ସୁନ୍ଦରଗଡ଼ : କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡ଼ିଏମଓ) ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯାଇଛି। ପଟେଲ ‘ମୋ ସରକାର’ କାର୍ଯ୍ୟକ୍ରମରେ ଅବହେଳା କରିଥିବାରୁ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ସୁନ୍ଦରଗଡ଼ ଜିଲାପାଳ ନିଖିଲ୍ ପୱନ କଲ୍ୟାଣଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।
‘ମୋ ସରକାର’ କାର୍ଯ୍ୟକ୍ରମରେ ଅବହେଳା, ସିଡ଼ିଏମଓ ନିଲମ୍ବିତ
Popular Categories



