www.samajalive.in
Saturday, December 6, 2025
19.1 C
Bhubaneswar

ସୋର ବାହାନଗାରେ ବାତ୍ୟା ବୁଲ୍‍ବୁଲ୍‍ର ତାଣ୍ଡବ

ସୋର : ବାଲେଶ୍ୱର ଜିଲାର ସୋର ବାହାନଗା ସମେତ ଆଖପାଖ ଅଞ୍ଚଳରେ ବାତ୍ୟା ବୁଲ୍‍ବୁଲ୍‍ର ତାଣ୍ଡବ ଦେଖିବାକୁ ମିଳିଛି। ଗାଁ ବଜାରରେ, ରାସ୍ତାଘାଟରେ ପବନ ଯୋଗୁଁ ଗଛ ପଡ଼ି ରାସ୍ତା ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ବିଦ୍ୟୁତ ତାର ଛିଡ଼ିବା ସହ ଧିରେ ଧିରେ ପବନର ବେଗ ବଢୁଛି। ଫଳରେ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ମଙ୍ଗଳପୁର ଗଡ଼ସାହି ଗ୍ରାମର ରମାକାନ୍ତ ସାହୁଙ୍କ ଘରେ ପାଣି ପଶି ଘର ଭାଙ୍ଗିବା ସହ ଚାଷ ଜମିରେ ପାଶି ପଶିଯିବାରୁ ଫସଲ ଓ ଜମି ନଷ୍ଟ ହୋଇଛି। ସ୍ଥାନୀୟଲୋକେ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଥିବା ସୂଚନା ମିଳିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories