ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ସନ୍ନତ ଗଡ଼ତିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ରବିବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ତାଙ୍କ ନାଁ ଘୋଷଣା କରିଛି। ଶନିବାର ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବରଗଡ଼ ଜିଲା ଉପସଭାପତି ଦିଲ୍ଲୀପ ପଣ୍ଡାକୁ ପ୍ରାର୍ଥୀ କରିସାରିଛି।
Popular Categories



