ବନ୍ଦ ଘରୁ ମହିଳାଙ୍କ ମୃତଦେହ ଜବତ

ସମ୍ବଲପୁର : ସମ୍ବଲପୁରର ମୋଦୀପଡ଼ାର ପାଣି ଟାଙ୍କି ନିକଟରେ ଥିବା ଏକ ବନ୍ଦ ଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୩ ରୁ ୪ ଦିନ ହେବ ଉକ୍ତ ଘରର କବାଟରେ ତାଲା ପଡ଼ିଥିଲା। ମାତ୍ର ଗୁରୁବାର ସେହି…
Read More...

୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

ବ୍ରଜରାଜନଗର : ଗାନ୍ଧୀ ଛକ ଟୋଲ ଗେଟ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଶୁକ୍ରବାର ସ୍ଥାନୀୟ ଜନସାଧାରଣ ପକ୍ଷରୁ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ପାଳନ କରାଯାଇଛି। ଫଳରେ ବ୍ରଜରାଜନଗର ଅଞ୍ଚଳର ସମସ୍ତ ଦୋକାନ ବଜାର ,…
Read More...

ସହଜ ବାସ୍ତୁ ଉପାୟ ଆପଣେଇ ପାଆନ୍ତୁ ସୁଖଶାନ୍ତି

ବହୁ ସମୟରେ ଏଭଳି ଦେଖାଯାଏ ଯେ, ଘରର ଶାନ୍ତି ଦୂର ହେବା ସହ ଆର୍ଥିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଯାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ପରିବାର ସମସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାରମ୍ବାର ଖରାପ ହୋଇଥାଏ। ବାସ୍ତୁ…
Read More...

ମୁହଁର ଶୁଷ୍କତା ଦୂର ପାଇଁ ଶୀତ ଦିନରେ ବ୍ୟବହାର କରନ୍ତୁ ଏହି ଜିନିଷ

ପାଖେଇ ଆସିଲାଣି ଶୀତ ଦିନ। ଏହି ଦିନରେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ବ୍ୟବହାର…
Read More...

ଅନ୍ତର୍ଜାତୀୟ ମଞ୍ଚରେ ମନର କଥା କହିବେ ବସ୍ତିର ଝିଅ ଦୀପାଞ୍ଜଳି

ଭୁବନେଶ୍ୱର :  ବସ୍ତିରେ ରହୁଥିବା ଦୀପାଞ୍ଜଳି ସ୍ୱାଇଁ ନାମକ ଜଣେ ଝିଅ’ ୨୫ ତମ ଜନସଂଖ୍ୟା ଓ ବିକାଶ’ ଶୀର୍ଷକ ନାଇରୋବିରେ ଅନୁଷ୍ଠିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଗ ନେବେ। ବର୍ତ୍ତମାନ ଏହି ଖବର ସାରା…
Read More...

ଇଟିଲି ବର୍ଗର

ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ଇଟିଲି – ୬ଟି ପୁଦିନା ଓ ଧନିଆପତ୍ର ଚଟଣୀ – ୪ ଚାମଚ କଟା ଟମାଟୋ – ୩ଟି କଟା ପିଆଜ – ୪ଟି ତେଲ – ୧କପ ଗାଜର, ଆଳୁ, ମଟର - ଅଳ୍ପ ମଇଦା - ଅଳ୍ପ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା…
Read More...

ଗୌଡ଼ମାଲରେ ବଣୁଆ ହାତୀ, ଲୋକେ ଭୟଭୀତ

ବ୍ରଜରାଜନଗର : ବ୍ରଜରାଜନଗର ଅଞ୍ଚଳର ଗୌଡ଼ମାଲ-ଚନ୍ଦନୀମାଲ ଗ୍ରାମ ନିକଟରେ ଗୁରୁବାର ଏକ ବଣୁଆ ହାତୀ ଦେଖା ଯାଇଥିବା ଜଣାପଡ଼ିଛି। ଉକ୍ତ ହାତୀଟି ଅନ୍ୟ ହାତୀପଲ ଠାରୁ ଅଲଗା ହୋଇ କ୍ଷେତ ଭିତରେ ବାଟବଣା ହୋଇ ଯାଇଥିବା ଲୋକେ…
Read More...

ଆଜି ସାରା ଦେଶ ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସ୍ମୃତିରେ ପାଳୁଛି ‘ଶିଶୁଦିବସ’

ଭୁବନେଶ୍ୱର : ଗୁରୁବାର ଅର୍ଥାତ ଆଜି ହେଉଛି ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ଏହି ଦିନଟିକୁ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ। ଶିଶୁ ଦିବସ ଅର୍ଥାତ ପିଲାଙ୍କ…
Read More...

ମାଓ କ୍ୟାମ୍ପରେ ଚଢାଉ, ବିପୁଳ ମାଓ ସାମଗ୍ରୀ ଜବତ

ମୁନିଗୁଡ଼ା : ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି, ଡ଼ିଭିଏଫ ପକ୍ଷରୁ ମିଳିତ ଚଢାଉ ହୋଇଥିବା ଜଣାପଡ଼ିଛି। ଚଢାଉ ଖବର ପାଇ ଜଙ୍ଗଲରେ ଥିବା ମାଓବାଦୀଙ୍କ ଛତ୍ରଭଙ୍ଗ ହୋଇଛି।…
Read More...

ଜଙ୍ଗଲରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଠାବ

କେନ୍ଦୁଝର : କେନ୍ଦୁଝରରେ ଏକ ଅଭାବନୀୟ ଘଟଣା ଘଟିଛି। ଝୁମ୍ପୁରା ଥାନା କାଶିପାଳ ଜଙ୍ଗଲରୁ ଗୁରୁବାର ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ହାଟକୁ ଯାଇ ଶୁକ୍ରବାରରୁ ଉକ୍ତ ଦମ୍ପତ୍ତି ନିଖୋଜ…
Read More...

ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼ : ବରଗଡ଼ ଜିଲାର ବରପାଲି ବ୍ଲକରେ ଥିବା ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ (ସିଡ଼ିପିଓ) ସଂଯୁକ୍ତା ଲେଙ୍କାଙ୍କ ଘରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢାଉ ହୋଇଛି। ବରଗଡ଼ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି…
Read More...

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଗ୍ୟାସ ଲିକ୍‍ ଘଟଣା, ୭ ଅଟକ

ବାଲେଶ୍ୱର : ବାଲେଶ୍ୱରର ଖନ୍ତାପଡ଼ା ପଣପଣା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ଘଟଣାର ତଦନ୍ତ ପାଇଁ ଗୁରୁବାର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉକ୍ତ ଫ୍ୟାକ୍ଟ୍ରିକୁ ମଧ୍ୟ ସିଲ କରାଯାଇଛି।…
Read More...

ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ଯାଜପୁର : ଯାଜପୁର ବୈତରଣୀ ନଦୀ ଦଶ୍ୱାମେଧ ଘାଟଠାରେ ଗୀତା ଜାଗରଣ ପରିଷଦ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଯାଜପୁର ତହସିଲଦାର ସୁନିଲ କୁମାର ମେହେର ମୁଖ୍ୟଅତିଥିଭାବେ ଯୋଗ ଦେଇ ଉଦଘାଟନ…
Read More...

ହରି-ହର ପୀଠରେ ବିପୁଳ ଭକ୍ତ ସମାଗମ – ସନ୍ଧ୍ୟାରେ ମହାଦେବଙ୍କ ସୁନାବେଶ 

ବଡ଼ସାହି : ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ତଥା ରାସ ପୂର୍ଣ୍ଣିମା ଅବସରରେ ଉତ୍ତର ଓଡିଶାର ପ୍ରସିଦ୍ଧ ହରି-ହର ପୀଠ ମାଣତ୍ରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ବୋଇତ ଭସାଣ ପାଇଁ ଭକ୍ତଙ୍କ…
Read More...

ଚକଡ଼ା ଚଡ଼କ ସହିନପାରି ବିଲରେ ନିଆଁ ଲଗାଇଲେ ଚାଷୀ

କଳାହାଣ୍ଡି : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଞ୍ଚାୟତର କଣ୍ଡରେଇ ଗାଁରେ ଜଣେ ଚାଷୀ ଚକଡ଼ା ଚଡ଼କ ସହିନପାରି ବିଲରେ ନିଆଁ ଲଗାଇଥିବା ଜଣାପଡ଼ିଛି। ଗାଁର ଜଣେ ଚାଷୀ ଖଗେଶ୍ୱର ଭୋଇ ସାହୁକାର ଠାରୁ…
Read More...

ଗାଁରେ ଘର କରିବାକୁ ହେଲେ ନେବାକୁ ପଡ଼ିବ ପ୍ରଶାସନର ଅନୁମତି

ଭୁବନେଶ୍ୱର : ଏଣିକି ଗାଁରେ ଘର କରିବାକୁ ହେଲେ ପ୍ରଶାସନର ଅନୁମତି ନେବାକୁ ପଡ଼ିବ। ସରକାରୀ ନିୟମ ମୁତାବକ ଘର କରାନଗଲେ ନିୟମ ଉଲ୍ଲଙ୍ଘନ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୃହ ନିର୍ମାଣ ଓ ନଗର…
Read More...

ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱରୀ ବେଶକୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ମଙ୍ଗଳବାର ଅର୍ଥାତ ଆଜି ହେଉଛି କାର୍ତ୍ତିକ ମାସର ପଞ୍ଚୁକ ବ୍ରତର ଶେଷ ଦିନ। ଏହି ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ବେଶକୁ ଦର୍ଶନ କରି ଭକ୍ତମାନେ…
Read More...

ରାଉରକେଲାରେ ୫ଟି ସ୍ଥାନରୁ ଲୁଟ ଅଭିଯୋଗ

ରାଉରକେଲା : ରାଉରକେଲାରେ ସୋମବାର ବିଳମ୍ବିତ ରାତିରେ କୁଆଁରମୁଣ୍ଡା ଥାନା ନିକଟରେ ବିଭିନ୍ନ ସ୍ଥାନରେ ଲୁଟ ହୋଇଥିବା ଜଣାପଡ଼ିଛି। ଲୁଟେରାମାନେ ୪ଟି ଦୋକାନ ସହ ଜନସେବା କେନ୍ଦ୍ରରୁ ଲୁଟ କରିଥିବା ଅଭିଯୋଗ ହୋଇଛି।…
Read More...

ଡ଼ଙ୍ଗା ଭସାଇବା ବେଳେ ଅଘଟଣ, ନଦୀରେ ବୁଡ଼ି ୨ ମୃତ

ରାୟଗଡ଼ା : ରାୟଗଡ଼ାର ଦୁଇଟି ସ୍ଥାନରେ ଡ଼ଙ୍ଗା ଭସାଇବା ସମୟରେ ନଦୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଡ଼ଙ୍ଗା ଭସାଇବା ବେଳେ ଗୋଡ଼ ଖସିଯିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି।…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ଡ଼ଙ୍ଗା ଭସା ଉତ୍ସବ ପାଳନ

ଭୁବନେଶ୍ୱର / କଟକ : ମଙ୍ଗଳବାର ଅର୍ଥାତ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଛି। ବଡ଼ି ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ…
Read More...

ଗାଡ଼ି ଯାଞ୍ଚ ବେଳେ ଆରଟିଓ କର୍ମଚାରୀଙ୍କୁ ଚାପି ଦେଲା ଟ୍ରକ

କେନ୍ଦୁଝର : କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ପୁରୁଣାବଜାର ବାଇପାସ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗାଡ଼ି ଚେକିଂ ସମୟରେ ଜଣେ ଆରଟିଓ କର୍ମଚାରୀଙ୍କୁ ୧୪ ଚକିଆ ଟ୍ରକ ଚାପି ଦେଇଥିଲା।…
Read More...

ରାସ ପୂର୍ଣ୍ଣିମାରେ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଆରଡ଼ି : ପବିତ୍ର ରାସ ପୂର୍ଣ୍ଣିମା (କାର୍ତ୍ତିକ)ରେ ପ୍ରଭୁ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ମଙ୍ଗଳବାର ପୀଠରେ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ଭୋର ୩ଟାରେ ଦ୍ୱାର ଫିଟା ହେବା ପରେ ସମସ୍ତ ସ୍ୱତନ୍ତ୍ର…
Read More...

କାନ୍ଥ କାଟି ଜେରକ୍ସ ଦୋକାନରୁ ଚୋରି କଲେ ଦୁର୍ବୃତ୍ତ

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବଜାରରେ ରବିବାର ବିଳମ୍ବିତ ରାତିରେ ଜେରକ୍ସ ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି। ବ୍ଲକ ସମ୍ମୁଖରେ ଥିବା ଜେରକ୍ସ ଦେକାନ ଘରର କାନ୍ଥ କାଟି ଦୁର୍ବୃତ୍ତ ଖାତା, ରେଜିଷ୍ଟର…
Read More...

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ କୁଞ୍ଚିବଣିଆ ଗାଁରେ ସୋମବାର ଅପରାହ୍ନରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣଙ୍କ ଉକ୍ତ ଗାଁର ଜଳଧର ସିଂଙ୍କ ପତ୍ନୀ ମାମା (୨୩)।…
Read More...

ପବିତ୍ର ରାସ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶୈବକ୍ଷେତ୍ର ଆଖଣ୍ଡଳମଣି

ଆରଡ଼ି : ମଙ୍ଗଳବାର ଅର୍ଥାତ ଆସନ୍ତା କାଲି ହେଉଛି ରାସ (କାର୍ତ୍ତିକ) ପୂର୍ଣ୍ଣିମା। ଏହି ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ଧାମ ଚଳଚଞ୍ଚଳ ହୋଇଉଠିବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ…
Read More...

ଅଲୋଡ଼ା ଶିଶୁ କନ୍ୟା ଉଦ୍ଧାର

ଯାଜପୁର : ପୁଣି ଅଲୋଡ଼ା ଏକ ଶିଶୁ କନ୍ୟା। ଯାଜପୁର ରସୁଲପୁର ବ୍ଲକ ଖଣ୍ଡାସ ପୋଲ ନିକଟରୁ ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। ରବିବାର ସନ୍ଧ୍ୟା ସମୟରେ ଶିଶୁଟି ରାସ୍ତାକଡ଼ରେ ପଡ଼ିଥିବାର କେତେକ ସ୍ୱେଚ୍ଛାସେବୀ ଦେଖିଥିଲେ।…
Read More...

ସତ୍ୟବାଦୀ ବ୍ଲକ ପରିଦର୍ଶନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ସାକ୍ଷୀଗୋପାଳ :  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ସୋମବାର ପୂର୍ବାହ୍ନରେ ଅଚାନକ ସତ୍ୟବାଦୀ ବ୍ଲକ ଗସ୍ତରେ ଆସିଥିଲେ। ବ୍ଲକରେ ପହଞ୍ଚିବା ପରେ ମନ୍ତ୍ରୀ ବଳପୁର ପଣ୍ଡାସାହି ବଳପୁର ପାରକିଣା ବାଗଲପୁର…
Read More...

ମାଲିକ ଜୀବନ ବଞ୍ଚାଇଲା କୁକୁର

ଜୟପୁର : କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ବୋଲି ଶୁଣିଥିବେ। ଏହାସହ ପୋଷା ଭାବେ ଘରେ ରହୁଥିବା କୁକୁର ମାଲିକର ସମସ୍ତ କଥା ମାନିବା ମଧ୍ୟ ଦେଖିଥିବେ। କିନ୍ତୁ ନିଜ ଜୀବନକୁ ବିପଦରେ ପକାଇ ମାଲିକ ଓ ତାର ପରିବାରକୁ…
Read More...

ଅଭିଯୋଗ ଶୁଣିବାକୁ ପହଞ୍ଚିଥିବା ଜିଲ୍ଲାପାଳଙ୍କୁ ଘେରିଲେ ଜନତା

ଟିଟିଲାଗଡ଼: ବଲାଙ୍ଗୀର ଅନ୍ତର୍ଗତ ଟିଟିଲାଗଡ଼ରେ ସହସ୍ରାଧିକ ବିଧବା ବୃଦ୍ଧା, ଅନ୍ୟାନ୍ୟ ଅସହାୟମାନେ ଭତ୍ତା ପ୍ରଦାନ ଦାବିରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣିକୁ ପହଞ୍ଚିଥିବା ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ…
Read More...

ହାତୀ ଆକ୍ରମଣରେ ୧ ମୃତ , ଜଣେ ଗୁରୁତର

ଦେବଗଡ଼ : ଦେବଗଡ଼ର ରିଆମାଳ ଥାନା ତଥା ରିଆମାଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଣ୍ଟାବାହଳ ପଞ୍ଚାୟତର ଶୁଣ୍ଢୀନାଳି ଗ୍ରାମରେ ସୋମବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି।…
Read More...

କାର୍ତ୍ତିକ ମାସର ଶେଷ ସୋମବାର, ଶୈବ ପୀଠରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର : ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର। ସକାଳ ସମୟରୁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭକ୍ତମାନେ ପ୍ରଭୁ ମହାଦେବଙ୍କୁ ବେଲପତ୍ର, କଞ୍ଚା କ୍ଷୀର, କଦଳୀ, ବିଭିନ୍ନ ପ୍ରକାରର…
Read More...

ଆଞ୍ଚଳିକ ବୋଇତ ବନ୍ଦାଣ କମିଟି ପାଳିବ ନାହିଁ, ବୋଇତ ବନ୍ଦାଣ ଉତ୍ସବ

ଧାମରା : ଭଦ୍ରକର ଧାମରାରେ ଦୀର୍ଘ ଦିନ ହେବ ବୋଇତ ବନ୍ଦାଣ କମିଟି ପକ୍ଷରୁ ପାଳନ ହୋଇଆସୁଥିବା ବୋଇତ ବନ୍ଦାଣ ଉତ୍ସବ, ଚଳିତ ବର୍ଷ ପାଳନ ହେବ ନାହିଁ ବୋଲି ସ୍ଥିର ହୋଇଛି।  ବାତ୍ୟା ବୁଲ୍‍ବୁଲ୍‍ ରେ ଧାମରାରେ ପ୍ରାୟ ୮ଟି…
Read More...

ସଡ଼କ ଦୁର୍ଘଟଣାରେ ୧ ମୃତ , ଜଣେ ଗୁରୁତର

ରାଉରକଲୋ : ରାଉରକେଲା ବାସନ୍ତୀ ରେଳ ଓଭରବ୍ରିଜରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ଥିବା ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ…
Read More...

ଅଙ୍ଗନବାଡ଼ି କେନ୍ଦ୍ରକୁ ଜାଳି ଦେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଅନ୍ତର୍ଗତ ନୀଳଗିରି ଧୂବଶୀଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରକୁ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଜଣାପଡ଼ିଛି। ବିଭିନ୍ନ ବିବାଦ କାରଣରୁ ଦୁର୍ବୃତ୍ତମାନେ…
Read More...

ପିକଅପ ଭ୍ୟାନକୁ ଧକ୍କା ଦେଲା ହାଇୱା, ୪ ଗୁରୁତର

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଏକ ସିମେଣ୍ଟ ବୋଝେଇ ପିକଅପ ଭ୍ୟାନକୁ ଏକ ହାଇୱା ପଛପଟୁ ଧକ୍କା ଦେଇଛି। ଭ୍ୟାନରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ…
Read More...

ବୀରରାମଚନ୍ଦ୍ରପୁର ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପାଳିତ

ସୁଆଣ୍ଡୋ : ପୁରୀ ଜିଲା ବୀରରାମଚନ୍ଦ୍ରପୁର ଗ୍ରାମରେ ଥିବା ଧବଳେଶ୍ୱରଙ୍କ ପୀଠରେ ରବିବାର ଶିବ ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ବଡ଼ଓଷା ପାଳିତ ହୋଇଛି। ବ୍ରାହ୍ମ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଦ୍ୱାରଫିଟା ମଙ୍ଗଳ ଆଳତୀ…
Read More...

ଅଜଣା ରୋଗ ଆତଙ୍କ, ୧୫ ଦିନରେ ୬ ଶିଶୁ ମୃତ

କାଲିମେଳା : ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏମଭି ୭୯ ତାମାନପଲ୍ଲୀ ଗାଁରେ ଅଜଣା ରୋଗର ଆତଙ୍କ ଦେଖିବାକୁ ମିଳିଛି। ଗତ ୧୫ ଦିନ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହ…
Read More...

୫୦ ଫୁଟ ଧସିଲା ବୈତରଣୀ ନଦୀବନ୍ଧ

ଆରଡ଼ି : ବୁଲ୍‍ ବୁଲ୍‍ ପ୍ରଭାବରେ ଚାନ୍ଦବାଲି ବ୍ଲକର ଆରଡ଼ି ନିକଟସ୍ଥ ବୋଡ଼କ ଠାରେ ବୈତରଣୀ ନଦୀକୁ ୫୦ ଫୁଟର ସୁରକ୍ଷା ବନ୍ଧ ଧସି ଥିବା ଜଣାପଡ଼ିଛି। ସେହି ନଦୀ ବନ୍ଧକୁ ଦେଇ ୨୦ ନମ୍ବର ଜାତୀୟ ରାଜପଥ ଯାଇଛି। ବର୍ତ୍ତମାନ…
Read More...

ଡ଼ମ୍ଫର ଓ ବସ ମୁହାଁମୁହିଁ ଧକ୍କା, ୧୬ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର ତାଳ ବଣିଆ ଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘର୍ଟଣା ଘଟିଛି। ଏକ ବସ ସହ ଡ଼ମ୍ଫର ମୁହାଁମୁହିଁ ଧକ୍କା ହେବାରୁ ୧୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ…
Read More...

ବାଲି ଚୋରା ଚାଲାଣରେ ବ୍ୟବହୃତ ହାଇୱା ଓ ପୋକଲେନ ମେସିନ ଜବତ

ପାଟଣା : କେନ୍ଦୁଝର ଜିଲା ପାଟଣା ରେଞ୍ଜର ତେନ୍ତେଳା ବୈତରଣୀ ନଦୀ ସଲଗ୍ନ ଜଙ୍ଗଲରୁ ବାଲି ଚୋରା ଚାଲାଣରେ ବ୍ୟବହୃତ ଦୁଇଟି ହାଇୱା ଓ ଗୋଟିଏ ପୋକଲେନ ମେସିନକୁ ପାଟଣା ବନ ବିଭାଗ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ,…
Read More...

ବୋଟରୁ ସମୁଦ୍ରକୁ ଖସି ଧୀବରର ମୃତ୍ୟୁ

ଧାମରା : ଭଦ୍ରକର ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚନ୍ଦନୀପାଳ ଠାରେ ବୋଟରୁ ସମୁଦ୍ରକୁ ଖସି ଜଣେ ଧୀବରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ଲାଲମୋହନ…
Read More...

କରଞ୍ଜିଆ ରେଞ୍ଜରେ ହାତୀପଲ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ : ମୟୂରଭଞ୍ଜ କରଞ୍ଜିଆ ରେଞ୍ଜରେ ରବିବାର ପୁଣି ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ଗାଁରେ ପଶି ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗିଛନ୍ତି। ହାତୀପଲରେ ପ୍ରାୟ ୫୪ଟି ହାତୀ ରହିଛନ୍ତି। ଫଳରେ…
Read More...

ଦୁର୍ବଳ ହେଲା ବୁଲ୍‍ବୁଲ୍‍

ଭୁବନେଶ୍ୱର : ରବିବାର ସକାଳେ ଭୀଷଣ ସାମୁଦ୍ରିକ ଝଡରୁ ସାମୁଦ୍ରିକ ଝଡରେ ପରିଣତ ହୋଇ ବାତ୍ୟା ବୁଲ୍‍ବୁଲ୍‍ ଦୁର୍ବଳ ହୋଇଥିବା ଜଣାପଡ଼ିଛି। ପୂର୍ବ-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହୋଇ ବାଂଲାଦେଶ ଅତିକ୍ରମ କରିବା ସହ ୬ ଘଣ୍ଟା…
Read More...

ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା, ଲକ୍ଷାଧିକ ଭକ୍ତଙ୍କ ସମାଗମ

କଟକ : ରବିବାର ଅର୍ଥାତ ଆଜି ହେଉଛି କାର୍ତ୍ତିକ ମାସ ମହାପଞ୍ଚୁକର ତୃତୀୟ ଦିନ ଓ ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା। ଏଥିପାଇଁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି। ବଡ଼ସିଂହାର ରୂପରେ…
Read More...

ଏସସିବିରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

କଟକ : କଟକ ଏସସିବିରେ ରୋଗୀ ମୃତ୍ୟୁରୁ ରବିବାର ଉତ୍ତେଜନା ସୃଷ୍ଟି ହୋଇଛି। ମୃତ୍ୟୁ ବରଣ କରିଥିବା ରୋଗୀ ଜଣେ ଆଠ ବର୍ଷର ଶିଶୁ ବୋଲି ଜଣାପଡ଼ିଛି। ଚିକିତ୍ସା ଅବହେଳାରୁ ତା’ର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା…
Read More...

କୋବି ସୁପ୍‍

ଆବଶ୍ୟକ ସାମଗ୍ରୀ ଫୁଲ କୋବି – ୧ଟି ଗାଜର – ୧ଟି କଟା ପିଆଜ – ୧ଟି କଟା ରସୁଣ – ୨ ରୁ ୩ଟି ତେଲ - ଅଳ୍ପ ଧନିଆ ପତ୍ର - ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ - ଅଳ୍ପ କ୍ଷୀର – ୧ କପ ରୁ କମ ପ୍ରସ୍ତୁତି…
Read More...

ପାଖେଇ ଆସୁଛି ଶୀତ ଦିନ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ

ଶୀତ ଦିନକୁ କିଛି ଦିନ ବାକି ରହିଥିବା ବେଳେ ଥଣ୍ଡା ଅନୁଭବ ହେଲାଣି। ଏହି ଦିନରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ଦେବା ନିତ୍ୟାନ୍ତ ଆବଶ୍ୟକ। ନଚେତ ଥଣ୍ଡା ଜନିତ ସମସ୍ୟା ଲାଗି ରହିଥାଏ। ଏପରି କେତେକ ଖାଦ୍ୟ ରହିଛି,…
Read More...

ବିବାହରେ ବିଳମ୍ବ ହେଉଥିଲେ ଏହି ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁ ଶାସ୍ତ୍ରରେ ଦିଗ ଓ ଅନ୍ୟ କାରଣରୁ ସୃଷ୍ଟି ହେଉଥିବା ବାସ୍ତୁ ଦୋଷ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଦୋଷ ସଭିଁଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏପରି କେତେକ ବାସ୍ତୁ ଦୋଷ ରହିଛି ଯେଉଁ କାରଣରୁ…
Read More...

ଶନିଙ୍କ କୃପା ପ୍ରାପ୍ତି ପାଇଁ ଶନିବାରରେ ଖାଆନ୍ତୁ ଏହି ଖାଦ୍ୟ

ଶନିବାର ଦିନ ପ୍ରଭୁ ଶନିଦେବଙ୍କର ଅଧିକ ପ୍ରଭାବ ରହିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିବାରର ସ୍ୱାମୀ ଶନିଦେବ ଅଟନ୍ତି। ଏପରି କୁହାଯାଏ ଯେ, ଏହି ବାରରେ ଶନିଙ୍କ ସହ ସମ୍ବନ୍ଧିତ କିଛି ଖାଦ୍ୟର ସେବନ କଲେ ଖୁବ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ସୋର : ସୋରର ମଙ୍ଗଳପୁର ବାଘଆମ୍ପୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘଆମ୍ପୁଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାବୁଲି ବିନ୍ଧାଣୀଙ୍କ ପୁଅ ଜାଗର (୨୫)।…
Read More...

ଆଳୁ କଦଳୀ ବରା

ଆବଶ୍ୟକ ସାମଗ୍ରୀ ସିଝା କଞ୍ଚା କଦଳୀ – ୨ଟି ଅଟା – ୨୫୦ ଗ୍ରାମ ଲୁଣ - ଆବଶ୍ୟକ ପରିମାଣରେ କଞ୍ଚା ଲଙ୍କା – ୨ଟି ଧନିଆପତ୍ର - ଅଳ୍ପ ସିଝା ଆଳୁ - ଆବଶ୍ୟକ ପରିମାଣରେ ଭଜା ମୁଗ - ଅଳ୍ପ ତେଲ - ଆବଶ୍ୟକ ପରିମାଣରେ…
Read More...

ଆରଡ଼ିରେ ବାତ୍ୟା ବୁଲ୍‍ବୁଲ୍‍ର ଭୀଷଣ ପ୍ରଭାବ

ଆରଡ଼ି : ଭଦ୍ରକର ଆରଡ଼ିରେ ବାତ୍ୟା ବୁଲ୍‍ବୁଲ୍‍ର ତାଣ୍ଡବ ରଚିଛି। ଚାନ୍ଦବାଲିର ତଳିଆ ଅଞ୍ଚଳରେ ୧୪୦/୧୫୦ ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହେଉଛି। ପବନ ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ , କଚା ଘରର ଛପର ମଧ୍ୟ…
Read More...

ସୋର ବାହାନଗାରେ ବାତ୍ୟା ବୁଲ୍‍ବୁଲ୍‍ର ତାଣ୍ଡବ

ସୋର : ବାଲେଶ୍ୱର ଜିଲାର ସୋର ବାହାନଗା ସମେତ ଆଖପାଖ ଅଞ୍ଚଳରେ ବାତ୍ୟା ବୁଲ୍‍ବୁଲ୍‍ର ତାଣ୍ଡବ ଦେଖିବାକୁ ମିଳିଛି। ଗାଁ ବଜାରରେ, ରାସ୍ତାଘାଟରେ ପବନ ଯୋଗୁଁ ଗଛ ପଡ଼ି ରାସ୍ତା ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ବିଦ୍ୟୁତ ତାର…
Read More...

ଆଶାକର୍ମୀ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଯାଜପୁର : ଯାଜପୁର ଜିଲା ଆଶାକର୍ମୀ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ,…
Read More...

ହାତ ଓ ଗୋଡ଼ର ଗୋରା ରଙ୍ଗ ପାଇଁ କ୍ଷୀରର ଏଭଳି ବ୍ୟବହାର ଜାଣିଛନ୍ତି କି?

ସଭିଏଁ ନିଜ ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ବହୁ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। ଯେତେ ପରିମାଣରେ ଆମେ ତ୍ୱଚାର ଯତ୍ନ ନେଉ ହାତ ଓ ଗୋଡ଼ ଉପରେ ଅଧିକ ନଜର ଦେଇନଥାଉ। ସୂର୍ଯ୍ୟ କିରଣ, ଧୂଳିମାଟି, ପ୍ରଦୂଷଣ…
Read More...

ହେକୁଟି ଦୂର ପାଇଁ ଆପଣାନ୍ତୁ ଏହି ଉପାୟ 

ଖାଦ୍ୟ ଖାଇବା ପରେ ପେଟ ଭଲ ଭାବେ ଭିର୍ତ୍ତି ହୋଇଗଲେ ହେକୁଟି ଆସିଥାଏ। ଏହା ଏକ ସାଧାରଣ କଥା। ଖାଦ୍ୟ ଭଲ ଭାବେ ହଜମ ହେବା ଦ୍ୱାରା ହେକୁଟି ହୋଇଥାଏ ବୋଲି ମଧ୍ୟ କୁହାଯାଏ। ମାତ୍ର ଆପଣ ହୁଏତ ଜାଣି ନଥିବେ ଆବଶ୍ୟକତା ଠାରୁ…
Read More...

ଦେବୋତ୍ଥାନ ଏକାଦଶୀ ଓ ତୁଳସୀ ବିବାହର ମହତ୍ତ୍ୱ , ମିଳିଥାଏ ଅନେକ ଶୁଭଫଳ

ଭଗବାନ ବିଷ୍ଣୁ ଆଷାଢ ଶୁକ୍ଳ ଏକାଦଶୀ ଠାରୁ ଚାରି ମାସ ଯାଏଁ କ୍ଷୀର ସାଗରରେ ଶୟନ କରିଥାଆନ୍ତି। ପୁଣି କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଉଠିଥାଆନ୍ତି। ଏହି ଚାରି ମାସ ଦେବ ଶୟନ କାରଣରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବନ୍ଦ…
Read More...

ସେଓ ମିଠା

ଆବଶ୍ୟକ ସାମଗ୍ରୀ ଚିନି – ୧କପ ପାଣି – ୨କପ ଅମୁଲ - ଆବଶ୍ୟକ ପରିମାଣରେ ଘିଅ - ଆବଶ୍ୟକ ପରିମାଣରେ କେସର - ଅଳ୍ପ ଲବଙ୍ଗ - ଅଳ୍ପ ଖାଦ୍ୟରେ ବ୍ୟବହୃତ ଲାଲ ରଙ୍ଗ - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଏକ ଛୋଟ…
Read More...

ଓଲଟିଲା ଚୋରା ଚାଲାଣ ଗୋରୁ ବୋଝେଇ ଟ୍ରକ

ଭଦ୍ରକ : ଭଦ୍ରକ ଚିଙ୍ଗୁଡ଼ିପୁର ନିକଟରେ ଶୁକ୍ରବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ପ୍ରାୟ ୩୦ରୁ ଅଧିକ ଗୋରୁ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉକ୍ତ ଗୋରୁ ବୋଝେଇ…
Read More...

ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର କରଞ୍ଜିଆ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ହାତୀମାନେ କରଞ୍ଜିଆ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀପଲରେ ପ୍ରାୟ ୧୮ଟି ହାତୀ ଥିବା…
Read More...

ପବିତ୍ର ପଞ୍ଚୁକ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଭୁବନେଶ୍ୱର / ପୁରୀ : ଆଜି ଅର୍ଥାତ ଶୁକ୍ରବାର ପବିତ୍ର କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀ (ଦେବୋତ୍ଥାନ ଏକାଦଶୀ) ତିଥିରେ ପବିତ୍ର ମହାପଞ୍ଚୁକ ଆରମ୍ଭ ହୋଇଛି। ପବିତ୍ର ପଞ୍ଚୁକ ଉପଲକ୍ଷେ ରାଜ୍ୟର ସମସ୍ତ ଗାଁ ଓ ସହରର…
Read More...

ତୁଳସୀ ବିବାହ; ଜାଣନ୍ତୁ ଏହି ବିବାହର ପରମ୍ପରା, ଧାର୍ମିକ ଓ ପୌରାଣିକ ମହତ୍ତ୍ୱ

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଖୁବ ଅଧିକ। ଏହାର କେବଳ ଧାର୍ମିକ ନୁହେଁ ବରଂ ବହୁ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ବ୍ରତ, ଉପବାସ, ଧାର୍ମିକ ଆୟୋଜନ ଓ ଭଗବାନଙ୍କୁ ଭୋଗ ଲଗାଇବାରେ ତୁଳସୀ ଅର୍ପଣ କରାଯାଏ।…
Read More...

