BJD Bijuli 480×75 Mob

ଗୁଳିକାଣ୍ଡରେ କ୍ରସରର ମ୍ୟାନେଜର ଗୁରୁତର

BJD Bijuli 480×75 Mob

କୋରାପୁଟ : କୋରାପୁଟର ନନ୍ଦପୁର ବ୍ଲକ ସିଲିପଣ୍ଡିରେ ଥିବା ଏକ କ୍ରସରରେ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏହି ଗୁଳିକାଣ୍ଡରେ କ୍ରସରର ମ୍ୟାନେଜର ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ମ୍ୟାନେଜରଙ୍କୁ ପ୍ରଥମେ କୋରାପୁଟ ମେଡ଼ିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସମ୍ପୃକ୍ତ ଘଟଣାରେ ଜଣେ ଅଭିଯୁକ୍ତ ଅଟକ ଥିବା ଏସପିଙ୍କ ଠାରୁ ସୂଚନା ମିଳିଛି।

Comments are closed.