରୋଇ ଉପାୟ, ଦୂର କରେ ପେଟ ଯନ୍ତ୍ରଣା

ବହୁ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପେଟ ଜନିତ ସମସ୍ୟା, ଏସିଡ଼ିଟି ଆଦି କାରଣରୁ ପେଟରେ ଯନ୍ତ୍ରଣା ହୋଇଥାଏ। ଆମେ ଯେକୌଣସି ଖାଦ୍ୟ ଖାଉ, ତାହାର ପ୍ରଭାବ ସିଧାସଳଖ ଆମ ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ତେଣୁ…
Read More...

କଲକାତାର ଏସବୁ ସ୍ଥାନରେ ନିଅନ୍ତୁ ଭ୍ରମଣ ସହ ସ୍ୱାଦିଷ୍ଟ ବ୍ୟଞ୍ଜନର ମଜା

କଲକାତାରେ ଦଶହରା ବେଶ ପ୍ରସିଦ୍ଧ। ଏହି କାରଣରୁ ଦଶହରା ସମୟରେ ବହୁ ଲୋକେ କଲକାତାକୁ ବୁଲିବାକୁ ଯାଆନ୍ତି। ଏଠାରେ ଭ୍ରମଣ ପାଇଁ ବହୁ ସ୍ଥାନ ରହିଛି। ମାତ୍ର ଖାଦ୍ୟପେୟର କଥା ଆସିଲେ କଲକାତାର ଷ୍ଟ୍ରିଟ୍‍ ଫୁଡ଼୍‍ ଭାରତର…
Read More...

ଏହି ଘରୋଇ ଉପଚାର ବିଷୟରେ ଜାଣିଛନ୍ତି କି ? ଯାହା ଦୂର କରେ ତ୍ୱଚାର ଦାଗ

ମୁହଁର ବିଭିନ୍ନ ଦାଗ, କଳା ଦାଗ (ବ୍ଲାକ୍‍ ହେଡ଼ସ୍‍ ),ବ୍ରଣ ଆଦି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ପ୍ରକାର କ୍ରିମ ବ୍ୟବହାର କରୁ। ପାର୍ଲର ମଧ୍ୟ ଯାଉ। କିନ୍ତୁ ସାଧାରଣ ଘରୋଇ…
Read More...

କଷା ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୫୦୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ କଟା ପିଆଜ – ୨ଟି ଅଦା ରସୁଣ ବଟା - ଆବଶ୍ୟକ ପରିମାଣରେ କଟା ଟମାଟୋ – ୧ଟି ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ -…
Read More...

ବିଧାନସଭା ପରିସରରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବୁଧବାର  ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ…
Read More...

ନିରୋଗ ରହିବା ପାଇଁ ଇଚ୍ଛୁକ କି ? ଆପଣାନ୍ତୁ କିଛି ଆବଶ୍ୟକୀୟ ଟିପ୍ସ

ବର୍ତ୍ତମାନର ପରିବର୍ତ୍ତନଶୀଳ ଜୀବନଶୈଳୀ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ଖୁବ ପ୍ରଭାବ ପକାଇଥାଏ। ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସାଧାରଣ ଉପାୟ ଅବଲମ୍ବନ କରି ଆମେ ଶରୀରକୁ…
Read More...

ନବରାତ୍ର ପୂଜା ଦୂର କରିଥାଏ ବାସ୍ତୁ ଦୋଷ, ଜାଣନ୍ତୁ ଏହାର ମହତ୍ତ୍ୱ

ବାସ୍ତୁ ଶାସ୍ତ୍ରରେ ମଧ୍ୟ ନବରାତ୍ର ପୂଜାର ମହିମା ବିଷୟରେ ବର୍ଣ୍ଣନା କରାଯାଇଛି। ନବରାତ୍ର ପୂଜାକୁ ବିଧିବଧ ଭାବେ କରାଗଲେ, ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ଅନୁସାରେ ମା’ ଦୁର୍ଗାଙ୍କର ନଅଟି ରୂପ ନଅ ଗ୍ରହ ସହ…
Read More...

ନବରାତ୍ରରେ ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ ; ମିଳିବ ଶୁଭଫଳ

ନବରାତ୍ରର ଶୁଭାରମ୍ଭ ହୋଇଯାଇଛି। ଏହି ଦିନରେ ରଙ୍ଗମାନଙ୍କର ବିଶେଷ ମହତ୍ୱ ଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ମା’ଦୁର୍ଗାଙ୍କର ନଅଟି ରୂପର ପୂଜାରେ ବିଶେଷ ରଙ୍ଗର ପୋଷାକ ଧାରଣ କରିବା ଅତ୍ୟନ୍ତ ଶୁଭ ଅଟେ। ନଅ…
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

କଟକ : କଟକର ପାଇକରାୟପୁର ଅଞ୍ଚଳରେ ଥିବା ତେଲି ସାହିରୁ ସୋମବାର ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।…
Read More...

ଚୋରି ଅଭିଯୋଗରେ ୩ ଯୁବକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଶ୍ୟାମାରାଇପୁର ଗ୍ରାମରେ ଚୋରି କରିଥିବା ଅଭିଯୋଗରେ ତିନିଜଣ ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…
Read More...

ବିଜେପିର ବିଜେପୁର ପ୍ରାର୍ଥୀ ସନ୍ନତ ଗଡ଼ତିଆ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ସନ୍ନତ ଗଡ଼ତିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ରବିବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ତାଙ୍କ ନାଁ ଘୋଷଣା କରିଛି। ଶନିବାର ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ…
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ 

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ କାନିଜୁରି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଘଣ୍ଟବାହାଲି ଗ୍ରାମର ଅନାଦି ମାଝୀଙ୍କ ପୁଅ ଆକାଶ ଛତର (୨୨)ଙ୍କ ମୃତ୍ୟୁ ହୋଇଛି। ପୂର୍ବ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା…
Read More...

ମୀନାବଜାର ଦୋଳି ଛିଣ୍ଡି ୪ ଆହତ

ରାଉରକେଲା : ଦୁର୍ଗାପୂଜା ଅବସରରେ ରାଉରକେଲା ସେକ୍ଟର ୧୬ ସ୍ଥିତ ଏକ ପଡ଼ିଆରେ ରବିବାର ଦୋଳି ବାନ୍ଧିବା ବେଳେ ଏକ ଅଘଟଣ ଘଟିଛି। ଦୋଳି ଛିଣ୍ଡି ଯିବାରୁ ୪ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତ ମାନଙ୍କୁ…
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧାର ଜଟଣୀ ଜାମୁକୋଳି ପଞ୍ଚାୟତ ପାଞ୍ଚଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଖଣ୍ଡାରେ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ…
Read More...