ତୁଳସୀ ବୃକ୍ଷର ଏହି ମହତ୍ତ୍ୱ ଜାଣିଛନ୍ତି କି ? ଆପଣେଇଲେ ହେବେ ଲାଭବାନ

ଧାର୍ମିକ ମାନ୍ୟତା ଅନୁଯାୟୀ କୁହାଯାଏ ଦେବୀ-ଦେବତାଙ୍କ ଦ୍ୱାରା ହୋଇଥିବା ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପୃଥିବୀକୁ ମିଳିଥିଲା ସେବେଠାରୁ ତୁଳସୀଙ୍କ ଉତ୍ପତ୍ତି ହୋଇଛି। ଏପରି କେତେକ ବିଶେଷ ମହତ୍ତ୍ୱ ତୁଳସୀଙ୍କର…
Read More...

ଚିଜ୍‍ ରାଇସ

ଆବଶ୍ୟକ ସାମଗ୍ରୀ ଚାଉଳ – ୨କପ ପାଣି - ଆବଶ୍ୟକ ପରିମାଣରେ ବଟର - ଆବଶ୍ୟକ ପରିମାଣରେ ମଇଦା - ଅଳ୍ପ କ୍ଷୀର - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ପିଆଜ – ୨ଟି ଗାଜର – ୧ଟି ମଟର - ଅଳ୍ପ ସିଝା ମକା…
Read More...

ସୋସିଆଲ ମିଡ଼ିଆରେ ପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଫଟୋ ଭାଇରାଲ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ଭିଡ଼ିଓ ଭାଇରାଲ ହେବା ପରେ ପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ଫଟୋ ଭାଇରାଲ ହୋଇଛି। ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଫଟୋ ଭାଇରାଲ କରିଥିବା ଅଭିଯୋଗ…
Read More...

ହାତୀଦାନ୍ତ ଓ ବାଘ ଚମଡ଼ା ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣାରୁ ହାତୀଦାନ୍ତ ଓ କଲରାପତରିଆ ବାଘ ଚମଡ଼ା ବେପାରୀ ରାକେଟ ଧରାପଡ଼ିଛନ୍ତି। ଉକ୍ତ ଗ୍ୟାଙ୍ଗର ୪ ଜଣଙ୍କୁ କ୍ରାଇମ ବ୍ରାଞ୍ଚ ଏସଟିଏଫ ଟିମ ଗିରଫ କରିଛି। ମିଳିଥିବା ସୂଚନା…
Read More...

ବଲାଙ୍ଗୀର ଜିଲା ଗସ୍ତରେ ୫ଟି ସଚିବ

ବଲାଙ୍ଗୀର : ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ଉପରେ ତତ୍ପରତା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟସେବା ନେଇ ରୋଗୀଙ୍କ ମତ ନେବାକୁ ଅଚାନକ ବିଭିନ୍ନ ଡ଼ାକ୍ତରଖାନାକୁ ୫ଟି ସଚିବ ଗସ୍ତ କରୁଛନ୍ତି।…
Read More...

ଧରାକୋଟ ବ୍ଲକ ଅଞ୍ଚଳରୁ ପୁଣି ୩ ଜଣ ନକଲି ଶିକ୍ଷକ ଚିହ୍ନଟ

ଗଞ୍ଜାମ: ଗଞ୍ଜାମର ଧରାକୋଟ ବ୍ଲକ ଅଞ୍ଚଳରୁ ପୁଣି ୩ ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜାଲ ପ୍ରମାଣପତ୍ରରେ ଉକ୍ତ ୩ ଜଣ ଶିକ୍ଷକତା କରୁଥିବା ନେଇ ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ୭ ଦିନ ମଧ୍ୟରେ…
Read More...

ଗୁଳିକାଣ୍ଡରେ କ୍ରସରର ମ୍ୟାନେଜର ଗୁରୁତର

କୋରାପୁଟ : କୋରାପୁଟର ନନ୍ଦପୁର ବ୍ଲକ ସିଲିପଣ୍ଡିରେ ଥିବା ଏକ କ୍ରସରରେ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏହି ଗୁଳିକାଣ୍ଡରେ କ୍ରସରର ମ୍ୟାନେଜର ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲା ଗୋଳାମୁଣ୍ଡା ବ୍ଲକର ଡ଼ୁଙ୍ଗରିଗୁଡ଼ା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,ବ୍ୟକ୍ତି…
Read More...

ସୁଖମୟ ବୈବାହିକ ଜୀବନ ପାଇଁ ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ସୁଖମୟ ବୈବାହିକ ଜୀବନ ପାଇଁ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଗୃହର ସମସ୍ତ କକ୍ଷ ସହ କିଛି ବାସ୍ତୁ ନିୟମ ଜଡ଼ିତ। ତେଣୁ ଗୃହର ସମସ୍ତ କକ୍ଷ ଗୁଡ଼ିକ ବାସ୍ତୁ ନିୟମ ଅନୁଯାୟୀ ହେବା ଉଚିତ। ଏତଦ…
Read More...

ଶୀତ ବସ୍ତ୍ର ସପିଙ୍ଗ ପାଇଁ ଯାଆନ୍ତୁ ଦିଲ୍ଲୀର ଏହି ମାର୍କେଟ

ଶୀତଦିନ ପାଖେଇ ଆସୁଛି। ତେଣୁ ଏହି ଦିନରେ ଉଷ୍ଣ ବସ୍ତ୍ର ପିନ୍ଧିବା ଆବଶ୍ୟକ। ମାତ୍ର ଶସ୍ତା ଓ ବିଭିନ୍ନ ଡ଼ିଜାଇନର ଉଷ୍ଣ ବସ୍ତ୍ର କିଣିବା ପାଇଁ ଦିଲ୍ଲୀର କେତେକ ମାର୍କେଟକୁ ନିଶ୍ଚୟ ଯାଆନ୍ତୁ। ଏଠାରେ ଆପଣ ବହୁ ଡ଼ିଜାଇନର…
Read More...

ମନସ୍କାମନା ପୂରଣ ପାଇଁ ପ୍ରଭୁଙ୍କୁ କରନ୍ତୁ ଏହି ଉପାୟରେ ପୂଜାର୍ଚ୍ଚନା

ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ଭଗବାନଙ୍କ ସମସ୍ତ ରୂପର ମହତ୍ତ୍ୱ ବିଭିନ୍ନ ପ୍ରକାରର ରହିଛି। ମାନ୍ୟତା ଅନୁଯାୟୀ, କୌଣସି ଭକ୍ତ ସତ୍ୟ ମନରେ ପ୍ରାର୍ଥନା କରିବା ଦ୍ୱାରା ପ୍ରଭୁ ନିଶ୍ଚୟ ତା’ର…
Read More...

ଏହି ସରଳ ଉପାୟ ଦୂର କରେ ପେଟ ଜନିତ ଯନ୍ତ୍ରଣା

ପେଟ ଜନିତ ଯନ୍ତ୍ରଣା ବର୍ତ୍ତମାନ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ପେଟ ସମସ୍ୟା ହେବାର ଏକ ପ୍ରମୁଖ କାରଣ ହେଉଛି ବର୍ତ୍ତମାନର ଜୀବନ ଶୈଳୀ ଓ ଖାଦ୍ୟପେୟ। ମାତ୍ର କିଛି ସରଳ ସହଜ ଘରୋଇ ଉପାୟ ଆପଣଙ୍କ ପେଟ…
Read More...

