www.samajalive.in
Wednesday, December 10, 2025
16.1 C
Bhubaneswar

ଓଜନ ହ୍ରାସ ପାଇଁ ଚିନ୍ତିତ କି ? ଖାଆନ୍ତୁ ଏହି ଫଳ

ବର୍ତ୍ତମାନ ସମୟରେ ବହୁ ଲୋକେ ନିଜ ଡ଼ାଇଟିଙ୍ଗକୁ ନେଇ ଖୁବ ଚିନ୍ତିତ। ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକେ ଫଳକୁ ମଧ୍ୟ ନିଜ ଖାଇବାରୁ ଦୂରେଇ ରଖିଥାଆନ୍ତି। ମାତ୍ର ଏହା ଠିକ ନୁହେଁ। ଫଳ ନ ଖାଇବା ଦ୍ୱାରା ବହୁ ପୋଷକ ତତ୍ତ୍ୱ ଶରୀର ମଧ୍ୟକୁ ଯାଇପାରେ ନାହିଁ। ଫଳକୁ ଠିକ ଭାବେ ଖାଇବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ କେଉଁ ଫଳକୁ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ….
ଲିଚୁ କୋଳି –
ଲିଚୁ କୋଳି ଓଜନ ହ୍ରାସ କରୁଥିବା ଲୋକଙ୍କ ପାଇଁ ଲାଭଦାୟକ ଅଟେ। ଏହି ଫଳରେ ଥିବା ପୋଷକ ତତ୍ତ୍ୱ ଓଜନ ହ୍ରାସ କରିଥାଏ। ତେଣୁ ନିୟମତି ଏହି ଫଳକୁ ଖାଇବା ଦ୍ୱାରା ଖୁବ ଉପକାର ମିଳିଥାଏ।
ତରଭୂଜ –
ଓଜନ ହ୍ରାସ ପାଇଁ ଏହା ମଧ୍ୟ ଏକ ଉପକାରୀ ଫଳ ଅଟେ। ବିଶେଷଜ୍ଞଙ୍କ ମତରେ ୧୦୦ ଗ୍ରାମ ତରଭୂଜରେ ୮ ଗ୍ରାମ କାର୍ବୋହାଇଡ଼୍ରେଟ ରହିଛି। ତେଣୁ ଏହାକୁ ନିୟମିତ ଖାଇଲେ ମଧ୍ୟ ଓଜନ କମିଥାଏ।
ଖରଭୂଜ –
ଏହାକୁ ମଧ୍ୟ ନିୟମିତ ଖାଇବା ଦ୍ୱାରା ଓଜନ କମିଥାଏ। ବିଶେଷଜ୍ଞଙ୍କ ମତରେ ୧୦୦ ଗ୍ରାମ ଖରଭୂଜରେ ମଧ୍ୟ ୮ ଗ୍ରାମ କାର୍ବୋହାଇଡ଼୍ରେଟ ରହିଛି। ତେଣୁ ଏହା ମଧ୍ୟ ଉପକାରୀ ଅଟେ।
ପିଚ ଫଳ –
ଏହି ଫଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ସପ୍ତାହକୁ ୨ ରୁ ୩ ଥର ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories