କଟକ : କଟକ ଏସସିବିରେ ରୋଗୀ ମୃତ୍ୟୁରୁ ରବିବାର ଉତ୍ତେଜନା ସୃଷ୍ଟି ହୋଇଛି। ମୃତ୍ୟୁ ବରଣ କରିଥିବା ରୋଗୀ ଜଣେ ଆଠ ବର୍ଷର ଶିଶୁ ବୋଲି ଜଣାପଡ଼ିଛି। ଚିକିତ୍ସା ଅବହେଳାରୁ ତା’ର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ଜଣା ପଡ଼ିବା ପରେ ମେଡ଼ିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହେବା ସହ ଉତ୍ତ୍ୟକ୍ତ ଲୋକେ ଓ ରୋଗୀ ସମ୍ପର୍କୀୟ କାଜୁଆଲିଟି ମୁଖ୍ୟ ଫାଟକରେ ତାଲା ପକାଇଥିବା ସୂଚନା ମିଳିଛି।
Popular Categories