ଅଣ୍ଡା ପରଟା

ଆବଶ୍ୟକ ସାମଗ୍ରୀ ଅଟା – ୨କପ ପାଣି - ଆବଶ୍ୟକ ପରିମାଣରେ ବଟର – ୪ଚାମଚ କଟା ରସୁଣ – ୪ଟି କଟା ପିଆଜ – ୧ଟି କଟା କଞ୍ଚାଲଙ୍କା – ୨ଟି ଲୁଣ - ଆବଶ୍ୟକ ପରିମାଣରେ ହଳଦୀ - ଅଳ୍ପ କଟା ଅଦା - ଅଳ୍ପ ଲଙ୍କା…
Read More...

ଗୃହରେ ମନି ପ୍ଲାଣ୍ଟ ବୃକ୍ଷ ଅଛି କି ? ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ବାସ୍ତୁ ଶାସ୍ତ୍ରରେ ଉଭୟ ସକରାତ୍ମକ ଓ ନକରାତ୍ମକ ଶକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ପ୍ରତ୍ୟେକ ଦ୍ରବ୍ୟ ପାଇଁ ବାସ୍ତୁରେ ସଠିକ ଦିଗ ଓ ଏହାର ଶୁଭଫଳ ବିଷୟରେ ବର୍ଣ୍ଣନା କରାଯାଇଛି। ଘରର ସୁଖ-ସମୃଦ୍ଧି ସର୍ବଦା…
Read More...

ବେନୁପଡ଼ା ମଠରେ ଅଁଳାନବମୀ ପାଳିତ

ସୁଆଣ୍ଡୋ : ପୁରୀ ଜିଲା ବେନୁପଡ଼ା ମଠରେ ମଙ୍ଗଳବାର ଅଁଳା ନବମୀ ପର୍ବ ପାଳିତ ହୋଇଯାଇଛି। ଉକ୍ତ ମଠଟି ବାଇ ଦାସ ମଠ ଭାବେ ପରିଚିତ। ମନ୍ଦିରରେ ମା’ ଲକ୍ଷ୍ମୀ ଓ ସରସ୍ୱତୀଙ୍କର ପୂଜା ଆରାଧନା କରାଯାଇଥିଲା। ସେହିପରି ମଠର…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା ; ୨ ମୃତ , ଦୁଇ ଗୁରୁତର

କୋରେଇ : ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଟୁଳୀ ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ବାଇକ ଆହୋରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

କନ୍ଧମାଳ : କନ୍ଧମାଳରେ ଘନ କୁହୁଡ଼ି ଯୋଗୁଁ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଗୁମ୍ମାଗଡ଼ ଅଞ୍ଚଳର ଜଣେ ଯୁବକ ବୁଧବାର ସକାଳେ ବାଇକ ଯୋଗେ…
Read More...

ବାରମ୍ବାର ରୋଗଗ୍ରସ୍ତ ହେଉଥିବା ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ବହୁ ସମୟରେ ଏପରି ଦେଖାଯାଏ , ଦୀର୍ଘ ସମୟ ଧରି ରୋଗ ଲାଗି ରହିଥାଏ। ଅଧିକାଂଶ ଟଙ୍କାପଇସା ରୋଗରେ ହିଁ ଖର୍ଚ୍ଚ ହୋଇଥାଏ। ମାତ୍ର କେତେକ ସହଜ ବାସ୍ତୁ ଉପାୟ ଦ୍ୱାରା ବାରମ୍ବାର ରୋଗଗ୍ରସ୍ତ ହେଉଥିବା ସମସ୍ୟାରୁ ମୁକ୍ତି…
Read More...

ଝୋଳ ଲଙ୍କା ଆଚାର

ଆବଶ୍ୟକ ସାମଗ୍ରୀ କଞ୍ଚା ଲଙ୍କା - ୨୫୦ ଗ୍ରାମ ପାଣି – ୨କପ ମେଥି - ଅଳ୍ପ ହେଙ୍ଗୁ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ପାନ ମଧୁରୀ - ଅଳ୍ପ ସୋରିଷ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ…
Read More...

ପୂଜା-ପାଠରେ ବ୍ୟବହୃତ ଏହି ଶବ୍ଦର ଜାଣନ୍ତୁ କ’ଣ ରହିଛି ଅର୍ଥ

ପୂଜା-ପାଠ ସମୟରେ ଆମେ ଅନେକ ଶବ୍ଦ ଶୁଣୁ। ଯାହାର ଅର୍ଥ ଆମକୁ ଜଣାନଥାଏ। ତେଣୁ ସେପରି କେତେକ ଶବ୍ଦର ଅର୍ଥ ବିଷୟରେ ଜାଣନ୍ତୁ .... ପଞ୍ଚୋପଚାର - ଫୁଲ, ଧୂପ ଓ ଦୀପ , ଆସନ, ଅର୍ଘ୍ୟ ଆଦିର ଏକତ୍ର ବ୍ୟବହାର ହୋଇ ପୂଜା…
Read More...

ପୁଲିସ ଓ ଜିଲା ରିର୍ଜଭ ପୁଲିସ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟିତ

ଭବାନୀପାଟଣା : ରବିବାର କଳାହାଣ୍ଡି ପୁଲିସ ଓ ଜିଲା ରିର୍ଜଭ ପୁଲିସ କାର୍ଯ୍ୟାଳୟର ନୂତନ କୋଠା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୁଲିସ ଡ଼ିଜି ବି.କେ. ଶର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ…
Read More...

ତ୍ୱଚା ପାଇଁ ରାତିରେ ବ୍ୟବହାର କରନ୍ତୁ ଏହି ଦ୍ରବ୍ୟ, ମିଳିବ ଚମତ୍କାରୀ ଲାଭ

ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ସଭିଏଁ ବହୁ ଉପାୟ ଆପଣେଇ ଥାଆନ୍ତି। ଏହାଛଡ଼ା ଅଧିକାଂଶ ସମୟ ଅଭାବ କାରଣରୁ ତ୍ୱଚା ଉପରେ ଅଧିକ ଧ୍ୟାନ ମଧ୍ୟ ଦେଇ ପାରି ନଥାଆନ୍ତି। ମାତ୍ର ଏପରି କେତେକ ଉପାୟ ରହିଛି ଯାହାକୁ ଆପଣେଇ…
Read More...

ବସରେ ସିଟ୍‍ ନମିଳିବାରୁ ଧାରଣାରେ ବସିଲେ ଅସୁସ୍ଥ ମହିଳା, ତାଙ୍କ ଭାଇ

ଭଦ୍ରକ : ଭଦ୍ରକର ଇଚ୍ଛାପୁର ଛକରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅସୁସ୍ଥ ମହିଳାଙ୍କୁ ବସରେ ସିଟ୍‍ ନମିଳିବାରୁ ଇଚ୍ଛାପୁର ଛକରେ ଉକ୍ତ ମହିଳା ଓ ତାଙ୍କ ଭାଇ ବସ ସମ୍ମୁଖରେ ଧାରଣାରେ ବସିଛନ୍ତି।…
Read More...

ଘରୋଇ ମଟନ ତରକାରୀ

ଆବଶ୍ୟକ ସାମଗ୍ରୀ ମଟନ -୫୦୦ ଗ୍ରାମ କଟା ପିଆଜ - ୨ଟି ବଟା ହୋଇଥିବା- ପିଆଜ,ଅଦା,ରସୁଣ କଟା ଆଳୁ – ୨ଟି ତେଲ – ୭ରୁ ୮ ଚାମଚ ଚିନି - ଅଳ୍ପ ଗୋଟା ମସଲା – ୩ଟି ଲବଙ୍ଗ ୩ଟି - ଗୁଜୁରାତି ୩ଟି – ଡ଼ାଲଚିନି…
Read More...

ନିୟମିତ ପିଅନ୍ତୁ ଏକ ଗ୍ଲାସ କ୍ଷୀର, ମିଳିବ ଅନେକ ଲାଭ

ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏଥିରେ ବହୁ ପୋଷକ ତତ୍ତ୍ୱ ରହିଛି। ଯେଉଁ କାରଣରୁ ଏହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେଣୁ ପିଲାମାନଙ୍କୁ ପ୍ରତିଦିନ କ୍ଷୀର ପିଇବାକୁ ଦିଆଯାଇଥାଏ।…
Read More...

ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲରେ ପ୍ରାୟ ୨୨ ଟି ହାତୀ ଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛନ୍ତି। ମିଳିଥିବା…
Read More...

ଛଟ୍‍ ପୂଜା ସ୍ପେଶାଲ୍‍ ; ଗୁଡ଼ ଖିରୀ

ଆବଶ୍ୟକ ସାମଗ୍ରୀ ଚାଉଳ - ଆବଶ୍ୟକ ପରିମାଣରେ ଗୁଡ଼ – ୧୦୦ ଗ୍ରାମ ଖିର - ଆବଶ୍ୟକ ପରିମାଣରେ ମିଲ୍କ ମେଡ଼ - ଆବଶ୍ୟକ ପରିମାଣରେ ବାଦାମ – ୮ ରୁ ୧୦ଟି କାଜୁ - ୮ ରୁ ୧୦ଟି କିସମିସ - ଅଳ୍ପ ଗୁଜୁରାତି - ଅଳ୍ପ…
Read More...

ଛଟ୍‍ ପୂଜା ; ଦେଶର ଏହି ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରେ କରନ୍ତୁ ଦର୍ଶନ

ବିଭିନ୍ନ ସ୍ଥାନରେ ଛଟ୍‍ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଏ। ଛଟ୍‍ ପୂଜାରେ ମୁଖ୍ୟତଃ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ପ୍ରାର୍ଥନା କରାଯାଏ। ଜାଣନ୍ତୁ ଦେଶର ଏହି ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରେ ବିଷୟରେ…
Read More...

କାନ୍ଥ ରଙ୍ଗ ଜଣାଇଥାଏ ଆପଣଙ୍କ ରହସ୍ୟ

ନିଜ ପସନ୍ଦ ଅନୁଯାୟୀ ଘରକୁ ସଜାଇବା ପାଇଁ ସଭିଁଙ୍କୁ ବେଶ ପସନ୍ଦ। ଗୃହର କାନ୍ଥ ଗୁଡ଼ିକର ସୁନ୍ଦର ରଙ୍ଗ ଘରର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଥାଏ। ଘରର ସାଜସଜ୍ଜା ପାଇଁ ବିଭିନ୍ନ ପ୍ରକାରର ଲାଇଟ ଓ କାନ୍ଥର ରଙ୍ଗ ଗୁଡ଼ିକର…
Read More...

ଏହି ଉପାୟରେ ଦୂର କରନ୍ତୁ କୋଷ୍ଠକାଠିନ୍ୟ ସମସ୍ୟା

ବର୍ତ୍ତମାନ ସମୟରେ କୋଷ୍ଠକାଠିନ୍ୟ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି କାରଣରୁ ସଭିଏଁ ଖୁବ ଚିନ୍ତିତ ମଧ୍ୟ ରହିଥାଆନ୍ତି। ମାତ୍ର କେତେକ ସହଜ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।…
Read More...

କଳସ ସହ ଜଡ଼ିତ ବିଶେଷ ମହତ୍ତ୍ୱ

ହିନ୍ଦୁ ଧର୍ମରେ ଯେକୌଣସି ପୂଜା-ପାଠ ସମୟରେ କଳସ ସ୍ଥାପନ କରିବାର ବିଧି ରହିଛି। କଳସର ସ୍ଥାପନ ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। କଳସ ସହ ଜଡ଼ିତ ବିଶେଷ ମହତ୍ତ୍ୱ ବିଷୟରେ ଜାଣନ୍ତୁ .... ତ୍ରେତୟା ଯୁଗରେ ରାଜା ଜନକ…
Read More...

ଛତୁ କୁରମା

ଆବଶ୍ୟକ ସାମଗ୍ରୀ କଟା ଛତୁ – ୪୦୦ ଗ୍ରାମ କଟା ପିଆଜ – ୨ଟି କଟା ଗାଜର - ଅଳ୍ପ ଗ୍ରୀନ ମଟର - ଅଳ୍ପ କଟା କଞ୍ଚା ଲଙ୍କା – ୨ଟି ଅଦା ରସୁଣ ବଟା - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଅଳ୍ପ ହଳଦୀ ଗୁଣ୍ଡ -…
Read More...

ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରେ ସ୍ୱତନ୍ତ୍ର ରେଳବାଇ କୋର୍ଟ ଉଦଘାଟନ

ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରେ ଶନିବାର ବଲାଙ୍ଗୀର ଜିଲା ଦୌରା ଜଜ ଶ୍ୟାମସୁନ୍ଦର ଦାଶ ସ୍ୱତନ୍ତ୍ର ରେଳବାଇ କୋର୍ଟ ଉଦଘାଟନ କରିଛନ୍ତି। ଏଥିରେ ସ୍ୱତନ୍ତ୍ର ରେଳବାଇ ମାଜିଷ୍ଟ୍ରେଟ ତପନ କୁମାର ବେହେରାଙ୍କ…
Read More...

ଯୁବକଙ୍କୁ ହତ୍ୟା ଅଭିଯୋଗ

ପାଲଲହଡ଼ା : ଅନୁଗୁଳ ଜିଲା ପାଲଲହଡ଼ା ବଜାର ମଝିରେ ଶନିବାର ଜଣେ ଯୁବକଙ୍କୁ ଦୁର୍ବୃତ୍ତ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ଘର ପାଲଲହଡ଼ା ଉଦିତନଗର ସାହିରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ରାୟଗଡ଼ା : ରାୟଗଡ଼ା ଜିଲା ଅନ୍ତର୍ଗତ କାଶିପୁର ବ୍ଲକ କୁନ୍ଦୁପେଟ ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବାରହା ଧରିବାକୁ ଶିକାରୀ ବିଛାଇଥିବା ବିଦ୍ୟୁତ ତାରରେ ପଡ଼ି…
Read More...

ବଡ଼ଭାଇର ମୃତଦେହ ଦେଖି ସାନ ଭାଇର ମୃତ୍ୟୁ

ପାଲଲହଡ଼ା : ବଡ଼ଭାଇର ମୃତଦେହ ଦେଖି ସାନ ଭାଇର ହୃଦଘାତରେ ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ସିଡ଼ିଙ୍ଗ ଗାଁରେ ଘଟିଛି। ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କ୍ୟାନସରରେ ପିଡ଼ୀତ…
Read More...