www.samajalive.in
Saturday, December 6, 2025
16.1 C
Bhubaneswar

ନିରୋଗ ରହିବା ପାଇଁ ଇଚ୍ଛୁକ କି ? ଆପଣାନ୍ତୁ କିଛି ଆବଶ୍ୟକୀୟ ଟିପ୍ସ

ବର୍ତ୍ତମାନର ପରିବର୍ତ୍ତନଶୀଳ ଜୀବନଶୈଳୀ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ଖୁବ ପ୍ରଭାବ ପକାଇଥାଏ। ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସାଧାରଣ ଉପାୟ ଅବଲମ୍ବନ କରି ଆମେ ଶରୀରକୁ ନିରୋଗ ରଖିପାରିବା। ଜାଣନ୍ତୁ ତାହା କଣ….

ଡ଼ାଇନିଙ୍ଗ୍‍ ଟେବୁଲରେ ଖାଇବା ପରିବର୍ତ୍ତେ ଖାଦ୍ୟ ସର୍ବଦା ଚଟାଣରେ ବସି ଖାଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲଭାବେ ହଜମ ହୋଇଥାଏ। ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ। 

- Advertisement -

ତମ୍ବାର ପାତ୍ରରେ ପାଣି ପିଇବା ଶରୀର ପାଇଁ ଉତ୍ତମ ଅଟେ। ଏହା ଦ୍ୱାରା ଆମ ହୃଦୟ ସୁସ୍ଥ ରହେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଶରୀର ସୁସ୍ଥ ରହିଥାଏ। 

ଶରୀରରେ ବାଦାମର ତେଲ ଲଗାନ୍ତୁ। 

ସର୍ବଦା କମ୍‍ କେମିକାଲ ଥିବା ଖାଦ୍ୟଦ୍ରବ୍ୟ ବ୍ୟବହାର କରିବା ଉଚିତ। 

ଅଧିକ ଚାହା କିମ୍ବା କଫି ପିଇବା ଉଚିତ ନୁହେଁ। 

ସପ୍ତାହକୁ ଥରେ ଅଥବା ଦୁଇ ଥର ନିମର କାଠିରେ ଦାନ୍ତ ସଫା କରିବା ଉଚିତ। ଏହା ଦ୍ୱାରା ଦାନ୍ତରେ ଥିବା ରୋଗଜୀବାଣୁ ନଷ୍ଟ ହେବା ସହ ପାଟିର ଦୁର୍ଗନ୍ଧ ଜନିତ ସମସ୍ୟା  ଦୂର ହୋଇଥାଏ। 

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories