www.samajalive.in
Sunday, December 14, 2025
26.1 C
Bhubaneswar

ସିମଲା ଲଙ୍କା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଜାଣିଛନ୍ତି କି?

ସିମଲା ଲଙ୍କା ଏପରି ଏକ ପରିବା ଯେକୌଣସି ତରକାରୀରେ ପକାଇଲେ ଏହାର ସ୍ୱାଦ ବଢିଯାଏ। ମାତ୍ର କେତେକ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିନଥାଆନ୍ତି। ଶରୀର ପାଇଁ ଏହାର ଉପକାରିତା ବିଷୟରେ ଜାଣିବା ପରେ ଏହାକୁ ସଭିଁଏ ନିଶ୍ଚୟ ଖାଇବେ। ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ। ଶରୀରକୁ ଏହା ସୁସ୍ଥସବଳ ରଖିଥାଏ। ଜାଣନ୍ତୁ ଶରୀର ପାଇଁ ଏହାର ଉପକାରିତା ….
ଏଥିରେ ଭିଟାମିନ ଏ , ସି, ଅଧିକ ପରିମାଣରେ ଥାଏ।
ଏଥିରେ ଥିବା ପୋଷକ ତତ୍ତ୍ୱ ହେତୁ ଏହାକୁ ଖାଇବା ଦ୍ୱାରା ହୃହୟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।।
ଏହା ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ସୂଚାରୁ ରୂପେ କରିଥାଏ।
ଏହାକୁ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।
କର୍କଟ ରୋଗ (କ୍ୟାନସର) ଠାରୁ ମଧ୍ୟ ଶରୀରକୁ ଦୂରରେ ରଖେ।
ସିମଲା ଲଙ୍କା ଶରୀରକୁ ଉପଯୁକ୍ତ ପରିମାଣରେ ଆଇରନ ଯୋଗାଇଥାଏ।
ସିମଲା ଲଙ୍କା ପ୍ରାକୃତିକ ପିଡ଼ା ନିବାରଣ କାରୀ (ପେନକ୍ଲିୟର) ଅଟେ। ଏହାକୁ ଖାଇବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ।
ଏଥିରେ କମ ପରିମାଣରେ କ୍ୟାଲୋରୀ ଥାଏ।
ଏହାକୁ ଖାଇବା ଦ୍ୱାରା ମୋଟାପଣ ମଧ୍ୟ ଦୂର ହୋଇଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories