www.samajalive.in
Tuesday, December 9, 2025
16.1 C
Bhubaneswar

ନିୟମିତ ପିଅନ୍ତୁ ଏକ ଗ୍ଲାସ କ୍ଷୀର, ମିଳିବ ଅନେକ ଲାଭ

ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏଥିରେ ବହୁ ପୋଷକ ତତ୍ତ୍ୱ ରହିଛି। ଯେଉଁ କାରଣରୁ ଏହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେଣୁ ପିଲାମାନଙ୍କୁ ପ୍ରତିଦିନ କ୍ଷୀର ପିଇବାକୁ ଦିଆଯାଇଥାଏ। ଏଥିରେ କ୍ୟାଲସିୟମ ଠାରୁ ଆରମ୍ଭ କରି ପ୍ରୋଟିନ, ଭିଟାମିନ ଆଦି ରହିଛି। ଏପରି ମଧ୍ୟ କୁହାଯାଏ କ୍ଷୀର ପିଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ। ଶରୀର ସୁସ୍ଥ ରହିଥାଏ।
କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ, ପୋଟାସିୟମ, ଫସଫରସ, ଭିଟାମିନ ଡ଼ି , ଭିଟାମିନ ବି ୧୨, ଭିଟାମିନ ଏହାସହ ଅନ୍ୟାନ୍ୟ ବହୁ ପୋଷକ ମଧ୍ୟ ରହିଛି। କ୍ୟାଲସିୟମ ହାଡ଼ ଓ ଦାନ୍ତକୁ ଶକ୍ତ ରଖିବା ପାଇଁ ଖୁବ ଲାଭକାରୀ ଅଟେ।
ଏଥିରେ ଥିବା ପ୍ରୋଟିନ ଶରୀରକୁ ଶକ୍ତି ଯୋଗାଇଥାଏ।
ପୋଟାସିୟମ ରକ୍ତ ଚାପର ସମସ୍ୟାକୁ ଦୂର କରିଥାଏ। ରକ୍ତଚାପକୁ ନିୟନ୍ତ୍ରିତ ମଧ୍ୟ କରିଥାଏ।
ଫରଫରସ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ ଓ ହାଡ଼କୁ ସୁସ୍ଥ ରଖିଥାଏ।
ଭିଟାମିନ ବି ୧୨ ଲାଲ ରକ୍ତ କୋଷିକା ଓ ସ୍ନାୟୁ ଗୁଡ଼ିକୁ ସୁସ୍ଥ ରଖିଥାଏ।
କ୍ଷୀରରେ ଥିବା ଭିଟାମିନ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଚକ୍ଷୁ ଓ ଚର୍ମର ସମସ୍ୟାକୁ ଦୂର କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories