ଆରଡ଼ି : ବୁଲ୍ ବୁଲ୍ ପ୍ରଭାବରେ ଚାନ୍ଦବାଲି ବ୍ଲକର ଆରଡ଼ି ନିକଟସ୍ଥ ବୋଡ଼କ ଠାରେ ବୈତରଣୀ ନଦୀକୁ ୫୦ ଫୁଟର ସୁରକ୍ଷା ବନ୍ଧ ଧସି ଥିବା ଜଣାପଡ଼ିଛି। ସେହି ନଦୀ ବନ୍ଧକୁ ଦେଇ ୨୦ ନମ୍ବର ଜାତୀୟ ରାଜପଥ ଯାଇଛି। ବର୍ତ୍ତମାନ ଏହି ଜାତୀୟରାଜପଥ ଆଖଣ୍ଡଳମଣି- ଯାଜପୁର ମୁଖ୍ୟ ରାସ୍ତାକୁ ଗମନାଗମନର ବାଟ ହୋଇଥିବାରୁ ମଣିବାବା ଓ ମା’ବିରଜାଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେବାର ସମ୍ଭାବନା ରହିଛି। ନିମ୍ନ ମାନର କାମ ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି।
Popular Categories



